ପୁରୀରେ ସେବାୟତଙ୍କ ବେଶ ଧରି ସୁନା ଚେନ୍, ମୋବାଇଲ ଲୁଟୁଛନ୍ତି ଚୋର | Nandighosha TV

#puri #loot #RathaYatra #NandighoshaTV
ପୁରୀରେ ମାତିଛନ୍ତି ଚୋର। ସେବାୟତଙ୍କ ବେଶ ଧରି ଚୋରି କରୁଛନ୍ତି ଚୋର। ଭିଡ଼ର ଫାଇଦା ଉଠାଇ ଭକ୍ତଙ୍କ ଠାରୁ ସୁନା ଚେନ୍, ମୋବାଇଲକୁ ଚୋରି କରି ଚମ୍ଫଟ ମାରୁଛନ୍ତି ଚୋର । ଏମିତି ଅଭିଯୋଗ ଆସିଛି ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZread: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 182

  • @pradeepofficial198
    @pradeepofficial19813 күн бұрын

    ପୁରୀ ସେବାୟତ ମାନେ ହି ଲୁଟୁଛନ୍ତି ......

  • @HaraprasadRana-fm1uu

    @HaraprasadRana-fm1uu

    11 күн бұрын

    Jogi Adityanath UP ସରକାର ଭଳି ଆକ୍ସନ ନିଆଯାଇ ନ ହେଲେ ଓଡ଼ିଆ ରେ BJP ସରକାର ପାୱାର ଥାଇ ମଧ୍ୟ କିଛି ଲାଭ ନାହିଁ

  • @Sonu.pratihari720

    @Sonu.pratihari720

    11 күн бұрын

    Tamaku gandi maru chanti

  • @ashutoshpratihari5756

    @ashutoshpratihari5756

    9 күн бұрын

    To nani ki geichnti se

  • @santoshkumarpanda9968

    @santoshkumarpanda9968

    9 күн бұрын

    ​@@HaraprasadRana-fm1uuha ba 😂😂😂😂

  • @santoshkumarpanda9968

    @santoshkumarpanda9968

    9 күн бұрын

    ​@@HaraprasadRana-fm1uuup re bodhe chori hauni😂😂😂

  • @harikrupameher3660
    @harikrupameher366011 күн бұрын

    ଆହା ଏ କି ଜଗନ୍ନାଥଙ୍କ ପ୍ରଭୁଙ୍କ ଲୀଳା,ଜଗନ୍ନାଥ ପ୍ରଭୁ ତମେ ଚୋର ବେଶରେ ଆଶିକି ଭକ୍ତଙ୍କୁ ଦର୍ଶନ ଦେଇକି ଯାଉଛ

  • @sidasoren1172
    @sidasoren117212 күн бұрын

    ପୁରୀ ରଥଯାତ୍ରା ରେ ହଜାର ହଜାର ଫୋନ୍,ଚେନ୍, ପର୍ଷ, ଟଙ୍କା ଇତ୍ୟାଦି ଚୋର ହେଉଛି ସବୁ ବର୍ଷ ✊✊

  • @Viralwatcher24

    @Viralwatcher24

    11 күн бұрын

    ଜଗନ୍ନାଥ ରାଜ୍ୟରେ ଚୋରି କାହାକୁ କହିବି ଛି ଛି?

  • @bhajanmusic22
    @bhajanmusic2210 күн бұрын

    ମତେ ଲାଗୁଛି ପଣ୍ଡା ମାନଙ୍କ ବେକରେ ଯୋ ସୁନା ମାଳ ଝୁଲୁଛି... ସେ ଗୁଡାକ ରତ୍ନଭଣ୍ଡାର ର ନୁହେଁ ତ 🙏 ଜୟ ଜଗନ୍ନାଥ 🙏

