ଜଗନ୍ନାଥଙ୍କ ହାତ, ପାଦ, କାନ, ଆଖି ପତା କୁଆଡ଼େ ଗଲା ? | ମନୋଜ ପ୍ରଧାନ | ଭକ୍ତି ସମର୍ପଣ 🙏😲

Ойын-сауық

#BhaktiSamarpan ‪@BhaktiSamarpan‬
ଜଗନ୍ନାଥଙ୍କ ହାତ, ପାଦ, କାନ, ଆଖି ପତା କୁଆଡ଼େ ଗଲା ? | ମନୋଜ ପ୍ରଧାନ | ଭକ୍ତି ସମର୍ପଣ
✽ ଯଦି ଏହି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel Bhakti Samarpanକୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Button ଟିକୁ Press କରନ୍ତୁ।
/ bhaktisamarpan
Please Like, Share & Subscribe to " Bhakti Samarpan" Channel
Get alerts when we release any new video. TURN ON THE BELL ICON on the channel🔔
tiny.cc/buebgz
...............................................................................................................
For Bhajan Program Booking "Sworaarabinda Biswa Shanti Bhajan Sandhya" Call - 9437630756/9583337221
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♪ Enjoy and stay connected with us!! ♪
✽ Mail Id: bhaktisamarpan.odia@gmail.com
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
©Bhakti Samarpan 2022
* ANTI-PIRACY WARNING *
This content is Copyright to Bhakti Samarpan. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

Пікірлер: 2 600

  • @BhaktiSamarpan
    @BhaktiSamarpan Жыл бұрын

    kzread.info/dash/bejne/Z2SHy9GPnNbVZto.html kzread.info/dash/bejne/Z2SHy9GPnNbVZto.html *ମନୋଜ ଭାଇଙ୍କ ନୂଆ ଭାବ ଭକ୍ତିପୂର୍ଣ୍ଣ ପ୍ରବଚନ ଭିଡ଼ିଓ ଦେଖନ୍ତୁ👆... ଜୟ ଶ୍ରୀ ଜଗନ୍ନାଥ 🙏*

  • @deepakkumardas3895

    @deepakkumardas3895

    Жыл бұрын

    AZ Z z xx zzzz ZZz z zz zzzz ZZz xx xx z xx xx z zzzz z xx zzzz ZZzz azaa xx xx xx xx zz zz zzzz azzu zz zzzza

  • @mygelhi8845

    @mygelhi8845

    Жыл бұрын

    Tytttoa re re 433 rewwarotahotor 433 4 433 433 554 433 43 433 43 43 4 433 re 433 433 re 43 433 re 43 4 433 re 433 4 433 re re 433 433 43 re 433 re re re 433 re re re 43 333 re 433 tee ~433 re re 433 433 433 433 re re 433 se ~re 5~3 343 re were 433 43 re e 433 43 433 re 433 eter 43 43 re re 34 re re 435 ~6 re re 433 e~6~3 re e re re 4~433 ~re re 533 re re 433 433 43 re e re e 433 e re ~44~433 eete re re 43 re re 34 433 e re re re 43 ~re e re ~43 re reete 433 ~4 343 e re re 343 re re re re re ese ~re e re 5~re re 43 eeeeee ~43 43 43 re re re re re re e 433 43 e 434 eeeeee re 435 re e re re re 5e~43 ~eeeeee we 333 435 e re re eeeeee e re ~43 re weer re re re re re re 333 re re 433 eEre3E4ezeeew54eeeeee4w53~e re eee ese 43 were eeeeee e 43 re 433 sewe re re e re e4e3E35~eeeeee were re 43 re 433 e re eeeeee were e~re re e E re e435~5 ~3 we re e re reete 433 were ese eee e re 333 re ese re re re er err eeeeee ter e 33 re re re re e re re re er were e eeeeee saree eeeeee ette e 43 re e 3235 e re eee e343e~eee eeeeee reet 3445~3 re e re eeeeee were e re eee re ret eete eee eeeeee eeeeee were were ee to eeeeee eee ~see 3 were 3 ret weer ~Were ~4 ere re 3 er e eeeeee e3E~re re 434~eeeeee 3 what 3 eeeeee e re e re ee e eeeeee etete e re e re re re e re re re re re re re re re err ~e ter eeeeee e eeeeee e re eeeeee REESE 33 333 RE EEEEEE 33 3 3 44~RE E~3 3 RE Eeeeee eeeeee er e re e re re 3 re eeeeee re re re Eeeeee re re Re re re re re re re ete eeeeee e e e e e e e e e e e e e e e e e e e e e e e e e e e e e e e e re re re re re re ete er s r r r r r r r r r r r r r r r r r r r r r r r r er e e e e e e e e e e e e e e re e e eeeeee re eeeeee eete eeeeee eeeeee 444e444ee4444445e444e4e444e444e444e444e4444e44e4444ee4444ee444444444e4444444444e44444e44444444e4eee44ee44e44444e44e4e444444e444444e4e4e44444e444e44444ee44e44e4e445e

