Will BJD Be Able To Release Itself From Shah's Trap? | Nirbhay Gumara Katha

Will BJD Be Able To Release Itself From Shah's Trap? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZread Channel.
Odisha's Fastest Growing Political KZread Channel.
Odisha's Fast Ever Only Political KZread Channel.
Odisha's Most Popular Political KZread Channel.
For Latest Odisha Political News Follow us:
KZread: kzread.info/dron/_Sk.html...
Facebook: / nirbhayodia
Twitter: / nirbhaytube
Instagram: / ni
PH NO -9124469621

Пікірлер: 434

  • @puneshsenapati4969
    @puneshsenapati49694 ай бұрын

    ହେ ନବୀନ ବାବୁ; ଆପଣ ହେଉଛନ୍ତି ଆଧୁନିକ ଓଡ଼ିଶା ଓ ମଧ୍ୟବର୍ତ୍ତୀକାଳୀନ ଓଡ଼ିଶାର ଇତିହାସ କୁ ଅତି ସୁନ୍ଦର ଭାବରେ ତଥ୍ୟ ପୂର୍ଣ୍ଣ ଭାବେ ଉପସ୍ଥାପିତ କରିଥିବାରୁ ଜଗନ୍ନାଥଙ୍କ ଅପାର ଆଶିର୍ବାଦ ଆପଣଙ୍କୁ ପ୍ରାପ୍ତ କରନ୍ତୁ।

  • @kalpanadash5745
    @kalpanadash57454 ай бұрын

    ଅନେକ ରହସ୍ୟ ଉପସ୍ଥାପନ ଅତି ଚାମତ୍କର

  • @rabindrarath9474
    @rabindrarath94744 ай бұрын

    ବହୁତ ଉଚ୍ଚକୋଟୀ ଐତିହାସିକ ଉପସ୍ଥାପନା ପାଇଁ ବହୁତ ବହୁତ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ଦୀର୍ଘାୟୁ କରି ରଖି ଥାଆନ୍ତୁ

  • @sitarammishra4824
    @sitarammishra48244 ай бұрын

    ସାର୍ ନମସ୍କାର, ଏ ତଥ୍ଯ ଓଡ଼ିଶାବାସୀଙ୍କୁ ବହୁତ ଉପାଦେୟ ହେବ।

  • @diptimanmohanty133
    @diptimanmohanty1334 ай бұрын

    ଆପଣଙ୍କର ଉପସ୍ଥାପନା ଅନେକ ଉପାଦେୟ.।ଧନ୍ୟବାଦ sir

  • @Krusnakalchuralpogram
    @Krusnakalchuralpogram4 ай бұрын

    ବହୁତସୁନ୍ଦର ଉପସ୍ଥାପନା. ଧନ୍ୟବାଦ

  • @bulusethy9220
    @bulusethy92204 ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @anadicharansamal7033
    @anadicharansamal70334 ай бұрын

    ବିଜୁ ବାବୁଙ୍କ ବିଷୟରେ ବହୁ ଅଜଣା ତଥ୍ୟ ସାର୍ବଜନିନ କରିଥିବାରୁ ଅଶେଷ ଧନ୍ୟବାଦ।

  • @nrushinghnathsahu1630
    @nrushinghnathsahu16304 ай бұрын

    ବିଜୁ ବାବୁଙ୍କ ବିୟୋଗ ସମୟରେ ତାଙ୍କ ପରିବାର ର କେହି ନଥିଲେ, ଦିଲୀପ ରାୟ ନିଜ ପୁଅ ଝିଅ ଙ୍କ ଠାରୁ ଅଧିକ ଥିଲେ

  • @AlineOp
    @AlineOp4 ай бұрын

    ଧନ୍ୟବାଦ ଆପଣଂକ ଉପସ୍ଥାପନା

  • @manojkumarparida8697
    @manojkumarparida86974 ай бұрын

    Beautiful analysis, people of Odisha should know all this.

