ପ୍ରଚଣ୍ତ ରୌଦ୍ରତାପରେ ଜଳକ୍ରୀଡାରେ ମହାପ୍ରଭୁ | Mahaprabhunka Jalakrida | Dr. Ashutosh Prasad Mishra

ପ୍ରଚଣ୍ତ ରୌଦ୍ରତାପରେ ଜଳକ୍ରୀଡାରେ ମହାପ୍ରଭୁ
Jagannath Mahima Quiz 24 at the end of this video.
ଆମ ଜଗନ୍ନାଥଙ୍କୁ ଆମେ କେତେ ଜାଣିଛେ ୨୪
----------------
Srimandirare Keunthi Jalakrida Mandap Rahichi?
---------------
Dr. Ashutosh Prasad Mishra
Ama Jagannathanku Ame Kete Janiche 24
Odisha 365
----------
ଭିଡ଼ିଓଟିକୁ ଆପଣଙ୍କ ବନ୍ଧୁ ପ୍ରିୟଜନ ଓ ପରିବାରବର୍ଗଙ୍କୁ ସେୟାର କରିବାକୁ ଭୁଲିବେନି |
If You Like Our Content
Join this channel to Support our work:
/ @odisha365
#odisha365 #AmaJagannathankuAmeKeteJaniche #drashutoshprasadmishra #jagannath #jagannathmahimaquiz #jalakridamandap #srimandira #puri #krishna #jagannathpuri

Пікірлер: 78

  • @anilkusahoo33539
    @anilkusahoo33539Ай бұрын

    ଜୟ ଜଗନ୍ନାଥ ସ୍ବାମୀ 🙏⭕‼️⭕🙏 ଶ୍ରୀମନ୍ଦିର ରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ର ଷଷ୍ଠୀ ତୀଥିରେ ଅନୁଷ୍ଠିତ ହୋଇଥାଏ ଜୟ ଜଗନ୍ନାଥ 🙏⭕‼️⭕🙏

  • @RudraprasadMaharana-jw9wc
    @RudraprasadMaharana-jw9wcАй бұрын

    ଶ୍ରୀ ମନ୍ଦିର ବେଢା ଭିତରେ ଥିବା ସୂର୍ଯ୍ୟ ଦେବ ଙ୍କ ର ଚୈତ୍ର ଶୁକ୍ଳ ଷଷ୍ଠୀ ଦିନ ରଥ ଯାତ୍ରା ହୁଏ। ଏହାର ଅନ୍ୟ ନାମ ସୌର ଗୁଣ୍ଡିଚା ବା ଚୈତ୍ର ଗୁଣ୍ଡିଚା।ଏହି ଦିନ ସୂର୍ଯ୍ୟ ଙ୍କ ର ପୂଜାର୍ଚନା କରାଯାଇ କ୍ଷୀର କାକରା ସହ ପାଞ୍ଚ ଉପଚାର ରେ ମଣୋହି କରା ଯାଏ 🙏🙏🙏

  • @sunita30022
    @sunita30022Ай бұрын

    ଜୟ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଦିନ ଅନୁଷ୍ଠିତ ହୋଇଥାଏ। ଏହା ଶ୍ରୀମନ୍ଦିର ପରିସର ରେ ଅନୁଷ୍ଠିତ ହୁଏ, ସୂର୍ଯ୍ୟ ଦେବଙ୍କ ରଥଯାତ୍ରା ବା ସୌର ରଥଯାତ୍ରା ; ଏହାକୁ ଚୈତ୍ର ଗୁଣ୍ଡିଚା ବା ସୌର ଗୁଣ୍ଡିଚା କୁହାଯାଏ। ଶ୍ରୀମନ୍ଦିର ବେଢାରେ ସୂର୍ଯ୍ୟଦେବ ଙ୍କ ପ୍ରତିମା ରଥ ରେ ବସି ଭିତର ବେଢା ପରିକ୍ରମା କରନ୍ତି, ସନ୍ଧ୍ୟା ଧୂପ ନୀତି ବଢ଼ି ସାରିବା ପରେ ସୂର୍ଯ୍ୟଦେବ ଙ୍କୁ ପଞ୍ଚାମୃତ ରେ ମହାସ୍ନାନ କରାଯାଏ ଏବଂ ଏହା ପରେ ସୂର୍ଯ୍ୟଦେବ ଙ୍କୁ ପଞ୍ଚଉପଚାର ରେ ଭୋଗ ଲାଗି ହୁଏ। 🙏