  • @jyotiprakashsingh1174

    @jyotiprakashsingh1174

    9 күн бұрын

    👍

  • @suchentakri9223
    @suchentakri92238 күн бұрын

    ବହୁତ ବଢିଆ 👍👍👍👍

  • @Tukunavlogsbdk
    @Tukunavlogsbdk11 күн бұрын

    ମୁଁ ଏଥର ଚଢ଼ିରେ ଗୋଟେ ପକେଟ କରିବି

  • @laxmidharmirror5500
    @laxmidharmirror550013 күн бұрын

    ଆରେ ସେ ଡ୍ରୋନ camera ଟା ପରା ଲାଗିଚି ସେଥିରୁ ଚୋର କଣ ଧରା ପଡୁନି

  • @bhagabatsoren249

    @bhagabatsoren249

    11 күн бұрын

    ଡ୍ରନ କ୍ୟାମରା ଠେଲା ପେଲା ଚିପାଚିପି ଦେଖୁଥିଲା 😂

  • @RoyalGM-P0987

    @RoyalGM-P0987

    11 күн бұрын

    😂😂😂​@@bhagabatsoren249

  • @ranjitkumarbehera5746
    @ranjitkumarbehera574613 күн бұрын

    ଭଗବାନ କୁ ବି ଡର ନାଇଁ

  • @Trekkrider
    @Trekkrider13 күн бұрын

    ସେବାୟତ ମାନେ ହେଲା ଅସଲି ଚୋର

  • @Tukunavlogsbdk
    @Tukunavlogsbdk11 күн бұрын

    ଏମାନେ ଅଣ ଓଡିଆ ବାଙ୍ଗାଲାଦେଶି

  • @user-zx8uz1co4h
    @user-zx8uz1co4h11 күн бұрын

    ପୁରୀ ସେବାୟତ ମାନେ ଦାଦାଗିରି କରନ୍ତି ଭାରି କଟୁ ବାକ୍ୟ କୁହନ୍ତି ଗାଳି କରନ୍ତି ଧର୍ମ ସହିଲେ ହେଲା

  • @PRAMODBEHERA-il2mr
    @PRAMODBEHERA-il2mr13 күн бұрын

    Jaha heu, sei maane hi odisha ra asmita .... 😅

  • @baralcreations4636
    @baralcreations463613 күн бұрын

    For own careless

  • @ramkrishnsaraka163
    @ramkrishnsaraka16311 күн бұрын

    ସେମାନେ ସେବାୟତ ହିଁ ଚର

  • @PradiptaDas-sy4jn
    @PradiptaDas-sy4jn13 күн бұрын

    ଆଗରୁ ଏମିତି ହୁଏନି ଏଵେ କାଇ ଏତେ ଚୋରି ହେଉଛି ଶିଶିଟିଭି ଚେକିଗି କରାଜାଉ

  • @Foodrecipes054
    @Foodrecipes05411 күн бұрын

    Ete bada aghatana hela au apana mantri mahasaya kahile eha kichhi nuhe eha mahabahu nka nila ete bada aghatana ama mauda mani ani bada thakura padi gale au ama mahabahu nka akhire luha kete khusire ghosa jatara ku asithile bada thakura padi gale sara dunia kanduchhi samasta nka akhire luha mahabahu nka akhire luha Jay jagannath 🙏🏻😭😭😭😭😭😭😭😭😭😭

  • @chanduramhembram2025
    @chanduramhembram20257 күн бұрын

    ଆଗରୁ ଏମିତି ହେଇନଥିଲା ଏବେ ପରିବର୍ତ୍ତନ ହେଉଛି

  • @ganeshpathy431
    @ganeshpathy43112 күн бұрын

    ସେବାୟତ ମାନେ ଚୋରାଇବେ। ଏଥିରେ ସରକାର କଣ କରିବେ।

  • @manuputul1395
    @manuputul139513 күн бұрын

    ମୁଁ ବି same experience karichi, Srimandir bhitare ଜଗନ୍ନାଥ ଙ୍କୁ ଦର୍ଶନ କଲାବେଳେ ମୋ ପର୍ସ ru ଟଙ୍କା and bus ticket ଚୋରି କରି ନେଇଯାଇଥିଲେ

