News Point: Ration Card And Rice Distribution Scam | Allegation Of Corruption On Former BJD Govt

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews #rationcard

Пікірлер: 804

  • @Prem-bz3tr
    @Prem-bz3tr23 күн бұрын

    ସବୁ ତ ଧନୀ ଲୋକ ଙ୍କୁ ମିଳୁଛି ଗରିବ ଭୂମିହୀନ ଲୋକଙ୍କୁ ରାସନ କାର୍ଡ ମିଳି ନାହିଁ ଘର ଟିଏ କରିବା କୁ ଜାଗା ନାହିଁ ସରକାର ଏ ମାନଙ୍କୁ ଟିକେ ଧିଆନ ଦିଅନ୍ତୁ

  • @user-fh1xn9bv6n

    @user-fh1xn9bv6n

    23 күн бұрын

    Rasana band karajau.puni chinhata kari prakuta gariba lokanku dianau.

  • @CopY_PaSt9

    @CopY_PaSt9

    23 күн бұрын

    Sata kahila bhai tame BJD SARKAR maigha sarkar

  • @pritampolei7087

    @pritampolei7087

    23 күн бұрын

    BJD chamach sabu dhani loka ration neuchhanti gariba loka nuhe

  • @asisranjan7787

    @asisranjan7787

    23 күн бұрын

    Gariba loka b gaichhnti..bt sethire dhani loka misiki achhnti

  • @Pruseth_10

    @Pruseth_10

    23 күн бұрын

    Garib kie aau garib nahi

  • @mr.sanjayinformationdiscov3282
    @mr.sanjayinformationdiscov328223 күн бұрын

    ଦୁଇ ମହଲା କୋଠା, ଘରେ ଏସି ଲାଗିଛି ତଥାପି ଚାଉଳ ମିଳୁଛି😂😂😂

  • @jugalsahu6560

    @jugalsahu6560

    23 күн бұрын

    10:37

  • @user-cs5ej2wr3h
    @user-cs5ej2wr3h23 күн бұрын

    ଖାଲି ଚାଉଳ ନୁହେଁ, ପାଇଖାନା, ଆବାସ ଯୋଜନା ରେ ଗୋଟିଏ ଘରେ ୮ଟା ଲେଖା ପିଇଛନ୍ତି। ପ୍ରତି ଗାଁ ରେ ଏମିତି ଘଟଣା ପାଇବେ

  • @Bpatel152

    @Bpatel152

    23 күн бұрын

    Am gare bi

  • @BiswanathNayak-rg8xe

    @BiswanathNayak-rg8xe

    23 күн бұрын

    Y

  • @prasannakumarsamantaray1676

    @prasannakumarsamantaray1676

    22 күн бұрын

    ନିରାଟ ସତ କଥା ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ଏକାବେଳେ 3ରୁ 4 ଟି ଲାଟିନ ଆଉ ଯୋଗ୍ୟ ହିତାଧିକାରୀଙ୍କୁ ଶୂନ୍ୟ

  • @Sahu_Santanu_24

    @Sahu_Santanu_24

    14 күн бұрын

    ତୁମେ କଣ କରୁଛ । ଜ ଆଉ ତୁମେ ବି ଲେଟିଂ ବନ। କିଏ କଣ କଳା କିଏ କଣ ନ କଲେ ସେଟା ଖାଲି ଦେଖୁଥ । 😂😂😂😂

  • @SudarsuanPradhun

    @SudarsuanPradhun

    8 күн бұрын

    ​@@Bpatel152Gy G

  • @DillipBhoi-mu1dk
    @DillipBhoi-mu1dk23 күн бұрын

    ନୂଆ ସରକାର ନୂଆ ସର୍ଭେ କରିବାର ଆବଶ୍ୟକତା ରହିଛି

  • @banamalisankha3333

    @banamalisankha3333

    19 күн бұрын

    Yes

  • @SatyaSundar-e1u

    @SatyaSundar-e1u

    19 күн бұрын

    @@banamalisankha3333 🍅🍅🍅

  • @PK-xf6ot

    @PK-xf6ot

    19 күн бұрын

    Kana ku yes kahila ​@@banamalisankha3333

  • @kkvlogs1819
    @kkvlogs181923 күн бұрын

    ନୂଆ ତ add ହିଁ କରୁ ନାହାନ୍ତି 3 ବର୍ଷ ହେଲା କେହି ଶୁଣୁ ନାହାନ୍ତି new member add ବି କରୁ ନାହାନ୍ତି କିମ୍ବା ଭୂତ୍ ଙ୍କୁ କାଟୁ ନାହାନ୍ତି ।।। ଆପଣ ଠିକ୍ କହିଛନ୍ତି।।।true news

  • @TechnicArjun

    @TechnicArjun

    23 күн бұрын

    Yes 100% correct 100 100 Re correct

  • @brm143

    @brm143

    23 күн бұрын

    Han satare

  • @sbswagatikasmiley753

    @sbswagatikasmiley753

    22 күн бұрын

    Han thik katha

  • @madansahu6052

    @madansahu6052

    16 күн бұрын

    Sat katha

  • @user-ns6uw3kd7s
    @user-ns6uw3kd7s23 күн бұрын

    ଆମଗ୍ରାମରେ ଯାହାର ପାଞ୍ଚ ରୁ ଆଠ ଏକର ଜମି ଅଛି ସେମାନେ ଚାଉଳ ନଉ ଛନ୍ତି ଭୂମିହୀନ ଗରିବ ଲୋକ ମାନେ ପାଉନାହାନ୍ତି

  • @Vibek5678
    @Vibek567823 күн бұрын

    ଯେଉଁମାନଙ୍କର ରହିବା ଛଡା ଆଉ କିଛି ବି ନାହିଁ ସେଇମାନଙ୍କୁ ରାସନ୍ card ଦିଆଯାଉ । ଯେଉଁମାନେ ଭୂମିହୀନ ସେଇ ମାନଙ୍କୁ ରାସନ୍ card ମିଳୁ ମୋର ଏତିକି ଅନୁରୋଧ ରାଜ୍ୟ ସରକାରଙ୍କ ପାଖରେ

