ସୁଧାଂଶୁ@8: ଘାଇଲା କରିଦେବ ପରିକ୍ରମା ପ୍ରକଳ୍ପ II SUDHANSU@8 II

ସୁଧାଂଶୁ@8: ଘାଇଲା କରିଦେବ ପରିକ୍ରମା ପ୍ରକଳ୍ପ, 4500 କୋଟି ଟଙ୍କାରୁ କେତେ କିଏ ଖାଇଛନ୍ତି ହିସାବ ମାଗିଲାଣି ମୋହନ ସରକାର
@Focus Plus
"FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
facebook- / focusplusodisha1
Instagram- / _focus_plus_
Twitter- / thefocusplus1
Website-thefocusplus.com/
mail- plusfocus7@gmail.com

Пікірлер: 349

  • @birabajrang1177
    @birabajrang117719 күн бұрын

    ଅତି ଉଚ୍ଚକୋଟୀର ଉପସ୍ଥାପନା ଧନ୍ୟବାଦ ସାର୍

  • @abanipradhan
    @abanipradhan19 күн бұрын

    ମୋହନ ସରକାର CBI ତଦନ୍ତ କରନ୍ତୁ,,,, ଜୟ ଜଗନ୍ନାଥ

  • @baikunthabehera3971

    @baikunthabehera3971

    19 күн бұрын

    @@abanipradhan tuma baba mami nku koti namaskar .aame bhaga banti nebu

  • @bidyadharraut55
    @bidyadharraut5519 күн бұрын

    100 % CBI ତଦନ୍ତ ହେବା ଦରକାର

  • @sunilrauto5923
    @sunilrauto592319 күн бұрын

    ଏବେ ବି ପାଣ୍ଡୁ ଙ୍କ ଚେଲା ମାନେ ଓଡ଼ିଶା କୁ ଲୁଟିବା ପାଇଁ ଯୋଜନା ଜାରି ରଖିଛନ୍ତି

  • @raghumaninayak9593
    @raghumaninayak959319 күн бұрын

    ପରିକ୍ରମା ପ୍ରକଳ୍ପ ନାମରେ ହୋଇଥିବା ଦୁର୍ନୀତିରେ ନୂଆ ସରକାର ଯଥା ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଆଇନଗତ ଦଣ୍ଡ ଦିଆଯାଉ, ଫୋକସ ପ୍ଲସ ଟିଭି ଚ୍ୟାନେଲକୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ ସ୍ଵାମୀ...🙏🕉️🚩

  • @AkhyayaMohanty

    @AkhyayaMohanty

    19 күн бұрын

    Focus plus na fraud+

  • @jchoudhury274
    @jchoudhury27419 күн бұрын

    CBI ତଦନ୍ତ କରି Pandian ଓ କ୍ରୀତଦାସ ମାନଙ୍କୁ A to Z ପର୍ଯ୍ୟନ୍ତ ହିସାବ ମଗା ଯାଉ ଜୟ ଜଗନ୍ନାଥ

  • @ashokkumarbhuyan3937
    @ashokkumarbhuyan393719 күн бұрын

    ନିରୀହ ଚେହେରା ଭିତରେ ଭୟଙ୍କର କ୍ରୁରତା, ଲଜ୍ଜ୍ୟା ଲାଗୁଛି।

  • @geetaranisamal6638
    @geetaranisamal663819 күн бұрын

    ମୋହନ ସରକାର କରିଲେ ତ? ବିଜେଡି ବିରୁଦ୍ଧରେ ତ ଏମାନେ ସେପରି ଆଖିଦୃଶିଆ ପଦକ୍ଷେପ ନେବାର ନାଁ ଧରୁ ନାହାନ୍ତି।

  • @mnsirmathematics269
    @mnsirmathematics26919 күн бұрын

    ଅପେକ୍ଷା ଏ ଓଡ଼ିଶା କଂର କେବେ ଏ ଅପରାଧୀ ମାନେ ଜେଲ ଯିବେ।

  • @baikunthabehera3971

    @baikunthabehera3971

    19 күн бұрын

    kehi jibeni .bhaga banti neba ..pandian model chaliba .nabin nka natare mohan fasibe

  • @ashwinisahu6584

    @ashwinisahu6584

    19 күн бұрын

    BILKUL RIGHT KAHILE SIR 🎉🎉🎉

  • @ashwinisahu6584

    @ashwinisahu6584

    19 күн бұрын

    KICHHI HEBANI MOHAN SARKAR 🎉

  • @baikunthabehera3971

    @baikunthabehera3971

    19 күн бұрын

    @@ashwinisahu6584 BABA .MAMI NKU MORA PRANHAM DHEBA .TANKA SEBA KARIBA

  • @PotdOfficial

    @PotdOfficial

    17 күн бұрын

    Khali bhokibe thakuranku neiki rajaniti... Paisa kharcha heichi akhi futi jaichi ki.. Loka ghara bhangila semane paisa neichanti

