ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେଦିନ ପୋଲିସ ବାବୁ ଅପମାନ କରିଥିଲେ, ଏବେ ପାଇଲେ ଏମିତି ଚିଠି

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 254

  • @madhabdash985
    @madhabdash9854 күн бұрын

    ଭଲ ଲାଗିଲା ଏମିତି ଲୋକ ଯୋଗୁଁ ରାଜ୍ୟରେ ଅପମାନ ହେଉଛି

  • @sarojakumarmishra1563
    @sarojakumarmishra15634 күн бұрын

    ଆପଣ ଭୃଲ ଲେଖୁଛନ୍ତି। ସେଦିନ ମୂଖ୍ୟ ମନ୍ତ୍ରୀଙ୍କୁ ନୁହଁ ବରଂ ବିଧାୟକଙ୍କୁ ଅପମାନ ଦେଇଥିଲେ ଥାନା ବାବୁ ।

  • @hariharapanigrahy

    @hariharapanigrahy

    Күн бұрын

    ଭିଡିଓ ଦେଖୂଲେ ତ ଲାଗୁଛି ବିଧାୟକ ଥାନା ବାବୁ ଙ୍କୁ ଧମକାଉଛନ୍ତି

  • @SaniaMajhi-wh5gw
    @SaniaMajhi-wh5gw4 күн бұрын

    ପୋଲିସ ମାନଙ୍କୁ ବିଶ୍ବାସ ନାହି ଲାଛୁଆ ପୋଲିସ

  • @RanjitKumarPatnaik
    @RanjitKumarPatnaik3 күн бұрын

    ରାଉରକେଲାର ଛେଣ୍ଡ ଥାନା ଲେଡୀ ଆଇଆଇସି ତାଙ୍କ ସହିତ କେତେକ ପୋଲିସ ବି ଜଡ଼ିତ ଆମ ମୂଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଏମିତି ଭ୍ରଷ୍ଟାଚାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,🙏🌹😭

  • @rabindrarath9474
    @rabindrarath94744 күн бұрын

    ଏମାନଙ୍କୁ ଉଚିତ ଶିକ୍ଷା ଦେବା ଦରକାର

  • @CreatorAjaya143
    @CreatorAjaya1434 күн бұрын

    ଖାଲି ଖାକିବରର୍ଦି ପିଦ୍ଧୀଲେ ପୋଲିସ୍ ହେଇଯିବେନୀ ଜନତାଙ୍କୁ ସନନ୍ନମାନ ଦୀଅନ୍ତୁ

  • @rakeshkumarpradhan9171
    @rakeshkumarpradhan91714 күн бұрын

    ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାରା ସିଂ ସପକ୍ଷ ରେ ଆନ୍ଦୋଳନ କରିଥିଲେ

  • @dasarathisahu8329

    @dasarathisahu8329

    4 күн бұрын

    !!

  • @janmejayajena3097

    @janmejayajena3097

    4 күн бұрын

    ଦାରା ବଜରଙ୍ଗ ଦଳର ସଦସ୍ୟ ଥିଲା ତେଣୁ ଏହା ସ୍ୱାଭାବିକ । RSS . Bajrang dala. Biswa Hindu Parishada ଏ ସବୁ ମିଶିକି ବିଜେପି ସୃଷ୍ଟି ହେଇଥିଲା ।

