ଭିତର ରତ୍ନଭଣ୍ଡାର ଖୋଲିବା ପରେ କଣ କହିଲେ ଶୁଣନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ | NandighoshaTV
#puri #Srimandira #srijagannathtemple #Ratnabhandar #arabindPadhi #reaction #NandighoshaTV
ଭିତର ରତ୍ନଭଣ୍ଡାର ଖୋଲିବା ପରେ କଣ କହିଲେ ଶୁଣନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZread: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
Пікірлер: 565
ଆଗେ କୁହ ଚାବି କୋଉଠି ଆସିଲା ଆଉ କାହା ପାଖରେ ଥିଲା ସେଇଟା ଗଣମାଧ୍ୟମ ରେ ପ୍ରକାଶ କରାଯାଉ
@manojnaik6954
Ай бұрын
ଠିକ କଥା ଭାଇ
ଜଗନ୍ନାଥ ମହାପ୍ରଭୁଙ୍କ ବିନା ଉପସ୍ଥିତି ରେ ତାଙ୍କର ରତ୍ନ ଭଣ୍ଡାର ଖୋଲିବା କେତେ ଦୂର ଠିକ ?
@subhamkumarsingh5612
Ай бұрын
Laxmi maa ghare achanti paa
@PoulastiSahu-ld6du
Ай бұрын
କୋଟ ନିର୍ଦେଶ ଥିଲା ବୋଲି ଖୋଳା ଯାଇଛି
@jagannathatudu5014
Ай бұрын
Se bada ଠାକୁର se sabu janiparanti se aadesa deichhanti boli kholi hela na hele patra bi halana ta bina🙏🙏
@flavourofsports9277
Ай бұрын
Ki Bala court re...nija ghare kie nathila bele choro asiki lock bhangiki choro bhalia kama karichnti...kete au anista kriba
@bipinkumarpani726
Ай бұрын
Kholibara na thila 👍
ସବୁ କିଛି ସରିଗଲା ବିଜେପି ନେତା ସବୁ ଖାଇଦେବେ ପ୍ରଭୂ ରକ୍ଷା କର🙏🙏🙏🙏
@asitpradhan4814
Ай бұрын
Tate bjp gehiba
@MahenMedia
Ай бұрын
Khaiba prashna nahi
@Lspidorp
Ай бұрын
Gana hei rahiba.. Tama bhalia lokanka budhi
@Memory1024TB
Ай бұрын
To bou bia😂😂
@manojnahakjrgpur6627
Ай бұрын
Chatukar gendu
ଜିଏ ସାରା ଭାରତରେ No1ଥିଲେ ତାଙ୍କ ନାଁ ରେ କଳକଂ ଲଗାଇଦେଲ , ସଳା ମିଛ କହି ଗୋଟେ ବୁଢା ଟିକୁ ଅପନିନ୍ଦା ଦେଉଥିଲ ।କହୁଥିଲ ପରା ନବୀନ ଆଉ ପାଣ୍ଡିଆନ ସବୁ ଗୋଲ କରିଦେଇଚନ୍ତି ।ଏବେ କହୁନ ସେମାନେ ଆଣିକି ରଖିଦେଲେ ।ଅପେକ୍ଷା କର ରତ୍ନ ଭଣ୍ଡାରରୁ ସବୁତକ ରତ୍ନ ବାହାରିବାର କିଛି ଦିନ ପରେ ପରେ ( ଆଉ ଏଠି ନଥିବ ) ସବୁ ହରମଚାଲ୍ କରିଦେବେ ଚୁତିଆ ମାନେ
@Anshika.asmita
Ай бұрын
Jetiki thila setiki achhi ki nai count kara jau au sabu jinisa real ki duplicate 😮
@Sunlight-rh3id
Ай бұрын
Modi pari chora bhabuchhu na kn Naveen Patnaik ku kedarnath re gold sabu kuade gala @@Anshika.asmita
@JitendraP-tq5gh
Ай бұрын
@@Anshika.asmitatu kie lo maa tora kete budhi bada hele okila habu
@nirmalbarik4275
Ай бұрын
ଅଯଥା ପାଣ୍ଡିଆନ ଙ୍କୁ ଦୋଷ ଦେଲେ... କିନ୍ତୁ ଏବେ ଏହାର ହେରାଫେରୀ ହେଇପାରେ....
