୩ ମାସ ତଳର ନିଷ୍ପତ୍ତିକୁ ଦୋହରାଇଲେ ମୋହନ ସରକାର : ବିଜେଡି

#odisha #bjd #pressmeet #nandighoshatv
୩ ମାସ ତଳର ନିଷ୍ପତ୍ତିକୁ ଦୋହରାଇଲେ ମୋହନ ସରକାର : ବିଜେଡି
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZread: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 1 100

  • @maheswarsingh8355
    @maheswarsingh835517 күн бұрын

    BJD ସରକାର ରେ କେବଳ election time ପହଞ୍ଚିଲେ ଯୋଜନା କଥା ମନେପଡେ ।

  • @pramodsahu4459
    @pramodsahu445917 күн бұрын

    Bjp ଦ୍ୱରା କିଛି ହେବ ନାହିଁ

  • @chandrakantibehera9413

    @chandrakantibehera9413

    17 күн бұрын

    Right 👍

  • @nilambarsahu9643

    @nilambarsahu9643

    17 күн бұрын

    Right

  • @abhijitnayak5256

    @abhijitnayak5256

    17 күн бұрын

    Kain dhana kwintal 3100 karidelani...dam thila ta

  • @niranjan.sahoo43

    @niranjan.sahoo43

    17 күн бұрын

    Bhata 3000 Kalani

  • @kirankumarsahu8824

    @kirankumarsahu8824

    17 күн бұрын

    ତ ଦ୍ବାରା ସବୁ ଭବ😂

  • @saratmohanty4255
    @saratmohanty425517 күн бұрын

    ପାଣ୍ଡୁର କୁକୁର ଏବେ ଭୁକିବା ସମୟ ଆସିଛି......

  • @debendradash3598
    @debendradash359816 күн бұрын

    ଏ ସରକାର କେବଳ ରଙ୍ଗ ବଦଳାଇବ କିଛି ନୂଆ ସ୍କିମ ଆଣିବା ରେ ନିଜକୁ ସକ୍ଷମ ମନେ କରୁନାହଁ।

  • @ranjanmohanty9098
    @ranjanmohanty909817 күн бұрын

    ତମେ ସବୁ କରୁ ଥିଲ କିନ୍ତୁ ସବୁ ବାଳ ଖିଆ ରେ ଜାଉ ଥିଲା ତମର ନେତା ମାନେ ସବୁ ମାରି ଖାଉ ଥିଲେ ଲାଜ ନାହିଁ ଛି ଛି ଛି

  • @ArchanaNayak-cq3we

    @ArchanaNayak-cq3we

    17 күн бұрын

    @@ranjanmohanty9098 bjp murdabad

  • @samirbehera4466

    @samirbehera4466

    17 күн бұрын

    @@ranjanmohanty9098 ତମ ନେତା ମାନେ ଉପାସ ରହି କି କାମ କରୁଛି..... ପାଟି ରେ ଚୁଣ୍ଟା ମାରି କି କାମ କରୁଛନ୍ତି

  • @sureihemrom9987
    @sureihemrom998717 күн бұрын

    BJD ନେତା ସବୁ ପାଗଳ ହୋଇ ଯିବେ

  • @rabindrakumarsethi4809

    @rabindrakumarsethi4809

    16 күн бұрын

    Besta hua nie tike puri case sabu dekha agaru amite haienathila jaha houchi

  • @saisankarsahoo8365

    @saisankarsahoo8365

    16 күн бұрын

    ବିଜେଡ଼ି ଚହ୍ମ ଲିଭି ଯିବ

  • @Babaphakiryoutube
    @Babaphakiryoutube17 күн бұрын

    ତୁମେ ସବୁ PC ଚୋର ମୁଁହ କୁ ଲଜ୍ଜ୍ୟା ନାହିଁ ଯୋଜନା ସରକାର 24 ବର୍ଷ ଲୁଟିଲ

  • @siddhesahu8462

    @siddhesahu8462

    17 күн бұрын

    Garib ta aau odisa re nahanti sir

  • @prakashnaik8521

    @prakashnaik8521

    17 күн бұрын

    😂

  • @user-tv4fn4yc8t

    @user-tv4fn4yc8t

    17 күн бұрын

    Right

  • @saisankarsahoo8365

    @saisankarsahoo8365

    16 күн бұрын

    ​@@siddhesahu8462ଗରିବ ଲୋକ ସବୁ ଆମେରିକା ପଳେଇ ଯାଇଛନ୍ତି ଘେର ଲଜ୍ଜ୍ୟା

  • @kumarprahllada6197
    @kumarprahllada619717 күн бұрын

    ତମେ ନିର୍ବାଚନ ଜିତିବା ଆଶାରେ ଘୋଷଣା କରିଦେଲ କିନ୍ତୁ ଲାଗୁ କଲନି ହେଲେ ବିଜେପି କାର୍ଯ୍ୟକାରୀ କରିକି ଦେଖେଇଦେଲା । ତମେ ବି ଚାହିଁ ଥିଲେ ୫ମାସ ଆଗରୁ ଲାଗୁ କରିପାରିଥାନ୍ତ ହେଲେ ଚାହିଁଲନି ତମେ ଜନତାଙ୍କ ସ୍ଵାର୍ଥ ଚାହଁନି ଖାଲି ବିଜେଡ଼ି ଦଳର ସ୍ଵାର୍ଥ ଚାହଁ ।

  • @sriballavmohanty4822

    @sriballavmohanty4822

    17 күн бұрын

    Tu no 1 andha bhakta

  • @ranjanbhoiofficial6860

    @ranjanbhoiofficial6860

    17 күн бұрын

    Tu no 1 bjp andha bhakta

  • @dibakarpanda1352

    @dibakarpanda1352

    17 күн бұрын

    NAC ଘୋଷଣା କରି😂 ଯାଇଥିଲ ରେକର୍ଡ ନାହିଁ,,

  • @dibakarpanda1352

    @dibakarpanda1352

    17 күн бұрын

    ବ୍ରହ୍ମ ବିଭ୍ରାଟ କାହା ସମୟ ର ଘଟଣା, କଣ କରିଥିଲ

  • @kumarprahllada6197

    @kumarprahllada6197

    17 күн бұрын

    @@dibakarpanda1352କିନ୍ତୁ ଲୋକେ ବୁଝିବେନି ଭାଇ 😂

  • @khirodsahoo4965
    @khirodsahoo496517 күн бұрын

    ପୂର୍ବରୁ ପର 43 ଟା ନୂଆ NAC କରିଛ ବୋଲି କହିଥିଲ କାଇ ତାର ତା ବିଷୟ ରେ କିଛି କହିଲନି

  • @ArchanaNayak-cq3we

    @ArchanaNayak-cq3we

    17 күн бұрын

    @@khirodsahoo4965 bjp murdabad

  • @jagannathbhagwan9385
    @jagannathbhagwan938517 күн бұрын

    ନୀଳ ବର୍ଣ୍ଣ ଶୃଗାଳ ବିଜେପି ଏ ରଙ୍ଗ ବହୁତ ଶୀଘ୍ର ଛାଡି ଯିବ

  • @ipsitalenka3698

    @ipsitalenka3698

    17 күн бұрын

    Yes correct

  • @shyamsunderbhoi7522

    @shyamsunderbhoi7522

    17 күн бұрын

    Tu bjd

  • @jyotinayak3901

    @jyotinayak3901

    17 күн бұрын

    Au achhi je bala khaebu

  • @jagannathbhagwan9385

    @jagannathbhagwan9385

    17 күн бұрын

    @@shyamsunderbhoi7522 BJP murkha BJP budhi re padiki Odisha ku kabadibala hatare tekidela bjd sasanare banchuthila ebe ahara milibani pahara bala paribartana khaiki mariba , boka odisha bashi bjp jemiti abhadra BJP pachare godauthiba loka b abhadra bhadrami jana nahih apankara sikshya, sikshya kemiti apankara kathabarta ru janapaduchi ethi rajya ra swartha katha chinta karibara achi jehetu ame nagarika e rajya ra apana byaktigata bhabare kathabarta kariba thik nuhen

