🔴 Laxmi Narayan Kali | ଏ କଳି ଯିଏ ଶୁଣିବ ତାର ଦାମ୍ପତ୍ୟ କଳହ ରହିବ ନାହିଁ | Dr. Ashutosh Prasad Mishra

ଦ୍ଵିତୀୟ ଭାଗ "ଲକ୍ଷ୍ମୀ ନାରାୟଣ କଳି"
• 🔴 Laxmi Narayan Kali |...
ଯିଏ ଲକ୍ଷ୍ମୀ ନାରାୟଣଙ୍କ କଳିକୁ ଶୁଣିବ ତାଙ୍କ ସ୍ଵାମୀ ସ୍ତ୍ରୀ ମଧ୍ୟରେ କେବେ କଳି ହେବନି।
ଲକ୍ଷ୍ମୀ ନାରାୟଣ ଭେଟ - ପ୍ରଥମ ଭାଗ
• Laxmi Narayan Kali Par...
ମାଆ ମହାଲକ୍ଷ୍ମୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫ଥର ଭେଟ ହୋଇଥାଏ ଯିଏ ଏହି ପାଞ୍ଚ ଥର ଭେଟକୁ ଦେଖିନେବ ତା ଜୀବନରେ ମୁକ୍ତି ମିଳିଯିବ।
------------
ଲକ୍ଷ୍ମୀ ନାରାୟଣ କଳି
-------------
Subscribe to ଓଡ଼ିଶା୩୬୫ KZread Channel
kzread.info?s...
Press the Bell 🔔 Icon & Select All to get Our New video Notification.
---
If you like this Video then give a Like 👍
& share⥇ this video with your family & Friends WhatsApp & Facebook Group.
.........................................................................................................
To watch all the video of Dr. Ashutosh Prasad Mishra Click on the below link
Playlist Dr. Ashutosh Prasad Mishra || Jagannath Mahima ||
tinyurl.com/kacn25y8
Or
• Dhama Madhuri 4 | କଣ କ...
..........................................................................................................
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♪ Enjoy and stay connected with us!! ♪
✽ Mail Id: 2019odisha365@gmail.com
* tinyurl.com/4ea2w4px
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
©ODISHA 365
* ANTI-PIRACY WARNING *
This content is Copyright to Odisha 365. Any unauthorised reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
----------------------------------------------
jagannath puri
jagannath
puri jagannath mandir
jagannath mandir
prabachan odia
odia prabachan
anubhuti re jagannath
jagannath video
jagannath pravachan
jagannath prabachan odia
jagannath anubhuti
jagannath anubhuti in odia
jagannath mahima in odia
--------------------
Laxmi Narayan bheta
Laxmi Narayan Kali
Niladri bije 2022
Niladribije 2022
Niladri bije LIve 2022
Bheta Mandapa
Jagannath temple Puri
Laxmi Narayan Bachanika
-----------------------------------
#LaxmiNarayanKali #odisha365 #drashutoshprasadmishra #jagannathmahima #niladribije #laxminarayanbachanika #LaxmiNarayanBheta #jagannathmahima #jagannath #maalaxmi

Пікірлер: 2 700

  • @lovestory7836
    @lovestory7836 Жыл бұрын

    ବହୁତ୍ ବହୁତ୍ ଧନ୍ୟ ବାଦ ସାର ଆପଣ ଯୌଭଳି ଭାବରେ ଆମକୁ ମହା ପ୍ରଭୁଙ୍କର କଥା ସୁନାଇଲେ ବହୁତ୍ ସୁନ୍ଦର୍ ଲାଗିଲା ସତେ ଯେମତି ଆମେ ନିଜ ଆଖିରେ ମହାପ୍ରଭୁ ଆଊ ମା ସାଆନ୍ତାଣୀ ଙ୍କ କାଲି ନିଜ ଆଖିରେ ଦେଖୁଛୁ ବହୁତ ବହୁତ୍ ଧନ୍ୟ ବାଦ 🙏🙏🙏🙏🙏 ଜୟ ଜଗନ୍ନାଥ

  • @jbpadhi9701
    @jbpadhi97017 ай бұрын

    ଆଶୁତୋଷ ଭାଈ ଆପଣଙ୍କ କଣ୍ଠରେ ସ୍ଵୟଂ ମା ସରସ୍ଵତୀ ଙ୍କ ଆଶିର୍ବାଦ।। ଯେତେ ଶୁଣିଲେ ପୁଣି ଶୁଣିବାକୁ ମନ କରେ।।

  • @anitanayak1370
    @anitanayak1370 Жыл бұрын

    ଅତ୍ୟନ୍ତ ସୁନ୍ଦର ଉପସ୍ଥାପନା l ଧନ୍ୟବାଦ ଭାଇ, ପ୍ରଭୁ ଜଗନ୍ନାଥ, ମା ମହାଲକ୍ଷ୍ମୀ ଆପଣଙ୍କର କଲ୍ୟାଣ କରନ୍ତୁ l ପ୍ରକୃତରେ ଜଣେ ଓଡ଼ିଆ ଭାବେ ମୁଁ ଗର୍ବିତ ଆମର ଓଡ଼ିଆ ସଂସ୍କୃତି ପାଇଁ l ଜୟ ମହାବାହୁ l

