ଜଣାପଡ଼ିଲା କାରଣ ଏଥିପାଇଁ ରାଗିଥିଲେ ବଡ଼ ଠାକୁର || Sri Baladev || Srijagannatha || Shrikshetra ||newsroom ||

ଜଣାପଡ଼ିଲା କାରଣ ଏଥିପାଇଁ ରାଗିଥିଲେ ବଡ଼ ଠାକୁର || Sri Baladev || Srijagannatha || Shrikshetra ||newsroom ||
#srijagannathtemple ##adapabije #sribalabhadra #manoranjanmishra #trending #odisha #newsroom #puri

Пікірлер: 439

  • @soumyaranjanmohapatra1033
    @soumyaranjanmohapatra103317 күн бұрын

    ପହଣ୍ଡି ରେ କମ୍ ବୟସର ପିଲାମାନଙ୍କୁ ନିୟୋଜନ କରିବା କଣ ଦରକାର ଯାହାର ଅଭିଜ୍ଞତା ନାହିଁ।

  • @DivineChild-wz9ki

    @DivineChild-wz9ki

    16 күн бұрын

    ନିହାତି ଭାବେ

  • @sambitrakesh8516

    @sambitrakesh8516

    16 күн бұрын

    Thim katha

  • @jptandav1003
    @jptandav100316 күн бұрын

    ପଣ୍ଡା ମାନେ ଯୋଉ ଠାକୁରଙ୍କୁ ଘେରିକି ରହୁଛନ୍ତି ସେଇଟା ବନ୍ଦ ହେଉ... ପ୍ରଭୁଙ୍କୁ ଭକ୍ତ ଦେଖିବେ ନା ପଣ୍ଡାଙ୍କ ଚେହେରା ଦେଖିବେ 🙏🏻🙏🏻🙏🏻

  • @catparadise6889

    @catparadise6889

    16 күн бұрын

    @@jptandav1003 manisa tiari Katha gondi ku thakura kahuchu...peleipuo patha satha padhinu bodhey...mg murkha

  • @Jotrimay

    @Jotrimay

    16 күн бұрын

    👍🙏🙏🙏😭👍👍

  • @narayanbehera6750

    @narayanbehera6750

    16 күн бұрын

    Kile kile suna pindi thibe.tanku age darsan karantu

  • @manoranjanmahunta2420

    @manoranjanmahunta2420

    16 күн бұрын

    Right

  • @lizaraniroutray8881

    @lizaraniroutray8881

    16 күн бұрын

    Hn sata katha a sebayat mane bahut hauchhanti semane bhabuchhanti ki thakura semanankara au kahar nuhe, puri re thakuranka darshana ku nei business chaleileni paisa dia aame nei darshan kareidabu amiti kahuchhanti, sethipai mahaprabhu amananku punishment dauchhanti, jay Jagannath 🙏🙏🙏🙏🙏

  • @rajkumaridevi7450
    @rajkumaridevi745016 күн бұрын

    ସେବାୟତ ହୁଅନ୍ତୁ ବା ପଣ୍ଡା ମାନେ ହୁଅନ୍ତୁ କି ଦୈତାପତି ହୁଅନ୍ତୁ ମୋବାଇଲ ନେଇକରି ରଥକୁ କାହିଁକି ଯାଉଛନ୍ତି ପ୍ରଥମେ ଏହାକୁ ବନ୍ଦ କରାଯାଉ। ଜୟ ଜଗନ୍ନାଥ।

  • @BiswajitRout-vlogs

    @BiswajitRout-vlogs

    16 күн бұрын

    Right

  • @milivlog9451

    @milivlog9451

    16 күн бұрын

    Right

  • @starboy1256

    @starboy1256

    16 күн бұрын

    Absolutely right ✅️

  • @sukantapalai

    @sukantapalai

    15 күн бұрын

    Right

  • @20NEW-MUSIC
    @20NEW-MUSIC16 күн бұрын

    ସେବାୟତଙ୍କ ଅହଂକାର ଚରମସୀମାରେ ରଥ ଉପରେ ବାହୁ ଭାଙ୍ଗି ଦେଖେଇବା, ସୁନା ଚେନ ଦେଖେଇବା, ଠାକୁରଙ୍କ ଆଗରେ ଠିଆ ହେବା , ଭକ୍ତ ମାନଙ୍କୁ ଦର୍ଶନ ନ କରେଇଦେବା ସବୁ ଦେଖିଲି 8 ତାରିଖ ରାତିରେ ଓ ମନ ବହୁତ ଦୁଃଖ ହେଲା | ବୋଧେ ବଡ ଠାକୁର ଶୁଣି ପାରିଲେ ମୋ ମନ କଥା |

  • @user-fs5si9ek7l

    @user-fs5si9ek7l

    16 күн бұрын

    Right

  • @binilatamajhi6073

    @binilatamajhi6073

    16 күн бұрын

    Hmm thik bhai

  • @dipudas5900

    @dipudas5900

    16 күн бұрын

    💯 persent right 👍

  • @smithatripathy4668

    @smithatripathy4668

    16 күн бұрын

    ନିଚ୍ଛକ ସତ୍ୟ।

  • @brajeswarisingh909

    @brajeswarisingh909

    16 күн бұрын

    🙏

  • @dibakarpanda1352
    @dibakarpanda135216 күн бұрын

    ଆବଶ୍ୟକ ଠାରୁ ଅଧିକ ସେବାୟତ ରହିବାରୁ ସଠିକ୍ ଭାବରେ ଠାକୁର ଙ୍କ ପହଣ୍ଡି ହୋଇ ପାରୁନାହିଁ,

  • @user-xi9in4su4i
    @user-xi9in4su4i16 күн бұрын

    ଏ ସବାୟତ ମାନଙ୍କୁ ତୁରନ୍ତ ବହିଷ୍କାର କରି ନୂଆ ସେବକ ନିଯୁକ୍ତ କରାଯାଉ.

