ଆସ ଦେଖି ଯିବା ଶ୍ରୀମନ୍ଦିର ଶୟନ ଦିଅଁଙ୍କୁ | Dr. Ashutosh Prasad Mishra | ShreeMandira Sayana Diana

କେବେ ଦେଖିଛନ୍ତି କି ଶ୍ରୀମନ୍ଦିର ଶୟନ ଦିଅଁଙ୍କୁ ?
Jagannath Mahima Quiz 23 at the end of this video.
ଆମ ଜଗନ୍ନାଥଙ୍କୁ ଆମେ କେତେ ଜାଣିଛେ ୨୩
----------------
Srikhetrare Keunthi Chaturbhuja Krushna Achanti ?
---------------
Dr. Ashutosh Prasad Mishra
Ama Jagannathanku Ame Kete Janiche 23
Odisha 365
----------
ଭିଡ଼ିଓଟିକୁ ଆପଣଙ୍କ ବନ୍ଧୁ ପ୍ରିୟଜନ ଓ ପରିବାରବର୍ଗଙ୍କୁ ସେୟାର କରିବାକୁ ଭୁଲିବେନି |
If You Like Our Content
Join this channel to Support our work:
/ @odisha365
#odisha365 #AmaJagannathankuAmeKeteJaniche #drashutoshprasadmishra #jagannath #jagannathmahimaquiz #sayanadiana #srimandira #puri #krishna #jagannathpuri

Пікірлер: 80

  • @sunita30022
    @sunita30022Ай бұрын

    ଜୟ ଶ୍ରୀ ଜଗନ୍ନାଥ ଶ୍ରୀ ନୃସିଂହ ମନ୍ଦିର ର ପଶ୍ଚିମ ଭାଗ ରେ, ମାଆ ବିମଳା ମନ୍ଦିର ସମ୍ମୁଖ ଭାଗରେ, ରୋହିଣୀ କୁଣ୍ଡ ନିକଟବର୍ତ୍ତୀ ସ୍ଥାନରେ ଶ୍ରୀମନ୍ଦିର ର ଜଳକ୍ରୀଡା ମଣ୍ଡପ ଅବସ୍ଥିତ। 🙏

  • @trilochanrout219
    @trilochanrout219Ай бұрын

    ଜୟ ଜଗନ୍ନାଥ, କାଳିଆ ସାଆନ୍ତଙ୍କ ଶ୍ରୀପୟରେ ଶତକୋଟି ପ୍ରଣାମ 🌹❤️🌹🙏🙏🙏🙏🌹❤️🌹, ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ସମୟରେ ଜଳକ୍ରୀଡା ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ, ରୁକ୍ମିଣୀ ହରଣ ଏକାଦଶୀ ମାନଙ୍କରେ ମହାପ୍ରଭୁ ମଦନମୋହନଙ୍କ ସହ ମାଆ ଭୂଦେବୀ ଶ୍ରୀଦେବୀଙ୍କର ଜଳକ୍ରୀଡା ନିତି ଅନୁଷ୍ଠିତ ହୋଇଥାଏ, ମାତା ବିମଳାଙ୍କ ମନ୍ଦିର ସାମ୍ନାରେ ତଥା ନୃସିଂହ ମନ୍ଦିର ପଶ୍ଚାତ୍ ଭାଗରେ ରୋହିଣୀ କୁଣ୍ଡ ନିକଟରେ ମହାପ୍ରଭୁଙ୍କ ଜଳକ୍ରୀଡା ମଣ୍ଡପ ଅବସ୍ଥିତ, ସାଆନ୍ତେ ଆପଣଙ୍କ ବାହୁଛାୟା ତଳେ ଅଭୟ ପ୍ରଦାନ କରି ଆମ୍ଭମାନଙ୍କୁ ରଖିଥାଅ, ମଣିମାଙ୍କର ଜୟହେଉ ଜୟ ଜଗନ୍ନାଥ,🌹❤️🌹🙏🙏🙏🙏🌹❤️🌹

