Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia

#AnubhutiReJagannath #JaiJagannatha #SpiritualKnowledgeOdia
Please Like, Share & Subscribe to "Spiritual Knowledge Odia" Channel🙏🙏🙏
✽ ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ Like ଓ Share କରିବା ସହ ଆମ Channel 'Spiritual Knowledge Odia'କୁ Subscribe କରନ୍ତୁ ।
/ spiritualknowledgeodia
©Spiritual Knowledge Odia
WARNING
This content is Copyright to Spiritual Knowledge Odia. Any unauthorized re-upload is strictly prohibited. Legal action will be taken against those who violate the copyright!!!
Anubhuti Re Jagannath
Anubhuti Re Jagannath Prarthana
Anubhuti Re Shree Jagannath
Anubhaba Re Jagannath
Anubhav Re Jagannath
Anubhuti Re Sri Jagannath
Mo Anubhuti Re Jagannath
Anubhav Re Jagannath
Nrusingha Mohapatra
Nrusingha Mahapatra
Mahaprabhu Jagannath
Jagannath Mahaprabhu Katha
Jagannath Story In Odia
Mahaprabhu Prathana
Mahaprabhu Prarthana Odia
Jagannath Katha Odia
Bhaktanka Anubhuti
Jagannathnka Anubhuti
Jay Jagannath TV
Jay Jagannath
Jay Jagannath
Jai Jagannatha
ଅନୁଭୂତିରେ ଚୁନାର ସେବକ ନୃସିଂହ ମହାପାତ୍ର
ନୀଳଚକ୍ରରେ ବାନା ବାନ୍ଧିଲେ କଣ ପ୍ରାପ୍ତ ହୁଏ?
ବ୍ୟାଖ୍ୟା ନୃସିଂହ ମହାପାତ୍ର
ମା' ବିମଳା କାନି ପତେଇ ଧରିଦେଲେ ମତେ
ଚୁନାର ସେବକ -ନୃସିଂହ ମହାପାତ୍ର
ଜଗାର ଷ୍ଟଣ୍ଟ ମାଷ୍ଟର ନୃସିଂହ ମହାପାତ୍ର
ନୀଳଚକ୍ର
#NrusinghaMahapatra
#JaiJagannatha
#AnubhutiReJagannath
#Spiritualknowledgeodia
#NrusinghaMohapatra
#RathaJatra23
#JayJagannath
#Nrusingha
#Odisha
#Puri
#ଅନୁଭୂତିରେ_ଜଗନ୍ନାଥ
#ଅନୁଭୂତିରେଜଗନ୍ନାଥ
#ଜୟ_ଜଗନ୍ନାଥ
#ଜୟଜଗନ୍ନାଥ
#ରଥଯାତ୍ରା
Puri Sri Jagannath temple’s glorious flag alteration running proudly over the Great
Nilachakra
Stunning flag changing ritualism of Odisha Puri famous Sree Jagannath temple
The Story Behind Nilachakra Bana Of Jagannath Mandir In Puri
Jagannath Culture Experts Discuss About 'Chunara Seba' Of Srimandir
Young Chunara servitor elated after training in Puri
Flag changing ritual in Puri Jagannath temple
Flag Changing Ceremony @ Jagannath Puri
SRI JAGANNATH TEMPLE FLAG CHANGING
PURI TEMPLE FLAG CHANGING
Bhaktanka Anubhuti
Nrusingha Mohapatra
Sevayat Doing Stunt
Puri Jagannath Temple
NIlaChakra Bana
NILACHAKRA
The Blue Wheel
Bee attacks
Bee
Hornet
Nature
Bee attack odisha
#Bees
#SaveTheBees
#beekeeping
#Pollinators
#Honeybees
#BeeLife
#bee
#beeattack
#hornet
#nature
#Indiabeeattack
#Beeattackodisha
#BeeConservation
#BeeLove
#BeeAwareness
#BeeHive
#BeeInspiration
#BeeFriendly
#BeePower
#BeeHappy
#BeeWorld
#BeeAttack
#BeesGoneWild
#BeeSwarm
#BuzzingTrouble
#BeeHiveHavoc
#StungByBees
#BeeAlert
#BeeEncounter
#BeeSafety
#BeeAwareness
#BeeProtection
#BeeStingRemedy
#Beekeepers
#BeeControl
#StayCalmAndBeeSafe

