ଶିକ୍ଷକମାନେ ଶିକ୍ଷାବ୍ୟବସ୍ଥା ଭୁଲି ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବାର ଚିତ୍ର ଦେଖିବାକୁ ମିଳୁଛି

ଶିକ୍ଷକମାନେ ଶିକ୍ଷାବ୍ୟବସ୍ଥା ଭୁଲି ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବାର ଚିତ୍ର ଦେଖିବାକୁ ମିଳୁଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଉଛି, ସରକାରୀ ଶିକ୍ଷୟତ୍ରୀଙ୍କ ଦବଙ୍ଗ ଗିରି
#Jajpur #GovermentSchool #Sunstartv #Odisha
★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/odia/
➠KZread: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv

Пікірлер: 365

  • @arabindapatel5076
    @arabindapatel50762 жыл бұрын

    ଜାଣିଶୁଣି ଘରେ ଗଣମାଧ୍ୟମ କୁ ପୂରା ହୋଇଛି, ୨୮ ବର୍ଷ ଧରି ରହିଲା ବେଳକୁ ଏବେ ଅନୁଶାସନ ମାନିବା କଷ୍ଟ ହେଉଛି, ଠକ୍ ମାନଙ୍କ ଉପରେ କାମ ଚାପ ପଡୁଥିବା ର ବାସ୍ନା ଆସୁଛି । ମତାମତ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ସହ ପ୍ରଧାନଶିକ୍ଷୟିତ୍ରୀ ମହୋଦୟ ଙ୍କୁ ବଦଳି କରି ବିଦ୍ୟାଳୟ କୁ ବଞ୍ଚାନ୍ତୁ ।

  • @kailaschandradas3144

    @kailaschandradas3144

    2 жыл бұрын

    ଜାଣିଶୁଣି ଗଣମାଧ୍ୟମ କୁ ବିଦ୍ୟାଳୟରେ ପୁରା ଯାଇଛି ର ଅର୍ଥ ବୁଝି ହେଲାନି. ଆପଣ କଣ ଚାହୁଁ ଥିଲେ ପୁରା ନହୋଇ ଥିଲେ ଭଲ ହୋଇ ଥାନ୍ତା !

  • @skpbharatiyasanskruti

    @skpbharatiyasanskruti

    2 жыл бұрын

    ମୋତେ ଲାଗୁଛି hm ତୁମ ଘର ଲୋକ

  • @ajayadas7142
    @ajayadas71422 жыл бұрын

    ଶିକ୍ଷା ବିଭାଗ ତାଙ୍କୁ dismiss କରୁ । ବହୁ ଶିକ୍ଷିତ ପିଲା ଶିକ୍ଷକ ହେବାକୁ ଅପେକ୍ଷାରତ।

  • @NatureztheartofGod

    @NatureztheartofGod

    2 жыл бұрын

    Thik katha .....old age tym sarila young generation (jeunmane nihati se kamaku bhala bhabe chalei paribe)semananku recruit karajau .

  • @tukunakisanmaster6104

    @tukunakisanmaster6104

    2 жыл бұрын

    Right 👍

  • @SanjayKumar-mi1in

    @SanjayKumar-mi1in

    2 жыл бұрын

    Exactly, thik kahile

  • @pratyusrashmidas4222

    @pratyusrashmidas4222

    2 жыл бұрын

    I am wanting for tht

  • @abhayaswain5246
    @abhayaswain52462 жыл бұрын

    Head didi bahuta bhala teacher A sabu stap nku Aout karajau 👈👈👈👈

  • @roll09
    @roll092 жыл бұрын

    Odisha re 80%school re emiti hauchhi

  • @madhusmitamohanty2332

    @madhusmitamohanty2332

    2 жыл бұрын

    Kebala odisha nuhan,bihar up,sabu ade...karana government education, treatment e dita ebe varatre avaba...e dita thik chalile..n8je sarkar ku bi dosa debe.tenu lokanku emti murkha Regina,sabu bele asibidha re ruhantu...tanka kama re m8nda na khelantu..