  • @ramapanda9832
    @ramapanda98324 ай бұрын

    କେହି ନ ଥିଲେ. ଏକ ମାତ୍ର ଦିଲ୍ଲୀପ ରାୟ

  • @dr.pradeeptarai3422
    @dr.pradeeptarai34224 ай бұрын

    ଅପ୍ରିୟ ସତକଥା। ବହୁତ ଭଲଲାଗିଲା। ଧନ୍ୟବାଦ। ନବୀନ ବାବୁ

  • @drashokkumardhal6936
    @drashokkumardhal69364 ай бұрын

    ଷଡଯନ୍ତ୍ରରୁ ଉତ୍ପତି ଷଡ଼ଯନ୍ତ୍ରରେ ଲୀନ

  • @bnmcreations4670
    @bnmcreations46704 ай бұрын

    ଧନ୍ୟବାଦ sir ସୁନ୍ଦର ଉପସ୍ଥାପନ, ଏ ସବୁ ସତ ସାରା ଓଡିଶା ବାସି ଜାଣିବା ଦରକାର

  • @saratsahoo268
    @saratsahoo2684 ай бұрын

    କେତେକ ଅନାଲୋଚିତ ଦିଗକୁ ଆପଣ ଲୋକ ଲୋଚନ କୁ ଆଣିବାରେ ସାହସ ଦେଖାଇ ଥିବାରୁ ମୁଁ ଆପଣଙ୍କୁ ସଲାମ କରୁଛି।ରାଜନୀତି ରେ ରୁଚି ରଖି ଥିବାରୁ ସେ ସମୟର ଗଣମାଧ୍ୟମ ରୁ କିଛି କିଛି ଜାଣିଛି କିନ୍ତୁ ଆହୁରି ବହୁତ୍ କଥା ରହିଗଲା।ତାହା ଜଣାଇବାକୁ ମୋର ଅନୁରୋଧ।

  • @manjupravamishra8000
    @manjupravamishra80004 ай бұрын

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @kamalakantadas6050
    @kamalakantadas60504 ай бұрын

    ପ୍ରବାଦ ପୁରୁଷ , ଇଣ୍ଡୋନେସିଆ ର ଭୂମିପୁତ୍ର,ଓ,"ବିନିତମ୍ ଯୋଷୋ ଉତ୍ତମମ୍ "ସମ୍ମାନର ଅଧିକାରୀ ବିଜୁ ବାବୁଙ୍କୁ ଜନ୍ମ ଜୟନ୍ତୀ ରେ ଶ୍ରଦ୍ଧାଂଜଳି 🙏

  • @arunkumarsutar3801
    @arunkumarsutar38014 ай бұрын

    ସମ୍ପୁର୍ଣ୍ଣ ସତ୍ୟ , ଜୟ ଜଗନ୍ନାଥ

  • @aniruddhamishra9718
    @aniruddhamishra97184 ай бұрын

    ବିଜେଡି ଦଳ ଏବେ ଦୁଇ ଟି ମୁଖ୍ୟମନ୍ତ୍ରୀ ରେ ଚାଲୁଛି

  • @swarajkumarbej3768
    @swarajkumarbej37684 ай бұрын

    ସବୁକଛି ସମୟର ଖେଳ।ସମୟ ଆଗରେ କେତେ କେତେ ବଡହସ୍ତୀ ମଧ୍ଯ ଚିତପଟାଙ୍ଗ୍ ମାରିଛନ୍ତି। ଏମାନେ ଅବା କେଉଁ କ୍ଷେତର ମୂଳା।

  • @kumaramitmohanty96
    @kumaramitmohanty964 ай бұрын

    ଅତି ସୁନ୍ଦର ହବ.... ଭାରତୀୟ ଜନତା ପାର୍ଟି ଶାସନ କୁ ଆସୁ....

