ବବି କେତେ ମାରାତ୍ମକ ଜାଣିସାରିଲେଣି ନବୀନ,ଏବେ ଖୁଲୁମ ଖୁଲା ଆକ୍ସନ ନେଉଛନ୍ତି ନବୀନ..

LEV LIVE ODIA | ODISHA NEWS | POLITICS NEWS
ନବୀନଙ୍କ ଆକ୍ସନ ମୁଡ଼ ଦେଖି ଛାନିଆ ବବି...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
Hiii…This Is a Levlive Odia KZread Channel…Levlive Odia a Complete ENTERTAINMENT House.
-------------------------------------
ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
►►►►► ► Copyright Disclaimer ◄◄◄◄◄◄
The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
--------------------------------------
Thanks For Watching...
Don't forget to Like, Comment, Share & Subscribe…
--------------------------------------
#LevLiveOdia

Пікірлер: 95

  • @bishnucharnrana3282
    @bishnucharnrana328213 күн бұрын

    ଧର୍ମେନ୍ଦ୍ର ପ୍ରଧାନ ଦୟାକରି ନବୀନ ପଟ୍ଟନାୟକଙ୍କ ଇଜ୍ଜତ ବଞ୍ଚାଇଦେଲେ ନଚେତ କାଳେ ଅପମାନିତ ବୋଧକରି ମଞ୍ଚତଳୁ ଫେରି ଯାଇଥାନ୍ତେ !!

  • @user-fq5gb9ep9e

    @user-fq5gb9ep9e

    11 күн бұрын

    ଏକଦମ ଠିକି ହ

  • @PratimaDas-nm5cm

    @PratimaDas-nm5cm

    11 күн бұрын

    Mn chal​@@user-fq5gb9ep9e

  • @KaluCharanbholo

    @KaluCharanbholo

    8 күн бұрын

    ​@@user-fq5gb9ep9e😮ttee😂😂😂

  • @chaitanyabariki810
    @chaitanyabariki81013 күн бұрын

    😢😢😢😢😢 ଆପଣ ଓଡ଼ିଆ ରେ କହିଲେ ନବୀନ ଆଳୁ ଵୁଝିଵ

  • @prasantamajhimajhi9782
    @prasantamajhimajhi978210 күн бұрын

    ନବୀନ ବାବୁ କେବେ ଏମିତି ସମ୍ମାନ୍ ସମାରୋହ ରଥଜାତ୍ରା ରେ କରିଥିଲେ କି ଜବାବ୍ ମାଗନ୍ତୁ

  • @pratapjena1193
    @pratapjena119313 күн бұрын

    ଏହି ବିଜେଡି ମାଫିଆ ମାନଙ୍କୁ କୋଠର ଦଣ୍ଡ ମିଳୁ

  • @purnachandradakua8265
    @purnachandradakua826512 күн бұрын

    Sir ସବୁ ଦୋଷୀଙ୍କ ମୂଳ ନବୀନ

  • @user-fq5gb9ep9e
    @user-fq5gb9ep9e11 күн бұрын

    ଆଉ ନବୀନ ତାଙ୍କ ଜୀବନ ଦସାରେ ଭୋଟ୍ ପାଇବେ ନାହଁ

  • @user-fq5gb9ep9e
    @user-fq5gb9ep9e11 күн бұрын

    ନବୀନବାବୁ ଓ ତାଙ୍କ ଦଳର ଅତି ଅହଂକାର ର ଫଳ ପ୍ରଭୁ ଜଗନ୍ନାଥ ମହାପ୍ରଭୁ ଠିକ୍ ବିଚାର କରିଛନ୍ତି ।

  • @ashiskumardash2538
    @ashiskumardash253810 күн бұрын

    ସାର୍ ଆପଣ ସମସ୍ତଙ୍କ ବିଷୟ ରେ କହିଲେ କିନ୍ତୁ ସେ ଲୁଙ୍ଗି ପିନ୍ଧା ଏବଂ କୁହାଳିଆ ସସ୍ମିତ୍ ପାତ୍ର ବିଷୟରେ କିଛି କହିଲେନି

  • @salilkumar9703
    @salilkumar970313 күн бұрын

    ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି ନିଜ ଭାଗ୍ୟ ଡୋରି କାଳ ହସ୍ତେ ଏହା ପକାନ୍ତି ହେଲେ ପାଶୋରି

