ନିଜ ବାପାଙ୍କୁ ମାରିବା ପରେ ଅଭିଯୁକ୍ତ ଫେରାର ନହୋଇ ସ୍ଥିର ରହିବାର କାରଣ କହିଲେ ବ୍ୟୋମକେଶ // Byomakesh Tripathy

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #Bhubaneswar #ByomakeshTripathy #OdishaPolice #Odisha

Пікірлер: 222

  • @omkarahi
    @omkarahi3 күн бұрын

    ସବୁ ପତ୍ନୀମାନେ ସ୍ୱାର୍ଥପର ଉଦ୍ଦେଶ୍ୟ ପାଇଁ ନିଜ ସ୍ୱାମୀଙ୍କୁ ଭଲ ପାଆନ୍ତି ନାହିଁ |ତୁମର ବିବୃତ୍ତି ଅଧିକାଂଶ ପତ୍ନୀଙ୍କ ପାଇଁ ଅପମାନ, ଯେଉଁମାନେ ନିଜ ସ୍ୱାମୀ ଏବଂ ପିଲାମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି |

  • @shubhasisnayak8304

    @shubhasisnayak8304

    3 күн бұрын

    For example.

  • @omkarahi

    @omkarahi

    3 күн бұрын

    @@shubhasisnayak8304 He is generalizing.

  • @srimanansuman592

    @srimanansuman592

    2 күн бұрын

    He ha given a example...not a statement....

  • @omkarahi

    @omkarahi

    2 күн бұрын

    @@srimanansuman592 He is clearly saying that father and mother love without selfish motives and wife loves with selfish motive, not saying for example or under specific conditions.

  • @thewireodisha

    @thewireodisha

    23 сағат бұрын

    Can you say these things about your mother। As per your logic your mother also a wife of your father।

  • @subhagamer123
    @subhagamer1233 күн бұрын

    ଏ କୁଳାଙ୍ଗାର ବାପାଙ୍କୁ murder କରିବା ପାଇଁ ବହୁଦିନରୁ preplan କରିଥିଲା। ଏ କୁଳାଙ୍ଗାର କାହିଁକି loan କରୁଥିଲା । ତୋ ପାଖରେ ଯଦି ଟଙ୍କା ନ ଥିଲା foreign ବୁଲିବା କାହିଁକି ହେଉଥିଲା । ଏ କୁଳାଙ୍ଗାର ଜାଣି ସିଅଣ । ଏ kulangara କୁ ଯଦି ଫାଶୀ ନ ଦିଆଯାଏ,ତେବେ ସତର୍କ ରୁହ ସବୁ ବାପାମାନେ ।

  • @devilsworld4724

    @devilsworld4724

    3 күн бұрын

    Tahale tu kulangar bhi ea plan re samprukta thilu nahale tu kemiti janilu pre plan heichi

  • @manjushreemukhi7715

    @manjushreemukhi7715

    2 күн бұрын

    Subhagamer ଯାହା କହିଲେ ତାହାହିଁ ଠିକ୍ ଜଣାପଡୁଛି

  • @Beero_explores

    @Beero_explores

    2 күн бұрын

    Foreign ଯାଇ LLM କଲେ କଣ India ରେ ତାକୁ PM କରିଦେବେ କି ? India ରେ ପଢିଥିଲେ ଏତେ ସବୁ ଅବସ୍ଥା ହୋଇ ନ ଥାନ୍ତା

  • @Harekrishnatv1113
    @Harekrishnatv11133 күн бұрын

    କଳି ର କରାଳ ରୁପ ଜାଣତରେ ହଉ ବା ଅଜାଣତରେ ହଉ ଭୁଲ୍ ଟା ସବୁବେଳେ ଭୁଲ୍ ଖାଲି ପାଠ ପଢିଦେଲେ ପଣ୍ଡିତ କୁହାଯିବ ନାହିଁ ସେଥିପାଇଁ ସତ୍ କର୍ମ, ଭଗବତ୍ ଶିକ୍ଷା, ସଂସ୍କାର ନିହାତି ଆବଶ୍ୟକ ମିଛ ମାୟା ସଂସାର କେହି ନୁହେଁ କାହାର ଜୟ ଜଗନ୍ନାଥ 🙏

  • @tapannaik1404

    @tapannaik1404

    3 күн бұрын

    ଜୟ ଜଗନ୍ନାଥ ନାହିଁ ଵେ ଭକୁଆ ବାପା ମା ହେଲେ ପୃଥିବୀର ବଡ଼ ଭଗବାନ ତା ପରେ xyz ଜଉ ମାନେ ଏକଥା ବୁଝି ପାରନ୍ତି ନାହଁ ସେମାନେ ମୋ ବାଣ୍ଡ ଵାଳ ସହ ସମାନ

