What Secrets Of The Ratnabhandar Was Naveen Sarkar Trying To Conceal ? | Nirbhay Gumara Katha

What Secrets Of The Ratnabhandar Was Naveen Sarkar Trying To Conceal ? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZread Channel.
Odisha's Fastest Growing Political KZread Channel.
Odisha's Fast Ever Only Political KZread Channel.
Odisha's Most Popular Political KZread Channel.
For Latest Odisha Political News Follow us:
KZread: kzread.info/dron/_Sk.html...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 581

  • @mituprdhan2020
    @mituprdhan202016 күн бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

  • @khirodhota1440
    @khirodhota144016 күн бұрын

    କଥାରେ ଅଛି ବହୁ ମଣିଷରେ ମୂଷା ମରେନି

  • @ghasiramsing4216

    @ghasiramsing4216

    5 күн бұрын

    Nabin patanayk maha tautar chura naabin pandian nka bugucha buha.mohan sir nabin patanayk ku sangare nei .chalanti mahon sarakar badanam. haijibaa

  • @badrinarayanbiswal
    @badrinarayanbiswal16 күн бұрын

    ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ।

  • @jamunamurmu4427

    @jamunamurmu4427

    9 күн бұрын

    Sir budha ek andhabhakta

  • @Babajipalei

    @Babajipalei

    7 күн бұрын

    RaEt

  • @basantajena5418
    @basantajena541816 күн бұрын

    Sir, ରଥଯାତ୍ରା ପୂର୍ବରୁ ସରକାର କହିଲେ କୌଣସି ସେବାୟତ ଠାକୁର ମାନଙ୍କ ବାହୁରେ ଭରା ଦେଇ ଛିଡା ହେଲେ କାର୍ଯ୍ୟାନୁଷ୍ଠାନ କିନ୍ତୁ ଶ୍ରୀଗୁଣ୍ଡିଚା ଦିନ ହିଁ ଏହାର ଉଲ୍ଲଙ୍ଗନ ହେଲା ଓ ସରକାର ଚୁପ |

  • @suvashreeray5494

    @suvashreeray5494

    15 күн бұрын

    ସେବାୟତ ଗୋଟେ ଗୋଟେ ଜଗନ୍ନାଥ

  • @santoshnayak7837

    @santoshnayak7837

    14 күн бұрын

    😊​@@suvashreeray5494

  • @pramodpanda7067
    @pramodpanda706716 күн бұрын

    ସେବାୟତ ମାନଙ୍କର ଖାମଖିଆଲି ନୀତି ଯୋଗୁଁ ପ୍ରଭୂ ପଡିଗଲେ l

  • @10subrat

    @10subrat

    16 күн бұрын

    Sebayat control kariba government ra responsibility

  • @user-qh6ws7eh5e
    @user-qh6ws7eh5e16 күн бұрын

    ବଳଦେବଙ୍କୁ ବହୁତ କଷ୍ଟ ହୋଇଥିବ, ପ୍ରଭୁ ବଡ଼ଠାକୁର ସମସ୍ତଙ୍କୁ କ୍ଷମା କରନ୍ତୁ 😢😢😢 ସରକାର ଏହି ମନୁଷ୍ୟକୃତ ଏବଂ ତୃଟିପୂର୍ଣ୍ଣ ସେବା ପାଇଁ ଦଣ୍ଡ ବିଧାନ କରନ୍ତୁ 🎉🎉🎉🎉

  • @ashokkumarpanda5127
    @ashokkumarpanda512716 күн бұрын

    Jay Shree Jagannath 🙏🏼🙏🏼

  • @brajakishorepadhi4022
    @brajakishorepadhi402216 күн бұрын

    ହେ ଦୟା କ୍ଷମାର ସାଗର ପ୍ରଭୋ ବଳଭଦ୍ର ଭାଇ। 🙏

  • @chandankumarpatra58
    @chandankumarpatra5816 күн бұрын

    ବହୁତ ଦୁଃଖ ଲାଗୁଛି

  • @alokranjanpanda7046
    @alokranjanpanda704616 күн бұрын

    Sir Khubsundar Upastapana kari chanti. Apanaku mangala karantu sabubele ame emiti upastapana pauthau.