  • @lipsanayak4632
    @lipsanayak4632Ай бұрын

    Jai Shree Jagannath Ji 🙏❤️🙏❤️🙏❤️🙏❤️

  • @Trupti-Sahoo235
    @Trupti-Sahoo235Ай бұрын

    Jay Jagannath 🙏 ଶ୍ରୀମନ୍ଦିରର ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ ରୋହିଣୀ କୁଣ୍ଡ ପାର୍ଶ୍ଵରେ ବିମଳା ମନ୍ଦିର ସମ୍ମୁଖରେ ଜଳକ୍ରୀଡ଼ା ମଣ୍ଡପ ଅବସ୍ଥିତ ।

  • @srijagannath2871
    @srijagannath2871Ай бұрын

    🙏 ମୋ ମା ବିମଳା 🙏 ସମ୍ମୁଖରେ ରୋହିଣୀ କୁଣ୍ଡ ପାଖରେ 🙏 ନୃସିଂହ ମନ୍ଦିର ପଶ୍ଚିମ ଭାଗରେ ଜଳକ୍ରୀଡା ମଣ୍ଡପ ଅଛି 🙏 ଜୟ ଜଗନ୍ନାଥ ସ୍ଵାମୀ🙏

  • @user-br1ql6gp9d
    @user-br1ql6gp9dАй бұрын

    Jay jagannath swami nayan patha gami bhava tume🙏🙏🙏 🌹🌷🌹🌷🌺, Ashutosh sir 🙏🙏🙏

  • @girijashankarnayak8282
    @girijashankarnayak8282Ай бұрын

    ଭଗବତୀ ମା ବିମଳା ଙ୍କ ମନ୍ଦିର ସମ୍ମୁଖ ଭାଗରେ ଏବଂ ରୋହିଣୀ କୁଣ୍ଡ ନିକଟରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ।

  • @lopamudrabehera5809
    @lopamudrabehera5809Ай бұрын

    ଜୟ ଜଗନ୍ନାଥ🙏 ପ୍ରଣାମ🙏 ଶ୍ରୀମନ୍ଦିରରେ ଜଳକ୍ରୀଡା ମଣ୍ଡପ, ନୃସିଂହ ମନ୍ଦିରର ପଶ୍ଚାତ୍ ଭାଗରେ ରୋହିଣୀ କୁଣ୍ଡ ପାର୍ଶ୍ଵରେ ଅବସ୍ଥିତ।

  • @ArunKumar-nx3kr
    @ArunKumar-nx3krАй бұрын

    Jai Jagannath mahabahu

  • @mausumiswain7569
    @mausumiswain7569Ай бұрын

    ଜୟ ଜଗନ୍ନାଥ 🙏.. ଶ୍ରୀମନ୍ଦିର ରେ ଜଳକ୍ରୀଡା ମଣ୍ଡପ ବିମଳା ମନ୍ଦିର ର ସମୁଖରେ ରୋହିଣୀ କୁଣ୍ଡ ପାର୍ଶ୍ଵ ରେ ଅବସ୍ଥିତ.. ଜୟ ଜଗନ୍ନାଥ 🙏

  • @geetasamantry5721
    @geetasamantry5721Ай бұрын

    ସତ ରେ ଆମ ଜଗନ୍ନାଥ ଙ୍କ ବିଷୟ ରେ କିଛି ଜାଣିବା ପାଇଁ ଅପୂର୍ବ ସୁଯୋଗ ଟିଏ ଦେଇଛନ୍ତି ପ୍ରଭୁ ଆପଣଙ୍କ ମାଧ୍ୟମ ରେ

  • @purnachandramallik4875
    @purnachandramallik4875Ай бұрын

    ଶ୍ରୀମନ୍ଦିରରେ ଜଳକ୍ରୀଡା ମଣ୍ଡପ, ନୃସିଂହ ମନ୍ଦିରର ପଶ୍ଚାତ୍ ଭାଗରେ ରୋହିଣୀ କୁଣ୍ଡ ପାର୍ଶ୍ବରେ ଅବସ୍ଥିତ। 😘😘ଶ୍ରୀ ଜଗନ୍ନାଥ😘😘

