Bhakta Prahlada | ବାପା ତମେବି ଭଗବାନଙ୍କ ଶରଣ ଯାଅ | Dr. Ashutosh Prasad Mishra | Bhakta Charitamruta 1

Bhakta Prahalad
Shri Bhakta Charitamruta Episode 1
Dr. Ashutosh Prasad Mishra
DINABANDHU DAS JI MAHARAJ
#shribhaktacharitamruta #drashutoshprasadmishra #odisha365 #prahalad #bhaktaprahalad #bhaktacharitamruta

Пікірлер: 239

  • @rasmitagoodlife
    @rasmitagoodlife5 ай бұрын

    ଆଃ ଆପଣଙ୍କ ଠାରୁ ଶୁଣିବାକୁ ମୋ ଜଗlର ଲୀଳା ଏ ପlପି ମଣିଷ ଟି ସତେ ଯେମିତି ଚାତକ ଚଢେଇ ପରି ଚାହିଁ ରହିଥିଲା ଆଶୁତୋଷ ସlର..... ଆପଣଙ୍କୁ ମହାପ୍ରଭୁ କୃପା କରିଥାନ୍ତୁ 🙏🙏🙏

  • @Shripatitapabana
    @Shripatitapabana9 күн бұрын

    ମୋ ମହାପ୍ରଭୁ ପରି କିଏ ହବ 🥺🥺🛐 ? ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ, ଭବତୁମେ 🙏🛐❤️🙏❤️🙏

  • @manaskumarmaharana24
    @manaskumarmaharana245 ай бұрын

    ଆଃ ମଣିମା ମୋର ହେ କି କୃପା ଆପଣଂକ ର ଭକ୍ତ ଙ୍କ କଥା ଚରିତ୍ର ଆଉ ଆପଣଂକ ଲୀଳା ବିଷୟରେ ଶୁଣିବାକୁ ବେଳେ ଭାବରେ ସେ ଆନନ୍ଦ ର ଅଶ୍ରୁ ବୋହି ପଡ଼ୁ ଆଉ ଗର୍ବ ଆପଣଂକ ପାଇଁ ଲାଗୁ ଛାମୁ କି ଆମ ମଣିମା କେତେ ଉଦାର କେତେ ସରଳ🥹🥹😭 ଆଉ କେତେ ପ୍ରେମୀ ମୋ ମଣିମା ହେ 🙏🙏

  • @bhagirathibarik9956

    @bhagirathibarik9956

    5 ай бұрын

    🙏🙏🙏🙏🙏🙏

  • @subratsahoo6419

    @subratsahoo6419

    5 ай бұрын

    Jay Shree Jagannath🙏🙏🙏🙏🙏

  • @abinasharout6730

    @abinasharout6730

    5 ай бұрын

    😢😢jay shree Jagannath 🙏🙏🙏🙏

  • @manaswiniacharya2426
    @manaswiniacharya24265 ай бұрын

    ଆପଣଙ୍କ ଠାରୁ ଏହି ଭକ୍ତ ଙ୍କ ଚରିତ ଶୁଣି ଆଖିରୁ ଅଶ୍ରୁ ପ୍ଲାବିତ ହେଲା ଓ ମନ ଆହ୍ଲାଦିତ ହେଲା ଜଗନ୍ନାଥ ଙ୍କ ପ୍ରେମ ରେ। 🙏🙏💐💐 ଜୟ ଜଗନ୍ନାଥ ମହାପ୍ରଭୁଙ୍କ ର ଜୟ 💐💐🙏🙏🙏✍️।

  • @rajalaxmisahu5607
    @rajalaxmisahu56075 ай бұрын

    ମୋ ମହାପ୍ରଭୁ ଙ୍କ ଚରିତାମୃତ ଶ୍ରବଣ କଲାବେଳେ ଆଖିଛଳ ଛଳ ହୋଇଯାଏ। ସେ ହେଉଛନ୍ତି ମୋ ମହାପ୍ରଭୁ ନାରାୟଣ🙏🙏🙏🙏🙏🙏🙏🙏

  • @HustleWithPurna
    @HustleWithPurna5 ай бұрын

    ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା, ତୁମେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା | ଜୟ ଜଗନ୍ନାଥ ସ୍ୱାମୀ 🙏⭕❗⭕🙏

