Jagannath Swain Mohapatra Speaks On The Reasons Behind Mishap Held During Lord Balabhadra's Pahandi

Hear from Jagannath Swain Mohapatra, the Chief Badagrahi of Lord Jagannath, as he addresses the reasons behind the recent mishap during Lord Balabhadra's Pahandi. Gain insights into the factors that contributed to the incident and learn about the measures being taken to ensure the safety and sanctity of future rituals.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #LordBalabhadra #PahandiMishap #JagannathSwainMohapatra #ChiefBadagrahi #GundichaTemple #TempleRituals #SafetyMeasures #SacredTraditions #OdishaNews #CommunityResponse #OdishaNews #IndiaNews

Пікірлер: 246

  • @mangalaprasaddixit2261
    @mangalaprasaddixit226117 күн бұрын

    ଏ ଘଟଣା ଟି ଜଗନ୍ନାଥ ପ୍ରେମୀ ମାନଙ୍କ ହୃଦୟ ରେ ଗଭୀର ଆଘାତ ଦେଇଛି ହେ ମଣିମା ସବୁ ଦୋଷ କ୍ଷମା କରିଦିଅ ମହାବାହୁ

  • @ganeswarbehera-fj6yu
    @ganeswarbehera-fj6yu17 күн бұрын

    ଠାକୁର ନିକଟରେ ସେବକମାନେ ମୋବାଇଲ ବେଭହାର ଓ ସାଙ୍ଗରେ ନେବା ଏବଂ ବିଶୃଙ୍ଖଳିତ ସେବକମାନଙ୍କୁ ମଧ୍ୟ ସରକାର ଙ୍କ ତରଫରୁ ଲଗାମ ଲଗାଯାଉ । ଯେଉଁ ମାନେ ବେତିକ୍ରମ କରୁଛନ୍ତି ସେମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ଜୟ ଜଗନ୍ନାଥ ।

  • @ganeswarbehera-fj6yu
    @ganeswarbehera-fj6yu17 күн бұрын

    ଠିକ୍ କହିଛନ୍ତି ନନା , ଧନ୍ୟବାଦ ନନାଙ୍କୁ । ଜୟ ଜଗନ୍ନାଥ ।

  • @user-tm1kk4sd3q
    @user-tm1kk4sd3q17 күн бұрын

    ଆପଣଙ୍କ କଥା ସମ୍ପୂର୍ଣ୍ଣ ସତ। ଯେଉଁ ମାନେ ପଛରେ ରହି ରଶି ଧରି ଭିଡୁ ଥିଲେ , ସେମାନେ ଏଥି ପାଇଁ ଦାୟୀ । ସେମାନେ ରଶି ଛାଡି ଦେବାରୁ ଏଭଳି ଘଟିଲା । ଆପଣଙ୍କୁ ଧନ୍ୟବାଦ ଜଣାଉଛି।

  • @aruntripathy4629

    @aruntripathy4629

    17 күн бұрын

    ଆପଣ ଠିକ କହିଛନ୍ତି, ଆମେ ଗଲେ ମଧ୍ୟ ଠିକ ରେ ଠାକୁର ଙ୍କୁ ଦେଖି ପାରୁନୁ, ବହୁତ ଦୁଃଖ ଲାଗୁଚି

  • @AjayakumarGochhi
    @AjayakumarGochhi17 күн бұрын

    ହେ ବଡ଼ ବାଡ଼ ସାମନ୍ତ ବଳଦେବ ମହାପ୍ରଭୁ ଏ ଲୋଭୀ। ଅଯୋଗ୍ୟ ଓ ନିର୍ଲଜ ସେବାୟତ ମାନଙ୍କୁ କ୍ଷମା କରିଦିଅ 😭😭😭🙏🙏🙏