  • @sapankumarsahu4212

    @sapankumarsahu4212

    16 күн бұрын

    BJD ra pura fati galani. Medicine lagao

  • @Prince-zf1pp
    @Prince-zf1pp17 күн бұрын

    ନବୀନ ବାବୁ କେବଳ ଘୋଷଣା କରିଥିଲେ ମୋହନ୍ ସରକାର୍ ଲାଗୁ କଲେ ଭଲ କଥା କିଛି ଖରାପ୍ କଥା ନୁହେଁ ତ

  • @ArchanaNayak-cq3we

    @ArchanaNayak-cq3we

    17 күн бұрын

    @@Prince-zf1pp ଆରେ କୁକୁର ଘୋଷଣା ନୁହେଁ ମାର୍ଚ୍ଚ ମାସରୁ କାର୍ଯ୍ୟକାରୀ ହୋଇସାରିଛି

  • @Prince-zf1pp

    @Prince-zf1pp

    17 күн бұрын

    @@ArchanaNayak-cq3we ଆରେ ମେଣ୍ଢା ଗଧ ଲାଗୁ ହେଇଛି ଯଦି କାର୍ଯ୍ୟ କରି ହେଇନି କଣ ପାଇଁ କେତେଟା ଲୋକ କେତେଟା କମ୍ପାନୀ ଦେଲେନି ମତେ ଟିକେ କହିଲୁ ।

  • @Prince-zf1pp

    @Prince-zf1pp

    17 күн бұрын

    @@ArchanaNayak-cq3we ଏହି ଚଳିତ ମାସ ପରେ ସେ ସବୁ ଟଙ୍କା ବଢିବ skill unskill semiskill

  • @ArchanaNayak-cq3we

    @ArchanaNayak-cq3we

    17 күн бұрын

    @@Prince-zf1pp bjp murdabad

  • @ArchanaNayak-cq3we

    @ArchanaNayak-cq3we

    16 күн бұрын

    @@Prince-zf1pp tu kon janibu tu to bjp ra chatu ,bhalare notification dekhi thile jani paru thanu,au anya loka to na bujhi bujhila pari huanti

  • @samirbehera4466
    @samirbehera446617 күн бұрын

    ଆପଣ ମାନେ ସେତେବେଳେ ଡେଙ୍ଗୁରା ବାଡ଼େଇ କହି ପାରିଲେ ନାହିଁ ବୋଲି ଆଜି ବିଜେପି ବାଲା ଡେଙ୍ଗୁରା ବାଡେଇଲେ ନା ଆଉ........ ହଜାରେ ମେଡିଆ ବାଲା ଙ୍କୁ ଡାକି କି ଯଦି ସେତେବେଳେ ଏମିତି କରିଥାନ୍ତେ ତାହେଲେ ହେଇଥାନ୍ତା

  • @dashanaik-pg1zi

    @dashanaik-pg1zi

    17 күн бұрын

    😮

  • @jagadishchandrasahoo8596

    @jagadishchandrasahoo8596

    17 күн бұрын

    ​@@dashanaik-pg1zipp87

  • @ramachandrapanda5349

    @ramachandrapanda5349

    17 күн бұрын

    ଭାଇ ଶତ କଥା ବିଜେପି ର ସବୁ ମିଡ଼ିଆ,ଖବର କାଗଜ କିଣି ନେଇ ଛନ୍ତି ନେସନାଲ ନିୟୁଜ ହେଉ କୀ ଅଞ୍ଚଳିକ

  • @trinathkondagori9473

    @trinathkondagori9473

    16 күн бұрын

    BJP charag party😂😂

  • @poornimakumari4584

    @poornimakumari4584

    16 күн бұрын

    ପୁରା ଠିକ୍ କହିଲେ ଭାଇ ​@@ramachandrapanda5349

  • @KuberSahu-nu4xt
    @KuberSahu-nu4xt17 күн бұрын

    ଏଇଟା ୧୦୦ ସତ ଏନିଉଜ ମୁ ମାର୍ଚ ମାସରେ ଶୁଣିଥିଲି ମୋହନ ସରକାର କପିକରୁଛି କିଛି ଆସୁନି ୟାଙ୍କୁ

  • @JAGANNATH-NEWS

    @JAGANNATH-NEWS

    17 күн бұрын

    କାଇଁ ଆଗରୁ ନବୀନ ଗାଣ୍ଡିରେ ଦମ୍ ନଥିଲା

  • @pratyushkumarbhoipikun3527

    @pratyushkumarbhoipikun3527

    17 күн бұрын

    ​@@JAGANNATH-NEWSthila ki nai athara cm heithile dekhi thantu

  • @rudracreation5.0

    @rudracreation5.0

    17 күн бұрын

    ​@@JAGANNATH-NEWSGadha cm moham majhi😂tu ta tharu ahuri😂

  • @jrnk2du273

    @jrnk2du273

    17 күн бұрын

    ​@@pratyushkumarbhoipikun3527 sobu state re bhota 1500 thila last 10 years ru bjd 500 deweu this kn paii

  • @basantasahu4553

    @basantasahu4553

    17 күн бұрын

    ​@@pratyushkumarbhoipikun3527hou helani hele ta 😂😅

  • @kailashojha1565
    @kailashojha156517 күн бұрын

    ବିଜେପି ସରକାର ପାଗଳ ଖାଲି ରଙ୍ଗବୋଳିବ😮😮😮

  • @mitumishra3216

    @mitumishra3216

    17 күн бұрын

    Naveen Tharu Kam Naveen Kendra Sarkar Sabu Yojana Ku Ranga Badalichi Setebele Mane Padu Nathila Tamaku Tike Laja Laguni

  • @basantasahu4553

    @basantasahu4553

    17 күн бұрын

    Kendra yojna ku bjd sticker mariki mora boli kahuthila setala tanku kebe question karicha ki 🤔🙄🙂

  • @tapankumarbhoi1498

    @tapankumarbhoi1498

    17 күн бұрын

    Pandu prema ebebi achhi.

  • @JitrayMarndi-ob1vx

    @JitrayMarndi-ob1vx

    16 күн бұрын

    Mase bhitare ki sabu tadi debe ki... BJD Sarkar Odisha ku kete barsa hela lutichhi...

  • @Ashoka_the_great

    @Ashoka_the_great

    16 күн бұрын

    @@basantasahu4553 କେନ୍ଦ୍ର ସରକାର ତୋର ଯେତିକି ଟ୍ୟାକ୍ସ ରାଜସ୍ୱ କୁ ନେଇକି ଗୁଜୁରାଟୀ ଅମ୍ବାନୀ ଆଦାନୀ ଙ୍କୁ ବିକୁଚି ତୁ ଜାଣିଛୁ ସେମାନେ କଣ୍ଟ୍ରାକ୍ଟ ନେଇ sastha ପୋଲ ରାସ୍ତା କରି ଅଳିଆ କରୁଛନ୍ତି ... ଦେଶ ର ଲୋକ ମୋଦୀ ପାଇଁ ମରୁ ଛନ୍ତି ଦେଶ ଛାଡୁ ଛନ୍ତି... ଦେଶ ରେ pollution କରେଇ ତମକୁ ଧୂଳି ଖୋ ଉ ଚି ତଥାପି ତମେ ଅଧା ବୁଝି ମୋଦୀ କୁ ଟେକୁଛ..