  • @geetaranisamal6638
    @geetaranisamal663819 күн бұрын

    ପାଣ୍ଡିଆନ ଏବେ ବି ସକ୍ରିୟ

  • @pradeepkumarjena4162
    @pradeepkumarjena416219 күн бұрын

    ଏଗୁଡିକ ନିଉଜ କରୁଛନ୍ତି କଣ ପଦ କ୍ଷେପ ନେଇଛନ୍ତି ସରକାର ସବୁତକ ବାହାର କରୁଛନ୍ତି କେତେ ପଦ କ୍ଷେପ ନେଲେଣି ନିଉଜ ସୁଣେଇଦେବ ସରିଗଲା କିଛିଦିନ ପରେ ବାସ

  • @Beautifulnture-et2bk

    @Beautifulnture-et2bk

    19 күн бұрын

    Bhai Time Lagiba Gote Dina Re Rome City Heithilaa Ki? Answer Integently

  • @ashwinisahu6584

    @ashwinisahu6584

    19 күн бұрын

    LAGUNI MOHAN SARKAR KICHHI KARIBE BOLI🎉🎉

  • @Beautifulnture-et2bk

    @Beautifulnture-et2bk

    19 күн бұрын

    @@ashwinisahu6584 25 Barsha Re Naveen Mishnari Christian Budhaaa Maduaa Kantaaa Ukhadichii jou Daridraa Odisha Dadana Murkhaa Odia Janata Chuttiyaa Parama Chutiyaa Murkhaa Salve Chakara mindeds🤬🤬🤬🤬🤬🤬🤬🤬🤬🤬🤬🤬🤬. Aau Sunn Ama Mamu ghare chasi Manku Tanka Mili sarichiiii. 3100 Dhana pichaa

  • @pratapjena1193
    @pratapjena119319 күн бұрын

    ମାଫିଆ ପାଣ୍ଡୁ ଡକାୟତ ଜାଣି ବିଜେପି କାହିଁକି ଚୁପ୍ ବସିଛି କଣ ପାଇଁ

  • @bkar3

    @bkar3

    19 күн бұрын

    Pandu bjp agent sajichi

  • @subashsahoo3527
    @subashsahoo352718 күн бұрын

    ଗପ ଅଧିକ ହେଉଛି କାର୍ଯ୍ୟ କମ୍ ହେଉଛି ତୁରନ୍ତ ଗିରଫ ଆରମ୍ଭ କରିଦିଆଯାଉ

  • @khirodhota1440
    @khirodhota144019 күн бұрын

    ସତରେ ଘାଇଲା କରିବ କି ନାହିଁ ସନ୍ଧେହ ହେଉଛି, ଆମେ ଭାବୁଛୁ ମୋହନ ବାବୁ ଭିଡକୁ ନୁହେଁ l

  • @kalandichandratarasia8777

    @kalandichandratarasia8777

    19 күн бұрын

    ଦେଖ ଆଗକୁ କଣ ହଉଚି 👍

  • @DeepkamalSwain
    @DeepkamalSwain19 күн бұрын

    Sudhanshu ବାବୁ ଟିକେ ଗତକାଲି ର ରଥଯାତ୍ରା ବିଭ୍ରାଟ ପ୍ରସଙ୍ଗ ରେ ଓପନ discussion କରନ୍ତୁ, ଏ ବର୍ଷ କାହିଁକି ଏତେ ତ୍ରୁଟି ରଥଯାତ୍ରା ପରିଚାଳନା ରେ, ସେ ବିଷୟରେ ଟିକେ ବି କେହି ମୁହଁ ଖୋଲୁନାହାନ୍ତି ଓଟିଭି, Argus,focus plus tv

  • @srikantakumarhota6134
    @srikantakumarhota613419 күн бұрын

    ସି ବି ଆଈ ତଦନ୍ତ କରାଯାଉ। ଦୋଷୀ ମାନଙ୍କୁ ଗିରଫ କରାଯାଉ । ସବୁ ଟଙ୍କା ଆଦାୟ କରାଯାଉ ।ଯଦି ଟଙ୍କା ନମିଳିଲା, ଦୋଷୀ ମାନଙ୍କୁ ସବୁଦିନ ପାଇଁ ଜେଲ୍ ରେ ରଖାଯାଉ।

  • @LambodarPradhan-sj6uy
    @LambodarPradhan-sj6uy19 күн бұрын

    କେଉଁ କାର୍ୟ୍ଯ ପାଇଁ କେତେ ସରିଛି ତାର ତାଲିକା ଘୋଷଣା କରାଯାଉ।

  • @jyotibhusan2000
    @jyotibhusan200019 күн бұрын

    କିଛି ହେଲା ଭଳିଆ ଲାଗୁନି, ରାଜ୍ୟସଭାରେ ସମର୍ଥନ ପାଇବା ପାଇଁ BJP, BJD ର ସବୁ ଚୋରିକୁ ଅଣଦେଖା କରି ଦଉଛି।

