Tragedy strikes as a law college professor kills father in Bhubaneswar | Nandighosha TV

#Bhubaneswar #Odisha #policecommissionerate #NandighoshaTV
Tragedy strikes as a law college professor kills father in Bhubaneswar | Nandighosha TV
ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହତ୍ୟା। ରଙ୍ଗମାଟିଆ DHPL ଆପାର୍ଟମେଣ୍ଟରେ ହତ୍ୟାକାଣ୍ଡ । ବାପାଙ୍କୁ ହତ୍ୟା କଲା ପୁଅ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZread: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 130

  • @kapilashsunaniofficial2078
    @kapilashsunaniofficial20782 күн бұрын

    କେବଳ ସଂସ୍କାର ର ଅଭାବ,, ଶିକ୍ଷିତ ହେଲେ କଣ ହେଲା । ଏଣୁ ଶିକ୍ଷା ସହ ସଂସ୍କାର ବହୁତ ଜରୁରୀ ।

  • @devbehera9506

    @devbehera9506

    2 күн бұрын

    ରାମାୟଣ ପଢ଼ାହେଉଛି, ମହାଭାରତ, ଗୀତା ସବୁ ପଢ଼ାହେଉଛି ଆଉ କଣ ପଢିଲେ ନୈତିକ ଶିକ୍ଷା ମିଳିବ

  • @kushamajhi6440

    @kushamajhi6440

    2 күн бұрын

    Budha mane b marijiba jae luve maruchhan

  • @itishreepriyadarsaninayak3341

    @itishreepriyadarsaninayak3341

    2 күн бұрын

    Pilabelu Atyadhika sneha,atma garba, Bina sanskar jogu emiti huae

  • @badboysai3947

    @badboysai3947

    2 күн бұрын

    ​@@devbehera9506😊

  • @skdsingerkumarsaroj655
    @skdsingerkumarsaroj6552 күн бұрын

    ଜ୍ଞାନୀ ହେବେ ବାଟବଣା କଳୀଯୁଗର ଶେଷ ସଂକେତ ଜୟ ଜଗନ୍ନାଥ

  • @cutekajal123
    @cutekajal1232 күн бұрын

    ବାପା ଯେତିକି ଟଙ୍କା ଖର୍ଚ୍ଚ କରିକି ପାଠ ପଢ଼େଇଛନ୍ତି ସାରା ଜୀବନ କମେଇ ପାରିବ ବାପା ମାରିକି କଣ ମିଳିଲା ଯେତେ ପାଠ ପଢିଲେ କଣ ହେବ ଜ୍ଞାନ ଥାଇ ଓଜ୍ଞାନ ଶିକ୍ଷା ଥାଇ ଓଶିକ୍ଷିତ ମାନସିକ ରୋଗୀ ଲୋକ ଯୋଉ ଟଙ୍କା ପାଇଁ ମାରିଲୁ ସେହି ଟଙ୍କା ତମେ ମାନେ ସବୁ ଆଗକୁ ଉପଭୋଗ କରିଥାନ୍ତ ତମ ବାପା କଣ ଟଙ୍କା ସର୍ଗକୁ ଧରିକି ଗଲେ ki

  • @sayuris1139

    @sayuris1139

    2 күн бұрын

    What does this mean?

  • @zehidabegum3617

    @zehidabegum3617

    2 күн бұрын

    Krutaghna Pua, se jaha bi hoi thau sie BAPA, jahank pain Pua sansar ku asi thila, Professor Pua SAMAJ KU KAN BARTA DELA ?

  • @rabindrasahoo3059

    @rabindrasahoo3059

    Күн бұрын

    😅😊

  • @bishnupriyamishra3326

    @bishnupriyamishra3326

    Күн бұрын

    ରାଗ ପରମ ଚଣ୍ଡାଳ...!ବୁଦ୍ଧି ,ବିବେକ ହଜାଇ ଦିଏ। କ୍ଷଣକ ରାଗର ବଶବର୍ତ୍ତୀ ମଣିଷକୁ କଣ ନ କରେ....!! ବିନାଶ କଲେ ବିପରୀତ ବୁଦ୍ଧି !