  • @Ashoka_the_great
    @Ashoka_the_great16 күн бұрын

    ବିଜେପି Gst ଲଗେଇକି ଚୋରି କରୁନି ତୁମ୍ଭର ସବୁ ଜିନିଷ ରେ tax ଲଗେଇ କି ପଇସା ନଉଚି ବିଜେପି କହୁଛି ମୋଦୀ bridge, highway ସବୁ କିଛି ଗଢ଼ିଛନ୍ତି କିନ୍ତୁ ଓଡିଶା ଲୋକ ଏତେ ଦେଇ କି ବି କଣ ଲାଭବାନ ହଉଛ ଅନ୍ଧ ଜାତରା ଦଳ

  • @sibachhualsingh7256
    @sibachhualsingh725617 күн бұрын

    ଯାହା ହଉ ଏ କଥା ଶୁଣିଲେ କିଛି ଅନ୍ଧ ଭକ୍ତଙ୍କର ହଜମ ହେବନି।କିଛି ଅଲାଜୁକ ବାଉଳି ଚାଉଳି କଥା କହିବେ

  • @RadhanathBiswal
    @RadhanathBiswal17 күн бұрын

    ଖୁସି ହେବା କଥା ଅଯଥା ଗଣମାଧ୍ୟମ ରେ ବିଳିବିଳିଉଛ କାହିଁକି

  • @deepess_deepu83

    @deepess_deepu83

    17 күн бұрын

    Hm bhai Naveen Pattnaik jauta karithile seita dauchhanti ba debe aita swogat jugya ate...... mu chanhuchi BJP sarkar kichhi bi bhul kama nakaru, odisha basi nka swarthre karu

  • @ganesh-ky6qk

    @ganesh-ky6qk

    17 күн бұрын

    ହ ଭାଈ। ଫାଲତୁ କଥା ଖାଲି

  • @user-tk2yx9iy9d
    @user-tk2yx9iy9d17 күн бұрын

    ବିଜେପି ସରକାର କିଛିକରିପାରିବନି

  • @user-bo9kr8sb8q

    @user-bo9kr8sb8q

    16 күн бұрын

    BJD Dalal Poisa Kete Khaichu Dkhibu Jobardhol Karjoanuthan Bholo Nispoti Dele Cm Mohan Majhi Odisha Best No1 Odisha

  • @Samrat_CAK

    @Samrat_CAK

    16 күн бұрын

    @@user-tk2yx9iy9d 5T କୁ ଉଖାଡିଦେଲା BJP, ପାଟି ବନ୍ଦ କରି ରହୁନ, BJP ତ କିଛି କରୁନି ନା, ହେଲେ ଏତେ କଷ୍ଟ କାହିଁକି, ଏହି ନିଷ୍ପତି ଯଦି BJD ର ଥିଲା, ତେବେ କ୍ୟାବିନେଟ୍ ମୋହର ହେଲାନି କାହିଁକି, ମୋହର ମାରିବାକୁ ପାଣ୍ଡୁ ହାତ ବାନ୍ଧି ଦେଇଥିଲା କି ଅନ୍ଧ ଭକ୍ତ 😂😂😂

  • @tanujkumarsahoo2437
    @tanujkumarsahoo243716 күн бұрын

    ବହୁତ୍ ଭଲ ରାଜନୀତି ଚାଲିବ ଏଥର ଜଣେ ଆମ ସରକାର ଆଉ ଜଣେ ମୋ ବିରୋଧୀ ଦଳ ଧନ୍ୟବାଦ୍ ଦୁଇ ଦଳ କୁ ମାଡ଼ି ଚାଲ

  • @RadhanathBiswal
    @RadhanathBiswal17 күн бұрын

    ସବୁ କରୁଥିଲ ହାରିଲ କାହିଁକି?

  • @qxztr

    @qxztr

    17 күн бұрын

    କାରଣ ଓଡିଶାବାସୀଙ୍କୁ ଭକୁଆ ବନା ଯାଇଛି। ଏହାର ସତ୍ଯତା ଶୀଘ୍ର ଜଣାପଡିଯିବ। ଯଦି ଜାଣିଛନ୍ତି ମିଶନଶକ୍ତି, ଆହାରକେନ୍ଦ୍ର, ଲକ୍ଷ୍ମୀ ବସ ଯୋଜନା ଗୁଡିକୁ ବନ୍ଦକରି ନୂଆନୂଆ ଯୋଜନା ଲାଗୁ କରନ୍ତୁ। ରଙ୍ଗ ବଦଳାଇବା ମାନେ ନିଜକୁ ଏଣ୍ଡୁଅ ସହିତ ତୁଶୱା କରିବା।

  • @siddhesahu8462

    @siddhesahu8462

    17 күн бұрын

    BJP ra jhosana patra pain dekhajau nalia tale baliaa jhuri

  • @dhirenburma8143

    @dhirenburma8143

    17 күн бұрын

    Nabin Hari Nahnanti..puni BJD...

  • @koshlimoujchannel5975

    @koshlimoujchannel5975

    17 күн бұрын

    Bala na​@@dhirenburma8143

  • @ShivDurgaBlogs

    @ShivDurgaBlogs

    17 күн бұрын

    Andha bhakta pain

  • @jogendrabehera6553
    @jogendrabehera655317 күн бұрын

    Right sir

  • @sanyasikanhar-yi1vj
    @sanyasikanhar-yi1vj17 күн бұрын

    ବିଜେପି ଦ୍ୱାରା କିଛିବି ହେହିପାରି ବନାହିଁ ମୋହନ ମାଝି

  • @hariharasahoo428

    @hariharasahoo428

    17 күн бұрын

    @@sanyasikanhar-yi1vj ତୁ kn କରିପାରିବୁ କହିଲୁ 🤣🤣

  • @shreedharsahu9774

    @shreedharsahu9774

    17 күн бұрын

    jhumla​ 😂@@hariharasahoo428

  • @sibamaharana7082

    @sibamaharana7082

    17 күн бұрын

    To kn kariparibu khau

  • @technicalbabu821

    @technicalbabu821

    17 күн бұрын

    Tor bua nabin pattanaik kana nikleichhe kah

  • @BuluPodh-z7i

    @BuluPodh-z7i

    17 күн бұрын

    Tor bua mohan majhi kn kala heta tui kh ta kete paisa adhika badhala bo makhan tun​@@technicalbabu821

  • @khirodsahoo4965
    @khirodsahoo496517 күн бұрын

    ଖାଲି କାଗଜ କଲମ ରେ ବଢେଇ ଦେଲେ କଣ ହେବ। ମାର୍ଚ୍ଚ ପରଠାରୁ କେଉ ଶ୍ରମିକମାନେ ବଢିବା ଦରମା ପାଇଛନ୍ତି।

  • @jedit4180

    @jedit4180

    17 күн бұрын

    ସବୁ ବିଭାଗ ରେ ଦୈନିକ ମଜୁରୀ ବୃଦ୍ଧି ପାଇଛି

  • @sapitabasa998

    @sapitabasa998

    17 күн бұрын

    ଆମେ ପାଇଚୁ

  • @DesihindiBhai

    @DesihindiBhai

    17 күн бұрын

    AME paechu Bargarh cement works labour

  • @NewHorizon645

    @NewHorizon645

    17 күн бұрын

    Khali bjd bhakta mane payuchanti anya mane abe payibe

  • @pradeepsahoo6484

    @pradeepsahoo6484

    16 күн бұрын

    Tame koithi acha

  • @anilsen2703
    @anilsen270317 күн бұрын

    24 yr hei parilani. Jaha heba sabu nijara dabi kariba. Ate dina helani. Sabu tame kari dei thanta. Hele kari parilani..

