କୋଟି କୋଟି ଟଙ୍କା ଦୁର୍ନୀତି ପଛରେ ବ୍ୟୋମକେଶଙ୍କ ନାଁ ! || Chandbali MLA Byomakesh Ray || Corruption || OR

ଖେଳ ପଡିଆ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଟାର୍ଗେଟ କଲେ ସ୍ଥାନୀୟ ଲୋକେ । ଷ୍ଟାଡିୟମର ଅବସ୍ଥା ଏମିତି ଖେଳିବା ପରିସ୍ଥିତିରେ ନାହିଁ, ଛିନଛତର ହୋଇପଡିଛି । ଲୋକେ କହିଲେ, ଦୀର୍ଘ ବର୍ଷ ବି ସମ୍ପୂର୍ଣ୍ଣ କରିପାରିଲେନି ବିଧାୟକ । ବ୍ୟୋମକେଶ କହିଲେ, ଟଙ୍କା ସରିଯାଇଛି, ଏବେ ଟଙ୍କା ଖର୍ଚ୍ଚ କରିବ ଚାନ୍ଦବାଲି ଏନଏସି । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #Bhadrak #Chandbali #Corruption #ChandbaliStadium #ByomakeshRay

Пікірлер: 51

  • @jchoudhury274
    @jchoudhury2745 күн бұрын

    World no 1 BJD ସରକାର 24 ବର୍ଷ ରେ ଖାଲି ଲୁଟ୍ ହେଇଛି ନେତା ମନ୍ତ୍ରୀ ସବୁ ଦୁର୍ନିତି ଗ୍ରସ୍ତ

  • @bireswarbishi7980
    @bireswarbishi79805 күн бұрын

    ଏହା କ'ଣ ବିଜେଡ଼ି ବାଲେ ୨୫ ବର୍ଷରେ କରିପାରିଲନି ସଲା କହୁଛ ନବୀନ ନମ୍ବର ୧ କ'ଣ କରୁଛ। ଏହା କ'ଣ ବିଜେଡ଼ି ଯୋଜନା ଆଉ ଆସିବନି ବିଜେଡ଼ି ପାରୁଛ ମଜୁରୀ କାମ କର ବିଧାୟକ ସାଂସଦ ସବୁ ଯାଅ ହାଇଦ୍ରାବାଦ୍ ଇଟା ତିଆରି ପାଇଁ।

  • @avinnasahoo5014
    @avinnasahoo50145 күн бұрын

    ପେଲ ହାରାମି କୁ ଆଇନ ଦ୍ଵାରା

  • @SurathBehera-fj1id
    @SurathBehera-fj1id5 күн бұрын

    ତାଙ୍କ ବିଜେଡି ସରକାର ର କାମ ସେଇ ଦୁଇ ମହିଳା ଙ୍କୁ ଯଣା ପଢୁନୀକି

  • @sanjauakumar8999
    @sanjauakumar89995 күн бұрын

    ସବୁ ଚୋର ଦଲାଲ ଗୋଟେ ଦଳର

  • @bikashmahanta7579
    @bikashmahanta75795 күн бұрын

    ସବୁ ଧରପଡ଼ିବେ ଏଥର

  • @saisankarsahoo8365
    @saisankarsahoo83655 күн бұрын

    CBI enquiry

  • @samirnayak3768
    @samirnayak37685 күн бұрын

    ହେ ଭଗବାନ ଏ କଣ! ଦିନ ପ୍ରତିଦିନ ଅତୀତ ସରକାରର କେହି ନାଁ କେହି ଭ୍ରଷ୍ଟାଚାର ଓ ଲୁଟ ରେ ଛନ୍ଦି ହେବାର ଖବର ଆସୁଛି, ଆଶ୍ଚର୍ଯ୍ୟ ଏମାନଙ୍କ ଧେୟ କଣ ଥିଲା. ହେ ପ୍ରଭୁ ତୁମ ରାଜ୍ୟ କୁ ତୁମେ ସହାୟ.

  • @creativecapture1946
    @creativecapture19465 күн бұрын

    I request to honourble Government to investigate on this project..

  • @BailochanRout-n1e
    @BailochanRout-n1e5 күн бұрын

    ଚାନ୍ଦବାଲିର ବିକାଶ

  • @harekrushnabehera3138
    @harekrushnabehera31385 күн бұрын

    ଓଡ଼ିଶା ନଂ -1 ,BJD jindabad.

  • @quoteoftheday2357
    @quoteoftheday23574 күн бұрын

    Odishara Drunitigrastha Sarakar NO 1BJD

  • @munasmruti1888
    @munasmruti18885 күн бұрын

    ରାଡୁଆ ନେତା 😂

  • @user-mc4yt1hr8i
    @user-mc4yt1hr8i5 күн бұрын

    Bjd ra 25yer bikasa

  • @bapisadangi3373
    @bapisadangi33735 күн бұрын

    କଲର ମାରିଦିଅ, ଲକ୍ଷ୍ମୀ ବସ୍ କଲର ମାରିଲ

  • @hurshikeshmathan9565
    @hurshikeshmathan95655 күн бұрын

    Jadi kichhi kariba katha ,artha ta inquiry karantu, se stadium re kete tanka kharcha heichhi, taha ta jane akhi nthiba loko bi hata mari kahideba.