  • @pramodpanda4674
    @pramodpanda467416 күн бұрын

    ଦୋଷ ନୁହେଁ, ଏହା ସେବାୟତ ମାନଙ୍କ ମଧ୍ୟରେ ରହିଥିବା ମନାନ୍ତରକୁ ବାହାରକୁ ନେଇ ଆସିଛି।କ୍ୟାମେରାରେ ତାହା ସ୍ପଷ୍ଟ ଦେଖା ଦେଇଛି। ସେମାନଙ୍କ ବାରମ୍ବାର ଭୁଲ ପାଇଁ କ୍ଷମା ତୃତୀୟ ପକ୍ଷ ମାଗିଲେ, ଆତ୍ମ ନୀରିକ୍ଷଣ କେବେ ହେବ? ସେଥି ନିମନ୍ତେ ଦଣ୍ଡ ଆବଶ୍ୟକ ରହିଛି।

  • @10subrat

    @10subrat

    16 күн бұрын

    Govt official nku dekhaheu nahi

  • @amitakar948
    @amitakar94816 күн бұрын

    ଜୟ ଜଗନ୍ନାଥ 🙏🏿

  • @swarnalatasenapati8610
    @swarnalatasenapati861016 күн бұрын

    ଆପଣକଂ ପ୍ରୋଗ୍ରାମ ବହୁତ ବହୁତ ସୁନ୍ଦର। ଧନ୍ୟବାଦ

  • @ashiskumarbehera6185
    @ashiskumarbehera618516 күн бұрын

    ଜୟ ଶ୍ରୀରାମ କୁହନ୍ତୁ

  • @jupiter4910

    @jupiter4910

    15 күн бұрын

    Jay Jagganatha kahile kn asubidha.

  • @sarojmahanta6926
    @sarojmahanta692616 күн бұрын

    Jay Jagannath 🙏

  • @anupamamishra9496
    @anupamamishra949616 күн бұрын

    Thik kahile umesh babu

  • @RajeshKumar-rh5uc
    @RajeshKumar-rh5uc16 күн бұрын

    ବହୁତ୍ ବଢିଆ କଥା କହିଲେ sir ନିଚୟ କିଛି ଅସୁବିଧା ଅଛି ବାକି ରହିଲା ରତ୍ନ ଭଣ୍ଡାର ଖୋଲା ହେବା ସମୟ ।

  • @BabitaMishra-yx2hr
    @BabitaMishra-yx2hr16 күн бұрын

    କାହିଁକି ଖ୍ୟମା , ଦଣ୍ଡ ଦରକାର ।

  • @rajeshbiswal819
    @rajeshbiswal81916 күн бұрын

    Jay Jagannath Ji. Ee sabu topic kothu pauchati , Beautiful

  • @user-tm1kk4sd3q
    @user-tm1kk4sd3q16 күн бұрын

    ଅର୍ପଣ ରଥ ନାମରେ ବିଜେଡ଼ି, ମହାପ୍ରଭୁ ଜଗନ୍ନାଥଙ୍କୁ ରାସ୍ତାରେ ବୁଲାଇବା ଯୋଗୁଁ ଦଳ ହାରିଲା । ସେତେବେଳେ ମଧ୍ୟ ମୁଁ ଏକଥା କହିଥିଲି । ଠାକୁର କେବେ କ୍ଷମା ଦେବେନି ।

  • @bijayrout5057
    @bijayrout505716 күн бұрын

    Very good analysis and sharing some history. Simply because 1. Odias are an easily pleased people 2. Most odias do not know history and few learn from foreigners (British or simillar), repeating same mistakes of their ancestors , 3. More importantly odisha (odias) hardly have any friends. ( Tamil, Telugu, malayali are friends, help each other as south Indians,