  • @JyotiSahoo-zi5bv
    @JyotiSahoo-zi5bvАй бұрын

    ଶ୍ରୀମନ୍ଦିର ରେ ଜଳକ୍ରୀଡ଼ା ମଣ୍ଡପ ନୃସିଂହ ମନ୍ଦିରର ପଶ୍ଚାତ୍ ଭାଗରେ , ରୋହିଣୀ କୁଣ୍ଡ ପାର୍ଶ୍ଵରେ ଅବସ୍ଥିତ । ଜୟ ଜଗନ୍ନାଥ🙏

  • @SibaprasadSathua
    @SibaprasadSathuaАй бұрын

    ନୃସିଂହ ମନ୍ଦିରର ପଶ୍ଚିମ ଭାଗରେ ,ମା ବିମଳାଙ୍କ ମନ୍ଦିରର ସମ୍ମୁଖରେ, ରୋହିଣୀ କୁଣ୍ଡ ନିକଟରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ।

  • @abhinashbehera8434
    @abhinashbehera8434Ай бұрын

    ମାଁ ବିମଳା ମନ୍ଦିର ସମ୍ମୁଖ ଭାଗରେ, ଶ୍ରୀ ନୃସିଂହ ମନ୍ଦିର ର ପଶ୍ଚିମ ଭାଗରେ ❤❤

  • @piyushranjanmeher4181
    @piyushranjanmeher4181Ай бұрын

    Jay Jagannath 🙏🙏🙏 Nrusingha mandirara paschima digare

  • @rajiblochanpanigrahi2814
    @rajiblochanpanigrahi2814Ай бұрын

    ଶ୍ରୀ ନୃସିଂହ ମନ୍ଦିର ‌ର ପଶ୍ଚିମ ଭାଗ ରେ, ମାଆ ବିମଳା ମନ୍ଦିର ସମ୍ମୁଖ ଭାଗରେ, ରୋହିଣୀ କୁଣ୍ଡ ନିକଟବର୍ତ୍ତୀ ସ୍ଥାନରେ ଶ୍ରୀମନ୍ଦିର ର ଜଳକ୍ରୀଡା ମଣ୍ଡପ ଅବସ୍ଥିତ।❤❤❤

  • @Lipkumar123
    @Lipkumar123Ай бұрын

    ଜୟ ହରି ଶ୍ରୀହରି ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏 ାା

  • @ukantasahoo4863
    @ukantasahoo4863Ай бұрын

    Mo mahaprabhu charane saran Jay Sri jagannath swami

  • @odiatokabapun2523
    @odiatokabapun2523Ай бұрын

    ଶ୍ରୀ ମନ୍ଦିରରେ ଜଳକ୍ରୀଡା ମଣ୍ଡପ "ନୃସିଂହ ମନ୍ଦିରର ପଶ୍ଚାତ୍ ଭାଗରେ, ରୋହିଣି କୁଣ୍ଡ ପାର୍ଶ୍ବରେ" ଅବସ୍ଥିତ ।ଜୟ ଜଗନ୍ନାଥ

  • @dynamo2299
    @dynamo2299Ай бұрын

    ଜଳକ୍ରୀଡା ମଣ୍ଡପ ନୃସିଂହ ମନ୍ଦିର ପଶ୍ଚାଦ ଭାଗରେ ରୋହିଣୀ କୁଣ୍ଡ ନିକଟରେ ଅବସ୍ଥିତ।

  • @cluenesspartha7791
    @cluenesspartha7791Ай бұрын

    ନୃସିଂହ ମନ୍ଦିରର ପଶ୍ଚିମରେ,ବିମଳା ମାଙ୍କ ଆଗରେ & ରୋହିଣୀ କୁଣ୍ଡ ପାଖରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ

  • @shaktirupa9
    @shaktirupa9Ай бұрын

    ମାଁ ବିମଳାଙ୍କ ମନ୍ଦିରର ସମ୍ମୁଖ ଭାଗରେ ଜଳକ୍ରୀଡ଼ା ମଣ୍ଡପ ଅବସ୍ଥିତ।

  • @jayshrijagannath1627
    @jayshrijagannath1627Ай бұрын

    Jay shree jagannath Swami ❤️

  • @socialvision6771
    @socialvision6771Ай бұрын

    ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ

  • @ashwanipradhan3397
    @ashwanipradhan3397Ай бұрын

    Jay Jagannath Jay anata Jay ho 🙏🙏🚩

  • @sibanandarauta4219
    @sibanandarauta4219Ай бұрын

    ମୁକ୍ତିମଣ୍ଡପ ନିକଟସ୍ଥ ନୃସିଂହ ମନ୍ଦିରର ପଶ୍ଚିମ ଦିଗରେ, ବିମଳା ମନ୍ଦିରର ସମ୍ମୁଖରେ, ରୋହିଣୀ କୁଣ୍ଡ ନିକଟରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ।

  • @alekhchandramalik740
    @alekhchandramalik740Ай бұрын

    Jay Jagannath Swami 🙏🙏🙏🙏🙏🙏🌹

  • @badriprasadsarangi2843
    @badriprasadsarangi2843Ай бұрын

    ଦେଉଳର ଭିତର ବେଢାସ୍ଥିତ ଜଜ୍ଞ ନୃସିଂହଙ୍କ ପଶ୍ଚାତ ଭାଗରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ

  • @AbhiKumar-do3rr
    @AbhiKumar-do3rrАй бұрын

    ମା ବିମଳା ଙ୍କ ସମ୍ମୁଖ ବା ନଟ ଗଣେଶଙ୍କର ଉତ୍ତର ବା ଆଦି ନୃସିଂହଙ୍କର ପଶ୍ଚିମ ଭାଗ ବା ରୋହିଣୀ କୁଣ୍ଡ ର ପାର୍ଶ୍ବରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ ଅଛି ।

  • @smitamishra2599
    @smitamishra2599Ай бұрын

    Jay Jay shree Jagannath 🙏🏻🙏🏻🙏🏻 Pranam Bhaina 🙏🏻

  • @pramilapani9960
    @pramilapani9960Ай бұрын

    JAY JAGANNATH🙏❤🙏❤

  • @user-ww5zj6jb6x
    @user-ww5zj6jb6xАй бұрын

    Jai shree jagannath 🕉️🙏🙏🙏🙏🙏🙏🙏

  • @tapaskumarpradhan7375
    @tapaskumarpradhan7375Ай бұрын

    Lord of the Beginning Sri Maha Ganapati, Lord of the Multiverse Sri Mahaprabhu Jagannath, Protector of the Multiverse Sri Hanuman, Guardian of the Multiverse Sri Kaalbhairav and Mother of the Cosmos Maa Lalita Maha Tripurasundari ko mera koti koti sastang dandvat pranam Jai Jai Sri Maha Ganapati Jai Jai Maa Lalita Maha Tripurasundari Jai Jai Maa Adi Parashakti Jai Jai Jagat Maa Mahamaya Jai Jai Jagat Pita Sadashiv Jai Jai Kaalbhairav Jai Jai Mahakaal Jai Jai Mahakaali Jai Jai Mahavishnu Jai Jai Mahalakshmi Jai Jai Brahmadev Jai Jai Maa Mahasaraswati Jai Mahaprabhu Nirakar Param Brahma Jai Jai Mahaprabhu Jagannath Maryada Purushottam Ram Teri Sada Jai Ho Bhagwan Ram Lakshman Janki Jai Bole Mahakaal ki Jai Jai Sri Ram Jai Jai Sri Janki Jai Jai Sri Krishna Jai Jai Sri Radhe Jai Jai Sri Kalki Jai Jai Sri Vaishno Jai Jai Sri Balabhadra Jai Jai Bharat Jai Jai Hind Bharat Maa ki Jai

