Suna Besha | Tiniti Ratha Naati Katha 7 | Dr. Ashutosh Prasad Mishra | Suna Besha History
Why Suna Besha is called BadaTadhau Besha or RajadhiRaja Besha?
When Suna Besha is started ? What is the significance of Suna Besha ?
History of Suna Besha ?
------------
Tiniti Ratha Naati Katha 7
ରଥଯାତ୍ରା ଉପଲକ୍ଷେ ଆମର ସ୍ବତନ୍ତ୍ର ଉପସ୍ଥାପନା "ତିନିଟି ରଥ ନଅଟି କଥା" ଅନେକ ନୂତନ ତଥ୍ୟ, ଅଜଣା କଥା ସହିତ ମହାପ୍ରଭୁଙ୍କ ରଥଯାତ୍ରାର ଅନେକ ଭାବାତ୍ମକ ଦିଗକୁ ଆପଣଙ୍କ ସମ୍ମୁଖରେ ପରଷି ଦେବାର ଏକ ପ୍ରୟାସ, ଆଶା ଆପଣ ମାନଙ୍କୁ ଏହା ଭଲ ଲାଗିବ ଆଉ ମହାପ୍ରଭୁଙ୍କ ପ୍ରତି ଆପଣଙ୍କ ଭାବକୁ ବହୁଗୁଣିତ କରିବ।
ଆପଣଙ୍କ ପ୍ରିୟଜନ ଓ ଜଗନ୍ନାଥ ପ୍ରେମୀଙ୍କୁ ସେୟାର କରିବାକୁ ଭୁଲିବେନି।
ତିନିଟି ରଥ ନଅଟି କଥା ୭
|| ସୁନାବେଶ || ବଡ଼ତଢାଉ ବେଶ || ରାଜାଧିରାଜ ବେଶ ||
---------
Dr. Ashutosh Prasad Mishra
Jagannath Mahima
Odisha 365
-----------
ଶ୍ରୀଜୀଉମାନେ ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି |
ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।
ଭିତରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳୁଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।
-------------------
What is Suna Besha ?
why is Suna Besha celebrated
Significance of Suna Besha
jagannath
puri jagannath mandir
jagannath mandir
prabachan odia
odia prabachan
anubhuti re jagannath
jagannath video
jagannath pravachan
jagannath prabachan odia
jagannath anubhuti
jagannath anubhuti in odia
jagannath mahima in odia
--------
prabachan odia
puri jagannath Suna Besha
puri rath
Suna Besha puri
puri ratha
puri Suna Besha
Suna Besha puri 2023
jagannath Suna Besha 2023
jagannath puri Suna Besha
puri Suna Besha
Suna Besha 2023
jagannath puri Suna Besha
jagannath SunaBesha 2023
rath
puri
rath yatra
rath yatra 2023
jagannath rath yatra
puri rath yatra
puri rath yatra 2023
---------------
#sunabesha
#jagannathmahima #drashutoshprasadmishra #odisha365 #TinitiRathaNaatiKatha
Пікірлер: 162
ଜୟ ମୋ ମଣିମା ଙ୍କର ଜୟ ହେଉ 🌹🙏🌹🙏 ହେ ମହାପ୍ରଭୁ ମହାବାହୁ ହେ ମୋ ପ୍ରାଣପ୍ରିୟ ସୁନା ମଣିମା 🙏♥️🙏 ଆଶୁତୋଷ ବାବା , ବହୁତ ଭଲ ଲାଗିଲା ମଣିମା ଙ୍କ ସୁନାବେଶ ର ବର୍ଣ୍ଣନା ଟି , ମଣିମା ଙ୍କ କଥାମୃତ ତୁମ ତୁଣ୍ଡ ରୁ ଏମିତି ଶୁଣାଉ ଥାଅ ..