  • @mssucheta7652
    @mssucheta76522 жыл бұрын

    ଓଡିଶାର ପ୍ରାୟ ଅଧିକାଂଶ ସ୍କୁଲରେ ଏପରି ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ପ୍ରକୃତରେ ଏ ଆଜ୍ଞାଙ୍କର ଦବଙ୍ଗଗିରି । ପାଣ୍ଡିଆନ୍ ବାବୁଙ୍କର ପାଖ ଲୋକ ।

  • @bibhutibhusannayak6445

    @bibhutibhusannayak6445

    29 күн бұрын

    Right

  • @mktknowledge5084
    @mktknowledge50842 жыл бұрын

    କିଛି ଅର୍ଥ ମିଳି ନ ଥିବାରୁ ଶିକ୍ଷକ /ଶିକ୍ଷୟିତ୍ରୀ ମୁହଁ ଖୋଲିଲେ ।

  • @prakashdalai4401
    @prakashdalai44012 жыл бұрын

    A sala master 28 years hela gotia school re kan karuchhi. Sei sala rajaniti kari media daki badlam karibaku chahonchhi salaku jaldi trf kara aga.

  • @bijayasethi8216

    @bijayasethi8216

    2 жыл бұрын

    U r right bro

  • @bibekpattnayak8945
    @bibekpattnayak89452 жыл бұрын

    ୨୮ ବର୍ଷ ହେଲା ଗୋଟେ ସ୍କୁଲ ରେ ଏ ଶିକ୍ଷକ ଅଛନ୍ତି। ପ୍ରଥମେ ଏ ମହାଶୟ ଙ୍କୁ ବଦଳି କରାଯିବା ଦରକାର୍।

  • @jitendranayak615

    @jitendranayak615

    2 жыл бұрын

    Are bhai se kahiba katha 28 barsa sikhya debaare a hali Pradhan sikhyaka dekhinahanti

  • @kailashchandramohapatra1877
    @kailashchandramohapatra18772 жыл бұрын

    All the teachers should put on the same kind of uniforms in Govt UGHS(from 1 to 10 class) to avoid the feelings of the teachers & students.

  • @janakidash6833
    @janakidash68332 жыл бұрын

    ରଞ୍ଜନ. Sir ବହୁତ. ଭଲ. DEO.

  • @MishraRecords
    @MishraRecords2 жыл бұрын

    ଅନ୍ୟ ସବୁ କାର୍ଯ୍ୟାଳୟ ରେ କିଏ କେମିତି ଆସୁଛନ୍ତି ଦେଖନ୍ତୁ, ଘର କଳି ସମାଧାନ କରି ନପାରିଲେ ଚୁପ ଚାପ ନିଜ କାମ ଠିକ ରେ କରିଚାଲ, ଅଯଥା ବାହାର ଲୋକ ଙ୍କୁ ଡାକି BEO, DEO, ଆଉ ସରକାର ଙ୍କୁ blame କାହିଁକି କରୁଛ, ଏହା ସମାଧାନ ର ରାସ୍ତା ନୁହେଁ, 🙏

  • @janakidash6833
    @janakidash68332 жыл бұрын

    28 ବର୍ଷ. ରହିବା. ବୁଢା. Group leader

  • @srisaidesignvastu9209
    @srisaidesignvastu92092 жыл бұрын

    ଉପରେ ହାତ ଅଛି ।

  • @odiajhiosabitri1987
    @odiajhiosabitri19872 жыл бұрын

    DEO sir very punctual I respected u sir 🙏🙏

  • @hariharmajhi2489

    @hariharmajhi2489

    2 жыл бұрын

    😂😂

  • @ramaniranjanroutray7851
    @ramaniranjanroutray78512 жыл бұрын

    ଏଠି full ରାଜନୀତି ଚାଲିଛି I 28 ବର୍ଷର sir ଏଠି full ରାଜନେତା I ସେ କାହା order ମାନିବେ ନI କଣ ?

  • @pravanjansamal6261

    @pravanjansamal6261

    2 жыл бұрын

    Mu jaha bhabuchi eia school re politics chalichi. Headmistress actually thik re achhanti se adhika guide karu chhanti boli ethipain problem. Headmistress nku fasai dia hauchi.