  • @user-pt9qe5tf8v

    @user-pt9qe5tf8v

    11 күн бұрын

    Au tame janipalani kichi

  • @manuputul1395

    @manuputul1395

    10 күн бұрын

    @@user-pt9qe5tf8v ଜାଣି ପାରିଲି ଗର୍ଭଗୃହ ru ବାହାରିଲା ପରେ । ସେବେଠୁ mu sling bags ye bhalia ଗହଳି ଜାଗା ku neyiki jayuni ଅନ୍ଧ ଥରେ ବାଡ଼ି hajeyiba

  • @SantoshkumarBehera-mw3vq
    @SantoshkumarBehera-mw3vq11 күн бұрын

    Mera odisha, jai jagannath

  • @user-lm6hj4yj7k
    @user-lm6hj4yj7k13 күн бұрын

    ଆଗକୁ ଆଉରି କ'ଣ କ'ଣ ହେବ ଦେଖ

  • @SamyakSanyasi

    @SamyakSanyasi

    11 күн бұрын

    😂😂😂😂😂😂

  • @biswajitchoudhury7599
    @biswajitchoudhury759913 күн бұрын

    Bhai bhauni nku mora gote request puri rathayatra kimba anya mela ku jauthile kebe gold ornaments pindhi jantu nahi...

  • @jagasahu801
    @jagasahu80111 күн бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ🙏🙏

  • @swadhinmaharana5989
    @swadhinmaharana59899 күн бұрын

    ଲଜ୍ଜା ଜନକ ଖବର ଯେଉଁଥିରେ କି ଏତେ ମାତ୍ରାରେ ବୃଦ୍ଧି ପାଇଛି ଚୋରି ଆମର ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଆସୁଥିବା ବେଳେ ଏ ଗୋଟିଏ ଚ୍ୟାନେଲ ଯିଏକି ଓଡିଶାର ବିଭିନ୍ନ ସ୍ଥାନରେ ଲୁଟି ଥିବା ବଡ଼ ଚୋର ମାନଙ୍କର ନାମ କରଣ ରୁ ବହୁତ ଦୂରରେ ରହୁଛି

  • @rajashreejena7185
    @rajashreejena718512 күн бұрын

    Good good good nd 👏👏👏, because ,ଚୋର ମାନଙ୍କୁ ଜଗନ୍ନାଥ ଙ୍କ ସମର୍ଥନ। ........

  • @srikantapradhan9758
    @srikantapradhan975810 күн бұрын

    ପୁରୀ ରେ ବଡ଼ ଚୋର ଅଛନ୍ତି,ସାବଧାନ

  • @sarathinag2190
    @sarathinag219011 күн бұрын

    ଭଗବାନ ଙ୍କ ନାରେ ସବୁ ଚୋର .......... 🚩 ଜେ ଶ୍ରୀ ରାମ 🚩

  • @abhinandansutar197
    @abhinandansutar19711 күн бұрын

    ନିଜ ଜିନିଷ ନିଜ ଦାୟିତ୍ୱ ରେ ରଖନ୍ତୁ

  • @k.c.dgamerparamguru5357
    @k.c.dgamerparamguru53578 күн бұрын

    Tate jouthi dekhibi nandighosh Bala mandira pakhare sedina pacharibi tate head line superb