  • @rahulkumarpalei835

    @rahulkumarpalei835

    17 күн бұрын

    Bada thakura Kalia thakura bhalia jaldi khyama karantini 😢

  • @PremkhamariPrem-kw7gy

    @PremkhamariPrem-kw7gy

    17 күн бұрын

    Kshyama dele heba nhi semanku danda milu🙏🙏🙏

  • @sudiptabiswal1666

    @sudiptabiswal1666

    17 күн бұрын

    Tote bhari lajya achhi

  • @rajendrarajput8469
    @rajendrarajput846917 күн бұрын

    Absolutely So Right Sir it is correct and true fact that Jay Shree Jagannath Swami 🙏 🙏 🙏

  • @AnillAnill-n1q

    @AnillAnill-n1q

    15 күн бұрын

    Pls translate what he said

  • @shobhamayeepradhan3073
    @shobhamayeepradhan307317 күн бұрын

    Manare tk b dukha nai emanankara ..se drushya dekhile akhiru luha sukhuni😭😭😭😭😭😭😭😭😭

  • @kbkrishnabalarama4950

    @kbkrishnabalarama4950

    17 күн бұрын

    Yes mmaa😢

  • @laxmipriyasatapathy801

    @laxmipriyasatapathy801

    17 күн бұрын

    😭

  • @shashibhusanrout6877

    @shashibhusanrout6877

    17 күн бұрын

    Pura sata,

  • @sandeepchoudhury1542
    @sandeepchoudhury154217 күн бұрын

    100,present Right

  • @rakshismitapradhan1802
    @rakshismitapradhan180217 күн бұрын

    ସେବାୟତ ମାନଙ୍କର ଆଉ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ସେବା ମନୋଭାବ ନାହିଁ ଥିଲେ ଏମିତି ଦୁଃଖଦ ପରିସ୍ଥିତି କେବେ ସୃଷ୍ଟି ହେଇନଥାଆନ୍ତା

  • @soumyamusic4u87
    @soumyamusic4u8717 күн бұрын

    ଠିକ୍ କହିଛନ୍ତି ଅଜ୍ଞା ଆଜିକାଲି ଯୋଉ ନୁଆପିଲା ବାହାରି ଛନ୍ତି ସେମାନେ ବଡ ଲୋକଙ୍କ କଥା ମାନିବାକୁ ନlରାଜ

  • @SujitKumar-bn6bc
    @SujitKumar-bn6bc17 күн бұрын

    Bhala heichi , Papi godaka aee kichhi sebayata , emankar Pravonka prati vaba nahi bhakti nahi , Khali kemiti camera agare rahibe au bahaspata Maribe , Jetiki sebayat Ama Pravonko tale pakeichanti semananko , Sebayata ro Bahiskara karajao kichhi Barsha paen , au Ratha upare abasyaka sebayat ruhantu Pravonka seva Kariba paen , Jemiti Jane vakta tanka pravonko akhire akhi misei dekhiparibe au 2 topa luha jharei pariba .

  • @mukundasahu4360
    @mukundasahu436017 күн бұрын

    Jay Jagannath swami

  • @BasantaNayak-ki5wd
    @BasantaNayak-ki5wd17 күн бұрын

    ଏହି ଶଳା କୁ ଖୁବ୍ ମାଡ଼ ହେଲେ, ସଵୁ ଜାଣିଛି, ଏଙ୍କରି ଲାଗି ପୁରା ବିଶୃ ଆଜି ଆମ ଉପରେ ହସୁଛନ୍ତି,

  • @sumitakanungo3046
    @sumitakanungo304617 күн бұрын

    Very true some many people are inside the Rath . They do not even allow public to see mahapravu . Govt should control the people inside the Rath . No mobile .