Пікірлер: 1 300

  • @jotin_kumar
    @jotin_kumar Жыл бұрын

    ଏ ଜଗତ ରେ କେହି ବିଶ୍ୱାସ କରୁ ବା ନକରୁ ❤ମୁ କିନ୍ତୁ ସବୁବେଳେ ତିନିଠାକୁର ଙ୍କୁ ଅପାର ବିଶ୍ୱାସ କରେ 🙏🏻🚩ଜୟ୍ ଜଗନ୍ନାଥ ⭕❗⭕

  • @Kumarsatish2088

    @Kumarsatish2088

    3 ай бұрын

    Jai jagannath

  • @theanimal3153

    @theanimal3153

    3 ай бұрын

    ଜୟ ଜଗନ୍ନାଥ❤😂❤

  • @TheDailyDose015

    @TheDailyDose015

    3 ай бұрын

    Jay Jagannath ❤

  • @himanshurana3157

    @himanshurana3157

    Ай бұрын

    🙏🏻🙏🏻🙏🏻🙏🏻🙏🏻🙏🏻

  • @parsuramnayak4185

    @parsuramnayak4185

    Ай бұрын

    ⁹⁹

  • @sanjaysahoo521
    @sanjaysahoo521 Жыл бұрын

    କି ଭାଗ୍ୟ ଆପଣଙ୍କର ମହାବାହୁ ଙ୍କ ସେବା କରୁଛନ୍ତି । ମହାପ୍ରଭୁ ଆପଣଙ୍କର ଏବଂ ଆପଣଙ୍କ ପରିବାରର ମଙ୍ଗଳ କରନ୍ତୁ।ଜୟ ଜଗନ୍ନାଥ। । 🙏🙏🙏🙏🙏🙏

  • @rakeshmahanty7320

    @rakeshmahanty7320

    17 күн бұрын

    କାଇଁ ଆପଣ ବୋଧେ ଘରେ ବି ଭଗବାନ୍ ଙ୍କୁ ପୁଜା ବି କରୁ ନାହାନ୍ତି କି,

  • @sudhansusekharsahoo8742
    @sudhansusekharsahoo8742 Жыл бұрын

    ଜଗତରେ ପାଇବୁନି ଏମିତି ଠାକୁର ଟିଏ...ଭକତ ହାତରୁ ଯିଏ ସ୍ନେହରେ ମାଗିକି ଖାଏ...ଭକତିରେ ଦେଲେତାକୁ ରାନ୍ଧିକି କାଣିଯେ ଖୁଦ...ସେଇ ଖୁଦ ହେଇ ଯାଏ.. ଅବଢ଼ା ମହାପ୍ରସାଦ 😇🙏❤️

  • @anjankumar7649

    @anjankumar7649

    Жыл бұрын

    Jay jagannath swami nayana patha gami bhobo tume dhanya he prabhu ptume dhanya tumo lila🙏🙏🙏🙏🙏

  • @indian_villagers1
    @indian_villagers1 Жыл бұрын

    ଏହା ଏକ କୋହ ଭରା ଭାବପୂର୍ଣ୍ଣ କଥା ❤😢 ତୁମରି ନାମରେ ମଣିଷ ଜନମେ ତୁମରି ନାମରେ ମଣିଷ ମରେ ଜୟ ଜଗଦୀଶ ହରେ।

  • @sidharthasatapathy3491
    @sidharthasatapathy3491 Жыл бұрын

    ଚିନ୍ତା ଚେତନାରେ ଭକ୍ତି ଭାବନାରେ ରହିଛି ସ୍ଥିତି ତୁମର, ତୁମେ ଅନୁଭଵର ଠାକୁର ।। ❤️

  • @rabindrapatro3569
    @rabindrapatro3569 Жыл бұрын

    ସେ ତ ଭକତ ଭାବରେ ବନ୍ଧା,ଭାବକୁ ନିକଟ ଅଭାବକୁ ଦୂର,ଭାବ ବିନୋଦିଆ ଭାବର ଠାକୁର।‌ହରିମାରେ ରଖେ କିଏ ,ରଖେ ହରି ମାରେ କିଏ।ଜୟ ଜଗନ୍ନାଥ, ଦାସ ତୁ ତୋ ଦାସର, ଗୁହାରି ମଣିମା 🙏