  • @surendranathrath504
    @surendranathrath5042 күн бұрын

    କଦାପି ସେ ମିଷ୍ଟଭାଷୀ ନୁହନ୍ତି, ଏଭଳି ଚରିତ୍ର ପ୍ରଫେସର୍ ହେବା ପାଇଁ ଅଯୋଗ୍ୟ, ଯେଉଁ ଉଚ୍ଚଶିକ୍ଷିତ ଆପଣ କହିଲେ ସେଥିରେ ମୁଁ ଏକମତ ନୁହେଁ, ସାର୍ଟିଫିକେଟ କଦାପି ଶିକ୍ଷା ର ମାପକାଠି ନୁହେଁ।ଏ ଜଣେ ହତ୍ୟାକାରୀ, ଏଭଳି ପିତୃହନ୍ତା ଜଣେ ଅପରାଧିକ ଚିନ୍ତାଧାରା ର ବ୍ୟକ୍ତି ଏହାକୁ, କଠୋର ରୁ କଠୋର ଦଣ୍ଡ ଦିଆଯାଉ। ପୈତୃକ ସଂପତ୍ତି ରୁ ବଞ୍ଚିତ କରିବା ଉଚିତ୍। ରାଜରାସ୍ତାରେ ଅଣ୍ଟାରେ ଦଉଡ଼ି ବାନ୍ଧି ଚଲେଇ ଚଲେଇ ନେବା ଠିକ୍। ଆଇନ୍ ଯାହା ବି ହେଉ,ଏ ବ୍ୟକ୍ତି କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ।

  • @user-jf4xd9qx9e

    @user-jf4xd9qx9e

    2 күн бұрын

    ପୁରା ଠିକି କହି ଥାନ୍ତି

  • @ShriKshetraPurusottama

    @ShriKshetraPurusottama

    2 күн бұрын

    Aapana thik kahuchanti kintu kie bujheiba ye generation ku... kie aaniba pathahudaa youth ku baataku

  • @biswaranjandas2935

    @biswaranjandas2935

    2 күн бұрын

    Apana thk kahuchanti e chintadhara loka crime knowledge student ka mundare inject karidebe patha na kn padhauthila

  • @surendranathrath504

    @surendranathrath504

    2 күн бұрын

    @@ShriKshetraPurusottama ନା ଯୁବଗୋଷ୍ଠୀ ପଥଭ୍ରଷ୍ଟ ଉଦଭ୍ରାନ୍ତ ପାଇଁ ଅନେକ ଭାବେ ବାପା ମା ଦାୟୀ। ତଥାପି ଅନେକ ଯୁବକ ଯୁବତୀ ପିତା ମାତା ମାନଙ୍କ ପାଇଁ ସମର୍ପିତ। ଏ ଘଟଣା ରେ ଜଣେ ସାର୍ଟିଫିକେଟ ଧାରୀ ମୂର୍ଖ ପ୍ରଫେସର ଜଡ଼ିତ ତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ।

  • @manasbeher7264
    @manasbeher72642 күн бұрын

    ପିଲାମାନ ଙ୍କୁ ଅଧିକ ପାଠ ପଢ଼େଇଲେ ଏମିତି ଅବସ୍ଥା ହୁଏ ସବୁବେଳେ ପିଲାମାନଙ୍କୁ ଅଳ୍ପ ପାଠ ପଢ଼େଇ ରୋଜଗାର କରିବା ଶିଖାନ୍ତୁ

  • @dipun84in

    @dipun84in

    2 күн бұрын

    Tuma bhali murkha hi emti katha kahi paribe, jahara pila rickshaw chalanti.

  • @rakeshparidaparidrakeha8877

    @rakeshparidaparidrakeha8877

    2 күн бұрын

    Right

  • @santoshpatnaik3686

    @santoshpatnaik3686

    2 күн бұрын

    ଅଧିକ ପାଠ ପଢିଥିବା ସବୁ ପିଲା ଏମିତି କରନ୍ତି ନାହିଁ. ତୁମର ଚିନ୍ତାଧାରା ଭୁଲ୍.