  • @basantapattnaik7812
    @basantapattnaik781216 күн бұрын

    ସାର ପ୍ରଣାମ 🙏🌹

  • @niharikasahoo2632
    @niharikasahoo263216 күн бұрын

    Jai.Jagannath😊

  • @durgaprasadsamantaray7084
    @durgaprasadsamantaray708416 күн бұрын

    ବଡ ଘର ବଡ ଗୁମର କଥା,ଲୋ ମିତ କାନ ଡେରି ଥା। ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ।

  • @manojkumarsaint7803
    @manojkumarsaint780316 күн бұрын

    Jay Shree Jagannath ❤❤❤

  • @durgaduttakanungo1528
    @durgaduttakanungo152816 күн бұрын

    Nabin Babu , congrats ,your analysis on this topic is hundred percent perfect....and purely justified Thanks a lot for your dedication to bring out the truth behind this topic...BUT.....?

  • @basantibalapanigrahi5289
    @basantibalapanigrahi528915 күн бұрын

    Nice presentation Bole bole dhaba

  • @debendradhal5935
    @debendradhal59358 күн бұрын

    ଧନ୍ୟବାଦ

  • @janakiballavdash73
    @janakiballavdash7316 күн бұрын

    ଏହା ଦୂର୍ଘଟଣା କହି ଏଡେଇ ଦେଲେ ଚଳିବନି। ହଜାର ହଜାର ବର୍ଷର ଇତିହାସରେ ଏହା ପ୍ରଥମ ଘଟଣା। ଏହା ପ୍ରଶାସନିକ ଅବହେଳା ଵୋଲି ଏଡେଇ‌ ହେଵନି। ଆବହମାନ କାଳରୁ ଆମେ ଦେଖି ଆସୁଛୁ ଯେ ରଥଯାତ୍ରାରେ ପ୍ରତ୍ୟେକ ରଥରେ ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ପ୍ରାସାସନିକ ଅଧିକାରୀ ଭାବେ ଜିଲ୍ଲାର ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ (ମନ୍ଦିର )ଓ ଆରକ୍ଷୀ ଅଧିକ୍ଷକ ରଥରେ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହୁଥିଲେ। ଏହି ଘଟଣା ସମୟରେ କିଏ ସେଠାରେ ଉପସ୍ଥିତି ଥିଲେ କୁହନ୍ତୁ ? ସାରା ବିଶ୍ୱର କୋଟିକୋଟି ହିନ୍ଦୁଙ୍କ ଭାବାବେଗ ସହିତ ଜଡିତ ଏତେବଡ଼ ଯାତ୍ରାରେ ଏପରି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁ଼ଃଖ ପ୍ରକାଶ କରିଦେଲେ ସମସ୍ୟାର ସମାଧାନ ହୋଇଗଲା କି? ପୁରୀର ପ୍ରଶାସନ ଭିତରେ ଷଡ଼ଯନ୍ତ୍ରର ଗନ୍ଧ ଆସୁଥିଲା ପରି ମନେ ହେଉଛି।

  • @10subrat

    @10subrat

    16 күн бұрын

    Completely government failure

  • @rashmibijaykumarmishra5543

    @rashmibijaykumarmishra5543

    16 күн бұрын

    @@janakiballavdash73 yes true

  • @suvashreeray5494

    @suvashreeray5494

    15 күн бұрын

    ରଥରେ ଜନେ ଜନେ OAS ଅଫିସର 24 hours ଡ୍ୟୁଟି କାହିଁକି ପଡ଼ୁନାହିଁ l ଗୋଟେ ରଥରେ ଜନେ ଆଜିପରି 24 ଘଣ୍ଟା ଡ୍ୟୁଟି ଦର୍କାର ଭବିଷ୍ୟତ ପାଇଁ

  • @sridhardas8509

    @sridhardas8509

    14 күн бұрын

    ବିଜେପି ସରକାର ସମୟରେ ବଡ ଠାକୁର ତଳେ ପଡ଼ିଗଲେ ସେକଥା ତମେ କାଢୁଆ ସାମ୍ବାଦିକ ଆଉ ଆଲୋଚନା କାହିଁକି କରରୁନ ?