  • @NirmalkumarNayak-bx4ld
    @NirmalkumarNayak-bx4ld17 күн бұрын

    💯 percent right ✅️ 👌 👏

  • @ramaniranjanswain711
    @ramaniranjanswain71116 күн бұрын

    ଆରେ ଜଗୁନି , ତମ ଦଇତାପତି ଦଳ ଟି ସମସ୍ତେ କହନ୍ତି ଆମେ ପ୍ରଭୁ ଜଗନ୍ନାଥଙ୍କ ଭାଈ, ମଲା ପରେ ଆମେ ସବୁ କୋଇଲି ବୈକୁଣ୍ଠରେ ପୋତାହଵୁ , ତାହେଲେ ତମ ଦଇତାପତି ଦଳ ଟି ଆଉ ଗୋଟାଏ ଦୃଷ୍ଟାନ୍ତ ଦିଅ। ସମସ୍ତେ ଏକାବେଳେ ମିଶି ଓଲଟପୁର ଯାଇ ହାତ ଓ ଗୋଡ କଟାଇ ଆସ, ତାହେଲେ ତମ ଦଳ ସମ୍ପୂର୍ଣ୍ଣ ଭାବେ ଜଗନ୍ନାଥଙ୍କ ଭଳି ବନିଯିବ ଓ ସମସ୍ତ ଜଗନ୍ନାଥ ଭକ୍ତ ତମ ଦଇତାପତି ମାନଙ୍କୁ ଖାଣ୍ଟି ଦଇତାପତି ବୋଲି ମାନିଯାଇ ତମ ମାନଙ୍କ ର ଗୁଣଗାନ କରିବେ ।

  • @lipsamohanty4068
    @lipsamohanty406817 күн бұрын

    Jai Prabhu Jagannath 🙏🙏🌹🌹♥️♥️

  • @KabulJena-z5l
    @KabulJena-z5l17 күн бұрын

    He prabhu baladeba kheyama kara baba🙏🥺🥺🥺ph vitaraku band karantu plzzzzz🙏kichhi bekar panda achhanti se mananka pain emiti hela

  • @bimaladas6259
    @bimaladas625917 күн бұрын

    ଏବିଷୟରେ ଆଗରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଠାକୁର ରାଜା ମଧ୍ୟ କହିଥିଲେ କିନ୍ତୁ ଏ ବିଷୟକୁ ସେବକ ମାନେ ବିରୋଧ କରିଥିଲେ ସେ ମହାନ ବ୍ୟକ୍ତି ଙ୍କ କଥାକୁ ଯଦି ପାଳନ କରାଯାଇ ଥାନ୍ତା ଆଜି ଏ ଅସୁବିଧା ହୋଇନଥାନ୍ତା (ରଥ ଉପରେ ଅଧିକ ଗହଳି କୁ ନେଇ )

  • @parsuramsahoo7509
    @parsuramsahoo750917 күн бұрын

    ବାହାର ସେବାୟତ କିଏ ,ପଶୁଛନ୍ତ୍ ଇ କେମୀତ୍ , ଆପଣଙ୍କ କହିବା କଥା ବର୍ତ୍ତମାନ ସୁରଙ୍ଖଲା,ଓ ଶାସନ ନାହିଁ,ଧନ୍ୟବାଦ୍❤🎉🎉🎉🎉🎉❤

  • @SankarSahoo-zu6dg
    @SankarSahoo-zu6dg17 күн бұрын

    Jai jagannath Swami, Good Suggestion

  • @jagannathguru1315
    @jagannathguru131517 күн бұрын

    Right katha Manima 🙏

  • @lokeshrao7767
    @lokeshrao776717 күн бұрын

    Jai jagannath swami parbu ki jai 🙏 Jai jagannath swami parbu ki jai🙏🙏🙏🙏🙏🌹

  • @k-adicomedy8266
    @k-adicomedy826617 күн бұрын

    Jay Jagannath🙏🙏🙏

  • @bamadevjena3571
    @bamadevjena357117 күн бұрын

    ତମ ସେବାୟତ ଙ୍କର ତାଳ ମେଳ ନାହିଁ,ବହୁତ୍ ଟଙ୍କା ପାଇ ଆତ୍ମ ଗର୍ବୀ ହୋଇଗଲାଣି ,ତମର କଣ ଅସୁବିଧା କିଛି ନାହିଁ ,ପ୍ରଭୁଙ୍କର କ୍ଷତି ହୋଇଛି ,ତମ ମାନଂକର ଅହଙ୍କାର ପାଇଁ ଏତେ ବଡ କ୍ଷତି ପ୍ରଭୁଙ୍କ ର ହୋଇଛି

  • @tapaswinipattnaik239
    @tapaswinipattnaik23917 күн бұрын

    ପ୍ରଶାସନ ତ ୨ଦିନ ଆଗରୁ V | P ଙ୍କୁ ସୁରକ୍ଷାରେ ବ୍ୟସ୍ତ,, ଠାକୁରଙ୍କ କଥା ବୁଝିବେ କେତେ ବେଳେ '?