  • @manasbeher7264

    @manasbeher7264

    2 күн бұрын

    @@santoshpatnaik3686 ମୋର ଯଦି ଚନ୍ତା ଧାରା ଭୂଲୁ ସେ ଲୋକ ଜଣେ ପ୍ରଫେସର ହେଇ ପିତା ମୋହ ଭୀଷ୍ମ କୁ କାହିଁକି ମାରିଲେ 🙏

  • @bksethy1
    @bksethy12 күн бұрын

    Wrong statement. He is Not educated. He is A certificate holder.

  • @routking8192
    @routking81922 күн бұрын

    ସମାଜ ର ଶିକ୍ଷିତ ଲୋକୋ ଏମିତି କରିବେ ଛି

  • @saroj1296
    @saroj12962 күн бұрын

    ତୁମେ କିଏ ବାପା କିଏ ପୁଅ କିଏ ଝିଅ ଭଉଣୀ କହିପାରୁନ

  • @swarnalatajena6430
    @swarnalatajena64302 күн бұрын

    Pua manaku bapa maa besi vala paile emiti fala mile

  • @TravisBickle58

    @TravisBickle58

    2 күн бұрын

    Tahale khali jhiku bhala paiba katha? Kichi din tale Goa ra gote lodge re gote mahila nijara 4 yr pua ku murder kari, suitcase re bhari phingibaku neuthila. It's human nature very dark.

  • @socialworkerajay8658
    @socialworkerajay86582 күн бұрын

    ଭଗବାନ କରନ୍ତୁ ଏମିତି ପୁଅ କୋଉ ବାପା ମାଆ ଙ୍କୁ ନ ମିଳୁ 🙏🙏

  • @crazyyyy-cp5ih
    @crazyyyy-cp5ih2 күн бұрын

    ଅତ୍ୟଧିକ ଗ୍ୟାନ ରୁ ଗର୍ବ, ଖର୍ବ ହୁଏ

  • @phenoix_990

    @phenoix_990

    2 күн бұрын

    Sethi pain profile re free fire ra photo achhi😂

  • @AmanEntertainment7
    @AmanEntertainment72 күн бұрын

    ଏଠି ତାଙ୍କ ଝିଅ ର ଭୂମିକା ନିହାତୀ ରହିଛି, ଝିଅ ନିଶ୍ଚିତ କିଛି ସମ୍ପତି ର ଲୋଭ ରେ ବାପା ମା କୁ ନିଜ ଆୟତରେ ରଖିଥିବ, ସେଥିପାଇଁ ପୁଅ ରାଗିକି ଏମିତି କରିଛି,

  • @nainasahu9037

    @nainasahu9037

    Күн бұрын

    Right

  • @sdash6242

    @sdash6242

    5 сағат бұрын

    daughter also has equal share in property. Why should everyone suffer because useless son took loan for foreign education?

  • @patitakumarchoudhury9855
    @patitakumarchoudhury98552 күн бұрын

    ବୁଢ଼ା ବୋପାର ସମ୍ପତି ଲୋଭ ଯେତିକି, ଭେଣ୍ଡା ପୁଅର ବୋପାର ସମ୍ପତି ପ୍ରତି ଲୋଭ ସେତିକି 🙏

  • @binayapradhan4671
    @binayapradhan46712 күн бұрын

    ଶଳା ପ୍ରଫେସର ଟା ଚୋର ପରି ଦେଖାଯାଉଛି

  • @Ssae528
    @Ssae5282 күн бұрын

    Tanku fasi diajau.