  • @metso2023
    @metso20235 ай бұрын

    ମୋ ବାଲ୍ୟ କାଳ ରେ ଜେଜେମା ମୋତେ ପ୍ରହ୍ଲାଦ ଚରିତ୍ର ସୁଣାଉ ଥିଲେ

  • @ratnakarnayak4279
    @ratnakarnayak42795 ай бұрын

    ଆପଣ ରଖିଲେ ରଖିବେ ମଣିମା ମାରିଲେ ମାରିବେ ଆପଣ ଆପଣଙ୍କ ବିନା କେହି ନାହିଁ ମୋର ତୁ ତୁମେ ଅବା ଆପଣ ନ ହୋଇ ମୋ ଠାରେ କୃପଣ ଅନ୍ତ କାଳେ ମୋତେ ଅନ୍ତର ନ କରି ଦେବେ ପାଦ ପଦ୍ମେଶରଣ🙏🙏🙏🙏 ଯେତେ ଥର ଶୁଣିଲେ ସେତେ ଶୁଣିବାକୁ ଇଚ୍ଛା ହେଉଛି ସାର ଆପଣଙ୍କ ରଚନା

  • @shradhanjalidas3662
    @shradhanjalidas36624 ай бұрын

    Jay Maa🙏❤️Jay Bada Manima🙏❤️Jay Manima🙏❤️

  • @sabitapanigrahi6035
    @sabitapanigrahi60355 ай бұрын

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏 ଜୟ ଶ୍ରୀ ରାମ 🙏🙏

  • @santosokumarrout
    @santosokumarrout5 ай бұрын

    Bhaktashiromani Prahallad Maharaj Shree ShreeNrusing Mahaprabhu nku Bhaimi Eakadashi re Koti Koti Dandabat.❤❤❤❤❤

  • @user-nf3mk7yi9n
    @user-nf3mk7yi9n2 ай бұрын

    ନମସ୍ତେ ପ୍ରଭୁ ନୃସିଂହ ନାରାୟଣ ।❤❤❤

  • @godabarimangaraj5027
    @godabarimangaraj50274 ай бұрын

    .🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏

  • @manjulapatro2183
    @manjulapatro21835 ай бұрын

    Radhe Radhe.. shri Hari Jay ho👣🪷⚫🖤⚫🙏🚩🚩🚩🚩🌿💕🌎❤️👣🚩 Jay shree Jagannath maharaj ki Jay ho 🌿💕🚩🙏🖤🖤🖤🖤🖤🖤🖤🫶🌹🌼🌿🌼🌹🚩🚩🙏

  • @govindatripathy3049
    @govindatripathy30495 ай бұрын

    Jagat michha satya Jagannath 🙏

  • @sabitapanigrahi6035
    @sabitapanigrahi60355 ай бұрын

    ଜୟ ଶ୍ରୀ ଲକ୍ଷ୍ମୀ ନୃସିଂହ 🙏🙏 ବହୁତ ବହୁତ ଧନ୍ୟବାଦ, ଆଶୁତୋଷ , ଭାରି ଭଲ ଲାଗିଲା, ସବୁ ଜାଣିଥିଲେ ବି ଆପଣଙ୍କ ମୁଖ ରୁ ଶୁଣି ବେଶି ଭଲ ଲାଗିଲା ଜୟ ଶ୍ରୀ ଜଗନ୍ନାଥ 🙏🙏

  • @kalpanapadhi8709
    @kalpanapadhi8709Ай бұрын

    ସୁନ୍ଦର ଅବତାରଣା, ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @NabinPratihari-rt6my
    @NabinPratihari-rt6my5 ай бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଓଁ ନମଃ ଭଗବତେ ବାସୁଦେବାୟ ବୋଲ ସର୍ବେ ଆନନ୍ଦେ ଏକବାର ହରିବୋଲ 🙏🙏💠💠💠💠💐💐💐💐💐🌷🌸🌹🌹🌺🌻🌼🌻🌼🌼🌼🌼🪷🥀🎍🏵️🏵️🏵️🏵️🏵️🏵️🏵️🏵️