  • @aswinipradhan2237
    @aswinipradhan223712 күн бұрын

    ନବିନ ତ ଆଗରୁ ଭାରି ଘମଣ୍ଡ ଦେଖଉଥିଲେ

  • @jitsingh5768
    @jitsingh576814 күн бұрын

    List bahut lamba

  • @pkpanda1371
    @pkpanda137114 күн бұрын

    ମାନସ ମଙ୍ଗରାଜ ଙ୍କ ର ରାଜ୍ୟ ସଭା ଯିବା ଯୋଗ୍ୟତା ନାହିଁ। କିନ୍ତୁ ଗଲେ। ଏହା କେମିତି ସମ୍ଭବ ହେଲା???? ମାନସ ମଙ୍ଗରାଜ ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ପକ୍ଷରୁ ଛିଡ଼ା ହୋଇ ମାତ୍ର ୧୮୦୦ଭୋଟ ପାଇ ଥିଲେ। ବିଜେଡ଼ି ଦଳ କୁ ଆସି କମ୍ ଦିନ ରେ ଏତେ Power ful ହେଲେ କେମିତି???

  • @panditnilamanipanda6638

    @panditnilamanipanda6638

    13 күн бұрын

    ଆପଣ ଵୋଧେ ଜାଣିନାହାନ୍ତି ଆଜିର ଆଇନ ମନ୍ତ୍ରୀ କର୍ପୋରେଟର ଜିତି ପାରିନଥିଲେ। ମାନ୍ୟବର ରାଜ୍ୟପାଳ ମହୋଦୟ ଵିଧାୟକ ଭାବରେ ଜିତି ପାରି ନଥିଲେ।

  • @elizabehera6454

    @elizabehera6454

    13 күн бұрын

    Kutti lagi mangaraj strong

  • @sukantabaliarsingh9769
    @sukantabaliarsingh976913 күн бұрын

    ସବୁ ଠାରୁ ବଡ ବେଇମାନ ନବୀନ ପଟ୍ଟନାୟକ

  • @purnachandradakua8265
    @purnachandradakua826512 күн бұрын

    ସବୁଯାକ ନବୀନ ପଟନାୟକ ର ଡ୍ରାମା ସିଏ ଫିଟିବାକୁ କୁ ଯୋଜନା ଚଲେଇଛି

  • @bharimalbrother994
    @bharimalbrother99413 күн бұрын

    ରସାତଳଗାମୀ ଦଳ ହେବାକୁ ଯାଉଛି

  • @subhalaxmipothal5314
    @subhalaxmipothal531412 күн бұрын

    ଆପଣଙ୍କ ଭଳି ଜଣେ ରାଜନୀତି ସମୀକ୍ଷକ ଙ୍କୁ ସେହି team ରେ ରଖିବାର ଥିଲା।

  • @jayjagatgroups9775
    @jayjagatgroups97758 күн бұрын

    ନବୀନ ଏବେ ଜାଣିଲା କି? ପାଣ୍ଡିଆନ୍ ଆଉ ଲୁଟି ନାହିଁ କି? ମନ ଇଛା ଲୁଟିବା ବାଲା ଏଇ ଚରିତ୍ର ହୀ_ ହାରାମୀ ମାନଙ୍କୁ ସବୁ କ୍ଷମତା ଦେଇ ନିଜେ ମଦ ପିଇ କରି ଶୋଇ ପଡୁଥିଲା !

  • @user-uu4ii9rq2l
    @user-uu4ii9rq2l7 күн бұрын

    Nirvul katha, bahut sundar upastapana 🙏🙏

  • @ramakrishnapadhi234
    @ramakrishnapadhi23413 күн бұрын

    Dhenkanal katha kahileni.

  • @biswanathpadhy8371
    @biswanathpadhy837112 күн бұрын

    ED ମାନସ ମଂଗରାଜ ର property ସବୁ ର enquiry ଶୀଘ୍ର କରୁ।

  • @bikashbehera7613
    @bikashbehera76137 күн бұрын

    Pura thick katha kahinchanti apana thank u agaku kichhi Satya dekhantu ame khusi hebu .Indian army.

  • @debasispattnaik4118
    @debasispattnaik411812 күн бұрын

    Former CM unable to know B Das in 24 years, what capability arises

  • @gajendranathjena356
    @gajendranathjena35613 күн бұрын

    ଯିଏ ବିଶ୍ୱାସଘାତକ ସିଏ ଅନ୍ୟଦ୍ୱାରା ପରାଘାତ ପାଇବା ଶୋନିଶ୍ଚିତ ତେଣୁ ନବିନ ବାବୁଙ୍କ ଖରାପ ସମୟ ଚାଲିଲା ଦେବକୀ ଙ୍କଶ ଉବାର ଦେଖିଚାଲ😂🤪😜😋

