ପାଣ୍ଡିଆନଙ୍କ ଖେଳ ଧରିଲେ ଅର୍ଦ୍ଧେନ୍ଦୁ || BADAKHABAR TV

ପାଣ୍ଡିଆନଙ୍କ ଖେଳ ଧରିଲେ ଅର୍ଦ୍ଧେନ୍ଦୁ || BADAKHABAR TV
#ardhendudas #bigbreaking #breakingnews #bjd #naveenpatnaik #odishapolitics #BadaKhabartv #OdishaNews #Odisha #LatestNews
ଓଡ଼ିଶାର ଏକମାତ୍ର ନିରପେକ୍ଷ ନ୍ୟୁଜ ଚ୍ୟାନେଲ

Пікірлер: 190

  • @user-qh6ws7eh5e
    @user-qh6ws7eh5e18 күн бұрын

    ଧନ୍ୟବାଦ୍ ଅର୍ଦ୍ଧେନ୍ଦୁ ଵାଵୁ🎉🎉🎉🎉🎉🎉🎉🎉

  • @ranjitkumarmishra3727
    @ranjitkumarmishra372718 күн бұрын

    ପାଣ୍ଡିଆନଙ୍କ ପାଇଁ ହାରିଛି

  • @rajibkumarmohanty8617

    @rajibkumarmohanty8617

    17 күн бұрын

    Nabin babu nije nhi dayi.nilabarna srugala.

  • @arunkumarbehera9271
    @arunkumarbehera927118 күн бұрын

    Right. Essement. Ardhendu. Sir

  • @karunakardas151

    @karunakardas151

    12 күн бұрын

    ବବି ଦାସ ବିଜେଡ଼ି ରୁ ତଡାଖାଇଲେ ସେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନର କଳାକାର ନାମାଖୋଲିଦେବ ଏବଂ ବିଜେପି ରେ ହାତ ମେଳାର ବିଜେଡ଼ି ର କେତେ ଜଣ ନେତାଙ୍କୁ ନେଇ ବିଜେଡ଼ି ଦଳ ଘାଣ୍ଟି ବ ଓ ଦଳ ବିଭାଜିତ ହେବା ଥୟ

  • @SWAINSAMIRRANJAN
    @SWAINSAMIRRANJAN17 күн бұрын

    ସବୁ ଓଡ଼ିଆ ଏକ ହୁଅ ଆଉ ସମସ୍ତ ତାମିଲକୁ ଓଡ଼ିଶାରୁ ଶୀଘ୍ର ବିଦାକର। ଆଉ ମଧ୍ୟ ମୋର BJP ସରକାରଙ୍କୁ ଅନୁରୋଧ।

  • @nilamanibehera6308
    @nilamanibehera630818 күн бұрын

    ⭕‼️⭕ଜୟ ଜଗନ୍ନାଥ ସ୍ୱାମୀ 🙏ଜୟ ଶ୍ରୀ ରାମ 🙏ସମସ୍ତ ବନ୍ଧୁଙ୍କୁ ପ୍ରଣାମ 🙏ସୁନ୍ଦର ବାର୍ତ୍ତା 👌ଯେ ପର୍ଯ୍ୟନ୍ତ ପାଣ୍ଡିଆନ ଓଡିଶା ରୁ ନ ବାହାରିଛି 👌ସେ ପର୍ଯ୍ୟନ୍ତ ବିଜେଡି ସତା ହରେଇ ବସିବ 👌ବିଜେଡି ହାରିବାର ମୁଖ୍ୟ କାରଣ ବବି ଓ ପାଣ୍ଡିଆନ ମୁହଁ ଫୋଟାଣି ପାଇଁ 🙏🌹🙏