  • @ramaniranjanswain711
    @ramaniranjanswain71116 күн бұрын

    ଛତିଆ ନିଯୋଗର ସବୁଠାରୁ ଜଘନ୍ୟ ଓ ବିଶୃଙ୍ଖଳିତ ଏ ଦଇତାପତି ଦଳ ଟି।

  • @goutambehera745
    @goutambehera74517 күн бұрын

    🙏❤ ଜୟ ଜୟ ଜଗନ୍ନାଥ ❤🙏

  • @goutambehera745
    @goutambehera74517 күн бұрын

    ମହାପ୍ରଭୁ ବିଶ୍ୱବାସୀଙ୍କୁ କ୍ଷମା କରନ୍ତୁ 🙏

  • @tusarlenka9866
    @tusarlenka986617 күн бұрын

    Jay Jagannath

  • @SagarPradhan-ne1lx
    @SagarPradhan-ne1lx17 күн бұрын

    Jai Sri Hari 🙏

  • @nmohanty2284
    @nmohanty228416 күн бұрын

    🙏🙏🙏

  • @MANOJMISHRA-yx4us
    @MANOJMISHRA-yx4us17 күн бұрын

    Jaguni Bhai jagannath nka sathire katha huanti,se janiparile nahin kemiti ?

  • @allentertainmentchannels3417

    @allentertainmentchannels3417

    17 күн бұрын

    Right

  • @rajeshkumarpanda6202
    @rajeshkumarpanda620217 күн бұрын

    ଜୟ ଜଗନ୍ନାଥ🙏🚩

  • @abanipradhan
    @abanipradhan17 күн бұрын

    ସବୁ ଓଡ଼ିଆ ଆଜି ତୁମପାଇଁ ନିନ୍ଦିତ ହୋଇଗଲେ,,, ଜୟ ଜଗନ୍ନାଥ,,,, ଆଗକୁ ଏମିତି ବେପରୁଆ ମନୋଭାବ ଛାଡନ୍ତୁ,,, ଠିକ୍ ରେ ସେବା କରନ୍ତୁ

  • @pradeepkumarjit8627
    @pradeepkumarjit862717 күн бұрын

    Jay Jagannath😮

  • @gamerzasmit2518
    @gamerzasmit251817 күн бұрын

    Take action against dose sebayat..