  • @mausumiswain7569
    @mausumiswain7569Ай бұрын

    ଜୟ ଜଗନ୍ନାଥ 🙏ଶ୍ରୀମନ୍ଦିର ରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ.. ଜୟ ଜଗନ୍ନାଥ 🙏

  • @subhrajitswain8904
    @subhrajitswain8904Ай бұрын

    ଶ୍ରୀ ମଣିମା ଙ୍କର ଜୟ ହେଉ 🙏 ,ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରୋହିଣୀ ନକ୍ଷତ୍ର ରେ ଅନୁଷ୍ଠିତ ହୋଇଥାଏ, ଜୟ ଜଗନ୍ନାଥ ସ୍ଵାମୀ 🙏

  • @sibanandarauta4219
    @sibanandarauta4219Ай бұрын

    ଜୟ ଜଗନ୍ନାଥ, ଚୈତ୍ର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ହୁଏ

  • @bhalchandramishraxf1747
    @bhalchandramishraxf1747Ай бұрын

    ଶ୍ରୀ ମନ୍ଦିରରେ ଚୈତ୍ର ଗୁଣ୍ଡିଚା "ଚୈତ୍ର ଶୁକ୍ଳ ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ ।ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏

  • @smitamishra2599
    @smitamishra2599Ай бұрын

    Mahaprabhu he tamaku koti koti pranam 🙏🏻🙏🏻🙏🏻🙏🏻 Pranam Bhaina 🙏🏻

  • @Trupti-Sahoo235
    @Trupti-Sahoo235Ай бұрын

    ଜୟ ଜଗନ୍ନାଥ ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ ।

  • @AJJAYQJNUMEROLOGY
    @AJJAYQJNUMEROLOGYАй бұрын

    Jay sree Jagannath Mahaprabhu tumara jaya hau prabhu 🙏

  • @rahaskumar19
    @rahaskumar19Ай бұрын

    ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ 🙏

  • @madhusmitamohanty8320
    @madhusmitamohanty8320Ай бұрын

    ଚୈତ୍ର ମାସ ଶୁକ୍ଳପକ୍ଷ ଷଷ୍ଠୀ ଦିନ ଚୈତ୍ର ଗୁଣ୍ଡିଚା ଅନୁଷ୍ଠିତ ହୁଏ। ଜୟ ଜଗନ୍ନାଥ 🙏

  • @Lipkumar123
    @Lipkumar123Ай бұрын

    ଜୟ ଜଗଦୀଶ ହରେ❤❤❤🙏🙏🙏ାା ଜୟ ହରି ଶ୍ରୀହରି ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏 ାା

  • @sandeepkumarnanda
    @sandeepkumarnandaАй бұрын

    ମହାପ୍ରଭୁ ଙ୍କ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରେ ପାଳିତ ହୁଏ। ଜୟ ଶ୍ରୀ ଜଗନ୍ନାଥ ମଣିମାଙ୍କର ଜୟ ହେଉ।

  • @odiatokabapun2523
    @odiatokabapun2523Ай бұрын

    ଶ୍ରୀମନ୍ଦିର ରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ର ଶୁକ୍ଳ ଷଷ୍ଠୀ ତୀର୍ଥରେ ଅନୁଷ୍ଠିତ ହୋଇଥାଏ ଜୟ ଜଗନ୍ନାଥ 🙏🙏🙏

