Modiji's promise on ratna bhandar opening | କୋଟି କୋଟି ଓଡ଼ିଆଙ୍କୁ ନିରାସ କଲେ | The Quiver

ବିଜେପି ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା କଥାକୁ ଭାଙ୍ଗି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋଦିଙ୍କ କଥା ରଖିଲେ ନାହିଁ । କୋଟି କୋଟି ଲୋକଙ୍କୁ ମୋଦି ଦେଇଥିବା ପ୍ରତିଶୃତିକୁ ମୋହନ ଉପେକ୍ଷା କରିଗଲେ । ଏହି ପ୍ରତିଶୃତି ହେଲା ରତ୍ନଭଣ୍ଡାର ଚାବି ତଦନ୍ତ ରିପୋର୍ଟ ପ୍ରସଙ୍ଗ । ରାଜ୍ୟରେ ସରକାର ଗଠନ ହେବାର ୧ମାସ ମଧ୍ୟରେ ଚାବି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ମୋଦି ଦେଇଥିଲେ ପ୍ରତିଶୃତି । ହେଲେ ମୋହନ ତାକୁ କାର୍ଯ୍ୟକାରୀ କଲେ ନାହିଁ । ଆଉ ୨୪ଘଣ୍ଟା ପରେ ମୋହନ ସରକାରକୁ ୧ମାସ ପୁରିବ, ହେଲେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରୁ ପଛକୁ ହଟିଗଲେ ମୋହନ ସରକାର । ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ନିରାସ କରିଛି ।
#thequiver #pmmodi #mohanmajhi
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 169

  • @prasantapradhan2719
    @prasantapradhan271918 күн бұрын

    ଚୋର ର ବଡ ବଡ କଥା

  • @haraprasadmahanta4657
    @haraprasadmahanta465718 күн бұрын

    ଚାବି ହଜିନ ଥିଲା ବୋଧହୁଏ କେଉଁ କାରଣରୁ ମିଥ୍ୟା କହୁଥିଲା କାହା ପାଖରେ ଥିଲା ତାହା ଜଣାଯିବ

  • @akshaykumarnayak9783

    @akshaykumarnayak9783

    18 күн бұрын

    😊😊

  • @manaspattnaik3307

    @manaspattnaik3307

    17 күн бұрын

    Modi sara bharatare micha kahuchanti

  • @debashishacharya3814
    @debashishacharya381418 күн бұрын

    ଆଜି ମଧ୍ୟ ସମୟ ଅଛି ସରକାର ଦାୟୀତ୍ବବାନ ନିଷ୍ପତ୍ତି ନିଅନ୍ତୁ ।

  • @susantasahoo9544
    @susantasahoo954418 күн бұрын

    ମୋହନ ସରକାର ନବୀନ ପଟ୍ଟନାୟକ ସରକାରର କୌଣସି ଦୁର୍ନୀତି ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ । ଏହା ଦିବା ସତ୍ୟ ।