  • @chittasahoo3236
    @chittasahoo323619 күн бұрын

    ଆରେ ତମେ ତ କହୁଚ ନିଦ ହଜିଯିବ ବିଜେପି ବାଲା ତ ନବୀନା କୁ ଡାକି କୋଳା କୋଳି ହେଉଛନ୍ତି ମତେ ତ ଲାଗୁଚି ଏମାନେ ମିଳିମିଶି ଟଙ୍କା ଖାଇଛନ୍ତି

  • @kshitishpanda5288
    @kshitishpanda528819 күн бұрын

    ଆପଣ ମାନେ ଚିତ୍କାର କଲେ କିଛି ଲାଭ ହେବନି ସାର, ଇଏତ ଗୋଟେ ସ୍ଥାଣୁ ସରକାର।

  • @kailashchandra4365
    @kailashchandra436519 күн бұрын

    ବିକ୍ରମ ଆରୁଖ ବିଦ୍ୟା ଭାରତୀ ସୌମ୍ୟ ରଞ୍ଜନ କେସ ଟା ବାହାର karo

  • @janakiballavdash73
    @janakiballavdash7319 күн бұрын

    ଥାଉ ଆଉ ଶୁଣିବାକୁ ଧୈର୍ଯ୍ୟ ନାହିଁ। ଏ ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ପୁରୂଣା ଧାରାରେ। ୧ମାସ ମଧ୍ୟରେ ପ୍ରଶାସନ ବଦଳି ନାହିଁ। ଆଉ ଶାସନ କେମିତି ବଦଳିବ?

  • @krushnasahoo155
    @krushnasahoo15519 күн бұрын

    ସୁଧାସୁ ଵାଵୁ ଆପଣ ଜଗତ୍ସିଂହପୁର ଜିଲ୍ଲା ଵାଲିକୁଦା ତହସିଲ ଅଣ୍ଡରରେ ଵାଲିକୁଦା ରେଭିନ୍ୟୁସର୍କଲ ର ସଂଗ୍ରାମ ପୁରା ପଞ୍ଚାୟତ ରେ ଵହୁତ ସରକାରୀ ଗୋଚର ଅନାଵାଦି ପ୍ଲଟ ଜଵରଦସ୍ତ କଵଳିତ କରି ରଖିଛନ୍ତି ଆପଣଙ୍କ ମାଧ୍ୟମରେ ଏହାର କିପରି ଉଚ୍ଛେଦ ହେଵ ଟିକେ ଚେଷ୍ଟା କରନ୍ତୁ

  • @user-gq1yo9ib3c

    @user-gq1yo9ib3c

    19 күн бұрын

    @@krushnasahoo155 ଜେଦି ଏହା ସତ୍ଯ ତାହାଲେ ସାଘାଂତିକ ହେବ କେଉଁ ନିୟୁଜ୍ଯୁ ଚାନେଲେ୍ ମାଧ୍ୟମରେ ଏହାର ପ୍ରମାଣ ମିଳିବ ତାର ଫର୍ଦ୍ଦା ଫାସ ହେବା ଦରକାର

  • @anjankumar2990
    @anjankumar299019 күн бұрын

    ଆଞା ଆର୍ ଟି ଆଇ ର ସମ୍ପୂର୍ଣ ତଥ୍ୟ ଆଣି ପ୍ରଚାର କରନ୍ତୁ,ଭଲହେବ, ଏପରି ୟୁଟୁବ୍ ଚ୍ୟାନେଲ ଖୋଲି ଲୁଟ୍ କରି,ଲୋକଙ୍କ ଭିତରେ କ୍ରୋଧ ଭାବ ସୃଷ୍ଟି କରନ୍ତୁ ନାହିଁ।

  • @user-gq1yo9ib3c
    @user-gq1yo9ib3c19 күн бұрын

    ଏ ସରକାର ଆଉ କିଛି ବର୍ଷ ସାସନ ରେ ରହିଥିଲେ ଓଡ଼ିଶା କୁ ଅନ୍ୟ ରାଜ୍ଯ କୁ ବିକ୍ରୀ କରି ଦେଇଥାନ୍ତେ ଏ କୁତା ମାନକୁଂ କଣ ଦଣ୍ଡ ଦିଆଜିବ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଚାର କରିବେ ଏ କୁତା ମାନେତ ସୋସଣ କରିବାରେ ବେସ୍ତ ଆଉ ଗରିବ ଲୋକଙ୍କ ସେବା କଣ କରିବେ

  • @user-oo3fm4hf8y
    @user-oo3fm4hf8y19 күн бұрын

    ସୁଧାଂଶୁ ଭାଇ 🎉

  • @anilkumarbehera8151
    @anilkumarbehera815119 күн бұрын

    ହେ ପ୍ରଭୁ !!!

