ମହାପ୍ରଭୁଙ୍କ ବାହୁ ସେବାୟତଙ୍କୁ ବଂଚାଇଦେଲା | Rath Yatra 2024 | Lord Balabhadra Idol | Kanak News Digital

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
For latest Odisha News Follow Kanak News:
Visit: kanaknews.com/
Watch Live: kzread.info...
KZread: / kanaknewsdigital
Twitter: / kanak_news
Facebook: / kanaknews
#KanakNewsDigital #RathYatra2024 #JagannathTemple

Пікірлер: 311

  • @AjayakumarGochhi
    @AjayakumarGochhi16 күн бұрын

    ଆପଣ ଯାହା କହୁଛନ୍ତି ତାହା ସଂପୂର୍ଣ୍ଣ ଠିକ

  • @manaspattnaik3307

    @manaspattnaik3307

    16 күн бұрын

    😂ae sabu bjp pani heuchi sambit patra kahile jaganatha modi re bhakta

  • @apmssfun

    @apmssfun

    16 күн бұрын

    ​@@manaspattnaik3307tu bedhapila uneducated ta

  • @laxmipriyasahoo7011

    @laxmipriyasahoo7011

    16 күн бұрын

    Kn thik kahile...Ae jau Malika mantra bhagabata jani nahanti...ae mananku kn pain sebayata ki pujaka rakhiba...murkha gudaku kie dakuchi...kn lokanka tharu dakhina mariki khaiba pain

  • @subhasishmallick6183

    @subhasishmallick6183

    16 күн бұрын

    ମାଳିକା ସବୁବେଳେ ଜଣାଉଛି କିନ୍ତୁ ଏ ମୂର୍ଖ ମାନବ ସତ୍ୟକୁ ଜାଣି ମଧ୍ୟ ଅସତ୍ୟ କାର୍ଯ୍ୟ କରୁଛି l

  • @abhiabhi2511
    @abhiabhi251116 күн бұрын

    ଆମେ ତ ରଥରେ ଠାକୁର ଙ୍କ ଦର୍ଶନ ପାଉନୁ କେବଳ ପଣ୍ଡା ମାନଙ୍କ ସୁନା ଚେନ ବଡ ବଡ ପେଟ ଏହିସବୁ ଦେଖିବାକୁ ମିଳୁଛି

  • @tapandashodiavlogs3890

    @tapandashodiavlogs3890

    16 күн бұрын

    Right👍

  • @lovelylife4151

    @lovelylife4151

    16 күн бұрын

    Right

  • @NirmalkumarNayak-bx4ld

    @NirmalkumarNayak-bx4ld

    16 күн бұрын

    Abisayare jana andolana heu.Samaste APanda msnanka birudhare swara uthantu.Sabu Jagannath premi nku anurodh.

  • @SJ14

    @SJ14

    16 күн бұрын

    Right

  • @monalisakhandai5877

    @monalisakhandai5877

    16 күн бұрын

    Right

  • @Sabyachinulovinglife98
    @Sabyachinulovinglife9816 күн бұрын

    ଠିକ୍ କହିଛନ୍ତି ଆପଣ ପ୍ରଭୁ ନିଜେ ନିଜର ରକ୍ଷା କରିଥାଆନ୍ତି ହେଲେ ଏ ମାଳିକା ଯାହା କହୁଛି ସବୁ ଲୋକଙ୍କୁ ଚିନ୍ତା ବଡଉଛି ଯେମିତି ଚିନ୍ତା ରେ ରୋଗରେ ସବୁ ମରିବେ ବୋଲି ପ୍ରଭୁ ଜଗନ୍ନାଥଙ୍କ ଆଖି ଆଗରେ କେହି ଭୁଲ କଲେ ବିନା ଦଣ୍ଡରେ ମୁକ୍ତି କେହି ପାଇନାହାନ୍ତି ସବୁ ଜଗା ର ଇଚ୍ଛାରେ ହଉଛି ପବନ ହୁଏନା ତା ବିନା ନିଆଁ ବ ଲାଗେନି ତ ବିନା🙏🙏

