Khola Kathta with chief Badagrahi of Lord Jagannath, Jagannath Swain Mohapatra

Khola Kathta with chief Badagrahi of Lord Jagannath, Jagannath Swain Mohapatra
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 143

  • @sudipkumarparida3029
    @sudipkumarparida30292 жыл бұрын

    ଆମ ଭାରତରେ ଯେତେ ମନ୍ଦିର ଅଛି... ସବୁଠୁ ବଡ଼ ଦୁର୍ନୀତି, ଅନ୍ୟାୟ, ବିଶୃଂଖଳିତ ଭାବେ ପ୍ରଭୁଙ୍କୁ ଦର୍ଶନ ଶୈଳୀ ପୁରୀ ପ୍ରଭୁ ଜଗନ୍ନାଥ ମନ୍ଦିରରେ

  • @abhijeetbehera5137
    @abhijeetbehera51372 жыл бұрын

    ଏହା ବହୁତ ଦୁଃଖ ର ବିଷୟ ଜେ ଆମ ପୁରୀ ରେ ମହାପ୍ରଭୁଙ୍କ ଆଳ ରେ ସମସ୍ତ ସେବକ ମାନେ ବ୍ୟବସାୟ କରିଥାନ୍ତି

  • @timetotravel9147
    @timetotravel91472 жыл бұрын

    ଜଗନ୍ନାଥଙ୍କ ନାମରେ ଜଗତ କୁ ଲୁଟିବା ଏହି ମାନଙ୍କ ଠାରୁ ଅଧିକ କିଏ ବା ଶିଖାଇ ପାରିବ। ପ୍ରଭୂ ହେ ତମ ର ବି ଜାତି ଅଛି । Jay Jagannath ।

  • @goutambehera745
    @goutambehera74510 ай бұрын

    🙏🌷 ଜୟ ଜୟ ଜଗନ୍ନାଥ 🌷🙏

  • @dillipjena3138
    @dillipjena3138 Жыл бұрын

    ସତରେ ପ୍ରଭୁ ଜଗନ୍ନାଥ ଥିଲେ

  • @myvillageverybeautiful1270
    @myvillageverybeautiful12702 жыл бұрын

    ଆମେ ପୁରୀ ବାସିନ୍ଦା ହୋଇବି ଆମକୁ ଠକି ଦେଉଛନ୍ତି ଏ ପଣ୍ଡା ଦଳ ବେଲପତ୍ର ହାତରେ ଥୋଇ 500 ଦେ ଭକ୍ତ ଙ୍କୁ କେମିତି ଠକିବେ ସେଇଟା ଠିକ ଜଣା

  • @pipuvlog9131

    @pipuvlog9131

    2 жыл бұрын

    Thik kahila

  • @milantudu6435

    @milantudu6435

    2 жыл бұрын

    Thik କହିଲ ଭାଇ

  • @sanjaybiswal1669

    @sanjaybiswal1669

    3 ай бұрын

    sir tk kahile daitapati mane brahman na sabara ?

  • @milantudu6435
    @milantudu64352 жыл бұрын

    Tnxs you OTV ଏମିତି ଗୋଟେ ଭଲ ଖବର ଦେଶର ଲୋକ ଙ୍କ ସାମ୍ନାରେ ଉପସ୍ଥାପନା କରି ଥିବାରୁ। ବହୁତ୍ ବହୁତ୍ ଧନ୍ୟବାଦ୍। ଆଗକୁ ଆହୁରି ଏମିତି ଭଲ ଖବର ଉପସ୍ଥାପନା କରନ୍ତୁ🙏🙏🙏🙏