  • @kalpananayak667
    @kalpananayak667Ай бұрын

    Jay Jagannath 🙏🏵️🌼🌸🏵️🚩

  • @RudraprasadMaharana-jw9wc
    @RudraprasadMaharana-jw9wcАй бұрын

    ଶ୍ରୀ ମନ୍ଦିର ରେ ଜଳକ୍ରୀଡା ମଣ୍ଡପ , ଶ୍ରୀ ମନ୍ଦିର ର ଦକ୍ଷିଣ ଭାଗ ରେ ନଟୁଆ ଗଣେଶ ଙ୍କ ସମ୍ମୁଖରେ ଓ ନୃସିଂହ ମନ୍ଦିର ପଶ୍ଚାତ ଭାଗ ରେ ପ୍ଲଟ ନମ୍ବର -୮୦ ଠାରେ ରେ ଅବସ୍ଥିତ 🙏🙏🙏

  • @akashbarik8387
    @akashbarik8387Ай бұрын

    Jay jaganath ⭕‼️⭕

  • @ritamishra256
    @ritamishra256Ай бұрын

    Mahaprabhu ku kote kote pranam

  • @bhalchandramishraxf1747
    @bhalchandramishraxf1747Ай бұрын

    ଶ୍ରୀ ମନ୍ଦିରରେ ଜଳକ୍ରୀଡା ମଣ୍ଡପ "ନୃସିଂହ ମନ୍ଦିରର ପଶ୍ଚାତ୍ ଭାଗରେ, ରୋହିଣି କୁଣ୍ଡ ପାର୍ଶ୍ବରେ" ଅବସ୍ଥିତ ।ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏

  • @yashjena3126
    @yashjena3126Ай бұрын

    Shree mandira bhitare adi nursinghanka deula pacha pate eban nata ganeshanka purba diga re abasthita mahaprabhunka jala krida mandapa❤ jay jagannath 🙏

  • @sumitamahapatra9251
    @sumitamahapatra9251Ай бұрын

    Jay Jay jagannath 🙏🙏

  • @diptimohapatra7859
    @diptimohapatra7859Ай бұрын

    Jay Jagannath

  • @rajeshpradhan3591
    @rajeshpradhan3591Ай бұрын

    Jay Jagannath 🙏🙏🙏🥰

  • @pramilabarik3626
    @pramilabarik3626Ай бұрын

    Jayshree Jagannath baba🙏

  • @bandanaseth5985
    @bandanaseth5985Ай бұрын

    Jay Jagannath 🙏🥰

  • @dillipmoharana
    @dillipmoharanaАй бұрын

    ଆଦି ନୃସିଂହ ମନ୍ଦିର ର ପଶ୍ଚିମ ଭାଗରେ ବିମଳା ମନ୍ଦିର ସମ୍ମୁଖ ଭାଗରେ ରୋହିଣୀ କୁଣ୍ଡ କୁ ଲଗିକି ଜଳ କ୍ରୀଡା ମଣ୍ଡପ ଅବସ୍ତିତ,ଜୟ ଜଗନ୍ନାଥ

  • @ShradhanjaliMohapatra-nz5pi
    @ShradhanjaliMohapatra-nz5piАй бұрын

    ଆଦି ନୃସିଂହ ମନ୍ଦିର ର ପଶ୍ଚିମ ଭାଗରେ,ବିମଳା ମନ୍ଦିର ର ସମ୍ମୁଖ ଦିଗରେ, ରୋହିଣୀ କୁଣ୍ଡ ନିକଟବର୍ତ୍ତୀ ଜଳକ୍ରୀଡା ମଣ୍ଡପ ଅବସ୍ଥିତ ।

  • @anantabiswal3516
    @anantabiswal3516Ай бұрын

    Jay jagannath🙏🙏🙏

  • @sasmitadatta8819
    @sasmitadatta8819Ай бұрын

    ଜୟ ଜଗନ୍ନାଥ 🙏

  • @anm1190
    @anm1190Ай бұрын

    ଖୁବ୍ ସୁନ୍ଦର୍ ବ୍ୟାଖ୍ୟା, ଧନ୍ଯ ବାଦ.