  • @jeetudwivedy

    @jeetudwivedy

    4 күн бұрын

    Thik karithile

  • @kalingaveera3424

    @kalingaveera3424

    4 күн бұрын

    Asubidha kn helaa.....bhala ta karithile

  • @anilnayak3259

    @anilnayak3259

    2 күн бұрын

    That's was Criminals Activities

  • @AMITKUMAR-vx7bx
    @AMITKUMAR-vx7bx4 күн бұрын

    କର୍ମ ର ଫଲ କୁ ସମସ୍ତେ ଅପେଖ୍ୟା କରନ୍ତୁ

  • @user-qd4rk3fj9b
    @user-qd4rk3fj9b4 күн бұрын

    ସୁସ୍ପେଣ୍ଟ କର ସେମିତି ଥାନା ବାବୁକୁ ସେ କିଏ ବେ ସୋଳା ପୋଲିସ

  • @NIRANJANRout-bl6gk
    @NIRANJANRout-bl6gk4 күн бұрын

    ତ୍ରୀନାଥ ପୁଲିସି ନୁହଁ ଟାଉଟର ଟା

  • @pramodkumarrout7641
    @pramodkumarrout76414 күн бұрын

    Transfer is not a punishment.

  • @user-dz2uj6yb2o
    @user-dz2uj6yb2o4 күн бұрын

    ଏମିତି ଦୃଶ୍ୟ ନନ୍ଦିଘୋଷ ଟିଭି କାହିଁକି ପ୍ରସାର କରୁନି। ଏହି ପୋଲିସ ବାବୁ କୁ ମାଲକାନଗିରି ଜିଲ୍ଲା କୁ ବଦଳି କରାଯିବା କଥା।

  • @durgasharma1502

    @durgasharma1502

    4 күн бұрын

    ​@@PjamesMartynbhala hoichi 😂😂😂

  • @hrudanandaparamanik9416
    @hrudanandaparamanik94164 күн бұрын

    ଢିଙ୍କି ସ୍ବର୍ଗ କୁ ଗଲେ ବି ଧାନ କୁଟିବ ।

  • @abhimanyurout1930

    @abhimanyurout1930

    4 күн бұрын

    Bjd gunda chora

  • @umakantsethi680

    @umakantsethi680

    4 күн бұрын

    Thik kahichha,ministry 5 years only,kintu gote sarkari chakiria 60 sall Tak,ei katha janiba darkar,police au majhi babu personal matter heithiba.

  • @jullysamal6626

    @jullysamal6626

    4 күн бұрын

    ଚାକିରି ଯୋଉଠି କରିପାରିବ ବଟ ମାଝି ନିଜ ଅହଙ୍କାର କେତେ ଲୋକେ ବୁଝିଲେ ଶାସନରେ ରହି ପ୍ରତିଶୋଧ ଭଲ ନୁହେଁ

  • @user-dj2zj2eh4f

    @user-dj2zj2eh4f

    4 күн бұрын

    Gajapatire kutile chaliba.

  • @user-hc5rd3pw7t

    @user-hc5rd3pw7t

    4 күн бұрын

    ​@@umakantsethi680 5 yrs re ta galu maridaba 60 yrs nuha 1 yrs re ta nija tarafaru reji nation deidaba😂😂

  • @patitapabandharai3859
    @patitapabandharai38594 күн бұрын

    ମାଇଗିହା ଥାନା ବାବୁ କେ ମାରି ଦିଅ

  • @nabinchandranaik4240
    @nabinchandranaik42404 күн бұрын

    ମାଲକାନଗିରି ଏବେ ଶାନ୍ତ । ସେ ପୁଲିସ୍ କୁ ମୁଖ୍ୟମନ୍ତ୍ରୀ ଙ୍କ ଅଡରଲୀ ପଦରେ ରଖିଲେ ଉପଯୁକ୍ତ ଡଊଟଇ ହୁଅନ୍ତା।