  • @alokmohapatra6771

    @alokmohapatra6771

    23 күн бұрын

    Correct

  • @mightypilu9640

    @mightypilu9640

    21 күн бұрын

    moro kiche be nahi mu 5 years heli ration card pani lagiche kintu haune

  • @deepakmaity931
    @deepakmaity93123 күн бұрын

    ସାଧାରଣ ଲୋକ ଚାଉଳ ଖାଇଗଲେ,ହେଲେ ନେତା ମନ୍ତ୍ରୀ ଓଡିଶା କୁ ଖାଇ ଗଲେ କିଛି ହେଉନାହିଁ କି କେହି ଅଭିଯୋଗ କରୁନାହାନ୍ତି

  • @prakashyoutube2138

    @prakashyoutube2138

    23 күн бұрын

    ❤❤

  • @StudyHelp2U

    @StudyHelp2U

    23 күн бұрын

  • @MourjaMoona

    @MourjaMoona

    23 күн бұрын

    ❤❤❤

  • @user-ef2rv1to8x

    @user-ef2rv1to8x

    6 күн бұрын

    Right bro 👍👍👍👍🤣

  • @user-fz8fl3vp3e
    @user-fz8fl3vp3e23 күн бұрын

    Fonny time ରେ ଦଳିଅ ଲୋକଙ୍କ ଘର ଥାଇ ମଧ୍ୟ୍ୟ ସେମାନଙ୍କୁ fonny ର କ୍ଷୟ କ୍ଷତି ଦିଆ ଯାଇଛି, ଯାହା ଘରେ ବିଜେଡି ଭୋଟର ଅଧିକ ମେମ୍ବର ଅଛନ୍ତି, ସେମାନଙ୍କୁ ଦିଆଯାଇଛି

  • @user-je5lr6tm6t
    @user-je5lr6tm6t23 күн бұрын

    ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ। ଭତ୍ତା ବି ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ

  • @user-dr1yl8ym7k
    @user-dr1yl8ym7k23 күн бұрын

    ଯଉ ମାନେ ଟାକ୍ସ ଦେଉଛନ୍ତି, ସେମାନେ ବି ରାସନ ନେଉଛନ୍ତି, example - contrator, pvt jobe softwear company empoly, ଚାରିଚକିଆ ଯାନ ଥିବା ଲୋକ, ଜଣିକିଆ 6 ବଖରା ଘର ଥିବା ଲୋକ, ଜଣିକିଆ 8 ଏକର ଜମି ଥିବା ଲୋକ ପାଉଛନ୍ତି

  • @kartik-rb1mj

    @kartik-rb1mj

    12 күн бұрын

  • @kishorekumbhar2855
    @kishorekumbhar285523 күн бұрын

    କିଏ କଣ କଲା ଦୋଷାରୋପ ନ କରି ଅଯୋଗ୍ୟ ଲୋକଙ୍କୁ କାଟି ଯୋଗ୍ୟ ଲୋକ ଙ୍କୁ ରାସନ କାର୍ଡ଼ ଦେଲେ ଭଲ ହେବ

  • @chandrasennayak9352

    @chandrasennayak9352

    21 күн бұрын

    Good 👍

  • @purusottamnayak7029

    @purusottamnayak7029

    13 күн бұрын

    Full politics today government

  • @karunakarmohanty89
    @karunakarmohanty8923 күн бұрын

    ବହୁତ ସୁନ୍ଦର ପଦକ୍ଷେପ ବଡ଼ ଲୋକ ମାନେ ଚାଉଳ ନେଉଛନ୍ତି ତଦନ୍ତ ଆରମ୍ଭ ହେଉ ଜୟ ମହନ ସରକାର ଜୟ ଶ୍ରୀ ରାମ

  • @rabindrarouta2465
    @rabindrarouta246523 күн бұрын

    ରାସନ କାର୍ଡ ନଥିବା ଏକ ମଧ୍ୟବିତ୍ତ ପରିବାର ଆଜି ମେଡ଼ିକାଲ ରେ ଯେଉ ଭଳିଭାବେ ସ୍ବାସ୍ଥ୍ୟଗତ ସମସ୍ୟା କୁ ନେଇ ଆର୍ଥିକ ବୋଝ ର ବାଧକ ସାଜିଛି ଯଦି ଏହିଭଳି ସମସ୍ୟା ର ସମାଧାନ ପାଇଁ ଯଦି ସରକାର କିଛି ଉଚିତ୍ ପଦକ୍ଷେପ ନେଇ ଯୋଜନା ମାନ ପ୍ରସ୍ତୁତ କରନ୍ତେ ତେବେ ଯାଇ ମଧ୍ୟବିତ୍ତ ପରିବାର ଲୋକ ଟି ସ୍ବାସ୍ଥ୍ୟଗତ ସମସ୍ୟା ରୁ ଆଶ୍ୱସ୍ତି ପାଇପାରନ୍ତା !!! ❤ଜୟ ଶ୍ରୀ ଜଗନ୍ନାଥ ❤

  • @parsuramsahoo7509

    @parsuramsahoo7509

    23 күн бұрын

    Su chintinta mata🎉🎉🎉🎉🎉

  • @The_one_and_onlyyyy

    @The_one_and_onlyyyy

    23 күн бұрын

    Hn bhai amara ration card nahi boli, health card b miluni

  • @sudarsandash7557

    @sudarsandash7557

    6 күн бұрын

    Right

  • @shekhmuna3348
    @shekhmuna334823 күн бұрын

    ସର୍ଭେର କରାଯଉ ନୂଅଏ ରାସନ କାର୍ଡ ହଉ

  • @MithunKumarofficial-oc8ig

    @MithunKumarofficial-oc8ig

    22 күн бұрын

    ରାଇଟ କଥା

  • @lalitapradhan7199

    @lalitapradhan7199

    9 күн бұрын

    Thik Katha

  • @lalitapradhan7199

    @lalitapradhan7199

    9 күн бұрын

    Survey karajau

  • @sejalkallo1657

    @sejalkallo1657

    6 күн бұрын

    Yes...right 💯

  • @BabukuamrMallick-ep7ko

    @BabukuamrMallick-ep7ko

    6 күн бұрын

    ସତକଥା

  • @AlineOp
    @AlineOp23 күн бұрын

    ମାଗଣା ଚାଉଳ ଟୋଟାଲ ରାଜ୍ୟରୁ ବଂଦ ହେଉ।ଅନ୍ୟ କିଛି ବିକଳ୍ପ ମାଗଣା ଦିଅନ୍ତୁ।ନହେଲେ ବିଜେପି କୁ ମହଗା ପଡିବ

