Naveen Nka Charcha with Ekamra Bhubaneswar MLA Babu Singh.Episode - 01| NABINNKA CHARCHA

Naveen Nka Charcha with Ekamra Bhubaneswar MLA Babu Singh.Episode - 01 NABINNKA CHARCHA | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZread Channel.
Odisha's Fastest Growing Political KZread Channel.
Odisha's Fast Ever Only Political KZread Channel.
Odisha's Most Popular Political KZread Channel.
For Latest Odisha Political News Follow us:
KZread: kzread.info/dron/_Sk.html...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 163

  • @jayalaxmi5517
    @jayalaxmi55174 күн бұрын

    ନୂତନ କାର୍ଯ୍ୟକ୍ରମ କୁ ଆଜ୍ଞା ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା 💐 ଓ ଧନ୍ୟବାଦ 🙏

  • @chandipadapanda4707
    @chandipadapanda47074 күн бұрын

    ଚର୍ଚ୍ଚା ର ବିଷୟ ବସ୍ତୁ ଅତି ଚମତ୍କାର ।ଏହା ଆରମ୍ଭ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ଯବାଦ।

  • @pranakrishnakanungo6597
    @pranakrishnakanungo65974 күн бұрын

    ବିଧାୟକ ବାବୁସିଂଙ୍କ ସହିତ ଆଳାପ ଆଲୋଚନା ଖୁବ୍ ସୁନ୍ଦର ଏବଂ ମନଛୁଆଁ ଥିଲା

  • @susantasahoo9544
    @susantasahoo95444 күн бұрын

    ବହୁତ ଭଲ ଲାଗିଲା।ଯେହେତୁ ଛାତ୍ର ନେତାରୁ ବିଧାୟକ ହୋଇଛନ୍ତି ,ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢ଼ିବାରେ ଅସୁବିଧା ନାହିଁ।

  • @samarendranathmahapatra3347
    @samarendranathmahapatra33474 күн бұрын

    ଓହୋ ନୂଆମାନଙ୍କ ଚର୍ଚ୍ଚା.... ଭଲ। ମୁଁ ଭାବିଥିଲି ନବୀନ ବାବୁଙ୍କ ବିଷୟରେ ଚର୍ଚ୍ଚା ।

  • @ajitkumarpanda6388
    @ajitkumarpanda63884 күн бұрын

    ନୂଆ କାର୍ଯ୍ୟକ୍ରମ ନବୀନ ଙ୍କ ଚର୍ଚା ଏକ ସୁନ୍ଦର ପ୍ରୟାସ,,,,,,,ଆଗକୁ ଏହି ଭଳି କାର୍ଯ୍ୟକ୍ରମ ଜାରି ରହୁ ,,,,,,,ବିଭିନ୍ନ ବର୍ଗ ର ଲୋକ ଙ୍କ ସହ ଚର୍ଚା କଲେ ସମାଜ ପ୍ରତି ନିଶ୍ଚୟ ସୁ ପ୍ରଭାବ ପଡ଼ିବ,,,,,

  • @santoshkumarsahu6586

    @santoshkumarsahu6586

    4 күн бұрын

    🙏🌺🙏 Jay Sri Jagannath 🙏🌺🙏💯❤️💯❤️✓❤

  • @satyanarayanparida9196
    @satyanarayanparida91964 күн бұрын

    ବହୁତ ସୁନ୍ଦର ଉପସ୍ଥାପନା ପ୍ରିୟ ନବୀନ ଭାଇ। ସବୁ ବେଳେ ଭଲ ଭଲ ଲୋକ ଙ୍କୁ ନେଇ ଆପଣ ସାକ୍ଷାତକାର କରି ଥାନ୍ତି । ଏଭଳି ବ୍ୟକ୍ତି ଙ୍କ କଥା ଅପଣଙ୍କ ର ମୁଣ୍ଡ ରେ କେମିତି ପଶେ ? ଶାସନ ପରିବର୍ତ୍ତନ ରେ ଅଗ୍ରଣୀ ଭୂମିକା ନିର୍ବାହ କରି ଥିବାରୁ ଅଶେଷ ଧନ୍ୟବାଦ ❤