  • @priyansu9885
    @priyansu98855 ай бұрын

    Jay Jagannath swami

  • @kunaprasad5058
    @kunaprasad50585 ай бұрын

    ମୋ ବାପା ଙ୍କ ପାଖରୁ ମୁଁ ପ୍ରଥମ ଥର ଶୁଣିଥିଲି ପ୍ରହଲ୍ଲାଦ ଚରିତ। ଏ ସବୁ ରହସ୍ୟ ଜାଣି ମଧ୍ୟ ପୁରାଣ ସବୁବେଳେ ମୋତେ ନୂଆ ଶୁଣିଲା ପରି ଲାଗେ। ଏହା ହିଁ ମୋ ଘର ର ଆଧ୍ୟାତ୍ମିକ ପରିବେଶ ପାଇଁ ହିଁ ସମ୍ଭବ ହୋଇଛି ବୋଲି ମୋର ବିଶ୍ବାସ। ଏହି କାର୍ଯ୍ୟକ୍ରମ ଶ୍ରୀଭକ୍ତଚରିତାମୃତ ଭକ୍ତି ଆନ୍ଦୋଳନ ପାଇଁ ଆହୁତି ର କାର୍ଯ୍ୟ କରିବ ବୋଲି ମୋର ଆଶା।

  • @NabinPratihari-rt6my
    @NabinPratihari-rt6my5 ай бұрын

    ଆପଣକଂ ପ୍ରବଚନ ଶୁଣି ମନ ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭାବନା ଜାଗ୍ରତ ହୁଏ। ଆପଣଙ୍କ ଉପରେ ସର୍ବଦା jaganntha ଙ୍କ ଆଶୀର୍ବାଦ ପ୍ରଦାନ କରନ୍ତୁ।🙏🙏🙇🙇🙇🙇🙇🙇🙇🙏🙏

  • @Biswaprakash134

    @Biswaprakash134

    5 ай бұрын

    Mana au prana ku chhuin gala bhali upasthapana.jagannath mahaprabhu apana nka ra mangala karantu.jai jagannath Jai shree krishna.

  • @NabinPratihari-rt6my

    @NabinPratihari-rt6my

    5 ай бұрын

    @@Biswaprakash134 ଜୟ ଶ୍ରୀ ଜଗନ୍ନାଥ 🙏🙏

  • @ajayfunworld9652
    @ajayfunworld96525 ай бұрын

    JAY SHREE JAGANNATH🙏

  • @baishalibidusibehera2650
    @baishalibidusibehera26505 ай бұрын

    Hay Mahabahu koti koti pranam tuma carana re prabhu 🙏

  • @kahnucharandash2125
    @kahnucharandash21254 ай бұрын

    ଜୟ ଶ୍ରୀଜଗନ୍ନାଥମହାପ୍ରଭୁ ହେ.......👏

  • @jayanti-me3ih
    @jayanti-me3ih5 ай бұрын

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ

  • @rakeshparidarakesh5616
    @rakeshparidarakesh56164 ай бұрын

    Jay Jagannath swami Nayana patha gami bhaba tume 🙏🙏🙏🙏

  • @user-br1ql6gp9d
    @user-br1ql6gp9d5 ай бұрын

    Jay bhakta bachala jagannath mahaprabhu nkara jay ho🙏🙏🙏🌺🌹🌹

  • @AnnapurnaMuduly-xw8fk
    @AnnapurnaMuduly-xw8fk5 ай бұрын

    Bahut sundar manolova karjyakrama ❤. Jay jagannath 🙏🏻 ♥️ ❤️

  • @manasisahu4856
    @manasisahu48565 ай бұрын

    Jai shri jagannath jai shri jagannath jai shri jagannath🙏🙏🙏🙏🙏

  • @rashmiranjanpradhan8562
    @rashmiranjanpradhan85625 ай бұрын

    ବୋଲ ଜଗନ୍ନାଥ ଭଗବାନ......କି...... .....🙏🏻🙏🏻🙏🏻🙏🏻🙏🏻ଜୟ

  • @laxminandansatpathy543
    @laxminandansatpathy5435 ай бұрын

    Bhaina apanankatharu mo jagannath bisayare sunil na mo mana ulashare mukharita hoejai❤❤❤❤🎉