  • @minutesaboutShantikunjbyDSLenk
    @minutesaboutShantikunjbyDSLenk2 күн бұрын

    ଦୁର୍ବୁଦ୍ଧି ଯୋଗୁ, ବାପା ମା ସଂସ୍କାର ଦେଇ ନାହାନ୍ତି, ଆଗକୁ ଏହା ଆହୁରି ବଢିବ

  • @itsumesh663
    @itsumesh66313 сағат бұрын

    ବଡ ଲୋକ ହୋଇ ମରିବା ଖୁବ୍ ଜରୁରୀ ନୁହେଁ, ଭଲ ଲୋକ ହୋଇ ମରିବା ମହାପୁଣ୍ୟ , ପିଲାଙ୍କୁ ପାଠ ପଢି ଚାକର ହେବା ପାଇଁ ସ୍ୱପ୍ନ ନ ଦେଖାଇ ପିଲା ସଂସ୍କାର ଶିଖି ସଂସାର ଭିତରେ ଆଦର୍ଶ ସନ୍ତାନ ହୋଇ ବଞ୍ଚିବା ଦେଶ ସମାଜର ହିତ ପାଇଁ ଖୁବ୍ ଜରୁରୀ......🙏

  • @bijaypatra9105
    @bijaypatra91052 күн бұрын

    ବିଜେପି ସରକାର ଆସିଛି ଆହୁରି ହିସା ବଢିବ

  • @bhagabanpradhan7500
    @bhagabanpradhan75002 күн бұрын

    Thanks

  • @bijaysahoo2341
    @bijaysahoo23412 күн бұрын

    Sabu ra mula jhia

  • @ramakantmahanta6994
    @ramakantmahanta69942 күн бұрын

    ଦିବ୍ୟ ଜ୍ଞାନ ନୁହେଁ କାଂଦ ଜ୍ଞାନ 'ପ୍ରାୟୟୋନ୍ ।କାଂଦ ଜ୍ଞାନର ଅଭାବ ତଥା ସାସ୍ଲାର୍ ଅଭାବ ।

  • @suryanarayan848
    @suryanarayan8482 күн бұрын

    The daughter-in-law is the main abettor

  • @mahimavastuseva
    @mahimavastuseva2 күн бұрын

    ଶିକ୍ଷା ମନ୍ତ୍ରୀ ଯାହା ପ୍ରଫେସର କଣ ଅଲଗା ହେବ ?

  • @jayaprakashsahu9839

    @jayaprakashsahu9839

    2 күн бұрын

    Yahan bhi Rajneeti... Aur lagta hai pehle govt ka chatukaar aur chamcha hai Tu...

  • @bhagyadharanayak
    @bhagyadharanayak2 күн бұрын

    ନ୍ୟାୟ ମୂର୍ତ୍ତି

  • @dipun84in
    @dipun84in2 күн бұрын

    This is shocking and alarming for our society.

  • @baikunthabehera3971
    @baikunthabehera39712 күн бұрын

    pathha na balla padhhuthila

  • @Samir.920
    @Samir.9202 күн бұрын

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @brajakishorepadhi4022
    @brajakishorepadhi402216 сағат бұрын

    ନୈତିକ ଶିକ୍ଷା ର ଅଭାବ।

  • @user-dz7zs3bc3i
    @user-dz7zs3bc3i2 күн бұрын

    Bapa gotey asala mg

  • @khusikhabarrupsa4987
    @khusikhabarrupsa49872 күн бұрын

    Very Sad 🙏🏻 ନମସ୍ତେ (Namastey) "One Earth, One Family." 🇮🇳🙏🏻🇮🇳ॐ बसुधेय कुटुम्बकम्🇮🇳🙏🏻🇮🇳 🪷 🇮🇳🇮🇳🙏🏻🇮🇳🇮🇳Jai Akhanda Bharata🇮🇳🇮🇳🪷🇮🇳🇮🇳(India)🇮🇳🇮🇳🙏🏻🇮🇳🇮🇳

  • @Dk-ec8gm
    @Dk-ec8gm2 күн бұрын

    Bapa ra dosa thiba aaji Kali budha jaka besi hauchhanti

  • @GoswamiJagat-pc3vb

    @GoswamiJagat-pc3vb

    2 күн бұрын

    To bapa ku b maride fer kana pai semiti kana kahu chhu

  • @latsaheb1947
    @latsaheb19472 күн бұрын

    Tama ku kie kahithila jiba ku,khali trp

  • @mmohanty3522
    @mmohanty3522Күн бұрын

    Law and order problem in bhubaneswar especially senior citizens is rising!