  • @susantatandia4539
    @susantatandia453910 күн бұрын

    ଚୋର ମାନେ ଭଲ ଭାବେ ଜାଣିଛନ୍ତି ଭଗବାନ ନାହିଁ

  • @sakarsansarafsankar9235
    @sakarsansarafsankar923510 күн бұрын

    ପୁରୀ ରଥଯାତ୍ରା ସମୟରେ ମୋବାଇଲ୍ ସୁନା ଗହଣା ପାଇସା ଲୁଟନ୍ତି

  • @bhagyadharanayak
    @bhagyadharanayak5 күн бұрын

    ଲୁଟେରା ମାତିଛନ୍ତି. ହୁସିଆର

  • @prafullakumarsamal5399
    @prafullakumarsamal539910 күн бұрын

    ଏଇ ଠେସବୁ ଚୋରି ହେବ ଜଗନାଥ ନାହିଁ

  • @Viralwatcher24
    @Viralwatcher2411 күн бұрын

    ଜଗନ୍ନାତ ରଖ୍ୟ କରିବେ ଆପେକ୍ଷ୍ୟା କରନ୍ତୁ

  • @ganeshpathy431
    @ganeshpathy43112 күн бұрын

    ମନ୍ଦିର ଭିତରେ ସି ସି ଟିଭି ଲାଗିଲେ କିଏ ଚୋରି କରୁଛି ଜଣା ପଡିବ

  • @mamineekarjee842

    @mamineekarjee842

    10 күн бұрын

    Kichi Darakar nahi chakadola thile hela

  • @santoshkumarmishra2620
    @santoshkumarmishra262010 күн бұрын

    ଯାତ୍ରା କୁ ସୁନା ଚେନ୍ ପିନ୍ଧିଯିବା ପଇଁ ଜଗନ୍ନାଥ କହିଛନ୍ତି କି?

  • @santoshkumarmishra2620
    @santoshkumarmishra262010 күн бұрын

    ପୋଲିସ୍ ସଚେତନ କରିବାପରେ ମଧ୍ଯ ଟଙ୍କା ସୁନା ଅଳଙ୍କାର ସାଥିରେ ନେଇ ଯାଉଛନ୍ତି କାହିଁକି ?

  • @user-zx8uz1co4h
    @user-zx8uz1co4h11 күн бұрын

    Thik katha

  • @baishnabcharansahoo9119
    @baishnabcharansahoo91197 күн бұрын

    ଯଦି ରଥଯାତ୍ରା ରେ ଚୋରମାନେ ଜଗନ୍ନାଥଙ୍କ ଭକ୍ତ ମାନଙ୍କର ଚେନ,ମୋବାଇଲ ଚୋରି କରି ନେଇ ଚାଲି ଯାଉଛନ୍ତି।ତାହାହେଲେ ଭଗବାନ ଜଗନ୍ନାଥ କଣ ଏହା ଦେଖି ପାରୁ ନାହାଁନ୍ତି?

  • @bibhutipanda6964
    @bibhutipanda696413 күн бұрын

    0:42 0:45 0:46 0:47 0:47 0:47 0:48

  • @bibhutipanda6964
    @bibhutipanda696413 күн бұрын

    Jay

  • @meera2761
    @meera276113 күн бұрын

    Ratna vandar bhi lut heba.......

  • @GaneshMunda-v4q
    @GaneshMunda-v4q9 күн бұрын

    🙏🙏🙏🙏🙏

  • @pdaswees1804
    @pdaswees180411 күн бұрын

    Mo mobile chori hoijaichhi Pravu baladev nka ratha tanu tanu.....😢 Jaga nischita bujhiba....e choro nka katha

  • @bhagyadharanayak
    @bhagyadharanayak5 күн бұрын

    /ମହିଳା ଚୋର ହୁସିଆର

  • @ganeshpathy431
    @ganeshpathy43112 күн бұрын

    ମନ୍ଦିର ଭିତରେ ସେବାୟତ ମାନେ ଗହଳିଆ ଦେଖି ଲୁଟ୍ କରୁଛନ୍ତି

  • @Sitarambariha-n1l
    @Sitarambariha-n1l10 күн бұрын

    Sabu barsha chori hua mobile chen atakana nuakatha ki nija jinisa nije sambhali rakhi paruna sekanamanisa

  • @sudamkumar539
    @sudamkumar53913 күн бұрын

    E Barsha para advanced technology use kara jai thila sabu phus😅😅😅😅

  • @swadhinmaharana5989
    @swadhinmaharana59899 күн бұрын

    ମୂଲ୍ୟ ହୀନ ଖବର ପ୍ରକାଶ କରିବା ସମସ୍ତଙ୍କୁ ଆଶେ ତୁମ ଚ୍ୟାନେଲ ତା ମଧ୍ୟରୁ ଏକ ଜନ ସାଧାରଣ ଙ୍କ ମତରେ କୋଉଁଠି ଭି ଚୋର ର ସନ୍ଧାନ ରେ ଯାଇଚ ନା ଯାଇପାରିବ ସାଧାରଣ ଲୋକ କଥା ହେଉ କି ରାଜନେତା ଙ୍କ