  • @JayJagannath-hc7pn
    @JayJagannath-hc7pn4 күн бұрын

    ସବୁ iic ଏଇ ଭଳି

  • @munapapushorts9695

    @munapapushorts9695

    4 күн бұрын

    Na sabu iic saman nuhanti,

  • @deviprasadmishra6563
    @deviprasadmishra65634 күн бұрын

    ତା ଉପରେ ତୀକ୍ଷଣ ନଜର ରହୁ, କାହିଁକିନା ଗଞ୍ଜେଇ ବେପାର କରିଦେବ ଗଜପତିରେ

  • @puspanjalipadhihari1763
    @puspanjalipadhihari17634 күн бұрын

    ଆରେ ଇଏ ହେଲେ ଦବଙ୍ଗ ପୋଲିସ

  • @dipusing9439
    @dipusing94394 күн бұрын

    ଥାନା ବାବୁଙ୍କୁ ବାହାର କରିଦିଅନ୍ତୁ

  • @rakeshkumarpradhan9171

    @rakeshkumarpradhan9171

    4 күн бұрын

    କଣ ପାଇଁ ବେ

  • @satyabratadas3635

    @satyabratadas3635

    4 күн бұрын

    Ta katha re

  • @Odishatoka_07

    @Odishatoka_07

    4 күн бұрын

    Pandu chata magyaaa​@@rakeshkumarpradhan9171

  • @sipun5

    @sipun5

    4 күн бұрын

    E hi bhali 2 , 4 janaka chakiri gale sie sudhuribe.

  • @dilipasundaray3263

    @dilipasundaray3263

    4 күн бұрын

    ​@@sipun5right ❤

  • @basantasahu3719
    @basantasahu3719Күн бұрын

    ରାଜଧାନୀରୁ ସବୁ ପୋଲିସ ଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଉ

  • @arjunnandi7778
    @arjunnandi77783 күн бұрын

    ଜଣେ ବିଧାୟକଙ୍କୁ ଯଦି ଥାନାବାବୁ ଏମିତି ବ୍ୟବହାର କରି ପାରନ୍ତି ତେବେ ସାଧାରଣ ଜନତାଙ୍କୁ କି ବ୍ୟବହାର କରୁଥିବେ ।କଟକ ର ପୋଲିସ ବାବୁ ଙ୍କ କଥା ନ କହିବା ଭଲ । ଏମିତି ପୋଲିସ ବାବୁ ମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇ ଦେବା କଥା

  • @pabitrabiswal9744
    @pabitrabiswal97444 күн бұрын

  • @gurucharanmohapatra4508
    @gurucharanmohapatra45084 күн бұрын

    Mohan Babu was a MLA, should not expect demanding honour. The police babu was right then during the course of action..

  • @suoli6421

    @suoli6421

    4 күн бұрын

    Isn't it misusing the power ??

  • @jullysamal6626

    @jullysamal6626

    4 күн бұрын

    Mohan majhi ra dabang ଗିରି ଦେଖ ଭଲସେ

  • @jullysamal6626
    @jullysamal66264 күн бұрын

    ଆରେ ମୋଦି ସପ୍ତମ ପଢ଼ିଛି ତା ଜଣେ ଆଦିବାସୀ murk ku nei ମୂର୍ଖ ମନ୍ତ୍ରୀ କରିଚି ବୋଲି କଣ ପୋଲିସ ଆଇନ ଉର୍ଦ୍ଧରେ ,ପ୍ରତିଶୋଧ କଣ ନେବ ମୂର୍ଖ ନିଜର କ୍ଷତି

  • @changeyourlife6224

    @changeyourlife6224

    4 күн бұрын

    ତୁ ଶଳା ପଣ୍ଡିତ,ତୋ ବାପା ବୋଉ କିଏ ବେ

  • @jullysamal6626

    @jullysamal6626

    4 күн бұрын

    @@changeyourlife6224 ତୋ bopa modi majhi ସlହା

  • @changeyourlife6224

    @changeyourlife6224

    4 күн бұрын

    @@jullysamal6626 ହ ରେ ଶଳା, Naveen to ବୋପl

  • @user-ys9uk4pg7e

    @user-ys9uk4pg7e

    3 күн бұрын

    ବୁଲକୁଲ ସତ କହିଲ

  • @user-ys9uk4pg7e

    @user-ys9uk4pg7e

    3 күн бұрын

    ​@@changeyourlife6224ବୁଦ୍ଧ ଙ୍କ dipi Rakhi ଏମିତି❤ କଥା କହୁଛ , ଜଣାପଡୁଛି ,,,,,,,,,,,,,,,,,,,,,,,ନୁହେ ଆଉ😂😂😂😂😂😂