  • @maheshwardas310
    @maheshwardas31023 күн бұрын

    ଆମ ଗାଁରେ ବଡ଼ ଲୋକ ପାଉଛନ୍ତି ଚାଉଳ. ଯାହାର ଚାଷ ଜମି ଅଛି 10 ଏକର୍ 20 ଏକର BJD ଦଳୀୟ ଲୋକ

  • @sanjuktabiswal1569

    @sanjuktabiswal1569

    23 күн бұрын

    ସବୁ ଆଡେ ସେଇୟା, କୁଜି ନେତା 3000ଟଙ୍କା ଖାଇ କରେଇ ଦେଉଛନ୍ତି,

  • @kumarmanas6913
    @kumarmanas691323 күн бұрын

    ଯୋଗ୍ୟ ହିତାଧିକାରୀଙ୍କୁ ଏଯାଏଁ ରେସନ କାର୍ଡ ମିଳିନାହିଁ କିନ୍ତୁ ଯେଉଁମାନେ ଯୋଗ୍ୟନୁହ୍ନେ ସେମାନେ ପାଉଛନ୍ତି । ଏହା ଉପରେ କାଇଁ ତଦନ୍ତ ହେଉ ନାହିଁ ।। ବହୁତ୍ ଗରିବଶାଳୀ ଲୋକମାନେ ଏଥିରୁ ଏବେ ମଧ୍ୟ ବଞ୍ଚିତ ଅଛନ୍ତି। ତେଣୁ ଏହା ଉପରେ ତଦନ୍ତ କରିବା ନିହାତି ଆବଶ୍ୟକ 🙏🙏

  • @susantabaliarsingh8811

    @susantabaliarsingh8811

    22 күн бұрын

    ସର୍ଭେ ନିହାତି ଦରକାର....

  • @PradeepPradeep-ys8xi
    @PradeepPradeep-ys8xi23 күн бұрын

    ସରକାର ଚିହ୍ନିପରୁନାଇ ଧନୀ କିଏ ଗରିବ କିଏ ସମସ୍ତଙ୍କୁ ସମସ୍ତ ପ୍ରକାରର ସୁବିଧା ଧୋନୀ ଲୋକଙ୍କୁ ଅଧିକ ମିଳୁଛି

  • @sradhamihir5552

    @sradhamihir5552

    23 күн бұрын

    ଲାଞ୍ଚର କମାଲ ଇଏ ସବୁ 😢 ଏଠି ଯାହା ପାଖରେ ଟଙ୍କା ଅଧିକ ସିଏ ସବୁ ସୁବିଧାର ଲାଭ ଉଠେଇବ ଆଉ ଯିଏ ବେରୋଜଗାରିଆ, ପଇସା ନାହିଁ ସେ କିଛି ପାଇବନି

  • @manojsahu2039
    @manojsahu203923 күн бұрын

    ଯେଉଁ ବ୍ୟକ୍ତି ସରକାରୀ ରେଶମ କାର୍ଡ ପାଇବା ଉପଯୁକ୍ତ ତାଙ୍କୁ ହିଁ ଦିଆଯାଉ ତେଲିଆ ମୁଣ୍ଡରେ ତେଲ ନ ଦେଇ ରୁଖିଲା ମୁଣ୍ଡରେ ତେଲ ଦିଅନ୍ତୁ

  • @krushnaprasadmohanty3831
    @krushnaprasadmohanty383123 күн бұрын

    ଧନ୍ୟବାଦ କନକ ଟିଭି - ଧନ୍ୟବାଦ କୃଷ୍ଣ ପାତ୍ର ।

  • @disembarpatel3507

    @disembarpatel3507

    18 күн бұрын

    Yes sir

  • @TripleKEmpire-br8tf
    @TripleKEmpire-br8tf23 күн бұрын

    ଆରେ ଭାଇ ରାସନ୍ କାର୍ଡ ପଛରେ ଏତେ ତତ୍ପର କାହିଁକି ଏଠି ଶଳା ନେତା ମନ୍ତ୍ରୀ ସରକାରୀ କର୍ମଚାରୀ ବିଭିନ୍ନ ପ୍ରକାରର ସରକାରୀ କାମରେ ଏତେ ଦୁର୍ନୀତି ହେଇଛି। ଯେତେ murder rape ଅପରାଧ ହେଇଛି ତାହାର ତଦନ୍ତ ହେଇ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀ ମାନଙ୍କୁ ଦଣ୍ଡ ନ ଦେଇ ଏ କି ତାମସା ଲଗେଇଛ । ଚାଉଳ ଯିଏ ଖାଉଛି ତା ପେଟ ପାଇଁ ହିଁ ଖାଉଛି, ଗୋଟେ ଗରିବ ଲୋକ ସାମାନ୍ୟ ଗୋଟେ bike ଯାହାର ଥିବ ସେ କେତେ କଷ୍ଟ କରି ଗୋଟେ bike କିଣିଥିବ ତାକୁ list ru ନାଆଁ କାଟିଦେଲେ ତମର ଧର୍ମ ସହିବନି । ଭଲ ଭାବରେ ତଦନ୍ତ କରି କାମ ଆଗକୁ ନିଅନ୍ତୁ। ଆମ ଓଡ଼ିଶାରେ two wheeler ଗାଡ଼ି 60% ru 70% ଗରିବ family ପାଖରେ ଅଛି, ତାହାମାନେ ସମସ୍ତଙ୍କୁ list ରୁ ହଟେଇବ ନା କଣ, ଏଠି ସାମାନ୍ୟ GS GRS NREGS କାମ କରି ମାଲାମାଲ୍ ହୋଇଯାଉଛନ୍ତି, ଗୋଟେ ପାଇଖାନାକୁ ଦୁଇ ତିନି ଥର ବିଲ୍ କରି ଠିକାଦାର ମାଲାମାଲ୍, ଘର ବ୍ରିଜ୍ କୁ ନିମ୍ନ ମାନର କାମ କରି ଠିକାଦାର ମାଲାମାଲ୍ହୋଇଯାଇଛନ୍ତି ତାହାର ତଦନ୍ତ ନ କରି ଏ ଭାଡୁଆ ସରକାର ରାସନ୍ କାର୍ଡ ପଛରେ ପଡ଼ିଛି।

  • @spacademysrinivaspatnaik4298

    @spacademysrinivaspatnaik4298

    7 күн бұрын

    4 wheeler. 2 son earning. 3. House rent 4 own land.