  • @user-xi8eb8tz3g
    @user-xi8eb8tz3gАй бұрын

    Jay Mahaprabhu Jay Jay shree Mahaprabhu 🙏🙏🙏❤️❤️♥️

  • @ShradhanjaliMohapatra-nz5pi
    @ShradhanjaliMohapatra-nz5piАй бұрын

    ଚୈତ୍ର ଶୁକ୍ଳ ଷଷ୍ଠୀ ତିଥିରେ ଚୈତ୍ରଗୁଣ୍ଡିଚା ଅନୁଷ୍ଠିତ ହୁଏ ।

  • @skrushnareddy6796
    @skrushnareddy6796Ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ ଓମ୍ ନମଃ ଶ୍ରୀ ଜଳ କ୍ରୀଡା ନମଃ ଓମ୍ ନମଃ ଶ୍ରୀ ମଦନ ମୋହନ ନମଃ ଓମ୍ ନମଃ ଶ୍ରୀ ରାଧା ମାଧବ ନମଃ ଓମ୍ ନମଃ ଶ୍ରୀ ଶୁ ଦେବୀ ନମଃ ଓମ୍ ନମଃ ଶ୍ରୀ ଭୁ ଦେଵୀ ନମଃ ଓମ୍ ନମଃ ଶ୍ରୀ ଦୂର୍ଗା ମାଧବ ନମଃ 🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🪔🥀🌅🌅🌷🌹🌸🌻🍁🌼🌼💐🌺💮🌸🌸🍁🍁💐💐🌺💮🪔🥀🥀🌅🌷🌿🌹🏵️🙏🙏🕉️🪔🪔🥀🌅🌅🌷🌹🌸🌻🍁🌼💐🌺💮⭕‼️⭕