  • @user-kn9sl5sf9p
    @user-kn9sl5sf9p19 күн бұрын

    କହବା ଟିକେ ଭୁଲ ରହୁଛି

  • @shakaharipruthivi8696
    @shakaharipruthivi869618 күн бұрын

    ମୋଦୀ, ଶାହା କି ମୋହନ ସରକାର ଏମାନେ କେହି ସତ୍ୟ ଯୁଗର ଲୋକ ନୁହଁନ୍ତି ।ଘୋର କଳି ର ଲୋକ। ବାବୁ ଧର୍ମେନ୍ଦ୍ର କଣ୍ଠ ଫଟେଇ କହିଲେ 300ୟୁନିଟ ବିଜୁଳି ଫ୍ରି ହେଲା କି? ମନମୋହନ କହିଲେ ଫ୍ରି ସୋଲାର ଲାଇଟ୍? ଟଙ୍କା କମେଇବା ବାଟ ଓଡ଼ିଆଙ୍କୁ ଦେଲେ। ସେମିତି ମାସେ ଭିତରେ ଚାବି ଓ ରତ୍ନ ଭଣ୍ଡାର ଖୋଲିବା କଥା ଥିଲା। ଫେଲ ମାରିଲା। ବାସ୍ତବ ରେ କଣ କିଛି ଅସଲି ଅଛି ? ଏମାର ମଠ ର ସୁନା ରୂପା ଇଟା ଗଲା କୁଆଡେ?ସୁଦର୍ଶନ ପଟ୍ଟନାୟକ ବିଚରା ମୂର୍ତ୍ତି ସବୁ ଗଲା କୁଆଡ଼େବୋଲି ଚିତ୍କାର କଲେ ବି ଶୁଣୁ ଛି କିଏ? ମାତ୍ର ଏବେ କେହି କିଛି ନ କହିବା ଅର୍ଥ ଏମାନଙ୍କ ଠାକୁରଙ୍କ ପାଇଁ ପ୍ରେମ କେବଳ ଲୋକ ଦେଖାଣିଆଁ। ସବୁର ମୂଳ ପୂର୍ବ ଶାସକ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଏମାନେ ହାତ ପାଇବ କି ?। ସେଇଥିପାଇଁ କୋଳା କୋଳି ର ଅଭିନୟ। ଦଳ ସିନା ନା କେବଳ ଅଲଗା ମାତ୍ର କାମ ସମାନ। ଠାକୁରଙ୍କ ପାଇଁ ନ୍ୟାୟ ଏମାନେ କରି ପାରିବେ କି ?ଠାକୁରଙ୍କ କୁଆଡେ ପଚାଶ ହଜାର ଏକର ଜମି? ଜମି ଗଲା କୁଆଡେ ? ଲଙ୍ଗୁଳୀ ମଠ ର ୧୭୩ ଏକର ଜମି କଥା ବାବା ବୈଷ୍ଣବ ପୁରୀ କାନ୍ଦି କାନ୍ଦି କହୁ ଥିଲେ ଗଲା କୁଆଡ଼େ ? ସତ୍ୟ କଳି ର ଏ ପ୍ରଳୟ କାଳ ରେ ଧନ ସମ୍ପଡ ଉଦ୍ଧାର ହେବା ଅସମ୍ଭବ । କାରଣ କଳିରେ ଧନ ବଡ ଧର୍ମ ଛୋଟ। ଯିଏ ବି ଗାଦି କୁ ଆସିଲା ସେ ଧାର୍ମିକ ନ ହେଲେ ଏ ସବୁ କାମ କରି ପାରିବ ନାହିଁ। ଶାସନ ହେଉଛି ସୁଖ। ଶାସନ ହେଉଛି ରୋଜଗାର । ଏ ଥର ନିର୍ବାଚନ ରେ ୬୦ ହଜାର କୋଟି ଟଙ୍କାର ଖର୍ଚ୍ଚ ଦଳ ନେତା କରି ଥିବାରୁ ଆଦାୟ ତ ପୁଣି ଦରଦାମ ବୃଦ୍ଧି କରି ନେବେ ନା ନାହିଁ? ଯେତେବେଳେ ଶାସନ ସୁଖ ଓ ଧନ ଉପାର୍ଜନ ର ବାଟ ସେତେବେଳେ ନ୍ୟାୟ ଅସମ୍ଭବ। ପୂର୍ବ ସରକାର ର ପାପ କୁ ଘୋଡାଇଲେ ଲାଭ। ରାଜ୍ୟ ସଭା ରେ ସମର୍ଥନ। ପାପ ଉଜାଗର କଲେ ମିଳିବ କଣ ? ତେଣୁ କୋଲା କୋଳି। ମନ୍ଦିର ପାଇଁ ଶଙ୍କରାଚାର୍ଯ୍ୟ ଓ ବଡ ପଣ୍ଡା ଅଲୋଡ଼ା। କେବଳ ଗଜପତି ଯାହା କହୁଛନ୍ତି। ଏ ସବୁ ଠାକୁର ଙ୍କ ଅପମାନ ନୁହେଁ କି? ଯାହା ସବୁ ହେବା କଥା ହୋଇ ସାରିଛି। ପ୍ରଭୁ ସତ୍ୟ ଏହାର ସମାଧାନ ପୁରୀ ର ବିନାଶ।ସାତ ଦିନର ପ୍ରଳୟ,ମହାମାରୀ, ଯୁଦ୍ଧ, ପ୍ରାକୃତିକ ତାଣ୍ଡବ ହିଁ ସମାଧାନ। ଠାକୁର ସ୍ଥାନ କେତେବେଳେ ଛାଡନ୍ତି ଯେତେବେଳେ ସବୁ ଶେଷ ହୁଏ। ନୂଆ ଯୁଗ ଆରମ୍ଭ ହୁଏ। ତେଣୁ ବ୍ୟସ୍ତ ବିବ୍ରତ ହେବାର ନାହିଁ। କଳ୍କୀ ଅବତାର ରେ ସେ ଅଛନ୍ତି ଆଗକୁ ପ୍ରମାଣ ବି ନିଶ୍ଚିତ ହେବ। ନ୍ୟାୟ ନିଶ୍ଚିତ ହେବ। ଅପରାଧୀ ମାନଙ୍କୁ ଦଣ୍ଡ ନିଶ୍ଚିତ ହେବ।