  • @birajrout7432
    @birajrout743223 күн бұрын

    ଯାହା ହେଉ ଗୋଟେ ମାସେର 25ଲକ୍ଷ ଚିନ୍ହଟ କଲ ଭଲ ସେମାନଙ୍କ ର କାଟି ଗରିବକୁ ଦିଅ

  • @KushaRaut-eg1yr
    @KushaRaut-eg1yr23 күн бұрын

    ବହୁତ ଲୋକ ର ନାମ କାଟିବା ଦରକାର୍ ଜୀବିତ ଗରିବ କୁ ମିଳୁ ❤❤

  • @DamdharDamodar
    @DamdharDamodar22 күн бұрын

    ଭତ୍ତା line କୁ ବି ଟିକେ ଯାଆନ୍ତୁ ଯେଉଁ ମାନେ ଭତ୍ତା ପାଇବାର ଅଯୋଗ୍ୟ ସେମାନେ ବି ତୋ ଭତ୍ତା ପାଉଛନ୍ତି।

  • @aniketmishra5600
    @aniketmishra560023 күн бұрын

    ଆଗାମୀ ଦିନ ରେ ନିଟ୍ ସ୍କାମ କଥା ଦିଲ୍ଲୀ ନିୟୁଜ ଓ୍ୱାରଲଡ ନିୟୁଜ କନକ ଟିଭି କୁ ପଚାରିବ

  • @spacademysrinivaspatnaik4298

    @spacademysrinivaspatnaik4298

    7 күн бұрын

  • @user-bk4qq7sj8j
    @user-bk4qq7sj8j23 күн бұрын

    ସତ କଥା ହାହୁଛନ୍ତି ମନ୍ତ୍ରୀ 10 ଏକର ଜମି ଗାଡ଼ି ମଟର ଥିବା ଲୋକ ପା ଉ ଛନ୍ତି

  • @sanjeebkumarsahoo5132
    @sanjeebkumarsahoo513223 күн бұрын

    ନେତା ଆସିବେ ଯିବେ କିଛି ହବନି ଏମିତି ଚାଲିବ ଆଗକୁ ପଞ୍ଚାୟତ ଇଲେକ୍ସନ ଲୋକଙ୍କୂ କାଟିବା ଭୟ ଦେଖାଇ ଭୋଟ ନେବେ ( ରାଜନୀତି ବୁଧୀ 👌)#ମାଗଣାଖିଆ ଜନତା 😀

  • @paramanandajena9280
    @paramanandajena928023 күн бұрын

    ବାସ୍ତବରେ ଭୂମିହୀନ ପରିବାର କୁ ଦିଆଯାଉ

  • @pradeepkumarsinha803
    @pradeepkumarsinha80323 күн бұрын

    💯 Right, No Doubt. NOT ONLY CORRUPTION IN RATION CARD BUT ALSO IN ALL DEPARTMENTS.

  • @dinabandhudash5218
    @dinabandhudash521823 күн бұрын

    ସମସ୍ତ ଜିଲ୍ଲା ସବୁବ୍ଲକ ପଞ୍ଚାୟତ ରେ ସିସିଟିଭି ଲଗାଯାଉ ଓ ରାସନ କାର୍ଡ ଯାଞ୍ଚ କରା ଯାଉ . ଗରିବକୁ ଚାଉଳ ମିଳୁନାହିଁ ପରିବାରରେ 5.ଜଣା ରେ 3ପାଉଛନ୍ତି ଧନୀ ଲୋକ କାହାର ଟ୍ରାକ୍ଟର ତ କାହର କାର ଗାଡି ଅଛି ସେମାନେ ପାଉଛନ୍ତି ଏମାନଙ୍କ ସବୁ କଟାଯିବ ଦରକାର

  • @santanuswain9482
    @santanuswain948223 күн бұрын

    ରାସନ କାର୍ଡ, ପାଇଖାନା ଆଉ ଵିଜୁ ପକା ଘର , ଇନ୍ଦିରା ଆବାସ ଯୋଜନା ଏ ସବୁ ଯାଞ୍ଚ ହେବା ଉଚିତ, ଉଚିତ ଲୋକ ପାଉ ନାହାନ୍ତି।

  • @trilochanmuna8345

    @trilochanmuna8345

    22 күн бұрын

    ଯୋଉଁମାନ ଙ୍କ ର ବିଲ ବାଡ଼ି ଅଛି ସେସବୁ ଅନୁଧ୍ୟାନ କରି ସେମାନଙ୍କ ରାସନ କାର୍ଡ କାଟନ୍ତୁ ଏକର ଏକର ଜମି ଅଛି ନିଜ ନାଁରେ ନଥାଉ ବାପା ନାଁରେ ବିଲ ଅଛି ସେମାନେ ବି ପାଉଛନ୍ତି ଏକଥା ବିଚାର କୁ ନିଆ ଯିବା ଦରକାର

  • @debabratadas4307
    @debabratadas430723 күн бұрын

    ଆମ ଭୋଗରାଇ ଅଞ୍ଚଳରେ ଲୋକଙ୍କ ପର୍ଯ୍ୟାପ୍ତ ଜମିବାଡ଼ି, ବାଇକ, ଫ୍ରିଜ୍, ୱାସିଂ ମେସିନ୍,ac,ଚାରିଚକିଆ,ଟ୍ରାକ୍ଟର ଥାଇ ମଧ୍ୟ ରେସନ୍ ପାଉଛନ୍ତି ।

  • @dasharathaentertainment8886
    @dasharathaentertainment888622 күн бұрын

    ରାସନ୍ କାର୍ଡ ଘଟାଲ ସରକାର ଯଦି ଚାହିଁବେ କମ୍ ହେଇ ପାରିବ ସେଥିପାଇଁ ଆମକୁ ପ୍ରକୃତ ହିତାଧିକାରୀ ରାସନ୍ କାର୍ଡ ପାଉଛନ୍ତି କି ନାହିଁ ‌