  • @BabuliBehera-zs2ko
    @BabuliBehera-zs2ko4 күн бұрын

    କଣ ତାଜି ହେଇଗଲା ବଦଳି କରିପାରିବ ତମ ମୁଖମନ୍ତ୍ରୀର ଦମ ଅଛି ତା ଚାକିରି ନେଇଜିବ

  • @user-ev6rg3ll8w
    @user-ev6rg3ll8w4 күн бұрын

    Respect, sir it was very good news that you are a good honest person we glad to that you are our CM for odissa 🙏🙏🙏🙏🙏🙏🙏🙏🙏🙏🙏🙏🙏🙏I am a student,sir...jay jagannath,sir!

  • @baikunthnatharout1024
    @baikunthnatharout10244 күн бұрын

    Very good 👍

  • @sanjauakumar8999
    @sanjauakumar89994 күн бұрын

    ମାଲକାନଗିରି କୁ ବଦଳି କରାଯାଉ

  • @dilipasundaray3263

    @dilipasundaray3263

    4 күн бұрын

    Chhatishigada sima Ku badali karajau

  • @ajaykumarbaral5946
    @ajaykumarbaral59463 күн бұрын

    ବହୁତଭଲହେଇଛି

  • @ranjitkumarsbr5759
    @ranjitkumarsbr57594 күн бұрын

    Mgya amo Gajapati ku transfer hei asilaki

  • @MUZIKEXPRESSODIA
    @MUZIKEXPRESSODIA4 күн бұрын

    Good

  • @arupbehera308
    @arupbehera3084 күн бұрын

    Right haichi

  • @sanjaybiswal9242
    @sanjaybiswal92424 күн бұрын

    ଗଲୁଆ ପୋଲିସ ବହୁତ ଖରାପ ଆଚରଣ ପ୍ରଦର୍ଶନ ❤

  • @gobindachandraswain3060
    @gobindachandraswain30604 күн бұрын

    ତାକୁ ବଦଳି ନୁହେଁ ଦଣ୍ଡ ଦରକାର।

  • @sureshchandradas88
    @sureshchandradas884 күн бұрын

    That IIC should be dismissed for his alleged misbehaviour to a sitting MLA in the police station

  • @RajkishoreMahakuda-hz1rd
    @RajkishoreMahakuda-hz1rd4 күн бұрын

    Right

  • @rangaballavrout8226
    @rangaballavrout82264 күн бұрын

    Thiki.heichi

  • @badalswainilovemyindia
    @badalswainilovemyindia4 күн бұрын

    Respect the right

  • @UttamDas-lm6rk
    @UttamDas-lm6rkКүн бұрын

    ପ୍ରତିହିଂସା ପରାୟଣ ର ରାଜନୀତି।

  • @jharanamallick2782
    @jharanamallick27823 күн бұрын

    Very good

  • @rakeshmohapatra1459
    @rakeshmohapatra14592 күн бұрын

    ଜଗପତି transfer ନକରି ମାଲକାନଗିରି transfer କରିବା କଥା ।

  • @ArajunPujari-hc8kt
    @ArajunPujari-hc8kt4 күн бұрын

    ମାଲକାନଗିରି ଜ଼ିଲ୍ଲା କୁ ପଟା ଯାଉ

  • @user-ys9uk4pg7e
    @user-ys9uk4pg7e3 күн бұрын

    ମୋହନ ବାବୁ ebe odisha ra CM , kathare achhi ଢ଼ିଙ୍କି ସ୍ୱର୍ଗ କୁ ଗଲେ ବି ଧାନ ହିଁ କୁଟୀବ, ତେଣୁ , ପୋଲିସ ବାବୁ ଆମର ଯୋଉଠି ଥିଲେ ସେଇଠି ରଖି ଯଦି ଶାସନ କରିଥାନ୍ତେ ତେବେ ଭଲ ଲାଗିଥାନ୍ତା , ଏବେ ସତ୍ତା କୁ ଆସିଲାପରେ ଏପରି ଏକାଛତ୍ରବାଦ ଶାସନ ଠିକ ଲାଗୁନି, ମୁଖ୍ୟ ମନ୍ତ୍ରୀ ହେଉଛନ୍ତି ଓଡିଶା ର ତେଣୁ ପୋଲିସ ବାବୁ ଆମର ଗଜପତି ରେ ବି ସେପରି କାମ ହୁଏତ କରିପାରନ୍ତି ,