  • @basantidash6695

    @basantidash6695

    Жыл бұрын

    Play

  • @manojmuduli1901

    @manojmuduli1901

    Жыл бұрын

    Jay Jagannath 🙏 🙏 🙏 😢😢❤❤❤❤❤❤❤❤❤❤❤❤❤

  • @mrsanjib8269

    @mrsanjib8269

    Жыл бұрын

    🙏 ପ୍ରଭୁ 🙏

  • @manoranjansahoo5142

    @manoranjansahoo5142

    Жыл бұрын

    ଜୟ ଜଗନ୍ନାଥ ମହାପ୍ରଭୁ🙏🙏🙏

  • @narayandalai9799

    @narayandalai9799

    Жыл бұрын

    hare 🚩🌴krishna 🚩🌱hare 🌱🚩krishna 🚩☘️krishna☘️🚩 krishna ☘️🚩hare☘️🚩 hare 🚩🌿hare 🌴🚩ram 🌴🚩hare 🌴🚩ram 🚩🌴ram🌴🚩ram🚩🌿 hare🌴🚩 hare🚩🌴 radhe🚩🌿 radhe 🚩🌿radhe☘️🚩🥥🥥🌻🌻🍒🍒🌿🌿🚩🌴🍀🌱🍌🍌🌳🌳🍇🍇🌺🌺🍍🍍🌲🍎🍒🌻🌿☘️🚩🌴🍀🌱🥥🌳🍇🌺🍋🌳🍍🌲🍎🌻🌿☘️🚩🌻🍒🍎🌿🚩🍀🍀

  • @jayantibehera5126
    @jayantibehera51269 күн бұрын

    ଅଲୌକିକ ଅନୁଭବ ଜଗତକୁ ବାଣ୍ଟିଥିଵାରୁ ଆପଣଙ୍କୁ ଅଶେଷ ସାଧୁବାଦ।❤ ❤❤ ଜୟ ଜଗନ୍ନାଥ ❤❤

  • @purviarts8784
    @purviarts8784 Жыл бұрын

    ଆମ କାଳିଆ ସାନ୍ତେ ଭାରି ଭକ୍ତ ପ୍ରେମି 🙏🏽🙏🏽

  • @saneswargupta401

    @saneswargupta401

    Жыл бұрын

    Jai jagannath 🙏

  • @jagarnathbaba156

    @jagarnathbaba156

    Жыл бұрын

    Kintu mahapravu nka exam bahut vakta pain pass haba prahalada ,Balaram das ,dasiabauri vali vakta na hele fell

  • @jagarnathbaba156

    @jagarnathbaba156

    Жыл бұрын

    Kintu mahapravu nka exam bahut vakta pain pass haba prahalada ,Balaram das ,dasiabauri vali vakta na hele fell

  • @MusicMantraMusic
    @MusicMantraMusic Жыл бұрын

    କୋଟି ପୂର୍ଣ୍ୟ କରିଥିଲେ ମହାପ୍ରଭୁ ଙ୍କ ସେବା କରିହେବ 🙏🏻

  • @jagannathbaba4035
    @jagannathbaba4035 Жыл бұрын

    ମୋ ବାପା ଜଗନ୍ନାଥ ଧନ ଯାହାକୁ ରଖିବେ ,ତାକୁ ବିଶ୍ବ ବ୍ରହ୍ମାଣ୍ଡ ର କୌଣସି ଶକ୍ତି ନାହିଁ ତାକୁ ମାରି ଦେବ। ଆରେ ମୋ ମହା ପ୍ରଭୁ କାଳ ଠାରୁ ବି ମହା କାଳ, ବିପଦ ଠାରୁ ବି ମହା ବିପଦ,ଆଉ ଭାଗ୍ୟ ଠାରୁ ମହା ସୌଭାଗ୍ୟ,ବହୁତ୍ କୃପା ମୟ ମୋ ବାବା ଜଗନ୍ନାଥ ଧନ। ସବୁ କାମ ରେ ମହା ପ୍ରଭୁ ଜଗନ୍ନାଥ ଙ୍କ ଦସ୍ତଖତ ନ ହେଲେ ସେ କାମ ସବୁଦିନ ପାଇଁ ଅସମ୍ପୂର୍ଣ୍ଣ ହୋଇ ରହିଯିବ। ଜୟ ଜଗନ୍ନାଥ