  • @kamarnalibhadra2924
    @kamarnalibhadra29242 жыл бұрын

    ଟଙ୍କା ଅଧିକା ହେଲେ ଧିରେ ଧିରେ ସବୁ ଅଧିକା ହେଇଯାଏ । ସମୟ ପରିବର୍ତ୍ତନସୀଳ ।

  • @prayashswain7959
    @prayashswain79592 жыл бұрын

    ତିନି ଵବୁମଧାରି ଭାଇ ମାନଙ୍କୁ ଅନୁରୋଧ କାର୍ଯ୍ୟାନୁଷ୍ଠାନ ପରେ ପୁଣି ଏମିତି ଏକ ଭିଡିଓ ଅପଲୋଡ କରିବେ 🙏

  • @manoranjanmohanta4095

    @manoranjanmohanta4095

    2 жыл бұрын

    Correct

  • @sureshsireducationpoint8248
    @sureshsireducationpoint82482 жыл бұрын

    ଅପାରଗ BEO , DEO ମାନଙ୍କ ଯୋଗୁଁ ଏପରି ହେଉଛି ।

  • @ranjit8799

    @ranjit8799

    2 жыл бұрын

    Bhai eei dita sabuthu bada chora

  • @jajatisahoo

    @jajatisahoo

    2 жыл бұрын

    Touter dalaa

  • @PradeepKumar_yt
    @PradeepKumar_yt2 жыл бұрын

    ସରକାରୀ ସ୍କୁଲ ଠିକ୍ ପରିଚାଳନା ନ ହେଲେ ପିଲା ମାନେ ଅଶିକ୍ଷିତ ହୋଇ ଯିବେ

  • @dr.bhabeshbiologyhub2699
    @dr.bhabeshbiologyhub26992 жыл бұрын

    Suspend this headmistress immediately and take action

  • @beautifulmemories439
    @beautifulmemories4392 жыл бұрын

    A mausa bada harami... 27 years ai school achi prathame mausa ku transfer hau sabu thik hai jibo

  • @surendrakumarpatra4907
    @surendrakumarpatra49072 жыл бұрын

    Ucha jati emiti kale kehi kichi kahibeni Kintu St SC kale kahibaku bahut

  • @rajneeshkumar1303
    @rajneeshkumar13032 жыл бұрын

    28 bardha dhari gote school re rahi le rajaniti kariheba... Mote laguchi Headmistress madam thik achanti, kama pressure delabelaku emane tanku fasauchanti.... Mu ta primary mu kanhiki 1-10 routine baneibi... Aaithru sabu bujhiheuchi kibhalia politics chalichi seithi

  • @dharitrisahoo6314
    @dharitrisahoo63142 жыл бұрын

    Mora midia bhai mananku anurodha je prathame thik se tarjama karantu ta pare news chhadantu Karana 1st class to 8th ugme jahaki 6.30 ru 9th to 10th 7.00 ru jadi gote loka 7 ta re aasuchhi se ketebele chhuti hauchi janiba katha khali aasiba ta dekhai kahaku apaman kariba katha nuhen jadi chhuti 11.30 re thae se jadi 4.00ta re jauthibe aapana mane tanku extra darama debe ki sethipain school ku jiba and aasiba time table dekhantu

  • @nityanandaghosh1659
    @nityanandaghosh16592 жыл бұрын

    ପାଞ୍ଚ ବର୍ଷ ରେ transfer ଦରକାର,,ସବୁ ଠିକ୍ ହୋଇଯିବ

  • @pragyansismohapatra6850

    @pragyansismohapatra6850

    2 жыл бұрын

    Barsaku thare transfer karajau... Bahut maal miluchi emananku...