@mitusahoo5641
Ай бұрын
Are maghia B J P satakna odisabasinku kuha
ସଫେଇ ଦିଆ ଯାଉଛି ଯେମିତି ସଫା ବି କରିନେବେ ରାତାରାତି ସେମିତି...
@Mr_goodguy7
Ай бұрын
Joke of the moment 😝😝😝...
@ganeshkujur5491
Ай бұрын
Mu v seya bhabu chi rati re sabu Khali hai jiba
@satyajitswain6994
Ай бұрын
Mohan majhi (mana mohan Jadu malam ) bikiki sabu bus ranga kama Kari daba
@shivarampradhan8049
Ай бұрын
@@Mr_goodguy7are maghia bjp dala ebe bi tk bujhibaku chesta kar
@Monojdas541
Ай бұрын
@@satyajitswain6994right
Ee sabu jaganath nka icha dwara sabu heichi.JAY JAGANATH👏👏
ମିଛ କହି ଓଡ଼ିଶାର ବଦନାମ କରିଦେଲ ସବୁ ଭାରତ ବର୍ଷ ଲୋକ ଜାଣିଲେ
ଠାକୁର ଙ୍କ ରଥ ଯାତ୍ରା ଶରିନୀ ରତନ ଭଣ୍ଡାର ଖୋଲି ଦେଉଛନ୍ତି ଏହା ଆମ ଓଡିଶା ରେ ସବୁଠୁ ବଡ ବିପଦ ଆସିବ. ରକ୍ଷା କର ପ୍ରଭୁ
@bhabagrahisahoo-ji5oh
Ай бұрын
ଏଇତ ଆମ ଅସ୍ମିତା
@abbrotherscollection7371
Ай бұрын
Thik katha kahichanti
ଜୟ ଜଗନ୍ନାଥ 🙏 ସମସ୍ତେ ମଠା, ଧୋତି ପିନ୍ଧି ଜିବାକଥା ଦୟାକରି ନିତୀ ନିୟମ ମାନନ୍ତୁ,କାଲି ବାହୁଡ଼ା ଆଜ୍ଞା,ରଥ ବାବୁ କହୁଛନ୍ତି ବିଶ୍ବଭୂଷଣ ହରିଚନ୍ଦନ ମହାଶୟ ଙ୍କ ଆଇନ୍ ମନ୍ତ୍ରୀ ଥିବା ସମୟରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା
ଶୁଖିଲା ଫଡ ଫଡ ଗଣମାଧ୍ୟମ,,
ଭିତରେ କଣ ଅଛି କୁହ ଆଉ ସବୁ ଥିଲା ନା କିଏ ନେଇ ଆସିଛ 😊
Jai Jagannath 🙏🙏🙏🙏
Jai jagannath Swami
ବହୁତ ବଡ଼ ବିପଦ ପଡିବ ଓଡିଶା କୁ 🙏🏻🙏🏻🙏🏻🙏🏻 ଜୟ ଜଗନ୍ନାଥ
Jay Jagannath 🙏🙏🙏
Pandian neithila boli jeu mane kahuthile sei chora nku tike bhala ki sunantu
@jyotirmayeemeher4103
Ай бұрын
Koti koti sampati ru kichi nela jana padiba ki
@pradeepbehera1462
Ай бұрын
Sea hari maghia
@soumyapradhan6537
Ай бұрын
Pandian ratna vandar kn se odisha ra adha budget khai bojhe truck karichhi
@sanjib4035
Ай бұрын
Pandian bahu gunare bhala
@munu_31
Ай бұрын
Nei jaichi ta adha pandu
Jay Jagannath
Temporary shifting ନୁହେଁ ରେ ବାପା , ଏଟା ଖେଳ ଆରମ୍ଭ । ଆରାମ ରେ ଲୁଟି ବାକୁ ସୁବିଧା କରାଗଲା । ମନ୍ଦିର ର ବ୍ୟବସ୍ଥା ଠିକ୍ ନ କରି ରତ୍ନ ଭଣ୍ଡାର ଉପରେ କାଇଁ ଲୋଭ ବୁଝା ପଡ଼ୁଛି
Jay jagannath🙏
ତମର ସବୁକିଛି ଅଛି ଆମ ନବୀନ ବାବୁ ନାଆରେ ମିଛ କହିଲ
@Mr_goodguy7
Ай бұрын
ନବୀନ proof କଲାନି କଣ ପାଇଁ ।
@saiarts4617
Ай бұрын
Jay Jagannath
@roastingcity789
Ай бұрын
Abe sree mandira loot Kariba lotera sarakar, proof kn karithante. Chora mana sabu bele ganthili re. Ganthili kholile khali chori heba baki rahila.