  • @anjankumarrouth2185
    @anjankumarrouth218513 күн бұрын

    Good analysis sir

  • @GaneshJena-mr1hf
    @GaneshJena-mr1hf6 күн бұрын

    ଧନ୍ୟବାଦ ସାର

  • @jitendrakumarbehera5385
    @jitendrakumarbehera538511 күн бұрын

    ଆଜ୍ଞା ପ୍ରଥମ କଥା ହେଲା ମଞ୍ଚ ତଳୁ ନବୀନ ବାବୁ ଙ୍କୁ ଯେଉଁ ଢଙ୍ଗରେ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ପାଛୋଟି ନେଲେ ଏହା ତାଙ୍କର ମହାନତା ପ୍ରକୃତ ଓଡ଼ିଆ ଅସ୍ମିତା ର ପରିଚୟ ଦେଇଛନ୍ତି ତେଣୁ ଓଡ଼ିଶା ବାସି ଶ୍ରୀଯୁକ୍ତ ପ୍ରଧାନଙ୍କୁ ସାବାସି ଦେଉଛନ୍ତି ମୁଁ ମଧ୍ୟ ଦୃଦୟାରୁ ସମ୍ମାନ ଦେଉଛି ।କିନ୍ତୁ ବବି ଦାସ ହୁଅନ୍ତୁ କି ସଂତୃକ୍ତ ବାବୁ ହୁଅନ୍ତୁ ସଙ୍ଗଠନ କୁ ସୃଦୁଢ଼ କରିବାରେ ନବୀନ ବାବୁ ସଂପୂର୍ଣ୍ଣ ଫେଲ୍ !! ପ୍ରଚ୍ଛଦପଟ ନାୟକ କୁହାଯାଉଥିବା ଶ୍ରୀଯୁକ୍ତ ପାଣ୍ଡିୟନ୍ ମଧ୍ୟ ସମାନ ଭାବେ ଦାୟୀ । ତେଣୁ ବର୍ତ୍ତମାନ ବିଜେଡି "ଖସି ଗଲା ଗୋଡ଼ ତଳକୁ ତଳକୁ " କହିବା ଯଥାର୍ଥ ।

  • @bijayanayak1713
    @bijayanayak171312 күн бұрын

    ସବୁଦିନ ପାଇଁ ନବୀନ ବାବୁ ଓଡ଼ିଶାରୁ ବିଦାୟ ନେବେ। ବିଜେଡି ସମ୍ପୁର୍ଣ୍ଣ ବୁଡିଯିବ। ନୂଆ ଟିମକୁ ତୁରନ୍ତ ଭାଙ୍ଗି ପୁରୁଣା ଲିଡରମାନଙ୍କୁ ଦଳରେସ୍ଥାନ ଦିଆଯାଉ।

  • @Guruprasadbehera733
    @Guruprasadbehera73313 күн бұрын

    Neeben sir odia janinanti boli se choronku janiparinahanti ,jodi odia bujhi thante tonko doloru bahut choro bahareba

  • @user-um7gb1ol1z
    @user-um7gb1ol1z14 күн бұрын

    Sir,thank you for focussing the real matter before the audiance that will highly impact upon the people who will perform their responsibility as civil citizens to bring positive changes in society With regards . Ganeswar Rout.

  • @matrukrupa2024
    @matrukrupa202411 күн бұрын

    ଗାଁ ଠାରୁ ସହର ବଜାର ନେଇ ଧନୀ ପ୍ରତିପତ୍ତି ମାନେ ସ୍ବାର୍ଥ ଖୋର ନେତା ନେତ୍ରୀ ଙ୍କ ଭ୍ରଷ୍ଟାଚାର ଶାସନ ପାଇଁ ପ୍ରଶାସନ ମାଧ୍ୟମରେ ଯେପରି ଜମି ଅଧିଗ୍ରହଣ କରାଯାଇ ଗରିବ ମଧ୍ୟ ବିତ୍ତ ଙ୍କୁ ଭୂମି ଶୂନ୍ୟ କରିଛନ୍ତି ଏହାର ବିହିତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ କରିବା ଉଚିତ

  • @pradipkumarnayak6013
    @pradipkumarnayak601314 күн бұрын

    🌹Right👍 😊

  • @niharranjannayak7534
    @niharranjannayak753413 күн бұрын

    Right Analis sir

  • @pramodbaral8864
    @pramodbaral886413 күн бұрын

    Right sir

  • @maaannapurnaproduction1567
    @maaannapurnaproduction156712 күн бұрын

    Sir,Thank u for your political review.