  • @ajaysahoo4622
    @ajaysahoo462216 күн бұрын

    ଜୟ ଜଗନ୍ନାଥ ଆଜ୍ଞା ରଥଯାତ୍ରା ସମୟରେ ଠାକୁରମାନଙ୍କ ପହଣ୍ଡି ବିଜେ ହେଉ ରଥ ଉପରେ ସୁନାବେଶ ହେଉ ରଥ ଟଣା ହେଉ ଦିଅଁ ଦେଖା ଯାଉ ନାହାଁନ୍ତି ଖାଲି ସେବାୟତ ଙ୍କ ମୁଣ୍ଡ ମାଳ ମାଳ ଏଥିପାଇଁ କ'ଣ ଆମ କାଳିଆ ସାଆନ୍ତ ବର୍ଷକୁ ଥରେ ବାହାରନ୍ତି ଏଥିପ୍ରତି ଦୃଷ୍ଟି ଦିଅନ୍ତୁ

  • @bhabanisankardas8641
    @bhabanisankardas864116 күн бұрын

    ଦୋଷ କାହାର ସିଧା କହିବା ଦରକାର,ଏବଂ ସେମାନଙ୍କୁ ଆଇଂନିଅନୁଯାୟୀ ଦଣ୍ଡିତ କଟାଯାଉ

  • @UTTKALpuaGAUTAM9152
    @UTTKALpuaGAUTAM915216 күн бұрын

    ରାମକୃଷ୍ଣ ବାବୁ ନିଜେ କାଳିଆ ସାଆନ୍ତେଙ୍କ କାନ୍ଧ ଉପରେ ହାତ ରଖି ସେଲଫି ନେଉଥିଲେ ଆମେ ନିଜେ ଦେଖିଛୁ । ଏହା ଛୋଟ ସେବାୟତ ମାନଙ୍କୁ କି ଶିକ୍ଷା

  • @manaromaswain9328

    @manaromaswain9328

    16 күн бұрын

    ଦୁଃଖ ର ବିଷୟ , ଭକ୍ତର ଭାବାବେଗ ର କଥା ,

  • @DivineChild-wz9ki

    @DivineChild-wz9ki

    16 күн бұрын

    ବର୍ତ୍ତମାନ ର trend ପାଲଟି ଗଲାଣି ଏସବୁ । ଭଗବାନ ମଧ୍ୟ ମଣିଷ ପରି ଅସହାୟ ପାଲଟି ଗଲେଣି ।ଭଗବାନ ଙ୍କ ଅଧିକାର ମଧ୍ୟ ମଣିଷ ଅଧିକାର ପରି ଅସହାୟ ଅବସ୍ଥା ରେ ।। ଲଜ୍ଜା ଜନକ ପରିସ୍ଥିତିରେ ଭଗବାନ ଆଉ ଭଗବାନ ଙ୍କ ସନ୍ତାନ ମଧ୍ୟ ।।😭😓

  • @DhirenPadhihari-p9i

    @DhirenPadhihari-p9i

    16 күн бұрын

    By😂l😮 Dr Dr Drp​@@manaromaswain9328

  • @adityamohapatra95

    @adityamohapatra95

    16 күн бұрын

    ଅସୁବିଧା କଣ?

  • @UTTKALpuaGAUTAM9152

    @UTTKALpuaGAUTAM9152

    16 күн бұрын

    @@adityamohapatra95 ତାହେଲେ କ'ଣ ଠିକ୍ କରିଛନ୍ତି?

  • @minaketansrichandan3773
    @minaketansrichandan377316 күн бұрын

    ବିିଭିନ୍ନ ପ୍ରକାର ଟିଭି କ୍ଯାମେରା ଚ୍ଯାନେଲ କୁ ଲକ୍ଷ କରି ଅନ୍ୟ ମନସ୍କ ଓ ଖାମଖିଆଲି ହୋଇ ପହଣ୍ଡି କରିବାରୁ ଏମିତି ଅଘଟଣ ଘଟିଲା। ଧନ୍ଯବାଦ

  • @ajayasahoo1387

    @ajayasahoo1387

    16 күн бұрын

    Thiki katha gote kahichanti

  • @skb2190
    @skb219016 күн бұрын

    ଏଠି ଏମାନେ ନିଜ ଅଧିକାର ଟିକେ ବାଧା ଆସୁଚି ବୋଲି ଏମାନେ ଠାକୁରଙ୍କୁ ପକେଇଦେଲେ

  • @SonaliSahoo-lb6un
    @SonaliSahoo-lb6un16 күн бұрын

    ପଣ୍ଡା ମାନେ ଯୋଉ ଠାକୁରଙ୍କୁ ଘେରିକି ରହୁଛନ୍ତି.. ପ୍ରଭୁଙ୍କୁ ଭକ୍ତ ମାନେ ଦେଖିବେ ନା... ପଣ୍ଡାଙ୍କ ଚେହେରା ଦେଖିବେ..ପ୍ରଭୁଙ୍କ ପାଖରେ ରହି ଆଗ selfy ନିଆଯାଇଛି..ହେ ବଳଦେବ ପ୍ରଭୁ ସମସ୍ତଙ୍କୁ କ୍ଷମା କରାଇଦିଅନ୍ତୁ.. ପ୍ରଭୁ... 🙏🏻🙏🏻🙏🏻

  • @binilatamajhi6073

    @binilatamajhi6073

    16 күн бұрын

    Tmaku kn pain badhuchi se thik kahichanti​@@catparadise6889

  • @UpendraKumarJulundi
    @UpendraKumarJulundi16 күн бұрын

    ହେ ଜଗନ୍ନାଥ ଆପଣଙ୍କ ଦିବ୍ୟ ଲୀଳା ରେ ଯଦି କେହି ଅସୁବିଧା କରନ୍ତି, ଯିଏ ହେଉନା କାହିଁକି ଆପଣଙ୍କ ସୁଦର୍ଶନ ଚକ୍ର କୁ ଆଦେଶ ଦିଅନ୍ତୁ ସବୁ ପାପ ପୂଣ୍ୟ, ଧର୍ମ ଅଧର୍ମର ବିଚାର କରୁ।