  • @bhaktimarga853
    @bhaktimarga85319 күн бұрын

    ତଦନ୍ତ କରି କର୍ୟାନୁଷ୍ଠାନ ନିଆଯାଉ .

  • @rameshchandranayak575
    @rameshchandranayak57519 күн бұрын

    ଏ ପର୍ଯ୍ୟନ୍ତ ପାଣ୍ଡିଆନ ଓ ବିଜେଡି ନେତାଙ୍କ ବିରୁଦ୍ଧରେ FIR ହୋଇନାହିଁ। ନବୀନବାବୁ ମଧ୍ୟ ଏଥିରେ ସାମିଲ ଅଛନ୍ତି। ତା ନ ହୋଇଥିଲେ ନବୀନବାବୁ ଏ ବାର୍ଦ୍ଧକ୍ୟରେ ପହଁଚିଲେ ବି ରାଜନିତୀ ଛାଡୁ ନାହାଁନ୍ତି।

  • @kailashchandra4365
    @kailashchandra436519 күн бұрын

    ଭାଇ ବିଦ୍ୟା ଭାରତୀ କେସ ଟା aou ବିକ୍ରମ ଆରୁଖ ସୌମ୍ୟ ରଞ୍ଜନ କେସ ଟା ଏକ୍ସପ୍ଲାଇନ୍ କର

  • @kaibalyasaho1401
    @kaibalyasaho140119 күн бұрын

    Good

  • @bijayapppradhan4563
    @bijayapppradhan456319 күн бұрын

    ବିଜେପି ଆଉ ବିଜେଡ଼ି ଭିତିରି ଗଠବନ୍ଧନ ହୋଇଛି ବୋଧେ। କଣ ପାଇଁ ବିଜେପି ପ୍ରହାର ଆରମ୍ଭ କରୁନି। କେବେ ହେବ ଆମେ ଅପେକ୍ଷା କରିଛୁ।

  • @AkshayKumar-ze8ok
    @AkshayKumar-ze8ok19 күн бұрын

    ଘୋର ଦୁର୍ନୀତି,ତଦନ୍ତ ହେଉ ଓ ଦୋଷୀ ମାନଙ୍କୁ ଗିରଫ କରାଯାଉ।

  • @priyamkumar6812
    @priyamkumar681219 күн бұрын

    Sudansu bhai bahut sundar news joy gaganath ❤❤❤❤❤❤❤

  • @bhagyadharjajpur1062
    @bhagyadharjajpur106219 күн бұрын

    ରାମ ମନ୍ଦିର ଠାରୁ କମ

  • @prasantbehera4728
    @prasantbehera472819 күн бұрын

    Thank you very much Sudhansu babu for your Social service.keep it up.Govt should take immediate step

  • @susantasahoo9544
    @susantasahoo954419 күн бұрын

    ଏ ମୋହନ ସରକାର କିଛି କରିପାରିବେନି ।ଏବେବି pandian ଙ୍କୁ z Plus security ଦିଆଯାଇଛି। କୌଣସି କାର୍ଯ୍ୟାନୁଷ୍ଠାନ ନେବା ଭଳି ଏ ସରକାରର ଦକ୍ଷତା ନାହିଁ।

  • @niharpalai3774
    @niharpalai377419 күн бұрын

    ଗଜପତି ବି ସାମିଲ ଥିବେ, ବହୁତ୍ ପ୍ରଶଂସା କରୁଥିଲେ BJD ସରକାର ର

  • @balaramsahoo4850
    @balaramsahoo485019 күн бұрын

    ତୁମେ ଯେତେ ଚିଲେଇଲେ କିଛି ହେବ ନାହିଁ ଖାଲି BJD ପଛ ରେ ପଡ଼ିଛ ଆଉ ନେତା ଙ୍କ ବିଷୟ ରେ କୁହ, ତୁମେ ବି ସାମାନ୍ୟ ସରପଞ୍ଚ ହୋଇ ଗଲେ ତୁମେ ବି କୋଟି ପତି ହୋଇ ଯିବ

  • @subashbehera5545
    @subashbehera554519 күн бұрын

    ସରକାର ଖାଲି ସୁନିକି ଚୁପ୍ ହୋଇଯାଇଛନ୍ତି , କିଛି କରୁନାହାନ୍ତି

  • @abhiabhi2511
    @abhiabhi251119 күн бұрын

    ଭାଇ ତମେ ଖାଲି ଚିଲେଇ କି ଯେତେ ପାଟି କଲେବି.... ମୋହନ ସରକାର ତାଙ୍କ ଉପରେ କିଛିବି ଆକ୍ସନ ନେଇପାରିବେନି... ପାଣ୍ଡୁ ଆଉ ଅମିତ ଶାହ ମଧ୍ୟରେ ଡିଲ ହୋଇସାରିଛି... ଲେଖିକି ରଖ