  • @priyankapuri3736

    @priyankapuri3736

    8 ай бұрын

    Right se bhakat bhabate bandha❤❤🙏🙏 Jay jagannth 🙏🙏

  • @jagannathbaba4035

    @jagannathbaba4035

    8 ай бұрын

    @@priyankapuri3736 ଆମ କାଳିଆ ଜୟ ହେଉ

  • @ଶ୍ରୀଜଗନ୍ନାଥଭକ୍ତି

    @ଶ୍ରୀଜଗନ୍ନାଥଭକ୍ତି

    Ай бұрын

    ଜୟ ଜଗନ୍ନାଥ 🙏

  • @saileshsekharmahanta1156
    @saileshsekharmahanta1156 Жыл бұрын

    ତୁମରି ନାଆଁ ରେ ସକାଳ ଆରମ୍ଭ,ତୁମରି ନାଆଁ ରେ ସଞ୍ଜ ହୁଏ, ଜୟ ଜିଗଦିଶ ହରେ। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ।

  • @niharikabhoi2839
    @niharikabhoi28394 ай бұрын

    ଭାବ ବିନୋଦିୟା ଭାବ ର ଠାକୁର ଭାବ କୁ ନିକଟ ସେତ ଅଭାବ କୁ ଦୂର ଜୟ ଜଗନ୍ନାଥ ⭕‼️⭕🙏

  • @babunamallick5594
    @babunamallick5594 Жыл бұрын

    ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର ତେଣୁ ବ୍ହକ୍ତି ଓ ଭାବରେ ଜିଏ ତାଙ୍କୁ ଡାକିଚି ପ୍ରଭୁ ତାଙ୍କୁ ନିଶ୍ଚିତ ଶାହା ହୋଇଛନ୍ତି, ଜୟ ଜଗନ୍ନାଥ 🙏🙏🙏ପ୍ରଭୁ

  • @sarojlinu8342
    @sarojlinu8342 Жыл бұрын

    ମହାପ୍ରଭୁ ମୋ ଡାକ କେବେ ଶୁଣିବେ

  • @PuriDarshan

    @PuriDarshan

    Жыл бұрын

    ଜୟ ଶ୍ରୀଜଗନ୍ନାଥ ସ୍ୱାମୀ, ସେ ପରା ଭାବର ଠାକୁର ପୁଣି ହଟିଆ ଠାକୁର ପୁଣି ଭକ୍ତର ଭଗବାନ. ଆପଣଙ୍କ କଥା ଦିନେ ନା ଦିନେ ଶୁଣିବେ 😊🙏

  • @devilskk1955

    @devilskk1955

    3 ай бұрын

    କର୍ମହିଁ ଭଗବାନ🙏🏻

  • @LakshmipriyaSahu-un9rd

    @LakshmipriyaSahu-un9rd

    13 күн бұрын

    ସଦା ବେଳେ ସବୁବେଳେ ଶୁଣିବାକୁ ଅଛନ୍ତି. ଖାଲି ଡ଼ାକିବ

  • @gurucharansahoo9577
    @gurucharansahoo9577 Жыл бұрын

    ଆଶ୍ଚର୍ଯ୍ୟ 🤔🤔 ହେ ମହାପ୍ରଭୁ ଶ୍ରୀଜଗନ୍ନାଥ ନମଃ 🌹🌹🌹🌹🌹🙏🙏🙏🙏🙏

  • @drajaykumarpanda8013
    @drajaykumarpanda8013 Жыл бұрын

    ଜୟ ଜଗନ୍ନାଥ ପ୍ରଭୂ କୋଟି ପ୍ରଣାମ। ସତରେ ତୁମେ ଭାବର ଠାକୁର। ଭକ୍ତ ପାଇଁ ସଦାବେଳେ ଘଣ୍ଟ ଘୋଡ଼ାଇ ରଖିଥାଓ।

  • @diptimishra7735
    @diptimishra7735 Жыл бұрын

    ଆପଣ ମାନେ ପ୍ରଭୁଙ୍କ ସେବାରେ ସେ ସବୁ ବେଳେ ରକ୍ଷା କରିବେ ତାଙ୍କ ଭକ୍ତ କୁ 🙏

  • @seshadebjhankar1571
    @seshadebjhankar1571 Жыл бұрын

    ରଖେହରିତ ମାରେ କିଏ ସେତ ଭକତ ଭାବରେ ବନ୍ଦା 🙏🙏ଜୟ ଜଗନ୍ନାଥ

  • @subhasripraharaj151
    @subhasripraharaj1517 күн бұрын

    Bahut bhaba purna anubhuti bhaina.. Heart touching.. You are very lucky and blessed 🙏 Jay Jagannath..bhaba re bandha mo kala thakura🙏🙏🙌🥺❤