  • @bibhendrabehera1205
    @bibhendrabehera12054 күн бұрын

    Right decision

  • @bhaktimarga853
    @bhaktimarga8533 күн бұрын

    ଥାନା ବାବୁ କଅଣ ହେଲେ ପଦବୀ ବଦଳି ଗଲକି? 1:37

  • @villageviral4540
    @villageviral45403 күн бұрын

    👍

  • @ajayajena319
    @ajayajena3194 күн бұрын

    ଶଳା କୁକୁର ପୋଲିସକୁ ଉଚିତ୍ ଦଣ୍ଡ ଦେବା ଉଚିତ୍।ମୋତେ ବି ପୋଲିସ ଥରେ ଥାନାରେ ବହୁତ ଅସଭ୍ୟ ଭାଷାରେ ଗାଳି ଦେଲା।କିଛି ଦିନ ତଳେ ସେହି ପୋଲିସ ମୋତେ lift ମାଗିଲା। ଶଳା ପୋଲିସକୁ ଏମିତି ଚକା sleep କରି ପକେଇଲି ତା'ର କହୁଣୀ ଛିଡିଗଲା।😂 ମୋର ଆଣ୍ଠୁ ଛିଡିଗଲା। ତଥାପି ମୋ ମନ ଦୁଃଖ ନ ଥିଲା।😊😊