  • @ramakantmahanta6994
    @ramakantmahanta699418 күн бұрын

    ଏମାନେ ସମସ୍ତେ "କୃଷ୍ଣସର୍ପ ଓ ଗଙ୍ଗଦତ୍ତ ବେଙ୍ଗ " ଗପ ସଦ୍ରୁଷ୍ ହେବେ । ସଂଚୟ ନାହିଁ ।

  • @user-qh6ws7eh5e
    @user-qh6ws7eh5e18 күн бұрын

    ଵବିଵାଵୁ ଅଶୋକ ବାବୁଙ୍କ ହନୁମାନ ସେ ଜଣେ ଶକ୍ତିଶାଳୀ ସିଂହ ଭାବରେ ଅପମାନ ସହ୍ୟ ନକରି ତୁରନ୍ତ ପଦକ୍ଷେପ ନିଅନ୍ତୁ ଏବଂ ଯାଜପୁର ଜିଲ୍ଲାର ସ୍ୱାଭିମାନ ବଜାୟ ରଖନ୍ତୁ 🎉🎉🎉🎉🎉

  • @pkpanda1371
    @pkpanda137118 күн бұрын

    ଗୁମସ୍ତା, ତାମିଲ... ଏହା ସାମ୍ବାଦିକତାର.... ସ୍ୱର ନୁହେଁ.!! ସୋସିଆଲ ମିଡ଼ିଆ ଯାହା ପାରୁଚି ତାହା ପ୍ରଚାର କରୁଛି। ଆପଣ ଜଣେ top class ର।

  • @akmohanty917
    @akmohanty91717 күн бұрын

    ବବି , ରଘୁନଦନ, ମଙ୍ଗରାଜ, ବଲେ ବଲେ ଢାବା ମାଲିକ ଏଇମାନଙ୍କୁ ତୁରନ୍ତ ପାଟିରୁ କାଢିଦବା ବହୁତ ସୁନ୍ଦର ବିଚାର

  • @gyanabratamohanty4219

    @gyanabratamohanty4219

    13 күн бұрын

    ରଘୁନନ୍ଦନ ଏପରି ବାତରା, ଛତରା,ପଇସା ଖିଆ, ପାଦଚଟା ନୁହନ୍ତି | ସେ ଅସୁସ୍ଥ, ନିର୍ଯ୍ୟାତିତ | 😢😢😢

  • @bauribandhusahoo2167
    @bauribandhusahoo216717 күн бұрын

    Ardhendubabu is the only News Editor, who is liked by lakhs of viewers allover Odisha. Your bad time is over and you will shine again.

  • @manoranjandash3134
    @manoranjandash313418 күн бұрын

    ଯିଏ ଶାସନ କୁ ଭଡ଼ାରେ ଲଗେଇ ବ୍ୟକ୍ତି ପ୍ରେମ ଆଗରେ ରାଜ୍ୟ ପ୍ରେମ ତୁଚ୍ଛ କରିଦେଲା ।ସେଇ ଲାଞ୍ଚୁଆ ଚାଟୁକାର ଙ୍କୁ ସମସ୍ତେ ସତର୍କ ରହିବା ଦରକାର।

  • @Brosujit
    @Brosujit18 күн бұрын

    ସମସ୍ତେ pandian ଙ୍କ ନାଁ ଧରିକି ସବୁ views ନେଇ ଚାଲିଗଲେ,last କୁ ଅର୍ଧେନ୍ଦୁ ବାବୁ ଆସିଗଲେ pandian ଙ୍କ ନାଁ ଧରି ପଇସା କମେଇବା ପାଇଁ,ଲୋକ ସବୁ ଜା,🎉

  • @user-xu3rq3lq3z

    @user-xu3rq3lq3z

    17 күн бұрын

    Right bro

  • @user-xu3rq3lq3z

    @user-xu3rq3lq3z

    17 күн бұрын

    Boby Das

  • @jullysamal6626

    @jullysamal6626

    16 күн бұрын

    ଆରେ vk ନା ଧରୁଚ ଏତେ Pandian ଲୋକ ୪କୋଟି ଓଡ଼ିଆ ତୋ ଗାଣ୍ଡି କାଈ ଫlଟୁଚି ,ତୁ ଭାରି ମିଡିଆ ଆହୁଜା କାହାର କ୍ରୀତଦାସ ଗୁମାସ୍ତ ତତେ ଲାଜ ଲାଗୁନି ତୁ କାହା କ୍ରୀତଦାସ