  • @Manashranjita09999

    @Manashranjita09999

    Жыл бұрын

    nice

  • @swagatikaranee8994

    @swagatikaranee8994

    Жыл бұрын

    P

  • @saritasahoo8194

    @saritasahoo8194

    Жыл бұрын

    @@swagatikaranee8994 lo er

  • @soumyaranjandas678
    @soumyaranjandas678 Жыл бұрын

    ମହାପ୍ରଭୁ ଜଗନ୍ନାଥଙ୍କ ଏହି ବାଣୀ ଶୁଣିଲା ପରେ ଲୋମ ଟାଙ୍କୁରି ଉଠିଲା । ଅତି ସୁନ୍ଦର କଥା 🙏🏻 ଜୟ ଜୟ ଜଗନ୍ନାଥ 🙏🏻💝❤️🥺

  • @princepankaj6141

    @princepankaj6141

    Жыл бұрын

    ସତରେ ଭାଇ

  • @purnasahoo4254
    @purnasahoo42542 жыл бұрын

    ବହୁତ୍ ସୁନ୍ଦର ବିଷୟ ଯେତେ ଲାଇକ କଲେବି କମ୍ ପଡ଼ିଯିବ ମୋ ପ୍ରଭୁ ଜଗନ୍ନାଥ ଙ୍କ ଅଶେଷ ମହିମା ରହୁ ଭାଇ ତମ ଉପରେ🙏🏻❤️❤️🙏🏻 ଜୟ ଜଗନ୍ନାଥ

  • @astrologerchandanpanda3607
    @astrologerchandanpanda3607 Жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏। ଜ୍ୟୋତିଷ ସମ୍ବନ୍ଧୀୟ ଅସୁବିଧା ର ସମାଧାନ ନିମନ୍ତେ ମୋ ଚ୍ୟାନେଲ କୁ ସ୍ଵାଗତ

  • @kulantirtol
    @kulantirtol Жыл бұрын

    କେଡେ ସୁନ୍ଦର କଥା ଟିଏ କହିଲେ ଆପଣ ,ସବୁ ପ୍ରଶ୍ନ ର ଉତ୍ତର ମିଳିଗଲା , ଜୟ ପ୍ରଭୁ ଜଗନ୍ନାଥ 🙏🙏🙏

  • @satyanarayanprasadnayak4505
    @satyanarayanprasadnayak45052 жыл бұрын

    ଜଗତର ନାଥ ପ୍ରଭୁ ଜଗନ୍ନାଥ ତୁମ ଗାଥା ତ ଅମୃତ, ଶ୍ରବଣ ମାତ୍ରକେ ହୁଏ ପୁଲକିତ ତନୁ ମନ ଅମୋଦିତ I 🙏🏾ଓଁ ଜୟ ଶ୍ରୀ ଜଗନ୍ନାଥ 🙏🏾

  • @narayandalai9799
    @narayandalai97992 жыл бұрын

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

  • @indrapradha8735

    @indrapradha8735

    2 жыл бұрын

    Nu tc

  • @narayanprasadsahoo4924

    @narayanprasadsahoo4924

    2 жыл бұрын

    Ll

  • @LUCKY_95427

    @LUCKY_95427

    Жыл бұрын

    ଜୟ ଶ୍ରୀରାମ ମହାପ୍ରଭୁ ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ 🙏💐

  • @AjanaBataraBatoi6018
    @AjanaBataraBatoi6018 Жыл бұрын

    ମୋ କାଳିଆ ସାଆନ୍ତ କଥା ଶୁଣି ମୋ ମନ ଆନନ୍ଦରେ ବିଭୋର ହେଇଯାଉଚି l ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁ ମେ

  • @JitendraSamantaray823
    @JitendraSamantaray82311 ай бұрын

    ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ କଥାମୃତ ଶ୍ରବଣ କଲେ ଲାଗେ ଯେମିତି କି ଅଙ୍ଗରେ ଆତ୍ମ ଶିହରଣ ଖେଳିଯାଏ ‌।। ମନୋଜ ଭାଇଙ୍କ କଥା ଯେତେ ଶୁଣିଲେ ବି ମନ ବୁଝେନା ଜୟ ଜଗନ୍ନାଥ ⭕‼️⭕ 🌸🌸ଜୟ ଜଗନ୍ନାଥ 🚩🚩 ଜୟ ଜଗନ୍ନାଥ ~କୋଟି କୋଟି ପ୍ରଣାମ 🙏🙏🙏

  • @TheRcs2011
    @TheRcs20112 жыл бұрын

    ମୋନଜ ଭାଇ ଆପଣଙ୍କ ଏଇ ହୃଦୟ ସ୍ପର୍ଶି ବାଣି ଶୁଣି ମୁଁ ଯେପରି ଭଗବାନଙ୍କ ପାଖରେ ରହି ଶୁଣୁଛି ଏବଂ ଭଗବାନ ନିଜେ ମୋତେ କହୁଛନ୍ତି। ତେଣୁ ମୁଁ ଵହୁତ ଆନନ୍ଦିତ। ଆଉ ପାଦ ବିଷୟରେ କିଛି କୁହନ୍ତୁ ?