  • @ritamohanty7997
    @ritamohanty7997Ай бұрын

    ❤ JayJagannath ❤ChaitraMasaShasteere❤ JayJagannath ❤

  • @Litu905
    @Litu905Ай бұрын

    Jay shree Jagannath mahaprabhu 🙏🙏🙏🙏

  • @piyushranjanmeher4181
    @piyushranjanmeher4181Ай бұрын

    Jay Jagannath 🙏🙏🙏 Chaitra sukla sasthi

  • @milansahu8713
    @milansahu8713Ай бұрын

    Jai jai jagannath 🪷🪷🪷🪷🪷🪷🪷🪷🪷❤❤❤❤❤❤❤

  • @jayshrijagannath1627
    @jayshrijagannath1627Ай бұрын

    Jay shree jagannath Swami ❤️

  • @trilochanrout219
    @trilochanrout219Ай бұрын

    ମଣିମା ମହାବାହୁ ବଳିୟାର ଭୁଜ କୋଟି କୈବଲ୍ୟ ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦ ପଦ୍ମରେ ଏ ଅଧମ୍ମ ର କୋଟି କୋଟି ପ୍ରଣାମ 🌹🙏🙏🙏🙏🌹 ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି ରେ ଅନୁଷ୍ଠିତ ହୋଇଥାଏ, ବର୍ଷକୁ ପାଞ୍ଚଗୋଟି ଗୁଣ୍ଡିଚା ଶ୍ରୀମନ୍ଦିରରେ ପାଳିତ ହୋଇଥାଏ, ଆଷାଢ଼ ଶୁକ୍ଳ ଗୁଣ୍ଡିଚା, ଆଶ୍ଵିନ ରେ ଦୁର୍ଗାମାଧବ ଉପାସନା ଶାକ୍ତ ଗୁଣ୍ଡିଚା, ମାଘମାସ ଶୁକ୍ଳ ପକ୍ଷ ତିଳ ସପ୍ତମୀ ରେ ସୈାର ଗୁଣ୍ଡିଚା, ଚୈତ୍ର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି ରେ ଚୈତ୍ର ଗୁଣ୍ଡିଚା ଓ ନବକଳେବର ସମୟରେ ଗୁପ୍ତ ଗୁଣ୍ଡିଚା ଅନୁଷ୍ଠିତ ହୋଇଥାଏ, ଚୈତ୍ର ଗୁଣ୍ଡିଚା ରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ନିତି ପରେ ସୂର୍ଯ୍ୟ ଦେବଙ୍କୁ ପଞ୍ଚାମୃତ ରେ ସ୍ନାନ କରାଯାଇଥାଏ ଏହାପରେ ସୁର୍ଯ୍ୟ ମନ୍ଦିର ରେ ଥିବା ରୋଷଘରେ ପ୍ରସ୍ତୁତ ହୋଇଥିବା କୋରା ଖିରି କାକରା ଓ ଲଡୁ ପ୍ରସାଦ ସୂର୍ଯ୍ୟ ମନ୍ଦିର ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଭୋଗ ଲାଗିଥାଏ, ଏହାପରେ ମହାପ୍ରଭୁଙ୍କ ବିଜେପ୍ରତିମା ଜଗମୋହନ ରୁ ସାତ ପାହାଚ ଦେଇ ଏକ ସ୍ବତନ୍ତ୍ର ରଥରେ ବିରାଜିତ ହୁଅନ୍ତି ଓ ଶ୍ରୀମନ୍ଦିର ବେଢା ପରିକ୍ରମା କରନ୍ତି, ମହାପ୍ରଭୁ ବିଶ୍ୱବାସୀଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତୁ ଜୟ ଜଗନ୍ନାଥ 🌹🙏🙏🙏🙏🌹

  • @qi82
    @qi82Ай бұрын

    Omm jay shree jagannatha hare hari omm

  • @ArunKumar-nx3kr
    @ArunKumar-nx3krАй бұрын

    Jay Jagannath mahabahu

  • @pravaskar4895
    @pravaskar4895Ай бұрын

    ଜୟ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିର ରେ ସୌର ଗୁଣ୍ଡିଚା ଚୈତ୍ର ଶୁକ୍ଳ ଷଷ୍ଠୀ ରେ ଅନୁଷ୍ଠିତ ହୋଇଥାଏ