  • @RabinarayanaSwain-jh9pf
    @RabinarayanaSwain-jh9pf13 күн бұрын

    Most Advaijar the parsan with chanel

  • @bimalchandrasarangi1128
    @bimalchandrasarangi11287 күн бұрын

    ଭଲଲାଗିଲା।

  • @bibekkumarMk
    @bibekkumarMk8 күн бұрын

    Reporter sir you clearly supported to babi das.

  • @pabitraswain1273
    @pabitraswain127312 күн бұрын

    Jay Jagannath Jay Odisha

  • @dilipbiswas5592
    @dilipbiswas559212 күн бұрын

    Nice presentation sharing sir🙏🙏

  • @dharanidharpradhan8709
    @dharanidharpradhan87097 күн бұрын

    ସେଇଠି ସେଇଟାହିଁ ପ୍ରାସଙ୍ଗିକ ଥିଲା,ଅନ୍ୟ କାମ ନୁହେଁ।

  • @sonukhansonukhan8387
    @sonukhansonukhan838710 күн бұрын

    Welcome. Newus. Very. Good. Information. Swagat. Gandu. Tadi dea. Salut

  • @manojsahoo6184
    @manojsahoo618414 күн бұрын

    Baby das real kriadas hoigale

  • @pravashmishra1178
    @pravashmishra11787 күн бұрын

    ବିଜେପି ଆ ଓଡ଼ିଶା କ୍ଷମତାକୁ ଆସିବା ପୂର୍ବରୁ ଅନେକ କିଛି ଦୃଷ୍ଟାନ୍ତ ମୂଳକ ହାଉ ହାଉ ଏବେ ଆଉ ନହିଁ ସେ ସବୁ କ୍ଲିନ୍ ଚିଟ୍ ପାଇଲାଣି @ ଲକ୍ଷ୍ମୀ ବସ୍ ଓ ମଦ ଦୋକାନ @ ଗଣମାଧ୍ୟମ ମାନେ କଳଙ୍କିତ ବୋଲି ପ୍ରମାଣିତ ହେଉଛି ଏଠୁ 😢

  • @adwaitsahu8470
    @adwaitsahu84702 күн бұрын

    Bad things get together just to quarrel & get lost.

  • @user-hj1yl6ch2h
    @user-hj1yl6ch2h13 күн бұрын

    Ati darpe hata lanka, ati mane cha kourava..... Sehi pari BJD ra patan nischinta.

  • @elizabehera6454
    @elizabehera645413 күн бұрын

    Neta mane public representatives.nija ku bhagwan bhabi ba Bobby das nka hariba ra main cause

  • @arabindamishra4045
    @arabindamishra40456 күн бұрын

    ନବୀନ ଙ୍କ ଯୁଗ ଯାହାକି ଓଡିଶା ଉପରେ କିଛି ପୁରୁଣା ମତଲବି ତତ୍କାଳୀନ ବିଜେଡି ର ନେତା ମାନଙ୍କ ଦ୍ୱାରା ନିଜ ସ୍ୱାର୍ଥ ସାଧନ ସକାଶେ ବାହାରୁ ଡାକି ଆଣି ବିଜୁ ବାବୁଙ୍କ ପୁଅ ର ଭେଳିକି ଦେଖାଇ ସ୍ଥାପିତ କରାଯାଇଥିଲା ତାହା ଓଡ଼ିଶାବାସୀ ଦୀର୍ଘ ୨୪ ବର୍ଷ ର କୁଶାସନ, ଦୁର୍ନୀତି, ଭ୍ରଷ୍ଟାଚାର ଓ ସର୍ବୋପରି ଜଣେ ଅଣ ଓଡ଼ିଆକୁ ଓଡିଶା ଶାସନର ମଙ୍ଗ ଧରାଇବା ଆଦି ଦେଖିବା ପରେ ଉଖାଡ଼ି ଫୋପାଡ଼ି ଦେଲେ। ନବୀନ ଙ୍କ ଏହାପରେ ଆଉ କୌଣସି ରାଜନୈତିକ ଭବିଷ୍ୟତ ଆଗକୁ ନାହିଁ। କିନ୍ତୁ, ଆଗକୁ ତାଙ୍କ ପରିବାରରୁ ପୁତୁରା ହୁଅନ୍ତୁ ବା ଆଉ କିଏ ହୁଅନ୍ତୁ ଡାକି ଆଣି ପୁଣି ଓଡିଶାବାସୀ ଙ୍କ ମୁଣ୍ଡ ଉପରେ ଲଦି ଦେବାର ଅପଚେଷ୍ଟା କରାଯାଇ ପାରେ। ଏଥି ପ୍ରତି ଓଡ଼ିଶାବାସୀ ସାବଧାନ ରହିବ ଆବଶ୍ୟକ।

  • @subrataran
    @subrataran8 күн бұрын

    Beman nabina corrupted nabin

  • @ArunkumarJena-ih2sz
    @ArunkumarJena-ih2sz11 күн бұрын

    Patrakar manakar domunha katha.