  • @harekrushnamajhi71
    @harekrushnamajhi714 күн бұрын

    ରାଜ୍ୟର ସମସ୍ତ ଅଞ୍ଚଳର ବିକାଶ ପାଇଁ ଉଦ୍ୟମ ହେବା ଉଚିତ।

  • @sushantadas2518
    @sushantadas25184 күн бұрын

    ନୂତନ ପ୍ରୋଗ୍ରାମ୍ ଅତ୍ୟନ୍ତ ଭଲ ଭାବରେ ଉପସ୍ଥାପିତ ହୋଇଛି ଏବଂ ଆପଣଙ୍କର ପ୍ରଶ୍ନଗୁଡିକ ବହୁତ ସ୍ୱାଭାବିକ | ଶ୍ରୀ ବାବୁ ସିଂ ମଧ୍ୟ ତାଙ୍କ ପ୍ରବୃତ୍ତିରେ ସ୍ୱାଭାବିକ ଥିଲେ | ନୂତନ ଶୋ ପାଇଁ ଶୁଭେଚ୍ଛା |❤

  • @JogendraMishra-i4o
    @JogendraMishra-i4o4 күн бұрын

    ସପ୍ତାହକୁ ଥରେ ଏମିତି ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ସାକ୍ଷାତକାର କାର୍ଯ୍ୟକ୍ରମ କରାଯାଉ। ଏଇ କାର୍ଯ୍ୟକ୍ରମ ପାଇଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ।

  • @prashantkumarbehera8999
    @prashantkumarbehera89994 күн бұрын

    ଆଜି ର ବିଷୟ ବହୁତ୍ ଭଲ ଭାବରେ ଉପସ୍ଥାପନ କରିଛନ୍ତି 🎉🎉

  • @manoranjan34680
    @manoranjan346804 күн бұрын

    ବହୁତ ଭଲ ଲାଗିଲା ବାବୁ ସିଂ ଙ୍କ ସହିତ ସାକ୍ଷାତକାର , ଏପରି ପ୍ରୟାସ ପାଇଁ ଆପଣଙ୍କୁ ଧନ୍ୟବାଦ 👌👌👌

  • @shiningsanjay5737
    @shiningsanjay57374 күн бұрын

    ସାର ପ୍ରଣାମ ନୂଆ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଆଗକୁ ଆହୁରି ସୁନ୍ଦର ହେବ ବୋଲି ଆଶା ଓ ବିଶ୍ୱାସ ସାର ବସିଲା ବେଳକୁ ଗୋଡ଼ ତଳକୁ କରି ବସିଲେ ଆହୁରି ସୁନ୍ଦର ଲାଗିବ

  • @muralidharswain2494
    @muralidharswain24944 күн бұрын

    ଅତି ସୁନ୍ଦର ଉଚ୍ଚ କୋଟି ର ଆଲୋଚନା 👌👌👌🌹

  • @prafulasingh2267
    @prafulasingh22674 күн бұрын

    ପ୍ରଥମତ ନବୀନ ବାବୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ନୂତନ କାର୍ଯ୍ୟକ୍ରମ ପାଇଁ । ବାବୁ ସିଂହ ବାବୁ ଖୁବ୍ ଉତ୍ତମ ବ୍ୟକ୍ତି , ଖୁବ୍ ଭଲ , ଅତି ସୁନ୍ଦର ଆଳାପ , ସ୍ପଷ୍ଟ ମତାମତ । ଧନ୍ୟବାଦ

  • @Jhanaksha
    @Jhanaksha4 күн бұрын

    ଅତି ସୁନ୍ଦର ଆଲୋଚନା , ବହୁତ ଖୁସି ଲାଗିଲା ବାବୁ ଭାଇ ଙ୍କୁ ଆପଣ ନିମନ୍ତ୍ରଣ କରିଥିବାରୁ।

  • @manjupravamishra8000
    @manjupravamishra80004 күн бұрын

    ଜୟ ଶ୍ରୀ ଜଗନ୍ନାଥ 🌹🙏

  • @pabitrakumarchinhara4101
    @pabitrakumarchinhara41014 күн бұрын

    Sir pranam. ଆଜିର ଉପସ୍ଥାପନା ପାଇଁ ଧନ୍ୟବାଦ.

