Adapa Bije : ଆଡ଼ପ ପହଣ୍ଡି ବେଳେ କାହିଁକି ହେଲା ଅଘଟଣ, କଣ ରହିଛି ସଙ୍କେତ..କହିଲେ ବରିଷ୍ଠ ସେବାୟତ

Adapa Bije : ଆଡ଼ପ ପହଣ୍ଡି ବେଳେ କାହିଁକି ହେଲା ଅଘଟଣ, କଣ ରହିଛି ସଙ୍କେତ..କହିଲେ ବରିଷ୍ଠ ସେବାୟତ
#lord_balabhadra #badathakura #tahia #charamala #pahandi_bije #adapmandap_bije #puri_news #jaganatha_gabesaka #harihar_kanungo #prameyanews7
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews7.com/
KZread: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews

Пікірлер: 332

  • @satya2456
    @satya245614 күн бұрын

    ବଡ ସାଆନ୍ତ ବହୁତ ରାଗୀ...ସେ ନିଶ୍ଚୟ କିଛି ତ୍ରୁଟି ର ସୂଚନା ଦେଇଛନ୍ତି..

  • @Babylovesbabu
    @Babylovesbabu14 күн бұрын

    ଏହା କେବଳ ସେବାୟତ ମାନଙ୍କ ର ଖାମ ଖିଆଲି ମନ ଭାବ ଯୋଗୁ 😭😭😭😭😭

  • @rajeshmohanty3436
    @rajeshmohanty343614 күн бұрын

    ସତ କଥା ହେଲା ଏ ସେବାୟତ ମାନେ ନିଜର ବାହୁ ବଳ ଆଉ ଘମଣ୍ଡ ର ଫଳ ସ୍ୱରୂପ ।। ଭଗଵାନ କେତେ ସହିବେ । ସେବାୟତ ମାନ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର

  • @srisaiatman
    @srisaiatman14 күн бұрын

    ସେବାୟତ ମାନେ ନିଜ ଭୁଲ ମାନିଯା, ତମ ମାନଙ୍କ ଗର୍ବ, ଅହଙ୍କାର ଯୋଗୁ ଏମିତି ଘଟିଲା, ଆହୁରି ଆଗକୁ ଏମିତି ହେବ ଯେ ପର୍ଯ୍ୟନ୍ତ ତମର ନିଷ୍ଠା ନାହିଁ,

  • @bbiswal9812
    @bbiswal981214 күн бұрын

    ରଥ ଉପରେ ଠାକୁରଙ୍କ ଉପରେ ସୋଫାରେ ବସିଲା ପରି ବସିଯାଅ, ପାର୍ଶ୍ଵଦେବା ଦେବୀଙ୍କ ଉପରେ ଗୋଡ଼ ଦେଇଚଢି ବେପାର କର, ଆମ ସାଧାରଣ ଭକ୍ତଙ୍କୁ ଠାକୁରଙ୍କ ମୁଖ ଦର୍ଶନ ନ କରାଇଦେଇ ତମ ବପୁ ଓ ସୁନା ଅଳଙ୍କାର ଦେଖାଅ, ନାମ ନିଅ

  • @Kalia482
    @Kalia48214 күн бұрын

    ପୁରୀ ପଣ୍ଡା ସେବାୟତ ମାନଙ୍କ ଦାୟୀ ରହିବେ ଭଗବାନ ବହୁତ କଷ୍ଟ ପାଇଥିବେ 🎉 jay jagannath 🎉

  • @kailashchandrasahoo6773
    @kailashchandrasahoo677314 күн бұрын

    ଇଏ କି ଲୀଳା ପ୍ରଭୁ..!!! କିଛି ଭୁଲ ହେଇଥିଲେ କ୍ଷମା କରିଦିଅ. 😭😭😭

  • @himansupatra9717
    @himansupatra971714 күн бұрын

    ଗର୍ବି ମାନେ ଠାକୁର ଙ୍କୁ ଖେଳଣା ଭାବି ଚାଲିଛନ୍ତି. ଗୋଟେ ଦିଟା ଙ୍କୁ ପ୍ରଭୁ ଉପରକୁ ଉଠେଇ ଦେଇଥିଲେ ଏ ଶଳା ମାନଙ୍କ ଭିତରେ dara ରହିଥାନ୍ତା.