  • @gyanabratamohanty4219
    @gyanabratamohanty421913 күн бұрын

    ଚାଟୁକାର, ପାଦଚଟା, ତେଲିଆଙ୍କ ଅବସ୍ଥା ସବୁବେଳେ ଏମିତି ହୋଇଥାଏ | ସମ୍ବଲପୁରରେ ସାଂସଦ ପଦ ପାଇଁ ପ୍ରାର୍ଥୀ କରାଯିବା ଏକ ବଡ଼ ଚାଲ ଥିଲା | ନବୀନ - ପାଣ୍ଡୁ - ଧରମ ବୀର କି ଯୋଡ଼ି | ସୁଧୁରିଯାଅ ଓଡ଼ିଆ, ଏବେ ବି ସମୟ ଅଛି | 🙏🙏🙏

  • @matrukrupa2024
    @matrukrupa202417 күн бұрын

    ଜଗନ୍ନାଥଙ୍କ ନିକଟରେ ଯେ ଅପରାଧୀ ଜଗନ୍ନାଥ ତାଙ୍କୁ କେବେ ଛାଡି ବେନି କାରଣ ସେ କଥାକୁହା ଜୀବନ୍ତ ଠାକୁର । ବିଶ୍ଵାସ ର ବନ୍ଧୁ ।

  • @Dasjyoti421
    @Dasjyoti42118 күн бұрын

    ସେଇ ପୁରୁଣା ମାଲ ନୂଆ packing

  • @user-qh6ws7eh5e
    @user-qh6ws7eh5e18 күн бұрын

    Used & through the slave by Pandu

  • @animalsactivity3895
    @animalsactivity389512 күн бұрын

    ସାର୍ -- ଆପଣ ଦୁଃସାହାସ ପଦକ୍ଷେପ ନେଇ ଅନେକ ସମୟ ରେ ସଫଳ ହୋଇ ଛନ୍ତି ।

  • @sukantabaliarsingh9769
    @sukantabaliarsingh976918 күн бұрын

    Nabin Pattanaik should be removed from BJD

  • @subratray1653
    @subratray165316 күн бұрын

    Sir 🙏 really really really perfect analysis 👌👌👍

  • @prabinakumarmuduli7573
    @prabinakumarmuduli757318 күн бұрын

    CORRECT

  • @pallimadhuriodiafolksong2771
    @pallimadhuriodiafolksong27717 күн бұрын

    ବର୍ତ୍ତମାନ CBI and ED ଓଡିଶା କୁ ନିହାତି ଓ ତୁରନ୍ତ ଆବଶ୍ୟକ ।

  • @pkp4793
    @pkp479318 күн бұрын

    Jete jaha kole b Genda dolo puni haribo...udi udi haribo...😊😊😊

  • @satrughnadahoo9193
    @satrughnadahoo919315 күн бұрын

    ❤ Good compliment ❤

  • @jatindrabarik9271
    @jatindrabarik92717 күн бұрын

    ଏହା ଦ୍ୱାରା BJD ପୂରାପୂରି‌ ଧ୍ୱଂସ ହେବ ଓ ଓଡ଼ିଶାରୁ ନବୀନଙ୍କ ପରି ଜଣେ କଳଙ୍କିତ ରାଜନେତାର ନାଁ ଲିଭିଯିବ।ବହୁତ ଭଲ ହେବ।

  • @alekhachandra6982
    @alekhachandra69826 күн бұрын

    ମୂର୍ଖ ସ୍ୟ କେନ ଗତି, ଅଧୋ ଗତି.