  • @saratmishra7100
    @saratmishra710014 күн бұрын

    Jay Jagannath.

  • @chittaranjansamal8853
    @chittaranjansamal885316 күн бұрын

    Nice program sir ❤

  • @bhabanemallick1801
    @bhabanemallick180116 күн бұрын

    Bilkul. Wright

  • @manojpanda2956
    @manojpanda295616 күн бұрын

    ଆଜ୍ଞା ଧନ୍ୟବାଦ, ଆପଣଙ୍କ ଆଲୋଚନା ଭଲ ଲାଗିଲା, କିନ୍ତୁ ଜଗନ୍ନାଥଙ୍କୁ ମୋର ଶତକୋଟି ନିବେଦନ ଆପଣଙ୍କୁ ମିଛୁଆ ପ୍ରମାଣିତ ନକରି ସତ୍ୟର ଉନ୍ମୋଚିତ କରାନ୍ତୁ ଜୟ ଜଗନ୍ନାଥ 🙏

  • @FAKIRJENA-du2zs
    @FAKIRJENA-du2zs16 күн бұрын

    ଆପଣ ଏକ ବର୍ଷ ଅପେକ୍ଷା କଲେ BJP ର ଭୁଲ ଚୁଲ୍ ଧରିବେ। ଏବେ ମୋଟେ ଛାନିଆ ହୁଅନ୍ତୁ ନାହିଁ।

  • @pratapchandrasamal2396
    @pratapchandrasamal239616 күн бұрын

    ସେମାନଙ୍କ ଠାରୁ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ସବୁଠାରୁ ଅଧିକ ରାଜନୀତି ଆପଣ ହିଁ କରୁଛନ୍ତି। ଆପଣ କଣ ଦଣ୍ଡ ପାଇଛନ୍ତି ମୁଁ ଜାଣେନି। କିନ୍ତୁ ଯଦି ପ୍ରକୃତରେ ଆପଣ ରାଜନୀତି କରୁଥିବେ ତେବେ ନିଶ୍ଚିତ ରୂପେ ତାର ମୂଲ୍ୟ ଦେବେ। ନା ବିଜେପି ନା ବିଜେଡ଼ି କେହି ପିଠିରେ ପଡ଼ିବନି। କ୍ଷମା କାହିଁକି, ଦଣ୍ଡ ନିଶ୍ଚିତ ରୂପେ ମିଳିବା ଉଚିତ୍।

  • @puspanjalimohanty2623

    @puspanjalimohanty2623

    13 күн бұрын

    Are bhai yeh jane bastard repoter. Han yeh pravu nku nei jou rajaniti karuchi tara phala bi se paichi;tathapi se chetini. 1-2year heba tara pua ra controversial death heichi. Hele se kemti mala accidental death ki murder jana padilani. Aau jadi tara murder heichi taku kie marila ,ki tara nisa sebana re death heichi ki kan kichhi jana padilani. Tathapi yeh pravu Jagannath nku nei sabubele rajaniti karuchi. Bhagwan yaku sadbudhi diantu.