  • @balakrushnanayak2304
    @balakrushnanayak230416 күн бұрын

    ସେବାୟତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଖାମଖିଆଲି ଭାବେ ନୀତି ଚାଲିଥିଲା ତୁମେ କରି ପାରିବନି ଯଦି ଆମକୁ ଛାଡ ଆମେ ପ୍ରଭୁଙ୍କ ସେବକରିବୁ ମନ୍ଦିର ଭିତରେ ବହୁତ ଅନ୍ୟାୟ ଚାଲିଛି ସେବାୟତଙ୍କ ଦ୍ବାରା ଆମେ ଅଙ୍ଗେ ଲିଭେଇଛୁ ଏମାନେ ଗୋଟେ ଗୋଟେ ପାପି

  • @SipunRadhakisor

    @SipunRadhakisor

    16 күн бұрын

  • @Kanhucharanpatra45
    @Kanhucharanpatra4516 күн бұрын

    ଏଭଳି ଘଟଣା ଦର୍ଷାଉ ଯେ ଆଗକୁ ବଡ଼ ବିପଦ ଆସିବାକୁ ଯାଉଛି,ହେ ମହା ପ୍ରଭୁ ତମେ ହିଁ ରକ୍ଷାକର 🙏🙏🙏 ଜୟ ଜଗନ୍ନାଥ 🙇

  • @santoshkumarmishra2620
    @santoshkumarmishra262016 күн бұрын

    କିଛି ପାପୀ ବଳଭଦ୍ର ବଡଠାକୁରଙ୍କୁ ଛୁଇଁବାରୁ ଏଭଳି ଦୁର୍ଘଟଣା ଘଟିଲା. ପଣ୍ଡାମାନଙ୍କର ଗର୍ବ ଅହମିକା ଓ ଟଙ୍କାଲୁଟିବା କାରଣରୁ ଏ ଘଟଣା ଘଟିଲା. କିଛି ସେବାୟତ ମନ୍ଦିର କୁ ନିଜ ବୋପା ମନ୍ଦିର ବୋଲି ଭାବି ମନଇଛାଅନ୍ଯାୟ ଅଧର୍ମ ବ୍ଯଭିଚାର କରୁଥିବାରୁ ଏଭଳି ଅଘଟଣ ଘଟିଲା.

  • @pradiptadas1726
    @pradiptadas172616 күн бұрын

    ମହାପ୍ରଭୁଙ୍କୁ ଯେଉଁମାନେ ଖେଳଣା ବୋଲି ଭାବୁଛନ୍ତି ସେମାନେ ସମସ୍ତେ ନର୍କରେ ପଡ଼ିବେ

  • @catparadise6889

    @catparadise6889

    16 күн бұрын

    @@pradiptadas1726 narka ta kouthi dekhichu??

  • @Stutee24

    @Stutee24

    16 күн бұрын

    Thik katha

  • @brajeswarisingh909

    @brajeswarisingh909

    16 күн бұрын

    ଶହେରୁ ଶହେ ସତ 🙏

  • @husenswain9023

    @husenswain9023

    15 күн бұрын

    4:49 ​@@catparadise6889

  • @Lipkumar123
    @Lipkumar12316 күн бұрын

    ମନେରଖନ୍ତୁ ଯିଏ ନିଜର ସହସ୍ରଫଣାରେ ଧରଣୀକୁ ଧାରଣ କରିଛନ୍ତି ସେହି ମହାସଙ୍କର୍ଷଣ ଭଗବାନ ଅନନ୍ତଙ୍କର ଭାର ବହନ କରିବାକୁ କାହାର ସାମର୍ଥ୍ଯ ନାହିଁ ତେଣୁ ନିଜର ସମ୍ପୂର୍ଣ୍ଣ ଆତ୍ମବଳ ମନପ୍ରାଣ ଦେଇ ସେବା କରନ୍ତୁ ସେ ବଳୀନାଂଶ୍ରେଷ୍ଠ ଭକ୍ତବତ୍ସଳ କ୍ଷମା କରିବେ🙏🙏🙏 ାା

  • @swostiranjanroutray6776

    @swostiranjanroutray6776

    16 күн бұрын

    Yes, Bhagwan Baladev Shesnaag nka Avtaar

  • @rameshswain2374
    @rameshswain237416 күн бұрын

    ଏ ବାବୁ କଣ କରୁଥିଲେ ଖାଲି ଟିଭି ଆଗରେ ଦୋସ ଛଡେଇଦେଲେ ଗଲା

  • @DivineChild-wz9ki

    @DivineChild-wz9ki

    16 күн бұрын

    ଏମିତି ଅନେକ ।।। ସେ ଅପାରଗ ସେବାୟତ ହୁଅନ୍ତୁ କି କିଛି ଅପାରଗ ଅଧିକାରୀ।। ଦୋଷ କରି ,ପାପ କରି ,କୁକର୍ମ କରି କେମିତି ସେଥିରୁ ନି ସ୍ତାର ପାଇବେ,ମିଛ ଉପରେ ମିଛ ବ ଖା ନିବେ ସେଥିରେ ଏମାନେ ସେଥିରେ ପାରଙ୍ଗମ ।।।। ଭଗବାନ ଙ୍କୁ କଷ୍ଟ ଦେଇ ,ଓଡ଼ିଆ ମାଟି କୁ କଷ୍ଟ ଦେଇ ,ଓଡ଼ିଆ ମାନଙ୍କ ଏବଂ ସମଗ୍ର ଜଗନ୍ନାଥ ପ୍ରେମୀ ଙ୍କୁ ଆଘାତ କରି ଏତେ ଆଉ ନିର୍ଲଜ୍ଜ ହୋଇ ଏଣୁ ତେଣୁ ଗପନ୍ତୁ ନାହିଁ ।।। ମିଡ଼ିଆ ଆଗ ରେ ଗାଲୁ ଗପ ଗପିଲେ ମଧ୍ୟ ଯେଉଁ ଅପରାଧ କରିଛନ୍ତି ଆପଣ ମାନେ ପ୍ରଭୁ ଙ୍କୁ କଷ୍ଟ ଦେଇଥିବାରୁ ନିଜ ଗାଲ ରେ ନିଜେ ଚାପୁଡ଼ା ଖାଆନ୍ତୁ ।।