  • @ashokpati4792
    @ashokpati47927 күн бұрын

    ଦାନ୍ତ ସଫା କରିବା ପାଇଁ ପୁରୁଣା ବ୍ରସ୍ ଜାଗାରେ ନୂଆ ବ୍ରସ ବ୍ୟବହାର କରାଯିବା ଏକ ସ୍ଵାଭାବିକ ପ୍ରକ୍ରିୟା ହୋଇଥାଏ ।

  • @sibaprasadmishra7263
    @sibaprasadmishra726318 күн бұрын

    U r right... Cent percent true news...

  • @mks5547
    @mks554717 күн бұрын

    Pandian bhala Kama karuchi ❤

  • @pkpanda1371
    @pkpanda137118 күн бұрын

    Ardhendu Das please ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର ଙ୍କୁ ଟିକେ ଫ ଲୋ କରନ୍ତୁ। ତାଙ୍କ ସାମ୍ବାଦିକତାରେ ସମାଜ କେବେ ବିଭ୍ରାନ୍ତ ହେବେ ନାହିଁ। ଆପଣ ଭଲ ବହୁତ୍ ଭଲ। ବିଜେପି ଦଳ ରେ ପରା ଆପଣ ଯୋଗ ଦେଇ ଥିଲେ????? Pandian Sir ଙ୍କ ବ୍ୟତୀତ ଅନେକ issue ଅଛି। ତା ଉପରେ ଚର୍ଚ୍ଚା କରନ୍ତୁ।

  • @jullysamal6626

    @jullysamal6626

    16 күн бұрын

    ହାରାମି ardhendu ଅସ୍ମିତା ଆହୁଜା ପଞ୍ଜାବୀ,ଗୁଜୁରାତି

  • @pareshchandragiri165
    @pareshchandragiri1658 күн бұрын

    ବର୍ତମାନ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ସଭ୍ୟ ମାନେ ନିଜକୁ ବହୁତ ‌ହୀରୋ ମନେ କରୁଛି ଯେପରି ବର୍ତ୍ତମାନ ମୋଦି ସରକାରକୁ ଉପାଡ଼ି ଫିଙ୍ଗି ଦେବ ।ଦେଖା ଯାଉ ଦେଶରେ ସ୍ବାର୍ଥ ଜନୀତ ବିଲ୍ ପାରିତକୁ ବୀରୋଧ କରି ଓଡ଼ିଶାକୁ କେତେ ପଛକୁ ନେଇପାରୁଛି ।

  • @ramchandrahota2430
    @ramchandrahota243016 күн бұрын

    Ardhendu Das ji Namaskar for Urs Adventures step of unveiling the masks of Pandian ,Babi Das and Naveen ji .

  • @umakantaswain8290
    @umakantaswain829017 күн бұрын

    ବଡ ଦୁଃଖର କଥା 25 ବର୍ଷ ର ଅଭିଜ୍ଞତା କୁ ଜ୍ଞାନ ଦେବ 2 ମାସର ଅଭିଜ୍ଞତା ଏହା କେବଳ ଓଡିଶା ରାଜ୍ୟ ଓ ନବୀନ ଭଳି ନେତାଙ୍କ ପାଖରେ ସମ୍ଭବ.

  • @user-qh6ws7eh5e
    @user-qh6ws7eh5e18 күн бұрын

    Khichhi thin pare ekaban MLA ru eka Nabin Babu thibe🎉🎉🎉

  • @prasantakumarswain3419
    @prasantakumarswain341918 күн бұрын

    ପାଣ୍ଡିଅନ 😂 କେଉଁ ସ୍ତରୀୟ ? ତାଙ୍କୁ କିଏ ବାହାର କରି ପାରିବେ ? କଣ କେବଳ ନବୀନ ବାବୁ ? ଯାହାକି ଅସମ୍ଭବ । ଏବେ ଯିଏ ଯିଏ ଅଛନ୍ତି ସମସ୍ତେ ଉପର ବରଡ଼ା, ତାଙ୍କ ହସିବାର କାରଣ ଥାଇପାରେ କିନ୍ତୁ ବେଶୀ ଦିନ ନୁହେଁ । ରହିଲେ ନବୀନ ବାବୁ.....