  • @ranjankumarboxi5957
    @ranjankumarboxi59574 күн бұрын

    ବହୁତ ସୁନ୍ଦର ଉପସ୍ଥାପନା

  • @rosanachary568
    @rosanachary5684 күн бұрын

    ସାର୍ ମୋର ଅନୁରୋଧ ଆପଣଙ୍କ ପାଖରେ କେହି ବସିଲା ସମୟରେ ଗୋଡ଼ ଉପରକୁ ରଖନ୍ତୁ ନାହିଁ ।

  • @sanjaynaik1442

    @sanjaynaik1442

    4 күн бұрын

    Pura thik

  • @ommodisha6795
    @ommodisha67954 күн бұрын

    ସୁନ୍ଦର କାର୍ଯ୍ୟକ୍ରମ ଏବଂ ଅତି ଉତ୍ତମ ଆପଣଙ୍କର ଉପସ୍ଥାପନା ଶୈଳୀ

  • @jchoudhury274
    @jchoudhury2744 күн бұрын

    ବହୁତ୍ ବଢିଆ ପ୍ରୟାସ ଭଲ ଭଲ ନେତା ଙ୍କୁ ଆଣି ଆଲେlଚନା କରାଯାଉ ଜୟ ଜଗନ୍ନାଥ

  • @user-sk6cm7km1g
    @user-sk6cm7km1g4 күн бұрын

    ଅତି ସୁନ୍ଦର ଓ ଉଚ୍ଚ କୋଟୀର ଆଲୋଚନାର ଦି ପଦ କଥା ମନ ଛୁଆଁ ହୋଇ ପାରିଛି । ଆଗକୁ ଏମିତି ବିଶେଷ ବ୍ୟକ୍ତିତ୍ଵ ମାନଙ୍କୁ ଆହ୍ଵାନ ଦେଇ ଓଡିଶାର ବିକାଶ ପଥରେ ଲଉଡିଟିଏର କାମ ତୁଲାନ୍ତୁ, ଏବଂ ଏଥି ସହିତ ନୂତନ କାର୍ଯ୍ୟକୁ ଅନେକ ଅନେକ ଶୁଭେଛା ଓ ଅଭିନନ 🌹🌹 🙏ଜୟ ଜଗନ୍ନାଥ🙏

  • @satishchandrabehera7291
    @satishchandrabehera72914 күн бұрын

    ' ନବୀନ ଙ୍କ ଚର୍ଚ୍ଚା ' ନୂତନ ସ୍ୱାଦର କାର୍ଯ୍ୟକ୍ରମ। ସ୍ଵାଗତମ୍, ସ୍ଵାଗତମ୍, ସ୍ଵାଗତମ୍, ସ୍ଵାଗତମ୍।।

  • @HappyBadminton-qq3qt
    @HappyBadminton-qq3qt4 күн бұрын

    ଖୁବ୍ ଭଲ

  • @GourishankarDash-xp8st
    @GourishankarDash-xp8st4 күн бұрын

    ଅତି ସୁନ୍ଦର ଭାବରେ ପର୍ଯ୍ୟବେସିତ, ବହୁତ ଭଲଲାଗିଲା ,ରାଜନୈତିକ ଭାବପ୍ରବଣତା ଓ ବ୍ୟବସ୍ଥା ଆଉ ଆକାଂକ୍ଷା ସବୁକୁ ନେଇ ବହୁସୁନ୍ଦର୍ ପ୍ରଶ୍ନ ଥିଲା ।ଏପରି କାର୍ଯ୍ୟକ୍ରମ ସବୁ ଶନିବାର ରେ ହେଲେ ବଢିଆ ହୁଅନ୍ତା

  • @sobadhabeura8369
    @sobadhabeura83694 күн бұрын

    Babu Bhai not only giant killer but also future political hero of odisha

  • @jadumanibehera4656
    @jadumanibehera46564 күн бұрын

    a good discussion with a newly elected MLA,i meet him 2/3 times after election being s resident of Ekambra,hope will do a lot of good things for public,specially development of Lingaraj area,🌹🌹🌹🌹👏💐💐💐