  • @babudash1336
    @babudash13362 жыл бұрын

    ସେବା ନା ରେ ନେବା ଏ ମାନଙ୍କ କାମ

  • @srisaidesignvastu9209
    @srisaidesignvastu92092 жыл бұрын

    ଏ ଲୋକ ଠାକୁର ଙ୍କ ଦଲାଲ ।

  • @bulubehera4491
    @bulubehera44912 жыл бұрын

    ଏମାନେ ସବୁ ଦଲାଲ୍ ଠାକୁର ଦର୍ଶନ ସମୟରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଦେଖିବାକୁ ଏମାନେ ଟଙ୍କା ନିଅନ୍ତି ଜଦି ଟଙ୍କା ନଦେଲେ ଭକ୍ତ ମାନଙ୍କୁ ମାଡ଼ ମାରନ୍ତି ଏଥିପାଇଁ ପ୍ରଭୁ ଜଗନ୍ନାଥ ଦିନେ ନାଁ ଦିନେ ଛତିଆ ବଟ ଜିବେ ଏମାନଙ୍କ ର ପାପ ବହୁତ ହେଲାଣି ଏମାନଙ୍କ ପାଖରେ ଏତେ ଟଙ୍କା ଅଛି ଜେ ଏମାନେ ଟଙ୍କା ଦେଇ ଗୁଣ୍ଡା ରଖି ମଣିଷ କୁ ବି ମାରୁଛନ୍ତି ଏମାନଙ୍କ ସମ୍ପତି କୁ ସିବିଆଇ ତଦନ୍ତ ହେଉ ସବୁ ବଡ଼ ପଣ୍ଡା ମାନଙ୍କର

  • @milantudu6435

    @milantudu6435

    2 жыл бұрын

    Yes

  • @aniket3961
    @aniket39612 жыл бұрын

    ରାଜ୍ୟ ସରକାର ଶୁଣିଲେ ବି କଣ ହେବ ସେ ତୋ ଓଡ଼ିଆ ବୁଝି ପାରନ୍ତି ନାହିଁ।

  • @madhusmitabiswal8411
    @madhusmitabiswal84112 жыл бұрын

    ଶଳା ଚୋର ଭକ୍ତ ଠାକୁରଙ୍କୁ ଦିଅନ୍ତି ତମ ମାନଙ୍କୁ ନୁହେଁ।

  • @rokeymj700
    @rokeymj7002 жыл бұрын

    ଜଗନ୍ନାଥ କହିଛନ୍ତି ଯେ ମୋ ପ୍ରସାଦ ବିକି ଟଙ୍କା ରୋଜୋଗର କର ହେଇରେ ଚୋର ସେବାୟତ ଟିକେ ଡର ଲାଗେ ନାଇ ତମକୁ ପ୍ରସାଦ ବିକିବା ପାଇଁ ହେଇନ ଥାଏ

  • @bijaykumarpanigrahi7713

    @bijaykumarpanigrahi7713

    2 жыл бұрын

    Prasad kn free te hauchi...bc magana khia

  • @rokeymj700

    @rokeymj700

    2 жыл бұрын

    @@bijaykumarpanigrahi7713 ହଇରେ ମା ଗୀହା କେତେ ଟଙ୍କା ଦେଉଛୁ କିରେ ଜଗନ୍ନାଥଙ୍କ ମନ୍ଦିର ରେ ପ୍ରସାଦ କରିବା ଲାଗି ନା ତୋ ବାପା ଦଉଛି କିରେ ମାଗହିଆ ଶଳା ତୋ ବୋଉ ଵିଆ ଶଳା

  • @rokeymj700

    @rokeymj700

    2 жыл бұрын

    @@bijaykumarpanigrahi7713 ତୁ ଶଳା ଚୋର ସେବାୟତ ହେଇଥିବୁ ସେଥି ପାଇଁ ବଧୁଛି କିରେ ଶଳା ମାଗିହା ହାରାମି ଛୁଆ ଶଳା ତୋ ବୋଉ ଵିଆ ଶଳା ଭଉଣୀ ବିଆ