  • @bababanagadi1133
    @bababanagadi113318 күн бұрын

    ମୋଦୀ କୁ କିଛି ଜଣା ନାହିଁ

  • @dineshasahu4561
    @dineshasahu456119 күн бұрын

    300 unit bijuli Kebe miliba..bhanda sarakara

  • @jayashreesingh-vd6tx
    @jayashreesingh-vd6tx18 күн бұрын

    ଶ୍ର୍ରୀ ଠାକୁରଙ୍କ ରତ୍ନ ଭଣ୍ଡାର ହିସାବ ଶୁଣିଲେ ଜନତାଙ୍କୁ ଖାଲି ଖୁସି ମିଳିବ ସିନା ଇଆଡ଼େ ପରିବା ଦର ରେ ଲୋକେ ଖାଇବାକୁ ପାଉନି। ଅତି ଶୀଘ୍ର ଦାଦନ ଖଟି ବାକୁ ଯାଉଥିବା ଶ୍ରମିକ ଙ୍କୁ ରୋଜଗାର ଦିଅନ୍ତୁ ସରକାର 🙏🏻🙏🏻🙏🏻🙏🏻🙏🏻।

  • @pratapkumarmishra7825
    @pratapkumarmishra782519 күн бұрын

    Govt,are requested to publish the ରତ୍ନଭଣ୍ଡାର ରିପୋର୍ଟ

  • @user-yd7dq7ij6w

    @user-yd7dq7ij6w

    19 күн бұрын

    Mohan.bhai.Nabinra.godaniahelene.Ratna.bhandar.chbikhoja.tadant.sitalbhandar.re.rahigalanirathak.janasadharannk.asa.biswas.Modinku.michua.banaileMohan.Sarkar

  • @ranajitkumarmohanty9740
    @ranajitkumarmohanty974018 күн бұрын

    ଜଣେ ଶସ୍ତା ଓ ମିଛୁଆ ପ୍ରଧାନମନ୍ତ୍ରୀ ll ଲୋକବି କହୁଛନ୍ତି ଚୌକିଦାର ଚୋର ll ଆପଣ କାହିଁକି ଦେହକୁ ନେଉଛନ୍ତି ll ଆପଣଙ୍କ ନାମରେ ଏକ ସୁନ୍ଦର ଇତିହାସ ଲେଖାଯିବ ll ଲୋକ କହୁଛନ୍ତି ଚାବି 2009 ରୁ ଗୁଜୁରାଟରେ ଥିଲା ll ସେଥିପାଇଁ ଆପଣ ଏତେ ବିଶ୍ୱାସର ସହିତ ଚାବି କଥା କହୁଥିଲେ ll ଆପଣ ଆସି ଓଡିଶାବାସୀଙ୍କ ପାଖରେ ମିଛ ପାଇଁ କ୍ଷମା ମାଗନ୍ତୁ ll

  • @Jotrimay
    @Jotrimay19 күн бұрын

    ଚାବି ହଜିଥିଲେତ

  • @himansudas4395
    @himansudas439519 күн бұрын

    ଏ ସରକାର କେବଳ ଭାଷଣ ବାଜି. ଏ ମାନେ କିଛି କରିପାରିବେ ନାହିଁ. ଏମାନଙ୍କ ପେଟପୁରିଲେ ଯାହା କରିବେ.