@Mr_goodguy7
Ай бұрын
@@roastingcity789 Tu ta sarbagya Na janidauchhu
@swayam_samal
Ай бұрын
Bohut paisa tama pandyan babu khai dei jaichi odisha ru
Jay jagannath
ଅନେକ ଅନେକ ଧନ୍ୟବାଦ ମହାଶୟ. ପ୍ରଶଂସନୀୟ କାର୍ଯ୍ୟକ୍ରମ କରିଛନ୍ତି. ଆପଣ ସମସ୍ତଙ୍କୁ ପ୍ରଣାମ. 🙏🏾🙏🏾🙏🏾🙏🏾🙏🏾🙏🏾ଜୟ ଜଗନ୍ନାଥ 🙏🏾
Hay Prabhu jagannath rakhya kara Prabhu 🙏
ଓଡ଼ିଶାକୁ ବହୁତ ବିପଦା ମାଡ଼ି ଆସିଲା 🙏🙏🙏ଘରେ ମୁରବି ନାହିଁ ଯାହା ବି ଆପଣ ମାନେ କରିଲେ ଠିକ୍ କରିଲେ ନାହିଁ।ହେ ପ୍ରଭୁ ଜଗତର ଜଗନ୍ନାଥ ଆପଣ ରକ୍ଷା କରନ୍ତୁ 🙏🙏🙏...
@bhabagrahisahoo-ji5oh
Ай бұрын
ଇଏତ ଆମ ଓଡ଼ିଆ ଅସ୍ମିତା ଗେରୁଆ ଆତଙ୍କବାଦୀ
Jay Jagannath 🙏
Nabin nka sarkar nka time re prabhu surkhita achi ❤❤
Arvind sir pranam.you are great officer
ହରିଓଁ, ଭଲଭାବରେ ବୁଝାଇ କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କିନ୍ତୁ ଗୋଟିଏକଥା ମିଡିଆ ଭାଇମାନେ ପଚାରିଲେନି କି ଆପଣ କହିଲେନି ସେଇଟା ହେଲା ଭିତରେ ଯେଉଁ ସିନ୍ଦୁକ ଆଲମିରା ସବୁ ଅଛି ସେଥିରେ ଆଗରୁ ତାଲା ପଡ଼ିଥିଲା କି ପଡ଼ିନଥିଲା,ଦୟାକରି ଜଣାଇବାକୁ ଅନୁରୋଧ ଭାଇମାନେ କଥାମିଡିଆ
Joy jagannath 🙏🙏🙏
Jay jaganath
Mahapravu 😍❤️♥️🙏
ବିଜେପି ଵାଲା ସବୁ ଖୋଳ କରିଦେବେ ଓଡିଶା କୁ
Jaya jagannatha
Very good sir
Election ବେଳେ କହୁଥିଲ ବା ପାଣ୍ଡୁ ଚାବି ନେଇଯାଇଛି ଏବେ କୁଆଡୁ ଆସିଲା 😂😂😅
@swayam_samal
Ай бұрын
Duplicate asila , even bhanga Bhi hela
@swayam_samal
Ай бұрын
Before commenting have the proper news in u
@sunilkumarpatnaik6953
Ай бұрын
45 yrs parey chabi kama kari lani. ... Chabi hajiba katha BJP raa Jumla. ...Odia Asmita kahi Puri Rajbhavan rey Odia nku mada maruchanti JharkhandI loka. ..LAJYA... LAJYA...
@subhasisdash6124
Ай бұрын
@@swayam_samal 45 year ru lock padi thila jam hae thila banga hela..bjp aeta prove Karu chabi pandiyan naechi..odia ashmiyata kahi jharkhandi odia bala knu badauchi
@subhasisdash6124
Ай бұрын
Abe Dara ranta sabu adani nahele Ambani nahele gujrat na palau
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ କି ଜୟ
Aji rati re sabu khali hoijiba????