  • @jeshophanten700
    @jeshophanten70016 күн бұрын

    ଏହି ଭୂଲ୍ ପାଇଁ ଯେଉଁ ସେବାୟତମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଆଇନ୍ ଅନୁସାରେ ଦଣ୍ଡବିଧାନ କରାଯାଉ . ଏହା ସାରା ଓଡିଶା ବାସୀଙ୍କ ତରଫରୁ ସରକାରଙ୍କୁ ଅନୁରୋଧ 🙏🙏

  • @prakashrout452

    @prakashrout452

    16 күн бұрын

    Sata Katha Bhai 👍🏻🙏🏻🙏🏻🥺🥺

  • @sushmadei1592

    @sushmadei1592

    16 күн бұрын

    Sampura satya

  • @bhabanijena1543
    @bhabanijena154316 күн бұрын

    ଠିକ୍ କହିଚନ୍ତି,ଏତେ ପଣ୍ଡା ରଥ ଉପରେ ରହୁଛନ୍ତି ଯେ ଠାକୁର ଙ୍କ ସଂପୂର୍ଣ୍ଣ ଦେହ ଆମେ ଟିକେ ଭଲ ଭାବରେ ଦେଖି ପାରୁନୁ ।ଖାଲି ପଣ୍ଡା ଙ୍କ ପେଟ ଆଉ ସୁନା ହାର କେବଳ ଦେଖା ଯାଉଚି ।

  • @khusientertenment1444
    @khusientertenment144416 күн бұрын

    ମାଳିକା ବଚନ ଉପରେ ଆପଣଙ୍କ ମତ କୁ ସମର୍ଥନ କରୁଛି... 🙏 ମାଳିକା କୁ ନେଇ ବର୍ତ୍ତମାନ କେବଳ ବ୍ୟବସାୟ କରାଯାଉଛି....

  • @harekrushnabehera3138
    @harekrushnabehera313816 күн бұрын

    ସବୁ ତାଙ୍କରି ଇଚ୍ଛା । ସେ ପରା ମହାବାହୁ ।

  • @MoJagannath365
    @MoJagannath36515 күн бұрын

    କେବଳ ଖାମଖିଆଲରୁ ଆମ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଭୂମି ସ୍ପର୍ଶ କଲା। କ୍ଷମା କରନ୍ତୁ ମଣିମା। ଜୟ ଜଗନ୍ନାଥ 🙏

  • @evaranipadhihari5868
    @evaranipadhihari586815 күн бұрын

    ବହୁତ୍ ଦୁଃଖ ଲାଗୁଚି, ହୃଦୟ ଭିତରେ ବହୁତ୍ କଷ୍ଟ ହଉଚି।

  • @kalpanamohapatra1528
    @kalpanamohapatra152816 күн бұрын

    ସବୁ ଠିକ୍ କଥା ବଡ ସାଆନ୍ତ ମୋତି କି ଏମାନଙ୍କୁ ଖାଇବେ,

  • @SatyaParida-hb6wy
    @SatyaParida-hb6wy16 күн бұрын

    Apana thiki Kahichanti Jaya jagarnath Jaya Balabhadra Shubhadra koti koti koti pranam 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @amulyaamulya4101
    @amulyaamulya410116 күн бұрын

    Right 👍👍👍

  • @arpithdeep3219
    @arpithdeep321916 күн бұрын

    ହେ ନାଥ ଜଗନ୍ନାଥ କ୍ଷମା ପ୍ରାର୍ଥନା କରୁଚୁ ପ୍ରଭୁ ଜଗନ୍ନାଥ କ୍ଷମା କର ଦୟାମୟୀ 😢😢😢😢😢 ଦାସ କୁ 🙏🙏🙏🙏🙏🙏🙏