  • @bishnuprasadnayak8469
    @bishnuprasadnayak846917 күн бұрын

    ଧନ୍ୟବାଦ 👍👍

  • @bidyadhardas8737
    @bidyadhardas873717 күн бұрын

    ପାଗଳ ବିଜେଡି ବଲା ତମ ସରକାର ବେଳେ କେବେ କ୍ୟାବିନେଟ୍ metting ବସେ କହିବ,ତମର ତ ନେତା ମୂଖ୍ୟ ମନ୍ତ୍ରୀ କୁ ଦେଖିବା ପାଇଁ permission darakar pandian ra

  • @rabindrakumarsethi4809

    @rabindrakumarsethi4809

    16 күн бұрын

    Kahaku tu copy kanieta

  • @sadanandasahoo3707
    @sadanandasahoo370717 күн бұрын

    ଲୋକଙ୍କ ସରକାର ଡିଣ୍ଡିମି ପିଟୁଥିବା ଗୋଟେ ସରକାର ,ଏମିତି ଠକନ୍ତି। ମିଛ କହି ନିର୍ବାଚନ ଜିତିଲେ। ପୁଣି ମିଛ

  • @pratapchandramohanta3499
    @pratapchandramohanta349916 күн бұрын

    ଏ ମା ନେ ସବୁ ଗୋଟେ ପାଗଳ❤❤❤ ଜୟ ଶ୍ରୀ ରାମ

  • @user-eo7vf3yi2h
    @user-eo7vf3yi2h17 күн бұрын

    Junior teacher ବିଷୟରେ କହିଲେନି

  • @mkd2.0...41

    @mkd2.0...41

    16 күн бұрын

    Bjd ta January re dauthila posting..bjp kn kala sei pdf bahar karile..au thare puni dv

  • @ganeshpanigrahi8296
    @ganeshpanigrahi829617 күн бұрын

    ଦୁଇଟା ଯାକ ଟାଉଟର

  • @user-hn2uy8sh8t
    @user-hn2uy8sh8t17 күн бұрын

    ବେକାର ବିଜେପି ମୋବାଇଲ ରିଚାର୍ଗ କରି ଅହୁନି, ଧର ଦାମ୍ ସବୁ ତିରେ ବୋଡେଇ ଦେଇଛି ଦିନ ମଜୁରିଆ ମୋବାଇଲ ଧରିବେ କଣ ଚୁହିଁପରିବେ ନାହିଁ

  • @subashshrambutika5030
    @subashshrambutika503017 күн бұрын

    ନିର୍ମାଣ ଶ୍ରମିକ ଯୋଜନା ରେ ପଇସା ମିଳୁଛି. You are right Sir.......

  • @Babaphakiryoutube
    @Babaphakiryoutube17 күн бұрын

    ତିନି ମାସ ପୂର୍ବରୁ ଟଙ୍କା ଖାଇଛ ତୁମେ ଆଗ କୁହ

  • @bhaktabag1163

    @bhaktabag1163

    17 күн бұрын

    Dia heichhi

  • @Babaphakiryoutube

    @Babaphakiryoutube

    16 күн бұрын

    @@bhaktabag1163 ତୁ ପାଇଛୁ ଏକା

  • @narayanadash552
    @narayanadash55217 күн бұрын

    ହାରିଲେ, କାହିଁକି, କୁହନ୍ତୁ

  • @siddhesahu8462

    @siddhesahu8462

    17 күн бұрын

    BJP ra gosana patra lagi dekajau nalia tale balia jhuri

  • @rashmiranjan7883

    @rashmiranjan7883

    17 күн бұрын

    Jitibe boli jemiti bjp janinathila. Semiti haribe boli bjd janinathila.,,, only inconvenience

  • @jitendrakumarnayak2083

    @jitendrakumarnayak2083

    17 күн бұрын

    Bjp ra michha pratisruti jogu

  • @saisankarsahoo8365

    @saisankarsahoo8365

    16 күн бұрын

    ବିଜେଡ଼ି ବାଲା ସବୁ ନେତା ଓ କୁଜି ନେତାମାନେ ବିଧାୟକ ସବୁ ଟାଉଟର ଚେର

  • @ganeswarmohanta3509
    @ganeswarmohanta350917 күн бұрын

    ସୁବାଷ ସିଂ ଆଗରୁ ଘଷଣା କଲ ନାହିଁ ଏବେ କାହିଁକି ପ୍ରଶ୍ସ ମିନ୍ଟ କରୁଛ ଲାଜାଲାଗୁନି କି

  • @shibanmurmu3145

    @shibanmurmu3145

    17 күн бұрын

    ବେଈମାନ ସୁବାଷ ସିଂ

  • @TapanSahoo-fe9ui

    @TapanSahoo-fe9ui

    11 күн бұрын

    25 barsa soethil

  • @actorlipupati3199
    @actorlipupati319917 күн бұрын

    ଠିକ୍ କଥା, ଦୈନଦିନ ମଜୁରୀ ମାର୍ଚ୍ଚ ୧୫ ରୁ ବଢ଼ି ସାରିଛି। ଆଜିର ଖବରର କୌଣସି ଯଥାର୍ଥତା ନାହିଁ।

  • @user-hn2uy8sh8t
    @user-hn2uy8sh8t17 күн бұрын

    କିଛି କରି ପାରିବନି ବିଜେପି, କାରଣ ବିଜେପି ,ଇଲେକ୍ସନ ଟାଇମ୍।ରେ ଜଉ ପ୍ରତିଶ୍ରୁତି ଦେଇ ଥିଲେ ସେଇଟା କରି।ପରୁ ନାହାନ୍ତି ବିଜେପି ବାଲା ଖାଲି ଫୋଟରେ ଦେଖେଇ ଅହୁଛନ୍ତି

  • @Samrat_CAK

    @Samrat_CAK

    16 күн бұрын

    @@user-hn2uy8sh8t ନବୀନ ଯେତେ ପ୍ରତିଶ୍ରୁତି ଦେଇଥିଲା କେତେ ପୂରଣ କରିଛି ???,,, ବିଜେପି ସରକାର ଆସି ମାସେ ହେଲା, ଅପେକ୍ଷା କର, ଅଟେ ଝାଡା ଲାଗିଲା ପରି କାହିଁକି ହେଉଛ।

  • @riyansh58232
    @riyansh5823217 күн бұрын

    tahele lokhe dadan kahinki karibaku jauchanti. tuma jojana khali paper re, lokanka tanti chipi paisa neuthila.aji tumar pathchi

  • @sankarnayak-tp1ye
    @sankarnayak-tp1ye16 күн бұрын

    ନନ୍ଦିଘୋଷ ମିଡ଼ିଆ କୁ ଆମେ ବିଶ୍ୱାସ କରୁନୁ କାହିଁକି ନନ୍ଦିଘୋଷ ଚାନେଲ ପୂରା ସୁପର ମିଛ ଚାନେଲ ❤❤❤❤

  • @user-pu9qo1sg6p
    @user-pu9qo1sg6p17 күн бұрын

    ସବୁବେଳେ ଲୋକେ କହିଆସୁଛନ୍ତି ଧପାଡିଆ ଦଳ ବିଜେପି। ତେଣୁ କାମ ଆଉ ଭଲ ହେବ କୁଆଡୁ।ସେଇ ଧପାଡିଆ କାମ। ସେମାନଙ୍କର ବିଚାର ସଦାବେଳେ ବିଲୁଆ ବିଚାର। ତେଣୁ ସେଇ ବିଲୁଆ ବିଚାରରେ ରାୟ ଆସିଥିବ ଯେ ବିଜେଡି ସରକାର ଯେଉଁ ନିଷ୍ପତ୍ତି କରିଦେଇ ଯାଇଛନ୍ତି ତାହାସବୁ ତାଙ୍କର ଆଉ ମନେ ନ ଥିବ। ସରକାର ଗଢିବାର ମାସେ ଉପରକୁ ହେଇଗଲାଣି। ଲୋକଙ୍କ ପାଇଁ କିଛି ନ କଲେ ଲୋକମାନେ ଆମ ମୁହଁରେ ପରିସ୍ରା କରିଦେବେ। ତେଣୁ ଅନ୍ୟନ୍ୟୋପାୟ ହୋଇ ବିଜେଡି କରି ଦେଇ ଯାଇଥିବା ପୁରୁଣା ନିଷ୍ପତ୍ତିକୁ ଘୋଷଣା କରିପକାଇଲେ। ଯେମିତି କିଛି ଭଲ କାମ ଆଉ ମୁଣ୍ଡରେ ପଶିଲା ନାହିଁ ଯେ ବିଜେଡି ସରକାର କରିଦେଇଥିବା ବସ୍ କୁ ରଙ୍ଗ ବଦଳାଇ ଗୋଟେ ବଡ ପାରିବା ପଣିଆ ଦେଖେଇ ହେଲେ।