  • @sunitahial8586

    @sunitahial8586

    4 күн бұрын

    😃😃😃

  • @murildhar2463

    @murildhar2463

    4 күн бұрын

    Bhai kn kola ma😊😊😊😊😊

  • @brajasundarmahalik1783
    @brajasundarmahalik17833 күн бұрын

    Ok Right

  • @user-lf6ks6os7g
    @user-lf6ks6os7g4 күн бұрын

    Good things mohan sir

  • @balubehera4155
    @balubehera41554 күн бұрын

    Super

  • @nityanandadehury5416
    @nityanandadehury54164 күн бұрын

    ଠିକ୍ ହେଇଛି

  • @sitaramsahu3883
    @sitaramsahu38834 күн бұрын

    ସରକାରଙ୍କ ବଳରେ ବଳିୟାନ ହୋଇ ଅନ୍ୟଙ୍କୁ ଏ ପ୍ରକାରର ବ୍ୟବହାର କରିଥାନ୍ତି।

  • @user-qk6vk8xe9z
    @user-qk6vk8xe9z7 сағат бұрын

    🎉 very good sir cm sir

  • @user-zi7uy7ff1h
    @user-zi7uy7ff1h4 күн бұрын

    Trinath sethi ku dismiss kara

  • @prasantpatra9753
    @prasantpatra97534 күн бұрын

    Good decision

  • @sanatanpradhan9320
    @sanatanpradhan93204 күн бұрын

    Thanks cm sir🙏🙏🙏

  • @saradabehera8862
    @saradabehera88623 күн бұрын

    Mukhya mantri hela pare pratisodha neichanti eita Kan thik nuhe pratisodha

  • @subashbehera9104
    @subashbehera91043 күн бұрын

    ନକ୍ସଲ ମାନ ଙ୍କୁ ନାଲି ଆଁଖି ଦେଖାଇ ବେ ଥାନାବାବୁ😂

  • @aswwinikumarsahoo9568
    @aswwinikumarsahoo95684 күн бұрын

    ପକେଟରେ ହାତ ପୁରେଇ ଜଣେ ବିଧାୟକଙ୍କ ସହିତ କଥା ହେଉଛି। ତାର ଭାବଭଙ୍ଗୀ ସତେ ଯେପରି ସେ ଗୋଟିଏ ସ୍କୁଲର ହେଡ୍ ମାଷ୍ଟର ଆଉ ବିଧାୟକ ଜଣକ ତାର ଛାତ୍ର। ଭାବିଥିଲା ବିଜେଡ଼ି ପୁଣି ସରକାର କରିବ, ପୂର୍ବ ଭଳି ଦାଦାଗିରି ଚଳେଇବ ।

  • @rajkishorpradhan8491
    @rajkishorpradhan84914 күн бұрын

    Mohan majhi sir immediately suspended IIC

  • @raghunathchandan5840
    @raghunathchandan58402 күн бұрын

    ପୋଲିସ ହଉଚି ବାଘ ଏମାନେ ସବୁ ପାଟିରେ ଆଇଁସିଆ ଗନ୍ଧ ନ ହେଲେ ଚାଲିବେନି

  • @user-ol7us3cs9k
    @user-ol7us3cs9k4 күн бұрын

    Taaku malkangiri transfer kara jaau

  • @NarayanSingh-ch6nk
    @NarayanSingh-ch6nk4 күн бұрын

    Karma ro phala paiba uchit mo motore..!❤❤❤❤❤

  • @kuleswarnaik5154
    @kuleswarnaik51544 күн бұрын

    Malkangiri ହେବା କଥା ବଦଳି

  • @shivshakti4812
    @shivshakti48124 күн бұрын

    Situation always changeable 😊hele kahinki anyaku chhota bhabe

  • @sanju7678
    @sanju7678Күн бұрын

    CM sir. Please gote katha..aapana MLA thae ki aapanaka amiti behaves kariba officer jama bhala nuhain. Sia kan Odisha ra garibanka katha suniba. Aapana garibanka CM.. baki aapana decide karantu.. jaihind..Jai Sriram. Jai Maa Bharati

  • @RajkishorBhuyan-iw5lh
    @RajkishorBhuyan-iw5lh4 күн бұрын

    ଗଜପତି କୁ ଗିଳିଦେବନି ତ ?

  • @jibankumar312
    @jibankumar3123 күн бұрын

    Niyamita prakriya

  • @ManasaPradhan-de8ps
    @ManasaPradhan-de8ps3 күн бұрын

    God bless you cheapminister

  • @kps0011
    @kps00113 күн бұрын

    ଏଇଟା କଣ ନୂଆ କଥା ଘଟିଥିଲା କି ସବୁ ଥାନା ରେ ଏଇଭଳି ବ୍ୟବହାର କରାଯାଉଛି, ପୋଲିସ ଚାକିରି ଖଣ୍ଡେ ମିଳିଗଲେ ହେଲା.....

  • @bijoyasamal5008
    @bijoyasamal50084 күн бұрын

    Like UP, made him a Constable.

  • @harishchandrapradhan8637
    @harishchandrapradhan86374 күн бұрын

    yaku constable karaajaau

  • @sauravkumarpuhan
    @sauravkumarpuhan4 күн бұрын

    Jay cm❤❤❤❤

  • @sadashivpradhan6686
    @sadashivpradhan66864 күн бұрын

    ଖବର ଯଦି ସତ ତାହେଲେ ଉଦାହରଣ

  • @rajkishorbehera5808
    @rajkishorbehera58084 күн бұрын

    Tame odisha Bhaskar ahi ghatantaku khali ghantucha...maintain the quality

  • @rajkishordas1396
    @rajkishordas13964 күн бұрын

    Mohan Babu, The inertial tendency of police officers at the behest of BJD governance should be exemplary punished. This should be a lesson to errant police officers in odisha who had been working as agents of BJD.