  • @raghunathmandal204
    @raghunathmandal2044 күн бұрын

    ଅତି ସୁନ୍ଦର ଭାବରେ ଆପଣ ବ୍ୟଖା କରିଛନ୍ତି। ହୃଦୟସ୍ପର୍ଶୀ, ମନ ଆନନ୍ଦିତ ହୋଇଗଲା। ❤❤❤

  • @santoshkumarmishra3886
    @santoshkumarmishra3886 Жыл бұрын

    ସୁବଠାରୁ ସୁନ୍ଦର ବଣ୍ଣନା ଲକ୍ଷ୍ମୀନାରାୟଣ କଳି ଖୁବ୍ ମନାଛୁଆଁ

  • @kabita_by_jharana
    @kabita_by_jharana4 ай бұрын

    ଆଶୁତୋଷ ସାର୍,ପ୍ରଭୁ ଜଗନ୍ନାଥ ସତରେ ଆପଣଙ୍କ କଣ୍ଠରେ ବିଜେ କରିଛନ୍ତି।ଏତେ ସୁନ୍ଦର ବର୍ଣ୍ଣନା କରିଛନ୍ତି।ଯେତେ ସୁଣିଲେବି ଆହୁରି ଶୁଣିବାକୁ ଇଛା ହେଉଛି।ଜୟ ଜଗନ୍ନାଥ।🙏🏻🙏🏻🙏🏻🙏🏻🙏🏻

  • @user-oz4ur4cx7x

    @user-oz4ur4cx7x

    7 күн бұрын

    《♡◆😊

  • @pradeepkumarpanda732
    @pradeepkumarpanda7322 ай бұрын

    ଶତ ଶତ ସାଷ୍ଟାଂଗ ପ୍ରଣାମ, ଆପଣଙ୍କୁ ଏବଂ ମହାପ୍ରଭୁଙ୍କୁ

  • @santoshkumardas3299
    @santoshkumardas32992 ай бұрын

    ସତରେ ଶୁଣିବାକୁ ବହୁତ୍ ସୁନ୍ଦର୍ ଲାଗୁଛି, ଜଗନ୍ନାଥଙ୍କ ମହିମା ଅପାର, ଯେତେଥର ଶୁଣିଲେ ବି ଶୁଣିବାକୁ ଭଲଲଗୁଛି

  • @aratipanda5792
    @aratipanda5792Ай бұрын

    ଖୁବ୍ ସୁନ୍ଦର ଧାରା ବିବରଣୀ ଆହୁରି ଆହୁରି ଶୁଣିବା କୁ ଇଚ୍ଛା ହେଉଛି, ଉପସ୍ଥାପନା ଶୁଣି କାଳିଆ ସାଆନ୍ତ ଙ୍କ ଆଡ ଙ୍କୁ ମନ ଟାଣି ହେଇ ଯାଉଛି। ବହୁତ୍ ବହୁତ୍ ଧନ୍ୟବାଦ ଏତେ ସୁନ୍ଦର ବ୍ୟାଖ୍ୟାନ ପାଈଁ।

  • @bharatitripathy4245
    @bharatitripathy424511 ай бұрын

    ସୁନ୍ଦର ଉପସ୍ଥାପନା ମାଧ୍ୟମରେ ଲକ୍ଷ୍ମୀ ନାରାୟଣ କଳିର ବର୍ଣ୍ଣନା ଅତ୍ୟନ୍ତ ହୃଦୟଗ୍ରାହୀ ହୋଇଛି

  • @balaramranasingh2357
    @balaramranasingh2357 Жыл бұрын

    ଜୟ ଜଗନ୍ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ମା ମହାଲକ୍ଷ୍ମୀ ଙ୍କ କଳି ଆହା କି ଅପୂର୍ବ ଶୁନ୍ଦର ❤❤❤

  • @hemantasethy8437
    @hemantasethy8437 Жыл бұрын

    ହେ ଜଗନ୍ନାଥ 🙏 ଅତୀତ ର କି ସୁନ୍ଦର କଥା ଟିଏ ମିଶ୍ର ସାର ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ

  • @bikramkhatua6743
    @bikramkhatua6743 Жыл бұрын

    ବହୁତ୍ ସୁନ୍ଦର ଉପସ୍ଥାପନା ଆ ହା ବଢିଆ ବଢିଆ ❤❤❤❤❤❤❤

  • @rozalin91
    @rozalin91 Жыл бұрын

    Khub Sundar! laxminarayanaya namah🙏

  • @SumitKumarswain123
    @SumitKumarswain1235 күн бұрын

    ଏହା ଶୁଣି ଅତ୍ୟନ୍ତ ଖୁସି ଅନୁଭବ ହେଲା ।ଆଉ ଗର୍ବ ଲାଗୁଛି ଆମ ଓଡ଼ିଆ ମାଟିରେ ଜଗନ୍ନାଥ ମାଟିରେ ଜନ୍ମ ନେଇଛି। ବହୁତ୍ ସୁନ୍ଦର୍ ଆମ ଜଗା ର ସବୁ ଯାତ୍ରା।❤ଜୟ ଜଗନ୍ନାଥ ❤️🙏⭕❗⭕

