ଆକ୍ସନ ମୋଡରେ ନେତା,ଛାନିଆ ହେଲେଣି ବାବୁ | Odisha Reporter
ନିର୍ବାଚନ ଜିତୁ ଜିତୁ ପୂରା ଆକ୍ସନ ମୋଡରେ ବିଜେପିର ଯୁବ ବିଧାୟକ । ବ୍ଲକ୍ କାର୍ଯ୍ୟାଳୟରେ ଘନ ଘନ ବୈଠକ କରି କରୁଛନ୍ତି ତନାଘନା । କାହିଁକି ଲୋକଙ୍କ କାମ କରାଯାଉନି ବୋଲି ବ୍ଲକ୍ ଅଧିକାରୀଙ୍କୁ ପ୍ରଶ୍ନ କରୁଛନ୍ତି । ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ହୋଇଥିବା ଅନିୟମିତତା ଏବଂ ଏଥିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଉଛନ୍ତି । ଯେଉଁଠି ବାବୁଙ୍କ ଢିଲା ପଣ ଦେଖୁଛନ୍ତି ଅନ ଦ ସ୍ପଟ ନାଲି ଆଖି ଦେଖାଉଛନ୍ତି
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #bjp #youngmla #odisha #developmantwork #review #OdishaReporter
Пікірлер: 232
ପୁରୁଣା ଲାଞ୍ଚୁଆ ବହୁତ ଅପିସର ଅଛନ୍ତି ଖୋଜି ସବୁ ବିଭାଗ ସର୍ପୂର୍ଣ୍ଣ ରୁପେ ନବ କଲେ ବର କରିବା କଥା
@nimainswain7184
15 күн бұрын
First collector, JE, BDO Tahsildar nkar transfer haba katha
@krushnajani3224
15 күн бұрын
Right @@nimainswain7184
@pintupati8786
15 күн бұрын
ଚାକିରି ରୁ ବାହାର କରିବା ଦରକାର ପାରିବେ ତ
@ambarishswain3233
15 күн бұрын
Sala praya Tahasildar lanchua
ପୋଲିସ ବିଭାଗରେ କିନ୍ତୁ ଅଲଗା ପ୍ରକାର ଆଇନ ଚାଲିଛି, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦରକାର
ପ୍ରତ୍ୟକ ନବନିର୍ବାଚିତ ବିଜେପି ବିଧାୟକ ଏହି ପରି action mode ରେ ରହିବା ଦରକାର, କେବଳ ବ୍ଲକ ନୂହେଁ ଥାନା, ତହସିଲ୍ କାର୍ଯ୍ୟାଳୟ ସବୁଠି ଅବ୍ୟବସ୍ଥା,
Right ବିଜେପି ଜିନ୍ଦାବାଦ ❤❤❤❤
ଖାଲି ଅଧିକାରୀ କାହିଁକି ଯେଉଁ କୁଜି ମାନେ ପଇସା ଖାଇଛନ୍ତି ତାଙ୍କୁ ଧର. 1:59 2:01
@melisha4236
15 күн бұрын
Right
ଅଫିସର ରାଜ୍ ର ଅନ୍ତ ଘଟିବା ନିହାତି ଦରକାର । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
ଭାଇ ମୁଁ ଆଏହି ଠାରୁ salute ଦଉଚି ❤❤
Bjp ପାଟି ଜୋର ଦାର ଳାଗ ସୁଜୋଗ ପାଇଛ ଓଡିଶା ବାସି ଯେମିତି ଭୁଳି ପାରିବେ ନାହିଁ ଯେ ଶିରିରାମ🎉
ସବୁ କ୍ଷେତ୍ରରେ ସ୍ଵଛତା ବାବଦରେ ଧ୍ୟାନ ଦେଉଥିବା ସମସ୍ତ ନବ ନିର୍ବାଚିତ ବିଧାୟକ ଓ ବିଧାୟିକା ଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ଜୟ ଜଗନ୍ନାଥ 🚩🙏 ଜୟ ଶ୍ରୀରାମ୍ 🚩🏹🙏
ଯେଉ ଅଫସରମାନେ ଠିକ୍ ଭାବରେ କାର୍ଯ୍ଯ ନ କଲେ ଚାକିରୀରୁ ବହିଷ୍କାର କରନ୍ତୁ
ଗେଣ୍ଡା ଦଳ ରେ ନେତା ଅଫିସର୍ ସବୁ ଲାଞ୍ଚୁଆ
Bahut dhanyabad new government
Bahut sunder step God bless you Amarendra
Excellent job. Salute Madam 🙏.