  • @ashokajena3294
    @ashokajena329417 күн бұрын

    Agaru kouti thila

  • @NirakarBiswal-zg4tn
    @NirakarBiswal-zg4tn17 күн бұрын

    ହେଇରେ ବୁଢା ଗାଲୁଆ ଦୁଇ ଜଣ ।ଅବିକା ଯାହା ହବ କହିବ ଆମେ କରି ଥିଲୁ ।

  • @Pandu_Premi

    @Pandu_Premi

    17 күн бұрын

    @@NirakarBiswal-zg4tn 😁😁

  • @manashabehera6615
    @manashabehera661517 күн бұрын

    Jay Jagannath 🙏🙏🙏

  • @RiteshkumarBehera-hs9gc
    @RiteshkumarBehera-hs9gc17 күн бұрын

    ଏମିତି 5 ବର୍ଷ ସାରା ନବୀନ ବାବୁ ଙ୍କ ଯୋଜନା ରେ ରଙ୍ଗ ମାରି ଆଉ ତାଙ୍କ ନିଷ୍ପତି କୁ କାର୍ଯ୍ୟକାରୀ କରି କରି ଚାଲିଯିବ କିନ୍ତୁ ବିଜେପି କିଛି କରିବ ନାହିଁ

  • @ArchanaNayak-cq3we
    @ArchanaNayak-cq3we17 күн бұрын

    Subash sir mission saktira crp-cm nka arrear au salary kebe miliba

  • @bibekanandadas5833
    @bibekanandadas583317 күн бұрын

    3ମାସ ତଳୁ ସରକାର ବଢ଼ା ମଜୁରୀ ଦେଇଛନ୍ତି ବୋଲି ଆପଣ ମାନେ ପ୍ରେସ ମିଟ କରି କହୁଛନ୍ତି କିନ୍ତୁ ଆମେ ମାନେ ବିଦ୍ୟୁତ୍ ବିଭାଗରେ କାମ କରୁଥିବା କର୍ମଚାରୀ ମାନେ ଆଜି ପର୍ଯ୍ୟନ୍ତ ବି ପାଇ ପାରିଲୁ ନାହିଁ । ବିଦ୍ୟୁତ୍ ବିଭାଗର ଠିକାଦାର ମାନେ କହୁଛନ୍ତି ଆମକୁ ଚିଠି ହୋଇନାହିଁ ଆମେ କଉଠୁ ଆଣି ଦେବୁ ଖାଲି ସାଧାରଣ ଲୋକଙ୍କୁ ବା ଶ୍ରମିକ ମାନଙ୍କୁ ମିଛରେ ଭୁଆଁ ବୁଲାଉ ଥିଲେ । ଏବେ ନୂତନ ସରକାର ଘୋଷଣା କରିଲେ ମାନେ ଆମର ଆଶା ଆମେ ମାନେ ଆଗାମୀ ଦିନରେ ନିଛିତ ବଢ଼ା ମଜୁରୀ ପାଇବୁ ।

  • @tapassingh2464

    @tapassingh2464

    17 күн бұрын

    ହାୱା କରିଥିଲେ ବିଜେଡି ଵାଲା ନୋଟିସ ଦେଇନଥିଲେ

  • @sambalpurfarming8508

    @sambalpurfarming8508

    17 күн бұрын

    Notice v heichhi mo pakha re copy achhi​@@tapassingh2464

  • @ArchanaNayak-cq3we

    @ArchanaNayak-cq3we

    17 күн бұрын

    @@bibekanandadas5833 bjp murdabad

  • @shibanmurmu3145

    @shibanmurmu3145

    17 күн бұрын

    ବିଜେଡି ବେଈମାନ ଥିଲା

  • @pintupati8786

    @pintupati8786

    17 күн бұрын

    Case kara

  • @kamalnaik7206
    @kamalnaik720616 күн бұрын

    ଆପଣଙ୍କ ନିଷ୍ପତ୍ତି ଓ ନୂଆ ସରକାର ର ନିଷ୍ପତ୍ତି କାର୍ଯ୍ୟକାରୀ ହଉ ।

  • @user-kc5gw1ye8v
    @user-kc5gw1ye8v17 күн бұрын

    ଏ ସରକାର ଙ୍କ ନିଜସ୍ବ ଯୋଜନା କିଛି ନାହିଁ ମାତ୍ର ନବୀନ ସରକାରଙ୍କ ଯୋଜନା କୁ କପି କରି ଚଳାଇବା ଏମାନଙ୍କ କାର୍ଯ୍ୟ,

  • @kamakshyaprasadmallik1645
    @kamakshyaprasadmallik164517 күн бұрын

    ଲୋକେ BJD କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ବେଶୀ ଭାଷଣ ମାରନ୍ନ୍ତୁ ନାହିଁ.

  • @Chandan7390-l7j

    @Chandan7390-l7j

    17 күн бұрын

    Right

  • @siddhesahu8462

    @siddhesahu8462

    17 күн бұрын

    Bjd BJP join bhai 😮😮😮

  • @viralvideoking4124

    @viralvideoking4124

    17 күн бұрын

    Chania huani bjp ku odisha basi emt pankare potibe 5yr pare odisharu na hajijiba

  • @himansu_universe

    @himansu_universe

    17 күн бұрын

    Tk rahijaa anataaa 5 yr dekhu dekhu chalijiba tapare. Kauthi luchibi aebthu jaga dekhithaa 😂

  • @nareshmajhi1619

    @nareshmajhi1619

    17 күн бұрын

    Bjd Hajigala.....😢

  • @yashtvdigital1761
    @yashtvdigital176117 күн бұрын

    Bjp ମନ୍ତ୍ରୀ ମାନେ କଣ ନିନ୍ଦବାଉଳରେ ଏ ନିଷ୍ପତ୍ତି ନେଲେ

  • @mahendramohapatra-qb6co
    @mahendramohapatra-qb6co8 күн бұрын

    କ୍ୟାବିନେଟ୍ ରେ କେବେ ପାସ କରିଥିଲେ,ସେ ବିଷୟରେ ପ୍ରକାଶ କରିବେ ଏବଂ କେଉ କେଊ ମନ୍ତ୍ରୀ ଥିଲେ ତାଙ୍କ ନାମ ପ୍ରକାଶ କରିବେ।

  • @user-hy9og5ky7t
    @user-hy9og5ky7t17 күн бұрын

    ବିଜେପି ବିଜେଡ଼ି ଯିଏ କରୁଛି କରୁ ଓଡ଼ିଶାର ବିକାଶ ହେବ। ଓଡ଼ିଶା କାହା ବାପା ସମ୍ପତ୍ତି ନୁହେଁ। ବିଜେଡି ଭାବୁଛି ସବୁବେଳେ ଶାସନରେ ରହିବ।