  • @julskar1862
    @julskar186217 күн бұрын

    Hari bolo🙏🏻🙏🏻

  • @HariKrishna-pi9vh
    @HariKrishna-pi9vh17 күн бұрын

    Jay jagannath

  • @user-uw5wp8lr1w
    @user-uw5wp8lr1w17 күн бұрын

    Right ❤❤❤❤

  • @techxpert777
    @techxpert77717 күн бұрын

    Right 👍

  • @akshayaswain8009
    @akshayaswain800917 күн бұрын

    Ok all right

  • @sudhakarpatra8977
    @sudhakarpatra897717 күн бұрын

    Jay jagannath 🎉🎉🎉

  • @manasjena4994
    @manasjena499417 күн бұрын

    Bhara sebayata kemiti pasile tome kete tanka khaicha

  • @sheelamishra3889
    @sheelamishra388917 күн бұрын

    🙏🏻🙏🏻🙏🏻🙏🏼🙏🏻

  • @abhishekmahapatra9581
    @abhishekmahapatra958117 күн бұрын

    Jay Jaganatha 🙏❤️

  • @user-gq1yo9ib3c
    @user-gq1yo9ib3c17 күн бұрын

    ଏ ସେବାୟତମାନେ ମନମୁଖୀ କରୁଛନ୍ତି ପ୍ରଥମେ ଦଣ୍ଡ ବିଧାନ କରି ଏମାନଙ୍କୁ ଶିଘ୍ର ଜେଲ୍ ରେ ହାଜତକୁ ନିଆଯାଉ ଯେତିକି ସେବାୟତ ରହିବା କଥା ତା ଠାରୁ ଅଧିକ ସେବାୟତ କାହିଁକି ରହୁଛନ୍ତି ଫଳରେ ଭକ୍ତମାନଙ୍କ ପାଇଁ ବହୁତ ଅସୁବିଧା ହେଉଛି ଦର୍ଶନ ରେ ଅସୁବିଧା ହେଉଛି ଯେଦି ଭକ୍ତମାନଙ୍କ ପାଇଁ ମୋବାଇଲ୍ ଫୋନ୍ କଟକଣା ହେଉଛି ତାହାଲେ ସେବାୟତ ମାନେ କାହିଁକି ମୋବାଇଲ୍ ଫୋନ୍ ମନ୍ଦିର ଭିତରକୁ ନେବେ ଯେତିକି ସେବାୟତ ରହିବା ଉଚିତ୍ ସେତିକି ସେବାୟତ ରୁହନ୍ତୁ ସାରା ବିଶ୍ବକୁ ଜିଏ ଚଳାଉଛନ୍ତି ତାଙ୍କ ପ୍ରତି କାହିଁକି ଏପରି ମନମୁଖୀ ହେଉଛି ମହାପ୍ରଭୁ ଙ୍କୁ ପହଣ୍ଡି କଲାବେଳକୁ ସେବାୟତ ମାନେ ଖେଳପଡ଼ିଆ ଭାବୁଛନ୍ତି କି କିଏ ସେଲ୍ଫି ନେଉଛି ତ କିଏ ମହାପ୍ରଭୁ ଙ୍କ ଉପରେ ଭରାଦେଇ ସେଲ୍ଫି ନେଉଛି ଏହାର ମାନେ କଣ ଯେଉଁ ମାନେ ମହାପ୍ରଭୁ ଙ୍କ ପଛରେ ଛିଡ଼ା ହୋଇଥିଲେ ସେମାନେ କଣ କରୁଥିଲେ ରସି ଛାଡ଼ି ସେଲ୍ଫି ନେଉଥିଲେ ତାଙ୍କୁ ଶିଘ୍ର ଦାଇତ୍ୱ ରୁ ବାହାର କରାଯାଉ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏

  • @jeetendapanda2591
    @jeetendapanda259117 күн бұрын

    Those sevayata who were indulging in taking photographs in their mobile should be imposed ban for sevayata karjya.

  • @Pratapkumar02
    @Pratapkumar0217 күн бұрын

    Thik katha ❤

  • @nehatripathyneha3888
    @nehatripathyneha388817 күн бұрын

    Mobile band karile bhala haba🙏🏻...nana ank katha mana ku paila..aji kali ka pila kahe manu nahanti😢...ya chotiya katha nahi sathi lagi sabdhab haye jantu🙌 jay jaganatha

  • @SriHariRadhaKrishna
    @SriHariRadhaKrishna17 күн бұрын

    Right

  • @anugrahabarik2651
    @anugrahabarik265117 күн бұрын

    Jai jagannath Tume hi saha prabhu

  • @padminiparida9739
    @padminiparida973917 күн бұрын

    💯 Right ▶️

  • @anupamadash7875
    @anupamadash787517 күн бұрын

    ମହାପ୍ରଭୁ ଙ୍କ ନିକଟରେ ମୋବଇଲ ସମ୍ପୂର୍ଣ ନିଷେଧ ହେବା ସହିତ, ସିଧା ପ୍ରସାରଣ ଉପରେ ମଧ୍ୟ କଟକଣା ରହିବା ଉଚିତ ଯାହାର ଭକ୍ତିଭାବ ନାହିଁ ଯେଉଁ ମାନେ ସମର୍ପିତ ନୁହନ୍ତି ତାଙ୍କର ସେବା କାର୍ଯ୍ୟକ୍ରମ ରେ ରହିବା ଠିକ ନୁହେଁ