  • @prasantapadhi4934
    @prasantapadhi49342 күн бұрын

    Bapa pua ku sampati debani ta au kahaku deba. Bapa ra main bhul.

  • @prasantapadhi4934

    @prasantapadhi4934

    2 күн бұрын

    Ta pare pua ra bhul. Janma deba pila ku gharu bahara karuchhanti .bhul kahara athire

  • @malayakumarpanda9899
    @malayakumarpanda9899Күн бұрын

    ନନ୍ଦିଆ ଟିଭି ରେ ପ୍ରସାରିତ ଖବର ଠିକ ତ? କାହିଁକି ନା ଏମାନେ ମିଛ ଖବର ବେଶି ଦେଖାନ୍ତି।

  • @ArabindaMohapatra
    @ArabindaMohapatra2 күн бұрын

    Wrong information provided by Nandighos tv

  • @sujatapatnaik5421
    @sujatapatnaik54212 күн бұрын

    Gharoi?! You mean the fraternal institution?!😂

  • @lunarayinstrumental
    @lunarayinstrumentalКүн бұрын

    Education ke sath knowledge b chahiye.

  • @saisree_369
    @saisree_3692 күн бұрын

    😢😢😢😢😢😢Jay jagganath 🙏🏻🙏🏻

  • @DevD597
    @DevD5972 күн бұрын

    ସରକାରୀ କମ୍ପାନୀ ରେ ଜଣେ ବେତନ ଭୋଗୀ କର୍ମଚାରୀ ହୋଇ 3-୪ ଟା ଜାଗା ଓ ଫ୍ଲାଟ୍ କିଣି ,ପୁଅ କୁ ବିଦେଶ ରେ ପାଠ ପଢ଼ାଇଛି ମାନେ ବୁଢା ଚାକିରି ରେ ବହୁତ୍ ଦୁର୍ନୀତି କରିଛି ଓ ରାଜସ୍ବ ଖାଇଛି,ତେଣୁ ପାପ ଧନ ରେ ଯୋଉ ପୁଅ କୁ ଗଢ଼ିଥିଲା,ସିଏ ହିଁ ତାକୁ ମାରିବ,ଏହା ତ god ଙ୍କ Law of karma. ଏଥିରେ ଦୁଃଖ କରିବାର କିଛି ନାହିଁ।ପାପ ତା ବାପା କୁ ବି ଛାଡେ ନାହିଁ।

  • @SachidanandaSahu-y4x
    @SachidanandaSahu-y4x2 күн бұрын

    He Prabhu e kana karuchha

  • @prativajena6995
    @prativajena6995Күн бұрын

    Bhai a news agami pidhiki ki sandesha daba

  • @SmilingOrca-oz6mj
    @SmilingOrca-oz6mj2 күн бұрын

    Sarbe hoibe eka kara nathiba bedara bichara tenu hoibe alpasayush jeeva sakle sarbanasha... Pitru hatya kari papi sata janma jae tor mukti nahi

  • @sagarsahu5937
    @sagarsahu59372 күн бұрын

    ପାଠ ପଢିକି ଚାକିରୀ କରିଦେଲା ସତ ମାତ୍ର ସଂସ୍କାର ର ଅଭାବ ଯୋଗୁଁ ଏମିତି ଘଟିଛି।

  • @prasantapadhi4934
    @prasantapadhi49342 күн бұрын

    Bapa mala belaku sampati sabu neba

  • @lalitadei953
    @lalitadei9532 күн бұрын

    Bada ghara bada humara katha

  • @soumyaranjanbiswal9728
    @soumyaranjanbiswal97282 күн бұрын

    education not important right eduacation is important.