  • @ashokrath548
    @ashokrath54812 күн бұрын

    I agree with your assessment Ashok Rath

  • @sukumarrana9091
    @sukumarrana909116 күн бұрын

    ନିଛକ ସତକଥା କହିଲେ । ଧନ୍ୟବାଦ୍ ।

  • @susamadash3483
    @susamadash348316 күн бұрын

    ଲୁହା କଅଁଳ ହେଲେ ବିଲେଇ କାମୁଡ଼େ,ମୋହନ ସରକାରଙ୍କର ଅଧିକ ବିନମ୍ର ବଦାନ୍ୟତା ଏବଂ ପୁରୁଣା ପୋଷାକଧାରୀଙ୍କର ଷଡ଼ଯନ୍ତ୍ର।❤

  • @10subrat

    @10subrat

    16 күн бұрын

    Government have all authority to spoil the conspiracy, this government intelligence failure

  • @rashmibijaykumarmishra5543

    @rashmibijaykumarmishra5543

    16 күн бұрын

    @@susamadash3483 Jee haan

  • @binayamishra3723
    @binayamishra372316 күн бұрын

    Jai jagannath

  • @AshokPanda-qt4qn
    @AshokPanda-qt4qn16 күн бұрын

    Sir Jai Jaganath 🙏

  • @AshokPanda-qt4qn

    @AshokPanda-qt4qn

    16 күн бұрын

    Aha Cheta Bani Ama Jagannath Premi Manku.

  • @AshokPanda-qt4qn

    @AshokPanda-qt4qn

    16 күн бұрын

    Sambalpui SareeDela Jiba pain Darlage Sir

  • @AshokPanda-qt4qn

    @AshokPanda-qt4qn

    16 күн бұрын

    Apankar mata re Ame100%

  • @AshokPanda-qt4qn

    @AshokPanda-qt4qn

    16 күн бұрын

    Sata Jai Bada Thakur 🙏

  • @bhupaticharanojha.6870
    @bhupaticharanojha.687016 күн бұрын

    ବର୍ତ୍ତମାନର ସରକାର ନିର୍ବାଚନ ପୂର୍ବରୁ ରଘୁବର ଦାଶ କମିଶନ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଦାବି କରୁଥିଲାବେଳେ ଏବେ ଚୁପ କାହିଁକି. ଏ ରିପୋର୍ଟରେ 2000 ମସିହାରୁ 2009 ମସିହା ପର୍ଯ୍ୟନ୍ତ ତତ୍କାଳୀନ ଆଇନ ମନ୍ତ୍ରିଙ୍କ ବିରୁଦ୍ଧରେ କିଛି ନକାରାତ୍ମକ ମନ୍ତବ୍ୟ ନାହିଁତ ?

  • @sidhakatha_2021
    @sidhakatha_202116 күн бұрын

    ଆପଣଙ୍କର ଆଶଙ୍କାହିଁ ସତ ହେବ । ରତ୍ନଭଣ୍ଡାର ଖୋଲିବ ହେଲେ ରତ୍ନ ନଥିବ ଶୂନ୍ୟ ଶୂନ୍ୟ ମହାଶୂନ୍ୟ !!!

  • @rashmibijaykumarmishra5543

    @rashmibijaykumarmishra5543

    16 күн бұрын

    @@sidhakatha_2021 many people apprehend the same

  • @krushnamohanprusty2728
    @krushnamohanprusty272816 күн бұрын

    ନବୀନ ବାବୁଙ୍କ ଧବଳ ପୋଷାକ ଭିତରଟା ବହୁତ କଳା ଏକଥା ବୁଝିବାକୁ ଓଡ଼ିଶାର ଭୋଟର ମାନଙ୍କ ଚିନ୍ତାଧାରା ବାହାରେ ?🎉

  • @mr.A2320

    @mr.A2320

    16 күн бұрын

    Tu magiha bhari bhala loka ta . To maa bia re Naveen das banda pasithila seipain to bhalia magiha ra aaji ethi bhukuchii

  • @user-px1zf3mh8x
    @user-px1zf3mh8x16 күн бұрын

    Right. Katha. Editor. Sir❤

  • @basantapattnaik7812
    @basantapattnaik781216 күн бұрын

    ସାର ମୁ ବି ଦ୍ଵନ୍ଦ ରେ ଅଛି କିଛି ନହେଇ ଥାଉ ରତ୍ନ ଭଣ୍ଡାର ଭିତରେ ଜଦି କିଛି ହେଇ ଥାଏ ତାହା ପାଇଁ କେବଳ ଜଣେ ଲୋକ ଦାଈ ହେବ