  • @user-xy6um8zb5x
    @user-xy6um8zb5x17 күн бұрын

    My jaganath ❤❤❤❤❤

  • @virat_bikash
    @virat_bikash16 күн бұрын

    Prabhu khyama karidia 🤗🤗🤗🤗🤗

  • @NagaarjunKumar-r4w
    @NagaarjunKumar-r4w17 күн бұрын

    ସେବାୟତ ମାନେ ସବୁ ପାଗଳ ଫୋଟ ଉଠେଇବା ପାଇଁ ଏମାନେ କଣ ଭାବନ୍ତି ସେବାୟତଙ୍କ ସବୁ ଭୁଲୁ

  • @sadanandmohanty3537
    @sadanandmohanty353717 күн бұрын

    🙏🙏🙏🙏🙏🙏🙏

  • @manasjena4994
    @manasjena499417 күн бұрын

    Ae hauchi khela master mind

  • @mitaroul6029
    @mitaroul602917 күн бұрын

    Right phone

  • @arundhatibiswal8460
    @arundhatibiswal846017 күн бұрын

    Jay Jagannatha ❤🙏 Jay Mahaprabhu Balabhadra ❤🙏 Jay Maa Subhadra ❤️😂

  • @bulutanishabeby6977
    @bulutanishabeby697717 күн бұрын

    Right decision

  • @srshadow7357
    @srshadow735717 күн бұрын

    😢 prabhu jayagannath

  • @user-rt4ej4ey6b
    @user-rt4ej4ey6b17 күн бұрын

    Bahara Sevayat Nku kia Ratha ku Anuchi

  • @laxmipriyasatapathy801
    @laxmipriyasatapathy80117 күн бұрын

    😭😭😭😭

  • @ruddhisransingh9934
    @ruddhisransingh993417 күн бұрын

    Sevayat nku phone naba band kara jau sethi pain aji mo maha bahu kasta paile se selfie nauthiba sevayat upare action nia jau 😢🙏

  • @arunofficial9189
    @arunofficial918917 күн бұрын

    ସବୁ ପଣ୍ଡା ମାନଙ୍କର ଭୁଲ 🔥🔥🔥🔥🔥🍭🔥🔥🔥🔥🔥🔥🔥🔥🔥🔥🔥🔥🔥

  • @MrX-gv6sw
    @MrX-gv6sw17 күн бұрын

    Helo

  • @rkk50
    @rkk5017 күн бұрын

    Thik katha sir kahile but problem hela mobile

  • @user-rt4ej4ey6b
    @user-rt4ej4ey6b17 күн бұрын

    Sevayata Boli Kn indra Chandra Mani Bani na kn

  • @AjayKumar-dr6pv
    @AjayKumar-dr6pv17 күн бұрын

    Jay jagannatha ପ୍ରଭୁ ଖ୍ୟାମl କର

  • @salabegarout1166
    @salabegarout116617 күн бұрын

    ପ୍ରଭୁଙ୍କ ସେବା ପାଇଁ ସରକାର କଣ କରିବେ, ସେବାୟତଙ୍କ ନିଜସ୍ଵ ଭକ୍ତି ଓ ସେବା ମନବୃତି ରହିବା ଦରକାର।

  • @KarunakarDhani-eo2sl
    @KarunakarDhani-eo2sl17 күн бұрын

    ନିର୍ଦିଷ୍ଟ ସେବାୟତ ଙ୍କୁ ରଥ ଉପରକୁ ଛଡ଼ା ଯାଉ। ଯେଉଁ ମାନଙ୍କର କାମ ନାହିଁ ସେଠାକୁ ଛଡ଼ା ଯାଉ । ଆଉକିଛି ଙ୍କୁ ଆଘାତ ହୋଇଥିଲେ ଭଲ ହୋଇଥାନ୍ତା।