ଡ଼. ମିଶ୍ର ଙ୍କୁ ଅଶେଷ ଧନ୍ୟବାଦ। ଏତେ ସୁନ୍ଦର ଭାବେ ଆମ ସମସ୍ତଙ୍କୁ ଜଗନ୍ନାଥଙ୍କ ମହିମା ଶୁଣି ଥିବାରୁ । ସେ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ପ୍ରାପ୍ତ ହୁଅନ୍ତୁ ।
ଆଶୁତୋଷ ମହାଶୟ, ଆପଣଙ୍କୁ ଜଗନ୍ନାଥ ସୁଖ ଶାନ୍ତିରେ ରଖନ୍ତ, ଆପଣ ତାଙ୍କ କଥା ଏହିପରି ସବୁବେଳେ କୁହନ୍ତୁ
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ହେ ମହାପ୍ରଭୁ କାଳିଆ ଠାକୁର ଦୟାକର ଆସନ୍ତା ବର୍ଷକୁ ଶ୍ରୀକ୍ଷେତ୍ରରେ ରହି ସୁନାବେଶ ଦେଖିବାର ସୌଭାଗ୍ଯ ସମସ୍ତଙ୍କୁ ପ୍ରାପ୍ତ ହେଉ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ଓଃ କି ଆନନ୍ଦ ସେ ମଣିମା ଡାକରେ 🙏🙏
ଅନେକ ଅନେକ ଧନ୍ୟବାଦ ଆଶୁ ଭାଇନା। 🙏🙏ଆମ ମହାପ୍ରଭୁ ଙ୍କର ଏମିତି ଅମୂଲ୍ୟ କଥା ଭେଟି ଦେଉଥିବାରୁ 🙏🙏🙇♀🙇♀🙇♀🙇♀🙇♀🙇♀🙇♀ ଜୟ ଜୟ ଜଗନ୍ନାଥ 🙏🙏💐💐
ହେ ମୋ କାଳିଆ ଠାକୁର, ହେ ଭାବ ବିନୋଦିଆ, ହେ କୋଟି ଓଡ଼ିଆର ମଉଡଣି, ହେ ମଣିମା ତୁମେ ଏହି ଭଳି ଭାବ ଲଗାଇ ଥାଅ ତୁମର ଏ ଭାବରେ ଏ ସମସ୍ତ ଜଗତ ଭାବୁକ ହେଉ ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ ପ୍ରଭୁ ତୁମର ଜୟ ହେଉ 🙏🙏🙏🙏
@madhusmitadandpat6073
Жыл бұрын
Jay Jagannath swami nayan Patha gami bhavo tumhe 🙏🙏🙏🙏🙏
@swarnalatadash9171
Жыл бұрын
😊😊
ମଣିମା, ମଣିମା ମଣିମା ମଣିମା.... ମଣିମା... ମଣିମା... ମଣିମା... ମଣିମା... 😭😭😭ମୋ ମଣିମା... ମୋ ମଣିମା.... ମୋ ମଣିମା... ମୋମଣିମା... ମୋ ମଣିମା 😭😭ମୋ ଧନ ପ୍ରାଣ ମୋ ମଣିମା 🙏🙏🙏🙏
❤❤❤❤❤❤❤❤❤❤❤ ⭕❗⭕ 🙏🙏🙏🙏🙏🙏🙏 ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ତୁମରି ବନ୍ଧନରେ ବାନ୍ଧି ରଖପ୍ରଭୁ 🌺🙏🏻🙏🏻🙏🏻🌺
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏
ମୋ ଜଗନ୍ନାଥ ସ୍ୱାମୀ ଙ୍କ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay jagannath swami 🙏🙏🙏🙏🙏💗💗💗💗💗💗💗💗💗💗💗💗💗
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ।🙏
Mo mahapravu he 🙏🙏🙏🙏🙏🙏🙏🙏🙏🙏🙏