  • @nabinbeura3225
    @nabinbeura322517 күн бұрын

    ଚିଠାରେ ପାଣ୍ଡିଆନ୍ ଓ ବାବି ଉଭୟ ନାହାନ୍ତି . ନବୀନ୍ ବାବୁଙ୍କ ଭିନ୍ନ୍ ଦିଗରେ ନେତା ହେବାକୁ ଚାହାଁନ୍ତି.

  • @prakashmahalik592
    @prakashmahalik5924 күн бұрын

    Sundar....tapik

  • @user-qh6ws7eh5e
    @user-qh6ws7eh5e18 күн бұрын

    Sankha bhawan became ashanka bhawan 😂

  • @user-ll6cb1zt8w
    @user-ll6cb1zt8w17 күн бұрын

    Absolutely right 👍

  • @tariniprasadmallik7609

    @tariniprasadmallik7609

    17 күн бұрын

    A maa giaaaa krita dasa ku bahara karicchaa pandia ku be odisha ru bidha kara

  • @user-hj1yl6ch2h
    @user-hj1yl6ch2h18 күн бұрын

    First of all Pandian should totally be removed from BJD and also be restricted to come Naveen Niwas then BJD will be strong.

  • @monajsabat8383
    @monajsabat838318 күн бұрын

    V k padina Ra chakar Odisha ku Luti chalei madua Naveen jadua Tamil Ku Sabu Kahi E D And C B I Ku Amti Saha hatha karei bacsi achie v k padina

  • @achyutanandamishra3509
    @achyutanandamishra350917 күн бұрын

    Good news

  • @chandrakantsutar2922
    @chandrakantsutar292217 күн бұрын

    Naveen Patnaik is totally responsible for defeat of BJD....he has given absolute power to Pandian...

  • @basudevsahoo2092
    @basudevsahoo209213 күн бұрын

    ଓଡିଶାରୁ ଆଞ୍ଚଳିକ ଦଳ ସବୁ ଦିନ ପାଇଁ ବିଲୋପ ।

  • @santoshnayak2083
    @santoshnayak208318 күн бұрын

    Pandiyan ku sabu dina pai odisha ru out karrjuu

  • @gangadhardash3430
    @gangadhardash343018 күн бұрын

    🎉

  • @pradiptamohanty1364
    @pradiptamohanty136418 күн бұрын

    Sabukichhi mr pandiyan nka dwara chalichhi.... Navin babu a sabu kichhi jananti nahi..... Bjd kahile sirf mr pandiyan nku nhi bujhae......

  • @manojdikshit1308
    @manojdikshit130817 күн бұрын

    Govt. Should be change every five year then Odisha will change.

  • @nibarranjanbhuyan4568
    @nibarranjanbhuyan456817 күн бұрын

    ଅପେକ୍ଷା କରନ୍ତୁ ଆଜ୍ଞା ମାତ୍ର ଛ ମାସ କଥା କୁଆଡେ ଯାଉଛି ଆଉ ଯିବ. କେହି ଶୁଣିବେନି ଆଉ. ଏମାନଙ୍କ ପାଖରେ କିଛି ନାହିଁ. ହାରିବା ଲୋକଙ୍କୁ ନେଇଛି ପାଣ୍ଡିଆନ. ଆଉ ଏ ସବୁ ଭକୁଆ କିଛି କହିବେନି