  • @sabitasahoo714
    @sabitasahoo714Ай бұрын

    ଜୟ ଜଗନ୍ନାଥ🙏🙏

  • @anjanamishra5544
    @anjanamishra5544Ай бұрын

    Jay jagannath👏👏👏.Ans is Nrushingh mandira back sidera

  • @peacepoint3
    @peacepoint3Ай бұрын

    ଶ୍ରୀ ମନ୍ଦିର ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ ପ୍ଳଟ ନଂ ୮୦ରେ ଜଳକ୍ରୀଡା ମଣ୍ଡପ ରହିଅଛି । ଏହି ମଣ୍ଡପର ପ୍ରବେଶ ପଥରେ ଜୟ ବିଜୟ ମୂର୍ତ୍ତି ରହିଛନ୍ତି । ଶ୍ରୀ ବିଗ୍ରହମାନଙ୍କର ଭିତର ଚନ୍ଦନଯାତ୍ରା ଅବସରରେ ଏହି ମଣ୍ଡପରେ ଜଳାକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ। ଏହି ମଣ୍ଡପଟିର ଉଚ୍ଚତା ୨୩ ft ଅଟେ ଏବଂ ଭିତର ବେଢା ପତନଠାରୁ ମଣ୍ଡପଟି ୭ ft ଉଚ୍ଚରେ ଅବସ୍ଥିତ। ମଣ୍ଡପ ମଧ୍ୟ ଭାଗରେ ଏକ ପ୍ରସ୍ତର ନିର୍ମିତ କୁଣ୍ଡ ରହିଛି। ଜଳକ୍ରୀଡା ଏକାଦଶୀ, ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଏଠାରେ ମଦନମୋହନ ଓ ଶ୍ରୀଦେବୀଙ୍କ ଜଳକ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥାଏଓ ରୁକ୍ମିଣୀ ହରଣ ଏକାଦଶୀ ଦିନ ଭୂଦେବୀ ଓ ଦୋଳ ଗୋବିନ୍ଦ ଙ୍କ ଜଳକ୍ରୀଡା ନୀତି ପାଳନ ହୁଏ।

  • @leezabehera5539
    @leezabehera5539Ай бұрын

    Maa bimala mandira samukhare

  • @pravaskar4895
    @pravaskar4895Ай бұрын

    ଜୟ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିର ରେ ଜଳକ୍ରୀଡ଼ା ମଣ୍ଡପ ଆଦି ନୃସିଂହ ମନ୍ଦିର ର ପାଶ୍ଚାତ ଭାଗ ରେ ନାଟୁଆ ଗଣେଶ ଙ୍କ ମନ୍ଦିର ପାଖରେ ବିଦ୍ୟମାନ ଅଛନ୍ତି