  • @brajeswarisingh909

    @brajeswarisingh909

    16 күн бұрын

    ଭକ୍ତି ଭାବ ନାହିଁ,

  • @pratimasahoo1339

    @pratimasahoo1339

    16 күн бұрын

    ନିଶ୍ଚିତ ରୂପେ ହେବ

  • @RanjankumarbeheraBehera-n1b
    @RanjankumarbeheraBehera-n1b16 күн бұрын

    ମୁଖ୍ୟମନ୍ତ୍ରୀଙ୍କୁ ମୋର ଅନୁରୋଧ ଏ ଘଟଣା ର ପୁରା ତଦନ୍ତ କରା ହଉ 🙏🙏🙏

  • @lilibagh6059
    @lilibagh605916 күн бұрын

    ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🌻 ହେପ୍ରଭୁ ଦେଖାଯାଉ ଆଗକୁ କଣସବୁ ହଉଛି

  • @suryakantamahalik3462
    @suryakantamahalik346216 күн бұрын

    ବିଶେଷ କରି ରଥଯାତ୍ରା ରେ ଲୋକ ମାନେ ଦଳା ଚକଡା ଓ ଅଣନିଶ୍ୱାସୀ ହୋଇ ଠାକୁର ଙ୍କୁ ଦେଖିବାକୁ ଆସିଥାନ୍ତି... ଏତେ କଷ୍ଟ ଭିତରେ ସେମାନେ ଠାକୁରଙ୍କୁ ନ ଦେଖି ପଣ୍ଡା ଓ ଦଇତା ପତି ମାନଙ୍କୁ ଦେଖନ୍ତି କିନ୍ତୁ ଠାକୁରଙ୍କୁ ଭଲସେ ଦର୍ଶନ କରିପାରନ୍ତିନି... ସେଥିପାଇଁ ମହାପ୍ରଭୂ ରାଗିଲେ... ବଡ଼ ଠାକୁରଙ୍କ ପାଦତଳେ କୋଟି ପ୍ରଣାମ 🙏🙏🙏🙏🙏. କ୍ଷମା କର ବଡ଼ ଠାକୁରେ 😭😭😭😭😭

  • @pradeepsenapati1433
    @pradeepsenapati143316 күн бұрын

    ଆପଣଂକ ମତ ସମ୍ପୂର୍ଣ ଠିକ l ଆପଣ ଜଣେ ବାଡ଼ଗ୍ରାହୀ l ଠାକୁରଙ୍କୁ ଘେରି ରହିବାର କୌଣସି ପ୍ରତିକାର ହେଲେ ଭଲ ହୁଅନ୍ତା l

  • @prasantapattanaik862
    @prasantapattanaik86216 күн бұрын

    ଅନ୍ୟ ଧର୍ମର ଲୋକେ କହିବେ "ତାଂକ ଭଗବାନ ତ ନିଜେ ନିଜକୁ ସମ୍ଭାଳି ପାରୁ ନାହାନ୍ତି, ଭକ୍ତଙ୍କୁ କଣ ସମ୍ଭାଳିବେ?

  • @rezahmd8682

    @rezahmd8682

    16 күн бұрын

    Jagannath JagataraNath.Rathajatra Biswabidita.Anya dharma ra bibhinna Loko nkara astha bharasha rahichi.Sethipain ya ta katha nahei kana pain amiti hela sethipain tarjama karajau.

  • @user-sf2wx4lm4d

    @user-sf2wx4lm4d

    16 күн бұрын

    Right

  • @biswajitparida5117

    @biswajitparida5117

    16 күн бұрын

    Kiye re tu

  • @biswajitparida5117

    @biswajitparida5117

    16 күн бұрын

    ଧର୍ମ ର କଥା କଉଠୁ ଆସିଲା।ଭାବି ଚିନ୍ତି comment କର

  • @happylucky4839

    @happylucky4839

    16 күн бұрын

    @@biswajitparida5117 Hindu chadiki au kn nahanti india re

  • @hadibandhumahakhuda2889
    @hadibandhumahakhuda288916 күн бұрын

    ରାମ ବାବୁ କୁହନ୍ତୁ, ସେମାନେ କେତେଜଣ ଥିଲେ? ପହଣ୍ଡି ବେଳେ ଆଗ ବାଟ ଦେଖା ଯାଉ ନ ଥିଲା। ସେବାୟତ ପିଲେ ଗହଳି କରୁଥିଲେ। ପଛ ପଟ ଡୋରି କେହି ଧରି ନ ଥିଲେ। ସେବାୟତ ମନ୍ଦିର ପରିଚାଳନା କମିଟି କୁ କେବେ ମାନନ୍ତି ନାହିଁ। ପରିଚାଳନା କମିଟି ଏକ ଅସହାୟ ଅନୁଷ୍ଠାନ। ଏହା ଆମ ଧାରଣା ହେଲାଣି। ରାମ ମାନନ୍ତୃ ବା ନାହିଁ ମାତ୍ର ଏହା ଏକ ଅଶୁଭ ସଂକେତ।

  • @abhiabhi2511
    @abhiabhi251116 күн бұрын

    ଏକଦମ ସତକଥା.... ବାଡଗ୍ରାହି ଛଡା ଆଉ କାହାକୁ ରଥ ଉପର କୁ ଛଡା ଯିବା କଥା ନୁହେଁ...