  • @gandharbbaral
    @gandharbbaral23 күн бұрын

    ବାଳ ନିୟୁଜ ବିନା ଆଧାର କାର୍ଡ ଓ biometric ରେ ରାସନ ଚାଉଳ ମିଳେ ନାହିଁ

  • @debasish8065

    @debasish8065

    23 күн бұрын

    Right

  • @sukantatechodia8253

    @sukantatechodia8253

    23 күн бұрын

    ଏଇଟା ସତ ମରିଯାଇଥିବ ଲୋକଙ୍କର ଏବେବି ଚାଉଳ ନେଉଛନ୍ତି

  • @_mr___rajput

    @_mr___rajput

    23 күн бұрын

    😂😂 25 kg badal re 22kg chaula dauchhanti

  • @TechnicArjun
    @TechnicArjun23 күн бұрын

    ପ୍ରଥମେ ମରିଯାଇଥିବା ଲକଙ୍କର ରାସନ୍ କାର୍ଡ ରେ ନାମ କଟାଯାଉ

  • @IndrajitDas-jq5ul
    @IndrajitDas-jq5ul23 күн бұрын

    Good decision 👍

  • @jharansundardeep6583
    @jharansundardeep658323 күн бұрын

    25 lakh Vote minus heijiba BJP ra

  • @uttambaba6800

    @uttambaba6800

    23 күн бұрын

    4 guno adhiko per gharu 4 hisab karo 😅😢😂

  • @pritampolei7087

    @pritampolei7087

    23 күн бұрын

    Se 25lakh BJD vote BJP ra nuha

  • @pritampolei7087

    @pritampolei7087

    23 күн бұрын

    @@jharansundardeep6583 amiti dam dekhouthila pandu kana abastha hela tara.kichhi nahi swachha sasan darkar jie paibar hakdar se pantu kintu chamcha dhani kujineta na pantu.bjp ra prati block panchayat re pratinidhi ahara tadarakh kari bhul lokanku chinhata karantu.

  • @BibekanandaDhal-xn4he

    @BibekanandaDhal-xn4he

    23 күн бұрын

    😂😂😂​@@pritampolei7087

  • @anojdhir2889

    @anojdhir2889

    23 күн бұрын

    25lakh x3 adhiko milibo..

  • @sarjagannath9
    @sarjagannath923 күн бұрын

    Mohan sir has taken the right decision. I thank Mohan Sir for this.

  • @Ajay-bq1lx
    @Ajay-bq1lx23 күн бұрын

    ବହୁତ ବଢିଅ| ...

  • @chaturbhujabag5095
    @chaturbhujabag50954 күн бұрын

    କୋଟି କୋଟି ଟଙ୍କା ରାଜନେତା ମାନେ ଲୁଟିଛନ୍ତି କୋଉକିମାନ ଚାଉଳ ପାଇଲା କୋଟି କୋଟି ହିସାବ କରୁଛ ପିସି ବାଳେକୁ ପ୍ରଥମ ଜେଲ ରେ ଭର

  • @kandarapapadhan9062
    @kandarapapadhan906223 күн бұрын

    ଜଣେ ମଣିଷ ଙ୍କ ଦେହାନ୍ତ ପରେ ପଞ୍ଚାୟତ ର ଯୋଗାଣ ସହାୟକ ଡାଇରେକ୍ଟ ଚାଉଳ ଖାଉଥିବ ତେଣୁ ଏହାର ତଦନ୍ତ କରାଯାଉ।

  • @bedasmitapatel914
    @bedasmitapatel91423 күн бұрын

    Pm kisan 6000 ଧନବିକିବେ3000 ପୁଣି ଚାଉଳ ପାଇଲେ ହେଲେ। ଭୂମିହୀନ ମାନେ କଣ ପାଇଲେ ସରକାର ଚିନ୍ତା କରନ୍ତୁ

  • @subashsanta6319
    @subashsanta631923 күн бұрын

    Rotion card ପରେ ବିଚାର ଆଗ mobile ରିଚାର୍ଜ କାହିଁକି ଏତେ ବଡିଛି ସେଇଟା ଟିକେ କୁହନ୍ତୁ

  • @pradiptadas1726
    @pradiptadas172623 күн бұрын

    ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ

  • @pradeepkumarsinha803
    @pradeepkumarsinha80323 күн бұрын

    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଯୋଗାଣ ବିଭାଗୀୟ ମନ୍ତ୍ରୀ 2022,ଫେବୃଆରୀ ମାସରୁ କ୍ରମାଗତ 5/6 ମାସର ପୁରୀ ଜିଲ୍ଲାର କୌଣସି ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଗହମ ପାଇ ନାହାନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। କନକ ନିଉଜ ଚ୍ୟାନେଲ ମାଧ୍ୟମରେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @nirbikalpadash8792
    @nirbikalpadash879223 күн бұрын

    ମାଗଣା ରେ ଚାଉଳ ଆଣି ୪୦ ଟଙ୍କା ରେ ବିକୁଛନ୍ତି, ବହୁତ ଲୋକ।

  • @anojdhir2889

    @anojdhir2889

    23 күн бұрын

    Right

  • @dibyapattnaik6640
    @dibyapattnaik664023 күн бұрын

    ଯାହାର ଦରକାର ପାଉ

  • @KHERWAL_BAZAAR
    @KHERWAL_BAZAAR21 күн бұрын

    ନବୀନ ସରକାର ପ୍ରଭୁ ଜଗନ୍ନାଥଙ୍କ ପରି ଟିକେ ଦୟାଳୁ । ସେ କାହାକୁ ମନା କରନ୍ତି ନାହିଁ। ସମସ୍ତଙ୍କୁ ଦେଇ ଦିଅନ୍ତି । ଜନସାଧାରଣ ଙ୍କ ଟଙ୍କା ଜନସାଧାରଣ ଙ୍କ ହିତରେ ଲାଗିଲା ଏଥିରେ ଭୁଲ କଣ ।

  • @gobindamajhimedia1801
    @gobindamajhimedia180122 күн бұрын

    ନିଶ୍ଚିତ ଭାବରେ ନୂଆ ସରକାର ନୂଆ ସର୍ବେ କରିବା ଉଚିତ 🙏🙏🙏🙏

  • @manojbarla3416
    @manojbarla341622 күн бұрын

    ଅଯୋଗ୍ୟ ର କଟା ଯାଉ ଓ ଯୋଗ୍ଯ ର ଯୋଡା ଯାଉ

  • @baibasutabhoi3439
    @baibasutabhoi343921 күн бұрын

    ଯାହାର 15 ଏକର ଜମି ଅଛି ପ୍ରଧାନ ମନ୍ତ୍ରୀ ଆବାସ ,ରାସନ୍ କାର୍ଡ କଳାହାଣ୍ଡି ରେ ଅନେକ ମିଳିବେ କିନ୍ତୁ ଭୂମିହୀନ ଲୋକ ରାସନ୍ card ପାଇନାହାନ୍ତି