  • @santilata276
    @santilata27616 күн бұрын

    ଜୟ ଜଗନ୍ନାଥ, ସଂପୂର୍ଣ୍ଣ ସତ

  • @aruntripathy6941
    @aruntripathy694116 күн бұрын

    ସବୁ ସେ କାଳିଆ ର ଲୀଳା

  • @Krishnarana431

    @Krishnarana431

    15 күн бұрын

    Kalia to bapa Sabu se kalia maharaj ra nila

  • @krishnakhandagiri9887
    @krishnakhandagiri988716 күн бұрын

    Ur right right 👍👍 ଆଜ୍ଞା ଆପଣ ଠିକ୍ ଶତ ପ୍ରତିଶତ ସତ କଥା କହିଛନ୍ତି ଏଇଟା ସାରା ଓଡ଼ିଶା ପାଇଁ ଦୁର୍ଭାଗ୍ୟ ଜନକ କଥା ଆଜ୍ଞା 😢😢😢❤❤

  • @Subhalagna-f1m
    @Subhalagna-f1m16 күн бұрын

    Jay jagannatha ❤ sata 🙏

  • @bikashrout5643
    @bikashrout564316 күн бұрын

    Right sir

  • @sauribehera6400
    @sauribehera640014 күн бұрын

    Jay jagannath swami

  • @godabarimangaraj5027
    @godabarimangaraj502716 күн бұрын

    🕉️🕉️🕉️🕉️🕉️🕉️🕉️🕉️🕉️ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏⚫️🔻⚫️🙏🙏🙏🙏

  • @bisudj6732
    @bisudj673215 күн бұрын

    Jay Shri Ram Jay Jay Shri Ram Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @HadinandhuBehera
    @HadinandhuBehera15 күн бұрын

    Jay Shree jagannath

  • @sushmadei1592
    @sushmadei159216 күн бұрын

    Sampurna satya

  • @rashmitapanda3166
    @rashmitapanda316616 күн бұрын

    Absolutely right sir👍👍

  • @sanjitadas4042
    @sanjitadas404214 күн бұрын

    Jay jaganath 🙏🙏

  • @Lipkumar123
    @Lipkumar12316 күн бұрын

    ଭଗବାନ ଅନନ୍ତଙ୍କର ଭାର ବହନ କରିବାକୁ କାହାର ସାମର୍ଥ୍ଯ ନାହିଁ ଆଜ୍ଞା ତେଣୁ ନିଜର ଗର୍ବ ଅହଙ୍କାର ତ୍ଯାଗ କରି ସମ୍ପୂର୍ଣ୍ଣ ଆତ୍ମବଳ ମନପ୍ରାଣ ଦେଇ ସେବା କରନ୍ତୁ ମୁଁ ବି ସାର୍ ଙ୍କ କଥାରେ ଏକମତ ସାମାନ୍ଯ ଅସାବଧାନତା ଯୋଗୁଁ ଏପରି ହେଇଥାଇପାରେ ାା

  • @madhusmitamohanty8320
    @madhusmitamohanty832016 күн бұрын

    ସାର୍ ପ୍ରଣାମ 🙏 ଆପଣ ସଂପୂର୍ଣ୍ଣ ଠିକ କହିଛନ୍ତି। ମହାପ୍ରଭୁ ନିଜର ସୁରକ୍ଷା ନେବା ସହିତ ସେବାୟତମାନଙ୍କୁ ମଧ୍ଯ ସୁରକ୍ଷିତ ରଖିଛନ୍ତି। ଜୟ ଜଗନ୍ନାଥ 🙏

  • @Basantkudas-e8m
    @Basantkudas-e8m16 күн бұрын

    Aha satya

  • @santoshkumarmishra2620
    @santoshkumarmishra262016 күн бұрын

    ତ୍ରିପାଠୀ ମହାଶୟ ବହୁତ ଭଲସୁନ୍ଦର କଥା କହୁଛନ୍ତି. ପାପୀମାନଙ୍କ କଥା ସେହି ଠାକୁର ବୁଝିବେ.