  • @pabitrarout5835

    @pabitrarout5835

    19 күн бұрын

    100% Correct

  • @pritampolei7087

    @pritampolei7087

    19 күн бұрын

    Tumaku ate katha kemiti jana tume kana 😂😂

  • @raghumaninayak9593

    @raghumaninayak9593

    19 күн бұрын

    ​@@pritampolei7087pandian ra contractor

  • @sarojde9808
    @sarojde980819 күн бұрын

    Bjd ମାଫିଆ ଙ୍କ କିଛି ବୋଧେ ହେବନି .... ମୋହନ ମାଝି ସରକାର ଙ୍କୁ Pandian & Co. ମ୍ୟାନେଜ୍ କରି ସାରିଲେଣି ...

  • @AshokPanda-qt4qn
    @AshokPanda-qt4qn19 күн бұрын

    Dhanyabada Sudhansu 👍

  • @user-vh6ib4qe1d
    @user-vh6ib4qe1d19 күн бұрын

    ଆପଣ ମାନେ ସବୁ ଯେତେ କହିଲେ ବି କିଛି ଲାଭ ନାହିଁ କାରଣ ମାସେ ହେଇଗଲା କୌଣସି ଗୋଟେ ଦୁର୍ନୀତି ର ତଦନ୍ତ ଏ ସରକାର ଏ ପର୍ଯ୍ୟନ୍ତ ଦେଉନାହାନ୍ତି ।ଏମାନଙ୍କର ଏବେବି ବିଜେଡି ପ୍ରେମ କମିନାହିଁ

  • @jchoudhury274

    @jchoudhury274

    19 күн бұрын

    ଫିଲ୍ଡ ସଜା ହେଉଛି ଖେଳ ହେବ wait କର

  • @srinibaspal6574
    @srinibaspal657419 күн бұрын

    BJD ସରକାର ରାଜ୍ୟ କୁ ଲୁଟିଲେ ତାହାର CBI ତଦନ୍ତ ହେବା ଜରୁରୀ,,,,

  • @MinatiPanigrahy-uj1gi
    @MinatiPanigrahy-uj1gi19 күн бұрын

    CM should order for CBI Enquiry of Mandir Prakalpa, Jai Jagannath 🙏

  • @pratapchandranayak4391
    @pratapchandranayak439119 күн бұрын

    Thanks

  • @akshayakumarbhol4132
    @akshayakumarbhol413219 күн бұрын

    ଓଡ଼ିଶାର ସବୁ ସରକାରୀ ନିର୍ମାଣ କାମରେ ଓଡ଼ିଶା କମ୍ପାନୀ ସିମେଣ୍ଟ ବଦଳରେ ତାମିଲନାଡୁ କମ୍ପାନୀ ସିମେଣ୍ଟ କାହିଁକି ବ୍ୟବହାର ହେଲା, ତା'ର ବି ତଦନ୍ତ ଆବଶ୍ୟକ ।

  • @user-ud1lp4oh5t
    @user-ud1lp4oh5t19 күн бұрын

    ଯେତେକ ଅଣ ଓଡିଆ ଅଫିସର ଲୁଟିଛନ୍ତୀ ତାଙ୍କୁ ଏମିତି ଶାସ୍ତି ଦିଆଯାଉ ଆଉ କେହି ଓଡିଶା କୁ ଲୁଟିବା କଥା ଭାବିବାକୁ ଡରିବେ

  • @SidharthPrasadDas
    @SidharthPrasadDas19 күн бұрын

    ବାବୁ ଜୁନ 4 ଆଗରୁ ଏ ରଡି ହେଉନଥିଲା, ଏବେ ଜୋର ହେଉଛି ରଡି, କିଛି ହେବନି ଏ ବାହାର ଗପ ଭିତରେ ଅଲଗା କିଛି,

  • @skmstorywriter6400
    @skmstorywriter640019 күн бұрын

    ପାଣ୍ଡୁ ପୁଅ ମାନେ କିଛି କୁହ ଅଛ ନା

  • @surusahu
    @surusahu19 күн бұрын

    Well dignosid of parikrama prakalpa.