  • @deepakpallai9307
    @deepakpallai930714 күн бұрын

    ଏ ଘାଟଣ| ଆମ ରାଜ୍ୟ ଅ|ଉ ଦେଶ ପାଇ° ଅଶୁଭ ଶଙ୍କେତ ! ସାବଧାନ 🙏🏻🙏🏻🥺🥺🥺

  • @haraprasannajena7909

    @haraprasannajena7909

    14 күн бұрын

    👍

  • @Kunal5684

    @Kunal5684

    14 күн бұрын

    ଠିକ୍ କହିଲେ। ସେବାୟତଙ୍କ ତ୍ରୁଟି ଓ ଅବହେଳା ଯୋଗୁଁ ଏମିତି ଅପ୍ରିୟ ଘଟଣା ଘଟିଲା। ଭଗବାନ କ୍ଷମା କରି ଦିଅନ୍ତୁ। ସେ ବହୁତ ଦୟାଳୁ

  • @raghumaninayak9593
    @raghumaninayak959314 күн бұрын

    ଏ ଘଟଣା କୋଟି ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି, ମହାପ୍ରଭୁ ବଡ଼ ଠାକୁର ଏ ଅଘଟଣ ପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି ଜଗନ୍ନାଥ ପ୍ରେମୀ ଭକ୍ତମାନେ ଜୟ ଜଗନ୍ନାଥ🙏🕉️🇮🇳🚩

  • @DayanidhiSahoo-qk6wu
    @DayanidhiSahoo-qk6wu14 күн бұрын

    ମନେ ପକାନ୍ତୁ ଦିବଂଗତ ଅରବିନ୍ଦ ମୁଦୁଲି ଭଜନକୁ, ଇଏ ହେଇନି କିଛି ଇଏ ହେଇନି କିଛି। ଦେଖ ଆଗକୁ କଅଣ ହଉଛି, ଦେଖ ଆଗକୁ କଅଣ ହଉଛି। ଜୟ ଜଗର୍ନାଥ।

  • @santoshkumarpanda9968

    @santoshkumarpanda9968

    14 күн бұрын

    Eita arambha panda manaka papa ra phala

  • @Rockmadhu11

    @Rockmadhu11

    14 күн бұрын

    ରତ୍ନଭଣ୍ଡାର ଖୋଲା ଗଲେ, ଏଇ ପଣ୍ଡା ମାନେ ଆଗେ ମରିବେ,,,, କେବଳ trailor ରେ ଆଘାତ କଲେ ବଳଭଦ୍ର ଠାକୁର

  • @be_human23

    @be_human23

    14 күн бұрын

    ​@@santoshkumarpanda9968 Those are not Panda's As per my knowledge I think those all are Daitapatis.

  • @subhabratamishra4465

    @subhabratamishra4465

    14 күн бұрын

    ପୁରା ସତ କଥା । ମୁଁ ଗୋଟେ କଥା ଅନୁଭବ୍‌ କରୁଛି କି ଭକ୍ତ ଅରବିନ୍ଦ ମୁଦୁଲି ଦିବଂଗତ‌ ହେବା ପରଠାରୁ ବହୁତ୍ ଅଘଟଣ ଘଟି ଚାଲିଛି।‌

  • @manjubasu-cm9wg

    @manjubasu-cm9wg

    14 күн бұрын

    Jetebele manisa nku bhagwan saha tulana karagala.... emiti heba swabhabik

  • @ranajitkumarmohanty9740
    @ranajitkumarmohanty974014 күн бұрын

    ଶାସକର ଅହଙ୍କାର ll ପ୍ରଭୁ ଏମାନଙ୍କ ଅହଙ୍କାର ପାଇଁ ଏ ସବୁ ପ୍ରତୀକ ଭାବରେ ଦେଖାଉଛନ୍ତି ll ଯେଉଁମାନେ ମହାପ୍ରଭୁଙ୍କ ନାମରେ ରାଜନୀତି କରୁଛନ୍ତି ଦୟାକରି ବନ୍ଦ କରନ୍ତୁ ll ନଚେତ ଅନେକ ବିପଦ ମାଡି ଆସିବ ll ଆମ ସମସ୍ତଙ୍କୁ କ୍ଷମା କରିଦିଅ ପ୍ରଭୁ ll ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

  • @raghunathsahoo179

    @raghunathsahoo179

    14 күн бұрын

    ବେକାର କଥ

  • @user-kl9vp2gy4w

    @user-kl9vp2gy4w

    14 күн бұрын

    Bjd neta

  • @smrutisagar2629

    @smrutisagar2629

    14 күн бұрын

    Faltu bala rajniti pelaniti story banaani...sebayata Kan bhul pain ama bada thakura padigale...chada asubha sanketa .....Jai Jagannath 🙏