  • @smrutisudhanayak9330
    @smrutisudhanayak9330 Жыл бұрын

    🙏 ଜୟ ଜଗନ୍ନାଥ 🙏ଯାହାର ଯେଉଁ ଭାବଦେଖି।ନାବ ମୁଁ ଦିଅଇ ସଳଖି।।

  • @rasmitamaharathy6734
    @rasmitamaharathy6734 Жыл бұрын

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 🙏❤️🙏

  • @saratchandramohanta9071
    @saratchandramohanta90716 күн бұрын

    ଜୟ ଜଗନ୍ନାଥ।

  • @abhimanyusutar4466
    @abhimanyusutar446610 күн бұрын

    ଜୟ ଜଗନ୍ନାଥ

  • @soumyaranjandas678
    @soumyaranjandas678 Жыл бұрын

    ଜୟ ଜଗନ୍ନାଥ ମହାପ୍ରଭୁ 🙏🏻❤️ ହେ ମଣିମା , ତୁମେ ହିଁ ସୃଷ୍ଟି ତୁମେ ହିଁ ସର୍ବୋତ୍ତମ 🙏🏻ଆପଣଙ୍କ ପାଦ ପଦ୍ମ ତଳେ କୋଟି କୋଟି ଅନନ୍ତ ପ୍ରଣାମ 🙏🏻

  • @odiastorytvodia
    @odiastorytvodia Жыл бұрын

    ପ୍ରଭୁ ଙ୍କ ଏଇ ଅନୁଭୂତି ଶୁଣିବାକୁ ଭଲ ଲାଗେ 🥰🙏

  • @birajamishra

    @birajamishra

    Жыл бұрын

    Joy jagat arannatha

  • @arjunbarik1629
    @arjunbarik16293 ай бұрын

    ମୋ ଠାକୁର ଜଗନ୍ନାଥଙ୍କ ଉପରେ ମୁଁ ଅଧମ ଅଗାଢ ବିଶ୍ୱାସ କରେ ଯୁଗେ ଯୁଗେ ଜଗନ୍ନାଥ ଜୟ ଜଗନ୍ନାଥ ସ୍ଵାମୀ 🙏

  • @pradeshkumarsahoo1877
    @pradeshkumarsahoo18779 ай бұрын

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏🙏

  • @subratsahoo379
    @subratsahoo379 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕🙏🙏🙏❤️😊😊😊

  • @sujitkumarsahoo7379
    @sujitkumarsahoo7379 Жыл бұрын

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ 🙏🚩 ମହାପ୍ରଭୁ ଙ୍କ ଅଶେଷ କରୁଣା ତାଙ୍କ ଭକ୍ତମାନଙ୍କ ଉପରେ 🙏🚩

  • @omprakashpadhi3657
    @omprakashpadhi36573 ай бұрын

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ନ କୃଷ୍ନ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @tiufhhty
    @tiufhhty Жыл бұрын

    Jay Jagannath Swami Nayan Patha Gami Bhava Tume🙏🙏❤️❤️❤️

  • @daitariharijan4792
    @daitariharijan4792 Жыл бұрын

    🙏🙏🙏🙏 ପ୍ରଭୁ ଜଗନ୍ନାଥଙ୍କୁ କୋଟି କୋଟି ଦଣ୍ଡବତ ପ୍ରଣାମ 🙏🙏🙏🙏

  • @limalimallik6088
    @limalimallik6088 Жыл бұрын

    Mo prabhu samastanku sabu bipadaru udhara karanti se sabu bele ama pakhare achhanti 🙏

  • @trimurticonstruction2860
    @trimurticonstruction2860Ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ଭବତୁମେ ❤❤❤

  • @ramakantamohapatra5887
    @ramakantamohapatra588715 күн бұрын

    ଜୟ ଜଗନ୍ନାଥ ମହାପ୍ରଭୁ ❤

  • @sanjitapatra5925
    @sanjitapatra5925 Жыл бұрын

    ପ୍ରଭୁ ମୋ ଡାକ କାହିଁକି ଶୁଣୁନାହାନ୍ତି 😢😢😢ଆପଣ ତୋ ସବୁବେଳେ ସମସ୍ତ ଙ୍କ ସବୁ ଦିଅ

  • @ameodiaamaJagannatha
    @ameodiaamaJagannatha Жыл бұрын

    Jay Jagannath 🙏

  • @malayachhotaray4450
    @malayachhotaray4450 Жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🕉️🕉️🕉️🕉️🌺🌺🌺🌺🔱🔱🔱🔱🙏🏻🙏🏻🙏🏻🙏🏻🙏🏻

  • @adityamishra4263
    @adityamishra426317 күн бұрын

    Hey Dibabandhu ... mate rakhya kara bada thakura , balabhadra , jagannatha mahhaprbhu ....