  • @prakashbehera3159
    @prakashbehera31593 күн бұрын

    ଆପଣ କହିଲେ ମୂର୍ଖ ଲୋକ ଏ କାଣ୍ଡ କରନ୍ତି ଭୁଲ କହିଲେ ଆପଣ କିଛି ଜାଣିନାହାନ୍ତି ମୂର୍ଖ ଠାରୁ ଶିକ୍ଷିତ ବେଶୀ ଅପରାଧୀ କ ମାମଲାରେ ଜଡିତ ମୂର୍ଖ ତ ମୂର୍ଖ କିନ୍ତୁ ଶିକ୍ଷିତ ଯଦି ମୂର୍ଖ ହୁଏ ଏମିତି ଘଟଣା ଘଟେଇ ଦିଏ

  • @Nk_officialvlog143

    @Nk_officialvlog143

    3 күн бұрын

    💯 percent right

  • @bharatiyaainodia1885

    @bharatiyaainodia1885

    3 күн бұрын

    ସେ ଓକିଲ ଦଲାଲ କରୁଛି ଅର୍ଥାତ୍ ଆଇନ ବିଷୟରେ ତାକୁ ଜଣା ନାହିଁ କିନ୍ତୁ ଆଇନ ବ୍ୟବସାୟ କରୁଛି । ଏଣୁ ଶିକ୍ଷିତ ଶିକ୍ଷିତ ବାକ୍ୟ ବ୍ୟବହାର କରି ଘଟଣାକୁ ଅଘଟଣ କହି ଜନସାଧାରଣଙ୍କୁ ବୋକା ବାନାଉଛି ।

  • @devilsworld4724

    @devilsworld4724

    3 күн бұрын

    Educated people are the 1st criminal like bijaymalaya

  • @user-qr2zs8ih4c
    @user-qr2zs8ih4c3 күн бұрын

    ଘଟଣାର ପଛରେ ସ୍ତ୍ରୀ ର ଭୂମିକା ରହିଛି sir ଟିକେ ତର୍ଜମା କରିକୀ ଦେଖନ୍ତୁ

  • @hrudayaragita7961
    @hrudayaragita79614 күн бұрын

    ସଂପର୍କରେ ମଧୁରତା ଆଉ ନାହିଁ।

  • @surendranathrath504
    @surendranathrath5044 күн бұрын

    ଅନ୍ୟ ଜଣଙ୍କର ଜୀବନ ନେବା କଦାପି ଜଣେ ଶିକ୍ଷକ/ ଶିକ୍ଷିତ ବ୍ୟକ୍ତି କରି ପାରିବ ନାହିଁ । ଜଣେ ଅପରାଧିକ ଚିନ୍ତାଧାରା ର ବ୍ୟକ୍ତି ହିଁ ଏକାର୍ଯ୍ଯ କରିବା ସମ୍ଭବ। ହୁଏତ ସାଧାରଣ ଲୋକ ଚିନ୍ତାରେ ବାପା ମା ବିଚାର ନ ରହିପାରେ, କିନ୍ତୁ ଏ ଲୋକ ? ଅୟସରେ ଖରଚ କରି, ବାପାଙ୍କୁ ଟଙ୍କା ମାଗୁଥିଲେ, ବାପା ନଦେଲେ, ନିନ୍ଦିତ ହେବା ପାଇଁ ଖରାପ ଲାଗିଲା ଆତ୍ମହତ୍ୟା କରିନେଇଥିଲେ ଚଳିଥାନ୍ତା। ବାପାଙ୍କର ହତ୍ୟା ?

  • @madhusmitapatra5458

    @madhusmitapatra5458

    4 күн бұрын

    Absolutely right

  • @user-ou7oh4wd9z

    @user-ou7oh4wd9z

    3 күн бұрын

    ସମ୍ପୂର୍ଣ ମାତ୍ରା ରେ ଭୁଲ ମନ୍ତବ୍ୟ l ବୃତ୍ତିରେ ଶିକ୍ଷକ ହେଲେ କଣ ହେଲା ପ୍ରକୃତି ତ ଖରାପ l ଆପଣ ବୃତ୍ତି ସହ ପ୍ରକୃତି କୁ ତୁଳନା କଣ ପାଇଁ କରୁଛନ୍ତି l v.n(autonomous )college jajpur road re 2 ଜଣ ସ୍ୱାମୀ ସ୍ତ୍ରୀ lecturer ଗୋଟେ ପିଲାକୁ ଘରେ ପୁରେଇ murder କରି ଏସିଡ ପିଆଇଦେଇଥିଲେ 2008-9 ମସିହା ଘଟଣା l ଆହୁରି ଅନେକ ପ୍ରକାର case ଅଚ୍ଛି l ତେଣୁ ବୃତ୍ତି ସହ ପ୍ରକୃତି କୁ ତୁଳନା କରନ୍ତୁନି