  • @bikashswain8378
    @bikashswain83782 жыл бұрын

    Best & great jornalist

  • @Pradeep10349
    @Pradeep103492 жыл бұрын

    ପୁରୀ ମନ୍ଦିର ପାଈଁ ଆମେ ଓଡ଼ିଶା ବାସି ଗର୍ବ କରିବୁ ନା ଲଜ୍ଜ୍ୟା ରେ ମୁଣ୍ଡ ତଳକୁ କରିବୁ ବୁଝି ହଉନି । ସବୁ ଜିନିଷ ସରକାର ଉପରେ ଲଦିଦେଲେ ହବନି, ଆଜି ଯାଏ ଏତେ ବିଶ୍ଵ ବ୍ରହ୍ମାଣ୍ଡ ର ଏତେ ପରିବର୍ତ୍ତନ ପରେ ବି ପୁରୀ ମନ୍ଦିର ର ପୂଜକ (ପଣ୍ଡା 🐼) ହୋଟେଲ ମାଲିକ, ଅଟୋ ଚାଳକ, କେହିବି ପରିବର୍ତ୍ତନ ହୋଇପାରିଲେ ନାହିଁ । ଅତିଥି ଦେବୋ ଭବ ଏମାନଙ୍କ ପାଇଁ ଉପଯୁକ୍ତ ନୁହ । ଏମାନେ କେବଳ ଅତିଥି ଙ୍କ ପାଖରୁ ଲୁଟିବା ଜାଣିଛନ୍ତି । ସେଇ ଅତିଥି, ଜେଉ ମାନେ ଜଗା ର ଭକ୍ତ । ବୋଧେ ସେମାନଙ୍କ ପାପର ଫଳ ସେମାନେ ପୁରୀ ରେ ଜନ୍ମ ହୋଇ ଏଭଳି କାମ କରୁଛନ୍ତି ଓ ଭକ୍ତ ଙ୍କ ଅଭିଶାପ ପାଉଛନ୍ତି । ଜୟ ଜଗନ୍ନାଥ..... 🙏 ସବୁ ସେଇ କାଳିଆ ଠାକୁର ଙ୍କ ଲୀଳା, ବୋଧେ କଳି ଯୁଗ ର ପ୍ରଭାବ ୟେ । ସେ ଯାହା ବି ହେଉ ପ୍ରଭୁ ଆପଣଙ୍କ ଏ ସୃଷ୍ଟି ପାଇଁ ଯାହା ଭଲ ହବ ସେଇୟା କରନ୍ତୁ। ଜୟ ଜଗନ୍ନାଥ....... 🙏🙏🙏🙏

  • @soubhagya1586

    @soubhagya1586

    2 жыл бұрын

    Thik kahicha bhai

  • @prasantakumar3902
    @prasantakumar3902 Жыл бұрын

    Jay jagannath 🙏

  • @jaganathpradhan6201
    @jaganathpradhan62018 күн бұрын

    JYA JAGANATH SWAMI NAYAN PATHA GAMI BHABA TUME PRABHU bare kripa karo 🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🚩🚩🚩🚩🚩🚩🚩💅🏽💅🏽💅🏽💅🏽💅🏽💅🏽💅🏽💅🏽🙏🏽🙏🏽

  • @anjankumarpattnaik3855
    @anjankumarpattnaik38552 жыл бұрын

    In whole india level, puri has gained a disrespect regarding over charging hotels and rude and greedy behaviour of the priests. Once who comes puri, god knows they would even come back for a second visit.

  • @muodia2002
    @muodia20022 жыл бұрын

    ମନୋରଂଜନ ବାବୁ ଆପଣ ଙ୍କୁ ମାନିବାକୁ ହେବ

  • @ilukumar579
    @ilukumar5792 жыл бұрын

    Jay jagannath ♥️♥️♥️🙏🙏🙏🙏

  • @godzillagaming6490
    @godzillagaming64902 жыл бұрын

    Jay Jagannath 🙏

  • @skguru8996
    @skguru89962 жыл бұрын

    Mu jaithili before 40 days,mandira bhitara katha re Jia 10 tanka daba taku tulasi paduka miliba, jiea 10 tanka dabani taku nai mu nije mu tanka deini mote jagarnath nkara tulasi milini, Vasa bi sunichhi ,

