35cr scam in rural water supply | ଗାଁ ପୋଲ ଓ ପାଣିରେ ୩୫ହଜାର କୋଟି | The Quiver
ତାମିଲ ଗ୍ରୁପର ଆଉଏକ ବିରାଟ କାରନାମାକୁ ଖୋଳିବା ଆରମ୍ଭ କରିଛନ୍ତି ମୋହନ ମାଝୀ ସରକାର। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗରେ କିପରି ଯୋଜନାବଦ୍ଧ ଭାବେ ଅଣଓଡ଼ିଆ ସଂସ୍ଥାକୁ ଭର୍ତ୍ତି କରାଯାଇଛି ତାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଏକାଧିକ କାମକୁ ଗୋଟିଏ କରି ହଜାରେ କୋଟିର ଟେଣ୍ଡର ମାଧ୍ୟମରେ ବାହାର ଠିକା ସଂସ୍ଥାକୁ କାମ ଦେଇଛନ୍ତି ତାମିଲ ଗୋଷ୍ଠୀ। ମୋଟ ୧୭ଟି ଠିକା ସଂସ୍ଥା ହାତରେ ୩୫ହଜାର କୋଟିର କାମ ଧରାଇ ଦେଇଛନ୍ତି ତାମିଲ ବାବୁମାନେ। ସେସବୁ ଟେଣ୍ଡର ପ୍ରକ୍ରିୟାକୁ ଯାଞ୍ଚ କରିବ ବିଭାଗ। ଦରକାର ପଡ଼ିଲେ ଅଣଓଡ଼ିଆ ଠିକା ସଂସ୍ଥାକୁ କଳା ତାଲିକାଭୂକ୍ତ କରିବ। ଏମାନଙ୍କୁ ଠିକା ଦେବାରେ ସହାୟକ ଅଫିସର ମାନଙ୍କୁ ହାତକଡ଼ି ପିନ୍ଧାଇବାକୁ ଯୋଜନା କରିଛି ବିଭାଗ।
#thequiver #vkpandian #bjd #naveenpattnaik #naveenpatnaik #odisa #watersupply #5tchairman #odishapolitics #latestnewstoday #latestodishanews #cmodisha #bjpodisha #mohanmajhi #mpaparajitasarangi #aparajitasarangi #aparajita #odisha #5t_scams_odisha #scams_in_odisha
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
Пікірлер: 19
ସେ ମାଗିହାଙ୍କ ଘର ଜମିବାଡ଼ି ନିଲାମ କରାଯାଉ ଆଉ ଚାକିରିରୁ ବହିଷ୍କାର କରାଯାଉ 🙏🙏
What a great News today for Odisha.Thanks to News Reporter.Keep it up.
ସବୁ କଥାରେ ନବୀନ ଦାୟୀ
ପାଣ୍ଡୁଆ ସନ୍ୟାସ ନେଲା ବେଳେ କହିଲା କୁକୁର, ଓଡ଼ିଆଙ୍କ ସେବା କରିବାକୁ ଭଲପାଏ, ସଳେ ଏମିତି ସେବା କରିଚି ତାମିଲି ଙ୍କୁ ଆଣି, ସତ ସାହସ ଅଛିତ bjp ସେମାନଙ୍କ ଦୁର୍ନୀତି ତଦନ୍ତ କରି ସମ୍ପତି ବ୍ୟାଯାପ୍ତ କରୁ, ଏଥିପାଇଁ ଲୋକ ଭୋଟ ଦେଲେ bjp କୁ
Very good decision. God might bless to CM for his enquiry.
Right cbi red heu
ଜୟ ଶ୍ରୀରାମ l🙏
A very good step to be taken up by BJP.
Also in works Department & OBCC.
Heldiparmet paramedical post pai che Karajau sene bi outsourcing ra bina qualifications re post deichhanti punishment Heldiparmet
Yogi style sasan odisha re barakar
Odia hau Tamil hau aame sabu Indian.
ମୋହନ ମାଝି ତାମିଲ ର step wife କି?
Odisa govt rasa u deppt janch hau lanchua nku suspend kari tanka seize kara namanile langala kari pita sanjay singh ku suspend kara panchayati raj depptt ra
By the time BJP government starts working on the corruption of previous government their time will ne over. No urgency in picture. Most of the ministers do not have any administrative experience and shall depend on the same sort of beurocrates who were party to the mischief.
BJP bala bi IAS and IPS officer nku hata re rakhi sabu khaibe.khali dekhiba baki rahila
Tamil nadu officers ku kebe Enquiry and Arrest haba