  • @rameshchandrasethy2966
    @rameshchandrasethy29662 жыл бұрын

    Why a teacher is in a school for twenty eight years, he himself is a faithless & doing politics is a character less for education department. Strong action is extremely important required

  • @rajakishorsahu5641
    @rajakishorsahu56412 жыл бұрын

    28 ବର୍ଷ ହେଲା staff ସବୁ ଅଛ l ଏବେ ନିୟମ strong hebaru ସବୁ teacher କୁ କଷ୍ଟ ହଉଚି l BEO ଏବଂ DEO sir ଙ୍କୁ ଅନୁରୋଧ ଠିକ ଭାବରେ ତଦାରଖ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ.

  • @techyiclips
    @techyiclips2 жыл бұрын

    Salary badhei chala Nabinaaaa

  • @bhagyadharanayak
    @bhagyadharanayak8 күн бұрын

    ଦାୟିତ୍ୱ ହୀନତା

  • @lalmohanmahananda4260
    @lalmohanmahananda42602 жыл бұрын

    Good bite of D.E.O

  • @alokjally8157
    @alokjally815726 күн бұрын

    Immediately Take In Action

  • @padmacharanratha647
    @padmacharanratha6472 жыл бұрын

    ଶିକ୍ଷକ ମାନଙ୍କର ଆହୁରି ଦରମା ବଢାଅ । ଆଉ କିଛି କରନାହିଁ । ଶିକ୍ଷା ବିଭାଗ ରେ କାମ କମ୍ ଦରମା ଅଧିକ । ତେଣୁ ଏହି ଅବସ୍ଥା । କେବଳ ବିକଳ୍ପ ପନ୍ଥା ହେଉଛି No work no pay

  • @debanandapatro6754
    @debanandapatro67542 жыл бұрын

    ସରକାରଙ୍କୁ ଏତିକି ଅନୁରୋଧ ଶିକ୍ଷକଙ୍କ ଦରମା ବୃଦ୍ଧି କରନ୍ତୁ

  • @myvillage4617

    @myvillage4617

    2 жыл бұрын

    Kn 100000lakh koribe na kn kn techer nka pua ki 😁

  • @biswaranjanbariki8749
    @biswaranjanbariki87492 жыл бұрын

    Head mistress thik …other teachers mane politics karuchhanti

  • @deepaksahoo3447
    @deepaksahoo34472 жыл бұрын

    Emanti school odisha 90% sarkari school achi

  • @bhagabanpradhanbhagabanpra5497
    @bhagabanpradhanbhagabanpra54972 жыл бұрын

    Teachers are doing politics Mainly BJD politics. Jajpur King kong is behind her. Nobody can do anything against her. Mo Sarkar, Mo School, Mo BJD.

  • @KLAUSjager-jn6ml
    @KLAUSjager-jn6ml2 жыл бұрын

    28yrs gotiye school rey kaahinki ? Transfer heini boli bibhrata srusti

  • @tankadharsabar1656
    @tankadharsabar165619 күн бұрын

    ମୋହନ ସାର ବଦଳି କରିଦିଅନ୍ତୁ ଅନ୍ୟ ଜିଲ୍ଲା କୁ ଶିକ୍ଷକ ଜାଣିବା 25 ବର୍ଷ ର ଚାକିରୀ ପଣ୍ଡା ମମ୍ ଦାଦାଗିରି କରୁଛି ଚାକିରି ଛାଡ ନହେଲେ

  • @jugajyotimahanta5623
    @jugajyotimahanta56232 жыл бұрын

    All school face same problem .One solution for this type of incident . If govt. take steps to increase the power SMC /SMDC .Teacher transfer proposal should be submitted by the SMC/ SMDC every year and act accordingly .In this manner I am sure that no committee recommends good teacher for transfer .others bad teachers are placed in punishment area automatically.