  • @anandapanda4268
    @anandapanda426813 күн бұрын

    Nabeen kamasarijaichi agaru southilaki jetebelefree odissare baby dash palankasebikarichi Pandian kotikotitanka marikhaigala

  • @nareshpattnaik2454
    @nareshpattnaik245413 күн бұрын

    ଓଡ଼ିଶାରେ କେତେଟା ସାମ୍ବାଦିକ?୯୫ ଭାଗ ଚୋର ଓ ଖୋଷା ମନ୍ତିଆ ସହ ମଦୁଆ ବି

  • @radhashyammuduli4857
    @radhashyammuduli485711 күн бұрын

    Ashoka Panda is also Beiman sir, he targets older people to grab his landed property.

  • @TarunPati-fy2ky
    @TarunPati-fy2ky14 күн бұрын

    Baby babu tuma pakhare pura suna Munda

  • @MuraliBiswal-ql4tt
    @MuraliBiswal-ql4tt13 күн бұрын

    Aapana dhire dhire kahuchhanti direct kahi diantu samaste januchhanti

  • @bidhubhusanmishra6358
    @bidhubhusanmishra63589 күн бұрын

    ମାୟା ବିଜେଡି MLA

  • @alekhprasadnayak9408
    @alekhprasadnayak940814 күн бұрын

    Real beiman pandian. Ei katha nabinababu bujhu nahanti?

  • @user-ri9yn1vm4q

    @user-ri9yn1vm4q

    13 күн бұрын

    ବୁଝିଲା ବେଳକୁ ପାଣ୍ଡିଆନ୍ ତାଙ୍କ ସୂର୍ଯ୍ୟାସ୍ତ କରି ସାରି ଥିବ l Ok.Thank's.

  • @samirkumarseth1431
    @samirkumarseth143113 күн бұрын

    Superb Reporting.

  • @routco1892
    @routco189214 күн бұрын

    Mausa anaodia Odisha ra sabutanka luti Duiti ardha pardua odiaku Gulugulla Dela

  • @niharranjannayak7534
    @niharranjannayak753413 күн бұрын

    ବିପଦ ବେଳେ ବିପରିତ ବୁଦ୍ଧି ଦେଖାଯାଏ

  • @user-ri9yn1vm4q

    @user-ri9yn1vm4q

    13 күн бұрын

    ବିପଦ କାଳେ ନୂହେଁ, ବିନାଶ କାଳେ ଲେଖା ଠିକ୍ l Ok

  • @bidhubhusanmishra6358
    @bidhubhusanmishra63589 күн бұрын

    ତେମେ କୁଆଡେ ଥେଲ ଚବିଶବରଷ ଧରି.

  • @KRISHNAFF9149
    @KRISHNAFF91499 күн бұрын

    Pandhian,chore,kugirop,kare,bjp,sarkare

  • @byomakeshmishra4287
    @byomakeshmishra428713 күн бұрын

    Babi now ferar.

  • @nigamparibar7573
    @nigamparibar757314 күн бұрын

    Neet durnitre bjd chup .sethipain d pradhan nabinku saman deuchhanti

  • @maheswarbehera3411
    @maheswarbehera341113 күн бұрын

    Durnitir.mula.nabin.babi.chera

  • @bmohanty649
    @bmohanty64912 күн бұрын

    Bobby das ebe BJP join karibe

  • @bijaypatra9105
    @bijaypatra910512 күн бұрын

    ତୁ ପୁରା ବିଜେପି ଲୋକ

  • @user-ne3tg1cx2b
    @user-ne3tg1cx2b8 күн бұрын

    Sir Pramila Malik Dali Charo

  • @sibaprasadmishra7263
    @sibaprasadmishra726313 күн бұрын

    Santrupta hele another kritadas...

  • @sibaprasadmishra7263
    @sibaprasadmishra726313 күн бұрын

    Are bhai Nabina gote murkha maduaa loka. Se kana janiba ... What is politics??? Nahele Buju babu politics ku anithante...

  • @SasankaSekharMisra

    @SasankaSekharMisra

    12 күн бұрын

    Power corrupts,absolute Power corrupt absolutely.

  • @bibekkumarMk
    @bibekkumarMk8 күн бұрын

    Reporter sir you clearly supported to babi das.

  • @manojsahoo6184
    @manojsahoo618414 күн бұрын

    Good analysis sir

Келесі