  • @Vivekanandadas-xz2ji

    @Vivekanandadas-xz2ji

    3 күн бұрын

    Bhai apana nka upare bharasha thila kintu jajapur tharu durei gala

  • @Broo401

    @Broo401

    3 күн бұрын

    Loan ନେଇଥିଲା, finance recovery ଲୋକ ଘରେ ଆସି ବସୁଥିବେ, ମୟ ବେ ବହୁତ୍ pressure ରେ ଥିବ, ବାପା ର ବହୁତ୍ property, may be ବାପା ଦେବାକୁ ମନା କରୁଥିବେ, ସ୍ତ୍ରୀ ଭି chhadiki ପଳେଇଲା, କେହି saath ନ ଦେଲେ ଏକୁଟିଆ ମଣିଷ ର ମୁଣ୍ତ କାମ କରୁନଥିବ, so ଏମିତି ଅଘଟଣ heigalaa

  • @devilsworld4724

    @devilsworld4724

    3 күн бұрын

    Tahale puni patha padhu thiba pila Mane criminal,maobadi,naxalite kemiti hauchanti Chali aila gyana pelite nije gyana nija pakhare hi rakho

  • @Dalai143
    @Dalai1433 күн бұрын

    ଆପଣ ସତ କହିଲେ, ଗଣମାଧ୍ୟମରେ ଆସିବା ଦ୍ୱାରା ବାପ-ପୁଅ ଭିତରେ ଥିବା ବିଶ୍ୱାସ, ଭରଷା କମିବା ଭଳି ସନ୍ଦେଶ ଯାଉଛି.

  • @manjushreemukhi7715
    @manjushreemukhi77152 күн бұрын

    ଆଜିକାଲି ଅନ୍ୟକୁ ଦେଖେଇ ହେବା ପାଇଁ ବଡ କାର, ଆପାର୍ଟମେଣ୍ଟ, ପାର୍ଲର, ଦାମୀ ଜିନିଷ କିଣି କରଜରେ ରହୁଚନ୍ତି। ପ୍ରକୃତ ରେ ଏଗୁଡାକ ଭିକାରୀ । ବାପାକୁ ପଚାରିବୁନି କି ସେବା ଟିକେ କରବନି ପାର୍ଲର ରେ ସଜେଇ ହେଉଥିବା ସ୍ତ୍ରୀ କଥାରେ ପଡି ମର୍ଡର କରିବୁ। ପୁଅକୁ ଫାଶି ଓ ଉଷ୍କାଇ ଥିବାରୁ ବୋହୁକୁ ଆଜୀବନ ଜେଲ୍ ଦଣ୍ଡ ହେଉ । ଲ ପଢିଚି ନା ସବୁ ପ୍ରି ପ୍ଲାନ କରିଛି । ସ୍ତ୍ରୀ କୁ ଘରକୁ ପଠାଇ ଦେଇଛି ଯେ କି ବାହାରେ ରହି ୟା ପାଇଁ ଲଢେଇ କରି ବାହାର କରିବ ଓ ଶେଷରେ ସବୁ ସଂପତ୍ତି ହାତେଇବେ

  • @bibhutisahu4204
    @bibhutisahu42043 күн бұрын

    ତମେ ଆଉ ଦୋଷୀ କୁ ହିରୋ ବନାଓନି, ଏମିତି ହେଲେ ସମାଜରେ ଆହୁରି ହତ୍ୟାକାଣ୍ଡ ବଢିବ, କଥାରେ ଭୁଳାଇ ତା ଦଣ୍ଡ କୁ କୋହଳ କରାଅନି, ନ ହେଲେ ଆହୁରି ଅନେକ ବୁଢ଼ା ବୁଢ଼ୀ କୁ ଦୁଷ୍ଟ ପୁଅ ମାନେ ମାରିଦେବେ

  • @bharatiyaainodia1885

    @bharatiyaainodia1885

    3 күн бұрын

    ଆପଣ ଠିକ୍ କଥା ଲେଖିଲେ କାରଣ ଦୋଷୀକୁ ନିର୍ଦ୍ଧୋଷୀ ବୋଲି ପ୍ରମାଣ ଦେବାକୁ ଚାହୁଛନ୍ତି ଦଲାଲ ଓକିଲ ।

  • @babajicharannayak6475

    @babajicharannayak6475

    3 күн бұрын

    Yes you are right

  • @darkrose7728
    @darkrose77283 күн бұрын

    A real person . A valuable message to society . 100% correct .