ଆଭୂମ ପ୍ରଣାମ ଆଜ୍ଞା।।।।।।।🙏।।।। ମହିମା ଅନନ୍ତ।।।ଜୟ ଜଗନ୍ନାଥ 🙏
Bhaba Binodia Thakura Bhakta Bastshala Hari..... 🙏🙏🙏
ମଣିମା ମୋ 🙏🙏 Sir ଅପଣ ଯେତେବେଳେ ମଣିମା, ବୋଲି ମୋ ସାଆନ୍ତେ ଙ୍କୁ ସମ୍ବୋଧନ କରନ୍ତି ସେତେବେଳେ ମନ ପ୍ରାଣ ସତେ ସେ ପ୍ରଣବଲ୍ଲଵ ହେଇଯାନ୍ତି 🙏
@mousumiswain5611
Жыл бұрын
🙏🙏🙏🙏🙏💗💗💗💗💗💗💗💗💗💗💗💗💗💗💗💗💗💗💗💗💗
ଜୟ ଜଗନ୍ନାଥ 🙏🏻🙏🏻🙏🏻🚩🚩🚩🚩🚩🚩🚩
He manina ପ୍ରହେଦଶାନଥ radoshamarjsna jarahemanima 🙏🙏🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐💐💐💐❤️❤️❤️❤️❤️❤️❤️❤️❤️❤️❤️❤️❤️🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔
Jay Shree Jagannath 🙏🙏🙏
ଜୟ ଜଗନ୍ନାଥ 🚩🙏🏻🙏🏻🙏🏻
He maha Prabhu emiti bhakta manku darshan dei chalithantu,apanka krupa sarbada thau🙏🙏🙏🙏🙏🙏,,jai jagannath.
Jay Jagannath 🙏🌷💕🙏
Jay Jagannath
ଜୟ ଜଗନ୍ନାଥ Sir ଆପଣଙ୍କୁ ଅନେକ ଅନେକ ଧନ୍ୟ ବାଦ 🙏 ଆପଣଙ୍କ ମୁଖ ରୁ ମହାପ୍ରଭୁ ଙ୍କ କଥା ଶୁଣିବାକୁ ଭାରି ଭଲ ଲାଗେ ଏମିତି ଲାଗେ ଯେମିତି ମହାପ୍ରଭୁ ନିଜେ ଆପଣଙ୍କ କଣ୍ଠ ରେ କୁହାଉଛନ୍ତି
ହରୀବୋଲ ❤ ଏହି ଚାନେଲ କୁ ଚାହିଁ ରହିଥାଉ ଶ୍ରୀ ଜଗନ୍ନାଥ ଙ୍କ ମହିମା ଶୁଣିବା ପାଇଁ 🙏🚩
@biswajitpasupalak3180
Жыл бұрын
😊
ଜୟ ଜଗନ୍ନାଥ 🙏🙏🙏🙏
ସୁନା ମଣିମା ମୋର 💗🙏💗
ମହାପ୍ରଭୁ ହେ
Jay shree Jagannath Swami 🚩🙏🌈🥰👣🙇🥀🌍👣⚫‼️⚫😘😘😘
🙏ଜୟ ଜଗନ୍ନାଥ ମହାପ୍ରଭୁ ତୁ ତ ବଡ ଲୋକ ଏ ଗରିବ ବାପ କୁ କାହିଁକି ପଚାରିବୁ ବଡ଼ ଘରେ ବସିଛୁ ଛପନ ପଉଟି ଭୋଗ ଖାଉଛୁ ସୁନା ରେ ଛାଇହୋଇଛୁ କିଏ ମଲା କେତେ ଗଲା କେତେ ହଉ ତୁ ଭଲରେ ଥା ଏବଂ ତୋର ମା ଏବଂ ସାନ ଭଉଣୀ ଟିକେ ଅନେଇ ଥବୁରେ ମୋ କଥା ଛାଡେ
He Mahabahu jagata jananku uddhara kara he prabhu🙏🙏🙏🙏🙏👏
Jay Jagannath Swami Nayan Patha Gami Bhava Tume Prabhu 🌺🙏🌺
Jay jaganath 🙏🙏🙏 . Happy suna besa jaganath ji 🙏🙂
Jay shreejagannath baba🌷❤🌷thanks sir bhalare thantu❤
Bahut bhala lagila Jay Jagannath 🙏🙏🙏