  • @ManjulataSahoo-we7dn
    @ManjulataSahoo-we7dn16 күн бұрын

    Bes, bes, apana sathik jukti karichhanti. Dhanyabad apananku

  • @sumantakumar4431
    @sumantakumar443116 күн бұрын

    Jay jagarannta 🙏🙏🙏

  • @harekrushnabehera3138
    @harekrushnabehera313816 күн бұрын

    ଅମଙ୍ଗଳ ହେବାର ଅଛି, ଏଣୁ ହୁଏତ ଏହା ମହାବାହୁ ଙ୍କ ପୂର୍ବ ସୂଚନା । କ୍ରୋଧ ଶାନ୍ତ କରନ୍ତୁ। ଏଠି କାହାର କିଛି ଭୁଲ ନାହିଁ। ସବୁ ସେଇ କାଳିଆର ଇଚ୍ଛାରେ ହୋଇଛି ।

  • @parshuramnayak6655
    @parshuramnayak665516 күн бұрын

    ଧନ୍ୟବାଦ ତୁମର କଥା ତ୍ରିବାଲ ସତ୍ୟ

  • @manasnayak2807
    @manasnayak280716 күн бұрын

    Right kotha kohila baba

  • @SameerVlogger143
    @SameerVlogger14315 күн бұрын

    Thik katha sir

  • @sandipsahoo7611
    @sandipsahoo761116 күн бұрын

    Thk katha kahuchanti

  • @srikumarsahoo2593
    @srikumarsahoo259316 күн бұрын

    ମହାବାହୁ......... 😭😭😭

  • @prabhatpanda9161
    @prabhatpanda916116 күн бұрын

    ଆପଣଙ୍କ ସମୀକ୍ଷା ଯଥାର୍ଥ। ଅନଭିଜ୍ଞ ସେବାୟତ ଯୋଗୁଁ ଏମିତି ହେଉଛି।

  • @sasmitaacharya1113
    @sasmitaacharya111316 күн бұрын

    Thik katha

  • @lipisahoo5197
    @lipisahoo519716 күн бұрын

    Pura thik katha

  • @user-gy3og6zt7v
    @user-gy3og6zt7v16 күн бұрын

    Good advice to sebayata

  • @DebanshuParida-ik4mc
    @DebanshuParida-ik4mc16 күн бұрын

    He prabhu jagannath mo papa ra prayaschit ra sujog diantu khyama karantu tharu tie 😢😢😢😢😢

  • @chittaranjanmohapatra8131
    @chittaranjanmohapatra813116 күн бұрын

    Jai jagannath, 🙏,thik kahichanti

  • @alekhakandi1517
    @alekhakandi151716 күн бұрын

    ଜୟ ଜଗନ୍ନାଥ 🙏

  • @JayakumarTripathy-kf5dg
    @JayakumarTripathy-kf5dg16 күн бұрын

    ଭଗବାନ ଯାହାକରନ୍ତି ପ୍ରାଣୀର ମଙ୍ଗଳ ପାଇଁ

  • @sstclassess4603
    @sstclassess460316 күн бұрын

    Bahut kasta lagila. Bada thakura khyama karidiantu pravu.

  • @user-ic7ru3mc3c
    @user-ic7ru3mc3c16 күн бұрын

    ଠିକ୍

  • @malikagyan8092
    @malikagyan809214 күн бұрын

    କୁହା ହେଇନି ଠିକ ହେଇଛି. ଅଘଟଣ ହେଲେ ସିନା ପ୍ରଳୟ ହେବ. ଅଧର୍ମ ନାଶ ହେବ 🔱🕉️ଧର୍ମ ପ୍ରତିଷ୍ଠା ହେବ. ମାଳିକା ଏକ ତତ୍ତ୍ୱ ବୁଝିବା ଏତେ ସହଜ ନୁହେଁ ଏ କଳି ମୂର୍ଖଙ୍କୁ 🕉️🕉️🕉️🕝🕝🕝ହୁସିଆର ସମୟ ହେଲାଣି ✊🕝🕝🕝🙏😊