  • @saradaacademykanakpurestd.3047

    @saradaacademykanakpurestd.3047

    2 жыл бұрын

    ଆଉ ଆଜ୍ଞା SMC etc କୁ ଭର୍ତ୍ତି କରନ୍ତୁନି... ସ୍କୁଲ ଆଉ ଶିକ୍ଷା ଅନୁଷ୍ଠାନ ହେଇକି ନହ୍ନି. ରାଜନୈତିକ ବାତାବରଣ ସେଠି ପହଂଚି ସାରିଛି.. Only reason school is now a source of income for others... Plz grass root level ku asi anubhab kari dekhantu

  • @sunakarsethy6921
    @sunakarsethy69212 жыл бұрын

    ଓଡ଼ିଶା ରେ ସବୁ ସ୍କୁଲ୍ ମାନଙ୍କୁ ଯାଇ ତଦନ୍ତ କରାଯାଉ ସେଠାକାର ଶିକ୍ଷକ ମାନେ ପିଲାମାନଙ୍କୁ କିପରି ଶିକ୍ଷ୍ୟା ପ୍ରଦାନ କରୁଛନ୍ତି ତାର ସଠିକ୍ ତଦନ୍ତ କରିବା ଉଚିତ୍ ସବୁ ସ୍କୁଲ୍ ର ଟିଚର ମାନେ ପିଲାମାନଙ୍କୁ ପାଠ ପଢେଇବାକୁ ସଠିକ୍ ଭାବେ ଯୋଗ୍ୟ କି ନାହିଁ ତାର ତଦନ୍ତ ହେବା ନିହାତି ଦରକାର ଆଉ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମୋର ଏତିକି ଅନୁରୋଧ ଦୟା କରି ଯଦି ସବୁ goverment school ଗୁଡାକୁ ଯଦି ଦିଲ୍ଲୀ ସରକାର ଯେମିତି ସବୁ goverment school ଗୁଡାକୁ ଯେମିତି ପ୍ରାଇଭେଟ୍ ସ୍କୁଲ୍ ପରି କରି କରି ଦେଇଛନ୍ତି ଯଦି ଓଡ଼ିଶା ସରକାର ଯଦି ସେଇଭଳି ଭାବେ ସବୁ goverment school ଗୁଡ଼ିକୁ ପ୍ରାଇଭେଟ୍ ସ୍କୁଲ୍ ପରି କରି କରିଦିଅନ୍ତେ ତାହା ହେଲେ ସବୁ ଗରିବ ମିଡ଼ିଲ ସ୍ଲାସ୍ ର ଲୋକ ମାନଙ୍କର ପିଲା ମାନେ ବି ବହୁତ ଉପକୃତ ହୁଅନ୍ତେ ମୋର ମାନ୍ୟବର ମନ୍ତ୍ରୀଙ୍କୁ ଏତିକି ଅନୁରୋଧ ଦୟା କରି ଏଥି ପ୍ରତି ଧ୍ୟାନ ଦିଅନ୍ତୁ

  • @itsiti8654
    @itsiti86542 жыл бұрын

    95 percent govt school ra emiti conditions rahichhi.... Aau media wale sabu school dekha kehibi padheibaku ready nahanti . Salary pain school janti sikhya pain nuhe...... Aau gote katha jadi sikhshya dana deba ichha thanta tahele nija chhuanku govt school re na padhei private re kahiki administration karichhanti.

  • @jagandas5249
    @jagandas52492 жыл бұрын

    Dhanya ea sir ,mdm dhanya ea Sarkar manibaku padiba

  • @silparaut5352
    @silparaut53522 жыл бұрын

    Biometrics system rakhile Jana padijiba ketebele asichanti ketebele jauchanti

  • @BiswasiBarla
    @BiswasiBarla25 күн бұрын

    Teacher Mane bahuta abahela karuchanti

  • @chinmaykumar1821
    @chinmaykumar18212 жыл бұрын

    Actually re thaka heuchanti ae primary teacher....semane sei Dali au anda ru agoku jaiparunahanti...