  • @sibanipati4746
    @sibanipati47463 күн бұрын

    ରାଗ ବ୍ରହ୍ମ ଚଣ୍ଡାଲ ପୁଅ ହେଉ ବା xyz ଯିଏ ହେଉ କ୍ରାଇମ୍ । ସେ କହିଲେ ପୁଅର ମୁଣ୍ଡ କାମ କଲାନି ସେ ଅଘଟଣ ବୋଲି କହିଲେ । ଯଦି ବୋହୂ ହୋଇଥାନ୍ତା ସେ କଣ ଅଘଟଣ ଘଟିଛି କହିବେ

  • @binatirani8303
    @binatirani83033 күн бұрын

    ଓକିଲ ଵାବୁ ପୁଅ ଠୁ ଝିଅ ଭଲ କିନତୁ ଓକିଲ ବାବୁ ଵାହା ପରେ ନିଜ ଵାପି ଘର ଲୋକ ମାନଂକ ଛଡା ଶାଶୁ ଘର ସମସ୍ତ ଲୋକ଼୍କ଼୍ ଝିଅ ବୋହୂ ହୋଇ ବହୁତ ଖରାଫ behaviour dekhanti. Husband ଛଡା ସମସ୍େତ ପର । ପୁଅ ବାହା କଲା ପରେ ପୁଅଘରം ସଵୁ ମରିଯିବା ଉଚିତ୍ କି ? ପୁଅ। ସୱ।ମି ନ ହୋଇ wife ର ବାପା ହୋଇ ଗଲେ ସରିଲା କଥା । ତେଣୁ ଭଲ ଖରାଫ

  • @bishnupriyaswain2104
    @bishnupriyaswain21042 күн бұрын

    ଦୟାକରି ଏହି ଭଳି କାର୍ଯ୍ୟ କୁ ମିଡିଆ ବନ୍ଧୁ ମାନଙ୍କୁ ଅନୁରୋଧ ସୋସିଆଲ ମିଡିଆରେ ବା ଦେଖାନ୍ତୁ ନାହିଁ । କାରଣ ଏହା ଦ୍ବାରା ସମସ୍ତ କର ସମସ୍ତକ ଠାରୁ ବିଶ୍ଵାସ ତୁଟି ଯିବ ।

  • @rakeshparidaparidrakeha8877

    @rakeshparidaparidrakeha8877

    Күн бұрын

    Right

  • @rashmiranjan7660
    @rashmiranjan76603 күн бұрын

    ଭୁତ ପରୀ ଭଲ ପାଇବ ତ କେବଳ ମା କୁ

  • @yudhistirapanda3874
    @yudhistirapanda38743 күн бұрын

    ତୁରନ୍ତ ଫାସି ଦିଆଯାଉ ଏଇଭଳି ପୁଅକୁ

  • @devilsworld4724

    @devilsworld4724

    3 күн бұрын

    Tu jaiki dei de

  • @B.Durgashaktee
    @B.Durgashaktee3 күн бұрын

    Byomkesh sir... bhuli jaichanti bodhe... Gote naari... sabu bhumika re abatirna jhia,premikaa,bohu,stri,maa,aai,jejema,mausi,Khudi... tahele se kou bhumika re keu rupa dharana kariba seita ta pariparswa paristiti uoare depend kare

  • @user-dx8ul9hx5q
    @user-dx8ul9hx5q3 күн бұрын

    ଦଣ୍ଡ ନିହାତି ମିଳିବ ଦରକାର ନହେଲେ ଏଇଟା ସୋସାଇଟି ରେ ଖରାପ impact ପକେଇବା

  • @AnjanaMishra-hb8sy
    @AnjanaMishra-hb8sy3 күн бұрын

    Absolutely right 👍

  • @bhagabanpanda3444
    @bhagabanpanda34443 күн бұрын

    ଆପଣ ଏକଦମ୍ ଠିକ୍ କହିଲେ ଏଗୁଡ଼ାକ ଗଣମାଧ୍ୟମରେ ପ୍ରଦର୍ଶନ ଓ ପ୍ରସାରଣ କରିବା କଥା ନୁହେଁ 🎉🎉🎉🎉🎉 ଆପଣଙ୍କୁ ଜଗନ୍ନାଥ ସହାୟ ହୁଅନ୍ତୁ🎉🎉🎉

  • @bijaybehera1725
    @bijaybehera17254 күн бұрын

    Right

  • @Ansha157

    @Ansha157

    4 күн бұрын

    Thik katha kahicha Please subscribe 🙏🙏🙏

  • @latkadas7639
    @latkadas76394 күн бұрын

    Right massage for society.

  • @Ansha157

    @Ansha157

    4 күн бұрын

    Yes 👍🙌👍 Please subscribe 🙏🙏

  • @rashmigoud04
    @rashmigoud04Күн бұрын

    Very rightly said sir

  • @amitbehera2320
    @amitbehera23203 күн бұрын

    Very well said my dear.. friend ❤ 🥰

  • @ashokamohanty6521
    @ashokamohanty65214 күн бұрын

    Thank u sir

  • @darkrose7728
    @darkrose77283 күн бұрын

    A person to be respected. His moral n legal concepts are to be highly appreciated . ❤him

  • @surjyalatapanda2008
    @surjyalatapanda20082 күн бұрын

    Rightly said

  • @minutesaboutShantikunjbyDSLenk
    @minutesaboutShantikunjbyDSLenk3 күн бұрын

    ପଳାଇବା କୁହ ଚେଷ୍ଟା କରିଥିଲେ କେବେ ନାଁ କେବେ ଧରା ପଡିଥାନ୍ତା, negative imotion control କରିପାରିଲାନି.