  • @sankarsansahoo3770
    @sankarsansahoo377016 күн бұрын

    Right 👍👍👍👍👍

  • @user-kn4zs7ni4k
    @user-kn4zs7ni4k15 күн бұрын

    A well teaching

  • @user-ir6xq6nw6v
    @user-ir6xq6nw6v15 күн бұрын

    💯 real malika

  • @RajivSahoo-f2q
    @RajivSahoo-f2q16 күн бұрын

    U r right sir u r right 👍👍👍

  • @sumantakumar4431
    @sumantakumar443116 күн бұрын

    Right 👍

  • @cutysniti9163
    @cutysniti916315 күн бұрын

    Right sir 🙏

  • @puspalatadehury568
    @puspalatadehury56816 күн бұрын

    You are right sir

  • @peenku111
    @peenku11113 күн бұрын

    ଯୁବ ସେବାୟତ ସାବଧାନ ଆପଣମାନଙ୍କ ପାଇଁ ସତର୍କ ଘଣ୍ଟି ବାଜି ସାରିଛି ବେଳ ଥାଉ ଥାଉ ନିଜକୁ ପରିବର୍ତ୍ତନ କରି ନିଅନ୍ତୁ ନହେଲେ ଆଗକୁ ବହୁ ବାଧାବିଘ୍ନ ଦେଇ ଆପଣଙ୍କ ଜୀବନ ଅତିବାହିତ ହେବ। କିଛି ଯୁବ ସେବାୟତଙ୍କ ମନରେ ମହାପ୍ରଭୂଙ୍କ ପ୍ରତି ଭକ୍ତି, ଭାବ ଡର,ଭୟ କିଛି ନାହିଁ କେବଳ ଆଧ୍ୟ୍ୟାତ୍ମିକ ପରିବେଶକୁ ଦୂଷିତ କଳୁସିତ କରୁଛନ୍ତି ଓ ନିଜ ନିଜର ସ୍ୱାର୍ଥ ପୂରଣ ପାଇଁ ମହାପ୍ରଭୁଙ୍କ ପାଖରେ ସେବାର ଆଳ ଦେଖାଉଛନ୍ତି। ଆଉ କେମିତି,କୌଣସି ଉପାୟରେ ଅର୍ଥ ସଂଗ୍ରହ କରିପାରିବେ ସେ ପ୍ରଚେଷ୍ଟାରେ ଦିନ ରାତି ଲାଗିପଡୁଛନ୍ତି ନିଜ ନିଜ କର୍ମଧର୍ମକୁ ଭୂଲିଯାଇ। ମୁଁ ମୋ ପରିବାର ମହାପ୍ରଭୂଙ୍କ ଘୋଷଯାତ୍ରା ସମୟରେ ସବୁ ଘଟଣା ଗୁଡିକ ନିଜ ସ୍ୱଚକ୍ଷୁରେ ଦେଖିଲା ପରେ ବିବେକ କହିଲା ମିଡିଆ ସହାୟତାରେ ଏସବୁ ବାର୍ତ୍ତା ଯୁବ ସେବାୟତଙ୍କ ପାଖକୁ ପହଁଚାଇ ପାରିଲେ ହୁଏତ ତାଙ୍କ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆସିପାରିବ । ଭୂଲ ଥିଲେ କ୍ଷମା କରିବେ ମହାପ୍ରଭୂ ଜୟ ଶ୍ରୀ ଜଗନ୍ନାଥ 🛐🛐🛐।

  • @chitaranjandas8878
    @chitaranjandas887816 күн бұрын

    Ethi pain sebayat mane sampurna dayie, pravu tanku uchit danda debe, apekhya kara, jay jagannath 🙏🙏🙏