  • @Sarat-wh3yj
    @Sarat-wh3yj5 күн бұрын

    ଭତା ଚୋର ର ପେଡ଼ି ଖୋଲିଲା

  • @mitumishra3216
    @mitumishra32165 күн бұрын

    Khali Media Ta Kahuchi Kintu B J D Ra Neta Arrest Haunahati Kn Pain Jaha Jana Paduchi B J P Au B J D Gote

  • @kishorchandrameher5477
    @kishorchandrameher54775 күн бұрын

    ବଡ ଚୋର

  • @bismayakhilar3526
    @bismayakhilar35265 күн бұрын

    Sabu khaejibe

  • @creativecapture1946
    @creativecapture19465 күн бұрын

    Jaha expenditure heichhi MLA Byamakesh Tara sabu expense list rakhantu ..Jadi satsahasa achhi

  • @YoutubeShorts-pf1tx
    @YoutubeShorts-pf1tx5 күн бұрын

    A babu nka Rangashala achhiki nahin Khoja jau

  • @jeebansarangi9455
    @jeebansarangi94555 күн бұрын

    ତା ହେଲେ ୟେ ଥର ଭୋଟ ଦେଇ କି ଜିତାଉ ଥିଲ କଣ ପାଇଁ...ଲୋକ ମାନେ ଯାହା ପାଇବା କୁ ଯୋଗ୍ୟ ନେତା ସେୟା ଦେଉଛନ୍ତି...ଭୋଟ ଦେଇ କି ପରିବର୍ତ୍ତନ କରିବା ର ଅଧିକାର ସମ୍ବିଧାନ ଦେଇଛି ତାକୁ ବ୍ୟବହାର ନ କରି କି ମିଡିଆ ଆଗରେ କାନ୍ଦିଲେ କଣ ହେବ..

  • @saratnayak1567
    @saratnayak15675 күн бұрын

    Please indicate one name of BJD MLA who is not corrupted during 25 years. We are feeling shame to say they are our leader.

  • @sureshdash8597
    @sureshdash85975 күн бұрын

    Bjd neta ku xbi kahinki arest karu i mihan bhai cm sighra axtion nia

  • @rajkishorpanda4002
    @rajkishorpanda40025 күн бұрын

    Req.enquri

  • @ranjankumardeo3170
    @ranjankumardeo31705 күн бұрын

    Ethi kambala jaka bala

  • @ranjankumardeo3170
    @ranjankumardeo31705 күн бұрын

    Take kahike ethara jitaila.

  • @ranjankumarblogs7567
    @ranjankumarblogs75675 күн бұрын

    Aeta sabuthu bada chora ta aetaku jail re paseiba darkar

  • @ramakantapatra6956
    @ramakantapatra69565 күн бұрын

    Maghie maghie maghie

  • @akpanda833
    @akpanda8335 күн бұрын

    U will find corruption & corruption during BJD rule . Sub standard work ever where

  • @srikantakumarhota6134
    @srikantakumarhota61345 күн бұрын

    ଗାଣ୍ଡି ମାରି ଖାଈ ଦେଈଛି ବିଧାୟକ। ସି ବି ଆଈ ତଦନ୍ତ କରାଯାଉ।

  • @abanipradhan
    @abanipradhan5 күн бұрын

    😂😂😂😂😂😂😂

  • @user-bo9kr8sb8q
    @user-bo9kr8sb8q5 күн бұрын

    Koda Karjoanuthan Karajau Sabu Distick Sambalpur Bamra Block Garpos Panchayat Garmo Re Om Barand Khali Bosta Re Kontol Choulo Pecking Karojuchi Koda Karjoanuthan Karajau

  • @user-np4vu5yr9q
    @user-np4vu5yr9q4 күн бұрын

    ସେ ମାଆଗିୟାକୁ କୁକୁର ଗିହା ଗିଆଅ

  • @PrasantkumarSamal-yq8qi
    @PrasantkumarSamal-yq8qi5 күн бұрын

    No1 neta kn No1 kama eae thila navin 24 year sasana neta mala mal janata hatas

  • @sudhanshusekhartripathy4413
    @sudhanshusekhartripathy44135 күн бұрын

    Parama magia chora magia.

  • @kalingakesharimohanty2623
    @kalingakesharimohanty26235 күн бұрын

    Dalal

  • @maakitchenette
    @maakitchenette5 күн бұрын

    ତୁ ଶାଳ neet ram mandir କତେ ଯୋଟଲ ସେଣ୍ଟର୍ ଅଧିକାର ରହିଛି ତୁ କୁକୁର ଜମା ପର୍ସର୍ କରନା BJD ତଳ ଆଡ଼କୁ ଅନେଥ ସେ 👹😈🤡🦮🕸️🕷️🗞️🐊😈👿

  • @sureshdash8597
    @sureshdash85975 күн бұрын

    Bjd neta ku langala kari seka

  • @TukuNaik-hj6cf
    @TukuNaik-hj6cf5 күн бұрын

    Bjd lutera😂😂😂😂

  • @gandharbanayak5660
    @gandharbanayak56605 күн бұрын

    Sabu jajapuria chora babby jitu pramila byamokesa sepate aau kia rahile aapana semananku aanantu e manankara dakayata naveen vilian pandia❗

Келесі