  • @sibaprasadnanda2135
    @sibaprasadnanda21352 жыл бұрын

    ଏଇ ଜଗନ୍ନାଥ କଥାମୃତ ଏତେ ସୁନ୍ଦର ଲାଗୁଛି ଯେ ଯେତେ ଶୁଣିଲେ ବି ମନ ବୁଝୁନାହିଁ। ପ୍ରବଚକ ମନୋଜ ବାବୁଙ୍କୁ ସାଧୁବାଦ।

  • @BishnucharanRay-xy5ox

    @BishnucharanRay-xy5ox

    Жыл бұрын

    ବହୁତ ସୁନ୍ଦର ହୋଇଛି ଏହି ସବୁ ଗୀତ ଗାନ କରିବା ଉତ୍ତମ କର୍ମ କରିପାରୁ ନାହିଁ କାରଣ ମୁଁ ତୁମେ ନୂହେଁ ମୁଁ bishnu Charan Ray

  • @Dharmik944

    @Dharmik944

    5 ай бұрын

    Thik katha Bhai 💜💜

  • @viperpgaming5232

    @viperpgaming5232

    5 ай бұрын

    Thik katha

  • @pratinaraita4527
    @pratinaraita4527 Жыл бұрын

    ବହୁତ ଭଲ ଲାଗିଲା ଭଗବାନ ଜଗରନାଥ ତୁମଙ୍କୁ ଘଣ୍ଠ ଘୋଡେଇ ରଖନ୍ତୁ

  • @dibakarharijan5748
    @dibakarharijan574811 ай бұрын

    🙏🙏🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ବୋହୁତ ବୋହୁତ ସୁନ୍ଦର୍ ସାର୍ ଆପଣ ଙ୍କୁ ପ୍ରଣାମ 🙏🙏🙏🙏🙏

  • @rachanaswani861
    @rachanaswani8612 жыл бұрын

    ହେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ଲୀଳା ଅତ୍ୟନ୍ତ ଲୋକପ୍ରିୟ ଅଟେ 🙏🙏🙏

  • @narayandalai9799
    @narayandalai97992 жыл бұрын

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲 ଜୟ ହନୁମାନ 🚩🚩🌲🌿☘️🌳🌱🌺 ଜୟ ପଞ୍ଚସଖା 🚩🚩🌳🌿☘️🌲🌱 ଜୟ ଦାଓ ମହାରାଜା 🚩🚩🌿🌿🌲🌱 ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱 ଜୟ ସୁଦର୍ଶନ 🚩🚩🌲🌲🌺🌺 ଜୟ ପତିତ ପାବନ ବାନା 🚩🚩

  • @kanakalatacreations5585
    @kanakalatacreations5585 Жыл бұрын

    Jay Jagannatha swami nayana pathagami bhobo tume 🙏🙏🙏🙏🙏🙏🙏🙏🙏🙏

  • @rasmirina8983
    @rasmirina8983 Жыл бұрын

    ଜୟ ଜଗନ୍ନାଥ 🚩🙏🙏🙏🙏 ବହୁତ ସୁନ୍ଦର ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ❤❤❤❤❤❤ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ।🇳🇵🙏🙏🙏🙏🙏🙏🙏🙏🙏🙏🙏🙏🙏 ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ ଏ ଭଳି ଭିଡିଓ ପୋଷ୍ଟ କରନ୍ତୁ।👏👏👏👏👏👏👏👏👏👏👏👏👏👏👏

  • @ratikantasamal7814
    @ratikantasamal78142 жыл бұрын

    ଆପଣଙ୍କ ପ୍ରବଚନ ଏମିତି ଲାଗୁଛି ଯେମିତି ପ୍ରଭୁ ଙ୍କୁ ପାଖରେ ପାଇଲା ଭଳି ଲାଗୁଛି 🙏🏻🙏🏻🙏🏻ବହୁତ ସୁନ୍ଦର ଲାଗିଲା 🙏🏻🙏🏻🙏🏻

  • @odiastudiono1870
    @odiastudiono18702 жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏

  • @myvillagevoice6620
    @myvillagevoice6620 Жыл бұрын

    ମନୋଜ ଭାଇ 🙏🏾🙏🏾 ଆପଣ ଙ୍କ ଏହି ଭାବ ପୂର୍ଣ୍ଣ ବାଣୀ ଶୁଣି ଏ ହୃଦୟ ପବିତ୍ର ହୋଇଗଲା। 🙏🏾🙏🏾🙏🏾

  • @nimaicharansaraf9181

    @nimaicharansaraf9181

    Жыл бұрын

    Jay Jagannath

  • @nimaicharan1804

    @nimaicharan1804

    Жыл бұрын

    @@nimaicharansaraf9181 I uu7iu887uuu

  • @nimaicharan1804

    @nimaicharan1804

    Жыл бұрын

    @@nimaicharansaraf9181 iuu68

  • @brahmanchhaivillagefastiva1093
    @brahmanchhaivillagefastiva1093 Жыл бұрын

    ଏହି ଶବ୍ଦ ଶୁଣି ମୁ ଧନ୍ଯ 🙏 ଧନ୍ଯ ତୁମ ଲିଳା ପ୍ରଭୁ 🙏💞🙏ଜୟ ଜଗନ୍ନାଥ 🙏

  • @manojkumarrout8606
    @manojkumarrout86062 жыл бұрын

    ଭଗବାନ୍ କରନ୍ତୁ ମନୋଜ ଭାଇ ତମେ ଓ ତମ ଚ୍ୟାନେଲ ଆମ ମାନଙ୍କୁ ଏମିତି ଜଗନ୍ନାଥ ଙ୍କ ଅମୃତ କଥା ସୁଣିବାକୁ ମିଳୁ

  • @bibekanandamohanty4293
    @bibekanandamohanty42932 жыл бұрын

    ମନୋଜ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏତିକି ଗୁହାରି କରୁଛି କି ଠାକୁର ଆପଣଙ୍କୁ ଏହି ପରି ବାର୍ତ୍ତା ଶୁଣାଇ ବାକୁ ସବୁ ଦିନ ପାଇଁ ଆପଣଙ୍କୁ ଓମର ରଖନ୍ତୁ...ଜୟ ଜଗନ୍ନାଥ...ହରିବୋଲ...