  • @snehalatasahoo6020
    @snehalatasahoo6020Ай бұрын

    ଜୟ ଜଗନ୍ନାଥ ମହାପ୍ରଭୁ❤🙏

  • @user-ww5zj6jb6x
    @user-ww5zj6jb6xАй бұрын

    Jai shree jagannath 🕉️🙏⭕❗⭕🙏

  • @rakeshkumarkhatua1200
    @rakeshkumarkhatua1200Ай бұрын

    ଜୟ ଜଗନ୍ନାଥ ମହାରାଜ 🙏

  • @saritapanda4814
    @saritapanda4814Ай бұрын

    JAY JAGANNATH JAY JAGANNATH JAY JAGANNATH🌹🙏🙏 ⭕❗⭕🙏🙏🌹

  • @user-fb5kp3mi1u
    @user-fb5kp3mi1uАй бұрын

    Jay Shree Jagannath ❤️❤️🙏🙏

  • @sushreedash4109
    @sushreedash4109Ай бұрын

    Jay Jagannath 🙏🙏🙏🙏🌹🙏

  • @rashmitapanda3166
    @rashmitapanda3166Ай бұрын

    Jai shree jagannath 🙏🙏🙏

  • @pramilapani9960
    @pramilapani9960Ай бұрын

    JAY JAGANNATH🙏❤🙏❤

  • @tapaskumarpradhan7375
    @tapaskumarpradhan7375Ай бұрын

    Lord of the Beginning Sri Maha Ganapati, Lord of the Multiverse Sri Mahaprabhu Jagannath, Protector of the Multiverse Sri Hanuman, Guardian of the Multiverse Sri Kaalbhairav and Mother of the Cosmos Maa Lalita Maha Tripurasundari ko mera koti koti sastang dandvat pranam Jai Jai Sri Maha Ganapati Jai Jai Maa Lalita Maha Tripurasundari Jai Jai Maa Adi Parashakti Jai Jai Jagat Maa Mahamaya Jai Jai Jagat Pita Sadashiv Jai Jai Kaalbhairav Jai Jai Mahakaal Jai Jai Mahakaali Jai Jai Mahavishnu Jai Jai Mahalakshmi Jai Jai Brahmadev Jai Jai Maa Mahasaraswati Jai Mahaprabhu Nirakar Param Brahma Jai Jai Mahaprabhu Jagannath Maryada Purushottam Ram Teri Sada Jai Ho Bhagwan Ram Lakshman Janki Jai Bole Mahakaal ki Jai Jai Sri Ram Jai Jai Sri Janki Jai Jai Sri Krishna Jai Jai Sri Radhe Jai Jai Sri Kalki Jai Jai Sri Vaishno Jai Jai Sri Balabhadra Jai Jai Bharat Jai Jai Hind Bharat Maa ki Jai

  • @rajshreedas6501
    @rajshreedas6501Ай бұрын

    Jay shree jagannath 🙏

  • @cluenesspartha7791
    @cluenesspartha7791Ай бұрын

    ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥୀ, ରୋହିଣୀ ନକ୍ଷତ୍ର ଦିନ ହୋଇଥାଏ .... Jay Jagannath Mahaprabhu ⭕‼️⭕

  • @milanmaharana683
    @milanmaharana683Ай бұрын

    Jay Jagannath 🙏

  • @bandanaseth5985
    @bandanaseth5985Ай бұрын

    Jay Jagannath 🥰🙏

  • @SudamSwain-oy9iw
    @SudamSwain-oy9iwАй бұрын

    ଜୟ ଜଗନ୍ନାଥ

  • @priyankamohapatra1647
    @priyankamohapatra1647Ай бұрын

    ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ ଅନନ୍ତ କୋଟି କୋଟି ପ୍ରଣାମ

  • @smitamahalik9180
    @smitamahalik9180Ай бұрын

    ଶ୍ରୀ ରାଧା

  • @rajiblochanpanigrahi2814
    @rajiblochanpanigrahi2814Ай бұрын

    ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥ୍‌ରେ ଅନୁଷ୍ଠିତ ହୋଇଥାଏ ।

  • @bibhutiroul1506
    @bibhutiroul1506Ай бұрын

    Jai Jagannth Jai Maa Laxmi...

  • @monalisarout2207
    @monalisarout2207Ай бұрын

    ମହାପ୍ରଭୁ ହେ ❤❤❤

  • @sabitasahoo714
    @sabitasahoo714Ай бұрын

    ଜୟ ଜଗନ୍ନାଥ🙏🙏

  • @srijagannath2871
    @srijagannath2871Ай бұрын

    ଶ୍ରୀ ମନ୍ଦିର ରେ ଚୈତ୍ର ଗୁଣ୍ଡିଚା ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରେ ହୋଇଥାଏ 🙏 ଜୟ ଜଗନ୍ନାଥ ସ୍ଵାମୀ 🙏

  • @skrushnareddy6796

    @skrushnareddy6796

    Ай бұрын

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଶ୍ରୀ ମଦନ ମୋହନ ନମଃ ଓମ୍ ନମଃ ଶ୍ରୀ ରାଧା ମାଧବ ନମଃ 🕉️🙏🕉️🙏🕉️🙏🕉️🙏🕉️🙏🕉️🪔🥀🌅🌅🌹🌸🌻🍁🌼💐💮🪔🥀🥀🌅🌷🌹🌸🌻🌻🍁🌼💐🌺💮💮⭕‼️⭕