  • @Manisha_5890malick
    @Manisha_5890malick23 күн бұрын

    ଆମର ତ ନାହିଁ ଖଟିଲେ ଖାଇବୁ ନହେଲେ ଉପବାସ ଏଇତ ସରକାର

  • @sarattripathy6840
    @sarattripathy684016 күн бұрын

    ଯଦି ହିତାଧିକାରୀ ଙ୍କ ନାମରେ ଅନ୍ୟ କେହି ଚାଉଳ ନେଉଥିଲା, ଆଖି ସ୍କାନ କାହାର ହେଉଥିଲା, ଏ କଥା କଣ ଆଜିର ମନ୍ତ୍ରୀ ଜାଣି ନାହାନ୍ତି,

  • @user-tb8rv4rj3x
    @user-tb8rv4rj3x23 күн бұрын

    ଚୋର ସରକାର ମାସେ ହୋଇନି ବିଭିନ୍ନ ନିୟମ କରୁଛି,ବାଳ ସରକାର ଦେଖିବ ୨୦୨୯ସୁଧା ଓଡ଼ିଶାକୁ ନିଶ୍ଚୟ ବିକ୍ରି କରି ଵ,

  • @basudevnayak8192

    @basudevnayak8192

    23 күн бұрын

    Thik Katha

  • @pabitranath5075

    @pabitranath5075

    23 күн бұрын

    Choro bjd ra mukha kholiba kete durniti sarkar bjd thila

  • @PratapchandraParida-li5er

    @PratapchandraParida-li5er

    23 күн бұрын

    ​@@basudevnayak8192ତମେଶଳା ଅଇଁଠା ଚଟା କୁକୁର ୨ ମାସ ହୋଇ ନାହିଁ ,ତମ ପେଟ ପୋଡିଲାଣି ଶଳା ଆଗକୁ ମରିବ ପଛେ ଆଉ ହାଉଳା ଆସିବନି।

  • @basudevnayak8192

    @basudevnayak8192

    23 күн бұрын

    @@PratapchandraParida-li5er kahi tor padu6i ki

  • @basudevnayak8192

    @basudevnayak8192

    23 күн бұрын

    ​@@PratapchandraParida-li5ertu guha chata kukur kahi tor podu6i bodhe.....

  • @rev.rohitkumarbag6053
    @rev.rohitkumarbag605323 күн бұрын

    ଗରିବ ଲୋକଙ୍କ ଉପକାର ହୋଇଛି, ସରକାର ନିଜେ ଖାଈ ନାହାନ୍ତି, ଏଣୁ ଏହାକୁ ଘୋଟଲା କହିବା ଉଚିତ ନୁହେଁ।

  • @azharkkhan8822
    @azharkkhan882223 күн бұрын

    🙏 ଜାଗୃତ 🌹 ଓଡିଶା 🌹ଜାଗୃତ🙏

  • @azharkkhan8822
    @azharkkhan882223 күн бұрын

    ବହୁତ୍ ଘୋଟଲା ହେଉଛି ଓଡ଼ିଶା ରେ ଭୋଲ ଭାବରେ ତଦନ୍ତ କୋରା ଯାଉ👍

  • @user-ym7yn1th8m
    @user-ym7yn1th8m16 күн бұрын

    ସାର ମୁଁ ବି ଗରିବ ମହିଳା ମୋ ସୁଆମି ଜଣେ ଲେବର କାମ କରୁଥିବା ମଣିଷ ଆମେ ଭୁବନେଶ୍ଵର ର ବାସିନ୍ଦା ପରିବାର ରେ ଆମେ 4 ଜଣ 40 ଟଙ୍କା ଚାଉଳ କିଲ କିଣି ଭାତ ଖାଉଛି ଆମର ଅଧିକାର ନାହିଁକି ଗୋଟିଏ ରାସନକାର୍ଡ ପାଇବାର ତେଣୁ ପୁଣି ସର୍ଭେ ହେବା ଦରକାର

  • @DebabrataBehera-fq1gw
    @DebabrataBehera-fq1gw23 күн бұрын

    Very good decission

  • @user-zg7nu5mh1h
    @user-zg7nu5mh1h23 күн бұрын

    ଭାରତୀୟ ଜନତା ପାର୍ଟି ଟିକିଏ ଭାବିଛିନ୍ତି ନିଷ୍ପତ୍ତି ନେବା ଦରକାର ମୁଁ କହିବାର କାରଣ ଯଦି ଧନୀଲୋକ କିମ୍ବା ଗରିବ ରାସନକାର୍ଡକୁ ଯଦି କାଟିବେ ଆଗାମୀ ଦିନରେ ଭୋଟ ହାର ପ୍ରତିଶତ କମିଯିବ

  • @anojdhir2889

    @anojdhir2889

    23 күн бұрын

    Bhaire amoku swachhata darkar..amiti hele Jai deshoro unnati hebo..

  • @anojdhir2889

    @anojdhir2889

    23 күн бұрын

    Vote sahito aharo sampark kn ..rajya ro development darkar

  • @user-yr3to2nb4q
    @user-yr3to2nb4q22 күн бұрын

    ବହୁତ ଗରିବ ଲୋକ ବି ପାଉନାହାଁନ୍ତି କିନ୍ତୁ ବହୁତ ଧନୀ ଲୋକ ବି ପାଉ ଥିବେ । ତେଣୁ ଆଉ ଥରେ ନୂଆ ସର୍ବେ ହେବା ଦରକାର ମୋର ସରକାରଙ୍କୁ ଅନୁରୋଧ। ଯଦି ଭଲ ଲାଗୁ ଥାଏ ବିଚାର କୁ ନିଆଯାଉ ।

  • @prasantamahapatra3479
    @prasantamahapatra347923 күн бұрын

    ଭୂତ card କାହାକୁ କହୁଛ ସେଭଳି ଲୋକ ଦୁନିଆରେ ନାହାଁନ୍ତି ସେହିଭଳି ଲୋକ ଚାଉଳ ପାୟୁଛନ୍ତି

  • @SREEYANSIPUNJI

    @SREEYANSIPUNJI

    23 күн бұрын

    Officer. Mane.