  • @bharatsahoo9195
    @bharatsahoo91959 ай бұрын

    ହେ ପ୍ରଭୁ ଏ ଅଧମ ପାଞ୍ଚ ଥର ଶୁଣି ଲିଣି ତଥାପି ମୋ ମନ ଶାନ୍ତି ହେଉନି କି ସୁନ୍ଦର ପ୍ରଭୁ ଙ୍କର କଳି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @user-bc5tw2ue5x
    @user-bc5tw2ue5x Жыл бұрын

    ଅତି ସୁନ୍ଦର ଭାବରେ ଏହାକୁ ଉପସ୍ଥାପନା କରିଛନ୍ତି..... ଅନେକ ଅନେକ ଧନ୍ୟବାଦ 🙏

  • @susantakumarsahoo9052
    @susantakumarsahoo90522 ай бұрын

    ଆପଣଙ୍କ ମୁଖରୁ ସାଆନ୍ତଙ୍କ କଥା ଅମୃତ ବହୁତ ଭଲ ଲାଗୁଛି ଜୟ ଜଗନ୍ନାଥ

  • @user-vq8dv8hy1b
    @user-vq8dv8hy1b17 күн бұрын

    ଆପଣଙ୍କ ସୁନେଇବାର ଜଉ ଶୈଳୀ ବହୁତ ସୁନ୍ଦର ପ୍ରଭୁ ଆଖି ଛଳ ଛଳ ହେଇ ଯାଉଛି ଧନ୍ୟ ତୁମର କହିବାର ଶୈଳୀ ଧନ୍ୟବାଦ୍ 🙏

  • @snigdhamahapatra634
    @snigdhamahapatra634 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🎉🎉

  • @Butterfly143jsb
    @Butterfly143jsb Жыл бұрын

    ବହୁତ୍ ସୁନ୍ଦର୍,,, ଧନ୍ୟବାଦ୍ ଭାଇ ଏତେ ସୁନ୍ଦର ଭାବେ ବର୍ଣ୍ଣନା କରି ଆମ ସମସ୍ତଙ୍କୁ ଶୁଣାଇ ଥିବାରୁ 🙏🙏🙏

  • @Arpita-rv4yn
    @Arpita-rv4yn Жыл бұрын

    ବହୁତ ସୁନ୍ଦର ପୁରୁଣା ଧନ୍ୟବାଦ୍ ଭାଇ ❤❤🙏🙏🙏🙏🙏🙏🙏

  • @baisakhimaharana6524
    @baisakhimaharana6524 Жыл бұрын

    ଜୟ ଜଗନ୍ନାଥ ❤🙏🏻

  • @laxmipriyasatapathy1727
    @laxmipriyasatapathy1727 Жыл бұрын

    ଅତି ସୁନ୍ଦର ଉପସ୍ଥାପନା 🙏ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @paras1prihan
    @paras1prihan2 жыл бұрын

    ହେ ଆଶୁତୋଷ ସାର୍ ଆପଣଙ୍କ ବ୍ୟାଖ୍ୟା ଅତ୍ୟନ୍ତ ଉଚ୍ଚକୋଟୀର , ଶୁଣିକରି ଆଖିରୁ ଆନନ୍ଦଅଶ୍ରୁ ଝରିପଡ଼ିଲା ଜୟ ଜଗନ୍ନାଥ । ଧନ୍ୟ ଆପଣଙ୍କ ଲିଳା

  • @ODISHA365

    @ODISHA365

    2 жыл бұрын

    Thanks Jay Jagannath Share with your family & friends

  • @NiranjanPattnaik-dp4rt

    @NiranjanPattnaik-dp4rt

    6 күн бұрын

    😊

  • @jasminhemantananda964
    @jasminhemantananda964 Жыл бұрын

    ଜୟ ଜୟ ଲକ୍ଷ୍ମୀନାରାୟଣ 😊🙏🙏🙏ବହୁତ ସୁନ୍ଦର ଲାଗିଲା ମନ ସନ୍ତୋଷ ହୋଇଗଲା

  • @sahookartik23
    @sahookartik23 Жыл бұрын

    ଅତି ସୁନ୍ଦର ପରିବେଷଣ । ଜୟ ଜଗନ୍ନାଥ 🙏🏼🙏🏼💐💐

  • @ArunBehera-mo7xt
    @ArunBehera-mo7xt13 күн бұрын

    ଜୟଜଗନ୍ନାଥ ସ୍ଵାମି ନିୟନ ପଥଗାମି ଭବ ତୁମେ ମୋର ଦୁଖହର ହେମୋହାବାହୁ

  • @bharatidhir7454
    @bharatidhir74542 жыл бұрын

    ହେ ମହାପ୍ରଭୁ ମା ଙ୍କ ସହିତ ଏ କି ପ୍ରକାର କରି ର ଲୀଳା ଧନ୍ୟ ପ୍ରଭୁ ଧନ୍ୟ ହୋଇ ଗଲି ଏହାକୁ ଶ୍ରବଣ କରି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @ODISHA365

    @ODISHA365

    2 жыл бұрын

    Thanks Jay Jagannath Share with your family & friends

  • @asishkumarprustyjitu9987
    @asishkumarprustyjitu99872 жыл бұрын

    ବହୁତ ସୁନ୍ଦର ଲାଗିଲା ଡାକ୍ତର ବାବୁ ଜୟ ଜଗନ୍ନାଥ 🙏🌹

  • @rameshmunenkal8997
    @rameshmunenkal8997 Жыл бұрын

    ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ଅପୂର୍ବ ଅଟେ ଆଉ ଆପଣ ଏହାକୁ ବହୁତ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଧନ୍ୟବାଦ୍ ଜୟ ଜଗନ୍ନାଥ❤❤❤❤