  • @dillipkumarcreation7375
    @dillipkumarcreation7375 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ 🙏🙏🙏

  • @bishnupriya-
    @bishnupriya- Жыл бұрын

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ⭕❗⭕ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏❤️❤️❤️❤️

  • @kruchnachandrananda8649
    @kruchnachandrananda86492 жыл бұрын

    ଅତ୍ୟନ୍ତ ଭାଵ ପୁର୍ଣ ଓ ହୃଦୟସ୍ପର୍ଶୀ ଦୃଷ୍ଟାନ୍ତ 👌👌👌 ଜୟ ଜଗନ୍ନାଥ 🙏🙏

  • @JharnaEverythingForYou

    @JharnaEverythingForYou

    2 жыл бұрын

    Jay Jagannath 🙏🙏🙏

  • @jyotiranjanjena3051
    @jyotiranjanjena30512 жыл бұрын

    ମନୋଜ ବାବୁ ଆପଣ ଯେଉଁ ଭଳିଭାବେ ଜଗନ୍ନାଥଙ୍କ କଥାମୃତ ଉପସ୍ଥାପନା କଲେ... ବହୁତ ଖୁସି ଅନୁଭୂତି ହେଲା... କିନ୍ତୁ ଗୋଟେ କଥା ବୁଝାପଡ଼ିଲା ଜଗତର ନାଥ ଜଗନ୍ନାଥ ଯୁଗେ ଯୁଗେ ଧର୍ମ ରକ୍ଷାପାଇଁ କିଛିବି କରିପାରନ୍ତି,,, ବହୁତ ବହୁତ ଧନ୍ୟବାଦ

  • @mamatanayak7563

    @mamatanayak7563

    Жыл бұрын

    Beautiful bro

  • @bibhutibhusanmahapatra6815
    @bibhutibhusanmahapatra6815 Жыл бұрын

    ଆତ୍ମା ଶାନ୍ତି ହୋଇଗଲା , ମନ ଆନନ୍ଦ ହୋଇଗଲା ଜୟ୍ ଜଗର୍ନାଥ୍ 🙏🙏🙏

  • @swarnapravanayak9460
    @swarnapravanayak9460 Жыл бұрын

    Jay jaganatha ❤🙏ete sundara katha prabhu nka bisyare suni kana pabitra heigala pari laguchi😊jay jaganatha 🙏

  • @ranjankabi3456
    @ranjankabi34562 жыл бұрын

    ହୃଦୟ ସ୍ପର୍ଶୀ କଥା ଆମ ପ୍ରଭୁ ଜଗନ୍ନାଥଙ୍କର ଯେତେ ଶୁଣିେଲ ବି ମନ ଭରେନା🙏🙏ଜୟ ଜଗନ୍ନାଥ🙏🙏

  • @ajaykumarsasmal5178

    @ajaykumarsasmal5178

    2 жыл бұрын

    Jai jagannath

  • @manasmartha5191

    @manasmartha5191

    2 жыл бұрын

    Satare bhai akhiru luha jhari asuchi jagannath nka katha sunile

  • @sripadagouda990

    @sripadagouda990

    2 жыл бұрын

    Q

  • @sripadagouda990

    @sripadagouda990

    2 жыл бұрын

    @@ajaykumarsasmal5178 qqqqqqqqqq++++++++++++++++++++++++++++++++++++++++++++++pppqqqqqqqqqqppqqppqppqqq+++++++@+

  • @kailashbehera3008

    @kailashbehera3008

    2 жыл бұрын

    Anta

  • @jitipradhan5957
    @jitipradhan59572 жыл бұрын

    ଜୟ ଜଗନ୍ନାଥ 🙏🙏🌹🙏🙏 । ଭାଇ ଆପଣଙ୍କର କହିବା ଶୈଳୀ ଅତି ସୁନ୍ଦର ହେଲେ ମୋର ଗୋଟେ ପ୍ରଶ୍ନ ରହିଲା ଆପଣଙ୍କୁ । ଜଗନ୍ନାଥ କେଉଁ ଯୁଗରୁ ଅଛନ୍ତି । ଆଉ ଯେତେ ଜଣ ଭକ୍ତଙ୍କ କଥା କହିଲ ସେ ଏମିତି ବର ମାଗିଛନ୍ତି ବୋଲି କୋଉ ପୁରାଣରେ ବର୍ଣ୍ଣିତ ଅଛି ଟିକେ ବୁଝେଇକି କହିବେ ।