  • @shankardmishra121
    @shankardmishra1214 ай бұрын

    Sir, You are so far one of the best journalists of the current Odisha 🌹

  • @sashikantanayak1838
    @sashikantanayak18384 ай бұрын

    You are right

  • @trilochanpatnaik6321
    @trilochanpatnaik63214 ай бұрын

    Pandian Babu ତାଙ୍କ ମାତୃ ଗର୍ଭ ରେ ଥିବା ବେଳେ ବୋଧେ ପ୍ରବାଦ ପୁରୁଷ ଓ କଳିଙ୍ଗ ଷଣ୍ଢ ବିଜୁ ବାବୁ ଙ୍କ ଜୀବନୀ ପଢ଼ି କରି ବା ଶୁଣି କରି ମନେ ରଖିଛନ୍ତି। କାରଣ vkp ଓଡ଼ିଶାର ଏକ ନମ୍ବର ଅଣ ଓଡିଆ BJD ନେତା ଯିଏ ଓଡ଼ିଶା ଓ ଓଡ଼ିଶା ବାସୀ ଙ୍କ ବିଷୟରେ phd କରିଛନ୍ତି।

  • @bijaykumarmishra7689

    @bijaykumarmishra7689

    4 ай бұрын

    Pant pindha sikhi nathibe Pandian babu

  • @bijaykumarmishra7689

    @bijaykumarmishra7689

    4 ай бұрын

    Pandian amo Napunshak Rajneta au Odia manankar alasua Bhakua manshikata ku thik chihnikari PhD karichhanti

  • @durgaprasadsamantaray7084
    @durgaprasadsamantaray70844 ай бұрын

    ଅତି ସୁନ୍ଦର ବିଜେଡି ର ଅନ୍ତିମ ପର୍ଯ୍ୟାୟ ର ସବିଶେଷ ବର୍ଣ୍ଣନା।

  • @raghumaninayak9593
    @raghumaninayak95934 ай бұрын

    ଅତି ସୁନ୍ଦର ଉପସ୍ଥାପନା,ଅନେକ ଗୁଡ଼ିଏ ରହସ୍ୟ ଜାଣିବାକୁ ମିଳିଲା,ସେଥିପାଇଁ ଧନ୍ୟବାଦ

  • @successfullife6722
    @successfullife67224 ай бұрын

    ଜୟ ଶ୍ରୀରାମ l🙏🙏🙏

  • @rabindramishra3319
    @rabindramishra33194 ай бұрын

    Excellent analysis

  • @rameswar3765
    @rameswar37654 ай бұрын

    ନିର୍ଭୟଗୁମର କଥା ଆସିଲେ ମନରେ ରୋମାଞ୍ଚକର ପ୍ରଶ୍ନ ଉଙ୍କିମାରିବ?

  • @jagabandhubehera1984
    @jagabandhubehera19844 ай бұрын

    ଜୟ ଜଗନ୍ନାଥ

  • @dipakpanda9075
    @dipakpanda90754 ай бұрын

    ଯଦୁବଂଶ ଧ୍ବଂସ ହେବାକୁ ଯାଉଛି l

  • @jagannathbagha3308

    @jagannathbagha3308

    4 ай бұрын

    Right

  • @balaihansdah9320
    @balaihansdah93204 ай бұрын

    'ବିଲୟ' ର ବାଟ ନିଶ୍ଚିତ 'ମୁକ୍ତିର' ମାର୍ଗ ହିଁ ହୋଇଥାଏ 🙏🙏🙏

  • @spokenenglishwithsumatiajo5049
    @spokenenglishwithsumatiajo50494 ай бұрын

    ଆଶ୍ଚର୍ଯ୍ୟ ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକ ଜଣେ ସଫଳ ମୁଖ୍ୟ ମନ୍ତ୍ରୀ,ବଳିଷ୍ଠ ବ୍ୟକ୍ତିତ୍ବ। ତା ସତ୍ବେ ତାଙ୍କ ଶେଷ ଜୀବନ ର ଏପରି କରୁଣ ପରିଣତି ବିଶ୍ୱାସ ହେଉନି।