  • @subashkahalsingh1787
    @subashkahalsingh178717 күн бұрын

    କାହାକୁ ଦେଇଛ

  • @DinabandhuMahakud-qu1iy
    @DinabandhuMahakud-qu1iy17 күн бұрын

    ଜଉ ମାସରୁ ପଇସା ବଢ଼ା ଗଲା ସେଇ ମାସରୁ ବଢ଼ା ପଇସା ଦିଅନ୍ତୁ,

  • @Akashayajena
    @Akashayajena12 күн бұрын

    କପି କରି ବହି ଲେଖି କବି ବୋଲାଇବା ଯାହା ଏ ହେଉଛି ସେହି କଥା । ଚାରିକୋଟି ଓଡ଼ିଶା ବାସି କୁଂ ଭୂୟାଁ ବୁଲାଇବା କଥା। ଜୟ ନବିନ ବାବୁ। 🙏🙏🙏

  • @sameernayak7152
    @sameernayak715217 күн бұрын

    5 ବର୍ଷ ରେ ଥରେ minimum wages revision ହୋଇଥାଏ ୩ ମାସ ପୂର୍ବରୁ ସରକାର proposal ଦେଇଥିଲେ ନୂଆ ସରକାର ଆସିବା ପରେ ସେଇ ନିଷ୍ପତି କୁ ପାରିତ କଲେ ଅସୁବିଧା କଣ ରହିଲା

  • @haraprasadsamal2932
    @haraprasadsamal293217 күн бұрын

    2 ta tautar e 2 jana subash, Lelin

  • @tarinisankardas2071
    @tarinisankardas207117 күн бұрын

    ନିଷ୍ପତି ଓ ଅର୍ଥ ବିନିଯୋଗ କରିବା ମଧ୍ୟ ରେ ବହୁତ ପାର୍ଥକ୍ୟ, ଯଦି କରିବାର ଥିଲା, ଛ ମାସ ଆଗରୁ କଲନି, ନିର୍ବାଚନ କିଛି ଦିନ ଆଗରୁ କାହିଁକି କଲ

  • @ArchanaNayak-cq3we

    @ArchanaNayak-cq3we

    17 күн бұрын

    @@tarinisankardas2071 ଛ ମାସ ଆଗରୁ ହୋଉ କି ଛ ବର୍ଷ କିଛି ଫରକ ନାହିଁ, ତାହା ତ କେବିନେଟ ପାସ୍ ହୋ ମାର୍ଚ୍ଚ ମାସରୁ କାର୍ଯ୍ୟକାରୀ ହୋଇସାରିଛି, ତାହା କୋଉ ନୁଆ ଯୋଜନା, ବିଜେପି ସରକାର,ମହନ ବାବୁ ଶେଷରେ ବାଟ ନ ପାଇଁ ମାଟି କାମୁଡ଼ିଲା ଭଳି, ଦେଇଥିବା ପ୍ରତିଶୃତି ରଖି ନ ପାରି କାର୍ଯ୍ୟକାରୀ ହୋଇଥିବା ଯୋଜନା କୁ ନୁଆ ଯୋଜନା କହି ଓଡ଼ିଶା ବାସୀଙ୍କୁ ଭୂୟାଁ ବୁଲାଉଛନ୍ତି

  • @user-kb6wr3bk5j
    @user-kb6wr3bk5j17 күн бұрын

    Right Thankyou

  • @padhanBILEISUNI
    @padhanBILEISUNI17 күн бұрын

    ସବୁ ଜଗନ୍ନାଥ ଦେଖୁଛନ୍ତି ମୋ ଜିଅନ୍ତା ଠାକୁର ଦାରୁବ୍ରହ୍ମ ସବୁ ସହିବେ ଗର୍ବ ନୁହେଁ

  • @anirudhamallick4868
    @anirudhamallick486817 күн бұрын

    ମିଛୁଆ

  • @LIFE.748
    @LIFE.74817 күн бұрын

    ତୁମେ ସବୁ 25 ବର୍ଷ ହେଲା ତାଡି ପକାଇଛ

  • @padmalochandash6551
    @padmalochandash655117 күн бұрын

    ବିଜେଡି ସରକାର ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ, ଏନ୍ ସି, କିନ୍ତୁ ଧୁଆଁ ବାଣ, ସରକାରୀ କାଗଜପତ୍ର ରେ ନାହିଁ, ଏବେ କହୁଛନ୍ତି ମାର୍ଚ୍ଚ ମାସଠାରୁ ବିଜେଡି ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ମନ୍ତ୍ରୀ ପରିଷଦରେ ପକାଈ ଘୋଷଣା କରିଥିଲେ, ମନ୍ତ୍ରୀ ପରିଷଦ ବିଜେଡି ସରକାର କେବେ ବସାଇ ନାହାନ୍ତି, ଖାଲି ମୁହଁ ରେ ଘୋଷଣା କରନ୍ତି, ବିଜେଡି ସରକାର ଧୁଆଁ ବାଣ ବିସ୍ଫୋରଣରେ ସରକାର,

  • @anantaprasadmuduli5564
    @anantaprasadmuduli556417 күн бұрын

    ଏହା ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ମାର୍ଚ୍ଚ ମାସ 15 ତାରିଖରୁ ଲଗୁକଲେ ଏବଂ ଆମେ ଏପ୍ରିଲ ମାସରୁ ବର୍ଦ୍ଧିତ ଦରମା ପାଇସାରିଲାନୁ।ଏବେ କଣ ବଡିଲା ବୋଲି କହୁଛନ୍ତି BJP sarkar। ସରକାରଙ୍କର ଦାୟିତ୍ୱ ହେଉଛି ଓଡିଶାର ଜନସାଧାରଣମାନେ ଏହି ସର୍ବନିମ୍ନ ମଜୁରୀ ପାଉଛନ୍ତି କି ନାହିଁ ତଦାରଖ କଲେ ତାହା ସରକାରଙ୍କ ପାଇଁ ପ୍ରକୃଷ୍ଟ ପଦକ୍ଷେପ ହେବ। ଏବେ ସରକାର ବର୍ଦ୍ଧିତ କଲେ ବୋଲି କହିଲେ ଓଡିଶାର ଜନସାଧାରଣ ପାଖରେ ଆପଣ ମିଛୁଆ ସରକାର ହୋଇଯିବେ।2024 ମସିହା ହେଲାଣି । ଓଡ଼ିଶାର ଲୋକମାନେ ସବୁକିଛି ଜାଣିଛନ୍ତି ନହେଲେ BJP ଓଡ଼ିଶାରେ ସରକାର କେମିତି ଗଢ଼ିଥାନ୍ତ। । ଏଥରୁ ଆପଣ ନୀର୍ବୁତ ରହି private sector ରେ କାମ କରୁଥିବା ଶ୍ରମକମାନେ ଏହାର ଲାଭ ପାଇଲେ କି ନାହିଁ ତଦାରଖ କରନ୍ତୁ। ଏହା କଲେ BJP ସରକାର ଲୋକମାନଙ୍କର ବିଶ୍ଵାସଭାଜନ ହୋଇପାରିବ।

  • @sushantakumarmahakul1926

    @sushantakumarmahakul1926

    17 күн бұрын

    100%✓

  • @sanatanhembram9991
    @sanatanhembram999117 күн бұрын

    ଆଗରୁ କେଇଠୁ ଥିଲ। ବେକାର ଗପୁଚ

  • @srushticreation7844

    @srushticreation7844

    17 күн бұрын

    ଥିଲା ଆଜ୍ଞା wages rate

  • @tusarkantaparija8548
    @tusarkantaparija854817 күн бұрын

    Double engine ka kamal

  • @abhinandansutar197
    @abhinandansutar19717 күн бұрын

    ବିଜେପି ଆଉ ଅଧିକ କଣ କରିବ.. ଖାଲି ରଙ୍ଗ ବଦଳେଇ ରାଜସ୍ବ ଲୁଟିବ

  • @ManojJena-ep5nz
    @ManojJena-ep5nz17 күн бұрын

    କିଛି ଉଦ୍ୟମ କାମ ଦେବନି l BJP ଆଗକୁ ଶାସନ 15 ବର୍ଷ ଯାଏ କରିବ l ଆଉ 15 ବର୍ଷ ପରେ BJD ବୋଲି ଗୋଟେ ପାଟି ନଥିବ