  • @ranjanapanda6538
    @ranjanapanda65382 күн бұрын

    ପୁଅର ହାତଗୋଡ଼ 4ଟାକୁ ଟାଙ୍ଗିକି ଛାଡ଼ିଦେଉ ଆଈନ୍‌।ଏତିକି କରିଦେଲେ ସାରା ଦୂନିଆ ଠିକ୍‌ ହେଇଯିବ।ଦେଶରେ ଶାନ୍ତି ଆସିଯିବ।ଶ୍ରୀକୃଷ୍ଣଙ୍କ ଠାରୁ ଦେଶ ଶିଖିବା ଦରକାର।ଅଶ୍ୱସ୍ଥାମାକୁ ଯେଉଁ ପରି ଦଣ୍ଡ ଦେଇଥଲେ,ଆଉ ଅଶ୍ୱସ୍ଥାମା ଦଣ୍ଡ ସହି ନ ପାରି ମରିବାକୁ ଚାହୁଁଥିଲେ ବି ଆଜିଯାଏ ନ ମରି କଷ୍ଟ ରେ ଅମର ହେଇକି ଅଦୃଶ୍ୟ ରେ ଅଛି।ଏ ପୁଅକୁ କଷ୍ଟ ରେ ବଂଚିବା ପରି ଦଣ୍ଡ ଦେଇକି ତା ଘରେ ଛାଡ଼ିଦିଆଯାଉ।ଅଜଥା ଜେଲ୍‌ରେ ରଖିକି ମଟନ୍‌ ଭାତ ଦିଆନଯାଉ।

  • @bhanjdisom1635
    @bhanjdisom16352 күн бұрын

    Maikina dai

  • @littlequeenrakhi
    @littlequeenrakhi2 күн бұрын

    ବଦଘର ବଡ଼ ଗୁମର

  • @minutesaboutShantikunjbyDSLenk
    @minutesaboutShantikunjbyDSLenk2 күн бұрын

    ନୋ bail

  • @madhabchandranayak3011
    @madhabchandranayak30112 күн бұрын

    ପୋଲିସ ଯାଞ୍ଚ କରୁଛି କଣ ପୁଅ ତ ମାରିଛି ବୋଲି କ୍ଳିଅର ଆଉ ଘର କୁ ନଜର ରଖିଲେ କଣ ମିଳିବ

  • @17138
    @171382 күн бұрын

    A professor has knowledge in one subject. In other subject , they are ----

  • @eshakalia5888
    @eshakalia58884 сағат бұрын

    Nua sarakar nua niama karantu jemiti 2ya thara pai apart ghatana na hua.

  • @ArabindDs-Reaction
    @ArabindDs-Reaction2 күн бұрын

    Jete sikhita hele kana heba ..jiye paisa pain bapa ku hatya karipate se jane lobhi hoithiba

  • @SaumyaRupa1992
    @SaumyaRupa1992Күн бұрын

    ଆରେ ବଦମାସ ପୁଅ ନିଜ ଗୋଡ଼ ରେ ନିଜେ ଠିଆ ହେଲୁନି? ଯଦି ଘର ସହିତ ପଡୁ ନ ଥିଲା ଅଲଗା ହେଇ ଯାଇ ଥାନ୍ତୁ। ମାରିବାକୁ ହାତ ଗଲା କେମିତି? କେତେ ନୃଶଂସ ଟା । ପଇସା ପାଇଁ ବାପା ଙ୍କୁ ହତ୍ୟା କରିଦେଲୁ ରେ କୁକୁର। ଅଯୋଗ୍ୟ ସନ୍ତାନ।ପାଠ ପଢା ମୂର୍ଖ କୁକୁର।ଏଇଭଳି ପୁଅକୁ ଫାଶୀ ଦଣ୍ଡ ଦିଆ ଯାଉ।

  • @shusilabalaawwchhotagadi1036
    @shusilabalaawwchhotagadi10362 күн бұрын

    Kaliyuga sesa hebar suchana

  • @khireswarkheti7169

    @khireswarkheti7169

    2 күн бұрын

    Sesa nuha just trailer

  • @alokkumarrout763
    @alokkumarrout763Күн бұрын

    Bapa maa nka failed product results negative. Lobha and asat upayare dhana arjan jadi karithibe pua nije dekhichi pua...