  • @ramapanda9832
    @ramapanda98324 ай бұрын

    ଆପଣଙ୍କ ମୁଁ ବହୁତ ବଡ଼ fan

  • @AbinashjeraiAbinashjerai-lu9tf

    @AbinashjeraiAbinashjerai-lu9tf

    4 ай бұрын

    Jay shree Ram 🚩🥰🤗 Jay BJP 🇮🇳🥰🤗

  • @dr.purnendutripathy5263
    @dr.purnendutripathy52634 ай бұрын

    ନବୀନ ବାବୁ ହିନ୍ଦୀ ଚଳଚ୍ଚିତ୍ର ସଡ଼କ ର ମହାରାଣୀ ଚରିତ୍ର ଠାରୁ ବି ଭୟଙ୍କର ଚରିତ୍ର।ଏହି ମହାରାଣୀଙ୍କ ଚରିତ୍ର ଟି ଖୁବ୍ ପ୍ରଶଂସା ଗୋଟାଇ ଥିଲା।

  • @basudevmohanty3504
    @basudevmohanty35044 ай бұрын

    The best episode ever ever presented. Thanks Thanks

  • @bijayanandadash5344
    @bijayanandadash53444 ай бұрын

    Mr.Nabin Das actually you are great.

  • @adwaitchandrabeura6847
    @adwaitchandrabeura68474 ай бұрын

    ଜୟ ଶ୍ରୀରାମ

  • @harekrishnamohapatra8716
    @harekrishnamohapatra87164 ай бұрын

    ବହୁତ ସୁନ୍ଦର ଉପୋଷ୍ଠାପନ୍

  • @pravashsahoo3786
    @pravashsahoo37864 ай бұрын

    Biju Babu is a legendary man....

  • @lilamayasahu6669
    @lilamayasahu66694 ай бұрын

    Salute sir kete Sundar presentation

  • @user-zt6ib8gn5n
    @user-zt6ib8gn5n4 ай бұрын

    Beautiful analysis and informative. Sir, Pranam.

  • @manasdas5715
    @manasdas57154 ай бұрын

    👌🙏👍 ସୁନ୍ଦର

  • @pkp4793
    @pkp47934 ай бұрын

    Most waited episode😮

  • @mnsirmathematics269
    @mnsirmathematics2694 ай бұрын

    ଅନେକ ଗୁଡ଼ିଏ ତଥ୍ଯ ଜାଣିଲି। ଡାରଉଇନ୍ । କାହିଁ ବିଜୁ ଆଉ କାହି ଏ କପଟୀ ମଣିଷ ନବୀନ

  • @lalmohansatapathy1775
    @lalmohansatapathy17754 ай бұрын

    Absolutely true fact ।

  • @narendrahembram4495
    @narendrahembram44954 ай бұрын

    Biju babanka muharu katha suni bahut khushi lagila .

  • @bapinaa007
    @bapinaa0074 ай бұрын

    Jay Jay JAGANNATH

  • @pratapchandrasamal2396
    @pratapchandrasamal23964 ай бұрын

    ଅନେକ ଅଜଣା ଅନାଲୋଚିତ ଘଟଣା ବିଷୟରେ ଜାଣିଲୁ। ତଥାପି ମନରେ ସନ୍ଦେହ ଆସୁଛି ଯେ ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ଅଶୋକ ଦାସ ବିଜୁ ବାବୁଙ୍କ ହାତ ଲେଖା ଭିଜିଲାନ୍ସ ବା ଜାନକୀ ବାବୁଙ୍କୁ ଦେଇଥିବେ। ସେଥିରେ ତାଙ୍କୁ କି ପୁରସ୍କାର ମିଳିଲା। ଦ୍ଵିତୀୟରେ ରାଜନୀତିରେ ରୁଚି ରଖୁ ନଥିବା ନବୀନ କଣ ଏତେ ଶୀଘ୍ର ଏତେ ପରିପକ୍ୱ ହେଇଗଲେ ଯେ ବିଜୟ ମହାପାତ୍ରଙ୍କ ପରି ଚତୁର ବିଚକ୍ଷଣ ଏବଂ ସୁପର chief minister ନବୀନଙ୍କ ଚାଲ ବୁଝି ପାରିଲେ ନାହିଁ। ଶୁଣା ଯାଏ ଦିଲୀପ ରାୟଙ୍କ ପତ୍ନୀ କାଳେ ବିଜୁ ବାବୁଙ୍କ ପାଳିତା କନ୍ୟା। ଦିଲୀପ ରାୟଙ୍କୁ ନେଇ ବିଜୁଙ୍କ ପରିବାରରେ କିଛି ଅସନ୍ତୋଷ ଥିଲା। ତଥାପି କେଉଁ ଆଶଙ୍କା କାରଣରୁ ଦିଲୀପ ରାୟ ଙ୍କୁ ନବୀନ ବିଦା କଲେ ସେ ବିଷୟରେ କିଛି ତଥ୍ୟ ରଖନ୍ତୁ।