  • @nirmalkumarbehuria6411
    @nirmalkumarbehuria641116 күн бұрын

    ଶୁଣନ୍ତୁ ଆପଣ ବିଶ୍ୱାସ ନ କରନ୍ତୁ ପ୍ରଭୁଙ୍କ ବିନା ଇଚ୍ଛାରେ କିଛି ହୁଏ ନି, ଏହା ପ୍ରଭୁଙ୍କର ଏକ ବିରାଟ ସଂକେତ, କାଳିଆର ବଡ଼ ଭାଇ ଙ୍କର ସମ୍ମାନ ର କଥା ଦେଖନ୍ତୁ ଆଗକୁ କଣ ହେଉଛି, କେବଳ ଓଡିଶା ରେ ନୁହେଁ ଭାରତ କୁ ମହା ବିପଦ, ବନ୍ୟା, ବାତ୍ୟା, ମରୁଡି ଓ ଯୁଦ୍ଧ ନିଶ୍ଚିତ

  • @user-wl4nw7iy9q
    @user-wl4nw7iy9q16 күн бұрын

    ହେ ଠାକୁର ସମସ୍ତଙ୍କୁ ଭଲରେ ରଖନ୍ତୁ 🥺

  • @abhilipsasahoo7195
    @abhilipsasahoo719516 күн бұрын

    Right ✅ ❤Jay Jagannath♥

  • @laxmidharnayak4523
    @laxmidharnayak452314 күн бұрын

    Jay jagannath

  • @REENADIGAL-jk3pc
    @REENADIGAL-jk3pc13 күн бұрын

    Jay jagarnnath🙏🙏🌹💓💓

  • @Aishwarya_Sabar
    @Aishwarya_Sabar7 күн бұрын

    JAI JAGANNATH MAHAPRABHU🙏🏻🙇🏻⭕‼️⭕🙇🏻🙏🏻

  • @chitrasenpradhan3824
    @chitrasenpradhan382416 күн бұрын

    ହେ ପ୍ରଭୁ ସମସ୍ତଙ୍କୁ କ୍ଷମା କରି ଏବିଶ୍ଵର ମଙ୍ଗଳ କରନ୍ତୁ। 🙏🙏🙏🙏

  • @sudhansujena3487
    @sudhansujena348716 күн бұрын

    Jay Jagannath......🙏🙏🙏🙏

  • @ROMIIRAJPUT
    @ROMIIRAJPUT14 күн бұрын

    ଆରେଯାହା ପାଖେ ଯାହା ହେଲା ସିଏ ସେତିକି ଦେବ ସେଇଟା ତା ଇଚ୍ଛା ଏଇ ପଣ୍ଡା ମାନେ ମନ୍ଦିର ଭିତରେ ଜୋର୍ ଜବରଦସ୍ତ ଲୋକ ଙ୍କ ପଛରେ ଗୋଡ଼େଇକି ପଇସା ମାଗୁଛନ୍ତି ବା ସେଥିପାଇଁ ଆମ ପୁରୀ ଜିଲ୍ଲା କୁ ବାହାରୁ ଆସିଥିବା ଭକ୍ତ ମାନେ ଏଇ ମାନ ଙ୍କ ଯୋଗୁ ଆମ ରାଜ୍ୟ କୁ ଖରାପ ଭାବୁଛନ୍ତି ଜୟ ଜଗନ୍ନାଥ 🙏