  • @mudhumita2023
    @mudhumita202316 күн бұрын

    Right

  • @ansumanlenka858
    @ansumanlenka85815 күн бұрын

    Hey mahaprabhu trahimam 😢

  • @annapurnapatra-sv5oy
    @annapurnapatra-sv5oy16 күн бұрын

    Apne tik kahuchati

  • @laludada7656
    @laludada765616 күн бұрын

    RIGHT

  • @dibakarapradhan6419
    @dibakarapradhan641916 күн бұрын

    Sathik katha kàhu6nti sar🙏🙏🙏🙏💯

  • @ସଂକଳ୍ପ
    @ସଂକଳ୍ପ16 күн бұрын

    ସଂପୂର୍ଣ୍ଣ ସତ କଥା। ସେବାୟତ ମାନଙ୍କର ଭଗବାନଙ୍କ ପ୍ରତି ଟିକେ ଭି ଭୟ କିମ୍ବା ସେବା ମନୋଭାବ ନାହିଁ। ସବୁ ବେଳେ ଲୋଭ, କେମିତି ଭକ୍ତଙ୍କ ପାଖରୁ ପଇସା ଖାଇବୁ ସେହି ଚିନ୍ତାରେ ଥାଆନ୍ତି।

  • @birendrakumardharua4813
    @birendrakumardharua481316 күн бұрын

    🙏👍

  • @Basantkudas-e8m
    @Basantkudas-e8m16 күн бұрын

    Aha 1st sebayata dai

  • @mithunsahoo8646
    @mithunsahoo864616 күн бұрын

    ❤❤❤❤❤❤❤❤❤

  • @user-zh4xc4ut7x
    @user-zh4xc4ut7x16 күн бұрын

    Ok

  • @user-rh7xt5hx7l
    @user-rh7xt5hx7l16 күн бұрын

    Jay jagannath odisha sena ❤❤

  • @KoramaniPanda-cg1vr
    @KoramaniPanda-cg1vr16 күн бұрын

    ଗଣତନ୍ତ୍ର ଶାସନ ଓଡିଶା ରେ ଆଉ ଚାଲିବ ନାହିଁ ରାଜତନ୍ତ୍ର ଶାସନ ଶ୍ରୀ ଜଗନ୍ନାଥ ଙ୍କ ଇଛା ରେ ଚାଲିବ

  • @leenaranisahoo1513
    @leenaranisahoo151316 күн бұрын

    Jai jagannath Swami 🙏🙏🙏

  • @karamjitsatpathy5404
    @karamjitsatpathy540415 күн бұрын

    ସବୁ କାଳିଆ ଠାକୁର ର ଇଛା କହି ନିଜର ଦୋଷ କାଳିଆ ଉପରେ ଲଦିବା କେତେ ଦୂର ଠିକ୍ କଥା। ସବୁ ତା ଇଛା କହିଦେଲେ ସରିଲା ଆଉ କଣ। ସେବାୟତ ଙ୍କ ଖାମ୍ ଖିଆଲି ମନୋଭାବ ଯୋଗୁଁ ଏପରି ପରିସ୍ଥିତି ଉପୁଜିଲା। 6:30

  • @tastyfood4342
    @tastyfood434216 күн бұрын

    Pranam guruji

  • @srilekhasahoo2010
    @srilekhasahoo201016 күн бұрын

    Bayajyastha sebayatanka anupasthiti ,darkar ru adhika sebayatanka upasthiti ehara karana hoipare 🙏sabu sesare sabu niyati iswaranka lila

  • @user-hr7ot3tl2o
    @user-hr7ot3tl2o16 күн бұрын

    🙏🙏🙏

  • @manisapatnaik4183
    @manisapatnaik418316 күн бұрын

    Joy Jagnnath🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉❤❤❤❤❤❤❤❤❤❤❤❤❤❤❤

  • @JayasmitaSwain28
    @JayasmitaSwain2816 күн бұрын

    Mo Prabhu

  • @nrusinghacharanpradhan3554
    @nrusinghacharanpradhan355416 күн бұрын

    Jay Jagannath Swami Namah

  • @damodharsahu4111
    @damodharsahu411116 күн бұрын

    Jay Jagannath 🙏🙏🙏

  • @barikrasmi7153
    @barikrasmi715315 күн бұрын

    Agua jadi janeidebe Sabu kichi tanka plan thle tma karma ra fala tme vogiba kmti ....Auri bht kichi hba padhiki manerakha se Malika re hin achi instant kn kuadu add heijauchi ki sabu maniba ku b padiba au sbu sata ghatana hin ghatiba Sabdhan ruha karma thk kara 😊🙌 Jay Shree Jagannath 🙌