  • @reenaranisethi1276
    @reenaranisethi1276 Жыл бұрын

    ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🙏🙏

  • @jyotsnamahapatra6349
    @jyotsnamahapatra6349 Жыл бұрын

    ଭାଇ ତୁମେ ବହୁତ ଭାଗ୍ୟବାନ ତୁମେ ମହାପ୍ରଭୁଙ୍କ ସେବା କରୁଛ । ତୁମେମାନେ ସତ୍ୟଯୁଗର ଶ୍ରୀରାମଚନ୍ଦ୍ରଙ୍କ ପାଖରେ ତପି । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପାଖରେ ଗୋପୀ ହୋଇଥିଲ । କଳଯୁଗରେ ତୁମେ ସବୁ ମହାପ୍ରଭୁଙ୍କ ସେବକ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।⭕‼️⭕🙏🙏🙏🙏🙏🙏🙏🙏

  • @bibhutibhusanpanda9067
    @bibhutibhusanpanda90672 ай бұрын

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ

  • @rajendranayak4909
    @rajendranayak49096 ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏

  • @ganeshpanigrahi5258
    @ganeshpanigrahi5258 Жыл бұрын

    🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ 🙏...

  • @pradeepmohanty2670
    @pradeepmohanty2670 Жыл бұрын

    ଜୟ ଜଗନ୍ନାଥ। ମହାପ୍ରଭୁ ଟିକେ କୃପା ରଖିଥିବେ । କୋଟି , କୋଟି, ପ୍ରଣାମ ମଣିମା । 🙏🙏🙏

  • @Mamatareactions
    @MamatareactionsАй бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ

  • @Foodrecipes054
    @Foodrecipes05416 күн бұрын

    Jay jagannath 🙏🏻🙏🏻🙏🏻🙏🏻❤

  • @subhransukumarsahu7168
    @subhransukumarsahu7168 Жыл бұрын

    🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏

  • @diptiranjanbehera3511
    @diptiranjanbehera3511 Жыл бұрын

    ଜୟ ଜଗନ୍ନାଥ 🙏🙏🙏🙏

  • @purusottamnayak9623
    @purusottamnayak9623 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ

  • @PrakashBehera-pz8re
    @PrakashBehera-pz8re Жыл бұрын

    ହେ ପଭୁ ଜଗନ୍ନାଥ ଜଗତରନାଥ ତୁମେ ହଁ ିସାହାଭରଶା

  • @soumyaranjansahoo1409
    @soumyaranjansahoo1409 Жыл бұрын

    Apana Bohut Bada Bhakta apana Seva କରିପାରୁଛନ୍ତି ମହା ପ୍ରଭୁ kna

  • @sushreesangita4827
    @sushreesangita4827 Жыл бұрын

    ଜୟ ଜଗନ୍ନାଥ। ❤️🙏 ଶିହରି ଉଠିଲି। 🙏

  • @sonali8174
    @sonali817419 күн бұрын

    Jay shree Jagannath Swami Nayana Pathagyami Bhaba tume sagara Prabhu 😢😢😢😢😢😢😢😢😢😢😢😢😢😢😢😢😢😢😢😢😢

  • @Odia_inJapan
    @Odia_inJapan3 ай бұрын

    ଧନ୍ୟ ତୁମର ଲୀଳା ମହାପ୍ରଭୁ 🙏🙏

  • @upperprimaryodisha3797
    @upperprimaryodisha3797 Жыл бұрын

    Jay Guru Jay Jagannath Jay Guru Jay Jagannath Jay Guru Jay Jagannath

  • @srikarpadhiofficial7189
    @srikarpadhiofficial7189 Жыл бұрын

    Rakhe Hari mare kie Mare Hari rakhe kie. Mahaprabhu nka Bahut krupa tuma upare mo bhai. Tume Bahut bhagyaban. Sethi pain prabhunka krupaku anubhaba kariparicha. Jai Shri Jaganath 🌷🙏🙏🌷