  • @manoranjan647
    @manoranjan6476 күн бұрын

    ଯାହାର ନାମରେ ଚାରି ଚକିଆ, ଛଅ ଚକିଆ ଯାନ ବାହାନ ଅଛି ସେମାନେ ମଧ୍ୟ ପାଇଛନ୍ତି। ଆଉ ଦୁଇ ଚକିଆ ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ଅଛି ।

  • @aarzoo4168
    @aarzoo41689 күн бұрын

    Jeu family ra bike,Mobile,TV,Freeze etc achhi se family ra Ration card bandh hebaa darkar.

  • @user-je5lr6tm6t
    @user-je5lr6tm6t7 күн бұрын

    ସତ କହିବାକୁ ଗଲେ ସମସ୍ତଙ୍କର ସର୍ଭେ କରାଯାଉ ଆଉଥରେ କିଏ ପାଇଵା ନିହାତି ଦରକାର। ବହୁତ ଵଡ ଲୋକ ମାନେ ରାସନ କାର୍ଡ ପାଇଛନ୍ତି

  • @user-td8tp4fb3s
    @user-td8tp4fb3s4 күн бұрын

    Right

  • @gangadharsatapathy316
    @gangadharsatapathy31622 күн бұрын

    ସମ୍ପୂର୍ଣ୍ଣ ରୂପେ ସତ୍ୟ। କୋଠାଘର, ଗାଡ଼ି, ଚାକିରୀ,ପେନ୍ ସନ୍, ଚାଷ ଜମି ଥିବା ଲୋକମାନେ ନେଉଛନ୍ତି।👍👍

  • @nayeemuddinkhan2676
    @nayeemuddinkhan26767 күн бұрын

    Office ରେ ବସି ତଦନ୍ତ କଲେ ହେବ ନାହିଁ ଗ୍ରାଉଣ୍ଡ କୁ ଆସି ତଦନ୍ତ କରନ୍ତୁ ନ ହେଲେ TV ଓ ସାମ୍ବାଦିକ ଙ୍କ ସାମ୍ନାରେ ବୋବାଇଲେ କଛି ଲାଭ ହେବ ନାହିଁ

  • @user-yx8wm9iq4q
    @user-yx8wm9iq4q23 күн бұрын

    Odisha re 250000 lakya loka Mari gale bekare katha

  • @aarzoo4168
    @aarzoo41689 күн бұрын

    Sabu free karibaru Labour milu nahanti

  • @litabehera6088
    @litabehera60887 күн бұрын

    ମୋ ଘରେ 5ଜଣ ଲୋକ ଅଛନ୍ତି, ଜମି, ବାଡ଼ି ନାହିଁ ତଥାପି ରାସନ କାର୍ଡ ନାହିଁ

  • @TankaGouda-kg9nx
    @TankaGouda-kg9nx20 күн бұрын

    ବିବାହ କରିକି 5ବର୍ଷ ହେଉଛି ରାସନ୍ କାର୍ଡ ମିଳୁନି zerax ଦେଇ ଦେଇଟକି ଗଲିଣି

  • @SushilMahakud-qo3vs
    @SushilMahakud-qo3vs23 күн бұрын

    ଖାଲି ଭୂତ ହିତାଧିକାରୀ ନୁହେଁ ଜମି ମାଲିକ,କୋଠା ମାଲିକ,ସରକାରୀ ଚାକିରିଆ,ଟ୍ରାକ୍ଟର ମାଲିକ ଓ ଆଉ ବଡ ବଡ ଧନୀ ମାନେ ସାମିଲ ଅଛନ୍ତି

  • @samirkupal9445
    @samirkupal944523 күн бұрын

    ଆପଣଙ୍କ କଥା ଭଲଲାଗେ

  • @SandeshTech-ni3zp
    @SandeshTech-ni3zp5 күн бұрын

    ରେସନ କାର୍ଡ କାହାପାଇଁ ଜାହାର ଘରେ ଖାଇବା ପିଇବାକୁ ହଇରାଣ ହେଉଛନ୍ତି ତାଙ୍କ ପାଇଁ । ଯୋଉ ଚାଷୀ ଭାଈ ମାନେ ମଣ୍ଡି ରେ ଧାନ କୁଣ୍ଟାଲ କୁଣ୍ଟାଲ ଦେଉ ଛନ୍ତି ସେ ଭାଈ ମାନେ ରାସନ୍ କାର୍ଡ ପାଇବା ଯୋଗ୍ୟ କି ? ଉତ୍ତର ସରକାର ଦିଅନ୍ତୂ

  • @pabitranath5075
    @pabitranath507523 күн бұрын

    Very good decision ❤❤

  • @KailashDas-js7ji
    @KailashDas-js7ji23 күн бұрын

    Nice ❤

  • @dipmusic1227
    @dipmusic122723 күн бұрын

    Kichhi magana diani lokonku rojgar dio loko ku kiniba ku sakhyama karao, dara dam kamao, jaumane handicap, aau jau bayaska loko kama kariparibeni semananku dio

  • @mandakinimohanta9069
    @mandakinimohanta90694 күн бұрын

    Right katha hundred percent thik mayurbhanj

  • @mohanofficialvlogs8226
    @mohanofficialvlogs822621 күн бұрын

    ଆମର ଖାଉଟି ବିଭାଗ ଅନୁରୋଧ Bank balance. Transaction ଦେଖୁନ ଏମିତି ଲୋକ ଅଛନ୍ତି ଜେ 14 ଲଖ୍ୟ car ଭି ଅଛି ଆଉ ରାସନ card ଅଛି ତାର

  • @subashbehera2472
    @subashbehera24727 күн бұрын

    ହଁ ଅଛନ୍ତି ଭୁତ ହିତାଧିକାରୀ। ଆମ ପନଚାୟତ ରେ

  • @trilochanmuna8345
    @trilochanmuna834522 күн бұрын

    ଜମି ବାଡ଼ି ଚେକ କରି ରାସନ କାର୍ଡ ଦିଆ ଯାଉ ଗାଡି ସମସ୍ତ ଙ୍କ ପାଖରେ ଅଛି ତା ମାନେ ସେ କଣ କୋଟିପତି ଲୋକଙ୍କ ଏକ ର ଏକର ଜମି ଅଛି କିନ୍ତୁ ଗାଡି ନାହିଁ ସେମାନଙ୍କୁ ମିଳିଛି ରାସନ କାର୍ଡ କିନ୍ତୁ ଯାହାର ଗାଡି ଅଛି ତାର ବିଲ ବାଡ଼ି ନାହିଁ ତାର ରାସନ କାର୍ଡ ନାହିଁ

