Puri Jagannath Ratnabhandar Mystery |'ମୁଁ ଦେଖିଛି ଭିତର ରତ୍ନଭଣ୍ଡାର ' |Odia News |News18 Odia Exclusive
Puri Jagannath Ratnabhandar Mystery | 'ମୁଁ ଦେଖିଛି ଭିତର ରତ୍ନଭଣ୍ଡାର ' | ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କେତେ ପ୍ରକାରର ଅଛି ସୁନା ଅଳଙ୍କାର ? | ମହଣ ମହଣ ଅଳଙ୍କାର ଦେଖିବାକୁ ଲୋକଙ୍କ ଉତ୍ସାହ | n18oc_national
#Purinews #Ratnabhandarissue #Jayjagannath #purijagannathtemple #Purijagannathtemple #odianews #news18odialive
Live Odia News | ଲାଇଭ୍ ଓଡିଆ ନ୍ୟୁଜ୍ | Latest Odia Breaking News Today | Live Odia TV | Odisha TV Updates
News18 Odia is one of India’s leading news channels. Please follow up page to watch live and breaking news with the latest videos added every hour.
News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଆପଣ ଏହି ଚ୍ୟାନେଲରେ ଓଡ଼ିଶାର ଟିକି ନିଖି ଖବର ପାଇ ପାରିବେ
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm
Пікірлер: 441
ଆମ ଜଗନ୍ନାଥ ମହାପ୍ରଭୁ ଯେତେ ମୁଲ୍ୟବାନ, ତାଙ୍କ ଅଳଙ୍କାର ଵି ସେତିକି ମୁଲ୍ଯବାନ୍।। ଜୟ ଜଗନ୍ନାଥ 🙏🙏🙏 ମହାପ୍ରଭୁ।।।
@tapassethi9515
Жыл бұрын
🙏🙏🙏
@manojkudada4486
Жыл бұрын
Tate milile luga dhoela pori safha koridabu
@dkoficial6806
15 күн бұрын
@@manojkudada4486o I'll ft hu
ଆମ ଜଗନ୍ନାଥ ତ ଅମୂଲ୍ୟ....... ଜୟ ଜଗନ୍ନାଥ........
ମହାପ୍ରଭୁ ଯେତେ ମୂଲ୍ୟବାନ ତାଙ୍କ ଅଳଙ୍କାର ବି ସେତିକି ମୂଲ୍ୟବାନ। ଜୟ ଜଗନ୍ନାଥ 🙏🙏🙏🙏
ରତ୍ନଭଣ୍ଡାର ଯିଏବି ଦେଖୁ ମହାଶୟ,ସବୁ ଧନ ହିନ୍ଦୁ ଜାତିର ମଥାର ମଣି ଠାକୁରରାଜାଙ୍କ ନିର୍ଦ୍ଦେଶରେ କେବଳ ହିନ୍ଦୁଙ୍କ ପାଇଁ ଧର୍ମ ରଖ୍ଯା ଉଦ୍ଦେଶ୍ଯରେ ଖର୍ଚ୍ଚ କରାଯାଉ ।ସରକାରଙ୍କର ଏଥିରେ କୋଣସି ଅଧିକାର ନା଼ହିଁ ବୋଲି ମୋର ମତ ।ଜୟ ଜଗନ୍ନାଥ ।
@basantipattnaik1031
Жыл бұрын
Jayasriram
@trilochanpati9697
Жыл бұрын
Jay Jagannath 🙏🙏
@Bhanuprata184
Жыл бұрын
Are eita bhul chinta dhara
@niharranjanbehera3857
Жыл бұрын
@@Bhanuprata184 thik chinta dhara ta kan kahibe ki bhai