  • @nabinraj7474
    @nabinraj747417 күн бұрын

    ଯେମିତି ତାସ୍ୟଲ କରି ହସୁଛ ଟିକେ ଲାଜ ଲାଗିବା କଥା ତୁମମାନଙ୍କୁ ସତରେ ବାପା ପଇସା ରେ କଳା ଭଳି ଲାଗୁଥିବ

  • @bhagabansahu3420
    @bhagabansahu342017 күн бұрын

    ଏ ଭଳି ଆମ୍ଲଗର୍ବ କରି ବିଜୁ ଜନତା ଦଳରେ ଅସ୍ଥିତ୍ଵ ରହିଲା ନାହିଁ ଆହୁରି ଗର୍ବକରୁଥ

  • @SidharthPrasadDas
    @SidharthPrasadDas17 күн бұрын

    ବିଜେପି ର ଆଉ କୋଉ ଯୋଜନା ଅଛି କରିବେ, କୋଉଟା ନବୀନ ଛାଡ଼ିଛି କୋଉ ଯୋଜନା ଏ କରିବେ ଏ ରଙ୍ଗ ଦେବେ ମିଛ କହି ଓଡିଶା ର କିଛି ଭକୁଆଙ୍କୁ ବୋକା ବନେଇବେ, ତାଙ୍କ କହିଥିବା କଥା କୁ ଓଡିଶା ଲୋକ ପଚାରିବା ଦରକାର, ବିଜୁଳି ଛାଡ଼, ଧାନ ମୂଲ୍ୟ ବୃଦ୍ଧି, ଭତା ବୃଦ୍ଧି, ରତ୍ନ ଭଣ୍ଡାର ଖୋଲା ଏ କଥା ଏ ଯାଏ କହୁନାହାନ୍ତି, ଅଲଜ୍ୟା ଦଳ

  • @ArobindaGhosh-fd1hr
    @ArobindaGhosh-fd1hr17 күн бұрын

    Right sir 👍 Jay jagannath Jay Naveen dilse BJD 👍♥️

  • @lovesolution6400
    @lovesolution640017 күн бұрын

    Right

  • @shristishristi2411
    @shristishristi241117 күн бұрын

    Tome କିଛି କାର୍ଯ୍ୟକାରି kolani.abe hoba.tome ବୁଝପାରୁନ ବୋଧେ

  • @biswamberbhutia3280
    @biswamberbhutia328017 күн бұрын

    ବିଜେପି ନବୀନ ପଟ୍ଟନାୟକ କହିଥିବା ସମସ୍ତ ଜିନିଷ କୁ ସମର୍ଥନ କରିଵ ଓ ନବୀନ ପଟ୍ଟନାୟକ କୁ ରାଷ୍ଟ୍ରପତି କରିବା ଯୋଜନା ରହିଵ ବିଜେଡି କୁ ଭାଙଗିଵ ।ଓଡ଼ିଶା ରେ ବିଜେପି କୁ ମଜବୁତ ରଖିବ। ନବୀନ ପଟ୍ଟନାୟକ ଆଉ ନିର୍ବାଚନ ଲଢିଵ ନାହି।

  • @deepakkumar-tg2cr
    @deepakkumar-tg2cr17 күн бұрын

    ଖାଲି ବହକାଳୀୟା କଥା କାଇଁ ଏ ପର ଜନ୍ତ ବଢ଼ା ପଇସା ମିଲିନିତ ଖାଲି ଗପୁ ଛନ୍ତି ଆମେ ସବୁ ତାଡ଼ି ପକେଇଛୁ କାଇଁ 3ମାସ ଆଗରୁ 6ମାସ ଆଗରୁ କଲନି Election କୁ ଆଖି ଆଗରେ ରଖି 100 ବଢ଼େଇଲ କାଇଁ ଏମିତି ତ ଆଗରୁ କେବେ କରି ନଥଲ

  • @krishnakhandagiri9887
    @krishnakhandagiri988717 күн бұрын

    Ur right right 👍👍 Sir ଭାରତୀୟ ଜନତା ପାର୍ଟିର ନେତା ମନ୍ତ୍ରୀ ମାନେ କିଛି କରିବେନି କି କରି ପାରିଵେ ନାହିଁ ଏମାନେ ନବୀନ ବାବୁ ଙ୍କ ସଵୁ ଯୋଜନା ଉପରେ ତାଙ୍କ ପୋଷ୍ଟର୍ ଲଗେଇକି ଶ୍ରେୟ ନେଵ 😅

  • @gunanidhisahoo557
    @gunanidhisahoo55717 күн бұрын

    ଏଇଥି ପାଇଁ ହାରିଲ । ପୁଣି ହାରିବ।

  • @brajakishoremohapatra5709
    @brajakishoremohapatra570917 күн бұрын

    ପେଲିନ୍ ବାବୁ ତମେ କଣ ତିନି ମାସ ହେଲା ଘୋସୁଥିଲ ଏବେ ଘୋଷଣା କଲେ ଆଉ ଛ ମାସ ଅପେକ୍ଷା କର ତମ ଗଲୁ ନିବାରଣ ହେଇଯିବ

  • @user-sv2zc1hg5z
    @user-sv2zc1hg5z16 күн бұрын

    ଆମର ସବୁ ବେଳେ ନବୀନ ପଟ୍ଟନାୟକ ସାର୍ ମୁଖ୍ୟମନ୍ତ୍ରୀ ଭାବେ ଆବଶ୍ୟକ

  • @minakumaripatra-rg9ed
    @minakumaripatra-rg9ed17 күн бұрын

    Jai hind jai bjd

  • @narayanbhoi5847
    @narayanbhoi584717 күн бұрын

    24ବର୍ଷରେ କେବଳ ଶେଷ ବର୍ଷରେ କିଛି ଖାଲି ପଦବୀ ବିଜେଡି ପୂରଣ କରିଥିଲା। ଆଜି ବିଜେପି 20000 ଶିକ୍ଷକ ପଦବୀ ପୂରଣ କରିବାକୁ ଯାଉଛି। ବ୍ରହ୍ମ ବିଭ୍ରାଟ କଥା ବିଜେଡି ଭୁଲିଗଲା କି ?ପରୀ,ଇତିଶ୍ରୀ,ମମିତା ମେହେର ହତ୍ଯା ପାପ ଲୁଚିଯିବନାହିଁ ।କୁସୁମା, ବଲ୍ଲେ ବଲ୍ଲେ ଓ ସ୍ୱାଦ ଢାବା ବିଜେଡି ବାଲାଙ୍କ ରଙ୍ଗଶାଳା ବିଷୟରେ ବିବୃତି କାହିଁକି ଦେଉନାହାଁନ୍ତି

  • @PankajPradhan-dg8jo

    @PankajPradhan-dg8jo

    13 күн бұрын

    20000 Padabi Bjd thiba samayaru baharichhi khali posting ta heuchhi BJP samayare. Tankara case chalithila sethi samay gadi chalithila😂

  • @prakashmahapatra2182
    @prakashmahapatra218217 күн бұрын

    ପିସି ବିଷୟ ରେ କିଛି କୁହନ୍ତୁ. ଏ ବେକାର କଥା କୁହନ୍ତୁ ନାହିଁ.