  • @mihiradas9038
    @mihiradas9038 Жыл бұрын

    ଜୟ ଜୟ ଜଗନ୍ନାଥ 🙏🙏🙏

  • @goldenpari1855
    @goldenpari1855 Жыл бұрын

    ଜୟ ଜଗନ୍ନାଥ 🙏🙏🙏🌹

  • @santoshkumarpati4493
    @santoshkumarpati44932 жыл бұрын

    ମନୋଜ ବାବୁ ଅଶେଷ ଧନ୍ୟବାଦ ସୁନ୍ଦର କଥା ସବୁ ଜଗନ୍ନାଥ ଙ୍କ ବିଷୟରେ ଜାଣିବାକୁ ପାଇଲେ ।

  • @BhaktiSamarpan

    @BhaktiSamarpan

    2 жыл бұрын

    Thank you Do like n comment on this video n subscribe the channel

  • @sitakantapanigrahi2633
    @sitakantapanigrahi26332 жыл бұрын

    ଜଗନ୍ନାଥ ଧାମ ଏବଂ ସଂସ୍କୃତିର ରହସ୍ୟମୟ ଇତିବୃତ୍ତକୁ ଅତ୍ୟନ୍ତ ରୋଚକ ଢଁଗରେ ଉପସ୍ଥାପିତ କରିଥିବା ଶ୍ରଦ୍ଧେୟ ମନୋଜ ଭାଇଙ୍କୁ ସାଧୁବାଦ | ଏଭଳି ସୁଯୋଗ ସୃଷ୍ଟି କରିଥିବାରୁ ଭକ୍ତି ସମର୍ପଣ ଚ୍ୟାନେଲ୍ କୁ ଶତ ଧନ୍ୟବାଦ | ଜୟ ଜଗନ୍ନାଥ |

  • @BhaktiSamarpan

    @BhaktiSamarpan

    2 жыл бұрын

    ଜୟ ଶ୍ରୀ ଜଗନ୍ନାଥ 🙏 🙌

  • @bijayrautaray3420
    @bijayrautaray3420 Жыл бұрын

    ଭଲ ଉପସ୍ଥାପନା କଲେ ସେ ହେଉଛନ୍ତି ଲୀଳାମୟ ଠାକୁର ଜୟ ଜଗନ୍ନାଥ 🙏🙏🙏🙏🙏

  • @dillipkumarojha5474
    @dillipkumarojha5474 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🙏

  • @Newgeneration74
    @Newgeneration742 жыл бұрын

    ହେ ପ୍ରଭୁ ଜଗନ୍ନାଥ ତୁମକୁ କୋଟି କୋଟି ପ୍ରଣାମ, ମୋର ଗ୍ରହଣ କର

  • @sailendranarayanpadhan537
    @sailendranarayanpadhan5372 жыл бұрын

    ଭଲା ଆଖି ଯୋଡେ ପାଇଛ ସାଆନ୍ତେ, ଭଲା ଆଖି ଯୋଡ଼ି ପାଇଛ । ଯିଏ ତ ଦେଖୁଛି ସିଏ ତ କହୁଛି, ତୁମେ ତା ଆଡେ ପରା ଚାହିଁଛ ।। ଭଲ ଓଠ ଟିଏ ପାଇଛ ସାଆନ୍ତେ, ଭଲ ଓଠ ଟିଏ ପାଇଛ, ଯିଏ ତ ଦେଖୁଛି ସିଏ ତ କହୁଛି ତୁମେ ତା ଆଡେ ଅନେଇ ହସୁଛ । ଭଲା ହାତ ଯୋଡେ ପାଇଛ ସାଆନ୍ତେ, ଭଲ ହାତ ଯୋଡେ ପାଇଛ, ପାପି ହେଉ ଅବା ତପୀ ଟିଏ ହେଉ, ଦୁଃଖୀ ହେଉ ଅବା ସୁଖୀ ଟିଏ ହେଉ ସମସ୍ତଙ୍କୁ କୋଳେଇ ନେଉଛ । ଜୟ ଜଗନ୍ନାଥ🙏🙏🙏🙏

  • @moks.7772
    @moks.7772 Жыл бұрын

    ପ୍ରକୁତରେ ମହା ପ୍ରଭୁଙ୍କ ଲୀଳା ଅପାରପାର 😭😭❤️🥺

  • @laxminarayansethy2332
    @laxminarayansethy2332 Жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🌸

  • @tunajena9588
    @tunajena95882 жыл бұрын

    ଅତି ସୁନ୍ଦର କଥା ଶୁଣି ମନ ପବିତ୍ର ହୋଇଗଲା ଜୟ ଜଗନ୍ନାଥ ସ୍ଵାମୀ କୀ ଜୟ 🙏🙏🙏

  • @panditdinabandhupadhi2675
    @panditdinabandhupadhi26752 жыл бұрын

    ଅତି ସୁନ୍ଦର ହୃଦୟସ୍ପର୍ଶୀ ଆଲ୍ହାଦିତ ରୋମାଞ୍ଚିତ ଗାଥା ଜୟ ହୋ ମଣିମାଙ୍କର ଜୟ ଜୟ ହୋ ମଣିମାଙ୍କର 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾

  • @user-os7yr2vx5j
    @user-os7yr2vx5j2 ай бұрын

    ଜୟ ଜଗନ୍ନାଥ ମହାପ୍ରଭୁ

  • @GeniusTiger
    @GeniusTiger Жыл бұрын

    ଜୟ ଜଗନ୍ନାଥ🙏🙏

  • @Jitu_123
    @Jitu_1232 жыл бұрын

    , ବହୁତ ସୁନ୍ଦର ହେଇଛି,, ହୃଦୟ ସ୍ପର୍ଶ

  • @maheswargouda7789
    @maheswargouda77892 жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବ ତୁମେ 🙏🙏🙏