@asimapradhan171
Жыл бұрын
Kichhi bi charcha hebananhi,kholiba kanasi darkar nanhi
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଜଗନ୍ନାଥଙ୍କ ବରିଷ୍ଠ ପ୍ରଶାସନିକ ଶ୍ରୀ ରବିନାରାୟଣ ପାତ୍ରଙ୍କ ଆଲୋଚନା।
@chinmayakhuntia1562
Жыл бұрын
Rabinarayan Mishra not rabinarayan patra
ସବୁ ମୋ ବାବା ଜଗନ୍ନାଥ ଙ୍କ ରତ୍ନ । ମୋ ବାବା ର ଥିଲେ ଆମେ ବହୁତ୍ ଖୁସି । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ପ୍ରଭୁ ଜଗନ୍ନାଥଙ୍କ ଲୀଳାମୟ। ତାଙ୍କ ରହସ୍ୟକୁ ଜାଣିବା ସମ୍ଭବ ନୁହେଁ।ଜୟ ଜଗନ୍ନାଥ 🙏🙏🙏
Sri thanks ଆମେ ପୁରୀଜିଲ୍ଲା ର ହୋଇକି ବି ଆମେ ଯାଣିନଥିଲୁ ଆମେ thank s ତମକୁ ମୋର ଆଉ ଓଡ଼ିଶା ବାସୀ ବହୁତ ଖୁସି
ଆଜିକାଲି ଯେଉମାନେ ରତ୍ନଭଣ୍ଡାର ଖୋଲିବାକୁ ଯାଉଛନ୍ତି ସେମାନେ ମନ୍ଦଉଦ୍ଦେଶ୍ୟ ନେଇ ଯାଉଛନ୍ତି ।ସେଥିପାଇ ଡରୁଛନ୍ତି
@asimapradhan171
Жыл бұрын
Heipare
@mr.option1569
Жыл бұрын
Kichi daru nahnti ...aji kali ra loka kahaku daribe ...sabu chori kariki khaisarileni
@sunilkumarsethi488
Жыл бұрын
Write
@sunilkumarsethi488
Жыл бұрын
Sabu chora ,khaile dhonsha hebe
@BabajiNayak-sk7ux
17 күн бұрын
❤@@asimapradhan171
ଜୟ ଜଗନ୍ନାଥ ବହୁତ ଭାଗ୍ୟବାନ ଲୋକ ଯିଏ କି ପ୍ରଭୁ ଜଗନ୍ନାଥଙ୍କ ସମ୍ପୂର୍ଣ ରତ୍ନଭଣ୍ଡାର ନିଜ ଆଖିର ଦେଖିଛନ୍ତି ପ୍ରଭୁଙ୍କର ଡୋରି ନ ଲାଗିଲେ ପାଖରେ ଥାଇ ବି ତାଙ୍କୁ ଦର୍ଶନ କରିହୁଏନି ଜୟ ଜଗନ୍ନାଥ
@jogeshdurga7950
Жыл бұрын
ଭାଗ୍ୟବାନ ଲୋକ ନୁହ କେବଳ ପଣ୍ଡାମାନେ ଦେଖିବେ ସାଧାରଣ ଲୋକଙ୍କ ଭାଗ୍ୟ ଥିଲେଭି ଦେଖିପାରିବେନି ।
ଅସଲି ରତ୍ନ ସବୁ ରତ୍ନ ସିଂହାସନେ ବିରାଜିଛନ୍ତି ଆମର ଆଉ କିଛି ଲୋଡା ନାହି
ଜୟ ଜଗନ୍ନାଥ 🙏🏻🙏🏻ପ୍ରଭୁ ଙ୍କ ହିସାବ ପ୍ରଭୁ ହିଁ ଜାଣନ୍ତି ସାଧାରଣ ଲୋକଙ୍କ ଜାଣିବା କିଛି ଦରକାର ନାହିଁ ।
ଦୟାକରି ରତ୍ନ ଭଣ୍ଡାର କଥା ଗୁପ୍ତ ହି ରଖନ୍ତୁ କାରଣ ମାଳିକା ରେ ବର୍ଣ୍ଣିତ ଅଛି ଋଷିଆ ନେଇଯିବ ଭାରତକୁ ଏହା ଯେପରି ସତ୍ୟ ନ ହେଉ ଜୟ ଜଗନ୍ନାଥ ସ୍ଵାମୀ ଏହି ସବୁ ପ୍ରଭୁଙ୍କ ଗୁପ୍ତ ବିଷୟ କାହିଁକି ଆଲୋଚନା କରୁଛନ୍ତି କେତେ ମୂଲ୍ୟ ଏହି ସବୁ ଆଲୋଚନା କରନ୍ତୁ ନାହିଁ କାରଣ ପ୍ରଭୁ ଜଗନ୍ନାଥ ହେଉଛନ୍ତି ପୃଥିବୀ ରେ ସର୍ବଶ୍ରେଷ୍ଠ ଅମୂଲ୍ୟ
@sanjaysinghania7035