  • @Foodrecipes054
    @Foodrecipes05417 күн бұрын

    Guruji 🙏🏻 apana jani thile Nabin sir CM hebe nahi au apana guruji 🙏🏻😭 jani parile nahi ete bada aghatana heba ama mahabahu nka akhire luha ama bada thakura padi gale au ama mahabahu nka akhire luha Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭😭😭

  • @melodioussubha7912
    @melodioussubha791216 күн бұрын

    ଅତ୍ୟନ୍ତ ଦୁଃଖଦାୟକ ଘଟଣା 😑phn ku totals ban karajau... Jou sebayat mane mahaprabhu nka kajya re laguchhanti ...government ku etiki ଅନୁରୋଧ 🙏

  • @KarunakarDhani-eo2sl
    @KarunakarDhani-eo2sl17 күн бұрын

    ସେବାୟତ ଙ୍କୁ ଠାକୁର ସେବା ବେଳେ ମୋବାଇଲ ବନ୍ଦ ହେଉ।

  • @nikhilpatra2119
    @nikhilpatra211917 күн бұрын

    ସ୍ମାର୍ଟଫୋନ ସବୁ ବାୟା କରିଛି , ନନା ଠିକ କହିଛନ୍ତି, ଜୟ ଜଗନ୍ନାଥ 🙏

  • @malabikaghosh2106
    @malabikaghosh210617 күн бұрын

    What happened , happened by God's wish. He is the Master. 🙏

  • @bipinamallik2803
    @bipinamallik280317 күн бұрын

    Jaya Sree Jagannatha Swami Jaya Law Minister Ea Ghatana pai Dai, Turanta Estafa Diuntu

  • @Mr24811
    @Mr2481117 күн бұрын

    ଏମାନଙ୍କର ଦରମା ବଂଦ କରି ଦିଆଯାଉ ତା ସହିତ ଦଣ୍ଡ ମିଳିବା ଦରକାର ବାଡ଼ ଗାହି କହୁଛନ୍ତି ବାହାର ସେବାୟତ ପସିଗଲେ, ଓଡ଼ିଶା ବାସୀ ଯାହା ଭାବୁଥିଲେ ଆପଣ ସତ କହିଦେଲେ, ଅନ୍ୟାୟ ସହେ କରିପାରିଲେ ନାହିଁ ମହାପ୍ରଭୁ,

  • @lokanathmaharana8842
    @lokanathmaharana884217 күн бұрын

    ଏଇଟା ଠିକ୍ କଥା ସେବାୟତ ମାନେ ମୋବାଇଲ ନେଇ ରଥ ଉପରକୁ ଯିବା ବନ୍ଦ କରାଯାଉ

  • @ranjanjena4844
    @ranjanjena484417 күн бұрын

    JayJagannath

  • @pradeepkumarjit8627
    @pradeepkumarjit862717 күн бұрын

    Jay Jagannath 🙏🙏❤❤🚩🚩

  • @akshayakumarsamantasinghar9469
    @akshayakumarsamantasinghar946917 күн бұрын

    The culprits should be penalised for such incident. Jay Jagannath

  • @Ranjanagupta-pati
    @Ranjanagupta-pati17 күн бұрын

    This is true, crowd of Pandas were busy taking selfie and coming in camera range rather than focusing on the main job. Mobile should be banned in the hands of on duty brahmans.

  • @NIKHILM-ir3xy

    @NIKHILM-ir3xy

    17 күн бұрын

    Right 👍

  • @ayushmanpalo7546
    @ayushmanpalo754617 күн бұрын

    Thik katha...mobile aau insta account lagi ee durdasa

  • @jagannathbhagwan9385
    @jagannathbhagwan938517 күн бұрын

    ଦାୟିତ୍ୱ ହୀନ ସରକାର ଦାୟିତ୍ୱ ହୀନ ପ୍ରଶାସନ

  • @SujitKumarDash-qs3fe
    @SujitKumarDash-qs3fe17 күн бұрын

    Simanchala bhai ହଳଧର ଦାସ ମହାପାତ୍ର ଙ୍କର ଗୋଟେ bite niajau

  • @jangyaprasadtripathy117
    @jangyaprasadtripathy11717 күн бұрын

    Instagram reels samastanku bayaa karichi....