  • @user-dl5mo1gi7s
    @user-dl5mo1gi7s16 күн бұрын

    God bles you.take care

  • @FudanHandah
    @FudanHandah14 күн бұрын

    Bahutbodhiya,Gumurakathaku,Upasthanakarithibaru,dhanyabadsahitakati,katinamoskar❤🎉

  • @prafullajena8787
    @prafullajena878716 күн бұрын

    Thank you Mr Nabin Dash for your daringness in bringing facts to pubic

  • @chittaranjanswain1469
    @chittaranjanswain146915 күн бұрын

    Nice presentation & excellent speculation by Sri Naveen Das 🎉

  • @MuktikantaNayak-iw5rv
    @MuktikantaNayak-iw5rv16 күн бұрын

    1978 re khola hoithila Ratna bhandar 36 nuhen 46 barsa purbaru...

  • @ashokkumarrath5435
    @ashokkumarrath543516 күн бұрын

    Absolutely right. But what about Ayodhya Lord Sri Ram nd BJP

  • @user-um7gb1ol1z
    @user-um7gb1ol1z16 күн бұрын

    Statement of Sjt Nabin Das,Nirbhaya Gumar Katha is justified .Please continue your voice raising that is keeping impact upon people moving towards positive change in society. Ganeswar Rout.

  • @deepanjalimohanty9756
    @deepanjalimohanty975616 күн бұрын

    ଜୟ ଜଗନ୍ନାଥ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା 🙏🏻🙏🏻🙏🏻

  • @minakhipadhy5393
    @minakhipadhy539316 күн бұрын

    Mahaprabhu nishchay ae drohi mananku upajukta sasti debe, Jai jagannath 🙏🙏🙏🙏🙏

  • @pranatidildilbecharasahoo6719
    @pranatidildilbecharasahoo671916 күн бұрын

    You are absolutely right sir.Thank you.

  • @sureshkar1986
    @sureshkar198616 күн бұрын

    ସୁନ୍ଦର ଉପସ୍ଥାପନା କିଛି ଭିତର ର କିଛି ବାହାର ର

  • @ashokpalei1221
    @ashokpalei122116 күн бұрын

    There should not be politics regarding this matter.🙏

  • @kalpanaray2741
    @kalpanaray274116 күн бұрын

    Dayakari bikruta rajaniti karantuni.

  • @hrusikeshpradhan3840
    @hrusikeshpradhan38408 күн бұрын

    ମହାଶୟ, ଏକଦମ ସତ୍ଯ କଥା ।🌳🏝️🌲

  • @kalyankumarswain6153
    @kalyankumarswain615316 күн бұрын

    Naveen nka vul pain jagannath danda dele....semane ebe opposition re basileni ..apn jane vl sambadika or bislesaka... sarkar nku paramarsha diyantu rajya ra vikas pain

  • @laxmidharnayak4191
    @laxmidharnayak419116 күн бұрын

    Apananka asanka sampurna Satya. Ases2 dhanyabad namaskar ji 🙏. Agami dinanku apekshaya Kariba.

  • @gangadhardash3430
    @gangadhardash343015 күн бұрын

    🎉🎉🎉

  • @manasmandal4983
    @manasmandal498316 күн бұрын

    🎉🎉🎉❤

  • @maheswarparihari5189
    @maheswarparihari518916 күн бұрын

    ବଡ଼ଠାକୁରଙ୍କ ଅଘଟଣ ଘଟାଇଥିବା ସେବାୟତ ମାନେ ତାମିଲ ଦ୍ଵାରା ପରଚାଳିତ ନୁହଁନ୍ତି ତ ? ଏହାର ନିହାତି C B I Level investigation ଦରକାର SIR

  • @krushnakuna1341

    @krushnakuna1341

    16 күн бұрын

    ଠିକ୍ କଥା..