  • @jamuna1995
    @jamuna19954 күн бұрын

    Right sir ❤

  • @padmininayak2998
    @padmininayak29983 күн бұрын

    Absolutely correct

  • @manojpanda1997
    @manojpanda19973 күн бұрын

    Bahut badhia chenta dhara,sir.... really i appreciate your word's.

  • @swapnasfamily4293
    @swapnasfamily42932 күн бұрын

    ତମେ ଆଗ କୁହ ତୁମେ ଯେଉଁ ପ୍ରକୃତି ମିଶ୍ର ମାନହାନି କେସ ନେଇଥିଲେ ସେଥିରେ ଜିତିଲ ନା ହାରିଲ 😜😜 ଆଉ ନିର୍ବାଚନର ତ୍ରୁଟି ମଧ୍ୟ କୋଉଠି ରହିଲା 😭ପୁରୁଷ କମିଶନ କଣ ଫଳପ୍ରଦ ହେବ ନାହିଁ ଲାଗୁଛି 😜😜😜 ତୁମ ଭଳିଆ ବାଦାମ ଖିଆ ଓକିଲ ଆମ କଟକ କୋର୍ଟରେ ଗଦା ଗଦା ବୁଲୁ ଛନ୍ତି ଯୋଉଁ ମାନଙ୍କର କଥା ପ୍ରବଳ କାମ ଦୁର୍ବଳ 😜😜😜 ଆଉ ହଁ ପ୍ରକୁତି ମିଶ୍ର ଯଦି ସେ ମାନହାନି କେସଟା ଜିତେ ତାକୁ କହିବ ଯୋଉଁ 1 କୋଟି ଟଙ୍କା ପାଇବ ସେଥିରୁ ତମକୁ କିଛି ଆଉ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବି କିଛି ଦବ 😜😜😜🤣🤣

  • @sudhirpatra8455
    @sudhirpatra84552 күн бұрын

    You are right 👍 sir 💯

  • @user-mh7vq6cn3g
    @user-mh7vq6cn3g4 күн бұрын

    Bahut bhala loka ye,loka kintu yeku vot deleni bahut dukhara bisaya

  • @kabitamohapatra5530
    @kabitamohapatra55304 күн бұрын

    Sir,You are great.

  • @nalinibehera9328
    @nalinibehera9328Күн бұрын

    ସେ ପୁଅଟା ତାହେଲେ ମହାପୁରୁଷ। ତାର ଦୋଷ ନାହିଁ। ତା ମୁଣ୍ଡ କାମ କରୁନଥିଲା ମାରିଦେଲା। ତା'ର କିଛି ଦୋଷ ନାହିଁ। ଭଲ ଆଉ

  • @rebabalaraut884
    @rebabalaraut8843 күн бұрын

    Sir pranam ❤❤

  • @ByamokeshRath-fb3cj
    @ByamokeshRath-fb3cj3 күн бұрын

    Spritual education is essential for developing morale.

