ବଡ଼ ବଡ଼ିଆଙ୍କ ମଦ ସଂସ୍କୃତି ଓ ଦୁର୍ଘଟଣା | Samaj O Sanskruti | Baishnaba Charan Mohanty | Odisha 365
Bada Badianka Mada Sanskruti o Durghatana
Samaj O Sanskruti |
Baishnaba Charan Mohanty |
Odisha 365
If You Like Our Content
Join this channel to Support our work:
/ @odisha365
#odisha365 #samajosanskruti #baishnabacharanmohanty #accidentnews #drink&drive #roadsafety
Пікірлер: 26
ପ୍ରତ୍ୟେକ ଟି ଆଲୋଚିତ ବିଷୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ , ସୁନ୍ଦର, ଅତୂଳନୀୟ...🎉❤🙏
ସମାଜକୁ ଅତି ପାଖରୁ ଦେଖି ନୂଆ ନୂଆ ପ୍ରସଙ୍ଗମାନ ଉପସ୍ଥାପନ କରୁଥିବାରୁ ଆପଣଙ୍କୁ ହୃଦୟର ସହ ପ୍ରଣାମ ଜ୍ଞାପନ କରୁଛି ଆଜ୍ଞା.... 👃👃
Baishnab charan mohanty sir is realistic person and talking about reality.👌👌👌
PRA nama sir jay shree Jagannath🙏🙏🙏🙏
ଜୟ ଜଗନ୍ନାଥ ସାର୍,ପ୍ରଣାମ🙏🙏
Bahut sundara barrana sir data katha
ଗଳା ବାଟ ଦେଇ ଆସୁଛି ଧନ କଳା ଟଙ୍କା ଥିଲେ ମିଳେ ସମ୍ମାନ ନୀଚ୍ଚ ଯଦି ପାଏ ଉଚ୍ଚ ଆସନ ସମାଜେ ନିଶ୍ଚୟ ବଢ଼େ କଷଣ ଗଛ ଘେନି ଫଳ ଫଳିବ ବିଷ ଅତି ଉତପାତେ ଜୀବନ ନାଶ 😢😢
Baishnab sir nka katha khub sundor.
Jay jagannath swami 🙏🏻🙏🏻🙏🏻
ବହୁତ୍ ଦୁଃଖ ଦାୟକ ଘଟଣା 😢😢😢😢😢😢😢😢😢😢😢😢😢
ପ୍ରଣାମ ମହାଶୟ 🙏🏼❤️
Jay jagannath
🌹🌹🙏🙏🙏🙏🌹🌹ଜୟ ଜଗନ୍ନାଥ, ସାର୍ ନମସ୍କାର ମୁଁ ସବୁବେଳେ ଆପଣଙ୍କ ଏପିସୋଡ ଦେଖେ, ମତେ ବହୁତ୍ ଭଲ ଲାଗେ, କିନ୍ତୁ ମୁଁ କମେଣ୍ଟ୍ କେବେ ଦେଖିନଥିଲି.🌹🌹🙏🙏🙏🙏🌹🌹
❤ ପ୍ରଣାମ ଜୟ ଜଗନ୍ନାଥ
ସାର ନମସ୍କାର, ବର୍ତ୍ତମାନ ତଥା କଥିତ ଆଧୁନିକ ସମାଜ ର ସଟିକ ଚିତ୍ରଣ କୁ ପରିବେଷଣ ପାଇଁ ଧନ୍ୟବାଦ
His dad must be jailed for a life term...
🙏🙏🙏🙏🙏🙏🙏🙏🙏🙏🙏
Sir 🙏🙏🙏
Sir ama judiciary ku dhik puni taki bail miligala.
Sir namaskar,Jay Jagannath Apana pura thik kahuchanti kintu kan Kariba parents Mane status maintain karichanti pa
Present situation is very worst. It's out of imagination
ନୀତି ଶିକ୍ଷା ଆପଣଙ୍କ ର ମଲ୍ୟ ବୁଝବ
Se paribar sanskarita nuhanti enu nitisikhya ra abhaba.
ଅତି ଗେହ୍ଲା ପୁଅ ମନ୍ ମୋଟିଆ, ଅତି ଗେହ୍ଲା ଝିଅ ଦାଣ୍ଡରେ ଠିଆ,,,
Next episode should contain in NP's 24 years rule full of CORRUPTION thst we do want to hear ..