  • @debashritadash2739
    @debashritadash2739Ай бұрын

    ନାୟ ଦିଅନ୍ତୁ ପ୍ରଭୁ

  • @sabitaprusty5240
    @sabitaprusty5240Ай бұрын

    ନୃସିଂହ ମନ୍ଦିର ର ପଶ୍ଚିମ ଦିଗରେ

  • @kalpanapadhi8709
    @kalpanapadhi8709Ай бұрын

    ନୃସିହ ମନ୍ଦିର ର ପଶ୍ଚିମ ପାଖରେ ଶୟନ ମଣ୍ଡପ ଅବସ୍ତିତ, ଜୟ ଜଗନ୍ନାଥ 🙏🙏

  • @sandeepkumarnanda
    @sandeepkumarnandaАй бұрын

    ଶ୍ରୀ ମନ୍ଦିର ର ଦକ୍ଷିଣ ପାର୍ଶ୍ଵରେ ଆଦି ନୃସିଂହ ଙ୍କ ପାଶ୍ଚାତ ଭାଗରେ, ନୃତ୍ୟ ଗଣପତି ଙ୍କ ମନ୍ଦିର କୁ ଲାଗି ରୋହିଣୀ କୁଣ୍ଡ ନିକଟରେ ମହାପ୍ରଭୁ ଙ୍କ ଜଳ କ୍ରୀଡା ମଣ୍ଡପ ଅବସ୍ଥିତ। ଜୟ ଶ୍ରୀ ଜଗନ୍ନାଥ ମଣିମାଙ୍କର ଜୟ ହେଉ। ଗୋଟିଏ ଅନୁରୋଧ, ବର୍ତ୍ତମାନ ସମୟରେ ଦେଖା ଯାଉଛି ବହୁତ ନେତା ମନ୍ତ୍ରୀ ମାନେ ବେକରେ ମହାପ୍ରଭୁ ଙ୍କ ଶ୍ରୀ ଅଙ୍ଗ ଲାଗି ଗୀତଗୋବିନ୍ଦ ଖଣ୍ଡୁଆ କୁ ପକେଇ ତାର ଅବମାନନା କରୁଛନ୍ତି। ଗୀତି ଗୋବିନ୍ଦ ଖଣ୍ଡୁଆ ସମ୍ପର୍କ ରେ ଡକ୍ଟର ଆଶୁତୋଷ sir nka ra ଗୋଟେ ସୁନ୍ଦର ଭିଡିଓ ଥିଲା। ଦୟାକରି ଏହାକୁ ଆଉ ଥରେ ଦେଲେ ଆମ୍ଭେମାନେ ସମସ୍ତେ ଉପକୃତ ହେବୁ। ଏବଂ ସାଧାରଣ ଜନତା ଗୀତଗୋବିନ୍ଦ ଖଣ୍ଡୁଆ ର ବ୍ୟବହାର ସମ୍ପର୍କ ରେ ଅବଗତ ହେଇ ପାରିବେ।

  • @ch.abhijeetachary2164
    @ch.abhijeetachary2164Ай бұрын

    Jay Jagannath!! Jala krida mandapa mukti ra paschima bhagare, aba adi nrusingha deula bedha ku lagi, rohini kunda pakhare rahichi

  • @sonaliisspeaking
    @sonaliisspeakingАй бұрын

    ଶ୍ରୀମନ୍ଦିର ରେ ଜଳକ୍ରୀଡା ମଣ୍ଡପ ନୃସିଂହ ମନ୍ଦିରର ପଶ୍ଚିମ ଦିଗରେ, ବିମଳା ମନ୍ଦିର ସମ୍ମୁଖରେ ରୋହିଣୀ କୁଣ୍ଡ ନିକଟରେ ଅବସ୍ଥିତ ଅଛି

  • @mahaprasadnath5210
    @mahaprasadnath5210Ай бұрын

    ଶ୍ରୀମନ୍ଦିରରେ ଆଦି ନୃସିଂହ ଙ୍କର ମନ୍ଦିରର ପଶ୍ଚିମ ଭାଗରେ ବିମଳା ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖ ଦିଗରେ ରୋହିଣୀ କୁଣ୍ଡ ପାଖରେ ଥିବା କୁଣ୍ଡ କୁ ଜଳକ୍ରୀଡା କୁଣ୍ଡ କୁହାଯାଏ

  • @ritamohanty7997
    @ritamohanty7997Ай бұрын

    ❤ JayJagannath ❤NrusnghihaMandira❤ JayJagannath ❤

  • @jayantsamal8339
    @jayantsamal8339Ай бұрын

    ❤❤❤❤

  • @binapanimallik4628
    @binapanimallik4628Ай бұрын

    ନୃସିଂହ ମନ୍ଦିର ପଶ୍ଚିମ ଦିଗରେ ରୋହିଣୀ କୁଣ୍ଡ ନିକଟରେ ବିମଳା ମନ୍ଦିର ସମୁଖରେ ଜଳକ୍ରୀଡା ମଣ୍ଡପ ଅଛ

  • @rahaskumar19
    @rahaskumar19Ай бұрын

    ଶ୍ରୀମନ୍ଦିରରେ ଜଳକ୍ରୀଡା ମଣ୍ଡପ ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ ତଥା ରୋହିଣୀ କୁଣ୍ଡ ପାର୍ଶ୍ଵରେ ପ୍ଲଟ ନମ୍ବର 80 ରେ ଅବସ୍ଥିତ | ଶ୍ରୀବିଗ୍ରହ ମାନଙ୍କର ଭିତର ଚନ୍ଦନ ଯାତ୍ରା ଏହି ମଣ୍ଡପରେ ଜଳକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ 🙏

  • @bibhutiroul1506
    @bibhutiroul1506Ай бұрын

    Jai Jagannath Jai Maa Laxmi Maa.......