  • @smohanty3507
    @smohanty350716 күн бұрын

    Aau modiji jou badadanda re rajaneeti kale.😂😂😂

  • @biswanathmohanty7401
    @biswanathmohanty740116 күн бұрын

    Very.Good.Advice.Jay.jagannath.

  • @santosinimishra5167
    @santosinimishra516716 күн бұрын

    🙏

  • @gayadhargiri6258
    @gayadhargiri625814 күн бұрын

    Thank you for your analysis of BJD corption

  • @kabitasahoo8385
    @kabitasahoo838516 күн бұрын

    🙏👍❤

  • @SidharthPrasadDas
    @SidharthPrasadDas16 күн бұрын

    ଆରେ ବାବୁ ସାଡେ ଠାକୁର ପଡି ଗଲେଣି ସେ ସମ୍ବାଦ କିଛି କୁହ, ଆଜି ବିଜେଡି ସରକାର ଥିଲେ ଓ କି ରଡ଼ା ହୋଇଥାନ୍ତା,ଏବେ ଚୁପ, କାହାର ଦୋଷ ସରକାର ର ନା ସେବାୟତ ଙ୍କର ନା ପ୍ରଶାସନ ର ନା ଠାକୁର ଙ୍କ ଲୀଳା ସେ ବିଷୟ ଭିଡିଓ କର ଟିକେ, ସ୍ୱାଭିମାନୀ ଓଡ଼ିଆ ପା

  • @PramodchandraSarangi
    @PramodchandraSarangi16 күн бұрын

    Sir,a man like you is indispensable for odisha

  • @AshokPanda-qt4qn
    @AshokPanda-qt4qn16 күн бұрын

    Praashamarta ku Sathik Uttara pain Sir Dhanyabada 🙏

  • @surusahu
    @surusahu16 күн бұрын

    Well dignosid about ratnabhandar. ❤😊😢😮😅😊 28:24

  • @sitarampurohit2993
    @sitarampurohit299316 күн бұрын

    Tremendous,Comment

  • @satyanarayandora1900
    @satyanarayandora190016 күн бұрын

    Jay jagannath 🙏🙏🙏

  • @jyotirmayjena1869
    @jyotirmayjena186916 күн бұрын

    ରତ୍ନଭଣ୍ଡାର ଲୁଟ ଉପରୁ ନଜର ହଟାଇ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ ପାଣ୍ଡିଆନ୍ ପରିକ୍ରମା ପ୍ରକଳ୍ପକୁ କାର୍ଯ୍ୟକାରୀ କରିଛି ।

  • @10subrat

    @10subrat

    16 күн бұрын

    Government is responsible for this unfortunate incident

  • @rashmibijaykumarmishra5543

    @rashmibijaykumarmishra5543

    16 күн бұрын

    @@jyotirmayjena1869 yes yes True

  • @chakradharsahoo3684
    @chakradharsahoo368416 күн бұрын

    Ratna bhandar issue is one important issue. Media should be very visilant on detective angle, Odisha people want s it.since government is playing for a long time.

  • @pabitraswain1273
    @pabitraswain127316 күн бұрын

    Jay Jagannath Swami 💐🙏🙏🙏🙏🙏🙏💐

  • @swarajkumarbej3768
    @swarajkumarbej376816 күн бұрын

    ସାର୍ ! ଓଡିଶାର ବିଭିନ୍ନ ସମସ୍ୟା ମଧ୍ଯ ରହିଛି।ଏହି ଯେପରି ଗତକାଲି ଜେ ଟି ଏସ୍ ଆଶାୟୀମାନେ ଆନ୍ଦୋଳନ କରୁଥିଲେ।ସେ ବିଷୟରେ ଥରେ ଗୋଟିଏ ଏପିସୋଡ ବନାନ୍ତୁ ନା।