  • @madhusmitamohapatra9329
    @madhusmitamohapatra93295 ай бұрын

    ଜୟଶ୍ରୀ ଜଗନ୍ନାଥ ଜୟଶ୍ରୀ ଜଗନ୍ନାଥ ଜୟଶ୍ରୀ ଜଗନ୍ନାଥ।

  • @geetaranimishra7871
    @geetaranimishra78715 ай бұрын

    Jay Shree Jagannatha Mahaprabhu..🙏🏻🙏🏻🙏🏻🙏🏻🙏🏻🙏🏻🙏🏻 Jay Shree Narasingha Bhagavan...Jay Shree Prahallada Maharaj...🙏🏻🙏🏻🙏🏻🙏🏻🙏🏻🙏🏻🙏🏻 Agyan apana nka bhali bhakta nka mukha ru suniki Bhava grahi nka prati bhava sabu bele emiti samasta nka hrudaya re bruddhi hau thau..🙏🏻🙏🏻🙏🏻

  • @namitapanda4841
    @namitapanda48415 ай бұрын

    ଆହାଃ ମୋ ପ୍ରଭୁ🙏 ଭକ୍ତପ୍ରିୟ ଜଗନ୍ନାଥ 🙏

  • @padmalochanrout4543
    @padmalochanrout45435 ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

  • @smitamishra2599
    @smitamishra25994 ай бұрын

    Jay shree Jagannath 🙏🏻🙏🏻🙏🏻🙏🏻. Pranam Bhaina 🙏🏻

  • @prachitanayamohapatra2576
    @prachitanayamohapatra25764 ай бұрын

    Dhanya dhanya pravu aau dhanya apananka bhakta....sriman Narayana narayana hari..

  • @SoudaminiPanda-of2pn
    @SoudaminiPanda-of2pnАй бұрын

    Jai Nrusingha bhagaban jai.

  • @pramilabarik3626
    @pramilabarik36265 ай бұрын

    Jayshree ram jay shree Jagannath baba🙏🙏thanks sir bhalare Thant u🙏🙏

  • @ANJANABHOI-sx8xr
    @ANJANABHOI-sx8xr2 ай бұрын

    ଜୟ ଜଗନ୍ନାଥ ⭕‼️⭕🙏🙏🙏🙏❤️

  • @pradeepkumarpanda7662
    @pradeepkumarpanda76624 ай бұрын

    Jay Jagannath shree Swami Mishra ji

  • @subhalaxmidas4170
    @subhalaxmidas41705 ай бұрын

    Hy prabhu narasimha prabhu mote prahalada bhali hari bhakti karu thiba santana tiye diya

  • @shubhrajyotinayak8693
    @shubhrajyotinayak86935 ай бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @charulata6741
    @charulata67414 ай бұрын

    Omm Namah Bhagabate Basudebay

  • @Odiapreranaa
    @Odiapreranaa5 ай бұрын

    ଜୟ ଶ୍ରୀ ଜଗନ୍ନାଥ, ମୋ ମହାପ୍ରଭୁ 🙏🙏🙏🙏

  • @mousumiswain5611
    @mousumiswain56115 ай бұрын

    Jay Jagannath Swami 🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️🙏

  • @pushpanjalisahu3137
    @pushpanjalisahu31375 ай бұрын

    Jai shree jagannath swami 🙏🙏🙏🌺🌺🌺

  • @subhalaxmi.dezy.5647
    @subhalaxmi.dezy.56475 ай бұрын

    ଆପଣ ଙ୍କ ଏମିତି ମହିମା ଶୁଣି ମୋ ଆଖି ଏ ଲୁହକୁ ଅଟକାଇ ପାରୁନାହିଁ 😭😭ହେ ମଣିମା ଆପଣ ଙ୍କ ଆଶୀର୍ବାଦ ସମସ୍ତ ଙ୍କ ଉପରେ ଥାଉ ମହାବାହୁ 🙏🏻ଜୟ ଜଗନ୍ନାଥ 🙏🏻ଜୟ ଜଗନ୍ନାଥ 🙏🏻ଜୟ ଜଗନ୍ନାଥ ⭕❗⭕🙏🏻🙏🏻🙏🏻😭😭