  • @user-uq1bw8jp7n
    @user-uq1bw8jp7n13 күн бұрын

    ଜୟ ଜଗନ୍ନାଥ ❤ କେତେ ସୁନ୍ଦର ଆମର ଓଡ଼ିଆ ସଂସ୍କୃତି 🥰 କେତେ ସୁନ୍ଦର ଲାଗୁଛି ଏ ଉପସ୍ଥାପନ ଶୁଣିବା ପାଇଁ ମନ ଆନନ୍ଦରେ ଭାରି ଯାଉଛି 🙏

  • @padmajasatpathy6364
    @padmajasatpathy6364 Жыл бұрын

    Sir ଖୁବ୍ ହୃଦୟସ୍ପର୍ଶୀ ବର୍ଣ୍ଣନା। ଯିଏ ଶୁଣିଲେ ବି ଯେତେ ନାସ୍ତିକ ହୋଇଥିଲେ ମଧ୍ୟ ଭକ୍ତି ଆସିବ ନିଶ୍ଚୟ।

  • @sureskumarsahoo5519
    @sureskumarsahoo55192 жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଜୟ ମା ଲକ୍ଷ୍ମୀ 🙏🙏🙏🙏

  • @Sanjeeb5077
    @Sanjeeb5077 Жыл бұрын

    କେତେ ସୁନ୍ଦର ଆମ ଓଡ଼ିଆ ସଂସ୍କୃତି 🙏 ଜୟ ଶ୍ରୀ ଜଗନ୍ନାଥ ⭕❗⭕

  • @snigdhamahapatra634
    @snigdhamahapatra634 Жыл бұрын

    ଜୟ ଜଗନ୍ନାଥ ଜୟ ମା ମହାଲକ୍ଷ୍ମୀ 🎉🎉

  • @amitkumarrout4633
    @amitkumarrout4633 Жыл бұрын

    🙏ଜୟ ଜଗନ୍ନାଥ 🙏 ଅତି ସୁନ୍ଦର ଉପସ୍ଥପନା, ହୃଦୟ ସ୍ପର୍ଷୀ ଆପଣଙ୍କ କଣ୍ଠ ସ୍ବର, ବହୁତ୍ ବଢିଆ ବ୍ୟାଖ୍ୟା କରିଛନ୍ତି ଆପଣ।

  • @sumantakumarpradhan2319
    @sumantakumarpradhan23192 жыл бұрын

    Wow... ସୁନ୍ଦର ଓ ଚମତ୍କାର ବ୍ୟାଖ୍ୟାନ.! 🙏 ଜୟ ଜଗନ୍ନାଥ

  • @ODISHA365

    @ODISHA365

    2 жыл бұрын

    Thanks Jay Jagannath Share with your family & friends

  • @raghunathpanda9469
    @raghunathpanda9469 Жыл бұрын

    ଓମ୍ ଲକ୍ଷ୍ମୀନାରାୟଣାଭ୍ଯାଂ ନମୋନମଃ। 🙏🙏💐

  • @manojapalai7512
    @manojapalai7512 Жыл бұрын

    ଜୟ ମା' ମହାଲକ୍ଷ୍ମୀ.ଶ୍ରୀ ଜଗନ୍ନାଥ....କଥାକାରଙ୍କର ଅଶେଷ ମଙ୍ଗଳ ହେଉ....ବାସ୍ତବରେ ମୋ ଜୀବନ ସହ ଏହି କଥାଟି ସମ୍ପୂର୍ଣ୍ଣ ସମତୂଲ୍ଯ ହେଉଅଛି....ହୃଦୟ ଭରିଗଲା❤.

  • @sunilnath3572
    @sunilnath3572 Жыл бұрын

    🙏❤️🙏 ଆଶୁତୋଷ ଭାଇ ଙ୍କ ଉପରେ ମହାପ୍ରଭୁ ଙ୍କ କୃପା ସଦାସର୍ବଦା ରହିଥାଉ 🙏❤️🙏

  • @awcbargaon-2aww634

    @awcbargaon-2aww634

    Жыл бұрын

    Prabhu nka ehi ratha Yatra praman kare j Prabhu bhakta vatsala .......Jay Jagannath 🙏🙏🙏🙏🙏🙏Swami Nayan patha gami

  • @chandanbarikchandu2540
    @chandanbarikchandu2540 Жыл бұрын

    ଏ କଥା କୁ ଯେତେ ଶୁଣିଲେ ବି ଆହୁରି ଇଚ୍ଛା ହେଉଛି ଶୁଣିବାକୁ ,ମୁଁ ଦୁଇ ଥର ଶୁଣି ସାରିଲିଣି ତଥାପି ମନ ଭରୀ ନାହିଁ 🙏💓ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏💓

  • @ashishsahu7388

    @ashishsahu7388

    Жыл бұрын

    Right

  • @happylucky6461

    @happylucky6461

    Жыл бұрын

    Right

  • @jagannathkrupa9310

    @jagannathkrupa9310

    Жыл бұрын

    hmm

  • @mamunicreation1445

    @mamunicreation1445

    2 ай бұрын

    Right. Kebala Asutosh Bhai nka pai tanka kantha re e katha Ananda dauchi

  • @ShreeDeviExpress
    @ShreeDeviExpress Жыл бұрын

    ବହୁତ ସୁନ୍ଦର ଲାଗିଲା,ଆତ୍ମା ଶାନ୍ତି ହୋଇଗଲା ❤❤❤

  • @sarojinidas7614
    @sarojinidas7614 Жыл бұрын

    ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏 ଜୟ ମାଆ ମହାଲକ୍ଷ୍ମୀ 🙏🙏🙏 ବହୁତ ଭଲଲାଗିଲା । ଜୀବନ ଧନ୍ୟ ହେଇଗଲା। ଆପଣଙ୍କୁ ଧନ୍ୟବାଦ 🙏

  • @birakishorenayak1690
    @birakishorenayak1690 Жыл бұрын

    ଜଗତ ଠାକୁର ଓ ଜଗତ ଜନନୀଙ୍କର ଏ କଳି ଶୁଣି ମୋ କର୍ଣ୍ଣ ପଵିତ୍ର ହୋଇଗଲା,ଜନମ ଜୀବନ ମୋର ଧନ୍ୟ ହୋଇଗଲା । ଜୟ ଜଗନ୍ନାଥ ସ୍ୱାମୀ🙏

  • @gungunpatra3024

    @gungunpatra3024

    Жыл бұрын

    QaP😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

  • @pritamlenkayt5916

    @pritamlenkayt5916

    Жыл бұрын

    JaiJagannath

  • @Priyan_shee

    @Priyan_shee

    Жыл бұрын

    ​@@gungunpatra3024ok .koo

  • @Priyan_shee

    @Priyan_shee

    Жыл бұрын

    Ooooolll😅o😅😅o😅olooooooooo

  • @harisahoo8383

    @harisahoo8383

    8 ай бұрын

    ​@@Priyan_shee17:05 17:07 😮

  • @NiveditaM
    @NiveditaM Жыл бұрын

    ବଢିଆ ଉପସ୍ଥାପନା 👏👏👏👏🙏ଜୟ ଜଗନ୍ନାଥ

  • @dayanidhimishra2145
    @dayanidhimishra2145 Жыл бұрын

    🙏🌹Jay Jagannath prabhu🙏🌹 🌹🙏Jay Maa Mahalaxmi devi 🙏🌹

  • @popshumor4193
    @popshumor4193 Жыл бұрын

    ବାଃ ବାଃ କେତେ ସୁମଧୁର, ସୁଖକର ଓ ସୁନ୍ଦର ବାଣୀ...... ବହୁତ୍ ସୁନ୍ଦର କହିବା ଶୈଳୀ........ ଜୟ ମା ମହାଲକ୍ଷ୍ମୀ, ଜୟ ଜଗନ୍ନାଥ....🙏🙏🙏🙏

  • @jpbgaming2928

    @jpbgaming2928

    Жыл бұрын

    Odia0alà😢😢

  • @pravakarparida3042
    @pravakarparida30422 жыл бұрын

    ପ୍ରଣାମ ସ୍ୱାମୀଜୀ, ବହୁତ ଆକର୍ଷଣୀୟ,ବହୁତ ଭଲ ଲାଗିଲା, ଜୟ ଶ୍ରୀ ଜଗନ୍ନାଥ

  • @kdlover7363
    @kdlover7363 Жыл бұрын

    ଜୟ ଜଗନ୍ନାଥ 🙏🙏🙏🙏🙏

  • @gitanjalitripathy5389
    @gitanjalitripathy5389 Жыл бұрын

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏତିକି କରୁଣା ହେଉ, ତୁମନାମ ଚିନ୍ତି ତୁମ ନାମ ଗାଇ ମୋଜୀବନ ଚାଲିଯାଉ 🙏🙏

  • @singraimurmu4103
    @singraimurmu4103 Жыл бұрын

    💗🙏 Jay Jagannath 🙏💗ଆହୀ,କି ଆନନ୍ଦ 😊 ଅତି ସୁନ୍ଦର, ହୃଦୟ ସ୍ପର୍ଶୀ 👌💞👌 ଅଶେଷ ଅଶେଷ ଧନ୍ୟବାଦ୍ ଡ.ମିଶ୍ର ଜୀ 👏😇👏