  • @Disguise4791

    @Disguise4791

    14 күн бұрын

    ତୁ ମାଘିଆ ବେସି ଛୋଡ଼ି ହଉଛୁ

  • @narenkumar1432
    @narenkumar143214 күн бұрын

    ବେଳ ଥାଉ ସୁଧୁରିବା ଆବଶ୍ୟକ🙏🙏🙏

  • @rashmiranjansahoo953
    @rashmiranjansahoo95314 күн бұрын

    ପ୍ରତି ଜଗନ୍ନାଥ ପ୍ରେମୀ ଆଜି ଦୁଃଖିତ। ମହାପ୍ରଭୁ ସମସ୍ତଙ୍କୁ କ୍ଷମାକର ।

  • @rajunayak7434
    @rajunayak743414 күн бұрын

    ପଣ୍ଡା ମାନେ ଅଧିକରୁ ଅଧିକ ପାପ କଲେଣି ଆଉ kn ହବ କୁହ.. ରକ୍ଷା କର ପ୍ରଭୁ

  • @ramachandrapanda5349
    @ramachandrapanda534914 күн бұрын

    ଆରେ ମାଗିଆ ତୁମ ସେବାୟତ ଖଣ୍ଡିଆ ଖବରା ହେଲା ଦେଖିଲ କିନ୍ତୁ ଠାକୁର ଙ୍କ ର କଣ ହୋଇଛି ଜାଣିବାକୁ ଚେଷ୍ଟା କର,ଠାକୁର ଙ୍କୁ କାଠ ମୁଣ୍ଡିଆ ନଭାବି ଈଶ୍ୱର ବୋଲି ଭାବ,ତୁମେ ଯଦି ଖଣ୍ଡିଆ ହେଲ ଠାକୁର ପଡିଗଲା ପରେ ଖଣ୍ଡିଆ ହେଲେ କୀ ନହେଲେ ଶଳା ଜାଣିବୁ କେମିତି,କଥାକୁହା ବେଶୀ କଥା କୁହନ୍ତି

  • @sandeepkumarpanda1965
    @sandeepkumarpanda196514 күн бұрын

    ମହାପ୍ରଭୁଙ୍କ ର ଏହା ଏକ ବଡ଼ ଚେତାବନୀ ସମସ୍ତ ସେବାୟତମାନଙ୍କୁ। ଭକ୍ତ ମାନେ ଭଗବାନଙ୍କୁ ଦର୍ଶନ କରିବାପାଇଁ ଯାଉଛନ୍ତି ନାହିଁ କି ସେବାୟତମାନଙ୍କୁ।🙏🏻😢

  • @Samrat_CAK
    @Samrat_CAK14 күн бұрын

    ସବୁ ପ୍ରଭୁ ଙ୍କ ଇଚ୍ଛା, କେଉଁ ଶାସନ କି ପ୍ରଶାସକ ଚାହିଁଲେ କିଛି ହେବନି, ପ୍ରଭୁ ମାଉସୀ ଙ୍କ ଘରକୁ ଯିବାକୁ ତରବର ହେଉଛନ୍ତି, ତେଣୁ ଝୁଣ୍ଟି ପଡିଲେ, ସବୁ ଜିନିଷ କୁ ନକାରାତ୍ମକ ଦୃଷ୍ଟି ରେ ଦେଖନି ।

  • @routking8192
    @routking819214 күн бұрын

    ଆଗରୁ ରତ୍ନଭଣ୍ଡାର ଯେବେ ଖୋଲା ହୁଏ ଠାକୁରଙ୍କ ଉପସ୍ଥିତିରେ ନା ଅନୁପସ୍ଥିତିରେ ତାହା ଜାଣିବା କଥା ହୁଏତ ଇଏବି ଏକ କାରଣ ହେଇପାରେ

  • @learnwithbini6060

    @learnwithbini6060

    14 күн бұрын

    May be😢

  • @Villagegirlguddi
    @Villagegirlguddi14 күн бұрын

    ହେ ବଳିଆର ଭୂଜ ବଡ଼ ଠାକୁର 🙏🙏🙏🥹🥹🥹 କ୍ଷମା କର ପ୍ରଭୁ 🙏🙏🙏

  • @JitendraRout-oj8mf
    @JitendraRout-oj8mf14 күн бұрын

    ପୁରା ରାଜନୀତି କରାଯାଉଛି ସଫେଇ ଦେଖନି ସବୁ ରୀତି ନୀତି ପାଳନ ହେଇନି ନିଜ ଭୁଲ ସ୍ଵି କାର କରନ୍ତୁ ପ୍ରଶାସନ ଏଥି ପାଇଁ ସଂପୂର୍ଣ୍ଣ ଦାଇ ଅହଙ୍କାର ଫଳ ମିଳିଛି

  • @smrutisagar2629

    @smrutisagar2629

    14 күн бұрын

    Totr bhalia gapa band Kara hooo

  • @smaritanayak8528
    @smaritanayak852814 күн бұрын

    ମୋ ପ୍ରଭୁ ମୁହଁ ମାଡି ତଳେ padigale😭ତାଙ୍କର କିଛି ହେଇନିତ,ହେ ପ୍ରଭୁ ଏକି ଲୀଳା ଭୁଲ ଥିଲେ କ୍ଷମା କର ତୁମରି ସନ୍ତାନ ମାନଙ୍କୁ🙏🙏