  • @user-gc2wc9nw3y
    @user-gc2wc9nw3y23 күн бұрын

    ବଡ ବଡ ବିଲିଡିଁ ଘର ଠିଆ ହେଇ ମଧ୍ୟ୍ୟ ଚାଉଳ ପାଉଛନ୍ତି

  • @bipinamallik2803
    @bipinamallik280322 күн бұрын

    Sambadika Akhaya Sir Nirata Satya Katha Kahile Dhanyabad, Kanak Newsre Kahile Jahara Motor Caycale Thiba, Kothaghara Thiba Semanaku Milibanahi

  • @aarzoo4168
    @aarzoo41689 күн бұрын

    SC,ST mane Govt.job karuthile madhya Ration card pai chhanti

  • @RohitRout-z7r
    @RohitRout-z7r10 күн бұрын

    ୩ ବର୍ଷ ହେଲାଣି ଆମ ବାହା ଘର ଆଜି ଜାଏ ରାସନ୍ କାର୍ଡ ମୀଳି ନାହିଁ।

  • @gobindamajhimedia1801
    @gobindamajhimedia180122 күн бұрын

    ନକଲି ରାସନ କାର୍ଡ ଙ୍କୁ ବନ୍ଦ ଉଛିତ, ଯଉ ମାନେ ପରେ ପରେ ରାସନ କାର୍ଡ ବନେଇ ଛନ୍ତି ସେଇଟା ନକଲି ରାସନ କାର୍ଡ , ଯାହାକୁ ମିଳିବା କଥା ତାଙ୍କୁ ମିଳିନୀ, ପଇସା ଵାଲା ଲୋକ ମାନେ ପଇସା ଦେଇକି ରାସନ କାର୍ଡ ତିଆରି କରିଛନ୍ତି, କିନ୍ତୁ ଆମେ ଗରିବ ଲୋକ ପଇସା କୋଉଠୁ ପାଇବୁ ଯେ ଆମେ ପଇସା ଦେଇକି ରାସନ କାର୍ଡ ବନେଇବୁ

  • @Thiru6902
    @Thiru690223 күн бұрын

    ଆଉ ଥରେ ସର୍ଭେ ହେଲେ ଭଲ ହୁଅନ୍ତା 🎉🎉ଏ କଥା ୧୦୦%ଟିକ 😢😢😢😢

  • @manasdas7827
    @manasdas78278 күн бұрын

    କଠା ଘର ସରକାର ଦେଉଛି

  • @gourangasahu-sy1jk
    @gourangasahu-sy1jk23 күн бұрын

    Super news and Jay Jagannath

  • @chandrakantadalai6329
    @chandrakantadalai632921 күн бұрын

    ଆଉ ଗୋଟିଏ ଦୁଃଖ କଥା ଏଥିରେ ( ରାସନକାର୍ଡ ) ରେ ସବୁ ପ୍ରକାରର ସରକାରୀ ଏବଂ ବେସରକାରୀ ସୁବିଧାସୁଯୋଗ ଉପଲବ୍ଧ କରିଦିଆ ଯାଉଛି । ବାଃ ବାଃ

  • @bidyadharpadhan9532
    @bidyadharpadhan953223 күн бұрын

    ଆଜିକାଲି ତ ଘରେ ଘରେ bike, bike ଥିଲେ ଯଦି ration card ପାଇବେନି ତାହାଲେ 50% ration କଟିବ😂

  • @sradhamihir5552

    @sradhamihir5552

    23 күн бұрын

    ଅଧିକ bike ଯୌତୁକିଆରେ ପାଇଥିବେ😂

  • @urbashisingh2015
    @urbashisingh201523 күн бұрын

    ଆମେ ଗରିବ ହଇ ମଧ୍ୟ ଏଯାଇ ପାଇନୁ...

  • @preetirath2803
    @preetirath280323 күн бұрын

    Ration band kari dia only education and health benefits milu

  • @uttambaba6800

    @uttambaba6800

    23 күн бұрын

    Jaha lekhilu seita bjp kebe kari Boni au kichhi kari pare kintu se dita kebe koriboni😅😮😢

  • @kailashsahoo8012
    @kailashsahoo801222 күн бұрын

    ନୂତନ ଗାଇଡ ଲାଇନ,ସମ୍ପୂର୍ଣ ନୂଆ ରାସନ୍ କାର୍ଡ କରାଯାଉ

  • @pravakarpradhan1571
    @pravakarpradhan157123 күн бұрын

    Jeun mane BJP Ku vote dei chhanti prathame semanaka card ku reject karajau ,

  • @memorym2879

    @memorym2879

    23 күн бұрын

    Total joumane katiba katha seimane katantu

  • @sradhamihir5552

    @sradhamihir5552

    23 күн бұрын

    ସମସ୍ତେ କହିବେ ଆମେ bjp କୁ ଭୋଟ ଦେଇନୁ 😂😂

  • @kumargauravmohapatra7694

    @kumargauravmohapatra7694

    22 күн бұрын

    Right

  • @deepakdhibar2109
    @deepakdhibar210922 күн бұрын

    Right sir action garment

  • @itishreenayak417
    @itishreenayak41722 күн бұрын

    ମୁଁ 2021 ମସିହାରେ online ରେ କରିଥିଲି, 2024 ସାରିବାକୁ ବସିଲାଣି।Eligible list application ଥିଲା। କଣ ପାଇଁ Ratio card ଅସୁନି ବୁଝପାରୁନାହିଁ ?

  • @chandrakantadalai6329
    @chandrakantadalai632921 күн бұрын

    ଚାଉଳ ଯାହାକୁ କାଳିଆ ଏବଂ ପିଏମ କିଷାନ ସାହାଯ୍ଯ ସେମାନଙ୍କୁ , ଆମେ କ'ଣ ଚାଷୀ ନୁହଁ । ଭୋଟ ପାଇଁ ସବୁ ପାଗଳ, ବିଚାର କରିବାର ମୁଣ୍ଡ ରେ ବୁଧି ଥିଲେ ତ ।

Келесі