  • @mr.mallik123
    @mr.mallik12316 күн бұрын

    ମୁଦି ଓଡ଼ିଶାକୁ ଲୁଟିବାକୁ ଆସିଚି ଆ ମୋ ସରକାର ନବୀନ ପଟ୍ଟନାୟକଙ୍କ ଇଲୋଭ ୟୁ ❤❤❤❤ ନବୀନ ପଟ୍ଟନାୟକ

  • @chinmayakumarjena4891
    @chinmayakumarjena489119 күн бұрын

    ପ୍ରଭୁ ବଳଭଦ୍ରଙ୍କ ପଡ଼ିଯିବାର news ଦେଖନ୍ତୁ?

  • @SidharthPrasadDas
    @SidharthPrasadDas19 күн бұрын

    କିଛି ହେବନି, ବିଜେପି କୁହାଲିଆ ଦଳ, ମିଛ ଗପ ଗପିବାରେ ସିଧ ହସ୍ତ ବିଜେପି, ରତ୍ନଭଣ୍ଡାର ଚାବି କୁଆଡେ ପତଳା ରୁ ଖୋଜି ଆଣିବ ବିଜେପି କିଏ ପାତାଳକୁ ଯାଇଛି ତାଙ୍କ ଦଳ ର ଆଗେ ସେ ଲୋକ ନା କୁହନ୍ତୁ, ନା ତାମିଲିନାଡୁ ଚାବି ଯାଇଥିଲା କିଏ ଯାଇ ଆଣିଲା ତା ନା କୁହନ୍ତୁ କିଏ ଯାଇଥିଲା ଚାବି ପାଇଁ କୁଆଡେ

  • @KartikJena-we5oj
    @KartikJena-we5oj18 күн бұрын

    ମୋଦି ଜି ତୁମ ବଚଳମି ଟିକେ ଛାଡ ତୁମେ ଭାରତ ଭଳି ବିଶାଳ ଗଣତନ୍ତ୍ର ଦେଶ ର ପ୍ରଧାନ ମନ୍ତ୍ରୀ ଏତେ ଶସ୍ତା କହି ପଡ ମର୍ଯ୍ୟାଦା ଖୁର୍ନ କରନ୍ତିନି।ଯାହାଙ୍କ କଥା କହୁଛ ସେ ହେଉ ଛନ୍ତି ଜଗତର ନାଥ ଜଗନ୍ନାଥ biswo ବ୍ରହ୍ମାଣ୍ଡ ଠାକୁର୍,ଯାହାଙ୍କ କଥାରେ ପତ୍ର ଟିଏ ହେଲେଣି ଯାହାଙ୍କ ନିର୍ଦ୍ଦେଶ ରେ ଦିନ ରାତି ହୁଏ ତାଙ୍କ ଉପରେ ଏତେ ଶସ୍ତା ତିପାନି ଦେବା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଉଛି ଯିଏ ବିଶ୍ଵି ନୀୟନ୍ତ ଯାହାଙ୍କର ବଡ଼ b😊ad chaka ଅଖି ଚାରି ଆଡକୁ ଲମ୍ବିଛି ତମେ ଯେପରି କହିଲ ଜଗନ୍ନାଥ ତୁମ ଭକତ , ମତି ଭ୍ରମ ହେଲାଣି ରହି ଦେଖ ଜଗନ୍ନାଥ କଣ କରୁଛନ୍ତି

  • @SstarRajesh
    @SstarRajesh13 күн бұрын

    Jai mohon sir jai jagarnnath ❤❤❤🎉🎉🎉

  • @PratapchadraDas
    @PratapchadraDas18 күн бұрын

    ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଓଡ଼ିଶା ସାରା ବୁଲି ବୁଲି କହିବୁଲିଲେ ରତ୍ନ ଭଣ୍ଡାର ର ଚାବିକାଠି ଭି,କେ ପାଣ୍ଡିଆନନେଇ ଜାଇଛି ଏତେ ମିଛ କହି ଦେଶ ବାସି ଙ୍କୁ ଭକୁଆ ବନେଇ ଭୋଟ ଆତେଇଲ ଏବେ କୁହ ଚାବି କାହା ପାଖରୁ ଆଣିଲ , ସତକହି ଜିତିବାର ଦମ୍ ନଥିଲା ଏବେ ଦେଶ ବାସିସବୁ ଵୁଝିଗଲେ