  • @rakeshkumarkhatua1200
    @rakeshkumarkhatua1200Ай бұрын

    ଜୟ ଜଗନ୍ନାଥ ମହାରାଜ ଆଦି ନୃସିଂହ ଙ୍କ ର ପଶ୍ଚିମ ଭାଗ ରେ ରୋହିଣୀ କୁଣ୍ଡ ପାଖା ପାଖି ଯେଉଁ ମଣ୍ଡପ ଟି ଅଛନ୍ତି ତାଙ୍କୁ ଜଳ କ୍ରୀଡା ମଣ୍ଡପ କୁହା ଯାଏ

  • @foodiebhaina6843
    @foodiebhaina6843Ай бұрын

    Jaya jagannath 🙏

  • @BBSR.Madhu-
    @BBSR.Madhu-Ай бұрын

    Jay Jagannath 🙏🙏🙏 please answer me vitar Chanda sakale hua na ratire please please kahibe kou time re hua

  • @alekhaprusty5386
    @alekhaprusty5386Ай бұрын

    Apanka number kmti miliba asutosh sir jay jaganath bhari bhagyaban mane karibi apekhya re rahili

  • @binodinimishra4976
    @binodinimishra4976Ай бұрын

    ଆଶୁତୋଷ !! " ଆମ ଜଗନ୍ନାଥଙ୍କୁ ଆମେ କେତେ ଜାଣିଛେ" -- ବିଷୟରେ ତୁମର tone ପ୍ରାୟ କ୍ଷୀଣ. ଭଲରେ ଶୁଭୁନି. ଟିକେ ଦୃଷ୍ଟି ଦେବ ଏଥିପାଇଁ

  • @NayanaSahoo-vi5xb
    @NayanaSahoo-vi5xbАй бұрын

    Nrushina mandira raleft sidere

  • @papumajhi5541
    @papumajhi5541Ай бұрын

    Adi nrushingh nka pacha pate Bimala nka singha pachapate Ehi pakhare rohini kunda,natua ganesa Achanti

  • @swadhinmishra9440
    @swadhinmishra9440Ай бұрын

    ଶ୍ରୀମନ୍ଦିରରେ ଜଳକ୍ରୀଡା ମଣ୍ଡପ ରୋହିଣୀ କୁଣ୍ଡ ସମୀପ ରେ, ନୃସିଂହ ମନ୍ଦିର ପଶ୍ଚିମ ଭାଗରେ ଏବଂ ମାଆ ବିମଳା ମନ୍ଦିର ର ସାମ୍ନାରେ ଅବସ୍ଥିତ।। ଜୟ ଜଗନ୍ନାଥ

  • @pravasinibaral6915
    @pravasinibaral6915Ай бұрын

    Jay jagannath🙏🙏🙏

  • @milanmaharana683
    @milanmaharana683Ай бұрын

    Jay Jagannath🙏

  • @khirodchandrapanigrahi7951
    @khirodchandrapanigrahi7951Ай бұрын

    ଆଦି ନୃସିଂହ ମନ୍ଦିର ର ପଶ୍ଚିମ ଭାଗରେ, ବିମଳା ମନ୍ଦିର ର ସମ୍ମୁଖ ଦିଗରେ ରୋହିଣୀ କୁଣ୍ଡ ନିକଟବର୍ତ୍ତୀ ଜଳକ୍ରୀଡା ମଣ୍ଡପ ଅବସ୍ଥିତ।

  • @bhagyalatapanda2910
    @bhagyalatapanda2910Ай бұрын

    Jay jagannath 🙏🏻🙏🏻🙏🏻

Келесі