Exclusive: ପୁଣି ରାଜଧାନୀରେ ହତ୍ୟାକାଣ୍ଡ, ପୁଅର ଛୁରା ମାଡ଼ରେ ଚାଲିଯାଇଛି ବାପାର ଜୀବନ... Bhubaneswar Case
Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
Пікірлер: 35
ଆପଣ ମାନଙ୍କୁ ଅନୁରୋଧ ଘଟଣା ବିଷୟରେ କିଛି ନ ଜାଣି ଆପଣ ମାନେ କିଛି ଖରାପ ଲେଖନ୍ତୁନି 🙏🙏
ସାବାସ ପୁଅ ସାବାସ। ବାପା କୁ ମାରିବ ନି ତ ଆଉ କାହାକୁ ମାରିବ ? କେବଳ ଟଙ୍କା କମେଇବା ପାଠ ପଢିଲେ କଣ ହେବ ? ଧର୍ମ ଜ୍ଞାନ ଶିକ୍ଷା ହିଁ ସମାଧାନ ଦିଏ। ବାପା କେବେ ପିଲାଙ୍କୁ ଧାର୍ମିକ ଶିକ୍ଷା ଦେଇ ନ ଥିଲେ ଏ ସବୁ ହତ୍ୟା କେଉଁ ବଡ କଥା? ଯେ କୌଣସି କାରଣ ପାଇଁ ବି ହେଉ କଳି ର ଅନ୍ତିମ ସମୟ ପାଇଁ ଏ ସବୁ ସମ୍ଭବ ହୋଇଛି।
ବହୁତ୍ ଦୁଃଖଦ ଘଟଣା ବୃଦ୍ଧ ବାପା କୁ ହତ୍ୟା କରିବା
Lack of Spiritual knowledge
ନାଲୋକୋ ଅଫିସର ବ୍ୟବହାର ଠିକ ନାହିଁ କଲମ ଚୋର ଆଉ ପିଲାମାଙ୍କୁ କଣ ଶିକ୍ଷା ଦେବେ
@mantubehera5560
2 күн бұрын
କେମିତି ଜାଣିଲେ ଆପଣ
RIP.very sad news
ମୁଖ୍ୟ କାରଣ ଅନ୍ତର ପାତର
@Ansha157
2 күн бұрын
Hmmm Please subscribe
😮
Bhala huichhi
ଆୟ ଦେଖି ବ୍ୟୟ କରନ୍ତୁ, ପରିଣାମ କେତେ ଭୟଙ୍କର....
Jia bapa chhura maruchhi bahar lokanku kn na karuthiba
@Ansha157
2 күн бұрын
Hmmm Please subscribe 🙏
Ye sabu kn hauchi nija baba ku b chadieni hai god emiti chua kahaku na diantu....
Smart city Mo baanda city
@anitamekap6584
2 күн бұрын
ଓଡ଼ିଆ ବୋଲି ପରିଚୟ ଦେବାକୁ ନିଜ କୁ ଖରାପ ଲାଗୁଛି ଏପରି ଭାଷା ଜ୍ଞାନ କେମିତି ଆସିଲା। ଟିକେ ସଭ୍ଯ ହୁଅନ୍ତୁ। ଆଗକୁ ନିଜ ଇଚ୍ଛା।
Kali Juga Sesa Hela Bhai
@abinashmohanty546
2 күн бұрын
Transition phase chalichhi 2025 to 2035 bhayankara ghatana haba sabu.tapare kalijuga sari sari jiba
Smart city re puni amiti chi chi
ପାଉଡର... କମାଲ....
Artha hi anarthara karana
Prapati Pain
@Ansha157
2 күн бұрын
Hmmm Please subscribe
@Stutee24
2 күн бұрын
Why houd we subscribe???In every massage....nonsense
Maagia bedha chua
ପୁଅ ର ଟଙ୍କା ଦରକାର
Se pua ra Naa ta Rastrapati Medal pain manoneeta karajiba uchit 😝🫣🤭 Adhika pathapadhithiba uchcha sikshita shikshitaaa murkha mane emiti hin karithanti.Se haarami ku jianta postmortem karajau 🙏 Jai ♥️🇮🇳🔥 Hind 🙏
Kebala parebartan .
ଏବାଡ଼ିଖିଆକୁଫାସି ଦିଆସିଏମରୁ
ବିଜେଡି ଥିଲାବେଳେ ଏମିତି ହେଉଥିଲା ବିଜେପି ଆସିଲାପରେ ବି ଏମିତି ହେଉଛି
@sssstudio2538
2 күн бұрын
ଆରେ ଆଜ୍ଞା ଏଥିରେ ରାଜନୀତି କଣ ଅଛି କହିଲ ବାପା ମା କେତେ କଷ୍ଟ କରି ପୁଅଝିଅ ଙ୍କୁ ପାଠ ପଡାଉଛନ୍ତି ହେଲେ ପୁଅ ବାପାର ପଇଷା ରେ ଡ୍ରିଙ୍କ କରିକି ବାପା ମାଆ ଙ୍କୁ କେମିତି ମାରୁଛନ୍ତି ଏ ଓଡିଶା ପୋଲିସ କଣ କରୁଛି ଆଜ୍ଞା ସେ ପୁଅ କୁ ପାଶି ଦିଆଯାଉ
Inquiry properly hele jana padiba
Bjp government asichi sabu kichi sambhav haba
Munda kharap thiba bodhe