  • @ranajitjena4668
    @ranajitjena466819 күн бұрын

    ଶଳେ ନିମଛତରାଙ୍କୁ ଶାସନ ବିଷୟରେ କଣ ଜଣା

  • @KutanSabar-yw6nk
    @KutanSabar-yw6nk18 күн бұрын

    ଏ ସରକାର କେବଳ ଭାଷଣ,ଆଉ କିଛି କରି ପାରିବେ ନାହିଁ

  • @amoshmajhi4502
    @amoshmajhi450218 күн бұрын

    ମୋହନ ମାଝୀ କେବେ କାହାର ଅନିଷ୍ଟ ଚାହାନ୍ତିନି , 👍🏼👍🏼👍🏼👍🏼

  • @umeshchandraswain8578
    @umeshchandraswain857818 күн бұрын

    ମୋଦି କହିନଥିଲେ ଲୋକେ କହିଥିଲେ

  • @indramaniswain3811
    @indramaniswain381117 күн бұрын

    ବଡ଼ ଦୁଃଖର ବିଷୟ ଜୟ ଜଗନ୍ନାଥ 🙏🙏

  • @user-iy4nq1mq5v
    @user-iy4nq1mq5v8 күн бұрын

    ପେଳଟା ପାଇବ 😊😊😊

  • @user-fy8kq2uf2z
    @user-fy8kq2uf2z19 күн бұрын

    Right

  • @user-dr1ic6bi3c
    @user-dr1ic6bi3c18 күн бұрын

    ଜୟ ଶ୍ରୀ ରାମ

  • @user-dr1ic6bi3c
    @user-dr1ic6bi3c18 күн бұрын

    ଜୟ ଶ୍ରୀ ଜଗନ୍ନାଥ

  • @user-dr1ic6bi3c
    @user-dr1ic6bi3c18 күн бұрын

    ଜୟ ଶ୍ରୀ କୃଷ୍ଣ

  • @user-zz5ff6yv1b
    @user-zz5ff6yv1b15 күн бұрын

    Naveen sir nka bala ku emane sorl hebeni naveen sir jindaeaad 🙏

  • @user-ey7ry4hd6j
    @user-ey7ry4hd6j18 күн бұрын

    Jagannath prabhu sahibeni.

  • @mukurumunda
    @mukurumunda18 күн бұрын

    😂😂😂 300unit bijuli bill kahibe

  • @purnachandramohanty9525
    @purnachandramohanty952517 күн бұрын

    ସୁପ୍ରିମକୋର୍ଟ ଦ୍ୱାରା ରତ୍ନ ଭଣ୍ଡାର ଚାବି ର ତଦନ୍ତ ନିହାତି ଆବଶକ୍ୟ ଅଛି. ସତ ମିଛ କିଏ କହୁ ଥିଲା ଜଣା ପଡିବ

  • @Saibaba144
    @Saibaba14412 күн бұрын

    Jay Shri Ram Jay Modi jay fula

  • @panchanansahoo3597
    @panchanansahoo359718 күн бұрын

    ଖାଲୁଆ ସରକାର

  • @laxmidharnayak4191
    @laxmidharnayak419119 күн бұрын

    Dhanyawad.Salasuturare sarkar chalichhi.(?) Puruna Prem bhari madhur. Loke thik jawab debe.

  • @user-yd7dq7ij6w

    @user-yd7dq7ij6w

    19 күн бұрын

    Ara.tharaku.chas.budile.barse.bhot.pai.panch.barsa.jagibaku.padib

  • @PadmanMali-js6wk
    @PadmanMali-js6wk12 күн бұрын

    😮

  • @MaheshwariMedia
    @MaheshwariMedia19 күн бұрын

    ବିଜେପି ସରକାର ଖାଚି ଖାଚି ଗିହାବା

  • @prakashkumarjena.babusan.n3760
    @prakashkumarjena.babusan.n376017 күн бұрын

    ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏

  • @hiranyasahoo3548
    @hiranyasahoo354819 күн бұрын

    A Sarakar michhua Galua kuade gala tume jou Ratnabhandar chabi 1 month re Deba Abe kn karuchha

  • @minketanmajhi8045
    @minketanmajhi804511 күн бұрын

    ଭିର୍ତ୍ତିହୀନ ଖବର

  • @debasishpatra1366
    @debasishpatra136619 күн бұрын

    This Modi is interested to utilise this Ratnavandar for BJP .