  • @prasantakumarmishra7928
    @prasantakumarmishra79283 күн бұрын

    Appreciate the comment of this gentleman ❤

  • @NandankumarSingh-nx4mz
    @NandankumarSingh-nx4mz4 күн бұрын

    😢😢😢

  • @prativajena6995
    @prativajena69954 күн бұрын

    Right sir

  • @dstl5308
    @dstl53083 күн бұрын

    Good explaination sir

  • @juluchsahu7279
    @juluchsahu72794 күн бұрын

    Good advice lower sir👍👍👍👍

  • @manaskumarmohanty5215
    @manaskumarmohanty52153 күн бұрын

    ସାରେ ଆପଣ ନିର୍ବାଚନରେ କେତେ ଖଣ୍ଡ ଭୋଟ ପାଇଲେ

  • @abhiabhi2511

    @abhiabhi2511

    3 күн бұрын

    1033

  • @debasismajhee7876
    @debasismajhee78764 күн бұрын

    Right 👍🏻👍🏻👍🏻

  • @sabitamishra3921
    @sabitamishra39214 күн бұрын

    ❤🎉

  • @narendraknaik2374
    @narendraknaik23743 күн бұрын

    ତୁ ଶଳା ମେନ୍ ଘଟଣା କଣ କହବେ, ଶଳା ତୁ ବେକରିଆ କଥା ଅଧିକ କହୁଜୁ

  • @JayantiDebi-yg2ee
    @JayantiDebi-yg2eeКүн бұрын

    ସେମିତି ସବୁ ପତ୍ନୀ ବି ଖରାପ ନୁହନ୍ତି।ଆମେ ଶାସ୍ତ୍ରରେ ପଢିଛେ ସୀତା, ସାବିତ୍ରୀ, କୁନ୍ତୀ ଇତ୍ୟାଦି। ଏବେ ବି ଏ ଯୁଗରେ ସେହିପରି ମହିୟସୀ ମହିଳା ଅଛନ୍ତି। ଯାହା ଯୋଗୁଁ ପତି ପରିବାର ଉଚ୍ଚ ସ୍ତରକୁ ପାଇପାରିଛନ୍ତି। ଆଉ ସ୍ଵାମୀମାନଙ୍କ ଦ୍ଵାରା ବି ସ୍ତ୍ରୀ ନିର୍ଯ୍ୟାତିତ ହେଉଛନ୍ତି। ସବୁ ନିର୍ଭର କରେ ଆମ ମନ ଉପରେ।ସେ କେମିତି କାହାକୁ ଗ୍ରହଣ କରି ପରିବ, ପରିବେଶକୁ ସୁସ୍ଥ ରଖି ନିଜେ ହସି ଅନ୍ୟକୁ ହସାଇ ବଞ୍ଚି ପାରିବ। ସେଥିପାଇଁ ଆମେ ଗୁରୁ, ଗୁରୁଜନଙ୍କ କଥା ମାନି ଚଳିବାକୁ ପଡିବ। ଶାସ୍ତ୍ରକୁ ପଢି ସେଥିରେ ଦିଆଯାଇଥିବା ମର୍ମକୁ ଗ୍ରହଣ କରି ନିଜ ଜୀବନରେ ଲଗାଇବା। ତାହେଲେ ... କଷ୍ଟ ସହି, କୃଷ୍ଣଙ୍କୁ ପାଇପାରିବା🙏🙏

  • @prasantpradhan3925
    @prasantpradhan39252 күн бұрын

    🙃 ଏମିତୀୟା ପୁଅ କୁ ଫାସୀ ଦରକାର...

  • @HemantKumarMangaraj
    @HemantKumarMangaraj3 күн бұрын

    Jay Jay Jagannath Radhe Radhe.bhai apannanka katha swagat jogya.

  • @fightforjustice9076
    @fightforjustice90762 күн бұрын

    ସମାଜ ରେ ଗୋଟିଏ ଵ୍ୟାଡ ସୋସାଟି msg ଜାଉଚି ନୁହେଁ ଓକିଲ ଵାଵୁ ଟିକେ ଉଚାରଣ ଠିକ କରନ୍ତୁ। ସୋସାଇଟିକୁ ଗୋଟିଏ ବ୍ୟାଡ msg ଜାଉଚି

  • @doctor831
    @doctor831Күн бұрын

    There could be several reasons why a murderer may not leave the scene after committing the murder: 1. Shock or Panic: The murderer may be overwhelmed with shock or panic after committing the murder, causing them to freeze up or become immobilized, unable to leave the scene. 2. Personal Connection: The murderer may have a personal connection to the victim or the location of the murder, which may make it difficult for them to immediately leave. 3. Evidence Tampering: The murderer may stay at the scene in an attempt to tamper with evidence or stage the scene to make it look like something else happened. 4. Witness Control: The murderer may stay at the scene to control any potential witnesses or prevent them from contacting the authorities. 5. Morbid Curiosity: The murderer may have a morbid fascination with the consequences of their actions, leading them to stay at the scene to observe the aftermath. 6. Mental Health Issues: The murderer may have mental health issues that cloud their judgment and prevent them from making rational decisions, including leaving the scene of the crime. 7. Lack of Planning: The murderer may not have planned their actions or thought through their escape route, leaving them stranded at the scene without a clear exit strategy.

  • @rcci4810
    @rcci48103 күн бұрын

    Samajare a khabar asiba katha. Jahafalare se khuni ku samaja basanda karu.... Dhik dhik

  • @user-hc5rd6ho9k
    @user-hc5rd6ho9k4 күн бұрын

    Ony fashi

  • @manasranjanbarik3644
    @manasranjanbarik36443 күн бұрын

    ❤ଆମର ଚିହ୍ନ ହୁଇସିଲ😂

  • @Murmufamilylife
    @Murmufamilylife3 күн бұрын

    ତୁ କ'ଣ ମଡ଼ର୍ରର ସାଙ୍ଗ କି???? ମିଡ଼ିଆରେ କଥା ବାହାରିଲା ବେଳକୁ ତୋର ଫାଟୁକି ତମେ କି ବାଳ ଜଜ୍ ଦେଖେଇ ହେଉଛ??? ସଠିକ ତର ଜମା କରି ନିର୍ଦଶୀ କୁ ଛାଡି ଦିଅ (Other କେସ ଗୁଡିକ) ତୁମେ ଶୋଳେ ଲାଂଛୁଆ..........