  • @swarajkumarbej3768
    @swarajkumarbej376817 күн бұрын

    ବିଜେଡିରେ ଯାହାକୁ ସବୁ ଦାୟିତ୍ବ ମିଳେ, କେବଳ ତାହା ନାମକୁ ମାତ୍ର।

  • @santoshnayak2083
    @santoshnayak208318 күн бұрын

    Pandiyan ku sabu dina pai political ru ban karrjuu

  • @sadanandasahoo3707
    @sadanandasahoo370717 күн бұрын

    ନିଜେ ବିଜେପିର ଚାଟୁକାର ସାଜିଥିଲେ ଟିକେଟ ପାଇଁ।

  • @Bhagyashreebarik123
    @Bhagyashreebarik12315 күн бұрын

    Jayb . Jaybjp

  • @AkhyayaMohanty
    @AkhyayaMohanty18 күн бұрын

    Ardhendu bada political scientist

  • @jullysamal6626

    @jullysamal6626

    16 күн бұрын

    ମୁଣ୍ଡି

  • @jullysamal6626
    @jullysamal662616 күн бұрын

    Are ଆହୁଜା ମାଝି ବିଷୟରେ କହୁନୁ

  • @SurprisedBubbles-uy3iw
    @SurprisedBubbles-uy3iw17 күн бұрын

    Bjd.come.back.kariba.sahaja Nuha.

  • @banabasisahu4467
    @banabasisahu446717 күн бұрын

    Government sabu bele change hele odissa pain bhala

  • @user-wy3oe8kw6p
    @user-wy3oe8kw6p17 күн бұрын

    Pratap Jana ku arrest korajau

  • @ahwaanmishra7410
    @ahwaanmishra741017 күн бұрын

    ଏହି ପଦକ୍ଷେପ ଟିକିଏ ଆଗରୁ ନେଇଥିଲେ ବୋହୁତ କିଛି ହେଇ ପାରି ଥାଆନ୍ତା

  • @saratsahu4895
    @saratsahu489512 күн бұрын

    ୨୪ବର୍ଷର ନବୀନ ଶାସନରେ ଓଡିଶl ସବୁ ସ୍ତରରେ ସବୁ କ୍ଷେତ୍ରରେ ୫୦ବର୍ଷ ପଛେଇ ଗଲା | ନବୀନ ଜଣେ ଅଣ ଓଡ଼ିଆ ଓ ଅଣ ରାଜନୈତିକ ଓ ଅଣ ନେତା ଲୋକ। ନବୀନ ପାଇଁ ଓଡିଆ ଓ ଓଡ଼଼ିଶା ବରବାଦ ଓ ଛାରଖାର ହୋଇଗଲା ।

  • @ajayaparida5796
    @ajayaparida579617 күн бұрын

    Pandianku dress pindhibare help kàruthilaa

  • @sanjaybiswal9242
    @sanjaybiswal924217 күн бұрын

    ପାଞ୍ଚ ତାମିଲ ପାଇଁ ବିଜେଡି ସରକାର ହାରିଲା❤❤❤❤❤❤❤❤❤❤

  • @bimalbiswalbipin
    @bimalbiswalbipin17 күн бұрын

    ପାଣ୍ଡିଆ ନ ମୂର୍ଡାବାଦ।ନବୀନ ବାବୁ ଇ ଷ୍ଟଫା ଦିଅ ତୁ ଦିଲ୍ଲୀ ଯା ଆ ନ୍ତୁ, ଏହା ଆପଣ କ ପାଇଁ ମଙ୍ଗଳ ହେବ।

  • @lingarajbehera7049
    @lingarajbehera704917 күн бұрын

    The list bears the stamp of VKP.

  • @binodsahoo3374
    @binodsahoo337417 күн бұрын

    No political person will tolerate the dominance of the sanyasi .But the followers of sanyasi still hopeful. You see the language of the office order for Political secretary.

  • @muktikantamohapatra2899
    @muktikantamohapatra289917 күн бұрын

    ଓଡ଼ିଶା ରେ ଅଜିତ ପାୱାର ଉପାଖ୍ୟାନ ର ପୁନରାବୃତ୍ତି ପାଇଁ ବିଜେଡି ସଲା କୁସ୍ତି ଆରମ୍ଭ କରିଛି। ଆୟ ବହିର୍ଭୁତ ଅମାପ ଅର୍ଥ ଶୋଷଣ କରିଥିବା ମାନସ ମଙ୍ଗରାଜ ଓ ବବି ଦାସ ଙ୍କୁ ଉପେକ୍ଷା କରି ବିଜେଡି ନିଜର ଛବି କୁ ସାଧାରଣ ଜନତାଙ୍କ ପାଖରେ ସୁଧାରିବା ପାଇଁ ଅପଚେଷ୍ଟା ପ୍ରୟାସ ରେ ବାବୁ ପାଣ୍ଡିଆନ ଓ ଟିମ୍ ।

  • @mahendrapradhan4945
    @mahendrapradhan494517 күн бұрын

    Why naveen pattnaik will not be responsible in this scenario?