  • @srijagannath2871

    @srijagannath2871

    Ай бұрын

    🙏 ଜୟ ଜଗନ୍ନାଥ ସ୍ଵାମୀ 🙏

  • @swadhinmishra9440
    @swadhinmishra9440Ай бұрын

    ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହେଇଥାଏ ଯାହା ସମଗ୍ର ବିଶ୍ୱରେ ସୌର ଗୁଣ୍ଡିଚା ବା ଚୈତ୍ର ଗୁଣ୍ଡିଚା ନାମରେ ବିଦିତ।। ଜୟ ଜଗନ୍ନାଥ

  • @anjanamishra5544
    @anjanamishra5544Ай бұрын

    ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻. ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ଷଷ୍ଠୀ ତିଥି ରେ ପାଳନ ହୁଏ. ଆଜି ମୁଁ ପ୍ରଥମ ଥର ଓଡ଼ିଆ ରେ ଲେଖିଲି

  • @ch.abhijeetachary2164
    @ch.abhijeetachary2164Ай бұрын

    Jay Jagannath!! Shri Mandira re Chaitra Shukla sasthi tithi re bhagaban Surjya Narayan nka Saura Gundicha Anusthita hue

  • @JyotiSahoo-zi5bv
    @JyotiSahoo-zi5bvАй бұрын

    ଶ୍ରୀମନ୍ଦିର ବେଢ଼ା ଭିତରେ ଥିବା ସୂର୍ଯ୍ୟଦେବ ଙ୍କ ର ଚୈତ୍ର ଶୁକ୍ଳ ଷଷ୍ଠୀ ଦିନ ରେ ସୌର ଗୁଣ୍ଡିଚା ଅନୁଷ୍ଠିତ ହୋଇଥାଏ । ଜୟ ଜଗନ୍ନାଥ🙏

  • @sonaliisspeaking
    @sonaliisspeakingАй бұрын

    ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସର ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ।

  • @adityadr9982
    @adityadr9982Ай бұрын

    Chaitra sukla sasti thiti jai jagannath

  • @Mantu_world
    @Mantu_worldАй бұрын

    ଜୟ ଜଗନ୍ନାଥ, ଶ୍ରୀ ମନ୍ଦିର ରେ ଦକ୍ଷିଣ ଗୃହ ଓ ଭଣ୍ଡାର ଗୃହ କେଉଁଠି ଅଛି l ଆଉ ଶ୍ରୀ ମନ୍ଦିର ରେ ମନ୍ଦିର ଭିତରେ କେତୋଟି ବିଗ୍ରହ ଅଛି, ଯଥା :- ରାମ, ମଦନ ମୋହନ,କୃଷ୍ଣ,ଶୟନ ଦେବତା ଆଉ କିଏ ଅଛନ୍ତି

  • @lalitaprabhabehera458
    @lalitaprabhabehera458Ай бұрын

    ଜୟ ଜଗନ୍ନାଥ କାଳିଆ ସାଆନ୍ତ ହେ ।

  • @peacepoint3
    @peacepoint3Ай бұрын

    ଚୈତ୍ର ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିର ପରିସରରେ ସୂର୍ଯ୍ୟଦେବଙ୍କର ରଥଯାତ୍ରା ବା ସୌର-ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ‘ଚୈତ୍ରଗୁଣ୍ଡିଚା' ବା 'ସୌର-ଗୁଣ୍ଡିଚା' କୁହାଯାଏ। ଏଥିରେ ଶ୍ରୀମନ୍ଦିର ବେଢ଼ାରେ ପୂଜିତ ସୂର୍ଯ୍ୟଦେବଙ୍କ ବିଜେ ପ୍ରତିମା ରଥରେ ବସି ଭିତର ବେଢ଼ା ପରିକ୍ରମା କରିଥାଆନ୍ତି।କ୍ଷୀର କାକରା ଭୋଗ ଆଦି ପଞ୍ଚ ଉପଚାର ପଦ୍ଧତି ରେ ନିବେଦିତ ହୁଏ।ଏତତଭିର୍ଣ୍ଣ ଶୈବ ଗୁଣ୍ଡିଚା, ଶ୍ରୀଗୁଣ୍ଡିଚା, ଶାକ୍ତ ଗୁଣ୍ଡିଚା ଓ ଗୁପ୍ତ ଗୁଣ୍ଡିଚା ମଧ୍ୟ ପାଳନ କରାଯାଏ ।