  • @rajneeshkumar1303

    @rajneeshkumar1303

    2 жыл бұрын

    😄🤣🤣🤣🤣🤣🤣.. Emiti padhauchanti j pila nku +,- asuni, odia padhi asuni😄

  • @prince____pintu4398
    @prince____pintu43982 жыл бұрын

    Jajpur Area Raja dekhauchanti 😡😡 କଳି ଜୁଗ ର ଶେସ ସମୟ

  • @narendravlogs
    @narendravlogs2 жыл бұрын

    ଏ ସମସ୍ତ ବ୍ୟବସ୍ଥା ପାଇଁ BJD ସରକାର ଦାୟୀ।ଏ ସରକାର ଶିକ୍ଷା ବ୍ୟବସ୍ଥା କୁ ଧୂଳିସାତ କରିଦେଲେ ।ଯିଏ ନିଜେ ସଚେତନ ହେବ ତାର ପିଲା ପାଠ ପଢିବ

  • @piyushrajkumar15

    @piyushrajkumar15

    2 жыл бұрын

    ଲୋକମାନେ ଶିକ୍ଷିତ ହେଲେ ସରକାର ପାଇଁ ବିପଦ ତେଣୁ ସବୁ ରାଜନେତା ଚାଁହାନ୍ତି ଜନସାଧାରଣ ସବୁବେଳେ ମୂର୍ଖ ହେଇ ରୁହନ୍ତୁ

  • @sambitmm7287
    @sambitmm72872 жыл бұрын

    This head mistress is absolutely right ...how can a parent would be ble send their children in 6.am.

  • @ranjit8799
    @ranjit87992 жыл бұрын

    Odisha ra education policy ta bahut kharap, ee teacher manaka payni aaji eei abastha

  • @manoranjanmndal1578
    @manoranjanmndal15782 жыл бұрын

    ଏମାନେ ପଦବୀର ଲାଳସା ପାଇଁ ନାଟ

  • @SidharthaMunda-t6k
    @SidharthaMunda-t6k14 күн бұрын

    ଚୁରର ଲଲ୍

  • @rashmirekhajena9361
    @rashmirekhajena93612 жыл бұрын

    DEO Kn soichi ki ....sala

  • @ayushhealthfitness6089
    @ayushhealthfitness60892 жыл бұрын

    A sir actulu birodh koruchanti,H.m nko birudhare,cooperation staff korunahanti micha abhijoga

  • @purnapradhan1549
    @purnapradhan15492 жыл бұрын

    You all are cheating not teaching to the students, you all should be removed

  • @prasadentertainment1566
    @prasadentertainment15662 жыл бұрын

    Master nku pacharantu tanka pila kou school psdhuchi.nija pila manish hele gala..........

  • @akshaydikshit
    @akshaydikshit2 жыл бұрын

    All r against her... Find the truth..

  • @sureshkar7036
    @sureshkar70362 жыл бұрын

    हमारे ऊपर सरकार की हाथ है हम क्यों डरेंगे. जो उखाड़ ना हे उखाड़ो.

  • @pinkeshwarbhoi8602
    @pinkeshwarbhoi86022 жыл бұрын

    Jana padichhu sabu Rajaniti chalichhe,

  • @rajendrasahu7912
    @rajendrasahu79122 жыл бұрын

    Madam pura power achhi... Upper level officers nka Saha....

  • @nabakishoredehury6062
    @nabakishoredehury60622 жыл бұрын

    Dhik government service holder, immediately take action against the ledy teacher

  • @n.srinibashpattnaik3457
    @n.srinibashpattnaik34572 жыл бұрын

    Our Govt will be take action even to terminate this Headmistress

  • @dipaknayak3416
    @dipaknayak34162 жыл бұрын

    Mili misika budhi taku kain fasouchabe.

  • @akashkumarsahoo8177

    @akashkumarsahoo8177

    2 жыл бұрын

    R8

  • @p-musicofficial6373

    @p-musicofficial6373

    2 жыл бұрын

    Ta gnaa lokaki Tara fatuchi kaineki

  • @sankarsanbehera9487
    @sankarsanbehera948724 күн бұрын

    Take action

  • @santanukumar9000
    @santanukumar90002 жыл бұрын

    Maximum Teacher mane mana ichha asuchanti this is common

  • @santoshkumarswain7486
    @santoshkumarswain74862 жыл бұрын

    Education system.. ...of Odisha.