Жыл бұрын
RUSSIA KANA NEIJIBA BHARATA RA????BHAI BUJHILINI.TIKE KAHIBE KI
This great person speaks clearly about ratna bhandar
@nirupamabbentertainment4963
Жыл бұрын
POpaa0
@priyajeet111
Жыл бұрын
I don’t think he is a great person Jiye Bhagwan nku bhi Tankara amara kahuchanti
@biswajitpanda9882
Жыл бұрын
@@priyajeet111 sabu jaga re kae hypocrite heucha
@jagdishnayak4328
Жыл бұрын
@@priyajeet111 bhai sie kie janichha ta. Jie personal bhagaban Jagannath nka lila dekhichhanti au samil achhanti. Srimandir patrika thare padha janiba sie kie
@sukantasukanta9119
Жыл бұрын
No
🚩🙏ଜୟ ଜଗନ୍ନାଥ🙏🚩
@sitendas5609
Жыл бұрын
This is the Great Person.This is the Clearly Claryfy The Ratna Bhandar.
Nicely describe about Ratna Bhandar
Great person and great speech 👍
@ksahoo87
Жыл бұрын
Great person with true words
@deeptiranimahapatra2493
Жыл бұрын
Yes
@akhilabehera5106
Жыл бұрын
@@deeptiranimahapatra2493 p0ppp000p0ll
@dasharathikhilar6364
Жыл бұрын
@@ksahoo87 pk
@shesadevsahu629
Жыл бұрын
@@ksahoo87 🇮🇳
ଆମେ କିଛି ଜାଣିବାକୁ ପାଇଲୁ thasnk🙏🏼🙏🏼 sar 🙏🏼🙏🏼🙏🏼🙏🏼👌👌👌👌👌👌ଅମେ ଓଡ଼ିଶା ବାସୀ ବହୁତ ଖୁସି 🙏🏼🙏🏼🙏🏼🙏🏼
Bahut dhanyawad news 18 odia Ku. aapananka madhyama re aame aama thakuranka bisaya re janibaku Pailu. Jay Jagannath 🙏
ଲୋକଲୋଚନ କୁ ଆଣିବl କଣ ଦରକାର? ଲୋକ ମାନଙ୍କ ମନରେ ଉତ୍କଣ୍ଠା ଥାଉ କି ନଥାଉ ଭଗବାନ ଙ୍କ ବସ୍ତୁ କୁ କଣପାଇଁ public କରାଯାଉଛି??
Jai Shree Jagannath Mahaprabhu Saranam 🙏
@2003anju
Жыл бұрын
FCC r RD
Jay janntha❤❤❤❤❤❤❤❤❤❤
Nicely described...thank you sir for all those golden information
Jay Jaganathan swami 🌹🙏🙏🙏🌹
Jay Jagannath 🙏 🙏🙏
Jay Jagannath 🙏🙏🙏
Jay Jagannath,,,,
Jay Jaganatha 🙏
ଆବେ ସେ ମହାଶୟ ପରା କହୁଛନ୍ତି, ତୁ ଶଳା ତାଙ୍କୁ ଅଟକଉଛୁ କାହିଁକି ? ବେଶି ପଚାରିବା ଦେଖେଇହଉଚୁ ?