@Loneco
Ай бұрын
Heipare sudanga bi aji ratire hi kholiba😂
ସ୍ଵଚ୍ଛତା ଭଲ ଜଣା ପଡୁନି
Jai jagannath...
Jagannath ku jadi aame bhagwan manu..mora etiki biswas bhi achi Shri arvind padhee je parjyanta achanti mahaprabhu ka mandir ra re kounasi ashamati Kama hebani.... Rare of rarest IAS Mr.arvind.Has all category of experience in handling ground situation very well with procedure and diplomatically.
Jay jagannth🙏🙏🙏🙏
ଜୟ ଜଗନ୍ନାଥ
JAY JAGANNATH 🙏 🙏
Jay jagannath swami sabu jinisa thik that baharaku prakash karanahi
Super news and Jay Jagannath 🙏🙏
Jay Shree Jagannath
Arabind sir you're duty is ok
ମହାବାହୁ ଙ୍କ ଅନୁପସ୍ଥିତି ରେ ତାଙ୍କ ରତ୍ନ ଭଣ୍ଡାର ଖୋଲିବା କେତେ ଦୂର ଠିକ୍ ଆପଣ ମାନେ କହିଲେ ଭିତରେ କିଛି ନାହି ସବୁ କିଛି ଖୋଳ ହେଇ ଯାଇଚି ତ ଆଇନା ସବୁ କେମିତି ଠିକ୍ ଅଛି
ଘର ର ମୁରବି ଯାହା ଧନ ରଖିଥାଏ ସେ କଣ ତା ଘରର ସବୁ ସଦସ୍ୟ କୁ ଦେଖାଇ ଥାଏ, ଯିଏ ଏ ସବୁ କଲେ ସେ କଣ ନିଜ ର ଧନ ସବୁ ତା ଘର ଲୋକଙ୍କୁ ଦେଖାଇ ଦେଉଛି
Media samna re live kara jau ratna bhandara & loka lochana ku aniba darkara
ଜଗନ୍ନାଥ ଙ୍କ ଭଣ୍ଡାର ଦେଖିବା ପାଇଁ ତ ବହୁତ ଇଚ୍ଛା ଥିଲା, ଦେଖା ଯାଉ ଆଗକୁ କଣ ହେଉଛି, କେଉଁ ଘଟଣା ଘଟୁଛି, କିଛି ଠିକ କରିନାହାନ୍ତି 😢
Best work..n..... presentation
❤
Jay jagannath ❤❤
ବିଜେପି ସରକାରର ନଜର ପଡିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରତ୍ନ ଭଣ୍ଡାର ଉପରେ | କେରଳ ପଦ୍ମନାଭ ସ୍ୱାମୀ ମନ୍ଦିରର ଭଣ୍ଡାର ଘର କଥା ଶୁଣି ବିଜେପି ସରକାରଙ୍କର ଲୋଭ ଲାଗି ଯାଇଛି | ସମ୍ପତ୍ତି ଏଥର ଗଲା ଜଣା | SOP ଆଳରେ କୌଣସି ତଥ୍ୟ ମେଡ଼ିଆ କିମ୍ବା ଲୋକମାନଙ୍କୁ ଦିଅ ହେବନି | ଯେମିତି ଓଡ଼ିଶାର ଖଣି ଲୁଟ ହେଉଛି ସେହି ଭଳି ରତ୍ନ ଭଣ୍ଡାର ଲୁଟ ହେବ | ଏମାର ମଠର ରୂପ ଇଟା ସବୁ କଣ ହେଲା ? କିଏ ନେଲା ସେ ସବୁ ? ସରକାର ଜାଣନ୍ତି ଯେ ବହୁତ ମାଲମତା ଅଛି ଭିତରେ | ତେଣୁ ସମୟ ନଷ୍ଟ ନ କରି କାମ ଆରମ୍ଭ କରି ଦେଲେ | ଯେମିତି ଇଟା ଧୀରେ ସୁସ୍ଥେ ବଣିଆ ପାଖକୁ ଯାଇ ତରଳା ହେଇ ଆତ୍ମସାତ ହେଉଥିଲା ସେମିତି ଏଠି ମଧ୍ୟ ହେବ | ସାପ ଏହି ଜାଗାରେ ଭଲ କାମ କରିବ | ସାପ ନାମରେ ସବୁ ଖେଳ ହେବ
Jay Jagannath Prabhu Koti Pranam.