  • @butkistar1787
    @butkistar17872 жыл бұрын

    ପ୍ରକୁତରେ ଆଜିକାଲି ଭଲ ଶିକ୍ଷକ ଆଉ ଶିକ୍ଷୟତ୍ରୀ ନାହାନ୍ତି ବୋଲି ଆଜି ଶିକ୍ଷା ବି ନାହିଁ ସତ କହିବାକୁ ଗଲେ ଆଜି କଲି ର ଗୁରୁ ମାନେ ଯିଏ ଟିକେ ଭଲ ପଡ଼େ ଆଉ ଯିଏ ବଡ଼ ଲୋକ ଘର ଚୁଆ ତାକୁହିଁ ଶିକ୍ଷା ଦିଆ ଯାଇଛି ଆଉ ତାକୁ ହିଁ ସବୁ ସୁବିଧା ଆଉ ଗୋଟେ ଗରିବ ଆଉ କାମ ପଢୁଥିବା ପିଲାକୁ କେହି ଦେଖନ୍ତିନି ଯଦି ଗୋଟେ ଗରିବ ଆଉ କମ୍ ପଢ଼ୁ ଥିବା ପିଲା କୁ ଭଲ ଶିକ୍ଷା ଦେଇ ସମାଜ ରେ ଭଲ ମଣିଷ ଟେ ଗଢି ତୋଳିବେ ତାଙ୍କୁ କୁହାଯାଏ ଗୋଟେ ଭଲ ଶିକ୍ଷକ ଆଉ ଏମିତି ଶିକ୍ଷୟତ୍ରୀ ଶିକ୍ଷ୍ୟା ପାଇଁ କଳଙ୍କ 🙏🙏🙏🙏🙏ଭୁଲ ଥିଲେ କ୍ଷମା କରିବେ 🙏🙏madam ଯଦି ଆପଣଙ୍କର ବୟସ ଆଉ ବୁଦ୍ଧି ବ୍ରଷ୍ଟ ହେଲାଣି ତ ଆପଣ ଆଉ ଶିକ୍ଷା ଦିଅନ୍ତୁ ନାହିଁ plz🙏

  • @rashmiranjanbarik9369
    @rashmiranjanbarik93692 жыл бұрын

    Good job

  • @mrpriyabratasamal6268
    @mrpriyabratasamal62682 жыл бұрын

    Kichi nai Reporter au ei Teacher ku kichi milini... sethipain pala chaleichanti....

  • @maheshmahakud6328
    @maheshmahakud63282 жыл бұрын

    80% odisha government school like this

  • @devrajsinghofficial
    @devrajsinghofficial2 жыл бұрын

    Education Deptt should be taking action on this HM immediately.... ପିଲା ମାନଙ୍କ ଭବିଷ୍ୟତ ଅନ୍ଧାର ରେ ପିଟି ହେଉଛି !

  • @niranjanpatra84
    @niranjanpatra842 жыл бұрын

    Suspend this nonsense lady head teacher. There are many eligible candidates waiting outside for job...just kickout such kind of useless teachers who occupied the chairs without any outputs....

  • @easternstaroranic9690
    @easternstaroranic96902 жыл бұрын

    Headmistre is good admistrater and Principal. We support her duty. 🙌

  • @sanjayhembram6744
    @sanjayhembram67442 жыл бұрын

    Great hm

  • @beautifulmemories439
    @beautifulmemories4392 жыл бұрын

    Ai mousa sabu micha kahichi.... A mousa ku age transfer karajau...

  • @nalinibag1349
    @nalinibag13492 жыл бұрын

    Power of nabin babu aapana mane khusi ta

  • @foodvillagebylipu
    @foodvillagebylipu2 жыл бұрын

    Suspend kara jaldi se lady ku

  • @bijayapanigrahi1962
    @bijayapanigrahi19622 жыл бұрын

    Sabu michha,,,HM no against re Chakranta

  • @janakidash6833
    @janakidash68332 жыл бұрын

    Pry tr ରୁଟିନ କରିବେ. ନାହିଁ କିଏ କହିଛି.