  • @pvmuralidharan8027
    @pvmuralidharan802717 күн бұрын

    OH MY GOD IT IS UNBELIEVABLE MAHA PRABHU IS NOT FORGIVE THIS KEY MATTER AND ALL REPORT SUBMIT TO THE TABLE IMMEDIATELY

  • @prabiramishra9758
    @prabiramishra975816 күн бұрын

    ଓଡ଼ିଆ ଲୋକଙ୍କୁ ଭକୁଆ ବୁଲାଉ ଛନ୍ତି, ମୋଦିଜୀ.

  • @lasanajani
    @lasanajani18 күн бұрын

    ଏ ସରକାର ର ଖାଲି ଭଶଣ ମାରିଵା

  • @sureshdash8597
    @sureshdash859719 күн бұрын

    Aparajita sarangi ku pratap sarangi ku cm karajau

  • @jaydevpradhan9433
    @jaydevpradhan943319 күн бұрын

    Modi and Mohan both are tauter

  • @gurucharanmohapatra4508
    @gurucharanmohapatra450818 күн бұрын

    Really Most painful dialogues.Dukha tike laguni?

  • @dayapatra3241
    @dayapatra324118 күн бұрын

    ଆରେ ଚୋର ବେଇମନ ରତ୍ନ ଭଣ୍ଡାର କଣ ତୋ ବୋପାର ସହ ସହ ବର୍ଷରୁ ମହାପ୍ରଭୁଙ୍କର ଆଢୁଆଳ ରେ ସୋଭା ପାଉଛି | ତାହା ଆମ ଓଡିଶାର ଗୌରବ ତାକୁ ଆଖିପକାଇବା କାହାପକ୍ଷେ ଅସମ୍ଭବ | ତୁ ଶେଷରେ ଆସିଲୁ ଓଡିଶାରେ ଶାସନକରି ଓଡ଼ିଶାକୁ ଖୋଳ କରିବୁ | ନରେନ୍ଦ୍ର ମୋଦୀ ତୁ ବାକ୍ୟବିର ହୋଇ ମହାପ୍ରଭୁଙ୍କୁ ଅବମାନନା କରୁଛୁ ତୋପାଇଁ ନର୍କରେ ସ୍ଥାନ (0) "ଜୟଜଗର୍ନ୍ନାଥ"

  • @SsPix23
    @SsPix2312 күн бұрын

    Jai bjp ❤❤

  • @SwadharmaOdisha
    @SwadharmaOdisha18 күн бұрын

    Bjd 25 yrs re kariparila Nahi..cong 50 yrs rahila ..kichhi kariparila nahi ..ebe bjp dui dina hela asichhi ki nahi..sabu immediately karidia..jaha ki kebe possible nuhe .. give 5 yrs ..then blame..and then change

  • @Pramila-ie1fb
    @Pramila-ie1fb18 күн бұрын

    ଚ। ବିହଜିର୍ଥଲେ ସିନା ବିଜେପି ମିଛ କହି ର୍ଥ ଲାମୋହେନମା ଝି ସେର୍ଥରେ ଅଛି

  • @dhaniramgoud3761
    @dhaniramgoud376118 күн бұрын

    ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର bjp ସରକାର କଣ pandian ଠାରୁ ଚାବି ଆଣିଲେକି ? ରତ୍ନଭଣ୍ଡାର ଚାବି ଭୋଟ ପୂର୍ବରୁ କହୁଥିଲ ଚାବି ହଜିଯାଇଛି ବୋଲି।

  • @gopalkrishnapattnaik5313
    @gopalkrishnapattnaik531318 күн бұрын

    Modiji, PLEASE HEAR & SOLVE COMMON PROBLEMS & PROBLEMS OF COMMON MAN .. WHAT IS YOUR ADVICE TO CHIEF MINISTER & OFFICERS WORKING UNDER HIM ??? THOSE ARE NOT CARRIED OUT DISTRICT WISE ??? WHY ??