  • @ashokkumarbehera5326
    @ashokkumarbehera532614 күн бұрын

    ଓଡ଼ିଆ ଅସ୍ମିତା କୁ ଲଜ୍ଜା ଲଜ୍ଜା

  • @stylestar486
    @stylestar48614 күн бұрын

    ଭଗବାନ ଙ୍କ ନାମ ନେଇକି ରାଜନୀତି କର ବହୁତ ଭଲ ହେବ ☝️☝️

  • @shibaprasadnath827
    @shibaprasadnath82714 күн бұрын

    ହେ, ମହାପ୍ରଭୁ ବଡ ଠାକୁର ଏହି ଅଘଟଣ ଏବଂ ମହା ବିପତ୍ତିରୁ ସମସ୍ତ ମାନବ ସମାଜକୁ ତୋରି ଅପାର ଳୂପା ଏବଂ ଆଶୀର୍ବାଦ ପ୍ରଦାନ କରି ଉଦ୍ଧାର କରିବା ନିମନ୍େତ ପ୍ରାର୍ଥନା କରିଅଛୁ🙏🙏ଜୟ ଜଗନ୍ନାଥ🙏🙏🙏

  • @diptimayeedash2194
    @diptimayeedash219414 күн бұрын

    ବଡ ବାଡର ବଡ ଦିଅଁ କ୍ଷମା କ୍ଷମା କ୍ଷମା ଦିଅ ହେ ମଣିମା ଓଡ଼ିଶା ର ବଡ ଦିଅଁ ବଡ ଠାକୁର ମଣିମା ଭୁଲ ଥିଲେ କ୍ଷମା ଦିଅ ମଣିମା ଜୟ ଶ୍ରୀ ଜଗନ୍ନାଥ ଜୟ ମା ସୁଭଦ୍ରା ଜୟ ଶ୍ରୀ ଚକ୍ରରାଜ ସୁଦର୍ଶନ ମଣିମା ଙ୍କର ଜୟ ହେଉ

  • @Disguise4791

    @Disguise4791

    14 күн бұрын

    କିଛି ଖ୍ୟମା ନାହଁ

  • @user-dw8cm9md1p
    @user-dw8cm9md1p14 күн бұрын

    ସମସ୍ତ ଶ୍ରୀଜଗନ୍ନାଥପ୍ରେମୀ ଭାଇମାନଙ୍କୁ ଅନୁରୋଧ , ବଡଠାକୁରଙ୍କ ପହଣ୍ଡି ବେଳେ ଘଟିଥିବା ଅଘଟଣର ଦୃଶ୍ୟ ନିଜ ନିଜ statusରେ ଛାଡନ୍ତୁନି । ଏହା ଅତ୍ଯନ୍ତ ଦୁଃଖଦାୟକ ତଥା ହୃଦୟବିଦାରକ ଦୃଶ୍ୟ । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ପ୍ରବଳ ବେଦନା ଦେଉଛି । ମହାପ୍ରଭୁ ବଡବାଡ ସାମନ୍ତ ଆମ୍ଭଦ୍ବାରା ଘଟିତ ଏହି ମହାପରାଧରୁ ଆମ୍ଭମାନଙ୍କୁ ନିଜଗୁଣରେ କ୍ଷମା କରିଦିଅନ୍ତୁ ।

  • @Godeepak
    @Godeepak14 күн бұрын

    ଚିନ୍ତାମଣି ଇଛା ତାଙ୍କ ଇଚ୍ଛା ବିନା କିଛି ସମ୍ଭବ ନୁହେଁ 🙏🙏🙏

  • @rameshbehera1970
    @rameshbehera197014 күн бұрын

    ଜୟ ଜଗନ୍ନାଥ ପଭୁ ସାରା ଓଡ଼ିଶା ବାସିକଁୁ କ୍ଷମା କରି ଦିଅ

  • @nimaindas9233
    @nimaindas923314 күн бұрын

    ବ୍ରାହ୍ମଣ ନିଜ ନିଷ୍ଠାର ନାହାଁନ୍ତି, ପେଟ ପୋଷିବା ପାଇଁ ବ୍ରାହ୍ମଣ

  • @anirudhabarik5590
    @anirudhabarik559014 күн бұрын

    ଜୟ ମହାରାଜ ମହାପ୍ରଭୁଙ୍କ ସେବାରେ ଅବହେଳା ରହିଲାକି ଭୁଲୁକ୍ଷମାକରନ୍ତୁ🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌸🌸🌸🌸🌸🌸🌸🌹🌹🌹🌹🌹🌹🌹