  • @AbhiKumar-do3rr
    @AbhiKumar-do3rrАй бұрын

    ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ବା ସୌର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହା ଅନୁଷ୍ଠିତ ହୋଇଥାଏ ।

  • @prakasinidas8188
    @prakasinidas8188Ай бұрын

    ହେ ମଣିମା ମହାବାହୁ 🌹❤️🙏❤️🌹

  • @socialvision6771
    @socialvision6771Ай бұрын

    ପଣା ସଂକ୍ରାନ୍ତି

  • @purnachandramallik4875
    @purnachandramallik4875Ай бұрын

    ଚୈତ୍ର ମାସ, ଶୁକ୍ଳ ପକ୍ଷ, ଷଷ୍ଠୀ ତିଥିରେ ଶ୍ରୀମନ୍ଦିର ପରିସର ମଧ୍ଯରେ ଚୈତ୍ର ଗୁଣ୍ଡିଚା ବା ସୌର ଗୁଣ୍ଡିଚା ( ସୂର୍ଯ୍ଯଦେବଙ୍କ ରଥଯାତ୍ରା) ଅନୁଷ୍ଠିତ ହୋଇଥାଏ। ଏହି ତିଥିରେ ସୂର୍ଯ୍ଯଦେବଙ୍କ ବିଜେ ପ୍ରତିମା ରଥରେ ବସି ବେଢା ପରିକ୍ରମା କରିବା ସହ ସନ୍ଧ୍ଯାଧୂପ ନୀତି ବଢିବା ପରେ ବିଜେ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଯାଇ ବେଶ ହେବାସହ କ୍ଷୀରି,କାକେରା,ଲଡୁ ଇତ୍ଯାଦି ଲାଗିହୋଇ ପଞ୍ଚୋପଚାରରେ ପୂଜା ବଢିଥାଏ। 😘😘ଶ୍ରୀ ଜଗନ୍ନାଥ😘😘

  • @yashjena3126
    @yashjena3126Ай бұрын

    Shree mandira bhitare surya narayanka chaitra gundicha ba saura gundicha , chaitra masa ra sukla pakhya ra saathi tithi re anusthita hue❤jay jagannath🙏

  • @chandrachudadas1065
    @chandrachudadas1065Ай бұрын

    Durga astami

  • @sagarikamaharatha9210
    @sagarikamaharatha9210Ай бұрын

    Chaitra sukla sasthi tithire soura gundicha ba chaitra gundicha anusthita hoithae

  • @rajeshpradhan3591
    @rajeshpradhan3591Ай бұрын

    Chaitra sukla sasti tithi

  • @papumajhi5541
    @papumajhi5541Ай бұрын

    Chaitra sukla sasthi Surya narayana nka Soura gundicha anustita hue

  • @mamunikundu9309
    @mamunikundu9309Ай бұрын

    Chaitra shukla astami

  • @leezabehera5539
    @leezabehera5539Ай бұрын

    Chaitra sukla sathi

  • @hifystore4553
    @hifystore4553Ай бұрын

    Jai Shree Jagannath🙏🙏🙏

  • @shekharmahapatra6067
    @shekharmahapatra6067Ай бұрын

    Jay jagannath🙏🙏🙏

  • @bhagyalatapanda2910
    @bhagyalatapanda2910Ай бұрын

    Jay jagannath 🙏🏻🙏🏻

Келесі