  • @sitaramkumarpradhan842
    @sitaramkumarpradhan84218 күн бұрын

    Modi ji jane micha thok kahiki 11 years hela desh pai kichi karinahanti Bjp hat re hi chabi achi thila only Odissa ku bhunya buleuchanti

  • @SAIKO60
    @SAIKO6018 күн бұрын

    2029 re rahul gandhi coming yaad rakhna 😂

  • @harihardhal1974
    @harihardhal197419 күн бұрын

    Sarakar jathasighra tadanta karantu

  • @masterkuna1931
    @masterkuna193118 күн бұрын

    👍🆗😳🙋🙏🌹🤝💯

  • @user-uv9oo6up8v
    @user-uv9oo6up8v19 күн бұрын

    Navin. Olu

  • @SekharsambhitDhal
    @SekharsambhitDhal18 күн бұрын

    BJP sarkar sabubele odisha bashi nku thakibare mahir 😢😢

  • @gurucharanmohapatra4508
    @gurucharanmohapatra450818 күн бұрын

    Really Big tautor. Dukha laguchhi

  • @user-ry4gf1pu8c
    @user-ry4gf1pu8c18 күн бұрын

    Jio Airtel BJP badhaela

  • @rameshchandraswain5449
    @rameshchandraswain544918 күн бұрын

    A weak Govt.

  • @SomnathRout-rc4gu
    @SomnathRout-rc4gu18 күн бұрын

    Ratna bhadar re kana achhi samaste janiba darkar seta ama prabhunkka jinisa jadi kie chori kare kahaku bharasa nahi

  • @BuluNaik-zg1hg
    @BuluNaik-zg1hg18 күн бұрын

    25Years bjd rajaniti kala taku kichhi kahi parilani ebe kahicha bjp ku

  • @parsuramnayak4093
    @parsuramnayak409316 күн бұрын

    Modi sara world re no1 .jia ninda karuchi se watch men pain madhya gogya nunha .

  • @RajeshkumarBarik-n2r
    @RajeshkumarBarik-n2r17 күн бұрын

    1 month hei gala ratnavandar chabi kude gala

  • @user-fu6ev2pu4e
    @user-fu6ev2pu4e17 күн бұрын

    E bjp sarkar ra katha vote lagi thila😂😂😂😂

  • @sdcyclone5736
    @sdcyclone573619 күн бұрын

    Odisha loka nku deithiba katha purana karantu nija bakya nije rakhantu

  • @bijayamalik8903
    @bijayamalik890318 күн бұрын

    ମିଛୁଆ ସରକାର

  • @user-kc1jh6oh9b
    @user-kc1jh6oh9b15 күн бұрын

    Nobin chura pandian ku chabi kathi dai thila

  • @manasjena45
    @manasjena4518 күн бұрын

    2029 Congress coming gandi mareiba

  • @SAIKO60

    @SAIKO60

    18 күн бұрын

    Yes

  • @rosypradhan5307
    @rosypradhan530718 күн бұрын

    Jama ranta bhandara kholani sabu gujurat paleeba jaganathank sanpati

  • @kaliabagh1157
    @kaliabagh115716 күн бұрын

    Janata nku hairan kale puni jawab deve

  • @ganeshnayak7400
    @ganeshnayak740010 күн бұрын

    Modi ra bandi mara re Bhai

  • @narayandalai8414
    @narayandalai841415 күн бұрын

    ତମେ କରିଦିଅ

  • @mahavir453
    @mahavir45318 күн бұрын

    JAI HO🙏🚩 MOHAN MAJHHI EAK DOGLAA INSHAN HAI KYA

  • @PanchananaBehera-hr2vp
    @PanchananaBehera-hr2vp9 күн бұрын

    Jayasriram,baba,ma,ko,naman,,,mu,vhabu,chi,,samaste,misi,kama,kariba,,karana,ama,upare,,amadesara,bada,gurujana,loka,achanti,,modi,baba,nku,mu,dhuithara,,,odisaku,dakichi,amaku,kathaadeithile,,ama,kama,karibapai,,sar,naman,jayasriram

  • @RajaSwain40
    @RajaSwain4019 күн бұрын

    The govt is better for us

  • @BhakitKishah20204

    @BhakitKishah20204

    18 күн бұрын

    Blazer

  • @ajaysahoo2976
    @ajaysahoo297619 күн бұрын

    Bjp ra bada kendriya neta election purbaru bada katha kahigale,sehi katha ku bharasa kari odia bjp ku andha bhabare vote dei jitaile. Hele jane aparipakya adibasi lokaku cm kari puni odianka saha kheluchanty. Ebe Modi kathare bi odisha loka mutibeni.