  • @Sashirekhajena9658
    @Sashirekhajena9658 Жыл бұрын

    ଆତ୍ମା ସନ୍ତୋଷ ହେଇଗଲା ପ୍ରଭୁ କୃପା କର⭕❗⭕🙏 ଜୟ ଜଗନ୍ନାଥ

  • @neetubisoi2276
    @neetubisoi2276 Жыл бұрын

    ଜୟ ଜଗନ୍ନାଥ ମହା ପ୍ରଭୁ ଙ୍କ ଲୀଳା ହିଁ ପୁରା ଅଲଗା 😍🙏🥰😇

  • @sitalsomya7384
    @sitalsomya7384 Жыл бұрын

    ମନ ଖୁସି ହେଇଯାଉଛି ଡ ମିଶ୍ର ଙ୍କ କଥା ଶୁଣି ବାସ୍ତବ ରେ ଲୀଳାମୟ ଙ୍କର କି ଲୀଳା ଜୟ ଜଗନ୍ନାଥ❤

  • @stylishboy568

    @stylishboy568

    Жыл бұрын

    😮😅😮😮😮😮😮😮😮😮😮😮😮😅😊

  • @gitanjalichand8947
    @gitanjalichand89474 ай бұрын

    ମୋ ପରି ଗୋଟେ ପା ପିର କର୍ଣ୍ଣ ପବିତ୍ର ହେଇଗଲା ପ୍ରଭୁ ତୁମ କଳି ଶୁଣି ପ୍ରଭୁ, ସାର ଙ୍କର ଉପସ୍ଥାପନା କଣ କହିବି ଭାଷା ନାହିଁ ପ୍ରଭୁ କୃପା କର ପ୍ରଭୁ 🙏🏻🙏🏻🙏🏻🙏🏻

  • @rutuparna-priyadarshini446
    @rutuparna-priyadarshini4462 жыл бұрын

    ବହୁତ୍ ସୁନ୍ଦର.. 🙏ଜୟ ଜଗନ୍ନାଥ ବଳଭଦ୍ର ଭାଇ ସୁଭଦ୍ରା ମା ଲକ୍ଷ୍ମୀ ମା 🙏

  • @ODISHA365

    @ODISHA365

    2 жыл бұрын

    Thanks Jay Jagannath Share with your family & friends

  • @basantideikhordhaarunima
    @basantideikhordhaarunima Жыл бұрын

    ଜଗତଠାକୁର ଓ ମାଆ ଠାକୁରାଣୀ ଙ୍କ ମାନବୀୟ ଦାମ୍ପତ୍ୟ କଳହ କୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିବାର ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଭାବଗର୍ଭକ ହୋଇଛି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସର୍ବଦା ଆପଣଙ୍କ ସାଥିରେ ରହିଥାଉ।ଜୟ ଜଗନ୍ନାଥ 🙏🙏💐💐

  • @MunaBhai-qh9fl
    @MunaBhai-qh9fl Жыл бұрын

    ଜୟ ଜଗନ୍ନାଥ ସ୍ବାମୀ ମାତା ମହା ଲକ୍ଷ୍ମୀ ନାରାୟଣ ଭେଟ 🙌🌺🙏🙏🏼

  • @naraharisethi6423
    @naraharisethi6423 Жыл бұрын

    Jai Jagannath Swami🕉❤ 🙏🙏🙏

  • @samarkumarharichandan5378
    @samarkumarharichandan53782 жыл бұрын

    ଆଶୁତୋଷ ବାବୁଙ୍କ ବର୍ଣ୍ଣନା ଶୈଳି ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ହୃଦୟସ୍ପର୍ଶୀ 🌻🙏🏼🌺

  • @durgamadhabpanda281

    @durgamadhabpanda281

    2 жыл бұрын

    Manibaku padiba bhai

  • @snehalatanayak9580

    @snehalatanayak9580

    Жыл бұрын

    💕💕💕

  • @sasadharanayak2318
    @sasadharanayak2318 Жыл бұрын

    Jay Jagannath Swami nayan patha gami bhava tume 🙏

  • @user-qm7bw5tl8r
    @user-qm7bw5tl8r Жыл бұрын

    Mo Prabhu jagannath nka ra jay ❤❤❤ my love jagakalia 🌹💐

  • @chhandachhatrapal88
    @chhandachhatrapal88 Жыл бұрын

    Ate Prema ate bhaba ate bhakti rasare pari Purna amruta Maya katha pratham thara suni aanandare aakhi ru luha roki parilini 🙏🙏🙏 Jaya jagannath Jaya ma lakhmi

  • @miss_rupali8390
    @miss_rupali8390 Жыл бұрын

    Jay Jagannath Swami Nayana patha gami 🙏 bhava tume 🙏🙏🙏🙏🥰🥰🥰🥰🥰 jay Jagannath 🙏🙏🙏

  • @rubinalenka1394
    @rubinalenka1394 Жыл бұрын

    ଜୟ ଶ୍ରୀ ଜଗନ୍ନାଥ 🙌🙏 ବହୁତ ସୁନ୍ଦର ବ୍ୟାଖ୍ୟା କରିଛନ୍ତି, ଆପଣଙ୍କୁ ବହୁତ ଧନ୍ୟବାଦ 😊 ମହାପ୍ରଭୁ ଆପଣଙ୍କୁ ଖୁସିରେ ରଖନ୍ତୁ ✨🙏

  • @aswinisamal7618
    @aswinisamal7618 Жыл бұрын

    ମନ ଆତ୍ମା ଶାନ୍ତି ହୋଇଗଲା. ଆମ ଓଡ଼ିଆ ପରମ୍ପରା କୁ ଆମେ ସଂମାନ କରିବା 🙏ଜୟ ଜଗନ୍ନାଥ 🙏

  • @Life_with_Utkalika
    @Life_with_Utkalika Жыл бұрын

    Pura sata Swami stri jhagada re jaha sabu hue kete Sundar rupe bujheile...mana trupta heigala❤️😍 Jay Jagannath 🙏 Jay maa Laxmi 🙏