Jay Guru Jay Jagannath
Jai ho Swami Mahaprabhu Bhagwan Jagannath ki, 🙏🏻🌼😇
Jai Jagannath Swami 🙏🙏🙏🙏🙏🙏🙏🙏🙏
🙏 Jay 🙏 Jagannath 🙏 Swami 🙏🙏🙏🙏🙏🙏
Jay ❤ Jagannath ❤
Jay Jay Shree radhe 🙏🙏🙏🙏🙏👌👌👌👌👌👌👌👌👌👌👌👌👌
Ki sundar barnana ❤
Badhia laguchi
Jay Jagannath Mo Mahaprabhu Nkara Jay Hau Mo Kalia Samanta
Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Sir pranam 🙏
Jay Jagannath Swami 🙏🙏🙏
Jay Shree Jagannath ❤️❤️🙏🙏🙏🙏🙏
Jay jagannath Swami🙏🙏🙏🙏🙏🙏🙏🙏🙏🙏🙏
Jai Jagannath mahabahu
Jay jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jai Jagannath 🙏
Jay Jagannath 🙏🏼❤️🙏🏼
ଜୟ ଜୟ ଶ୍ରୀ ଜଗନ୍ନାଥ ❤
Jay Jagannath 🌹🌹🌹🌹🙏🏻🙏🏻🙏🏻🙏🏻
Jay jagannath Swami 🙏🙏🙏
JAY JAGANNATH
ଜୟ ଜଗନ୍ନାଥ🙏 ମହାପ୍ରଭୁ ଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ନାହିଁ
Jay Jay Jagannath 🙏💗🙏
Jay Sri jaganathha
Jay jagannath swami🙏🙏
Jai.jaganntha🙏🙏🙏💟💟♥️♥️
Jay jagannath❤❤❤❤❤❤❤❤❤
❤
Jay jagannath
Jay jagannath 💙🙏
Jay jagannath👃👃👃
Jay jaganatha
Mahaprabhu may bless you with all happiness. Thank you very much sir for giving this knowledge about our beloved Lord.Stay blessed 🙏
Jay jaganath
Jay jagannatha
Jay Jagannath🙏🙏🙏🙏🙏
Jaya jagannath 🙏
Jay shree Jagannath 🙏🙏🙏
Jay jagannath ki
Jay shree jagnnath Swami ji namah
Jay jagannath swami🙏
Om Jay jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Very good message sir 🙏🏻 God bless you to your family sir 🙏🏻 And all sir 🙏🏻
🙏ଜୟ ଜଗନ୍ନାଥ 🙏🙏🌺💐
Jay shree jagarnath ,, bhaba ra thakura
Jay jgannath
Jay mahapravu
EXCELLENT
Jay Jagannath 🙏🙏🚩🚩,bahut sundara bani.