Jay jagannath
Jay Jagannath
Jay jagannath 🙏🙏💐💐💐💐💐 sir
Jay Jagannath 🙏🙏🙏🙏🙏
Very nice &thank u new s 18
Super news
I salute you, you can change my society
Jay jagannnath 🙏
Jay Shree Jagannath Mahaprabhu
ସମସ୍ତେ କାହିଁକି ରତ୍ନଭଣ୍ଡାର ନଜର ଭାଗ ମିଳିବ କି ଭାଇଙ୍କୁ ଜୟ ଜଗନ୍ନାଥ 🙏🏾🙏🏾
ଯେତେ ଜଣ ରତ୍ନ ଭଣ୍ଡାର ରୁ ଅଳଙ୍କାର ଲୁଟ କରିଥିଲେ ସେମାନଙ୍କୁ ସର୍ପ ଦଂଶନ କରି ପାରିଲା ନାହିଁ କି। କି ଖାଲି ଭୟ ଦେଖାଇବା ପାଇଁ ସର୍ପ ଦଂଶ କଥା କୁହାଯାଉଛି। କଳା ପାହାଡ଼ ଆଦି ଲୁଣ୍ଠନକାରି ଭଗବାନ ଙ୍କ ରତ୍ନ ଭଣ୍ଡାର ଲୁଟିଲେ କେମିତି ସେତେବେଳେ କଣ ଲୋକନାଥ ଦ୍ଵାରପାଳ ନ ଥିଲେ ସାପ ନ ଥିଲା। ସର୍ପ କାହିଁକି ସେମାନଙ୍କୁ ଦଂଶନ କଲା ନାହିଁ। ଆଉ ଏବେ ତୋ ରତ୍ନ ଭଣ୍ଡାର ର ଅଳଙ୍କାର ର ସୁରକ୍ଷା ଆଉ ରକ୍ଷଣ ବେକ୍ଷଣ ପାଇଁ ଖୋଲା ଯିବ ହେଲେ ଏତେ ଭୟ କରିବାର କଣ ଆବଶ୍ୟକ ରହିଛି। ସମସ୍ତେ ଚୋରମାନେ
Thank you Mishra Babu.
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏
Jay jagannatha maha parbhu 🙏🙏
Jay shree Jaganatha
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
Jay jagarnath 🙏🙏🌷🌷🌺🌺🌷🌷🌺🌸🏵️🌻🌻🍀
@dileswarbudek7682
Жыл бұрын
Jay jagarnath 🙏
Jay Jagannath ❤️❤️❤️❤️🙏🙏🙏🙏
Jai Jagannath Swami 🙏🙏🙏🌱🌱🌱
Jai Shree Jagannth 🕉️🚩🙏
Jay jagannatha 🙏🙏🙏
Prabhu nka bhandar,prabhu daya hele sabu dei paribe.sethi prati kahari lobha rahiba papa.
ଜୟ ଜୟ ଜୟ ଜଗନ୍ନାଥ ସ୍ଵାମୀ
🙏 JAY JAGANNATH 🙏
ଜୟ ଜଗନ୍ନାଥ ଜଗତର ଠାକୁର
Jay Jagannath ⭕‼️⭕ India Richest Temple Our Puri Jagannath Temple
Jay jahanat
Jay tetiskoti Deva Devi 🙏🙏🙏
Jay jagganath
Jay Jagannath Ki Jay Ho❤️🙏
Jai jagannath 🙏🙏
Jay jaganath ❤❤
Jay shree jagannatha 🌷🌷🌷🌷🌷🙏🙏
ଜୟ ଜୟ ଜଗନ୍ନାଥ
Jay Jagannath Swami🙏🙏🙏
Jay jaganath🙏🙏🙏🙇♂️🙇♂️🙇♂️🙇♂️
Jay jagannath💕 🙏
Good
ହେଲେ ଯେଉଁ ଲୋକକୁ ଶିକାରେ ଭିତରକୁ ଛାଡିଥିଲେ ସେ ଲୋକ କୁଆଡେ ଗଲା ? ତାପରେ ଏମାନେ କଣ ପଦକ୍ଷେପ୍ ନେଇଥିଲେ.......