  • @pramodsahu9090
    @pramodsahu909016 күн бұрын

    🙏 Jai 🙏 shree 🙏 Jagnnath 🙏🙏

  • @rajatbehera7647
    @rajatbehera764716 күн бұрын

    Jay jagannath 🙏

  • @MotoG-rx9sh
    @MotoG-rx9sh13 күн бұрын

    Khyma kara bada bapa 🙏🙏🙏🙏

  • @promodsahoo3322
    @promodsahoo332216 күн бұрын

    Jaya jagannth 🙏🏻

  • @prakashchandrarout589
    @prakashchandrarout58915 күн бұрын

    Jai baladev🙏

  • @hadibandhumahakhuda2889
    @hadibandhumahakhuda288916 күн бұрын

    ସେବାୟତ ପିଲାଙ୍କୁ ଆଗ ମନା କରନ୍ତୁ ରଥ ଚଢ଼ିବାକୁ। ରାମ ବାହାନା କରୁଛନ୍ତି

  • @nirmalmallamalla406
    @nirmalmallamalla40616 күн бұрын

    Jay Prabhu 🙏🙏❤️

  • @debasmitabarik97
    @debasmitabarik9716 күн бұрын

    Jay Jagannath 🙏🙌🙌🙏❤️🙏😢😢😢😢😢

  • @purnachandradas2676
    @purnachandradas267612 күн бұрын

    Pranam 🙏🙏🙏🙏🙏

  • @GhibilaJG
    @GhibilaJG16 күн бұрын

    ବାହାନା କରନି ଚୁର ସବୁ ଚକା ଆଖି ସବୁ ଦେଖୁଛି ଏୟାର ପରିମାଣ ବୁଝିବ ସବୁ

  • @sriguruayurveda8988
    @sriguruayurveda898816 күн бұрын

    Thik karichhanti thakra❤❤

  • @purna732
    @purna73216 күн бұрын

    ପ୍ରଭୁ କୃପାକର।ଖ୍ୟମାକର।

  • @santoshpanda4444
    @santoshpanda444416 күн бұрын

    ନିଜେ ପହଣ୍ଡି ନକରି ସୁନାବେଶ ପ୍ରଦର୍ଶନ କରୁଥିଲ। ପଣ୍ଡା ମାନକୁ ଟ୍ରେନିଂ ଆବଶ୍ୟକତା ଅଛି।

  • @sujatasahu2648
    @sujatasahu264816 күн бұрын

    ଠାକୁର ସବୁ ଦେଖୁ ଛନ୍ତି,କେତେ ଆଊ ସମ୍ଭାଳିବେ,ପ୍ରଭୁ ନିଜର ଉପସ୍ଥିତି ଦେଖାଇ ଦେଲେ

  • @SunitaPradhan-vf2tx
    @SunitaPradhan-vf2tx16 күн бұрын

    Jai Balia ra bhuja 🙏🙏🙏

  • @manoranjanmullick3487
    @manoranjanmullick348716 күн бұрын

    🙏🏿🙏🏿🙏🏿 kaliyuga Sesh haba

  • @gobardhanswain1985
    @gobardhanswain198516 күн бұрын

    ଜୟଜଗନ୍ନା ସ୍ଵାମି⭕❗⭕

  • @pratimasahoo1339
    @pratimasahoo133916 күн бұрын

    ତୁମ ମାନଙ୍କର ଅହଂକାର ସୀମା ଟପିଲାଣି ତୁମେ ଖାଲି ଏକା ନୁହେଁ ତୁମ ପରିବାରର ସ୍ତ୍ରୀ ଲୋକ ମାନେ ମଧ୍ୟ୍ୟ, ତୁମେ ଜନସାଧାରଣ ମାନଙ୍କୁ ଅତି ତୁଚ୍ଛ ଭାବି ବାହୁ ମେଲି ପ୍ରଭୁ ଙ୍କର ଉପରେ ବାହୁ ଥୋଇ ନିଜର ବଡ଼ିମା ଦେଖେଇବା ଅତି ଶୟ ହୋଇଗଲାଣି, କେତେ ଦୂରରୁ ଭକ୍ତ ଟିଏ ଯାଉଛି ପ୍ରଭୁଙ୍କୁ ଟିକେ ଦେଖିବ ବୋଲି ତୁମେ ତୁମ ବଡ଼ ପଣ ରେ ତା ଆତ୍ମା ରେ କଷ୍ଟ ଦଉଚ ଏବେ ସମୟ ଆସିଛି ପ୍ରଭୁ ବୁଝିବେ ସମସ୍ତ କଥା 🙏🏻🙏🏻

  • @rajshreedas6501
    @rajshreedas650116 күн бұрын

    Jay shree jagannath 🙏

  • @mindescape9602
    @mindescape960216 күн бұрын

    Jaha heichi odisha basi marmahata sata kintu khusi...Mg panda mana nku pane bada thakura dele...Jia bhabanti tankara puri temple administration ki kehi kichi kari paribeni...tanka bebasta...Bhagawan bujhi thanti....

  • @madhusudanparida4161
    @madhusudanparida416116 күн бұрын

    Manoranjan Babu, this is absolutely man made mistake. Failures of management & govt. Senior experience sebayats should conduct sincerely. 🙏🙏

  • @himansupattanaik3383
    @himansupattanaik338316 күн бұрын

    ରାମ କୃଷ୍ଣ ଭାଇନା ଆପଣ ନିଜ ଦୋଷ କାଇଁ ସ୍ଵୀକାର କରୁନାହାନ୍ତି.... ପଛପଟେ କାହିଁକି ସେମାନଙ୍କୁ ରଖିଥିଲେ ଯେଉଁମାନଙ୍କର ଅଭିଜ୍ଞନ୍ତା ନାହିଁ... ହଉ ଦେଖନ୍ତୁ ପରିଣାମ କଣ ହେଉଛି.. 🙏ଜୟ ଜଗନ୍ନାଥ 🙏

  • @Santosh-oz3nf
    @Santosh-oz3nf16 күн бұрын

    ସବୁ ସେବାୟତଙ୍କ ଫୋନବନ୍ଦକରାଜାଉ

  • @S3PRODUCTION0
    @S3PRODUCTION016 күн бұрын

    Jay Jagannath

  • @kalpatarugauntia2942
    @kalpatarugauntia294215 күн бұрын

    ବଡ଼ ଠାକୁର ଉଚିତ୍ ଜବାବ ଦେଲେ ❤

  • @mathmet5701
    @mathmet570116 күн бұрын

    Bhala heichhi tame mohaprabhunku bepara kari sarilani

  • @diptiranjanbehera3511
    @diptiranjanbehera351116 күн бұрын

    🙏🙏🙏🙏ହ୍ରଭୁ ତତେ ତୁହିଁ ରକ୍ଷା କର ମୁଁ ଛାର ମନୁଷ୍ୟ ମାତ୍ର 🙏🙏🙏

  • @chitrasenpradhan3824
    @chitrasenpradhan382416 күн бұрын

    ରଥ ଉପରେ ଅଧିକ ପଣ୍ଡା ରହିବା ଅନୁଚିତ୍ ସେଥିପ୍ରତି ସରକାର ସଚେତନ ରହିବା ଦରକାର।

  • @SushantDas-xp3to
    @SushantDas-xp3to14 күн бұрын

    ଏତେ ଲୋକ ରଥ ଉପରେ କଣ ପାଇଁ ଥିଲେ ଏ ସମସ୍ତ ଘଟଣା ସେବାୟତ ଙ୍କ ପାଇଁ ସେବାୟତ ମାନେ କଣ ଭାବୁଛନ୍ତି

  • @jayaprakashdash6918
    @jayaprakashdash691816 күн бұрын

    ଜୟ ଜଗନ୍ନାଥ,ପୂର୍ବରୁ ଚଳିଆସୁଥିଲାନା କୋଣ କିନ୍ତୁ ଦେଖିଲେ ଲାଗୁଛି ନିତି ନିୟମ ଠାକୁର ଙ୍କ ପାଖରେ କିଛି ନାହିଁ, ଠାକୁର ଙ୍କ ପାଖରେ ପ୍ରସାଦ ଅନ୍ୟାନ୍ୟ ଖାଇବା ଜିନିଷ ଖାଇ ହାତ ପାଟି ସଫା ନ କରି ଏବଂ ମୋବାଇଲ ନ ହେଲେ ଯେମିତି ସେବା ହେବନି ରତ୍ନ ବେଦିରେ କୋଣ ହେଉଛି ଜାଣି ହେଉନି କିନ୍ତୁ ବାହାରେ ପୁରା ପୁରି ଅବବ୍ୟସ୍ତା,।