  • @mitrabhanudash2797
    @mitrabhanudash27974 ай бұрын

    The best information.

  • @rajanikantabiswal2669
    @rajanikantabiswal26694 ай бұрын

    Salute Sir

  • @hritesh5903
    @hritesh59034 ай бұрын

    ଯେତେବେଳେ ନବୀନ ଏବଂ ମୋଦୀ ପରସ୍ପର କୋଳାକୋଳି ହେଉଛନ୍ତି ସେଠି ଶାହା କଣ କରିବେ ?

  • @mitrabhanudash2797
    @mitrabhanudash27974 ай бұрын

    ପ୍ୟାରୀ ବାବୁ ଙ୍କର ଯେଉଁ ଅବସ୍ଥା ହୋଇଥିଲା, ବୋଧ ହୁଏ ପାଣ୍ଡିଆନ ବାବୁ ଙ୍କ ସମ ଦଶା ଘଟିବ.

  • @baikunthabehera3971

    @baikunthabehera3971

    4 ай бұрын

    Kanha kahila ma babu.j7har

  • @amagiha1046

    @amagiha1046

    4 ай бұрын

    BJD ro Banda pochigalani

  • @ranjanbehera6005

    @ranjanbehera6005

    4 ай бұрын

    Bhagaban karantu sa papi ra ta tharu kharap abasta hau

  • @jyotsnamayeepadhee570

    @jyotsnamayeepadhee570

    4 ай бұрын

    ​@@amagiha1046ga😢

  • @gunaramsoy2160

    @gunaramsoy2160

    4 ай бұрын

    ​@@baikunthabehera3971po

  • @gadajatkhabar7647
    @gadajatkhabar76474 ай бұрын

    ବହୁତ୍ ସୁନ୍ଦର ତଥ୍ୟ ଭିତ୍ତିକ ଉପସ୍ଥାପନା ସାର୍ 🎉

  • @kshitishpatra8661
    @kshitishpatra86614 ай бұрын

    Biswas ghatakare Naveen Babu 1 number

  • @srhota
    @srhota4 ай бұрын

    Definitely interesting & informative.. Best analysis... 👌👌🙏🙏

  • @drbibudharanjan2960
    @drbibudharanjan29604 ай бұрын

    nabin bhai you are the best

  • @dwarikanathmishra3818
    @dwarikanathmishra38184 ай бұрын

    Nirbhay gumar Katha is a good political analysis

  • @bibhumusictv691
    @bibhumusictv6914 ай бұрын

    Jay jagannath

  • @dhananjayapradhan1538
    @dhananjayapradhan15384 ай бұрын

    Jay Jagannath

  • @MINIMOTIVATION6242
    @MINIMOTIVATION62424 ай бұрын

    ଅଶେଷ ଅଶେଷ ଧନ୍ୟବାଦ ମହାଶୟ ଆପଣଙ୍କୁ। ଆପଣ ହେଉଛନ୍ତି ଓଡ଼ିଶା ରାଜନୀତି ର ମୂକସାକ୍ଷୀ ଯିଏ ବି ଜେ ଡି ର ଉତ୍ପତ୍ତି ଆଉ ଅବନତୀ ଦେଖିବେ। ଆପଣଙ୍କ ଉପସ୍ଥାପନା ଦେଖି ଲାଗୁଥିଲା ଯେମିତି ଗୋଟେ (live telecast) ଚାଲୁଛି। ଗୋଟିଏ ପୁସ୍ତକ ରଚନା କରନ୍ତୁ ।🙏

  • @ajayasahu3942
    @ajayasahu39424 ай бұрын

    Excellent Presentation.