  • @puspajitpanda6712
    @puspajitpanda671214 күн бұрын

    ଜୟ ଜଗନ୍ନାଥ ଜୟ ମା ସୁଭଦ୍ରା ଜୟ ବଳଭଦ୍ର 🙌

  • @harichandan321
    @harichandan32114 күн бұрын

    ଏଇ ଶଳା ଙ୍କ ର ସବୁ ଭୁଲ,,,,,,,ନିଜ ଭାଇ,ପୁଅ,ପୁତୁରା,ଭିଣେଇ,ଜ୍ବାଇଁ,ନାତି କୁ ଆଣି ରଥ ଉପରେ ଚଢ଼େଇବେ,,,,, ଦରକାର ଠାରୁ ଅଧିକ,,ସେ ଉପରେ,,,,, ଏଇୟା ହେବନାହିଁ ତ ଆଉ କଣ ହବ

  • @jagannathpattnaik3140
    @jagannathpattnaik314014 күн бұрын

    ଉଦ୍ଧତ ସେବାୟତମାନେ ପାର୍ଶ୍ଵ ଦେବତାମାନଙ୍କ ଉପରେ ପାଦରଖି ଭକ୍ତ ମାନଙ୍କଠାରୁ ଟଙ୍କା ଆଦାୟ ଲୋଭରେ ତୁଳସୀ ଫୋପାଡିବା ଭଳି ଅକ୍ଷମଣୀୟ ଅପରାଧ କରିଛନ୍ତି। ତାହାର ଦଣ୍ଡ ବଡ଼ଠାକୁର ଦେଇଛନ୍ତି। ବରିଷ୍ଠ ଓ ସମର୍ପିତ ସେବାୟତ ମାନେ ଏହି ଦୁଷ୍ଟ ମାନଙ୍କୁ ନିୟନ୍ତ୍ରିତ କରିବା ଦରକାର

  • @parsuramsahoo7509
    @parsuramsahoo750914 күн бұрын

    ସବୁ ସେଇ ପ୍ରଭୁ ଇଚ୍ଛା , ଲୀଳା ମୟଙ୍କାଆସେସ ଲୀଳା, ଏମାଧ୍ୟା ଗୋଟିଏ ଲୀଳା,। ଜୟ ବାବା ରେବତୀ ରମଣ ରୋହିଣୀ ନନ୍ଦନ,ବଳଭଦ୍ର ନମଃ❤🎉🎉🎉🎉🎉❤

  • @bhabanishankarmishra6343
    @bhabanishankarmishra634314 күн бұрын

    ସବୁ ସେହି ଲୀଳାମୟଂକ ଇଚ୍ଛା।

  • @CENEXPERIA
    @CENEXPERIA14 күн бұрын

    King of actually world ❤❤ବଡ ବାଡ଼ ସାଆନ୍ତେ ❤❤

  • @pramodkumarkar9039
    @pramodkumarkar903914 күн бұрын

    Too much Cooks spoil the broth. Kindly clarify Whether there is any injury to Srianga or not. This is a blunder of Sevayats. Whimsical works of the sevayats.

  • @biswajitswainbablu4158
    @biswajitswainbablu415814 күн бұрын

    ଭଗବାନ ଚାହିଁଲେ ବୋଲି ଏମିତି ହେଲା.. ସମସ୍ତେ କୁହନ୍ତି ପ୍ରଭୁ ଙ୍କ ବିନା ପତ୍ର ଟେ ହଲେନି.. ତାହାଲେ ଆଜି କେମିତି ମଣିଷ ଭୁଲ କଲା.. ସେଇ ଭଗବାନ ଚାହିଁଲେ ବୋଲି ଏମିତି ହେଲା 🙏🙏🙏ଜୟ ଜଗନ୍ନାଥ

  • @JagannathAstakamDasa

    @JagannathAstakamDasa

    14 күн бұрын

    ବାଃ.. କି ଯୁକ୍ତି.. 😅

  • @suchitramishra771
    @suchitramishra77114 күн бұрын

    Sebayat mane auo tike serious auo discipline haba katha. Parishram toh semame karanti kintu truti toh heichi

  • @Rockmadhu11
    @Rockmadhu1114 күн бұрын

    ରତ୍ନଭଣ୍ଡାର ଖୋଲା ଗଲେ, ଏଇ ପଣ୍ଡା ମାନେ ଆଗେ ମରିବେ,,,, କେବଳ trailor ରେ ଆଘାତ କଲେ ବଳଭଦ୍ର ଠାକୁର

  • @kalicharanmishra2444
    @kalicharanmishra244414 күн бұрын

    ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ନ ପଚାରି ମନ ମାନି କରିବାର ଫଳ ନୁହଁ ତ ?