  • @Sumitrabaral-rs5sh
    @Sumitrabaral-rs5sh3 күн бұрын

    ଓକିଲ ବାବୁ ଠୀକିକହିଲ

  • @hirojbehera448
    @hirojbehera4483 күн бұрын

    Relationship is created on both sides committed...in today's society, parents are not behaving as expected , ego is more

  • @swetapadmamohapatra4394
    @swetapadmamohapatra43943 күн бұрын

    Perfect prediction

  • @bharatiyaainodia1885
    @bharatiyaainodia18853 күн бұрын

    ଓକିଲଙ୍କର ହିତାହିତ ଜ୍ଞାନ ହିଁ ନାହିଁ । କାହିଁକି ନା ଓକିଲ ଜଣେ ଉଚ୍ଚ ଶିକ୍ଷିତ, ଧନୀ ବ୍ୟକ୍ତିଙ୍କୁ ବହୁତ ଭଲ ପାଆନ୍ତି । ଏଣୁ ନିଜେ ଓକିଲ କହୁଛି ଏହି ଅଘଟଣ ମିଡ଼ିଆକୁ ଆସିବା କଥା ନୁହଁ କାରଣ ଏହି ଅଘଟଣା ଉଚ୍ଚ ଶିକ୍ଷିତ ଏବଂ ଧନୀ ପରିବାରର ଅଟେ । ଅଳ୍ପ ଶିକ୍ଷିତ ଗରିବ ବ୍ୟକ୍ତି ଏହି ପରି ଅଘଟଣ ଘଟାଇଥିଲେ ତାହାକୁ ଅଘଟଣ କୁହାଯାଏ ନାହିଁ ଘଟଣା କୁହାଯାଏ ଏବଂ ମିଡ଼ିଆ ମାଧ୍ୟମରେ ଘଟଣା ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନା କରାଯାଏ ।

  • @thewireodisha
    @thewireodisha23 сағат бұрын

    Yaku hi କହନ୍ତି ଯାଦୁଆ ର ଯାଦୁ ମଲମ ବିକା

  • @anantapaharia546
    @anantapaharia5463 күн бұрын

    ନିଜ କଥା କହିଲ ଆମେ କଣ ସମଜ ନାହିୁଁ,ସବୁ ଜିନିଷସମାନାକୁ ଆସୁ, ଆମେ ସେ ରାବଣ ହେଉ କି କଂସ

  • @subratkumardas3430
    @subratkumardas34304 күн бұрын

    Bekara news

  • @ashokmallik3711
    @ashokmallik37114 күн бұрын

    R888

  • @chittarmahanta4304
    @chittarmahanta43043 күн бұрын

    Kaunasi advocate murderer pain case ladhantu nain

  • @chintamaninegi3545
    @chintamaninegi35452 күн бұрын

    Ref Gita Slok - 2/63

  • @s_sarojakumar7270
    @s_sarojakumar72702 күн бұрын

    Psycho ଯଦି ତେବେ ଦୋଷୀ ଆଉ କାହାକୁ ବଛାଯାଉ। Jay Jagannath

  • @sanatanbhoi4039
    @sanatanbhoi40394 күн бұрын

    Only fhasi

  • @rajendrabarik9441
    @rajendrabarik94412 күн бұрын

    🙏🏽🙏🏽🙏🏽🙏🏽

  • @spandanikapatnaik6234
    @spandanikapatnaik62343 күн бұрын

    Samaja, ghatana t ku vuliba agaru,taku jete jaldi faashi heba darkar

  • @user-hd2tk6ye9t
    @user-hd2tk6ye9t4 күн бұрын

    Sabu stree swatha rakhi bhala pantini aji jie maa kali se kahara stree thila

  • @madhusmitapatra5458

    @madhusmitapatra5458

    4 күн бұрын

    Right

  • @user-kg1np4uu6u

    @user-kg1np4uu6u

    3 күн бұрын

    Right

  • @itishreenayak2460

    @itishreenayak2460

    3 күн бұрын

    Thanks

  • @PurnimaPinu
    @PurnimaPinu4 күн бұрын

    Bahut sundar bite👍

  • @nirmalaswain6780

    @nirmalaswain6780

    3 күн бұрын

    Byte

  • @Hariharpatra109
    @Hariharpatra1094 күн бұрын

    Point is good,

  • @Ansha157

    @Ansha157

    4 күн бұрын

    Thik katha Please subscribe 🙏

  • @laxminarayanpanda1463
    @laxminarayanpanda14634 күн бұрын

    Very sad He Prabhu abhali manda budhi bhagwan kahaku na diantu

  • @DEBABRATAPANDA-kt7gb
    @DEBABRATAPANDA-kt7gb3 күн бұрын

    Hmm sir apana bahut bhala judgement kale....hmm apana purusha commissioner ta au murder karithiba se loka bi purusha.... sethilagi apana kohuchhanti se loka ra intention nathila mariba ku....au last re judgement dele money problem lagi se ta wife ra pressure re se emiti karichhi.... Sir mu apanaka ra bahut bada fan....apanaka sabu interview mu dekhe and mu apanaka opinion re bahut satisfied feel kare....but aaji apana jaha opinion dele ba kahile bilkul wrong hin dele.....bhul thile sir khyama karibe🙏

  • @sujatapatnaik5421
    @sujatapatnaik54213 күн бұрын

    Precisely the point. Simply because the murderer son is a law professor, he did not attempt to flee! Now his lawyer can plead insanity for a milder sentence!