  • @pradhanpunam9322
    @pradhanpunam9322 Жыл бұрын

    ଏ କଥା ଶୁଣିଲେ ମନ ଦୁଃଖ ଥିଲେ ବି ଶାନ୍ତି ହୋଇଯାଏ ଜୟ ଜଗନ୍ନାଥ

  • @birakishorenayak1690
    @birakishorenayak1690 Жыл бұрын

    ଅତିସୁନ୍ଦର କଥାମୃତ, ସୁନ୍ଦର ସଂସ୍କାର । ମନମୁଗ୍ଧକର ଉପସ୍ଥାପନା ।ଜୟ ଶ୍ରୀଜଗନ୍ନାଥ 🙏🙏🙏

  • @dsp123s.m.garanayk3

    @dsp123s.m.garanayk3

    Жыл бұрын

    P po

  • @prafullakumarpatel6167

    @prafullakumarpatel6167

    Жыл бұрын

    🎉

  • @susamapatel1085

    @susamapatel1085

    12 күн бұрын

    Jay Jagannath,Jay Maa Mahalakshmi.

  • @biswajitgiri6976
    @biswajitgiri6976 Жыл бұрын

    ଅତି ସୁନ୍ଦର ❤️

  • @mromm-lt7nw
    @mromm-lt7nw3 күн бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤❤❤❤❤❤

  • @satyabhamabehera768
    @satyabhamabehera768 Жыл бұрын

    Babu tumar kahiba saili ati sundar ❤❤❤❤❤❤❤.Jay Jagarnath Jay Maa Laxmi.🎉🎉🎉🎉❤❤❤❤.

  • @binodhbag5475
    @binodhbag5475 Жыл бұрын

    ଜୟ ଜଗନ୍ନାଥ ମହା ପ୍ରଭୁ ମୋ ମଣିମା ଚରଣ କମଳେ କୋଟି କୋଟି ପ୍ରଣାମ ପ୍ରଭୁ 🙏😔😔❤️😔🙏❤️❤️🙏🙏

  • @RiderBhai47_An_UNIMPORTANT_Guy
    @RiderBhai47_An_UNIMPORTANT_Guy Жыл бұрын

    Jay JAGANNATH... 🚩

  • @abhisek____abhi2212
    @abhisek____abhi2212 Жыл бұрын

    Nistarili prabhu Nistarili 😢😢❤❤

  • @nandinidas9718

    @nandinidas9718

    Жыл бұрын

    Kete sundar katha

  • @dasrina5095
    @dasrina5095 Жыл бұрын

    ଜୟ ଜଗନ୍ନାଥ 🙏🙏🙏 ଏତେ ସୁନ୍ଦର କଥା ବଢିଆ ଲାଗିଲା ଶୁଣିକି

  • @DaktarTiu-jw8sv
    @DaktarTiu-jw8sv Жыл бұрын

    Jay Jagannath 👋 👋👋

  • @budhadebmohanta5937
    @budhadebmohanta59373 күн бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ

  • @ManjulataPadhi-dc6yu
    @ManjulataPadhi-dc6yuАй бұрын

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ତମକୁ କୋଟି କୋଟି ପ୍ରଣାମ 🙏🙏❤️❤️ ସଂସାର ସୁଖୀ କର ଜଗତ କଲ୍ୟାଣ କର ପ୍ରଭୁ 🙏🙏🙏🙏🙏

  • @dashingarazu4760
    @dashingarazu47602 жыл бұрын

    ଅତି ସୁନ୍ଦର ଉପସ୍ଥାପନା❤️ ଅତ୍ୟନ୍ତ ହୃଦୟ ସ୍ପର୍ଶୀ, ମର୍ମସ୍ପର୍ଶୀ ବାଖ୍ୟାନ 🙏 ପ୍ରଭୁ ଲକ୍ଷ୍ମୀକାନ୍ତ୍ର,କମଳା ପତି ଆପଣଙ୍କ ଶ୍ରୀଚରଣାରବିନ୍ଦର ଅଶେଷ ପ୍ରଣାମ🙏