  • @PrakashkumarPradhan-eb4fl
    @PrakashkumarPradhan-eb4fl14 күн бұрын

    Modi mg Russia re jagannath katha kahila mu odisha ru gamusa anisi kahila sethi pai mahaprabhu ragile😂😂😂 se jouthi ki jaichi rajya karap heichi🎉🎉🎉modi mg

  • @samarendramohanty1038
    @samarendramohanty103814 күн бұрын

    ଜୟ ଜଗନ୍ନାଥ 🙏

  • @Chefananta880
    @Chefananta88014 күн бұрын

    Jay Jaganath

  • @himanshusekharsahu9559
    @himanshusekharsahu955914 күн бұрын

    ହେ ମହାପ୍ରଭୁ ଆମ ଦୋଷ କ୍ଷମା କର🙏🙏🙏🙏🙏🙏

  • @srisaidesignvastu9209
    @srisaidesignvastu920912 күн бұрын

    ଖୁବ୍ ଦୟା କରିଛ ଗୋସେଇଁ !

  • @rigi1734
    @rigi173414 күн бұрын

    ସେବାୟତ ମାନଙ୍କ ପ୍ରତି ଆମର ବହୁତ ଭକ୍ତି ରହିଛି... ହେଲେ ବଡ ଠାକୁର ଙ୍କୁ ନେଲା ବେଳେ ଯାହା ବି ଅଘଟଣ ଘଟିଲା ସେଥି ପାଇଁ ଦାୟୀ ଆପଣ ମାନେ. ଏମିତି ଭୁଲ ଯେମିତି ନ ଘଟେ ଆଉ.

  • @chidanand4470
    @chidanand447014 күн бұрын

    Ee Sabu ରତ୍ନଭଣ୍ଡାର ଖୋଲା ପାଈଁ ହଉଚି କି??

  • @satyarampradhan5821
    @satyarampradhan582114 күн бұрын

    Jai Jagannath swami 🙏🙏🙏

  • @user-qh4sw9er7p
    @user-qh4sw9er7p14 күн бұрын

    He Prabhu tume srushti srastha..bhul hei jaichhi Mahabahu..Kshyama kari dia🙏🙏🙏🙏🙏🙏🙏🙏🙏🙏

  • @krivis8214
    @krivis821414 күн бұрын

    Jay Jagannath balabhadra subhadra ❤❤❤🙏🙏🙏

  • @karamjitsatpathy5404
    @karamjitsatpathy540414 күн бұрын

    କ୍ଷମା ପ୍ରାର୍ଥନା ପ୍ରଭୁ କ୍ଷମା ପ୍ରାର୍ଥନା କାହାରିକୁ ଦଣ୍ଡ ଦିଅନ୍ତୁ ନାହିଁ ପ୍ରଭୁ ଜଗତର ମଙ୍ଗଳ କାମନା ପ୍ରଭୁ। ଆପଣ କି ଲୀଳା କରିଛନ୍ତି ଆମେ ଅଧମ ମନୁଷ୍ୟ ମାତ୍ର କିଛି ତ ବିଭ୍ରାଟ ହେଇଛି ନିଶ୍ଚିତ ଭାବରେ। ଆପଣ ବଳିୟାର ଭୂଜ ଆପଣ ନିଜ ଗୁଣ ରେ ମଣିଷ କୁ କ୍ଷମା ଦିଅନ୍ତି ଆପଣ ଯଦି ପଡ଼ି ଗଲେ ଏ ସକଳେ ସଂସାର କୁ ତୋଳି ଧରିବ କିଏ

  • @sushantabehera5282
    @sushantabehera528214 күн бұрын

    Jay Jagannath 🙏

  • @debashismahala5880
    @debashismahala588014 күн бұрын

    ଠକ ଭଣ୍ଡ ସେବାୟତ ମାନଙ୍କ ପାଇଁ ଏମିତି ଘଟିଲା।

  • @shantidevi7848
    @shantidevi784814 күн бұрын

    Jay jagannath 🤩🤩🤩🤩🤩🤩🤩

  • @user-gz7kw6ju8j
    @user-gz7kw6ju8j14 күн бұрын

    Panda bhai kiche trute thibaru bhagabana balbhadra padigale🙏🙏🙏🙏🙏🚩🚩🚩

  • @iloveodisha6003
    @iloveodisha600314 күн бұрын

    ଯେତିକି ସେବାୟତ ରଥ ଉପରେ ଦରକାର ପହଣ୍ଡି, ବା ରୀତିନୀତି ପାଇଁ ଦରକାର ସେତିକି ସେବାୟତ ଙ୍କୁ ପରିଚୟ ପତ୍ର ସହ ସ୍ୱତନ୍ତ୍ର ପୋଷାକ ଦିଆଯାଉ ଯେଉଁ ସେବାୟତ ମାନଂକର କାଯ୍ୟ ନ ଥିଲା ଯେଉଁମାନେ ରଥ ଉପରେ ଥିଲେ ସେମାନଙ୍କୁ ସବୁଦିନ ପାଇଁ କାଯ୍ୟ ରୁ ବାହାର କରାଯାଉ