  • @munakumar5538
    @munakumar553812 күн бұрын

    ପାଣ୍ଡିଆନ୍ କୋଉଦିନ ଜେଲ ଯିବ?

  • @prabalbehera9282
    @prabalbehera928217 күн бұрын

    Bjd ଦଳ ସମସ୍ତେ ଜଣେ ଜଣେ ନୀଳ ବର୍ଣ୍ଣ ଶୃଗାଳ ଆଉ ଭରଷା ନାହିଁ

  • @santoshnayak2083
    @santoshnayak208318 күн бұрын

    Pandiyanku odisha ban karrjuuu

  • @jullysamal6626
    @jullysamal662616 күн бұрын

    Aire vk ଭଳି କିଏ ଓଡ଼ିଶା ଉନ୍ନତି କଥା ଭାବି କି ଭାବି କରିପାରିବେନି Pandian guha kai khaucha

  • @lalitendubhuyan9317
    @lalitendubhuyan931713 күн бұрын

    Congress is alternative of BJP, not BJD and people will forget BJD within five years

  • @lingarajbehera7049
    @lingarajbehera704917 күн бұрын

    OWNB, Old wine in New bottle

  • @swarnamohanty3121
    @swarnamohanty312117 күн бұрын

    Pandian kuade gale? London palei leni kuade?

  • @madhabanandabal3608
    @madhabanandabal360817 күн бұрын

    Old wine in a new bottle

  • @AkhyayaMohanty
    @AkhyayaMohanty17 күн бұрын

    Ardhendu gote mundi bahut poltical expert

  • @bimachronicle7347
    @bimachronicle734716 күн бұрын

    Odisha, politicians are just business promoters .

  • @jagannathpradhan3461
    @jagannathpradhan346117 күн бұрын

    ପୁଣି ବୁଡିବ ବିଜେଡି

  • @hrusikeshmahapatra6735
    @hrusikeshmahapatra673517 күн бұрын

    Pandiyan and nabin pattnayak both are same atitude

  • @sanjaybehera587
    @sanjaybehera58717 күн бұрын

    😢

  • @nibarranjanbhuyan4568
    @nibarranjanbhuyan456817 күн бұрын

    ନିଜ ଭିତରେ badia😂ପିଟା ହେବେ ଏମାନେ

  • @umakantabaut6806
    @umakantabaut68068 күн бұрын

    Are ardhendu babu thank u j tane bhala kama karucha but governor nka pua upare discuss kara oukat janapad8ba

  • @golakpatro7193
    @golakpatro719317 күн бұрын

    ନିଜ ନିଜ ଭିତରେ ମରାମରି ହେବେ 😊😊😊😊😂

  • @jugalkishoredash7575
    @jugalkishoredash757516 күн бұрын

    Four mall in Madras per mall 4000 cros of Pandian

  • @nibarranjanbhuyan4568
    @nibarranjanbhuyan456817 күн бұрын

    ନବୀନ ବାବୁ ଗଲେ ପୁରୀ ହେଲେ କେହି ଆସିଲେନି ତାଙ୍କୁ ଡାକିବାକୁ କିନ୍ତୁ ଧର୍ମେନ୍ଦ୍ର ଆଜ୍ଞା ତଳକୁ ଆସି ପାଛୋଟି କି ନେଲେ. ସେଇଥିରୁ ଜଣା ପଡୁଛି ବିଜେପି କେତେ ଆଗରେ ଅଛି. ପଇସା ଖିଆ ନେତା ଏମାନେ. ପଇସା ଛଡା କିଛି ଜାଣିନାହାନ୍ତି ଏମାନେ. ଏମାନଂକର ସ୍ୱାଭିମାନ ନହିଁ ଯୋଉଟା ଏମାନେ biki😂ଦେଇଛନ୍ତି