  • @sonalikasahoo4274
    @sonalikasahoo42742 жыл бұрын

    ସବୁଠୁ ବେଶୀ ଶୋଷଣ ଆପଣ ମାନେ କରୁଛନ୍ତି

  • @milantudu6435

    @milantudu6435

    2 жыл бұрын

    Perfect 100%

  • @jayjagannathbhajan5819
    @jayjagannathbhajan58192 жыл бұрын

    Jay jagannath swami nayan patha gami bhaba tume haribol🙏🏽🙏🏽🙏🏽

  • @soumyasahoo4970
    @soumyasahoo49702 жыл бұрын

    Jay Jagannath 🙏🙏🙏

  • @rajibgouda7736
    @rajibgouda77362 жыл бұрын

    Emapri lokamane thakuranka sampati ku lutuchanti au nijaku kahuchanti ame jagannath nka bhakta boli

  • @becontrol4833
    @becontrol48332 жыл бұрын

    Jay jagannath

  • @sarojmohanty1617
    @sarojmohanty16172 жыл бұрын

    YE HAUCHI EK NUMBER DAKAYAT HINDU MANE MURKHA TAMAKU SUNA DAEUCHANTI

  • @chandanbisoi4031
    @chandanbisoi40312 жыл бұрын

    JAY JAGANNATH

  • @godzillagaming6490
    @godzillagaming64902 жыл бұрын

    Jay Jagannath ⭕❗❗⭕

  • @jagannathdas7714
    @jagannathdas77142 жыл бұрын

    Pravu Jagannath will tell you in kalki A vatar , about your work at a Rakhyashi house in west Bengal .

  • @Mannat608

    @Mannat608

    2 жыл бұрын

    Haaaaaaaaan 👌 Sabu papara hisab sei JAGANNATHA NKA KALKI AVATAR NKA pakhare ⚖

  • @GudduSingh-mh5zz

    @GudduSingh-mh5zz

    2 жыл бұрын

    😌😌

  • @s.soumya9406

    @s.soumya9406

    2 жыл бұрын

    Kn karithile Sethi ....?

  • @filmimumbai6177
    @filmimumbai61772 жыл бұрын

    Jay jagannath 🕉️

  • @myvillageverybeautiful1270
    @myvillageverybeautiful12702 жыл бұрын

    ଏମାନେ ଯେତିକି ସୁନା ପିନ୍ଧୁଛନ୍ତି ଗୋଟେ ଥର ବି କେବେ ଭାବିଛନ୍ତି କେତେ ଦୁଖୀ ରଙ୍କି ଏଇ ପୁରୀରେ ଗୋଟେ ବେଳା ଖାଇବାକୁ ପାଆନ୍ତିନାହିଁ କେବେ ଦୃଷ୍ଟି ପଡିଛି ସେମାନଙ୍କ ଉପରେ ନିଜେ ସୁନା ରେ ସଜେଇ ହେବାଟା ଭଲରେ ଜଣା

  • @milantudu6435

    @milantudu6435

    2 жыл бұрын

    Yes

  • @chankyasingh185
    @chankyasingh1852 жыл бұрын

    Really True

  • @birendrakumar9545
    @birendrakumar95452 жыл бұрын

    ତମକୁ ଆହୁରି ଦରକାର ସୁନା ରୂପା ଅଳଙ୍କାର, ସେତିକିରେ ହଉନି ବ୍ରlହ୍ମଣ କୁ ଆହୁରି ଦରକାର

  • @milantudu6435

    @milantudu6435

    2 жыл бұрын

    Thik କହିଲ ଭାଇ

  • @gopaldas8546

    @gopaldas8546

    2 жыл бұрын

    Panda🙄

  • @rajkishorrbehera7848
    @rajkishorrbehera78482 жыл бұрын

    ଏମାନେ ସବୁ ଚୋର ଜଗନ୍ନାଥ ଜଦି ଦାରୁ ନ ହୋଇ ସୁନା ହୋଇଥାନ୍ତେ ତାଙ୍କୁ ନେଇ ବିକି ଦିଅନ୍ତେ ଏହାହିଁ ସତ୍ୟ କଥା

  • @biswajitpanda3179
    @biswajitpanda31792 жыл бұрын

    This person is not belongs to brahmin family. Swain mahapatro.. Such family have confusion itself.. Plz show ur identity. Why the media person giving him such big priority.

  • @sanjaybiswal1669

    @sanjaybiswal1669

    3 ай бұрын

    sir kahibe ki daitapati mane brahmain na sabara tribe ra ?