  • @jayantibarik357
    @jayantibarik3575 ай бұрын

    Dhana jibana dhanya karidela prabhu bani re🙏🙏🙏🙏🙏🙏🙏🙏🙏

  • @akashbarik8387
    @akashbarik83875 ай бұрын

    ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕

  • @sarmisthamallik3545
    @sarmisthamallik35455 ай бұрын

    Jay shree Jagannath Mahaprabhu bless all of us 🙏🌷🙏🌷🙏🌷🙏

  • @jkkj6288
    @jkkj62885 ай бұрын

    ହେ ଦିନବନ୍ଧୁ ,ଦୁଃଖ ନାଶନ ସମସ୍ତଙ୍କ ଦୁଃଖ ନାଶ କର

  • @Jagannath_premi_
    @Jagannath_premi_5 ай бұрын

    Jay Jagannath 🙏

  • @chitaranjansahoo9939
    @chitaranjansahoo99395 ай бұрын

    Dibyatmank sreemukhru katthamrut sraban karibaar saubhaagya milutthau aetiki mahabahu anadi parambrahmnk chhanda charanre bhrutyar praathana 🙏 Trahi adimata saranm🙏 Trahi sreeanadi saranm🙏 Jay jagnnath swami ki jay🙏

  • @sunilpradhanlipu676
    @sunilpradhanlipu6765 ай бұрын

    JAY SHREE JAGANNATH MAHAPRABHU

  • @meenashreerout2976
    @meenashreerout29765 ай бұрын

    Jay jagannath Swami Nayanapathgami Bhabatume 🙏🙏🙏🙏🙏

  • @JayadevPradhan-xt5nm
    @JayadevPradhan-xt5nm26 күн бұрын

    Radhe radhe 🙏🙏♥️🙏🙏

  • @tuturamswain2733
    @tuturamswain27335 ай бұрын

    Jay jaganath Jay jaganath Jay Jay jaganath 🙏🙏🙏

  • @mamtapatnaik
    @mamtapatnaik5 ай бұрын

    Jay Prabhu Luxmi Nrusingha koti pranam

  • @nilachalasatapathy5196
    @nilachalasatapathy51965 ай бұрын

    Jai shree ram jai Jagannath

  • @alekhchandramalik740
    @alekhchandramalik7405 ай бұрын

    Jay Jagannath Swami 🙏🙏🙏🙏🙏🙏🙏🙏🙏🙏🙏🙏

  • @aradhya..2623
    @aradhya..26235 ай бұрын

    🙏🙏🙏🙏he mahaprabhu 🙏🙏🙏🙏

  • @hifystore4553
    @hifystore45535 ай бұрын

    Omm jai laxmi narayan namah.. Jai Shree Jagannath🙏🙏🙏ll

  • @Game-xterioe
    @Game-xterioe5 ай бұрын

    Namaha Laxmi Nrusigha Nath

  • @purnachandrasahoo5350
    @purnachandrasahoo53504 ай бұрын

    ଜୟ ଜଗନ୍ନାଥ ସ୍ୱାମୀ

  • @govindadas7095
    @govindadas70954 ай бұрын

    Jai Jagannath

  • @soumyadarshanarts4546
    @soumyadarshanarts45465 ай бұрын

    Bhakta charita apananka mukharu srabana kari mora ei manaba jiban dhanya heigala ...mora mahaprabhunka lilla ananta....jay jagannath....

  • @krishnaedits6860
    @krishnaedits68605 ай бұрын

    ଜୟ ଜଗନ୍ନାଥ ଜୟ ମହାପ୍ରଭୁ ❤

  • @rajlaxmipatro4370
    @rajlaxmipatro43705 ай бұрын

    Dhanyawad prabhuuu

  • @Satyabrat871
    @Satyabrat8715 ай бұрын

    Jay shree jagannath ⭕❗⭕🪷🪷🪷🪷🪷🌹🌹🌹🌹🌹🙏🙏🙏🙏🙏❤️❤️❤️❤️❤️

  • @Incredible_India_Insight12
    @Incredible_India_Insight125 ай бұрын

    ନିସ୍ତରିଲି ପ୍ରଭୁ😢❤🙏🏻🙏🏻🙏🏻

  • @ajaykumarpani8603
    @ajaykumarpani86035 ай бұрын

    Jay jagannath mahaprabhu

  • @arunadash1484
    @arunadash14845 ай бұрын

    Apke charno me koti dandvat pranam

  • @user-yi3vh1dl1b
    @user-yi3vh1dl1b5 ай бұрын

    Prabhu Jagannatha mate khyama karantu🙏Mu apana nka nikatare saranagata apana hni Mora rakhyakarta🙏

  • @chitaranjansahoo9939
    @chitaranjansahoo99395 ай бұрын

    Aapank abhaypaadpadmre daasnu daasr das chir krutngyanta janauchhi🙏 Hari hin harikattha sunai paarnti Odisha 365 Channelr samsta dibyatmank padarbindre anant koti bar krutngyanta janauchhi aau moar pita anadi parambrahmnk sreecharanre bhikhya maguchhi samste hari premre samstnku taatha nijku hajaidiantu Anadi parambrahmnk jay heu Adimatank jay heu Asutosh bhaink jay heu