  • @akashstatuszone6440
    @akashstatuszone6440 Жыл бұрын

    Jai jagannath swami Nayana patha gami bhaba tume🙏✨🙏

  • @Press-jt6oy
    @Press-jt6oy4 ай бұрын

    କେତେ ସୁ ସୁନ୍ଦର କଥା ଅମୃତ ଶୁଣୁଥିଲେ ଆଖିରୁ ଧାର ଧାର ଅଶ୍ରୁ ଝରିଯାଉଛି

  • @pralayadas9091
    @pralayadas90912 жыл бұрын

    ମହାପ୍ରଭୁ ଜଗନ୍ନାଥ ଙ୍କର ଏହି ମର୍ମସ୍ପର୍ଶୀ, ରୋମ ଟାଙ୍କୁରୀ ଉଠିବା ଭଳି ମାହାତ୍ମ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ. ଧନ୍ୟବାଦ ଭକ୍ତି ସମର୍ପଣ, ଅଶେଷ ଅଶେଷ ଧନ୍ୟବାଦ ମନୋଜ ଭାଇ 🙏

  • @julipatel7691

    @julipatel7691

    2 жыл бұрын

    Jai sri jagannath.

  • @satyajeetnayak4791

    @satyajeetnayak4791

    2 жыл бұрын

    Very nice👍👏👏

  • @Rajeshpanda108Cdc

    @Rajeshpanda108Cdc

    2 жыл бұрын

    ଚୁତୀୟ ବନାଉଛି ସଲା ଯେମିତି ତୋ ପାଖରେ ଭଗବାନ ବସି ଥିଲା

  • @purnasahoo4254

    @purnasahoo4254

    2 жыл бұрын

    @@Rajeshpanda108Cdc ଭଗବାନ ସବୁଠି ଅଛନ୍ତି ତମେ ତମ ଆଖିରେ ଥରେ ଦେଖିବାକୁ ଚେଷ୍ଟା କର ଭାଇ

  • @sasmitamohanta3009

    @sasmitamohanta3009

    2 жыл бұрын

    @@julipatel7691 a

  • @mamatamohapatra6699
    @mamatamohapatra66992 жыл бұрын

    ଅତୀବ ହୃଦୟସ୍ପର୍ଶୀ ସାରମର୍ମ ବାଣୀ ଜୟ ଜଗନ୍ନାଥ ମହାପ୍ରଭୁ ଅନନ୍ତ କୋଟି ଦଣ୍ଡବତ 🙏🙏🙏🙏🙏🙏🙏🙏🙏

  • @sripadagouda990

    @sripadagouda990

    2 жыл бұрын

    P

  • @amritaytbgmitrickygirl5482

    @amritaytbgmitrickygirl5482

    Жыл бұрын

    Po vn

  • @dasjagandas6532

    @dasjagandas6532

    Жыл бұрын

    Satare eta Sundar laguchi sunibaku omg pura heart duhuli jauchi my god

  • @ranjansundaray2968
    @ranjansundaray2968 Жыл бұрын

    ଜୟ ଶ୍ରୀ ଜଗନ୍ନାଥ।ସେ ତ କଳିଯୁଗର କାଳିଆ ଶା ଆନ୍ତ। ତା ଆଖିରେ ଆଖି ମିଶେଇ ଦେଖିଲେ ଲୁହ ଆପେ ଆପେ ବାହାରିଆସେ।

  • @basantamanjarinayak5232
    @basantamanjarinayak5232 Жыл бұрын

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏

  • @tarakantabaral4061
    @tarakantabaral40612 жыл бұрын

    ବହୁତ ବଡ଼ ଜ୍ଞାନୀ ପୁରୁଷ ଙ୍କ ପାଖରୁ ଜଗନ୍ନାଥ ଙ୍କ ନାମ ଟିକେ ଶୁଣି ବହୁତ ଭଲ ଲାଗିଲା 🙏🙏

  • @eswarikhabodo9135

    @eswarikhabodo9135

    Жыл бұрын

    😂

  • @kanhucharan5487
    @kanhucharan54872 жыл бұрын

    ହରେ ରାମ କୃଷ୍ଣ ଶ୍ୟାମ ପରାରମା କାମଧାମ ଅନ୍ଦ କନ୍ଦ ଦିନ ଧର୍ମ ସାଧୁ ମଧୁ ନାମ ବ୍ରହ୍ମ l ଜୟ ଜଗନ୍ନାଥ 🙏🙏🙏

  • @user-oo1pz9sp2x
    @user-oo1pz9sp2x Жыл бұрын

    ଆହେ ମଣିମା ମୋ ପ୍ରଭୁ କୋଟି କୋଟି ପ୍ରଣାମ ମୋ ପ୍ରଭୁ ହେ ସାଅନ୍ତେ 🙏🙏🙏ସଂସାର କୁ ଉଦ୍ଧାର କରୋ ମଣିମା 🙏🙏🙏ଜୟ ଜଗନ୍ନାଥ ସ୍ୱାମୀ

  • @simabhaimaharana2837
    @simabhaimaharana2837 Жыл бұрын

    ବହୁତ ବଢିଆ ଉପସ୍ଥାପନା ମନୋଜ ବାବୁ।

  • @Rambhakt_Deepika
    @Rambhakt_Deepika2 жыл бұрын

    ହୃଦୟସ୍ପର୍ଶୀ ପ୍ରବଚନ 🙏🙏🙏🙏💐💐💐 Jay Jagannath 🙏💐🙏💐

  • @rudranarayansahoo-1210
    @rudranarayansahoo-12102 жыл бұрын

    ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ହୃଦୟସ୍ପର୍ଶି ପ୍ରବଚନ ଶୁଣି ମନ ଆନନ୍ଦିତ ହେଇଗଲା 🙏l ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏

  • @krupasindhumishra3135
    @krupasindhumishra3135 Жыл бұрын

    କନ୍ଦାଇ ଦେଲେ ମହାପ୍ରଭୁ ଚାହିଁଲେ ଓ ଦେଲେ ।ଜୟ ଜଗନ୍ନାଥ ।

  • @ramakant5826
    @ramakant58267 ай бұрын

    ଅତି ସୁନ୍ଦର ଅତୁଲ୍ୟ ଉପସ୍ଥାପନା ଆପଣଙ୍କର । ଜଗତର ନାଥ ଜଗନ୍ନାଥ ଙ୍କ ଅଭୟ ଚରଣାରବିନ୍ଦରେ ଅନନ୍ତ କୋଟି ଦଣ୍ଡବତ । ଜୟ ଜଗନ୍ନାଥ ସ୍ୱାମୀ ସବିନୟ - ଶ୍ରୀ ରମା କାନ୍ତ ମିଶ୍ର, ବରିଷ୍ଟ ଅଧ୍ୟାପକ (ପର୍ଯ୍ୟଟନ), ଅରୁଣାଚଳ ପ୍ରଦେଶ

  • @242-sudhansusekharkar7
    @242-sudhansusekharkar72 жыл бұрын

    ଅତି ସୁନ୍ଦର ଭାବରେ ବର୍ଣ୍ଣନା ହୋଇଛି 🙏🏻 ନୂତନ କଥା ଶୁଣିବାକୁ ମିଳିଲା 🙏 ଜୟ ଜଗନ୍ନାଥ 🙏🏻 ଜୟ ଜଗନ୍ନାଥ 🙏

  • @aksanshkrutiodisha6693
    @aksanshkrutiodisha66932 жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @opcube9932

    @opcube9932

    Жыл бұрын

    ?b Ccbbb n

  • @somcreationbymanojdash2379
    @somcreationbymanojdash23794 ай бұрын

    ମହାପ୍ରଭୁଭଙ୍କ ଆଶୀର୍ବାଦ ଆପଣଙ୍କ ସାହ achhi

  • @satyavideos6170
    @satyavideos6170 Жыл бұрын

    ଜୟ ଜଗନ୍ନାଥ 🙏🙏🙏🙏🙏ଅତୀବ ସୁନ୍ଦର କଥା 🙏🙏🙏🌹🌹❤❤

  • @janmajaysingh8998
    @janmajaysingh89982 жыл бұрын

    ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଜୟ ଭଗବାନ 🙏🙏🙏

  • @bibhusanalysisba8131
    @bibhusanalysisba81312 жыл бұрын

    ଜୟ ଜଗନ୍ନାଥ। ଆପଣଙ୍କୁ ଧନ୍ୟବାଦ ଆଜ୍ଞା

  • @mamatanayak7563
    @mamatanayak7563 Жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

  • @jitendrajena5362
    @jitendrajena53627 ай бұрын

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ହୃଦୟସ୍ପର୍ଶୀ ପ୍ରବଚନ ଶୁଣି ମନ ଖୁବ୍ ଆନନ୍ଦିତ ହେଲା..।। ପ୍ରବଚନ ମନୋଜ ବାବୁ ଖୁବ୍ ସୁନ୍ଦର ଭାବରେ ସବୁ କଥା ବୁଝେଇ କହିଲେ.. କିନ୍ତୁ,ମୋର ତାଂକୁ ଗୋଟିଏ ପ୍ରଶ୍ନ ମହାପ୍ରଭୁଙ୍କ ର ପାଦ ନାହିଁ କ'ଣ ପାଇଁ?? ଏ ପ୍ରଶ୍ନ ର ଉତ୍ତର ଦେଲେ ଖୁସି ହେବ। ଜୟ ଜଗନ୍ନାଥ 🙏🙏

  • @narayandalai9799
    @narayandalai97992 жыл бұрын

    ହର 🌳🚩ହର🚩🌴🌻 ମହାଦେବ🌴☘️🌻🌺🌳🌱🍀🌿☘️🌴🌳shree🌿🚩 shree🚩🌿 shree🚩☘️ bholeswara🚩🌿☘️🌺🌱🌲☘️🌻🌴🌳🥥🥥🍌🍌🌱🍒🌲🍉🚩🌺🌳🌿☘️🌻🌻

  • @prasantakumarmohanty4876
    @prasantakumarmohanty4876 Жыл бұрын

    ଜୟ ଜଗନ୍ନାଥ!!!ଜୟ ଜଗନ୍ନାଥ!!!ଜୟ ଜଗନ୍ନାଥ!!!!!!!