  • @harekrushnabehera3138
    @harekrushnabehera313811 күн бұрын

    ସବୁ ତାଙ୍କରି ଇଚ୍ଛା ରେ ବାବା ।

  • @PapuMoanty07
    @PapuMoanty0710 күн бұрын

    Bhai samsung mobile jadi chori hele milijibo charge thile phone off kariparibani choro

  • @AshokPanda-qt4qn
    @AshokPanda-qt4qn11 күн бұрын

    Dhanyabada Sir Aha Chalichhi AME Sethipae Bhida Bhadre Puri jiba ku Sahas Heunahi Mor bigata 10 bars Agaru Paradise Hotel samanru Jaganatha Ratha Darshan kale belaku Mor Pocket re Chaligala Muthanre FIR kari Number ku Block kali Dhanyabada Police Mor kam kardela Mor man hela Kahiki Asili A Ratha jatraku Se Dinathu Mu pura Dari Jaechhi Jai Maa Samleiswari 🙏

  • @AshokPanda-qt4qn

    @AshokPanda-qt4qn

    11 күн бұрын

    Puri Surakshita Nuha Jai Jaganath🙏

  • @purnimanayak794
    @purnimanayak79411 күн бұрын

    Jay siyaram ha mora nanada ra madya bayag ra chen kholi thila kintu senei parini

  • @SimanchalaRaita-fi4io
    @SimanchalaRaita-fi4io10 күн бұрын

    Jaganaths people are steeling in pury badadanda.

  • @NabakishorePanda-sb5dk
    @NabakishorePanda-sb5dk11 күн бұрын

    😊😊😊

  • @chandannayakl-0597
    @chandannayakl-05978 күн бұрын

    Also I have lost my phone

  • @udayadas9318
    @udayadas931813 күн бұрын

    ଚୋରର ସରକାର ଗଲା ସାଧୁ ସରକାର ଆସିଲା ପୁଣି ଚୋରି କେମିତି ହଉଛି ?? ବଡ଼ ଦୁଃଖର ବିଷୟ । ଜଗନ୍ନାଥ ମାଝୀ , ବଳଦେବ ସିଂହଦେଓ ଆଉ ସୁଭଦ୍ରା ପରିଡ଼ା ଥାଉ ଥାଉ ଚୋରି ହେଇଯାଉଛି ।

  • @PrashantaKumar-rf3eh

    @PrashantaKumar-rf3eh

    13 күн бұрын

    Nice comment

  • @Lipkumar123

    @Lipkumar123

    13 күн бұрын

    Jai Shree⭕‼⭕Jagannath❤❤❤🙏🙏🙏. What do you mean to say. It's his/her own fault careless. If you always careful nobody can even touch you ok.

  • @manmayuri6006

    @manmayuri6006

    13 күн бұрын

    ଚୋରି ଆଗରୁ ବି ହେଉଥିଲା

  • @lingarajmaharana2144

    @lingarajmaharana2144

    11 күн бұрын

    Semane thile hin chori heba

  • @user-pt9qe5tf8v

    @user-pt9qe5tf8v

    11 күн бұрын

    Kahniki na naveen ku apaman kala sethipain emiti hela jadi naveen thanta ta hele lut heinathanta😅

  • @basudevbehera2209
    @basudevbehera220911 күн бұрын

    ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ

  • @amrutamaitrisahoosahoo9336
    @amrutamaitrisahoosahoo933613 күн бұрын

    Sebayata manankara dress code hele bhala, distinguished rahibe, I card haba darkar

  • @ManitaBhatra-wr6wo
    @ManitaBhatra-wr6wo13 күн бұрын

    CCI kemra banajau

  • @janatanag115
    @janatanag1159 күн бұрын

    Jagannath prabhu kuade gale j ete chori hoigala

  • @ManitaBhatra-wr6wo
    @ManitaBhatra-wr6wo13 күн бұрын

    Kebe suni no tili mu ai barshare sunili

  • @binodinibiswal1622

    @binodinibiswal1622

    13 күн бұрын

    Nai nai 2barsa tale mo husband nka bekaru mandira bhitare amiti chori heithila.......