  • @AdvocateChamber
    @AdvocateChamber2 жыл бұрын

    Because puri loka amaniya.

  • @gaganbehera7401
    @gaganbehera74012 жыл бұрын

    Thik manji ta dharicha bhai aditar babu

  • @skguru8996
    @skguru89962 жыл бұрын

    Out of State ru visitors asuchanti semannka pakaru bite nia sata janibe,sebayat mana Kara quality, wokat kana janiparibe

  • @litankumarbehera6487
    @litankumarbehera64872 жыл бұрын

    Right

  • @MRJOSIM-hf3og
    @MRJOSIM-hf3og2 жыл бұрын

    ଲୋକେ ଶ୍ରଦ୍ଧା ରେ ଦାନ ଦେବେ ମନ୍ଦିରରେ । ଅନ୍ନଛତ୍ର ରେ ଖାଇ ବାକୁ ଦେବେ ସରକାର୍ 😅 ୱା ରେ ସେବାୟତ

  • @SuryaKanta66
    @SuryaKanta662 жыл бұрын

    Jagannath ଙ୍କ ଯେତିକି ସମ୍ପୋତି ଅଛି ବାଣ୍ଟିଲେ modhya ସରିବନି kintu Hindu temple ର ସବୁ ସମ୍ପୋଟି ସରକାର ଅଧିନରେ ନ ରହିବା ଦରକାର 😡

  • @deepakkusahoo8928
    @deepakkusahoo89282 жыл бұрын

    🙏🏻🙏🏻🙏🏻😭😭🙏🏻🙌🙌

  • @manojkumarnayak1571
    @manojkumarnayak15712 жыл бұрын

    ତୀର୍ଥ ସ୍ଥଳୀ ଓ ଟୁରିଷ୍ଟ ପ୍ଲେଶ୍ ଭିତରେ ଫରକ ରଖି ପାରିଲେ ହେଲା ।ଭକ୍ତ ଓ ପର୍ଯ୍ୟଟକ ଭିତରେ ପାର୍ଥକ୍ୟ ରହିବା ଦରକାର ।ଧର୍ମ ନିରପେକ୍ଷ ସରକାର ଓ ଧର୍ମୀୟ ସଂସ୍ଥା ଭିତରେ ଦୂରତା ରହିବା ଦରକାର।

  • @mohantycinu1204
    @mohantycinu12042 жыл бұрын

    Sri jagannath pravu nka siha vag tanka sebayata niyantti au Sri mandir development Heb kemiti

  • @bhaktimarga853
    @bhaktimarga853 Жыл бұрын

    ମଠ ଗୁଡିକ ଯେଉଁ ଭଳି ସେବା ଯୋଗାଉଥିଲେ । ମଠସଂସ୍କ୍ରୁତି ଚାଲୁ ରହିବା ଦରକାର । ମଠରହିଲେ ଅନେକ ଲୋକ ସୁବିଧା ପାଇପାରିବେ ।

  • @tapaswinipattnaik239
    @tapaswinipattnaik23911 ай бұрын

    ଓଡ଼ିଆ ଜାତିର ଦୁର୍ଭାଗ୍ୟ ଯେ ଏଜାତି ନିଜର ଲୋକଙ୍କ ଗୋଡ଼ ଟାଣିବା ଓ ଅନ୍ୟ ର ଗୋଡ଼ ଚାଟିବା ଛାଡିଲା ନାହିଁ ।ପରଶ୍ରୀକାତରତା ଛାଡିଲା ନାହିଁ। ମୁସଲମାନ ଆକ୍ରମଣକାରୀ, ଇଂରାଜୀ ଲୁଣ୍ଠନ କାରୀ , ଦୁର୍ନୀତି ଗ୍ରସ୍ତ ନେତା ଅକଳନ ଐଶ୍ୱର୍ଯ୍ୟ ଲୁଟି ନେଲେ ଓ ନେଉଛନ୍ତି।ସେବେ ସମସ୍ତେ ଚୁପ୍ ମାତ୍ର ପୁରୀ ପଣ୍ଡା ଦିନ ରାତି ସେବା କରି କରି ଦାନ ଅର୍ଥ ସାମାନ୍ୟ ରେ କିଛି ସୁନା ରେ ମିଡ଼ିଆ ଠାରୁ ସାରା ଓଡ଼ିଶାର ନଜର। ବିଚିତ୍ର ବିଚିତ୍ର।