  • @nirmalabehera4724
    @nirmalabehera472417 күн бұрын

    Mgnrega ରେ ପାଞ୍ଚ ଦିନ ପୂର୍ବରୁ ମୂଲ୍ୟ ବୃଦ୍ଧି ର ଟଙ୍କା ଶ୍ରମିକ ମାନଙ୍କୁ ମିଳିସାରିଛି। ପୁଣି ଥରେ ନୂତନ ସରକାର ଆଉ କେତେ ଟଙ୍କା ବଢେଇ ଛନ୍ତି , ୨୫୪ଟଙ୍କା ରେ ଦୈନିକ ମଜୁରୀ ପେମେଣ୍ଟ ଚାଲୁଥିଲା ବର୍ତ୍ତମାନ କେତେ ହେଲା। semi skilled ୫୦୦‌ ଟଙ୍କା ଚାଲିଥିଲା ବର୍ତ୍ତମାନ କେତେ ହେଲା।

  • @susantatarai3694
    @susantatarai369417 күн бұрын

    ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @jrnk2du273

    @jrnk2du273

    17 күн бұрын

    Bjd bhuli ja re aau nahi

  • @Samrat_CAK

    @Samrat_CAK

    16 күн бұрын

    @@susantatarai3694 ମୋହନ ମାଝି ଜିନ୍ଦାବାଦ

  • @Bkpradhan4195

    @Bkpradhan4195

    15 күн бұрын

    ଓଡିଶାରେ ଦିଟା ମୁଖ୍ୟମନ୍ତ୍ରୀ କି

  • @user-fv4vi6lr5f
    @user-fv4vi6lr5f17 күн бұрын

    ପ୍ରଥମେ BJP ରଙ୍ଗ କରୁଥିଲା ଏବେ କପି କଲାଣି

  • @sagarnayak1601
    @sagarnayak160116 күн бұрын

    ସବୁ ଠିକ୍ ଯେ, ସରକାର ତ ଠିକ୍ ଥିଲା ସବୁ କାମ କରୁଥିଲେ ତ ହାରିଲେ କଣ ପାଇଁ ?

  • @ssentertainment4591
    @ssentertainment459117 күн бұрын

    ଲେଲିନ୍ ମହାନ୍ତି ତୁ ଛୋ... ହେଉଛୁ। ଆବେ ସଳା ମୂର୍ଖ, ପୂର୍ବେ କ୍ୟାବିନେଟ୍ ନିଷ୍ପତ୍ତି କିଏ କ'ଣ ଅବମାନନା କରେ ନାଁ କରିବ। ତୁ ବୋକା ଚୋଦା ବେଶୀ ବକ୍ ବକ୍ ହେଉଛୁ। ଅପେକ୍ଷା କର, ନୂଆ ସରକାର କ'ଣ କରିବ କୀ ନ କରିବ ଦେଖେ।

  • @sanjeebraaznaik1314
    @sanjeebraaznaik131417 күн бұрын

    Naveen Patnaik...❤❤❤

  • @namitasethi6729
    @namitasethi672917 күн бұрын

    B j p କିଛିକରିପରିବ। ନାହି

  • @damugouda5641

    @damugouda5641

    17 күн бұрын

    BJP kola BJD 24bors re kai kariparilani

  • @sanjitmishra6432

    @sanjitmishra6432

    16 күн бұрын

    Right 👍 ​@@damugouda5641

  • @bismaymoharana786
    @bismaymoharana78617 күн бұрын

    ବିଜେଡି ୩ ମାସ ତଳେ ଘୋଷଣା କରିଥିେଲ ଏବେ ଲାଗୁ ହେବାକୁ ଯାଉଛି ମୋହନ ସରକାର ଆଉଥେର ମନେପକାଇଲେ ଭଲ ହେଲା

  • @NilakanthaSahoo-n7c
    @NilakanthaSahoo-n7c11 күн бұрын

    ନୀକକଣ୍ଠ ସାହୁ ୨୫ ବରଶ ପରେ ୩ ମାସେ ଆଗୁରୁ ମନେପଡିଲା ଆଗକୁ ଶୁ।ଥ ଥଲା ଲେକ ନିୟପାଇଲେ ନାହି

  • @Babaphakiryoutube
    @Babaphakiryoutube17 күн бұрын

    ସରକାର ଯାହା ଚାହିଁବେ ତାହା କରିବେ ତୁମେ ବେଲଜ୍ୟା ଲୋକସଭା ସାଂସଦ ଜିତି ପାରିବ ନାହିଁ କୁକୁର ପରୀ ଭୋକିବ ମଙ୍ଗିଆ ଟିଭି ରେ

  • @Zanil-kr7ll

    @Zanil-kr7ll

    17 күн бұрын

    😁😁😁 Modi ayodhya harigale kan paine

  • @Babaphakiryoutube

    @Babaphakiryoutube

    17 күн бұрын

    @@Zanil-kr7ll modi ବାରାଣସୀ ରେ ଲଢ଼ୁଥିଲେ ମୁର୍ଖ

  • @Zanil-kr7ll

    @Zanil-kr7ll

    17 күн бұрын

    @@Babaphakiryoutube Ram mandir karithile para ayodhya ru Modi nka candidate harichhanti murkha 😁😁😁 now BJP is Modi BJP

  • @soumyaranjanpradhan9828

    @soumyaranjanpradhan9828

    17 күн бұрын

    2029 ରେ ଦେଖିବ

  • @Babaphakiryoutube

    @Babaphakiryoutube

    16 күн бұрын

    @@Zanil-kr7ll ରାମ ମନ୍ଦିର ଜନତା ଦାନ ରେ ତିଆରି ହେଇଚି ଜଗନ୍ନାଥ ମନ୍ଦିର ଲାଟିନ ରାଜସ୍ୱ ଟଙ୍କା ରେ ନବୀନ କରିଛି 1600 କୋଟି ରେ ରାମ ମନ୍ଦିର 4200କୋଟି ଜଗନ୍ନାଥ ମନ୍ଦିର ଲାଟିନ

  • @samarbiswal4704
    @samarbiswal470417 күн бұрын

    Naveen patnayk good

  • @pradipmohanty4727
    @pradipmohanty472717 күн бұрын

    ନବୀନ୍ ବାବୁ ଆଜି ପର୍ଯ୍ୟନ୍ତ ୟାଙ୍କୁ ତଡି ନାହାଁନ୍ତି , ଆଶ୍ଚର୍ଯ୍ୟ ର କଥା ! ଦି ଚାରି ଦିନରେ ବିଦା ହେବେ।

  • @laxmansahoo4681
    @laxmansahoo468112 күн бұрын

    ମନ ଆମର ଦୁଃଖ, ଏଥର ଜିତିଥିଲେ ମନ୍ତ୍ରୀ ହୋଇଥାନ୍ତେ ସୁବାସ ମହାରାଜା 🎉😮

  • @satyanarayan6573
    @satyanarayan657317 күн бұрын

    ପୁଣି ମୁହଁ ଦେଖେଇଲ ଲଜ୍ଜ୍ୟା

  • @chittaranjanswain368
    @chittaranjanswain36817 күн бұрын

    କାର୍ଯ୍ୟ କାରି ଓଡିଶା ଗମେଣ୍ଟ ଶ୍ରମିକ ମାନଙ୍କର ଲାଗୁ ହୋଇ ଥିଲା, କିନ୍ତୁ ପ୍ରାଇଭେଟ ଶ୍ରମିକ ମାନଙ୍କର ବଢିନଥିଲା, ଆଜିଘୋଣାହେଲା ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଧନ୍ୟବାଦ 👍

  • @bapinnayak5889

    @bapinnayak5889

    16 күн бұрын

    Brother mu private re job karuchi mote March 15 mililani

  • @chittaranjanswain368

    @chittaranjanswain368

    16 күн бұрын

    Bro apan keuthi kama karanti

  • @soudaminipattnaik7100
    @soudaminipattnaik710016 күн бұрын

    ବଜେଡି ସୋଇଥିଲା ସମସ୍ତ ଙ୍କ ଭବିଷ୍ଯତ ସହିତ ଖେଳ ଖେଳିଲା ଏବେ ସତ୍ଯ କୁ ଗ୍ରହଣ କରି ପାରୁନାହଁ

  • @NagaarjunKumar-r4w
    @NagaarjunKumar-r4w17 күн бұрын

    ବିଜେଡି ଜୟ

Келесі