  • @bishnuprasadmishra8830
    @bishnuprasadmishra883017 күн бұрын

    ସେବାୟତ ମାନେ ହାରାମି,ମହାପ୍ରଭୁଙ୍କୁ ଦେଖେଇ ଦେଉନାହାନ୍ତି

  • @PradipRath-i4g
    @PradipRath-i4g17 күн бұрын

    ବ୍ରହ୍ମ ପରିବର୍ତ୍ତନ ଓ ବିଭ୍ରାଟ ସମୟର କଥା ଟିକେ କୁହନ୍ତୁ ଜଗୁନି ବାବୁ

  • @dhananjayamishra5845
    @dhananjayamishra584517 күн бұрын

    Aapan kan karuthile? Apan nkar kichhi jae aas nahi khali koti koti tanka dana niantu. Bhala safei dauchhanti Baah....

  • @kajalnayak2668
    @kajalnayak266817 күн бұрын

    Toka Mane jau achanti se mana nku bahara kara se vali sebayat kichi kama ku nuh

  • @tikinamahapatra723
    @tikinamahapatra72317 күн бұрын

    ପ୍ରଭୁ ଏମାନଙ୍କର ପକେଟ୍ ରେ ଅବସ୍ଥିତ ଏଣୁତେଣୁ କଥା କହି ଭକ୍ତ ମାନଙ୍କୁ ଭୁଆଁ ବୁଲାଇବା ନିମନ୍ତେ ପ୍ରଭୁ ଭବିଷ୍ୟତ ବାଣୀ କରିଥିଲେ କି

  • @VidyadharSinghchoudhary
    @VidyadharSinghchoudhary17 күн бұрын

    Jai jagannath 🙏 I'm from bokaro Jharkhand. Rathyatra me gaya tha 9 ko aaya ye mobile 📱 sabse faltu chiz ban gaya hai jisko dheko salfee.

  • @user-hv1ut2op2f
    @user-hv1ut2op2f17 күн бұрын

    ଜଗୁନି ବାବୁ ଠିକ କହୁଛନ୍ତି. ବର୍ଷକେ ଥରେ ମହାପ୍ରଭୁ ଲୀଳା କରିବା ପାଇଁ ବାହାରୁଛନ୍ତି, ସେଥିରେ ପୁଣି ଅଘଟଣ. ଦେବକାଯ୍ୟରେ ନିଷ୍ଠା ଏବଂ ସାବଧାନ ରହିବା ଉଚିତ. ଯାହାସବୁ ଘଟୁଛି କଳ୍ପନା ବାହାରେ. ହେ କଳାଠାକୁର 🙏🙏🙏

  • @AjayKumar-dr6pv
    @AjayKumar-dr6pv17 күн бұрын

    ବାହାର ଲୋକ କଣ ପାଇଁ ପଶିବେ ସରକାର୍ କଣ କରୁଥିଲେ ପ୍ରଶାସନ ପକ୍ଷରୁ କଣ ଆଲୋଚନା କଣ ପାଇଁ କରିନଥିଲେ

  • @anneray1980
    @anneray198017 күн бұрын

    Mobile Khali bhaktanka pain mana...panda 4ta mobile bekare tangi bulibe...bhalaa

  • @manojnayak5933
    @manojnayak593317 күн бұрын

    ଏ ହେଇନି କିଛି ଦେଖ ଆଗକୁ କଣ ହଉଚି

  • @prasantapattanaik862
    @prasantapattanaik86217 күн бұрын

    ସରକାର ମୋବାଇଲ କାହିଁକି ସେଠାକୁ ବନ୍ଦ କଲେ ନାହିଁ?

Келесі