  • @santoshnayak2083
    @santoshnayak208317 күн бұрын

    Pandiyan go to odisha political all time

  • @sarojkumarbehera6697
    @sarojkumarbehera669717 күн бұрын

    ସମ୍ବଲପୁର ରେ ଠିଆ କଲେ... ବବି ଜାଣିପାରିଲେ ନାହିଁ

  • @ratanbehera9420
    @ratanbehera942017 күн бұрын

    Thanks ardhendu babu. Jadi Bjd sarakar karithanta rajya ku Kn karthanta pandia vabi paruni, ebe jou sabu kelenkari baharuchi .sabu department re kalenkari. Jagannathanka dayaru Odisa banchigala.

  • @jullysamal6626

    @jullysamal6626

    16 күн бұрын

    Hau dekhe bjp Tate Kan ଦେଉଚି ତୋ ମା ଭଉଣୀକୁ ଗୁଜୁରାଟରେ ବିକିଲେ ଜାଣିବୁ

  • @manaswinisatapathy6176
    @manaswinisatapathy617617 күн бұрын

    Santrut Mishra party pain tanka gotei paribe

  • @simanchalbeherauu754
    @simanchalbeherauu7544 күн бұрын

    rajnìtì jañìnthiba loķnķù mukhya bñaìb ketè vul klèoďishabashì

  • @kamaleshkumar5311
    @kamaleshkumar531117 күн бұрын

    Vala heichi ai 2jna nahanti, yanka pai hin bjd harichi

  • @babyvlogs4128
    @babyvlogs412817 күн бұрын

    Pyari Babu bhala emane Hebe

  • @padmacharanmishra7550
    @padmacharanmishra755017 күн бұрын

    Pratap Deb babu nk sir heuchanti pandyan se bi traffic boy thile sabu dekhichanti

  • @jullysamal6626
    @jullysamal662610 күн бұрын

    Bjp kan କରୁଚି ଦେଖେବେ ମାନିଆ ,ଭଉଣୀ ନିଆ ମୋଦି ତୋ ମା ଭଉଣୀ କୁ nelani

  • @user-iz3kq6xp1g
    @user-iz3kq6xp1g17 күн бұрын

    ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ କହିବା ଠିକ୍ କି,ତାଙ୍କୁ ଓଡ଼ିଆ କହିବା ଲୋକ ପାଗଳ

  • @padmacharanmishra7550
    @padmacharanmishra755017 күн бұрын

    Prasana acharya pratap dev Sudan marandi and other senior leader ku pandyan babu nk lollipop emane bahuta khusi odiya ra asmita chuliki jau amaku lollipop pandyan deuchanti

  • @rathbaisalini8872
    @rathbaisalini887217 күн бұрын

    Background re rahi plan karibe 😂

  • @jullysamal6626
    @jullysamal662616 күн бұрын

    ସବୁ ମୂଳରେ ପାଣ୍ଡିଆ କାଈ ମିଡିଆ ଏମିତି ହେଉଛ କୁକୁର ଭଳି ଖାଲି ଭୁକିବା ଅଭ୍ୟାସ View lagi

  • @GrahiBhaba401
    @GrahiBhaba40114 күн бұрын

    Ardhendhu banda janichhi

  • @SaniaMajhi-wh5gw
    @SaniaMajhi-wh5gw17 күн бұрын

    ଶଳା ପାଣ୍ଡୁକୁ ଧୋର ବଡବଡ କଥା କହିଥିଲେ ମଞ୍ଚରେ ଏବେ କୁଆଡେ ଗଲା ପାଣ୍ଡୁ

  • @dr.surendranathdash
    @dr.surendranathdash18 күн бұрын

    Let no new pandian be created

Келесі