  • @chittaranjansahu1613
    @chittaranjansahu161318 күн бұрын

    Modiji aap bol raheth e ratna bhandar ki chabi Tamilnadu chala gaya. Aab logo kehte hai aab ratna bhandar gujrat chala jayega.

  • @parsuramnayak4093
    @parsuramnayak409316 күн бұрын

    25 barsa akhipauni .a ta gota a masa .tathapi 1 masa re kete kan kari sarilani dharjyadhara .apekshyara phala mitha .not tautar govt .

  • @mohapatrasubhranshusekhar7545
    @mohapatrasubhranshusekhar754518 күн бұрын

    Chabi nakhoji kolapa bhangi diajau ! Kintu tahapurbaru Strang room O Security byqbasta karajau .

  • @amitkumarnayak1574
    @amitkumarnayak157417 күн бұрын

    Free yojana karni loka sabu alsua durniti sartha ehi sabu armba heba durniti hatiba ku hele free band karaja bjp srakar batku asibe

  • @AshokPani-r5p
    @AshokPani-r5p18 күн бұрын

    E bjd kou bhala na bjp bhala?Jie e sasan gadire basila, gm hela,nija swarth dekhila.Ebe dardam roka nagale, ofisha sarkar ku thik karidebe.E bala sasan darkar nahin Lokamane jadi bhoka upasre maribe,kamadhanda napaibe e bala sarkar gandire latmaribe odishabasi.

  • @kamalbhoi4356
    @kamalbhoi435610 күн бұрын

    Dekha be odissa basi sate pura basi

  • @pramodmalik7917
    @pramodmalik791718 күн бұрын

    Gurarat bepari odisha achichanti odisha lutibapai

  • @ashokkumardash1032
    @ashokkumardash103218 күн бұрын

    Mohana babu nka sahasa nanhi. Bjp sasrakara pura jana padilani pura akarma.khali hhasana baji kala bala.

  • @user-we4hc2jx4j
    @user-we4hc2jx4j18 күн бұрын

    Bjd ra pandian neigala au bjp ra Kia neba chabikathi janiba katha😂

  • @kamarajjena5461
    @kamarajjena546118 күн бұрын

    ଠିକ କଥା

  • @sidharthasidhartha377
    @sidharthasidhartha37718 күн бұрын

    Chit found katha bhuligalaki mohan sir

  • @rozasaiodiakitchen
    @rozasaiodiakitchen17 күн бұрын

    Michha kahibar gote sima thae ,sabu par kari dauchha

  • @santoshpal203
    @santoshpal20319 күн бұрын

    😂

  • @mdfazlekarim1737
    @mdfazlekarim173717 күн бұрын

    Acha jumla hai

  • @kanakalatadas8600
    @kanakalatadas860019 күн бұрын

    MODI BHASANA BAND KARS.BHAJAPA DANGA BAJI SARKAR

  • @laxmidharsahu8083
    @laxmidharsahu808319 күн бұрын

    Mohan sarkar ku time diya.ate Kam samay re asha Kariba ati hoijauchi.

  • @Lituharichandan

    @Lituharichandan

    19 күн бұрын

    Ratna vandar ra chabi kholibaku Kan samaya Darkar Kan kou construction kama heuchi ki ?

  • @anamjena2157
    @anamjena215714 күн бұрын

    Daridra kari be ei duijana

  • @sushantKumar-fo7eh
    @sushantKumar-fo7eh18 күн бұрын

    Khajana ......,😢

  • @JoubanRout
    @JoubanRout4 күн бұрын

    😅😅😅

  • @user-jf7nn6bq8l
    @user-jf7nn6bq8l18 күн бұрын

    Tamil Nadu kan chaligala

Келесі