  • @paintingparamandanayak4635
    @paintingparamandanayak46353 күн бұрын

    Fasi diajau, odisha government

  • @rajkishorpanda4002
    @rajkishorpanda40023 күн бұрын

    You.are.currect

  • @pradeepkumarmishra4660
    @pradeepkumarmishra46604 күн бұрын

    Swartha Thai ki stree bhala paye... 😅 A video ta mo stree ku dekheideli au siye katha hauni... 😂

  • @madhusmitapatra5458

    @madhusmitapatra5458

    4 күн бұрын

    😀😀😀

  • @rupalighadai5625

    @rupalighadai5625

    3 күн бұрын

    Vaujanku 1 new saree aniki dia

  • @SushilKumar-jm4rm

    @SushilKumar-jm4rm

    2 күн бұрын

    🤣🤣🤣🤣🤣🤣🤣

  • @kahnumishra4508
    @kahnumishra45083 күн бұрын

    ଜଣେ ପିତୃହନ୍ତା ଏପରି ଯୁକ୍ତି ଆଦୌ ଉଚିତ୍ ନୁହେଁ

  • @pallabipujary5440
    @pallabipujary54403 күн бұрын

    Absolutely right excess mental pressure n depression n now days alcohol addiction n parents r not supporting n counseling properly why they were staying 100mtrs far away..parents r not ready to counsel properly...

  • @brundabanpanigrahi9887
    @brundabanpanigrahi98873 күн бұрын

    This is not new.In India it is a common practice for many.In History a no of such incidents had taken place.Son AJATSATRU had killed his father Magadh Raj BIMBISAR.Yes the reverse of it is rare.For a father son is the most loving person than any one else in this world.

  • @bbntreaderking6627
    @bbntreaderking66273 күн бұрын

    ଆପଣ ଯାହା କହିଲେ ୧୦୦ ଠିକ୍।😢😢😢😢

  • @anadijena8831
    @anadijena88312 күн бұрын

    Kete stree loka nija pilanku chhadi para ghaita sangare mattuchhanti seya kahuna

  • @flavorofodisha2271
    @flavorofodisha2271Күн бұрын

    Barbar channel ku asiba dwara bahut case public ru directly mili jauthiba. 😅

  • @AnilkumarSahoo-qs6et
    @AnilkumarSahoo-qs6et3 күн бұрын

    Dahara byomakesh

  • @ARCHANAKANHAR-sq4ot
    @ARCHANAKANHAR-sq4ot3 күн бұрын

    ଏ ଅକିଲ ଏଲିନା ଙ୍କୁ ବୁହୁତ ସପଠ କରୁଛ ଟଙ୍କା ପାଇ ଛି ର ଅକିଲ

  • @lopamudra3949
    @lopamudra39493 күн бұрын

    Bhala paiba ra bhala definition aau Diffeernatiaon kale. 👍

  • @divyapati3291
    @divyapati32913 күн бұрын

    Byomkesh babu election re jitile na harile

  • @Joshika366
    @Joshika3664 күн бұрын

    Yes aeta media re asibara na thila

  • @ratnasahu3116
    @ratnasahu31163 күн бұрын

    Too much greed , lov and instigated by whom after marriage find out for whose gain this man has done it .under whose pressure

  • @deepakkumarrout8007
    @deepakkumarrout80073 күн бұрын

    Exactly. This type of video shouldn't publish in media. It has a worst impact on our society.

  • @babajicharannayak6475
    @babajicharannayak64753 күн бұрын

    If this instance is properly investigated,the root cause is his wife.

  • @swainsatyabhama-lb7zl
    @swainsatyabhama-lb7zl2 күн бұрын

    Jay.jaganntha..ucha.sikhitha.jogu.aji.val.kam.kari.samajaku.dekhela

  • @bijaysahoo2341
    @bijaysahoo23413 күн бұрын

    Bapa/maa andha bhabe bhala paanti nija jhiaku puaku nuhen

  • @user-cl1bx4nm5d
    @user-cl1bx4nm5dКүн бұрын

    Loan kariki pua foreign buluchi ... Aei shameless ku kie professor job deithila? Anywz who motivated him to do loan and to travel foreign???

  • @swainfarmingjunction6212
    @swainfarmingjunction621224 минут бұрын

    Ph pk

  • @prajnasworld9989
    @prajnasworld99893 күн бұрын

    Eia sabu janichi....

  • @GyanaranjanPattanaik940
    @GyanaranjanPattanaik9404 күн бұрын

    Barsa juade chhata ciade

  • @meerasvlog53
    @meerasvlog533 күн бұрын

    U r right sir

Келесі