ODISHA 365

ODISHA 365

ମନ ଖୋଜେ ଟିକେ ଶାନ୍ତି
******************
ନିଶ୍ଚିତତା -} ନିର୍ଭୟତା -} ନୀର୍ଦ୍ୱନ୍ଦତା -} ମହାପ୍ରଭୁ ଜଗନ୍ନାଥ

ମହାପ୍ରଭୁ ତୁମେ ଅଛ ବୋଲି ଆମେ ଅଛୁ।
ତମେହିଁ ଆମ ଶକ୍ତି, ଭକ୍ତି ଓ ମୁକ୍ତିର ପଥ ପ୍ରଦର୍ଶକ।
*********************
'ଭଲ ଲୋକଙ୍କ ଭଲ କଥା'
କେବଳ ଯେ ଭଲ ଲାଗେ; ତାହା ନୁହେଁ,
ଏକ ଭଲ ସମାଜ ଗଠନରେ ମଧ୍ୟ: ସାହାଯ୍ୟ କରେ।
*********************
ଓଡ଼ିଶା ୩୬୫
ଓଡ଼ିଆ ଲୋକଙ୍କ ଜୀବନଧାରା
*********************
ଅନେକ ଦର୍ଶକ ମନରେ ପ୍ରଶ୍ନ ଆସେ
ଆଉ କେହି କେହି ପଚାରନ୍ତି ମଧ୍ୟ,
ଏହି ଚ୍ୟାନେଲରେ ମହାପ୍ରଭୁ ଜଗନ୍ନାଥଙ୍କ କଥା'ତ
ସବୁବେଳେ ଦେଖାଉଛନ୍ତି କିନ୍ତୁ ନାଁ କାହିଁକି
ଓଡ଼ିଶା ୩୬୫ ଦେଇଛନ୍ତି !

ଯେମିତି ଗଣେଶ ବାପା ଶିବଙ୍କ ଚାରିପଟେ ବୁଲି ଆସି
ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଭ୍ରମଣ କରିଦେଇଥିଲେ,
ସେହିପରି ସାରା ଓଡ଼ିଶାକୁ ଭ୍ରମଣ କରିବାକୁ ଯାଇ
ଆମେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅଟକିଗଲୁ ।
ଆଉ ତାଙ୍କ ଚାରିପଟେ ବୁଲୁଛୁ ଯେ ବୁଲୁଛୁ,
କେବଳ ଓଡ଼ିଶା କାହିଁକି ସାରା ପୃଥିବୀକୁ ତାଙ୍କରି ପାଖରେ ପାଇଛୁ।
**********************
ସଂସାରରେ ଯେତେ ଧର୍ମ / ଜାତି ଅଛି ତନ୍ମଧ୍ୟରୁ ଶ୍ରେଷ୍ଠ ( ମାନବ ଧର୍ମ / ମଣିଷ ଜାତି / ମଣିଷ ପଣିଆ ) ଭାବେ ଓଡ଼ିଶା ୩୬୫ ବିଶ୍ୱାସ କରେ।
------------------
Thanks For your Love, Support & Joining ODISHA365
------------------

Пікірлер

  • @satyanayak4271
    @satyanayak427142 секунд бұрын

    ଅତି ସୁନ୍ଦର ଭାବରେ ଗାଇଲେ🙏 ଜୟ ଜଗନ୍ନାଥ ମହାପ୍ରଭୁ ହେ 🙏🙏🙏

  • @sanghamitramishra6788
    @sanghamitramishra678812 минут бұрын

    Jagganatha tume parambrahma,juge juge satya sanatana,he prabhu karunamaya

  • @sanghamitramishra6788
    @sanghamitramishra678815 минут бұрын

    Pilanku ame patha padeile bada chakiri ra moha dekheile,semananker sambedanasilata mari gala,semane adhunikata re pesi hei gale au Bapa maa asahayata re,samadhana ra sutra adua hei chalichi