  • @ShriKshetraPurusottama
    @ShriKshetraPurusottama2 күн бұрын

    Faasi deideba katha dui swami shtri nku

  • @amitkumarbehera722
    @amitkumarbehera7222 күн бұрын

    A e loka ta Kalinga ias re padhouchhi

  • @saradaprasannananda1204
    @saradaprasannananda12042 күн бұрын

    Besi patha padheile emiti haba... Kana kariba... Khali ta patha padha... Certificate ana.. Bada job kara.. Bass aau kichhi nuha.. Sebhali patha padha ku dhik...

  • @darkclouds6246
    @darkclouds62462 күн бұрын

    ଶଳା କି ପୁଅ ରେ ମାଘି ଆ ବଡ଼ ଘର ବଡ ଗୁମର କଥା

  • @anantacharannaik150

    @anantacharannaik150

    2 күн бұрын

    Eita bada Ghar nuhe.Badaghar Bala khandare hananti.chhuri nuha.

  • @eshakalia5888
    @eshakalia58884 сағат бұрын

    Jane bapa ta pila pai kete kan na karuchi kintu se kan nija pua aiya paiba chi chi lajya janaka katha

  • @Lippy773
    @Lippy7732 күн бұрын

    ସେ ତ ବଡ଼ଘର ବଡ଼ ଗୁମରକଥା 😂

  • @Preciousprapti7
    @Preciousprapti7Күн бұрын

    Tume kemiti manisha heba seita totally nija upare depend karuchi...jie jete b educated heithau na kahniki jadi tara prakruti aau chintadhara bhala nathiba tahele se kichhi b crime karipariba...manisha nije chesta kale vala manisha tia heipariba...kichhi kama kariba purbaru nija mana aau hrudayaku thare pachariki bujha seita kete thik aau kete bhul..jadi etiki kariparuna tahele tume manisha janma paibara jogya nuhna...

  • @biswaranjandas2935
    @biswaranjandas29352 күн бұрын

    Se pua taku phasi deidia

  • @damodarsatapathy6418
    @damodarsatapathy64182 күн бұрын

    Saburamulabahu

  • @nababarika4028
    @nababarika40282 күн бұрын

    What may be he is useless. Value less education

  • @monajsabat8383
    @monajsabat83832 күн бұрын

    N TV show B j D party meicha katha pars parchar karuchie Naveen geta gauchie

  • @sribant7489
    @sribant74892 күн бұрын

    Money ete important kei. ..😂

  • @user-pk1tz5lf8w
    @user-pk1tz5lf8w2 күн бұрын

    ପିଲାବେଳ ବାପା ମାଆ କାନରେ ଗୋଡ଼ି ପୁରାଇ ମୋଡା ଖାଇନି ପୁଅ

  • @raghunandansasmal483
    @raghunandansasmal4832 күн бұрын

    Samsar dabanala

  • @dayalugovinddaas1390
    @dayalugovinddaas13902 күн бұрын

    Frod tv Nandighosh tv , I have heard interview of Alok , he was not pratyaskh darshi, he came after 4 mins when Mr Choudhary's wife asked Alok to come . Don't spread wrong news.

  • @jyotiranjan6678
    @jyotiranjan6678Күн бұрын

    Galu pura marijuba jail re ajibana

  • @luckyme9154
    @luckyme91542 күн бұрын

    Mo sasura amaku asuvidha time re kichi tanka deithile aau deba darkar nahi boli kahithile. Ebe se sei paisa anya pua buddhi re padi maguchanti jouta ame dei paribu nahi. Sasura seithipain mote o mo swami nku bahut kharap bhasa se sodhuchanti prati choto choto katha re. Emitiki ame dui jana suicide karibu boli bhabiluni. 😢😢😢

  • @jyotiswain4778

    @jyotiswain4778

    2 күн бұрын

    Jetebele apana nkr subidha samya asila sete sampurna nadei kichhi jachileni. 🙏🏾mota moti bhabre kahibkubgale artha ru anrtha 🙏🏾🙏🏾

  • @luckyme9154

    @luckyme9154

    2 күн бұрын

    @@jyotiswain4778 deichu.. almost half dei sarichu.