  • @Madangond-nd3dv
    @Madangond-nd3dv16 күн бұрын

    Jay Shree Jagannat

  • @ramakantnayak4826
    @ramakantnayak482616 күн бұрын

    Sir🙏miss you

  • @user-oi7gr5zr9c
    @user-oi7gr5zr9c16 күн бұрын

    Jay jagannatha 🙏

  • @sitrajbehera5358
    @sitrajbehera535816 күн бұрын

    Bhagaban krushna bi jani thile mahavarat yudha haba se kn agua kichi kahi thile ki... Semiti a sabu kalia ra lila ta lila ku bujhiba... Jay jagannath

  • @gouttammunda412
    @gouttammunda41216 күн бұрын

    Jay Jay shreejagannath. ❤❤❤❤❤❤❤❤❤❤❤❤❤❤

  • @mithunsahoo8646
    @mithunsahoo864616 күн бұрын

    👍👍👍👍👍👍👍👍👍👍👍👍👍

  • @anandiniprusty4885
    @anandiniprusty488515 күн бұрын

    ପୁରୀ ମନ୍ଦିର ରେ ପାପ ବଢ଼ି ବଢ଼ି ଚାଲିଛି, ଏଇ ସେବାୟତ କିଛି ମରିଥିଲେ ଭଲ ହେଇଥାନ୍ତା

  • @lizzadhira2124
    @lizzadhira212416 күн бұрын

    Jay jagannath Swami 😢

  • @balaramsahu7561
    @balaramsahu756115 күн бұрын

    ଆପଣ ଠିକ୍ କହିଛନ୍ତି ସବୁ ସେ ସେବାୟତ୍ମଙ୍କରର ଭୁଲ ।

  • @user-tj6rd5cu9g
    @user-tj6rd5cu9g15 күн бұрын

    Apana jaha kahila right

  • @kamalakantabehera3833
    @kamalakantabehera383316 күн бұрын

    Bahut badhiaa aau uchit katha kahile prabhu ❤❤❤❤

  • @ganeshmeher4015
    @ganeshmeher401516 күн бұрын

    🙏❤️🙏 jai jagannath 🪔

  • @BijayineeRana
    @BijayineeRana15 күн бұрын

    Thick kahuchhanti spans🙏🏻🌸

  • @biswajitpanda8888
    @biswajitpanda888816 күн бұрын

    Perfect 👌 man you are absolutely correct I salute you ,,, Malika is for trp highlights in media

  • @rasikpatel8224
    @rasikpatel822416 күн бұрын

    Jay shree jaganath

  • @ହରିବୋଲ
    @ହରିବୋଲ16 күн бұрын

    Jay Shri Jagganath Mahaprabhu 🙏 ॐ

  • @AkashKumarbhoi-ri1kw
    @AkashKumarbhoi-ri1kw16 күн бұрын

    🙏🙏🙏🙏🙏🛐🛐🛐🛐🛐 Jay Jagannath Prabhu Prabhu Prabhu Prabhu

  • @sudeshnamishra9076
    @sudeshnamishra907616 күн бұрын

    Right katha pura

  • @PramodGoud-hc1vl
    @PramodGoud-hc1vl16 күн бұрын

    Great sir

  • @allgamezone7715
    @allgamezone771515 күн бұрын

    ଆହେ ବଡ ବାଡ଼ ମଣିମା କ୍ଷମା କରିବେ। ଆପଣ ଆଉ ରୋଷ କରନ୍ତୁ ନାହିଁ । କ୍ଷମା କରନ୍ତୁ ଆହେ ଦୟାମୟ

  • @RabindraSahoo-qy3fg
    @RabindraSahoo-qy3fg16 күн бұрын

    You are Rightsir

Келесі