  • @ankitbiswal2626

    @ankitbiswal2626

    12 күн бұрын

    Gehi chup😊

  • @ManitaBhatra-wr6wo
    @ManitaBhatra-wr6wo13 күн бұрын

    BJP sarkar kana Karu Tila

  • @mysarthakcreations

    @mysarthakcreations

    13 күн бұрын

    Khela

  • @surendranayak117

    @surendranayak117

    13 күн бұрын

    Ye kn nua Katha ki Agoru hounothila ? Tike budhi bichari kahuno....

  • @suneetsamartha6953

    @suneetsamartha6953

    13 күн бұрын

    Tame Ghare thila ba

  • @susantatandia4539
    @susantatandia453910 күн бұрын

    Jade jagarnnath satare thaante hele sethee chori ଦଙ୍ଗା hoi na ଥାଆନ୍ତେ

  • @hariharpradhan1177
    @hariharpradhan117713 күн бұрын

    Tame kanak ru asiki nandighosh re

  • @reetabehera-dj7ur
    @reetabehera-dj7ur11 күн бұрын

    Thana front ru

  • @user-cc4dn4rd1b
    @user-cc4dn4rd1b11 күн бұрын

    Kete dina ? Kete lut? Hele sachetan hebe ?

  • @PapuMoanty07
    @PapuMoanty0710 күн бұрын

    Ta question pachara ku manibaku padibo

  • @biswajitchoudhury7599
    @biswajitchoudhury759913 күн бұрын

    Au mobile ku jathasambhaba samna pocket re rakhantu

  • @kdkrishnadas05
    @kdkrishnadas0510 күн бұрын

    Amara b mobile chori heichi

  • @Radhageetanjali143
    @Radhageetanjali14311 күн бұрын

    ସେବାୟତ ମାନଙ୍କୁ id କାର୍ଡ ଦିଆଯାଉ

  • @baikunthanathnayak3841

    @baikunthanathnayak3841

    10 күн бұрын

    Bhai sebayat mananka already id card achi au rathyatra re ta semananku mandatory pakeiba 😂 bhai ye kau sebayata kama nuhan ye sabu se bangladesinka kama heithiba.

  • @luckyvarietyshop9128
    @luckyvarietyshop912813 күн бұрын

    Ratha Yatra. Re chain pindhi aasiba kan darkar

  • @Sitarambariha-n1l
    @Sitarambariha-n1l10 күн бұрын

    Se Loka thakuchhi .seta.baniam pindichhi satnuha

  • @badansahu9844
    @badansahu98449 күн бұрын

    କଟକିଆ ଗୁଟିଏଚୋର ଓ ବାଳ

  • @user-yg5uq2ly3t
    @user-yg5uq2ly3t13 күн бұрын

    Jay Jagannath

  • @farmerandcooking165
    @farmerandcooking16513 күн бұрын

    Jou chormane chori karchanti ehi video ki bahut enjoy karuthibe 😅😅😅😅

  • @sarojbeher-my6jp

    @sarojbeher-my6jp

    13 күн бұрын

    😂😂😂

  • @ashish.k5529

    @ashish.k5529

    13 күн бұрын

    😂

  • @romeosada1432

    @romeosada1432

    11 күн бұрын

    😂😂😂😂

  • @SantoshkumarBehera-mw3vq
    @SantoshkumarBehera-mw3vq11 күн бұрын

    Bhai joumane ehei Kama karuchanti sei lokanku phasi diajau

  • @HariharaGomango-ck6cq
    @HariharaGomango-ck6cq11 күн бұрын

    Sebayata mane atagata achi

  • @anuragkrishna798
    @anuragkrishna79813 күн бұрын

    Put ur mobiles n money in lodge where u r staying

  • @TRDash-ky9bc
    @TRDash-ky9bc11 күн бұрын

    Luckily mausa dhoti Pindi thile nahale pant chain kholi jatra nei jai thante....😂😂