  • @SandeepKumar-qz2tk
    @SandeepKumar-qz2tk14 күн бұрын

    rakhya kara mahaprabhu

  • @srikantarauta8200
    @srikantarauta820014 күн бұрын

    ପାପର ଘରାସରିଲା ରାଜନୀତି ପାଇଁ ଭଗବାନ କୁବି ଛାଡିଲେନି ଧର୍ମ କୁ ନେଇ ରାଜନୀତି କଲେ ଆଗକୁ କଣ ହୋଉଛି ଦେଖ ସୁଧୁରି ଜ ସବୁ ମାନବ ସମାଜ ଜୟ ଜଗନ୍ନାଥ 🙏

  • @ANANTAKUMAR-jd8pu
    @ANANTAKUMAR-jd8pu14 күн бұрын

    Jay Jagannath

  • @kshyamanidhisahoo1248
    @kshyamanidhisahoo124814 күн бұрын

    Jay jagannath

  • @daltonplays8378
    @daltonplays837814 күн бұрын

    Khyama karidia prabhu 🙏🏻

  • @jaynatibalaMansingh-qj4cs
    @jaynatibalaMansingh-qj4cs14 күн бұрын

    Jai jagannath..Prabhu khyma kara

  • @lachhamankumbhar5332
    @lachhamankumbhar533214 күн бұрын

    Jay jagannath🙏🙏🙏

  • @chittaranjanmishra4256
    @chittaranjanmishra425614 күн бұрын

    Jay Jagannath 🙏🙏🙏🙏

  • @damodharsahu4111
    @damodharsahu411114 күн бұрын

    Jay Jagannath 🙏🙏🙏

  • @pratapmallik2784
    @pratapmallik278414 күн бұрын

    ଆଗ ଆମ ମହା ପ୍ରଭୁ

  • @kirtansarathi3083
    @kirtansarathi308314 күн бұрын

    ନିଜ ଭୁଲ ପାଇଁ ସବୁ ହେଲା..... ଭଗବାନ ଙ୍କ କିଛି ଲୀଳା ନାହିଁ

  • @santoshpanda4444
    @santoshpanda444414 күн бұрын

    ପଣ୍ଡା ମାନେ ଖାମଖିଆଲି ଭାବେ କାମ କରୁଛନ୍ତି।ଯେଉଁ ସେବାୟତ ଖାମଖିଆଲି କାମ କରିଛନ୍ତି ଆଜୀବନ ସେବାରୁ ବାସନ୍ଦ କରନ୍ତୁ।

  • @sangitasahoo23
    @sangitasahoo2314 күн бұрын

    Prabhu nku tike prabhu boli manantu...

  • @SwapnaSwain-cr6lu
    @SwapnaSwain-cr6lu14 күн бұрын

    Jay jagannath praphu 🙏🙏🙏

  • @dhaneswarmuduli3398
    @dhaneswarmuduli339814 күн бұрын

    Jay jagannatha 🙏🙏🙏

  • @sadanandmohanty3537
    @sadanandmohanty353714 күн бұрын

    Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏💐💐💐💐

  • @kirankarpradhan5692
    @kirankarpradhan569214 күн бұрын

    Jay shree Hari sharan rakhana mahabahu

  • @rcmishra3948
    @rcmishra394814 күн бұрын

    JAY JAGANNATH 🌼🌼🌼🌼🪔🙏

  • @JaganathabhoiJaga
    @JaganathabhoiJaga14 күн бұрын

    Jay shree jagannath 🙏🙏🙏🙏😭😭😭😭😭😭😭

  • @himanshusekharsahu9559
    @himanshusekharsahu955914 күн бұрын

    ⭕❗⭕ଜୟ ଜଗନ୍ନାଥ🙏🐚🙌🚩

  • @AshokPanda-qt4qn
    @AshokPanda-qt4qn14 күн бұрын

    Gurujan nku Asamman karibara Aha Suchana Jai Jaganatha 🙏

  • @AshokPanda-qt4qn

    @AshokPanda-qt4qn

    14 күн бұрын

    Amara Samasta Jaganatha Bhaknta nkar Papa ku Mahaprabhu Chetana Deichhanti Jai Jaganatha 🙏

  • @AshokPanda-qt4qn

    @AshokPanda-qt4qn

    14 күн бұрын

    Dhanyabada Sebayata Bhai mane Apana Mane Dukha re na rahi Prabhunkara Sebare Raki Agaku Chalantu 🙏🙏🙏🙏

  • @lipsamohanty4068
    @lipsamohanty406814 күн бұрын

    Jai prabhu Jagannath 🙏🙏🌹🌹

  • @ashishkumarsahoo6966
    @ashishkumarsahoo696614 күн бұрын

    He prabhu sbau apanka icha 🥺🥺🥺khyama karodebe prbhu🥺❤❤❤jay mahaprabhu jay vada thakura jay jagannath❤