  • @abhayajena9099
    @abhayajena90992 жыл бұрын

    Jagannath mandira vaktira mandira .tanku park ki garden kariba a sarkarara pagalami .gadire basithiba mendha pala sabu sesha karidebe .jemiti utpata hasuchhanti semiti mularu nasha June .jagannath mahapravu kahaku chhadantini .godei godei nischnha karidebe .joy jagannath Swami 🙏🙏🙏

  • @deepakrec
    @deepakrec2 жыл бұрын

    It will change if dynastic sevayat system is abolished.

  • @rajeshg1566
    @rajeshg15662 жыл бұрын

    Jai jagannath Jai jagannath Jai jagannath. Namaskar jaguni mausa. You are blessed one.may Lord jagannath keep you Happy always.

  • @snehalatadash6751
    @snehalatadash67512 жыл бұрын

    Ratnabhandarare aou nathiba suna.karana..eimane milimisi sabu gayab karineithibe.

  • @balaramsahu7561
    @balaramsahu75612 жыл бұрын

    Dada please find Where is Jagannath Gold

  • @milantudu6435
    @milantudu64352 жыл бұрын

    ତମେ ମାନେ ଟଙ୍କା ଲୁଟିବ ଆଉ govt ଆମ tax ପଇସାରେ ଆମକୁ ଖାଇବାକୁ ଦେବେ, ତମେ କଣ govt ku tax deucha କି। Govt kahin ki ବୁଝିବ। ତମେ ଯଦି ଦେଇ ପାରିବନି। ତେବେ govt ku sabu ପଇସା ଦେଇ ଦିଅ। Then Govt sabu katha ବୁଝିବେ।

  • @papinaik5213
    @papinaik52132 жыл бұрын

    Sabu bhakts panda ମାନଙ୍କୁ samiti Dana kari na thanti e sabu jagannath nka nare bhakta thu luta hoithiba dhana,,,, jeumaane puri jauchanti semaane nischaya janithibe emane prabhunka Seb karuchanti kintu nadia gote jadi kehi bhakta bhangaibaku jai taku 100 de 200 de kahuchhu ti,,,, puri re ta ita, godi, pathar dehare bi jagannath hele kintu jagannath nka nama re jadi kehi adhika thaku chahanti tahele se heuchanti panda mane,,,,, e sabu Lututhiba suna,,,,,

  • @soumyaranjanpalai3059
    @soumyaranjanpalai30592 жыл бұрын

    Sir puri ନନା ଭକ୍ତ କୂ ଗାଳୀ ଦିଅନ୍ତୀ

  • @trilochansamal6044
    @trilochansamal604411 ай бұрын

    Paditi. Dae

  • @sunil5604
    @sunil56042 жыл бұрын

    Sarakara kana karibe. Sabu ta mandira trust kariba katha. Puri ra sabu panda sabu dina ghiaa khauchanti. Bhakta mankku luti ki

  • @SamSam-cg5mw
    @SamSam-cg5mw2 жыл бұрын

    Jaguni nana nka suna besha

  • @basantajena6876
    @basantajena68762 жыл бұрын

    Sebayt manka behaviour jama bhal nuhe

  • @basantajena6876
    @basantajena68762 жыл бұрын

    Puri re administration hotel,food ,restaurant check karu

  • @arunpanda1093
    @arunpanda10932 жыл бұрын

    Raghunath Vesa kahiki karunahanti?