  • @jyotsnabehera1267
    @jyotsnabehera12675 ай бұрын

    ହେ ଭକ୍ତ ଶ୍ରେଷ୍ଠ ତୁମ ପାଦତଳେ ମୋର କୋଟି ଦଣ୍ଡବତ ଗ୍ରହଣ କରନ୍ତୁ। ଦିନେ ଆପଣଙ୍କ ଏଇ ଭଳି କଥା ଶୁଣି ମୁଁ ମେସେଜ କରିଥିଲି ଜ ଆପଣ କାଳିଆ କୁ ଟିକେ ମୋ ପାଇ କୁହନ୍ତୁ ତା ପାଖକୁ ଡାକିବ ମୋତେ ବୋଲି ଆପଣଙ୍କ ଦୟାରୁ ଥରେ ନୁହ ତିନି ତିନି ଥର ସେ ମହାବାହୁ ତାଙ୍କ ପାଖକୁ ଡାକିଥିଲେ ମୋତେ ଦର୍ଶନ କରି ଜୀବନ ଧନ୍ୟ ହୋଇଥିଲା ମୋର ସେ ଦିନ ଠାରୁ ଏ ଜୀବନରେ ତା ପାଇ କିଛି ହେଇଯାଇଛି ଯେମିତି କିନ୍ତୁ ମୁ ତାକୁ ଜାଣିବା ସତ୍ତ୍ୱେ ମଧ୍ୟ ଏମିତି କିଛି ପାପ କରିଛି ଜୀବନରେ ଯାହାର ପରିଣାମ ମୋତେ ରୋଗ ରୂପରେ ଏ ଶରୀରକୁ କଷ୍ଟ ରେ ଭରି ଦେଇଛି ଆଉ ମୁଁ ଏମିତି ଅସହାୟ ହୋଇ ତାର ଶରଣଗତ ହୋଇଛି ତାକୁ ଟିକେ କୁହନ୍ତୁ ସେ ମୋତେ କ୍ଷମା କରିଦେବ ।ସେ କରୁଣା ସିନ୍ଧୁ ଏ ଥରକ ମୋତେ କ୍ଷମା କରିଦେଉ ଆପଣଙ୍କ କଥା ସେ ଶୁଣନ୍ତି ଏ ଜୀବନରେ ମୁ ତାର ପ୍ରମାଣ ପାଇଛି। ମୋ ଉପରେ ଦୟା କରନ୍ତୁ ସେ ମହାବାହୁ କଥା ଦେଉଚି ବଞ୍ଚିଥିବା ଯାଏ ଏ ପାପି ଦ୍ଵାରା ଆଉ କୌଣସି ବି ଆଉ ଭୁଲ ହେବନି ଯାହା ମୋ ମହାପ୍ରଭୁଙ୍କୁ ଭଲ ନ ଲାଗିବ ଦୟା କରନ୍ତୁ ମୋ ଉପରେ । ବିଶ୍ୱାସ ମୋର ଏ ଥରକ ମୋତେ କ୍ଷମା କରିବେ ସେ ମଣିମାମହାବାହୁ ମୋ ବିଶ୍ୱାସ ରଖିଦିଅନ୍ତୁ ନିଳଗିରିପତି ଦୟା କରନ୍ତୁ ଆପଣ ଯଦି ମହବାହୁଙ୍କୁ କହିବେ ତା ସେ ସୁଣିବେ ନିଶ୍ଚୟ ମୋ ଉପରେ ଦୟା କରନ୍ତୁ।