  • @user-co8kp4tj6c
    @user-co8kp4tj6c19 күн бұрын

    ସୁଧାଂଶୁ ବାବୁ, ଆପଣ ଯାହା ତଥ୍ୟ ଦେଉଛନ୍ତି ତାହା 100 କୁ 100 ସତ କଥା କିନ୍ତୁ କିଏ କାହାକୁ ଘାଇଲା କରିବ? ମାସକ ମଧ୍ୟରେ ବର୍ତମାନର ସରକାରକୁ ପାଣ୍ଡିଆନ ଢାଞ୍ଚା ରେ ନବୀନ ବାବୁ ଚଳାଉଛନ୍ତି। ବର୍ତମାନ ପର୍ଯ୍ୟନ୍ତ ମୋହନ ସରକାର ଜଣେ Advocate General ନିଯୁକ୍ତ କରିପାରିଲେ ନାହିଁ।

  • @kamarajjena5461
    @kamarajjena546119 күн бұрын

    ମୋହନ ବାବୁ ଯଦି ନ ଧରିବେ ଭାବିବା ମୋହନ ବାବୁ ଆଉ ଟିମ ପିସି ଖାଇଛନ୍ତି

  • @BailochnNayak
    @BailochnNayak18 күн бұрын

    ଚୋରଙ୍କୁ ଯେତେ କହିଲେ କିଛି ଲାଭ ନାହିଁ ସୁଦଂଶୁ ବାବୁ

  • @ParabirPanda-to3rh
    @ParabirPanda-to3rh19 күн бұрын

    U are correct.The cost may not have crossed below 1000 crores.The CM must order an CBI enquiry urgently.

  • @sneha6303
    @sneha630319 күн бұрын

    Lord jagannath samastanku bhalare rakhantu

  • @Rkd6122
    @Rkd612215 күн бұрын

    ଯେତେ ପ୍ରକଳ୍ପ ସେତେ ଘୋଟଲା 😮 let's see what steps are being taken by vigillance department

  • @hariomm2301
    @hariomm230119 күн бұрын

    ପାଣ୍ଡିଆ ଓ ତାଙ୍କର କୀର୍ତଦାସ କୁ ମୋହନ ସରକାର ଆରେଷ୍ଟ କରୁ😂😂😂😂

  • @parvakarnayak645
    @parvakarnayak64519 күн бұрын

    Jhakkas news

  • @sipramishra8094
    @sipramishra809419 күн бұрын

    New CM is not interested to take any action against pandiyan......bkz till now z security is continue for pandiyan.

  • @BimbadharMangaraj
    @BimbadharMangaraj19 күн бұрын

    ଅଣ ଓଡିଆ ଖାଇ ଛନ୍ତି ସତ ଯେଉଁ ଓଡିଆ ମାନେ ବୋକଚା ବୁହା ମାନଂକୁ ତୁରନ୍ତ କଠୋରରୁ କଠୋର ଦଣ୍ଡ ଦିଆଯାଉ

  • @rameshmishra9982
    @rameshmishra998218 күн бұрын

    କୋଉଠୁ journalism pass କରିଛୁ ।bjp ଦଲାଲ କିଛି ନଜାଣି ବେଶି ଗପ କହୁଚୁ

  • @simanchalpanda331
    @simanchalpanda3319 күн бұрын

    CBI enquiry should be necessary.

  • @rameshmohanty1211
    @rameshmohanty121119 күн бұрын

    ଏତେ ଘୋଟାଲା ହେଇଚି ଏ ବିଜେପି ସରକାର୍ କରୁଚି କଣ । ଜନତା ଭୋଟ ଦେଇ ଥିଲେ ବିଜେପି କୁ କଣ ଏମିତି ଚୁପ୍ ବସିବାକୁ

  • @banamalibehera8781

    @banamalibehera8781

    19 күн бұрын

    DHARYA DHARA TIKE MAATRA MAASETA HELAA SARAKAARA.

  • @bikasmohanty2221

    @bikasmohanty2221

    19 күн бұрын

    Sala Tu bjd ku vote de MG

  • @bijayanandadash5344
    @bijayanandadash534419 күн бұрын

    Beautiful news presentation

  • @user-vx6ob6pl6b
    @user-vx6ob6pl6b18 күн бұрын

    ଲୁଟେରାମାନଙ୍କୁ ଜେଲ ପଠାଯାଉ

  • @rohitpradhan-fi7ln
    @rohitpradhan-fi7ln19 күн бұрын

    Correct 💯

  • @prasanta-jg1vd
    @prasanta-jg1vd19 күн бұрын

    ମଠ ଗୁଡିକୁ ରାତି ଅଧିଆ ଖୋଳି ସବୁ ସୁନା ହଣ୍ଡା ଗୁଡିକ ପାଣ୍ଡୁ ଲୁଟ୍ କରିଛି

  • @bharatdas318
    @bharatdas31819 күн бұрын

    sudhansu babu jagannath maa gundicha rani nka anurodha rakhi gundicha mandira ku asanti , tanka mausi ghara balagandi tharu tike agaku achhi ,

  • @trilochanjena9614
    @trilochanjena961419 күн бұрын

    ସାମ୍ବାଦିକ ବନ୍ଧୁ ଏତେ ବାସ୍ତବ ପ୍ରମାଣ ଦେଲା ପରେ କାହିଁକି ମୋହନ ସରକାର କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ଓଡ଼ିଶା ବାସୀଙ୍କୁ ବିସ୍ମିତ କରିଛି, ସରକାର ପରିବର୍ତ୍ତନ କରିବାର ଲାଭ କ'ଣ ???