  • @user-qo3jn6ez5b
    @user-qo3jn6ez5b14 күн бұрын

    Jay Jagannath 🙏🏻🙏🏻🙏🏻🙏🏻🙏🏻

  • @PrakashkumarPradhan-eb4fl
    @PrakashkumarPradhan-eb4fl14 күн бұрын

    Bala gapp🎉🎉🎉

  • @khusirajalaxmidiptiexpress5041
    @khusirajalaxmidiptiexpress504114 күн бұрын

    🙌 ହେ ପ୍ରଭୁ 👏👏👏👏👏

  • @SekharsambhitDhal
    @SekharsambhitDhal14 күн бұрын

    Jay Jagannath 👋

  • @jayjagannath5968
    @jayjagannath596814 күн бұрын

    ତମେ ସବୁ ମରିବ ଅଂହକାରୀ

  • @scienceengineeringtoarchit3993
    @scienceengineeringtoarchit399314 күн бұрын

    Bahab ru Thakur sei🙏🙏🙏.... Bhala paiiba thaauuu...

  • @iloveodisha6003
    @iloveodisha600314 күн бұрын

    ସେବାୟତ ମାନଙ୍କ ବିରୁଦ୍ଧରେ ରେ ଦୃଢ଼ କାଯ୍ୟନୁଷ୍ଠାନ ନିଆଯାଉ

  • @pradipkumarpanda7683
    @pradipkumarpanda768314 күн бұрын

    Ram Ram 🙏

  • @satyabatinaik2701
    @satyabatinaik270114 күн бұрын

    He maha prabhu kshyama karidia,lilamay prabhu

  • @acharyaone7500
    @acharyaone750014 күн бұрын

    🙏

  • @priyaranjansamal4517
    @priyaranjansamal451714 күн бұрын

    PRABHU KHAYAMAAA🙏🙏🙏

  • @BOBYXRAY9488
    @BOBYXRAY948814 күн бұрын

    Jay JAGANNATH 🙏

  • @user-vm4rd4pz5u
    @user-vm4rd4pz5u14 күн бұрын

    Jay Jagannath 🙏🏽🙏🏽🙏🏽

  • @pokrajpradhan289
    @pokrajpradhan28914 күн бұрын

    ଭଗବାନଙ୍କ ସୁରକ୍ଷା ମଣିଷ କରିବ କି ମଣିଷ ର ସୁରକ୍ଷା ଭଗବାନ କରନ୍ତି ? ଯାହା ବି ହେଉଛି ସେ ସବୁ ପ୍ରଭୁ ଙ୍କ ଇଛା ।

  • @debasmitaparida2072
    @debasmitaparida207214 күн бұрын

    Pratibarsa Sebayata pahandi kari nianti kebe mahaprabhu padijai nahanti.Aji ki durbhagya mo bada thakure padigale.Sebayata bhai mane ahata hele.A barsa chapa khela re bana futi loka male.Gundicha dina ananiswasi hei male.Aji hei bada thakure padigaleni.Nischita kichhi bada aghatan ghatiba.Bela thau sabdhan hua samaste.Chala samaste khyama magiba mahaprabhunku.Ama dosa dharani thakure ame tuma pila.Tuma danda sahiba ra sakti amara nahin.Prabhu tame padigale kie amaku rakhiba.Tuma bina amara au kie saha bharasa😢😢😢😢😢😢😢😢

  • @dhaneswarmajhi9342

    @dhaneswarmajhi9342

    14 күн бұрын

    ଓଡ଼ିଆରେ ଲେଖିଥିଲେ ଭଲ ହୋଇ ଥାନ୍ତ।

  • @lipusun6045
    @lipusun604514 күн бұрын

    Tama bhai enjad hela maha parbhu nku Amiti naiki asucha

  • @kumarnaresh7017
    @kumarnaresh701714 күн бұрын

    ସରକାରଙ୍କୁ ଅନୁରୋଧ କରୁଛି କି କେବେବି ରତ୍ନ ଭଣ୍ଡାର କେବେବି ଖୋଲାନ୍ତୁନି😢😢😢🙏🙏🙏ଭଗବାନ ଏଇ ବିପଦ ସଂକେତ ଦେଇଦେଲେ🙏🙏 ଜୟ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ 🙏🙏🙏

  • @kirtansarathi3083
    @kirtansarathi308314 күн бұрын

    ଏ କିଛି ହେଇନି ବୋଲି କହିବା ସେବାୟତ ଭୁଲ କହିଛନ୍ତି

  • @pratapmallik2784
    @pratapmallik278414 күн бұрын

    ହେ ପ୍ରଭୁ ଜଗନ୍ନାଥ ଆମକୁ ରକ୍ଷା କର

Келесі