  • @pratappradhan9565
    @pratappradhan956516 күн бұрын

    Sir good

  • @indulatabiswal3385
    @indulatabiswal338514 күн бұрын

    Nice ❤ nice ❤

  • @user-hp6ku1jn4x
    @user-hp6ku1jn4x16 күн бұрын

    Ati sundar bislesana

  • @bhubaneswarsamantaray7936
    @bhubaneswarsamantaray793616 күн бұрын

    Sata katha kahi Nabin Babu.ebama.dakyatPandu ra asali.muhaa.khololi deichhanti.😊

  • @laxmidharapanda6086
    @laxmidharapanda608616 күн бұрын

    ସାର, ଜଗନ୍ନାଥଙ୍କ ପ୍ରତି ବିଶେଷ ଅନୁରକ୍ତି ଓ ଭକ୍ତି ଭାବରୁ ଆପଣଙ୍କ ଆକଳନ ମିଥ୍ୟାହେଉ ବୋଲି ପ୍ରଭୁଙ୍କୁ ଗୁହାରୀ କରୁଛନ୍ତି ! କିନ୍ତୁ ମୋର ଆକଳନ ଅନୁସାରେ ଆପଣଙ୍କ ଆକଳନ 100%ସତ୍ୟ ସାବିତ ହେବାକୁ ଯାଉଛି !

  • @kshyamanidhinayak3095
    @kshyamanidhinayak309516 күн бұрын

    ଜୟ ଶ୍ରୀ ଜଗନ୍ନାଥ

  • @geetaranisamal6638
    @geetaranisamal663816 күн бұрын

    ହଁ ଆଜ୍ଞା, ପୁରା ନାଟୁଆ ନବୀନ

  • @mr.A2320

    @mr.A2320

    16 күн бұрын

    Tu mg kn

  • @maheswarnaik2953
    @maheswarnaik295316 күн бұрын

    Jay jaganath❤🎉🎉🎉

  • @kabitasahoo8385
    @kabitasahoo838516 күн бұрын

    On point analysis. 🙏 Prabhu kana karibe Prabhu jananti. Prabhu, you are sitting among dangerous people. Take care of yourself, Prabhu. This is Kaliyug. Kalki Narayan prakat ho 🙏🙏🙏🙏. My 2cents 🙏

  • @bapimishra-sv4oz
    @bapimishra-sv4oz10 күн бұрын

    Jai.shree jagannath 🙏

  • @user-bi5rk1nj3q
    @user-bi5rk1nj3q14 күн бұрын

    Jay Shri, Jaganath

  • @trilochanjena9614
    @trilochanjena961416 күн бұрын

    Lord Jagannath may bless you Sir

  • @manojgiri-jn1cs
    @manojgiri-jn1cs16 күн бұрын

    Jay Jagannath ❤❤❤❤

  • @alokpahi455
    @alokpahi45516 күн бұрын

    Right ❤

  • @umeshsahooumeshsahoo8590
    @umeshsahooumeshsahoo859016 күн бұрын

    Jai jagannth

  • @kalandicharandiwedi4641
    @kalandicharandiwedi464110 күн бұрын

    BahutSundarkatha

  • @abhimajhi9238
    @abhimajhi923816 күн бұрын

    Right sir

  • @Aama_gan_khabar
    @Aama_gan_khabar16 күн бұрын

    ଜଗନ୍ନାଥ ମହାପ୍ରଭୁ ସଦ ବୁଦ୍ଧି ଦିଅନ୍ତୁ ।

  • @user-wj3lf4xi7n
    @user-wj3lf4xi7n16 күн бұрын

    Jay Jagannath

  • @santoshsahoo6523
    @santoshsahoo652316 күн бұрын

    Naveen Babu, Apana Law minister nka statement tike sunantu

  • @deepakkumarmohapatra5056
    @deepakkumarmohapatra505616 күн бұрын

    Jai Jagannath Swami

Келесі