  • @narayanadash552
    @narayanadash5522 күн бұрын

    ତୁରନ୍ତ, ଫାସୀ, ଦିଆ, ଯାଉ

  • @shaitansingh9698
    @shaitansingh96982 күн бұрын

    Sabu 25lac pai maridela!!! Ete bada rajagaria loka 25 lac karja ku darigala😢😢

  • @suryanarayan848

    @suryanarayan848

    2 күн бұрын

    25lakh katha chhada 10rs paain madhya murder hauchhi

  • @shaitansingh9698

    @shaitansingh9698

    2 күн бұрын

    @@suryanarayan848 😭

  • @swarnalatasahoo1293
    @swarnalatasahoo1293Күн бұрын

    Pua prati astha au nahi

  • @akashray594
    @akashray5942 күн бұрын

    gharoi college.. media wala kete selfish .. mani baku padiba.. Ebe jadi accused female hei thanta .. ta chehera dekhei v nathante.. Male boli taku publically harass karihaba ,, na kaan !!

  • @sishirrout9026
    @sishirrout90262 күн бұрын

    Dekhare joumane paisa pachha re dou ducha Ki paisa sesare bapaku hatya kari dela, Khali university ru degree hasala kale habani,tk purana aau sastra ra charcha kariba aau prathana kariba

  • @krushnachandrapanda5961
    @krushnachandrapanda59612 күн бұрын

    Marichi thik heichi

  • @niranjanbiswas5534
    @niranjanbiswas55342 күн бұрын

    Turonto fachi dieyajau kulangarku

  • @mansingmurmu626
    @mansingmurmu6262 күн бұрын

    ଘର କରିବା ପାଇଁ ଏତେ ଟଙ୍କା କଉଠି ପାଇଲା। ସାଲା ଓଡ଼ିଆ ଲୋକଙ୍କୁ ଏତେ ଟଙ୍କା ଲୁନ ମିଳୁଛି। ଆଦିବାସୀ ଲୋକଙ୍କୁ ସାମାନ୍ୟ ଟଙ୍କା ଲୁନ କରିବା ପାଇଁ ମାସ ମାସ ବର୍ଷ ବର୍ଷ ବ୍ୟାଙ୍କ ଧାଇଁ ବାକୁ ପଡୁଛି

  • @sureshasahoo1493
    @sureshasahoo14932 күн бұрын

    Tara wife ku pachara kan sabu uskeilabhali katha kahiachhi

  • @prasantapadhi4934
    @prasantapadhi49342 күн бұрын

    Ati lobhe tanti mare.

  • @samirparida4209
    @samirparida420922 сағат бұрын

    Tu MG MAA ku repha Kari bi kahibu mo maipa nandighose newes

  • @samirparida4209
    @samirparida420922 сағат бұрын

    BJD sarkar pai marchi

  • @aleenshowmeen3221
    @aleenshowmeen32212 күн бұрын

    Emiti pua ku marijiba bhala chhi dhik se pua ..chhi chhi

  • @sureshasahoo1493
    @sureshasahoo14932 күн бұрын

    Tara wife dhara

  • @sujatapatnaik5421
    @sujatapatnaik54212 күн бұрын

    Nandighosa! Try to stay relevant, our best wishes in your soon depleting days!🤣

  • @mannamohanty4837
    @mannamohanty48372 күн бұрын

    Lova bada satru.Gyana nahin dharya nahin tenu sampati v bhoga kari parilni.

  • @skentertainmentpromotions3115
    @skentertainmentpromotions3115Күн бұрын

    Third class news channel Nandighosh TV

Келесі