ସବୁ b.d.o ku ବଦଳି କରାଯାଉ
@user-zs2tc8kf3v
15 күн бұрын
✅
Biutyful ସାର ❤️❤️❤️❤️❤️
ଜନତାଙ୍କ ଆଶା ଆକାଙାକ୍ଷା ପୂର୍ଣ୍ଣ ହେବା ସୁନିଶ୍ଚିତ । ଯୁବ ବିଧାୟକ ଓ ବିଧୀୟୀକାଙ୍କୁ ଅଶେଷ ଧନ୍ୟବାଦ ।
ରାଜ୍ୟ ପାଇଁ ବହୁତ୍ ଭଲ ହେବ । ଏମିତି ହେବା ଦରକାର ।
Jay Sri ram 🙏🌷🙏🌷🙏🌷🙏
Jai Shri Ram
ଜୟ ଜଗନ୍ନାଥ, ଜନ ସମାଜର ମଂଗଳ ହେଉ। ଶାନ୍ତି ସ୍ଥାପନ ହେଉ। ଅନ୍ୟାୟ ହେଲେ ଦୂର, ହସିବ ଓଡ଼ିଶା ମୋର, କାଲି କି କିଏ ଦେଖି ନାହିଁ,। ତେଣୁ କଥାରେ ଆଜିର ଜୀବନ କାଲିକି ନାହିଁ, ଧନରେ ଲୋଭ ଏତେ କଣ ପାଇ, ସତ୍ କର୍ମ କରି ପ ଇ ସା ଉପାର୍ଜନ କର। ଜୟ ଜଗନ୍ନାଥ
Amiti hele jai odisha badaliba.jay odisha.jay jaganath 🙏
Right 👍👍
Good job
jay sriram
Ok
Very nice
BDO bahut ranga dekheuchanti
No corruption any more . Only good results expected. No more pc and looting
This is great democracy ,
ଏ ରଙ୍ଗ ରହିଲେ ହେଲା।
Officer Raj Khatam
❤ jay mohan Bhai cm ❤️ jay odisha 🙏
May God bless all bjb government
Gud.axan
Bahut badhia
ଯୋଉ ସରକାର ଆସିଲେବି ସରକାରୀ କର୍ମଚାରୀ ସେଇ ସରକାର ଅନୁସାରେ କାମ କରନ୍ତି ଏଥିରେ କିଛି ଅଫିସର ବା କର୍ମଚାରୀ ମାନଙ୍କର କୋୖଣସି ଭୁଲ ନ ଥାଏ ଏଇ କଥା ବୁଝିବାକୁ ନା ମେଡ଼ିଆ ପାଖରେ time ନା ଜନତା ପାଖରେ ଖାଲି trp ପାଇଁ ନେତା ଯେମିତି ମିଡ଼ିଆ ବି ସେମିତି...