  • @bibhuti_dadul

    @bibhuti_dadul

    18 күн бұрын

    Good things take time,have patience

  • @bharatoram2621
    @bharatoram262119 күн бұрын

    ଜୟ ଜଗନ୍ନାଥ .......... ଓଡ଼ିଶା କୁ ବଞ୍ଚାଅ ପ୍ରଭୁ

  • @pramodbehera607
    @pramodbehera60719 күн бұрын

    ଭାଇ ପାଣ୍ଡିଆନଙ୍କୁ କେବେ ଧରିବେ କହିଲା? ନହେଲେ ସେ ତାମିଲିନାଡୁ ପଳେଇ ଯିବ

  • @Savhu1122
    @Savhu112219 күн бұрын

    CBI tatha karaju Bhai

  • @kabitasahoo8385
    @kabitasahoo838519 күн бұрын

    🙏👍❤ I was invited to attend the parkrama project. I had gone to India to attend the Shree Ram Ayodhya janmabhumi celebration. I had high fever. Prabhu made everything conducive for me not to attend the occasion. I am blessed. I had a holy experience at Ayodhya and came home. Prabhu 🙏. Always stay with me by giving me sanket. 🙏

  • @kailashchandra4365
    @kailashchandra436519 күн бұрын

    ଭାଇ ବିଦ୍ୟା ଭାରତୀ କେସ ଟା ବିକ୍ରମ ଆରୁଖ ର ହାତ ଅଛି plz କେସ ଟା explain karo plz

  • @chhabindramansingh73
    @chhabindramansingh7319 күн бұрын

    Bjd ଏତେ ବିଶ୍ୱସ୍ତରୀୟ କାମ କଲା ତାଙ୍କର ତ ପୁଣି ଗୋଟି pc ଅଛି, ପାଣ୍ଡୁଆ ଭଳି କୁକୁର ନବୀନ ଭଳି ଅକର୍ମା କାମ କଲେ ଏମିତିହବ

  • @user-gf5nt7tf1t
    @user-gf5nt7tf1t19 күн бұрын

    Jay jagannath

  • @Lipun-Das-DirectShot
    @Lipun-Das-DirectShot19 күн бұрын

    ସତରେ କିଏ ଜେଲ ଯିବେ ? ନା ଏମିତି ମିଛରେ ଭିଡ଼ିଓ କରି ଜନତାଙ୍କୁ ଭୁଆଁ ବୁଲାଉଛୁ ।

  • @bishalram481
    @bishalram48119 күн бұрын

    Balwant Singh, Samarth Verma, Pinaki Mishra, ASI chief, Pandian, Sambit patra and previous Puri MLA Sarangi involved in the scam. All must be investigated

  • @Savhu1122
    @Savhu112219 күн бұрын

    Jay Jagannath 🙏🙏🙏🙏 Bhai

  • @user-ug7qc3yj9q
    @user-ug7qc3yj9q13 күн бұрын

    CM should take action against Mr Bobby Das which retain the image of theCM.

  • @rameshchandramahapatra7934
    @rameshchandramahapatra793419 күн бұрын

    Right

  • @Titlagarhnews
    @Titlagarhnews19 күн бұрын

    Love you sir❤️

  • @manasranjannayak8720
    @manasranjannayak872019 күн бұрын

    Keep it up 👍

  • @prakashbehera8833
    @prakashbehera883319 күн бұрын

    Parikarma project na re khaijaichanti CBI tandanta hau.

  • @Jigyanshoo
    @Jigyanshoo19 күн бұрын

    It's quite obvious that when Ayodhya Raam Mandir was built with 750 odd crores, in the Sri mandira parikrama prakalpa 4500 crores spending is unbelievable. It's a clear case of corruption.