  • @manasdas5715
    @manasdas57154 күн бұрын

    ଆଞ୍ଜା ବହୁତ ସୁନ୍ଦର କାର୍ଯ୍ୟକ୍ରମ ଟିଏ ହାତକୁ ନେଇଛନ୍ତି 🙏👌👍

  • @omprakashbehera6998
    @omprakashbehera69984 күн бұрын

    ଭାରି ଆଦର୍ଶବାଦୀ ନେତା ବାବୁ ସିଂ । ତାଙ୍କୂ ପ୍ରଣାମ୍ । ଏ କାର୍ଯ୍ୟକ୍ରମ ମଧ୍ୟ ବେଶ୍ ଉପଭୋଗ୍ୟ ।

  • @user-dr1ic6bi3c
    @user-dr1ic6bi3c4 күн бұрын

    ଜୟ ଶ୍ରୀ କୃଷ୍ଣ

  • @subhabratamishra4465
    @subhabratamishra44654 күн бұрын

    'ନିର୍ଭୟ' ର‌ ଏକ ନୂଆ କାର୍ଯ୍ୟକ୍ରମ୍‌କୁ ଆମେ ସ୍ବାଗତ୍‌ କରୁଛୁ। ଜୟ‌ ଜଗନ୍ନାଥ୍ 🙏

  • @rabindrapatra8223
    @rabindrapatra82234 күн бұрын

    ନବୀନ ସାର୍ ନମସ୍କାର। ଆପଣଙ୍କ ସୁଚିନ୍ତିତ ପ୍ରୟାସ କୁ ଆମେ Salute କରୁଅଛୁ। ଯେତେ ଧନ୍ୟବାଦ ଦେଲେ ମଧ୍ୟ ଆପଣମାନଙ୍କ ପାଇଁ କମ୍ ପଡ଼ିବ। ଏମିତି ଶନିବାର program ଗୋଟିଏ ଚାଲୁ । ଧନ୍ୟବାଦ ଜୟ ଜଗନ୍ନାଥ ❤🌹🌹🌹🙏

  • @nareshdash3796
    @nareshdash37964 күн бұрын

    ବାବୁ ସିଂ ଙ୍କୁ ଶୁଭକାମନା । ଆଶା କରୁ ଜନସେବା ରେ ବ୍ରତୀ ହେବେ ।

  • @roshnimohapatra2797
    @roshnimohapatra27974 күн бұрын

    ଜୟ ଶ୍ରୀଜଗନ୍ନାଥ............ ଖୁବ୍ ସୁନ୍ଦର ଆଲୋଚନା...ଆଗକୁ ଜାଳି ରଖିବା ପାଇଁ ଅନୁରୋଧ........

  • @user-dr1ic6bi3c
    @user-dr1ic6bi3c4 күн бұрын

    ଜୟ ଶ୍ରୀ ରାମ

  • @durgaprasadsamantaray7084
    @durgaprasadsamantaray70844 күн бұрын

    ନିର୍ଭୟ ଗୁମର କଥା ର ଏହା ଏକ ନୂତନ କାର୍ଯ୍ୟକ୍ରମ। ଅବଶ୍ୟ ମୂହାଁମୁହିଁ ରାଜନୈତିକ ଚର୍ଚ୍ଚା ଟି ଭଲ ଲାଗିଲା।

  • @harekrushnamajhi71
    @harekrushnamajhi714 күн бұрын

    ନୂଆ ସରକାରଙ୍କର କାର୍ଯ୍ଯକୁ ଲୋକମାନେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ନିଯୁକ୍ତି ସୁଯୋଗ, ଆଇନ ଶୃଙ୍ଖଳା, ଶିକ୍ଷାର ବିକାଶ, କୃଷିର ବିକାଶ, ପରିବେଶର ଉନ୍ନତି ହିଁ ମୁଖ୍ଯ ଆବଶ୍ଯକତା।