Jay jagannath
Sabu officer ta nijaku Pandian loka boli kahuthile. Kichi babu ta nijaku Pandian bhabuthile
ଶବୁବିଡିଓକୁବଦଳିକରାଜାଉ
BDO କହିଲେ BJD କୁ ବୁଝାଏ
ସାବାସ 🙏 କାମ ଏଭଳି ହେବା ଦରକାର
Vari god bidhayak tadarakha jari rakha❤
Sabu. Vidhayak. Emity. Hobadarkar. Joy. BJP. Great. The. Govt. Odisha
Jai shree Ram
Sabu department karmacharinku ghantidia jai bjp jai Jagannath
Thanks,Sir
Great wow
Aamar laxman bag 1no neta Jay koshal
ସମସ୍ତ ଙ୍କ ପାଇଁ ଥାଇଥାନ ବ୍ୟବସ୍ଥା ଅଛି, ହେଲେ ବାପା ଙ୍କ ମୃତ୍ୟୁ ପରେ ପରିବାର ର ଥାଇଥାନ ବ୍ୟବସ୍ଥା କୁଆଡେ ଗଲା
Excellent service bl
ଆମକୁ ଏମିତି ନେତା ଦରକାର ଥିଲେ🙏
Right Mam you are great so I am very Very happy Jay Jay Sriram Jay Jagannath namaste 🙏
❤️🙏❤️ Jay Sri Jagannath ❤️🙏🌺🙏❤️Nirbachita Pratinidhi Nku Anurodha ❤️🙏❤️ Sadhana Janata Payeing Thhikise KamaKarantu Apankar Mangala Heba Sadharana Janata Nkar Biswasku Padatale Chapi Diyantuni.Jou Rajaneta Mane Sadharana Janata Nkar Biswasku Padatale Chapi Dhana Arjan Karichhanti Prabhu Kebebi Khyama Karibeni.karana Juga Juga Re Dharma Ra Heba Jay ❤️🙏❤️
Jay. Hind
Right direction
Right action
ଜୟ ଶ୍ରୀ ରାମ 🙏🙏🙏 ଜୟ BJP 🙏🙏💞💞🎉🎉🎉💕💕
ଏମାନେ BJD ସରକାର ର ଚାକର ରହିକି ଅଭ୍ୟାସ ହେଇଯାଇଛି । ମାଗ୍ୟ ମାନଙ୍କର ।
Correct..
🙏👍
Vary good
Gd gd madi chala
Beautiful
Good 👍
Jay shree Ram
Good decision 👍
ଖାଲି ଭାଷଣ କାମ ୦
Apan. Manankar kamaku ❤sallut
Thank you mam💐💐
💪💪👍👍👌👌🙏🙏🙏
Wow MLA habo tao amit thanks mu tao 1st time daykhuchi
❤
ଅହଂକାର ଭାଙ୍ଗି ଦିଆଯାଉ
Jay ho
Free ration card holders also not working at all in the villages,you MLA give warning to them.
Madi chala 👍👍
Great work of MLAs...
Tahasildar should be warned in all parts of Odisha for eviction of lands encroachment by Individuals, for gochar, cows posture lands, for construction of public infrastructure
ଏ ସରକାର ଗରିବଙ୍କର ସରକାର ସଳା ଲାଞ୍ଜୁଆ ପେଞ୍ଜୁଆ ଅଧିକାରୀ ସବୁ ସାବାଡ ହେବ ଜିଏ ମନ ମାନି କରିବ ଲୋକେ ତା କଥା ବୁଝିବେ
Vare.good.b.j.p
Dhanyabad Amarendra Babu❤
Naya odisha
SabashMereOdishaKaBJPkaModijeeKaNayaChaukiDarGarbonKaMashihaSalutAppLokKo❤❤❤
Very good 👍
Super news jai bjp
The Bjp M L A. Should take immediate steps not only in Block Tahasil police station but also Government Medical & other emergency administrative depts
ଲୋକ ଦେଖାଣିଆ , action Nil
🙏🙏🙏👍👍👍🤝🤝
ଏଇଟା ଓଡିଶା ବl ସି ଚାହୁଁଥିଲେ
କଥାରେ ନୁହେଁ କାମରେ କରି ଦେଖାନ୍ତୁ। ପୁରା ଲିଷ୍ଟ ମାଗନ୍ତୁ କେତେ କାମ ହୋଇଛି।
Very good team BJP. Please keep it up.. The people expect more from you.
People of Odisha are waiting for action, and seizure of corrupted persons bank account. Where is action....
Laxman ବାଘ 🐯
ଲାଞ୍ଚୁଆ ଅଫିସର ମାନଙ୍କୁ ନିଘଞ୍ଚ ଜଙ୍ଗାଲୀ ଆ ମାଓବାଦୀ ଏରିଆ କୁ ଟ୍ରାନ୍ସଫର କରାଯାଉ....
ବାଜେ କଥା। ଏଥିପାଇଁ କେବଳ ରାଜନେତା ମାନେ ହିଁ ଦାୟୀ। କୌଣସି ଅଫିସର ମନମାନି କରି ପାରିବେ ନାହିଁ।
A sabu darkar thila
🍃
Fast transparent then punishment
Raghat 👍🏾