  • @rajeshrout5084
    @rajeshrout50842 жыл бұрын

    Sabu achi ma jaganath nka pakhre thare hrudayru dakik dekhantu puri re kn achi Jani paribe

  • @b.r.b2864
    @b.r.b28642 жыл бұрын

    puri sabu panda sebayat nku sethu bahar karajau semananka ghare vijilance chadhau heu dekha jau kete suna aau tanka baharuchi

  • @nihimiyabardhan8846
    @nihimiyabardhan88462 жыл бұрын

    Kholile sabu khaideba

  • @sunilkumarsahu7853
    @sunilkumarsahu78532 жыл бұрын

    ସରକାର ଓଡ଼ିଆ ଭାଷା ବୁଝିପାରନ୍ତି ନାହିଁ । ସେ କ'ଣ OTV ଦେଖିବେ l

  • @nature4112
    @nature41122 жыл бұрын

    Apana jadi sabu party ku Jagyan kari win kareidebe . . Ame mamta banarji example ru janichu...2022 re jadi apananka ashirbaad achhi,ta hele Mogal British time re apananka vali Daitapati nka ashirbaad kahinki rahilani.....British 250years ,Mogal 300 years e sabu Jagannath nka alowkika sakti aau Daitapatinka sakti kama kala nahin kahinki...

  • @rabindrareddy8666
    @rabindrareddy86662 жыл бұрын

    Yaku vigilance chadau karantu..

  • @skguru8996
    @skguru89962 жыл бұрын

    Gold katha amane sabu chora ama jagarnath nku badnam karuchhnti

  • @pabitranath5075
    @pabitranath50752 жыл бұрын

    Tame sabu khae sariloni

  • @chiranjibimahapatra708
    @chiranjibimahapatra7082 жыл бұрын

    I knew this ....u can say blindly that whatever happens in Odisha there's always corruption..also applied to india

  • @AR.Strings
    @AR.Strings2 жыл бұрын

    Au ଜଗନ୍ନାଥ nka mandira gale santi nahi..sabu tharu inata ..khali pasia lutu chhanti ..tike bi atmaku santi ଲାଗୁନାହିଁ..mandira gote amiti ସ୍ଥାନ jouthi gale atma trupti mile bt odisha puri chhada bahar state jou kete santi lagiba dekhibe

  • @bideshbehera161
    @bideshbehera1612 жыл бұрын

    Puri panda au hotel malik mane bada dharana re lootibare lagichanti . Mandira committee gariba ba anartha mananku free bhojan kebebi debeni kahiki na semanku nianta heuchi. Shame on them and Odisha Govt.

  • @Zeroone6969
    @Zeroone69692 жыл бұрын

    Sabu gunda gudaka. Jami baadi ete rakhichanti, black money bi. Sabu achi yaanka pakhe.

  • @jagadishkand2574
    @jagadishkand25742 жыл бұрын

    ଠିକ୍ କହିଛନ୍ତି ଆଜ୍ଞା

  • @srikantakumarhota6134
    @srikantakumarhota61342 жыл бұрын

    Sabu chora. ସେବାୟତ ମାନେ ସବୁଠାରୁ ବଡ ଚୋର।

  • @bibhuworld989
    @bibhuworld9892 жыл бұрын

    Shame.... Tame mane kebe dekhibaku chesta karuna je daitapati mane kete kasta kete balidan dai mandira ra seba karuchanti... Taha dekhaiba nahi.... Galua gudaka khali kia kana paindhila... Kouthu anila taha pacharucha.... Jai jagannath.... Hari om namah sivaya... 🙏🙏🙏🙏

  • @suratluha2575
    @suratluha25752 жыл бұрын

    If God is omnipresent why we have go to any temple? They are lootere

  • @skguru8996
    @skguru89962 жыл бұрын

    Puri re jetiki sebayta tankar kama lokanku lutiba

  • @sanjaybiswal1669

    @sanjaybiswal1669

    3 ай бұрын

    sir tk kahibe ki daitapati mane brahman na sabara jati ra?

  • @sangramkesarisahoo4887
    @sangramkesarisahoo48872 жыл бұрын

    ତୋର ବ୍ରାହ୍ମଣ ପ୍ରଥମେ କାଳିଆ ଠାକୁରଙ୍କୁ ଚୋରାଇଲେ ଏବେ ଭକ୍ତଙ୍କୁ ଠକୁଛନ୍ତି।ଓଡଶ ଓ ଉକୁଣୀ ଜାତି ।

  • @sanjaybiswal1669

    @sanjaybiswal1669

    3 ай бұрын

    sir tk kahibe ki daitapati mane brahman na sabara jati ra?