  • @chittaranjannayak9303

    @chittaranjannayak9303

    2 жыл бұрын

    ତୁମକୁ ରୁଟିନ କରିବାକୁ ଦେଲେ ବିନା ସ୍ଟାଫ ମିଟିଂରେ ତୁମେ ବୋଧେ କରିଦବ । statement ଦବା ସହଜ । ସପ୍ତାହରେ ଦଶଟି ଶ୍ରେଣୀରେ କେତେ Period କେତେ ଶିକ୍ଷକ , କେଉଁ ବିଷୟ କିଏ ନେବେ ଏସବୁ ଆଲୋଚନ। କରି ଦାୟିତ୍ବ ଦିଆଯାଏ ।

  • @monalisharout9380
    @monalisharout93802 жыл бұрын

    Amiti teacher nka pain mo school badnam 😭😭😭😭😭😭

  • @tarunpatra4947
    @tarunpatra49472 жыл бұрын

    Kohibo kahaku sunibo kie?Aama darubrahma sei Naveen babu bada deulare basichhanti.

  • @swatisubhadarshinee8448
    @swatisubhadarshinee84482 жыл бұрын

    Yemti bohut school achi jouthi HM nijaku bhagaban bhabuchanti

  • @ashit3635
    @ashit36352 жыл бұрын

    Nabin Babu CM nka love er ki

  • @santoshkumarsahu9103
    @santoshkumarsahu91032 жыл бұрын

    Suspend them immediately

  • @gajanandalei5730
    @gajanandalei57302 жыл бұрын

    ପ୍ରତି ବର୍ଷ teacher recruitment କାହିଁ ଭାଇ??, ଆଜକୁ ୬ ବର୍ଷ ହେଲା ପ୍ରାଥମିକ ଶିକ୍ଷକ ନିଯୁକ୍ତି ନାହିଁ

  • @padmanavadehuri2668
    @padmanavadehuri266817 күн бұрын

    6:45 6:45 6:45

  • @pragyansismohapatra6850
    @pragyansismohapatra68502 жыл бұрын

    Emiti teacher ku total service ru out karidiajau.. Gharaku pathei diajau.. Tution b karibaku banchita karajau..

  • @laxmipriyapatra1705
    @laxmipriyapatra17052 жыл бұрын

    Media is acting as CBI officer.

  • @sanjibkumar2655
    @sanjibkumar26552 жыл бұрын

    Se puni Jajpur

  • @KLAUSjager-jn6ml
    @KLAUSjager-jn6ml2 жыл бұрын

    Bahut school emiti chaalichhi. Eyi school ku sambaadika bhai maaney kaahinki aasi 5.45am ru deraa pakeichhanti ? Kichhi prayojita suprakalpita parijojanaa nischaya.

  • @tankadharsabar1656
    @tankadharsabar165619 күн бұрын

    Other district re chenge କରିଦିଆଯାଏ ତେବେ ସୁଧୁରିବ

  • @Bharat_1970
    @Bharat_19702 жыл бұрын

    Media should be prohibited to enter school campus.

  • @tankadharsabar1656
    @tankadharsabar165628 күн бұрын

    Sabu teacher mananku badali karajau district badala jau

  • @vinaybiswasi3623
    @vinaybiswasi36232 жыл бұрын

    Kada galua teacher

  • @khudilalhansdah2848
    @khudilalhansdah2848 Жыл бұрын

    Dede ganre bahut paani paani mareba

  • @user-mx8ir7zt8v
    @user-mx8ir7zt8v16 күн бұрын

    quickly take action

  • @pakalasaho2772
    @pakalasaho27722 жыл бұрын

    Madam obey The circular.

  • @techyiclips
    @techyiclips2 жыл бұрын

    Emiti makinaa ra nischita BJD re kie budha ghaita achhi

  • @rangadharpati9650
    @rangadharpati96502 жыл бұрын

    khali chakachak building pathapadha nanhi sikhyare kharcha heuthiba tanka chhatrara murabinku diantu semane tanka pilank padha dayitwa nebe

  • @susantap9077
    @susantap90772 жыл бұрын

    But in power

  • @uplovershorts8762
    @uplovershorts87622 жыл бұрын

    Amiti sabu school 🏫 re media jiba darkara

Келесі