Jay Jagannath Mohaprabhu 🙏🙏 Sir aapan nka upastapana ku jete kahile kam hebe
यदा समुद्रदेवः पद्मनाभस्वामी जी इत्यस्य चरणस्य प्रशंसा करिष्यति तदा बहु प्राणहानिः भविष्यति, सर्वकारः अपि हस्तं उत्थापयिष्यति, साहाय्यं अपि याचयिष्यति, तदा कोषस्य उपयोगः जनानां कृते सहकार्यार्थं भविष्यति, यत् भविष्यति प्रसाद इति भक्तैः स्वीकृताः भवन्तु। तस्मिन् समये द्वारं उद्घाटितं भविष्यति यत् सर्वेषां भक्तानां जनानां साहाय्यार्थं ईश्वरस्य साहाय्यम् अस्ति। कल्की दसमावतार भगवान श्री हरिमाहविष्णु महानारायण 👣📿🔔🚩🪔🙏🪔 जब पद्मनाभ स्वामी जी के चरणों का स्तवन समुद्रदेव करेगें बहुत अधिक जनहानि होगीं सरकार भी हाथ खड़े कर लेगी वो भी सहायता मांगेगी तब प्रजा के लिए खजाने का प्रयोग सहयोग हेतु किया जाएगा जो कि भक्तजन प्रसाद स्वरूप ग्रहण करेंगे। उस समय दरवाजा खोल दिया जाएगा जो कि प्रजाजन की सहायतार्थ सभी भक्तों को भगवान का सहयोग हैं। कल्कि दशमअवतार भगवान श्री हरिमहाविष्णु महानारायण🪔🕉🌞🌏🌝🪐🔱⚔️⚖️🏹🌈🐳🐌🐢🐍🦎🐊🐗🦁🐯🫎🐏🐐🐮🦬🐇🐕🐶🦊🐈🐁🦣🦄🐻🦍🦉🐓🦚🐤🕊🦅🦢🐚✌️👣📿🔔🚩🪔🙏🪔ଯେତେବେଳେ ସମଦ୍ରଦେବ ପଦ୍ମନାଭ ସ୍ ami ାମୀ ଜୀଙ୍କର ପାଦକୁ ପ୍ରଶଂସା କରିବେ, ସେଠାରେ ଅନେକ ଜୀବନ ହାନି ହେବ, ସରକାର ମଧ୍ୟ ହାତ ବ raise ାଇବେ, ସାହାଯ୍ୟ ମଧ୍ୟ ମାଗିବେ, ତା’ପରେ ଟ୍ରେଜେରୀ ଲୋକଙ୍କ ସହଯୋଗରେ ବ୍ୟବହୃତ ହେବ, ଯାହା ହେବ ଭକ୍ତମାନେ ପ୍ରସାଦ ଭାବରେ ଗ୍ରହଣ କରନ୍ତୁ | ସେହି ସମୟରେ ଦ୍ୱାର ଖୋଲାଯିବ ଯାହା ସମସ୍ତ ଭକ୍ତଙ୍କୁ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ God's ଶ୍ବରଙ୍କ ସାହାଯ୍ୟ | କାଲ୍କି ଦଶମାଭତର ଭଗବାନ୍ ଶ୍ରୀ ହରିମାହାଭିଷ୍ଣ ମହାନାରାୟଣ 👣📿🔔🚩🪔🙏🪔 When Samudradev will praise the feet of Padmanabha Swami ji, there will be a lot of loss of life, the government will also raise its hands and ask for help, then the treasury will be used for cooperation for the people, which will be accepted by the devotees as Prasad. At that time the door will be opened which is God's help to all the devotees to help the people. Kalki Dasamavatar Bhagwan Shri Harimahavishnu Mahanarayan 👣📿🔔🚩🪔🙏🪔
ଜୟ ଜଗନ୍ନାଥ 🙏🙏🙏🙏🙏
Mo kalia re.❤❤
🙏Jay jagannath mahapravu 🙏
❤❤❤
🙏🧡🙏🧡🙏🧡🙏🧡🙏🧡🙏🧡🙏🧡🚩🚩🚩🚩🚩🚩🚩
Jay mahaprabhu
Jai jai Prabhu Jagannath!
Jay Jagannath Swami 🙏🏼🙏🏼🙏🏼🙏🏼🙏🏼
Jai Jai Jagannath please continue this series
@arunsahoo3027
Жыл бұрын
Jayjagannathaswaminayanpathagami
Jai Jagannath Jai Maa Laxmi...
Jay shree Jaganath 🙏🙏🙏🙏