  • @nigamdhal2280
    @nigamdhal22804 ай бұрын

    Sir Aapono nku Sata Sata Naman. God bless you

  • @dhamirona8662
    @dhamirona86624 ай бұрын

    ଆପଣଙ୍କ ଆଜିର ଏପିସୋଡ ସମସ୍ତ ଏପିସୋଡ କୁ ପଛରେ ପକାଇ ଦେଲା 🙏,ଏକଦା ମୁ ଓ ମୋ ପରିବାର ବିଜୁ ବାବୁ ଙ୍କ ପରେ ନବୀନ ର ଡାଇହାର୍ଡ ସମର୍ଥକ ଥିଲୁ। ଆଜି ଆପଣଙ୍କ ଏ ଏପିସୋଡ ଦେଖିଲା ପରେ ନବୀନ ପଟ୍ଟନାୟକ ଉପରେ କେବଳ ଘୃଣା ଛଡା ଆଉ କିଛି ଆସୁନାହିଁ।

  • @daityariparida1309

    @daityariparida1309

    4 ай бұрын

    Very good information Sir.

  • @umakantadas1325
    @umakantadas13254 ай бұрын

    ଏ ସବୁ କଥା ନବୀନ ବାବୁ ତାଙ୍କ ମାନସ ପୁଅ ଜାଣୁଛନ୍ତି କି ନାହିଁ

  • @shankardmishra121
    @shankardmishra1214 ай бұрын

    Both N. P & VKP should watch this video together.

  • @purusottamparida1485
    @purusottamparida14854 ай бұрын

    ବହୁତ ବଢିଆ

  • @prakashswain8674
    @prakashswain86744 ай бұрын

    Absolutely 💯 % Percent Correct sir.

  • @BIBHUTI8080
    @BIBHUTI80804 ай бұрын

    ଧନ୍ୟବାଦ ସାର

  • @chiranjibdash4753
    @chiranjibdash47534 ай бұрын

    ଆପଣ କହିଥିଲେ ମେଣ୍ଟ ଗୋଟେ ଡ୍ରାମା। ପୁଣି ଏବେ କହୁଛନ୍ତି ମେଣ୍ଟ ହବ। ପ୍ରକୃତରେ ମେଣ୍ଟ ହବା ଉଚିତ୍ ହବନି। ଓଡ଼ିଶା BJP leader ମାନେ blame ହେବେ

  • @sankarsanharichandan3986
    @sankarsanharichandan39864 ай бұрын

    Time is powerful. All are servants of situation. Jay Jagannath

  • @bhushanlalsharma2268
    @bhushanlalsharma22684 ай бұрын

    Actually it is a top open secrate of. Present time om. I agree with your openion. Om.

  • @bimaldash2987
    @bimaldash29874 ай бұрын

    Sir, apanaka e past history presentation re bahut ananda dela

  • @ganeshprasadpanda5549
    @ganeshprasadpanda55494 ай бұрын

    Really. It is. Truth

  • @niharrout1005
    @niharrout10054 ай бұрын

    Right

  • @niharrout1005

    @niharrout1005

    4 ай бұрын

    Mental nahin Karega to CBI ka Jaal mein first rahega

  • @user-uk2nl7ut2g
    @user-uk2nl7ut2g4 ай бұрын

    Very very logical expression delivered by Nirbhaya.

  • @bbaby962
    @bbaby9624 ай бұрын

    What an amazing analysis. Great👍👍👍. So, vote for Congress.

  • @sanjibghose8284
    @sanjibghose82844 ай бұрын

    Very good analysis

  • @user-jn7mg4tq5l
    @user-jn7mg4tq5l4 ай бұрын

    I am prauod of you sir

  • @alekhachandra6982
    @alekhachandra69824 ай бұрын

    ବିଜୁ ବାବୁ,1ଲକ୍ଷ pràନାମ.