Jay Jagannath swami thanks sir god bless thanks news
🙏🙏🙏🙏🙏ଜୟ ଜଗନ୍ନାଥ
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
Jay Jagannath 🙏🏼
Jai Jagannath 🙏
Jay Jagannath 🙏🚩🙏🌺
Jay jaganth
Jay Jagannath.
Jay Jagannth
Jai jagannath 🙏
Mandira bhitare gote museum bhali kari esabu jinisha loka nku dekheiba katha....Raja nka mukuta khali Mandira sampati nuha ei hauchhi Odisha ra Itihash....ei jinisha jadi bahara desha re thanta semane aku kete publicity kari garva Anubhav karante..... Amara eithi b jadi semiti rakhante high security re tahale tourism badhanta au jou Odisha ra history au parichaya loka bhuli jaichhanti ame taku samastanka samna re pramana saha garva re kahantu.
@rashmiranjanswain7547
Жыл бұрын
Yes sata katha,jana padanta ama gajapati raja kapilendra deva kau raja ku defeat kari mukuta ani thile
Jay jagannath swami
Jai jai jagarnath
Jay jagarnath
Jai Jagannath Swami 🚩🙏🙏🙏🚩
This news is very big nice news 👍 and this all points to saying that speech is very big correct so that 👍👍👍 Jay jagannath 🙏
Jay Jagannath Swami
ମଣିଷ,ଟୁ,ବଡ଼,ଦେବତା,ସ୍ୱର୍ଗେ,ରାଇଜେ, ନାହିଁଁ, ପିତା,ମାତା,ଠାରୁ,ବଡ଼,ଦେବତା,ସ୍ୱର୍ଗେ,ରାଇଜରେ, ନାହିଁ,ପିତା,ମାତାକୁ,ମାନିଛଲିସିନା,ଗିଆନ,ପାଇବୁ,ତୁହି,ଆରେ,ମୁଖ୍,ବାଇ
JAY JAGARNATH 🙏❤️♥️
Beat knowledgeable episode
Jay Jagannath sabu Jagannath nka
ଏତେ ସବୁ high security ଭିତରେ ରତ୍ନ ଭଣ୍ଡାର ର ଚାବି କେମିତି ହଜି ଯାଉଛି ବେଳେ ବେଳେ
Great speech
ରହସ୍ୟର ଉନ୍ମୋଚନ ହେଉ.
Jei jaganath jei mahalaxmi maa
Jay Jagannath 🙏
🙏Jay Jagannath Prabhu🙏
Saa sabu maa laxmi maa knn alaknr auu sri jaganatha🙏🙏🙏🙏🙏
Jay sree jaganat
Jay jaganath 🙏
ତତ୍କାଳୀନ ଶ୍ରୀମନ୍ଦିର ସହକାରୀ ପ୍ରଶାସକ ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବିଷୟ ଆଗାମୀ ପିଢ଼ୀ ଜାଣିବା ଭଲ, କିନ୍ତୁ ଏହି ଭିଡିଓରେ ରିପୋର୍ଟରଙ୍କ ହାତ ଟେକି ପଚାରିବା ମୋତେ ଏହା indiscipline ଲାଗିଲା | ସେ ଜଣେ ବରିଷ୍ଠ ଏବଂ ଶ୍ରୀମନ୍ଦିରର ସହକାରୀ ପ୍ରଶାସକ ଥିଲେ, ତାଙ୍କୁ ଏମିତି ହାତ ଟେକି ପଚାରିବା ମୋତେ ଠିକ୍ ଲାଗିଲାନି, ଅନ୍ୟମାନଙ୍କୁ କ'ଣ ଲାଗିଥିବ..., ଧନ୍ୟବାଦ, ଜୟ ଜଗନ୍ନାଥ