  • @Ratik59
    @Ratik5911 күн бұрын

    Reporter Pachhare Nana Patekar 😮😮

  • @MrpapuJena
    @MrpapuJena6 күн бұрын

    2 Egin ra kamal bhai mohan babu achhanti sabu opadidebe 😂😂😂😂

  • @MrpapuJena

    @MrpapuJena

    6 күн бұрын

    🎉🎉

  • @mrjitendralife
    @mrjitendralife10 күн бұрын

    ମୋରବି ମୋବାଇଲ ଚୋରିହୋଇଥିଲା ଗୁଣ୍ଡିଚା ଦିନ

  • @rajlaxmipatro4370
    @rajlaxmipatro437013 күн бұрын

    Are Bhai emiti kie mobile dhare ki

  • @ManitaBhatra-wr6wo
    @ManitaBhatra-wr6wo13 күн бұрын

    Sebhaitang mangu kad banjau

  • @user-qo9nq6ve8b
    @user-qo9nq6ve8b13 күн бұрын

    Police sibili ra bulantu

  • @SantoshkumarBehera-mw3vq
    @SantoshkumarBehera-mw3vq11 күн бұрын

    No!kasting

  • @golakhsahu6937
    @golakhsahu693710 күн бұрын

    Police Bala hatha rahuchi kichi action neaunahanti

  • @singraihembram5241
    @singraihembram524113 күн бұрын

    bhokto too besi choro lutera... bodmas janti....

  • @susantatandia4539
    @susantatandia453910 күн бұрын

    Thik chori houchhe kana pain jauchha hene

  • @birendrabag6775
    @birendrabag677513 күн бұрын

    Sabayata hi lutuchhanti....

  • @SantoshkumarBehera-mw3vq
    @SantoshkumarBehera-mw3vq11 күн бұрын

    Tebe kichhi badaliba

  • @sampadasahoo6889
    @sampadasahoo688912 күн бұрын

    Jay Jagganath ladies chaln pindhi kahinki jauchhanti ama Orissa chorara gantaghara choramananku God must punished bada dukha laguchhi

  • @user-qq6ve3ww8x
    @user-qq6ve3ww8x9 күн бұрын

    😂😂😂😂😂 What is the Solution...?

  • @bijaynayak1682
    @bijaynayak168210 күн бұрын

    Naya Sarkar aane ki vajah se sab kuchh ho raha hai

  • @sabitamudra2848
    @sabitamudra28489 күн бұрын

    Sybayta bysadare bahut asichanti dakhina diya boli kahi markmari lotuchanti

  • @nirupama1964
    @nirupama196412 күн бұрын

    Sebayat kebebi chori karibeni. Semanka bhitare kichhi loka pati,tunda kari lokanka tharu Tanka aadaya karanti matra kebe chori karantini.

  • @reetabehera-dj7ur
    @reetabehera-dj7ur11 күн бұрын

    Amara bag katiki mob au 5000 tanka b nei gale chora

  • @MIZUL..
    @MIZUL..13 күн бұрын

    More bi chain neijaichhantii,.... evening 7 pm-7.05pm vitare😭😭08.07.2024 re, jagannath nka agare hata teki nehura heba time re😭😭

  • @subhashreenayak449

    @subhashreenayak449

    13 күн бұрын

    Tate thik heichi chain puindhiki Kain jaithilu

  • @ankitbiswal2626

    @ankitbiswal2626

    12 күн бұрын

    Chup maghia mu chain bikideli

  • @user-nq8in9bw5k
    @user-nq8in9bw5k13 күн бұрын

    Police jte kahile b ei loka bujhibeni, suna pindhiki jibe

Келесі