  • @manoranjanmangaraj1597
    @manoranjanmangaraj159716 күн бұрын

    Vala heichi

  • @chatasali8137
    @chatasali813716 күн бұрын

    Sevayat mane bhul karichh, mobile selfie neba kn darkar

  • @user-rn6bj5ne5h
    @user-rn6bj5ne5h16 күн бұрын

    ଜୟ ବଳଭଦ୍ର ଜଗନ୍ନାଥ ଆପଣଙ୍କ ଇଚ୍ଛା ତୁମେ ଯା କଲେ ତା ହୁଏ

  • @puspanjaligajendra9394
    @puspanjaligajendra939416 күн бұрын

    ଉଠେଇ ପାରିଲେନି ବାଡ଼ ସନ୍ତଙ୍କୁ ସେ କଣ ମଣିଷ ସେ ଶେଷ ନାଗ ଅବହେଳା କଣ ପାଇ ଖାଇ କି ବଳୁଆ ଦେଖାଉଛନ୍ତି ଗର୍ବ କରୁଛନ୍ତି ସେବାୟତ

  • @sanjuktaranidalai7615
    @sanjuktaranidalai761516 күн бұрын

    Jai sree baladeba 🙏🏻 🪷

  • @malayaranjanpati94
    @malayaranjanpati9415 күн бұрын

    ସବୁ ଭଲ ଆଉ ଠିକ୍ କିନ୍ତୁ,🙏🏻🙏🏻🙏🏻 ଅତି ନୁହ😮😮😊😊 ଭାଗ୍ୟବାନ ଆମେ କି -- ଜନ୍ମ ଏ ଜଗନ୍ନାଥ ଙ୍କ ଧାମରେ ହୋଇଛି ଜୟ ଜଗନ୍ନାଥ ସ୍ଵାମୀ 🙏🏻🙏🏻🙏🏻🙏🏻🙏🏻

  • @Foodrecipes054
    @Foodrecipes05416 күн бұрын

    Esabu mahabahu nka ichha na CM sir nka kichhi bhul rahigala CM sir nka bebastare kichhi bhul rahigala Jay jagannath 🙏🏻😭😭😭😭😭😭😭😭😭😭

  • @nilamaniswain4466
    @nilamaniswain446616 күн бұрын

    ଏଭଳି ପରିସ୍ଥିତିରେ କେବଳ ପଣ୍ଡା ମାନେ ଦାଇ ରହିବେ କାହିଁକି ନା ରଥ ଉପରେ ଏତେ ପରିମାଣରେ ତାଙ୍କ ରି ନାତି ନାତୁଣୀ ଝିଅ ଜୋଇଁ ପୁଅ ପୁତୁରା ସମସ୍ତେ ଭକ୍ତ ଯେତିକି ସେବାୟତ ସେତିକି। ଆମ ଓଡିଆ ରେ ଗୋଟେ ଢଗ ନାହିଁ ବେସି ଲୋକ ରେ ମୂଷା ମରେ ନାହିଁ। ଏ ଘଟଣା ସେଇଭଳି।

  • @brajeswarisingh909
    @brajeswarisingh90916 күн бұрын

    ପ୍ରଥମେ ମୋବାଇଲି ବନ୍ଦ କରାଯାଉ ଯେତିକି ସେବାୟତ ସେତିକି ରୁହନ୍ତୁ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଲୋକଙ୍କୁ ପୋକ, ମାଛି ନ ଭାବନ୍ତୁ ରଥରେ 15 ବର୍ଷ ପିଲା ମାନଙ୍କୁ ଛଡା ନ ଯାଉ ଅନ୍ୟାୟ କରୁଥିବା ଲୋକଙ୍କୁ ବହିଷ୍କାର କରାଯାଉ 🙏🙏🙏🙏🙏🙏🙏🙏🙏🙏🙏🙏

  • @sureshchandradash6900
    @sureshchandradash690015 күн бұрын

    ନନ ଓଡ଼ିଆ ମନ୍ଦିର ପ୍ରଶାସକର ନିର୍ଦେଶ ରେ ଏମାନେ ଏପରି କରିଛନ୍ତି, ପ୍ରଶାସକକୁ ଯଥାଶୀଘ୍ର ନିଲମ୍ବନ କରାଯାଉ

  • @santoshkumarpatra1870
    @santoshkumarpatra187016 күн бұрын

    God has started action against the rule breakers

  • @BishalGhadei-rj7jy
    @BishalGhadei-rj7jy16 күн бұрын

    Jay Jagannath 🔴‼️🔴

  • @arundhatibiswal8460
    @arundhatibiswal846016 күн бұрын

    Jay Jagannatha ❤🙏 Jay Mahaprabhu Balabhadra ❤🙏 Jay Maa Subhadra ❤️🙏

  • @gitanjalitripathy5389
    @gitanjalitripathy538915 күн бұрын

    ଖାମ ଖିଆଲ ମନୋଭାବ, ଅଧିକ ଲୋକ ସଂଖ୍ୟା, ମୋବାଇଲ ଫୋଟ, ଏସବୁ ଯୋଗୁଁ ଏହା ଘଟିଲା.