  • @kahnucharandash2125
    @kahnucharandash2125 Жыл бұрын

    ଜୟ ଶ୍ରୀଜଗନ୍ନାଥ ହେ.... 👏

  • @snehansumohapatra8930
    @snehansumohapatra8930Ай бұрын

    Je pravu nkar seva auu bhakti re ruhe pravu taku sabu bele rakhya karanti sabu se pravu nka khela... Jay shri jagannath 🙏♥️

  • @nothingelse1521
    @nothingelse1521 Жыл бұрын

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏

  • @maamangala.bababisweswar9647
    @maamangala.bababisweswar9647 Жыл бұрын

    ପ୍ରଭୁ କାଳିଆ ଠାକୁର 👏👏👏👏👏👏👏👏👏👏👏

  • @kalidas8262
    @kalidas8262 Жыл бұрын

    ହେ କାଳିଆ, ସବୁ ତୋ ଲୀଳା 🙏🙏🙏

  • @subhrajitsahoo5742
    @subhrajitsahoo5742 Жыл бұрын

    Jay jaganatha 🙏🙏🙏🙏🙏🙏🌹🌹🌹🌹🌹🌹🌺🌺🌺🌺🌺🌺

  • @debashismaity8941
    @debashismaity8941 Жыл бұрын

    He prabhu 🙏🙏🙏🙏 tume hi ananta tume hi arambha...E papi ku udhari dia...

  • @deepamalik7280
    @deepamalik728015 күн бұрын

    Jai jagannath 🙏

  • @Mom_Son.Odia.Kitchen
    @Mom_Son.Odia.Kitchen Жыл бұрын

    ବହୁତ୍ ସୁନ୍ଦର୍ ଲାଗିଲା..Jay Jagannath

  • @PREMANANDAPAUL-wb5bg
    @PREMANANDAPAUL-wb5bg Жыл бұрын

    🙏 ଜୟ ଜଗନ୍ନାଥ 🙏

  • @hemalinbiswal472
    @hemalinbiswal472 Жыл бұрын

    Mahaprabhu hey tuma shreepayara're koti koti pranam 👏 🚩 🌹

  • @chandangaranayak4288
    @chandangaranayak42883 ай бұрын

    ଜୟ ଜଗନ୍ନାଥ ପ୍ରଭୁ 🙏🙏

  • @trustworthy-guy6408
    @trustworthy-guy6408 Жыл бұрын

    ଜୟ୍ ଜଗନ୍ନାଥ ମହାପ୍ରଭୁ 🙏🙏🙏

  • @anilmajhi7174
    @anilmajhi7174 Жыл бұрын

    Michha Duniya re gotie re satha Prabhu Jagannath 🙏🙏

  • @kishanbehera9993
    @kishanbehera9993 Жыл бұрын

    Jay shree Jagannath swami nkara jay 🙏🏿❣️

  • @jrfbini9476
    @jrfbini9476 Жыл бұрын

    ଅନୁଭବ ର ଠାକୁର ମୋ ଜଗା କାଳିଆ 🙏❤️

  • @narayandalai9799
    @narayandalai9799 Жыл бұрын

    ॐ 🚩🌹ସାଇ 🚩🌹ରାମ🍀🚩🌱🌿🍀🚩☘️🌴🍀🚩🌿🍀🌺🌱🌹🌿🍀🚩ଅଲେଖ🚩🌴 ମହିମା 🚩🌴ଶରଣଂ🚩🌴🌿🍀🚩ଜୟ 🚩☘️ହନୁମାନ🚩🌴🚩🌴ଜୟ🌴🚩 ମାଁ🌴🚩 ତୁଳସୀ🚩🌴🍀🌱

  • @chengeyourlife5200
    @chengeyourlife5200 Жыл бұрын

    He jagannath prabhu mate rakhya karantu maha bahu...jai maa bimala maa...