  • @niranjanmishra3792
    @niranjanmishra379214 күн бұрын

    ବର୍ତ୍ତମାନ ର ବିଜେପି ସରକାର ଏବେବି ନବୀନ ପଟ୍ଟନାୟକ ଏବଂ ପଣ୍ଡିଆନ୍ ତଥା ତାମିଲ୍ ଲୁଟେରା ଗ୍ୟାଙ୍ଗ କୁ ଭୟ କରୁଛନ୍ତି। ନିର୍ବାଚନ ପୂର୍ବରୁ ଏଇ ବିଜେପି ନେତା ମାନଙ୍କର ଦମ୍ଭୋକ୍ତି କୁ ଦେଖିଲା ପରେ ଏବେ ଲାଗୁଚି, ଏମାନକର ସେମିତି ସାହାସ ନାହିଁ, ଯାହାକି, ଏମାନେ ପଣ୍ଡିଆନ୍ ଏବଂ ତାର ଗ୍ୟାଙ୍ଗ ଏବଂ ବୃଦ୍ଧ ଜରଦ୍ଗବ ସାଜିଥିବା ମୂଖ୍ୟ ନବୀନ ପଟ୍ଟନାୟକ ବିରୁଦ୍ଧ ରେ ଏମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଓଡ଼ିଶା ର ଏହି ଦୁର୍ନୀତି, ଲୁଟ୍, ହତ୍ୟା, ଲୁଣ୍ଠନ, ଏବଂ ଶୋଚନୀୟ ଅବସ୍ଥା ପାଇଁ ନବୀନ ପଟ୍ଟନାୟକଙ୍କ ପ୍ରଚ୍ଛଦ ସମର୍ଥନ କିଛି କମ୍ ଅପରାଧ ନୁହେଁ। କଠୋର କର୍ତ୍ତବ୍ୟ ନିକଟ ରେ, ପିତାମାତା, ଭାଇ, ଭଗ୍ନି, ସ୍ନେହ, ମମତା, କାହାର ସ୍ଥାନ ନାହିଁ। ଯେଉଁ ପ୍ରତିଶୃତି ଦେଇ ଏମାନେ ସରକାର କୁ ଆସିଛନ୍ତି, ଯଦି କେବଳ, ନିଜ ଆସନ କୁ ବଜାୟ ରଖିବା ପାଇଁ ଏମାନେ ନୀରବ ରୁହନ୍ତି, ଏମାନଙ୍କ ଉପରେ ଅଭିଶାପ ପଡ଼ିଯିବ, ଯେଉଁ ନିରୀହ ଲୋକ ମାନେ ଧନ ଜୀବନ ସବୁ ହରାଇ ନିଷ୍ପେସିତ ହୋଇ ଲୁହ ଗଡ଼ାଇ ନ୍ୟାୟ ପାଇଁ ଚାହିଁ ବସିଛନ୍ତି, ସେଇ ମାନଙ୍କ ଅଭିଶାପ,।

  • @Bubun-t2s
    @Bubun-t2s19 күн бұрын

    ବ୍ଲକ ର ବିଡିଓ ମାନଙ୍କୁ ସରକାର ଙ୍କ ର guidlines ଅନୁସାରେ ଖର୍ଚ୍ଚ କରିଛନ୍ତି କି? ତାର ତଦନ୍ତ କରା ଯାଉ

  • @sibapati8437
    @sibapati843719 күн бұрын

    Nice speech sir thanks.jay Jagannath

  • @pranatidildilbecharasahoo6719
    @pranatidildilbecharasahoo671919 күн бұрын

    Thank you.

  • @kailashchandra4365
    @kailashchandra436519 күн бұрын

    Plz ବିଦ୍ୟା ଭାରତୀ କେସ ଟା explaine karo

  • @kailashchandra4365
    @kailashchandra436519 күн бұрын

    Bhai ବିଦ୍ୟା ଭାରତୀ କେସ ଟା ବାହାର କର

  • @jugalkishaoremall8590
    @jugalkishaoremall859019 күн бұрын

    Sound, voice, speech and news yete clear .Bahut sunder.Thanks for update news.

  • @ashokkumarsahoo2574
    @ashokkumarsahoo257419 күн бұрын

    ଜୟ ଜଗନ୍ନାଥ 🎉🎉🎉🎉🎉

  • @ashisakumarprusty6815
    @ashisakumarprusty681519 күн бұрын

    ପ୍ରଥମେ ଆମେ ତୁମକୁ ବିଶ୍ଵାସକୁ ନେଉନାହୁଁ ।

  • @purnachandradakua8265
    @purnachandradakua826519 күн бұрын

    ସବୁ ଲୁଟିଛି ଧୂରରାଷ୍ଟ୍ର ନବୀନ ଏଥିପାଇଁ ସମ୍ପୂର୍ଣ ଦୋଷି

  • @KRISHNAFF9149
    @KRISHNAFF914918 күн бұрын

    Quikly,acttionthebjpsarkar,jindabath

  • @susantkumardas8530
    @susantkumardas853019 күн бұрын

    Ok ok Sir

  • @dukhishyampaik8718
    @dukhishyampaik871819 күн бұрын

    Let CM Mohanji take step to withdraw Z plus security from Pandu first so that people will have belief that Govt is in action. other wise he will loose confident of people like Naveenji.

Келесі