  • @DenserWorld
    @DenserWorld4 күн бұрын

    ଥାନା ବାବୁ ର moye moye ହେଇଗଲା 😂😂

  • @user-dj2zj2eh4f
    @user-dj2zj2eh4f4 күн бұрын

    Bahut swagat jogya action.

  • @DactorKing-ez5uh
    @DactorKing-ez5uh4 күн бұрын

    ଆରେ ଭାଇ କେହି ତ କୁହ ଏ ଦୁହେଁ କଣ ପାଈଁ ଝଗଡା ହୋଇଥିଲେ

  • @narayansahoo7952
    @narayansahoo79524 күн бұрын

    J&K ପଠାନ୍ତୁ

  • @pradiptabiswal9247
    @pradiptabiswal92474 күн бұрын

    ନିୟମିତ ପ୍ରକ୍ରିୟା ସରକାର ର

  • @sbmahapatra
    @sbmahapatraКүн бұрын

    Next to suspension.

  • @sachidanadrout9852
    @sachidanadrout98524 күн бұрын

    24x7 continue

  • @user-ke9gy9rt7i
    @user-ke9gy9rt7i3 күн бұрын

    Dhoba ku malkangiri transfor kari diea

  • @Beero_explores
    @Beero_explores2 күн бұрын

    ଆଇଆଇସି ର ଚାକିରି ରହିଗଲା

  • @banitabehera-de6vp
    @banitabehera-de6vp4 күн бұрын

    Bangirposi malkangiri ki Rayagada noxol ariaku deithile bhala heithanta

  • @kalicharanabhatta2814
    @kalicharanabhatta28144 күн бұрын

    Bahut badhiya heichi. Trinath sethi mariba seithi. 😂😂😂

  • @user-pl7zm8ui8w
    @user-pl7zm8ui8w4 күн бұрын

    Emiti heba darkar sabu police ku

  • @kalandischoo1007
    @kalandischoo10073 күн бұрын

    News bala karuchhu

  • @brajakishorepadhi4022
    @brajakishorepadhi40224 күн бұрын

    ଦଣ୍ଡ ବହିଷ୍କୃତ। ବଦଳି କେବେ ହୋଇନପାରେ।

  • @balubehera4155
    @balubehera41554 күн бұрын

    Taku pane diantu sir

  • @sangrammisra9399
    @sangrammisra93994 күн бұрын

    It became old don't repeat it

  • @nareshpatro7986
    @nareshpatro79863 күн бұрын

    He must be published Ye kichi nuhe

  • @ajitkumarmaharana9275
    @ajitkumarmaharana92754 күн бұрын

    Gopal das naba das Katha Mane achhi....

  • @KailashMohanty-nc4hb
    @KailashMohanty-nc4hb4 күн бұрын

    ଗଜପତି ବଦଳରେ ମାଲକାନଗିରି ଯାଇ ଥିଲେ ଭଲ ହୋଇଥାନ୍ତା।

  • @rkbiswal621
    @rkbiswal6214 күн бұрын

    ତ୍ରୀନାଥ ଧୋବା ଜଣେ ପ୍ରକୃତତରେ ଧୋବା,

  • @kalingaveera3424
    @kalingaveera34244 күн бұрын

    Jau officer maane kaama thik se Kari paaru nahanti semanku terminate Kati diaa jau.... bahut pilaa honestly kaama karibaku anei basichhanti

  • @SudhirkumarPatra-mt6lj
    @SudhirkumarPatra-mt6lj4 күн бұрын

    ଏଇଟା ଗୋଟିଏ ବେକାର ଖବର।

  • @ANUSUYABEHERA-mq1kc
    @ANUSUYABEHERA-mq1kc4 күн бұрын

    Bhadrak basudevpur re SI Sudhanshu Mohanty nka behaviour v semiti

  • @Sambit21
    @Sambit214 күн бұрын

    Gajapati ku badali , athi v semiti kariba ,janataku , commission na neiki athi gote kama v huani , 100%sure exam-: Mohana BLK

Келесі