  • @user-ws7wq5zs1h
    @user-ws7wq5zs1h5 ай бұрын

    Om nrushingaya namah🙏🙏🙏🙏🙏🙏🪔

  • @rajlaxmipatro4370
    @rajlaxmipatro43705 ай бұрын

    Dhanya heli prabhuuu

  • @niranjanbehera1533
    @niranjanbehera15335 ай бұрын

    🙏🙏🙏 Jay Jagannath Mahaprabhu 🙏🙏🙏

  • @binapaninayakbina539
    @binapaninayakbina5395 ай бұрын

    Jay jagannatha mahaprabhu

  • @tapaskumarpradhan7375
    @tapaskumarpradhan73755 ай бұрын

    Lord of the Beginning Sri Maha Ganapati, Lord of the Multiverse Sri Mahaprabhu Jagannath, Protector of the Multiverse Sri Hanuman, Kshetrapaal of the Multiverse Sri Kaalbhairav and Mother of the Cosmos Maa Lalita Maha Tripurasundari ko mera koti koti sastang dandvat pranam Jai Jai Sri Maha Ganapati Jai Jai Maa Lalita Maha Tripurasundari Jai Jai Maa Adi Parashakti Jai Jai Jagat Maa Mahamaya Jai Jai Jagat Pita Sadashiv Jai Jai Kaalbhairav Jai Jai Mahakaal Jai Jai Mahakaali Jai Jai Mahavishnu Jai Jai Mahalakshmi Jai Jai Brahmadev Jai Jai Maa Mahasaraswati Jai Mahaprabhu Nirakar Param Brahma Jai Jai Mahaprabhu Jagannath Maryada Purushottam Ram Teri Sada Jai Ho Bhagwan Ram Lakshman Janki Jai Bole Mahakaal ki Jai Jai Sri Ram Jai Jai Sri Janki Jai Jai Sri Krishna Jai Jai Sri Radhe Jai Jai Sri Kalki Jai Jai Sri Vaishno Jai Jai Sri Balabhadra Jai Jai Bharat Jai Jai Hind Bharat Maa ki Jai

  • @toffanibiswal4002
    @toffanibiswal40025 ай бұрын

    Mo mahaprabhu ❤

  • @bijayalaxmisahoo493
    @bijayalaxmisahoo4935 ай бұрын

    Jay shree jaganath

  • @gudultukul5066
    @gudultukul50665 ай бұрын

    Jai shree Jagannath 🙏🙏🙏

  • @rinanayak3803
    @rinanayak38035 ай бұрын

    Jay jagannath Swami 🙏🙏🙏🪔

  • @odiatokabapun2523
    @odiatokabapun25235 ай бұрын

    Hari hari bol

  • @bhagyabatigantayat297
    @bhagyabatigantayat2975 ай бұрын

    Jay Shree Jagannath⭕❗⭕❤🙏❤🙏❤🙏

  • @gopabandhubariha9783
    @gopabandhubariha97835 ай бұрын

    Jay jagannath swami

  • @nandinihota7229
    @nandinihota72294 ай бұрын

    Jay Jagannath

  • @user-en9dp7jx1y
    @user-en9dp7jx1y4 ай бұрын

    ଜୟ ଜଗନ୍ନାଥ 🙏

  • @laxmidharamohanty8279
    @laxmidharamohanty82795 ай бұрын

    Jay mahaprabhu baaba ki jay

  • @anilkumarsahoo8780
    @anilkumarsahoo87805 ай бұрын

    ଜୟ ଜଗନ୍ନାଥ

  • @bhabanitripathy2867
    @bhabanitripathy28675 ай бұрын

    Jaya sri jagannath mahaprabhu nka ra Jaya heu

  • @priyankamohapatra1647
    @priyankamohapatra16475 ай бұрын

    ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ କୋଟି କୋଟି ପ୍ରଣାମ

  • @pradeepkumarmohapatra9393
    @pradeepkumarmohapatra93935 ай бұрын

    ଜୟ ଶ୍ରୀ ରାଧେ

  • @bhagirathibarik9956
    @bhagirathibarik99565 ай бұрын

    Jay Jagannath Swami Nayan Patha Gami Bhaba Tume Bhaba Tume Bhaba Tume 😭🙏🙏🙏🙏🙏🙏🙏🙏🙏🙏 Jay Bhakta Batsala Narasingha Bhagaban ki Jay 🙏🙏🙏🙏🙏

  • @subashchandramallick6732
    @subashchandramallick67325 ай бұрын

    Jai sita ram

  • @ashwanipradhan3397
    @ashwanipradhan33975 ай бұрын

    Jay Jagannath Jay anata Jay ho 🙏🙏🚩

  • @rajalaxmibiswal2456
    @rajalaxmibiswal24565 ай бұрын

    Jai Sri Jagannatha Mahaprabhu

  • @upendradas9469
    @upendradas94695 ай бұрын

    Hori❤bol

Келесі