  • @ODISHA365

    @ODISHA365

    2 жыл бұрын

    Thanks Jay Jagannath Share with your family & friends

  • @subhampanda8224
    @subhampanda8224 Жыл бұрын

    ଜୟ ଜଗନ୍ନାଥ ସ୍ୱାମୀ ନମୋ ନମଃ ମହାପ୍ରଭୁ 🙏

  • @bipinbiswal7971
    @bipinbiswal7971 Жыл бұрын

    Jay jaga jagannatha swami❤❤❤❤❤❤❤❤❤❤❤❤

  • @sukanyapanda2345
    @sukanyapanda2345 Жыл бұрын

    ବହୁତ ସୁନ୍ଦର କଥା ❤❤😊Jay jagannath, Jay maa laxmi❤

  • @laxmipriyamohapatra9237
    @laxmipriyamohapatra9237 Жыл бұрын

    ହୃଦୟସ୍ପର୍ଶୀ କଥା। କାନ ଆଜି ପବିତ୍ର ହେଇଗଲା 🙏🙏 ଜୟ ଜଗନ୍ନାଥ 🙏🙏

  • @anjalipradhan5874
    @anjalipradhan5874 Жыл бұрын

    Jay jagannath 🙏🙏 Ma lakhmi thakurani 🙏🙏🌹🌹

  • @kumarmaku6267
    @kumarmaku6267 Жыл бұрын

    ଜୟ ଜଗନ୍ନାଥ 🙏❤️

  • @charulatadevi4030
    @charulatadevi4030 Жыл бұрын

    ବହୁତ୍ ବଢିଆ ଉପସ୍ଥାପନ ଜୟ ଜଗନ୍ନାଥ 🙏

  • @bijayanandasatpathy4873
    @bijayanandasatpathy48732 жыл бұрын

    🙏🏻🌼🙏🏻।। ଜୟ ମାପ୍ରଭୁ ।।🙏🏻🌼🙏🏻

  • @sapnagond-iq2qt
    @sapnagond-iq2qt Жыл бұрын

    Jay Jagannath 🙏🏵️🙏

  • @RajibItishree143
    @RajibItishree14315 сағат бұрын

    ବହୁତ ସୁଦଂର ଲାଗିଲା ହେି କଳି ସୁଣି🙏 ମହାପ୍ରଭୁ ଓ ମା କଂର🥰 ମୋ ଫୁଲେଇ ଟା ବି ଠିକ୍ ଏମିତି😘

  • @golapdandasena715
    @golapdandasena715 Жыл бұрын

    ସୁନ୍ଦର ଉପସ୍ଥାପନା ଜଗନ୍ନାଥ🙏🙏🙏

  • @pabitradash8651
    @pabitradash86512 жыл бұрын

    ବହୁତ ସୁନ୍ଦର ଉପସ୍ଥାପନ, ଜୟ ଜଗନ୍ନାଥ ।

  • @sunilnath3572
    @sunilnath3572 Жыл бұрын

    🙏❤️🙏 ଜୟ ମା ଅର୍ଣ୍ଣପୂର୍ଣ୍ଣା ଶ୍ରୀହରିପ୍ରିୟା ଙ୍କର ଜୟ ହେଉ 🙏❤️🙏

  • @LeviAckerman-rl3pc

    @LeviAckerman-rl3pc

    Жыл бұрын

    Jai Jagannat 🙏🙏🙏 Jai maa laxmi 🙏🙏🙏

  • @bharatimohanty4765

    @bharatimohanty4765

    Жыл бұрын

    Jay Jagannath 🙏🙏 Jay maa Laxmi 🙏🙏

  • @bharatimohanty4765

    @bharatimohanty4765

    Жыл бұрын

    Jay Jagannath 🙏🙏

  • @Sagarkumar-ei9ox
    @Sagarkumar-ei9ox2 күн бұрын

    ଅତ୍ୟନ୍ତ ସୁନ୍ଦର ଓ ହୃଦୟ୍ପର୍ଶି ଉପ୍ଥାପନା ❤। ଜୟ ଲକ୍ଷ୍ମୀ ନାରାୟଣ 🙏💞।

  • @user-zx8uz1co4h
    @user-zx8uz1co4hКүн бұрын

    ଏତେ ସୁନ୍ଦର ତୁମ ର ଗାଥା ମିଠା ପରି ଲାଗୁଚି ଜୟ ଜୟ ଜୟ

  • @aadhikari7615
    @aadhikari76152 жыл бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଆଶୁତୋଷ ଭାଇ 🙏ଆପଣଙ୍କର ପ୍ରେତ୍ୟକଟି ବାଣୀ ଅତି ସୁନ୍ଦର🙏ଲକ୍ଷ୍ମୀ ନାରାୟଣ କଳି ଆଗରୁ ମୁ ଆପଣଙ୍କର ଆଉ କେତୋଟି କାହାଣୀ ପ୍ରଭୁଙ୍କ ବିଷୟରେ ଶୁଣିଛି। ଆଜି ମଧ୍ଯ ନିଳାଦ୍ରୀ ବିଜେର ସିଧା ପ୍ରସାରଣ ବେଳେ ସମ୍ପୂର୍ଣ୍ଣ ଶୁଣିଛି। ଆପଣଙ୍କ ବାଣୀ ବହୁତ ହ୍ରୁଦୟ ସ୍ପର୍ଶୀ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @ODISHA365

    @ODISHA365

    2 жыл бұрын

    Thanks Jay Jagannath Share with your family & friends

  • @iswarbiswal3556

    @iswarbiswal3556

    Жыл бұрын

  • @iswarbiswal3556

    @iswarbiswal3556

    Жыл бұрын

    00

  • @iswarbiswal3556

    @iswarbiswal3556

    Жыл бұрын

    ⁰ĺ⁸

  • @patitakumarchoudhury9855
    @patitakumarchoudhury9855 Жыл бұрын

    ❤🙏ଜୟ ଜଗନ୍ନାଥ 🙏❤ 🙏❤ବହୁତ ସୁନ୍ଦର ବ୍ୟାଖ୍ୟା ❤🙏

  • @gourisarkar6008
    @gourisarkar6008 Жыл бұрын

    Khub sundor 🙏🏻🙏🏻🙏🏻Joy Shree Jagannath 🙏🏻 Joy Maa Lakhmi Thakurani🙏🏻🙏🏻🙏🏻

  • @riniswain438
    @riniswain438 Жыл бұрын

    Jay Jagannath 🙏🏻❤️🙏🏻

Келесі