  • @bhubanpradhan40
    @bhubanpradhan40 Жыл бұрын

    Jai jaggannath👏👏👏👏👏

  • @arjunbarik1629
    @arjunbarik16293 ай бұрын

    ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @srutirana3067
    @srutirana3067 Жыл бұрын

    ଜୟ ଜଗନ୍ନାଥ ସ୍ୱାମୀ ତମେ ହିଁ ସାହା ଭରସା 🙏🙏🙏🙏🙏

  • @sarojsahu9275
    @sarojsahu9275 Жыл бұрын

    Jay Jagannath 🙏🇮🇳🚩

  • @khantiodishatoka3137
    @khantiodishatoka3137 Жыл бұрын

    ମୁହଁରୁ ମୋହର କିଛିବି ବାହାରୁନି ଖାଲି ଗୋଟିଏ କଥା କହିବି ଜୟ ଜଗନ୍ନାଥ 🙏🙌

  • @babimakingstudio1864
    @babimakingstudio1864Ай бұрын

    ଜୟ ଜଗନ୍ନାଥ ଶିତା ରାମ

  • @rohitgope4125
    @rohitgope412511 ай бұрын

    ମହାପ୍ରଭୁ ତମ ସହ ଅଛନ୍ତି ଭାଇ ତମର କଣ ହେବ ଜୟ ମହାପ୍ରଭୁ ଜଗନ୍ନାଥ 🙏🙏🙏🙏🙏🙏🙏🙏

  • @brundabanpattnaik2311
    @brundabanpattnaik2311 Жыл бұрын

    You are really fortunate to be a servitor of LORD JAY Jagannath

  • @sukantakumarbarik7244
    @sukantakumarbarik7244 Жыл бұрын

    Dhanya Bhakta Dbanya Bhagwan

  • @chandankumarbisoi6583
    @chandankumarbisoi65832 ай бұрын

    ଶ୍ରୀ ରାଧେ 🙏🙏🙏

  • @narayandalai9799
    @narayandalai9799 Жыл бұрын

    ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴

  • @DEEPAK-dz9op
    @DEEPAK-dz9op Жыл бұрын

    Jay Jagannath swami 🙏🙏🙏🙏

  • @chittabarik2736
    @chittabarik2736 Жыл бұрын

    Jay jagannath❤❤😭🙏

  • @973nayak
    @973nayak3 ай бұрын

    ଜୟ ଜଗନ୍ନାଥ 🚩🙏🏻🙏🏻🙏🏻🙌🏻😭

  • @kabitanaik3650
    @kabitanaik3650 Жыл бұрын

    Jay jagannath swami nayana patha gami bhaba tume he mahaprabhu koti koti dandabata he dinabandhu he dinabandhaba mo Prabhu kede dayalu

  • @biswanathbehera1262
    @biswanathbehera1262 Жыл бұрын

    JAY JAGANNATH SWAMI NAYANA PATHA GAMI BHABA TUME 🙏🙏🙏🙏

  • @purnachandradas4593
    @purnachandradas4593 Жыл бұрын

    ଜଣେ ସେବାୟତଙ୍କର ବାସ୍ତବ ଅନୁଭବ ବେଶ୍ ହୃଦୟସ୍ପର୍ଶୀ। ଜୟ ଜଗନ୍ନାଥ।

  • @smart2gamer562

    @smart2gamer562

    15 күн бұрын

    Jay jagannath ❤

  • @rasmitamohanty8725
    @rasmitamohanty8725 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🙏

  • @VenkdraPatra-pj7zy
    @VenkdraPatra-pj7zy11 күн бұрын

    ଜୟ ଶ୍ରୀ ଜଗନ୍ନାଥ

  • @Ayushvlog988
    @Ayushvlog988 Жыл бұрын

    Jay Shree Jagannath ❤️🙏🙏🙏🙏

  • @loveworldhappinesslife3696
    @loveworldhappinesslife3696 Жыл бұрын

    Mu tamo sahita dekha kariba pni cnhuchi nana 🥺🥺❤️Jay Jagannath 😭😭😭😭

  • @Ayasakanta_44

    @Ayasakanta_44

    Жыл бұрын

    Contact no. Achi Tankara individually msg karile paipariba

  • @anantakishorsahoo3187
    @anantakishorsahoo31878 күн бұрын

    ଜୟ ଜଗନ୍ନାଥ🙏🙏

  • @essjeeraj6669
    @essjeeraj6669 Жыл бұрын

    Jay jagannath🙏🙏🙏 Jay maa bimala devi namaha

  • @lasyamayeeroutray8432
    @lasyamayeeroutray8432 Жыл бұрын

    You're really a blessed one. And the true bhakta of the Lord Jagannath. Jay Jagannath.

  • @chiku_07
    @chiku_07 Жыл бұрын

    ମହାପ୍ରଭୁଙ୍କ କରୁଣା ଅପାର ।। ଜୟ ଜଗନ୍ନାଥ 🙏🙏

Келесі