  • @s.mohapatra-i1k
    @s.mohapatra-i1k4 ай бұрын

    କଳ୍ପତରୁ ଦାସ=ଭୁବନେଶ୍ୱର ରେ ଦୁଇଟି ପ୍ଲଟ ରଖି ଥିଲେ ମିଡିଆ ବାଲା ପଚାରି ଲାରୁ କହିଲେ ମୁଁ ଆଉ ମୋ ସ୍ତ୍ରୀ ପିଲା ଅଲଗା ଅଲଗା ପରିବାର ର ତେଣୁ ଆମେ ଅଲଗା ଅଲଗା ପ୍ଲଟ ରଖିଚୁ 😂😂😂😂 ସେସମୟରେ ଏହା ବୋହୁତ ଚର୍ଚ୍ଚା ର ବିଷୟ ପାଲଟିଥିଲା

  • @basantibalapanigrahi5289
    @basantibalapanigrahi52894 ай бұрын

    You are correct

  • @nityanandaswain3631
    @nityanandaswain36314 ай бұрын

    Aapanku Sat Salam🎉🙏

  • @bankanidhinayak7662
    @bankanidhinayak76624 ай бұрын

    Sir namaskar, excellent collection regarding BJD

  • @shibajeesingh5140
    @shibajeesingh51404 ай бұрын

    Great information sir

  • @harihardhal1974
    @harihardhal19744 ай бұрын

    Right🙏

  • @SatyaNarayanPati-lu7ni
    @SatyaNarayanPati-lu7ni2 ай бұрын

    ଅତି ସୁନ୍ଦର ବ୍ରା ତା ଟିଏ ଦେଲେ

  • @soumyranjanbehera7114
    @soumyranjanbehera71144 ай бұрын

    Jay BJP

  • @user-rc2rf2dg2x
    @user-rc2rf2dg2x15 күн бұрын

    ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @prakashchandrarath2175
    @prakashchandrarath21754 ай бұрын

    Right sir keep it 👍👍

  • @khirodhota1440
    @khirodhota14404 ай бұрын

    ନବୀନ ବାବୁ ଙ୍କ ଭଳି ନିମକ ହାରାମ ପୃଥିବୀ ବିରଳ।

  • @ranjitkumarbehera4669

    @ranjitkumarbehera4669

    4 ай бұрын

    Naveen Babu tamaku gandimarithile ki

  • @mogaankahuchi8640

    @mogaankahuchi8640

    4 ай бұрын

    ​@@ranjitkumarbehera4669 Kahara marichanti ki nahin jana nahin Hele apanankara bhala se neichanti😅

  • @bhagabatparida5413
    @bhagabatparida54133 ай бұрын

    ଅତ୍ୟନ୍ତ ସୁନ୍ଦର ଭାବରେ ବୁଝାଇଛନ୍ତି... ଜନତା ଦଳ/ବିଜୁ ଜନତା ଦଳର

  • @user-nz4no7hu4l
    @user-nz4no7hu4l4 ай бұрын

    So many thanks Sir. Really true.

  • @user-fh5jm3by3h
    @user-fh5jm3by3h4 ай бұрын

    ଅତି ସୁନ୍ଦର ଏବଂ ସତ୍ୟ ଉପରେ ବଜ୍ୟବେଶିତ ବିଶ୍ଳେଷଣ ଶୁଭ ସନ୍ଧ୍ୟା

  • @narayanmohanty5100
    @narayanmohanty51004 ай бұрын

    Fine, thank you, sir . I have not yet got such information regarding the conspiracy against Janata Dal . It is amazing and incredible too . One who digs pit for others, he/she falls into self . In my view it is going to happen so .

  • @saratnayak1567
    @saratnayak15674 ай бұрын

    Many Many thanks Sir,for presentation of such naked truth before the Odisha public.

  • @kshitishpatra8661
    @kshitishpatra86614 ай бұрын

    He prabhu e sabu sunile laguchi Biju Babu nka tharu evali pua kemiti janma hele

  • @prakashrath1439
    @prakashrath1439Ай бұрын

    ବହୁତ ଭଲକଥା

  • @pareshrout2412
    @pareshrout24124 ай бұрын

    Good 👍 message

Келесі