  • @182jdj
    @182jdj16 күн бұрын

    Jai shree Jagannathha 🙏🙌🏻

  • @anantapanda5026
    @anantapanda502616 күн бұрын

    ଏ news ବାଲା ଙ୍କ ବାଳ କାମ ନାହିଁ ରଗିଲେ ନୁହେଁ ସବୁ ସେବାୟତ ଙ୍କ ଭୁଲୁ

  • @Foodrecipes054
    @Foodrecipes05416 күн бұрын

    Jay jagannath bhaina 🙏🏻 bhaina apana janithile he ama Nabin sir asibe nahi au ete bada aghatana hebare achhi apana jani parile nahi esabu mahabahu nka ichha na CM sir nka bebastare kichhi bhul rahigala Jay jagannath 🙏🏻🙏🏻🙏🏻🙏🏻😭😭😭😭😭😭😭😭

  • @akshaykumarsahu15
    @akshaykumarsahu1516 күн бұрын

    Sabu sai bada thakuranka ichha kahaku dosha deba thik nuhan Omm parambrahma Jay shree jagannath swami saranam

  • @pramejapani8333
    @pramejapani833316 күн бұрын

    Bada thakur thik kama karichhanti 🙏🙏👌

  • @prasantaparida691
    @prasantaparida69116 күн бұрын

    Jay Jagannath 🙏

  • @asitrout7659
    @asitrout765916 күн бұрын

    🙏🙏🌹ଜୟଜଗନ୍ନାଥସ୍ୱାମୀ

  • @Aakamaabadi
    @Aakamaabadi16 күн бұрын

    ପାଞ୍ଚ ମିନିଟ୍ ର ଭୁଲ୍ କଲେ ଏଠି ଜଣେ ଆଜୀବନ କାରାଦଣ୍ଡ ଭୋଗୁଛି ଏମିତିକି ରାଜକ୍ଷମା ରୁ ବଞ୍ଚିତ ହେଇ ଜଣକୁ ଫାସି ଦଣ୍ଡ ରେ ଦଣ୍ଡିତ କରାଯାଉଛି। ଏଠି ପଣ୍ଡିତ ପୁଅ ମାଙ୍କଡ ମାରିଲେ କିଛି ହୁଏନି କିନ୍ତୁ ଗାଁ ଦାସିଆ ସେଠୀ ମାରିଲେ କଥା ସରିଲା।CCTV ଫୁଟେଜ କୁ ଜାନଚ କରି ସେବାୟତଙ୍କ ବିରୁଦ୍ଧରେ ଆଇନଗତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ।ବିଶ୍ଵ ନିୟନ୍ତାଙ୍କ ପ୍ରତି ଏଭଳି ଦାୟିତ୍ଵ ହୀନ ସେବା କେବେବି ବରଦାସ୍ତ ନୁହେଁ।

  • @bhagirathibehera2174
    @bhagirathibehera217416 күн бұрын

    ଆପଣ ମିଶ୍ର ବାବୁ ପୁରୁଣା ଲୋକ ସବୁଜାଣିଥିବେ

  • @ROMIIRAJPUT
    @ROMIIRAJPUT14 күн бұрын

    ପଣ୍ଡା ମାନେ ଗୋଟେ ଗୋଟେ ଚେନ୍ ପକେଇକି ନିଜକୁ ଭାବୁଛନ୍ତି ଆମେ ହେଉଛୁ ବଡ଼ ଠାକୁର ଏମାନେ ବହୁତ୍ ଅହଙ୍କାର ହେଇଗଲାଣି

  • @user-fg7tb6bi6m
    @user-fg7tb6bi6m16 күн бұрын

    ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ

  • @padminibarik-xf1ft
    @padminibarik-xf1ft16 күн бұрын

    जय जगन्नाथ🙏🙏😢😢🙏🙏

  • @GUGULLY275
    @GUGULLY27514 күн бұрын

    Sabu mahaprabhu nka ichha

  • @subhashreenayak2391
    @subhashreenayak239116 күн бұрын

    ଏମାନେ ନିଜକୁ କିସ ଭାବନ୍ତି କି....... ଠାକୁର କିସ ଖାଲି ୟାଙ୍କ ର ନା....... ଏ ମଣିଷ ଯେମିତି କରିବ, ସେମିତିକା ଭୋଗିବ......

  • @sushantjati2242
    @sushantjati224215 күн бұрын

    Sabu Kalia dai mohaprabhu kanhinki sebayat nku sasan karunanhanti

  • @Hery465
    @Hery46516 күн бұрын

    A ramakrusna gote super class papi

  • @SuklalMarndi-hf9db
    @SuklalMarndi-hf9db15 күн бұрын

    ସଂପୃକ୍ତ ସେବାୟତ ମାନେ ପାପି ଥିଲେ ତେଣୁ ତାଙ୍କ ଦ୍ଵାରା ବଡ ଠାକୁର ସେବା ଚାହୁଁ ନାହାନ୍ତି।

  • @bhagirathibehera2174
    @bhagirathibehera217416 күн бұрын

    ଆପଣଙ୍କର କୌଣସି ଭୁଲ ନ ଥାଇ ପ୍ରଭୁ କାହିଁକି ଆପଣକୁ ଦଣ୍ଡ ଦେଲେ

  • @panditkrushnachandramishra5822
    @panditkrushnachandramishra582216 күн бұрын

    ଭାଇରାଲ ହେଉଥିବା ଶ୍ଳୋକ ମାଳିକାର ନୁହେଁ, ନୀଳାଦ୍ରି ମହୋଦୟ ଶ୍ଳୋକ

  • @DeepakMartha-rt2zs
    @DeepakMartha-rt2zs14 күн бұрын

    Check Jagannath Navin

  • @ROMIIRAJPUT
    @ROMIIRAJPUT14 күн бұрын

    ଜଗନ୍ନାଥ ଙ୍କୁ ଏଇ ପଣ୍ଡା ମାନେ ନେଇ ବେପାର କରୁଛନ୍ତି ମନ୍ଦିର ଭିତରେ ଏମାନେ ଲୋକଙ୍କୁ ବାଧ୍ୟ କରୁଛନ୍ତି ଭୋଗ ନେବାକୁ ଜୋର୍ ଜବର୍ ଦସ୍ତି ହାତରେ ଦେଉଛନ୍ତି ମନ୍ଦିର ଭିତରେ ଗାଳି ଗୁଲଜ କରୁଛନ୍ତି ଏମାନଙ୍କ ପାଇଁ ଆଜି ମୋ ବଡ଼ ଠାକୁର ପଡିଗଲେ ଏମାନଙ୍କୁ ଦଣ୍ଡ ଦରକାର

Келесі