  • @kishorkumarbeherakishor1405
    @kishorkumarbeherakishor14054 күн бұрын

    💥🚩🙏🏻ଜୟ ଶ୍ରୀଜଗନ୍ନାଥ🙏🏻🌾🌱

  • @rajanikantabiswal2669
    @rajanikantabiswal26694 күн бұрын

    ବହୁତ ସୁନ୍ଦର କାର୍ଯ୍ୟକ୍ରମ

  • @bharatchandrabarik5921
    @bharatchandrabarik59214 күн бұрын

    Babu Singh I'd very Befitting person of politics

  • @maheswarparihari5189
    @maheswarparihari51894 күн бұрын

    ଆପଣଙ୍କ ଯାତ୍ରା ସଫଳ ହେଉ Best of luck

  • @Aditya.aditya.
    @Aditya.aditya.4 күн бұрын

    ❤❤❤ ବହୁତ ସୁନ୍ଦର ❤❤❤

  • @user-dr1ic6bi3c
    @user-dr1ic6bi3c4 күн бұрын

    ଜୟ ଶ୍ରୀ ଜଗନ୍ନାଥ

  • @sarojkumarsahu7251
    @sarojkumarsahu72514 күн бұрын

    Happy Birthday to you Nabin sir. It's a Good decision to start this program with our Ekamra MLA . Babu bhai ❤.

  • @gobindapadhan145
    @gobindapadhan1454 күн бұрын

    ଧନ୍ୟବାଦ

  • @dwarikanathmohanty179
    @dwarikanathmohanty1794 күн бұрын

    Sincerity, honesty of purpose and above all empathy is visible in the face of Sri Babu Singh. We need such public players in politics who can take Odisha forward.

  • @nikunjabiharisahani2070
    @nikunjabiharisahani20704 күн бұрын

    ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ଭଗବାନ ଜଗନ୍ନାଥ ଙ୍କ ପାଖେ ପ୍ରଥାନା କରୁଛି। ଜୟ ଜଗନ୍ନାଥ ☸️🙏

  • @debiprasadpanda3490
    @debiprasadpanda34904 күн бұрын

    Enjoyed the beautiful discussion.

  • @abhiramsahoo5642
    @abhiramsahoo56424 күн бұрын

    ଆଜିର ଚର୍ଚ୍ଚା ଖୁବ୍ ପ୍ରେରଣାପ୍ରଦ ! ବିଧାୟକ ବାବୁ ସିଂଙ୍କ ଛାତ୍ରଜୀବନରୁ ରାଜନୈତିକ ଅଭିଜ୍ଞତାରୁ ଅନେକ ଶିଖିବାର ଅଛି ! ତାଙ୍କ ଆଲୋଚନା ଅତି ମାର୍ଜିତ ଓ ପରିପକ୍ବ ! ରାଜନୀତି ମାଧ୍ଯମରେ ଓଡିଶାର ବିକାଶ ପ୍ରତି ଉତ୍ସର୍ଗୀକୃତ ବ୍ଯକ୍ତିତ୍ବର ଆଭାସ ମିଳୁଛି ! ତାଙ୍କର କର୍ମନିଷ୍ଠା ଆହୁରି ସାକାର ହେଉ !

  • @bhorelaljaiswal3716
    @bhorelaljaiswal37164 күн бұрын

    Very fine

  • @hemantapradhan6406
    @hemantapradhan64064 күн бұрын

    Very Nice episode Sir Jay Jagannath

  • @mihirdwivedi8843
    @mihirdwivedi88434 күн бұрын

    It's a very interesting presentation for us . Sri Singh is a very effective MLA of BJP party.

  • @nikunjabiharisahani2070
    @nikunjabiharisahani20704 күн бұрын

    ବାବୁ ସିଂ ଙ୍କ ସହିତ ଏ ଚର୍ଚ୍ଚା କେବଳ ଭୁବନେଶ୍ଵର ପାଇଁ ନୁହେଁ ବରଂ ଆମ ରାଜ୍ୟ ର ଉନ୍ନତି ପାଇଁ ଏକ ଖୋରାକ ଯୋଗାଇଛି। ଲୋକ ଏବେ ଚାହୁଁଛନ୍ତି କିଭଳି ଭାବେ ଏ ସରକାର ଲୋକଙ୍କ ପାଇଁ କାମ କରୁ।ବାବୁ ସିଂ ଓଡ଼ିଶା କିପରି ଆଗେଇବ ଚେଷ୍ଟା କରନ୍ତୁ। ଜନସାଧାରଣ ଆଗେଇ ଆସିବେ। ବନ୍ଦେ ଉତ୍କଳଜନନୀ 🙏🙏