  • @prajnashreemohakud8347
    @prajnashreemohakud8347 Жыл бұрын

    🌺🌺🙏🙏ଜୟ ଜଗନ୍ନାଥ🙏🙏🌺🌺

  • @jagoindiajago8947
    @jagoindiajago89472 жыл бұрын

    ଜୟ ଶ୍ରୀ ଜଗନ୍ନାଥ ଅତି ସୁନ୍ଦର ବନ୍ଧୁ

  • @laxmidharsahoo1745
    @laxmidharsahoo17452 жыл бұрын

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ମଣିମା ଙ୍କର ଜୟ l

  • @maniramsabar4263
    @maniramsabar42634 ай бұрын

    ଜୟ ଜଗନ୍ନାଥ 🙏

  • @sunandamehersunandam6187
    @sunandamehersunandam6187 Жыл бұрын

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ

  • @pravatmangaraj4474
    @pravatmangaraj44742 жыл бұрын

    ବହୁତ ସୁନ୍ଦର ହୃଦୟର ଗାଥା........ 👌🥰❤🌹👌

  • @pravakarnaik4412
    @pravakarnaik44122 жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଜୟ ଜଗନ୍ନାଥ

  • @DevilEditzsk-369
    @DevilEditzsk-3692 ай бұрын

    Jay Jagannath

  • @santossantoskumarsethi9737
    @santossantoskumarsethi9737 Жыл бұрын

    ଜୟ, ଜଗନ୍ନାଥ ❤❤❤

  • @nabakishoreojha6508
    @nabakishoreojha65082 жыл бұрын

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ♥️🌹🙏🌹♥️

  • @sagarpradhan630
    @sagarpradhan6302 жыл бұрын

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ...............🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭

  • @satyabratasahoo2864
    @satyabratasahoo2864 Жыл бұрын

    Jay Jagannath 🙏 Jay shubhadra 🙏 Jay balabhadra 🙏

  • @biswanathsethi7892
    @biswanathsethi78922 жыл бұрын

    Jay jagernath swami nayana pathogami🙏🙏🙏🙏🙏🙏🙏🙏

  • @godabarimangaraj5027
    @godabarimangaraj50272 жыл бұрын

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏🙏🙏🙏🙏🙏

  • @sradhadas942
    @sradhadas942 Жыл бұрын

    Jay Jagannath 😇💐🙏🙏🙏

  • @dillipraaz8115
    @dillipraaz8115 Жыл бұрын

    Jay Jagannath 👏👏👏

  • @raydharbhai2
    @raydharbhai22 жыл бұрын

    ଜଗତର ନାଥ ପ୍ରଭୁ ଜଗନ୍ନାଥ 🙏🙏🙏

  • @manojbhoi9012
    @manojbhoi90122 жыл бұрын

    Excellent👌ବହୁତ ସୁନ୍ଦର ଉପସ୍ଥାପନା

  • @rojalinesahu5218

    @rojalinesahu5218

    2 жыл бұрын

    Yb FYI

  • @jamuna9912
    @jamuna9912 Жыл бұрын

    Jay Jagannath.

  • @simaraninayak1991
    @simaraninayak1991 Жыл бұрын

    Jay jagannatha swami nayan patha gami vaba tume 🙏🙏🙏 jay jagannatha mohapravu🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹❤️❤️❤️❤️❤️🌹🌹🌹🌹🌹🌹🌹💖💖💖💖💖💖💖💖💖

  • @narayandalai9799
    @narayandalai97992 жыл бұрын

    Hare 🚩🌿krushna🚩🌿 hare 🚩🌿krushna 🚩🌿krushna Krushna🌿🍀 hare hare hareRam 🚩🌿Hare 🌲🚩Ram 🌲🚩Ram ☘️🚩Ram🚩☘️ Hare ☘️🚩Hare🚩☘️ radhe 🚩☘️radhe🌻🌿 radhe🌻🚩☘️🥥🥥🍌🍌🍌🌴🌴🌱🌱🌳🍋🌺☘️☘️🌻🍒🌿🚩🚩🍀🍎🍍🌲☘️🚩🍀🌲🌻🌿🍋☘️🌺🌴🌳

  • @pramodkumarvlogs4429
    @pramodkumarvlogs44292 жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ...

  • @rasmitaaluk1728
    @rasmitaaluk17284 ай бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @user-nv8gj1yy5y
    @user-nv8gj1yy5y3 ай бұрын

    ଆପଣଙ୍କ ପ୍ରବଚନ,,, ଯେତେ ଶୁଣୁଛି,,, ଭାବ ସେତେ ବଢ଼ି ଯାଉଛି, ଜୟ ଜଗନ୍ନାଥ 🙏🙏🙏

  • @rajenbiswal1405
    @rajenbiswal14052 жыл бұрын

    💐💐💐ସବୁ ସେହି ଲୀଳାମୟଙ୍କର ଲୀଳା 💐💐💐 ଜୟ ଜଗନ୍ନାଥ

  • @rupaliray6858
    @rupaliray6858 Жыл бұрын

    କେତେ ସୁନ୍ଦର କଥାମୃତ। ଆଖିରେ ଲୁହ ଆସି ଯାଉଛି 😌😍🙏🙏

  • @trinathsahoo-jb6ie

    @trinathsahoo-jb6ie

    Жыл бұрын

    Hi

  • @biswajitbehera4334
    @biswajitbehera4334 Жыл бұрын

    Super hit

  • @SR-fr5zr
    @SR-fr5zr2 жыл бұрын

    ଜୟ ଶ୍ରୀ ଜଗନ୍ନାଥ ❤🙏❤🙏

  • @abhisekmahapatra6286
    @abhisekmahapatra62862 жыл бұрын

    Jai jagannath jai jagannath jai jai jagannath🙏 🙏🙏

Келесі