  • @motivationalshorts551
    @motivationalshorts5512 жыл бұрын

    Subu sebayata chora.....sebayatanka pani aama Jagannath mandir nasta heigalani......

  • @nihimiyabardhan8846
    @nihimiyabardhan88462 жыл бұрын

    Sabu pada khaidia, sarkarku dai dia

  • @jogendraraika5214
    @jogendraraika52142 жыл бұрын

    Thakuranku Neiki ta Sebayat maane Bepara karuchhanti,,Thakuranka Ratna sabu Nei jaai Bekare,Haatare sabu suna upare Suna pindhuchhanti Ete Ete Suna Aasuchhi koadu,,,Aama Desh ra keteta mandirare Daily bhaktanku Magana re Khaiba Diaa heuchhi But Aama Shree mandirare Ulta heuchhi khaibaku magana debe kan Bhaktanka tharu paisa nei ,Daana tanka nei Suna gahana karuchhanti

  • @surajdash2220
    @surajdash22202 жыл бұрын

    Mahaprasada ra value achhi sethi pain... Aau alaga mandira ra bhoga katha alaga

  • @pramoddash7396
    @pramoddash73962 жыл бұрын

    Glod Bramin....Otv..Panda....

  • @kamalsamrat2038
    @kamalsamrat20382 жыл бұрын

    Sabu chora .. thakura sata..

  • @skguru8996
    @skguru89962 жыл бұрын

    Chora NO-1

  • @bijaya2008
    @bijaya20082 жыл бұрын

    Sarkar kaein karibe anna chatra ..??? Mandira trust kariba katha....swarn mandir re kona Punjab sarkar anna chhatra karichanti ki? Sabu panda gudika khaile sabu

  • @ashuofficial9663
    @ashuofficial96632 жыл бұрын

    sabuthu bada chora amane sabu

  • @kiransamanta2144
    @kiransamanta21442 жыл бұрын

    Sarakar mahalia debe... Tme sallaa sabu abhda ku kamm paisa re kini ki adhika paissa re biki ba

  • @SuperSn1964
    @SuperSn19642 жыл бұрын

    Panda sabu harami... Bahut hairan karanti.... Thakanti lokanku

  • @ABL--fp8mv
    @ABL--fp8mv2 жыл бұрын

    Dharma nahre sabu durniti...🙄😳🧐

  • @maushumisoy904
    @maushumisoy9042 жыл бұрын

    Oh ! Khali Mala Mal...

  • @jayguneswar1149
    @jayguneswar11492 жыл бұрын

    Bhakata manku pati Maru6anti😠😬😡

  • @gymmmfreaks1358
    @gymmmfreaks13582 жыл бұрын

    Brahmin karm se bano dharm se chandal b chalega au tama ku duru juhar

  • @kiransamanta2144
    @kiransamanta21442 жыл бұрын

    Eee sala choro ta daru bhibrata krichi... Brahma photo foreign policy ku bikkichi.. sala choroo goda sabu. Papi purire...

  • @heylord8258
    @heylord82582 жыл бұрын

    Government bekar..

  • @imdev3412
    @imdev3412 Жыл бұрын

    ବାଳ ହେବ ଆଉ ପାଣ୍ଡୁ ରଖିଛି ଖାଇବ । ତେଲେଙ୍ଗା ବୁଦ୍ଧିରେ ସବୁ ଚାଲିଛି ବୋଲି ସମସ୍ତେ ଜାଣନ୍ତି କହନ୍ତି ନାହିଁ

  • @siddhantpradhan2581
    @siddhantpradhan25812 жыл бұрын

    Ratnavandara ru sabu kahi sarilarni a sale gudaka. Thakuranka mandira ku business hub karisarisarilarni

  • @Sangram63
    @Sangram632 жыл бұрын

    ମାଗଣା ଖାଇବା ମିଳିଲେ ଲୋକ ଛାଡ଼ିବେ ଆଉ🤨

Келесі