  • @sibaprasadmishra7263
    @sibaprasadmishra72634 күн бұрын

    Really fantastic.... Beautiful discussion... Thanks

  • @harekrushnamajhi71
    @harekrushnamajhi714 күн бұрын

    କଟକ ଓ ଭୁବନେଶ୍ଵରର ଜଳ ନିଷ୍କାସନର ଉପଯୁକ୍ତ ବ୍ୟବସ୍ଥା କରାଯାଉ।

  • @harihardhal1974
    @harihardhal19744 күн бұрын

    Very Good❤❤❤❤

  • @ArundhatiSahoo-bp1cd
    @ArundhatiSahoo-bp1cd4 күн бұрын

    Fast views sir

  • @p.njagadev9597
    @p.njagadev95974 күн бұрын

    I know Babu Singh babu since many years. He is a very nice and gentle person. All our best wishes to him 💐💐🙏

  • @successfullife6722
    @successfullife67224 күн бұрын

    ଜୟ ଶ୍ରୀରାମ l

  • @dhrubacharanprusty7077
    @dhrubacharanprusty70774 күн бұрын

    Good conversation

  • @bijayakumarchoudhury959
    @bijayakumarchoudhury9594 күн бұрын

    Retired ଲୋକଙ୍କୁ ପୁଣି extenson ଦିଆ ନ ଯାଉ। ବହୁତ୍ ଭଲ candidate ଅଛନ୍ତି।

  • @Jagannath-oc9ht
    @Jagannath-oc9ht4 күн бұрын

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @rajanikantachoudhury2343
    @rajanikantachoudhury23434 күн бұрын

    ବାବୁସିଂ ଙ୍କ ଆଗକୁ ଚଲାପଥ କୁସୁମିତ ହେଉ.

  • @mrutyunjayapanda7264
    @mrutyunjayapanda72644 күн бұрын

    Happy birthday Navin Das sir .Many Many happy returns of the day.Sorry for late wishes

  • @brajakishorepadhi4022
    @brajakishorepadhi40224 күн бұрын

    ସବୁ ନାଟର ଗୋବର୍ଦ୍ଧନ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କଦାପି ଭଦ୍ର ଲୋକ ନୁହେଁ। ଭଦ୍ର ମୁଖା ପିନ୍ଧା ଡକାୟତ।

  • @narayanbiswas836
    @narayanbiswas8364 күн бұрын

  • @laxmansahoo9422
    @laxmansahoo94224 күн бұрын

    Thanks Babu Singh.

  • @harekrishnamajhi7778
    @harekrishnamajhi77783 күн бұрын

    Very good conversation please carry on

  • @gautamchandrarout605
    @gautamchandrarout6054 күн бұрын

    Congratulations to all 🙏 beautiful analysis 💕

  • @pabitraswain1273
    @pabitraswain12734 күн бұрын

    ବାବୁ ଭାଇ ଜୟ ଶ୍ରୀ ରାମ

  • @koffinearbokgaming4494
    @koffinearbokgaming44943 күн бұрын

    Gumar katha is a best platform for success in politics

  • @sunakarsamantaray9737
    @sunakarsamantaray97374 күн бұрын

    ନୂଆ କାର୍ଯ୍ୟକ୍ରମ ଟିଏ ପାଇଁ ମୋର ଆନ୍ତରିକ ଧନ୍ୟବାଦ୍

  • @asitrout7659
    @asitrout76594 күн бұрын

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @udayalima9094
    @udayalima90944 күн бұрын

    जय जगन्नाथ🙏jay jagannath 🙏 ଜୟ ଜଗନ୍ନାଥ 🙏

  • @binodsahoo3374
    @binodsahoo33744 күн бұрын

    An humble initiative Of Nirvay family .Best of luck

  • @nrusinghaprasaddas4783
    @nrusinghaprasaddas47834 күн бұрын

    ନବୀନଙ୍କ ଚର୍ଚ୍ଚା ଶୀର୍ଷକ କାର୍ଯ୍ୟକ୍ରମର ଦୀର୍ଘାୟୁ କାମନା କରୁଛି।

  • @p.njagadev9597
    @p.njagadev95974 күн бұрын

    Very informative with beautiful presentation 💐💐

  • @madhusudanmohanty4293
    @madhusudanmohanty42934 күн бұрын

    Excellent

  • @chhotatimepass3303
    @chhotatimepass33034 күн бұрын

    Sir, jahaheu ethara shanibaar re apananka keryakram dekhibaku miliba.tenu bahut bahut dhanyabaad. Ama samastankara pura asha o bishwas achhi ama Priya cm manyabara Mohan Sir nka upre , se nishchita Odisha bashinka swapna purana karibe . Nua episode ti bahut bhala lagila Sir. Namaste. SUDHIIR FROM BASUDEVPUR.

  • @manasmandal4983
    @manasmandal49834 күн бұрын

    ❤❤❤

  • @anjananayak3971
    @anjananayak39714 күн бұрын

    Nua karyakramam paini dhanyavad 🎉🎉

  • @pramodkumarbiswal4883
    @pramodkumarbiswal48834 күн бұрын

    Babu sing ji I most appreciate ur discussion.

  • @pradoshnayak999
    @pradoshnayak9994 күн бұрын

    New episode🎉✌️🙏👏👏👏👏💐

  • @umakantamajhi4415
    @umakantamajhi44154 күн бұрын

    It’s very interesting interview with babu bhai

  • @user-ib3jc8pj8f
    @user-ib3jc8pj8f4 күн бұрын

    Good analysis

  • @bapimishra-sv4oz
    @bapimishra-sv4oz4 күн бұрын

    Jai jagannath 🙏

  • @jyotiranjan203
    @jyotiranjan2034 күн бұрын

    Sir 🙏

  • @subasnayak1510
    @subasnayak15104 күн бұрын

    ସବୁ ଚ୍ୟାନେଲ ଅପେକ୍ଷା ଆପଣଙ୍କ ଚ୍ୟାନେଲ କୁ ମୁଁ ବହୁତ ପସନ୍ଦ କରେ ଏଇଥିପାଇଁ ଜେ ଆପଣଙ୍କ ଚ୍ୟାନେଲ କେବେ ବ୍ୟକ୍ତିଗତ ସ୍ତର କୁ ନ ଯାଇ ସାମୁହିକ ସମସ୍ୟା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି କିନ୍ତୁ ଏଭଳି ବ୍ୟକ୍ତିଗତ ଆଲୋଚନା କୁ ପ୍ରସାରଣ କରିବା ଟା ଅନ୍ତତଃ ମୋତେ ଭଲ ଲାଗୁନି

  • @user-bv3op9gv7b

    @user-bv3op9gv7b

    4 күн бұрын

    Jay sriram

  • @girijaprasadratha3417
    @girijaprasadratha34174 күн бұрын

    ବହୁତ ଭଲ ଲାଗିଲା

  • @hemantkumarsingh1387
    @hemantkumarsingh13874 күн бұрын

    Very nice.

  • @PRADEEPKUMAR-hc9zz
    @PRADEEPKUMAR-hc9zz4 күн бұрын

    Very good episode,,,,, continue

  • @baijnathagrawal3099
    @baijnathagrawal30994 күн бұрын

    Jai shree Ram ❤

  • @gangadhardash3430
    @gangadhardash34304 күн бұрын

    🎉🎉🎉

  • @susamadash3483
    @susamadash34833 күн бұрын

    ଆଜ୍ଞା,ନିଜେ ପରା ବସ୍ତିବାଲାଙ୍କୁ ସରକାରୀ ଜମିରେ ଆଣି ରଖେଇଛନ୍ତି,ଲିଙ୍ଗରାଜ ବିହାରରେ ବିଡ଼ିଏ ଜାଗାରେ,ଆପଣ ବାବୁ ସିଂ ଆମ କଲୋନୀରେ ଅଶାନ୍ତି ସୃଷ୍ଟି କରିଚନ୍ତି।

  • @manojkumarsaint7803
    @manojkumarsaint78034 күн бұрын

    Jay Shree Ram ❤❤❤

  • @user-ri6rh2jn9r
    @user-ri6rh2jn9r4 күн бұрын

    Very nice

  • @sangeetapurohit8370
    @sangeetapurohit83702 күн бұрын

    Thanks

  • @surendrakumarsethy8816
    @surendrakumarsethy88164 күн бұрын

    Bahut bhala lagila

  • @kelucharanbehera3358
    @kelucharanbehera33584 күн бұрын

    ସାରା ଓଡିଶା ରେ ଏକନମ୍ବର ସମ୍ବାଦିକ

Келесі