ଖେଳ ପାଇଁ ସୁଯୋଗ ମିଳିଗଲା
@debaduttapatanaik453
Ай бұрын
ଅସମ୍ଭବ
ଘରେ ମୁରବୀ ନଥାଇ ତାଙ୍କ ସମ୍ପତ୍ତି ରେ ହାତମରିବା, ମସ୍ତ ଭୁଲ 😢
জয় জগন্নাথ 🙏🙏🙏
ଓଡ଼ିଶା କୁ କାଙ୍ଗାଳ କରିବ BJP
@joyeetabhattacharya5902
Ай бұрын
No. Odiya people should vote BJD to bring back Nabin sir.
@Praktech7
Ай бұрын
Nabin asiki kn au nua kariba
@RasmitaSwain-ke4tt
Ай бұрын
ଆପଣ ଠିକ୍ କହିଛନ୍ତି
@roastingcity789
Ай бұрын
Alapa dina bjp sabu gandi Mari deba
@bapunilifestyle8242
Ай бұрын
ଆପଣ ଭୁଲ କହିଛନ୍ତି ଓଡିଶା କୁ ଲୁଟୁଥିଲେ ବିଜେଡି 😀
ପ୍ରଭୁ ଙ୍କର ଏତେ ଅଳଙ୍କାର ଥାଇ ପ୍ରଭୁ ସବୁ ବର୍ଷ ସେଇ ଅଳଙ୍କାର ପିନ୍ଧୁ ଛନ୍ତି କାହିଁକି ସେ ଜଗତ ର ନାଥ କାହିଁକି ପ୍ରତି ବର୍ଷ ତାଙ୍କୁ ନୂଆ ଅଳଙ୍କାର ପିନ୍ଧାଉ ନାହାନ୍ତି ଏତେ ଅଳଙ୍କାର ଥାଇ ପ୍ରଭୁ ସେଇ ପୁରୁଣା ଅଳଂକାର ପିନ୍ଧୁ ଛନ୍ତି 😢
ଆଜ୍ଞା ମାଳ ଆସିଛି
Jay Jagannath Radhe Radhe dhanyabad aangya apanna rakhyaka michha kahile apannanka Paine shatakahile apannanka Paine Kalikeyae dekhichi Jay Jagannath Radhe Radhe shabu prabhunkaichha Radhe Radhe.
ରତ୍ନ ଭଣ୍ଡାରର ସବୁ ସମ୍ପତ୍ତି କୁ ଓଡିଶାର ବିକାଶ ରେ ଲଗାଯାଉ। ଜଗତର ନାଥ ଜଗନ୍ନାଥ ବି ଏହାହିଁ ଚାହୁଁ ଥିବେ। ଭିତରେ ପଡି ରହିବା ଅପେକ୍ଷା ପ୍ରଦେଶର ବିକାଶ ରେ ସହଯୋଗ ହେଲେ ଭଗବାନଙ୍କ ବାନା ଅଧିକ ଉଡିବ.
@MahenMedia
Ай бұрын
Nai nai Mandir sampati kemiti lagajiba .. Muslim au Christian mananka sampati ru lagagale bhala heba
Jaha bi kichhi kn sir Bahut achhi
Prabhu rakhya kara odisha ku udhara kara prabhu
Jay Jagannath apana nka alankara ku safe rakhantu lutiba pain bahut loka achhanti 🙏🙏🙏
Jay Jagannath Bharasa 🙏🌹
ସବୁ ଖାଇଯିବେ
Hou
Ye sabu ru gayb haba athara ratarati bina karanare ratnbhndara kn pain khola hela se puni bhgabankara bina aupasti re gharara murabi nathiki tanka ghra tala bhangila ye ta chori hin hela
Chabi kain kholilani aau Orginal chabi kuaade gala tadanta heba darkar !
Hi
ଆରେ ବାବୁ ଖୋଲିବାର ନଥିଲା ଗଣିବାର ନଥିଲା ଆଉ ଖାଲି ଟାରେ ତାଲା ଭାଙ୍ଗି ଦେଲ କାହିଁକି ?
@rkn9710
Ай бұрын
Repair darkar achi ki nai check karibaku naa ki kete tanka ra sampati achi taku ganibaku
@pinks1423
Ай бұрын
@@rkn9710 repairing required request aasithila ki temple trust ru .??? BJP Campaign karithila chori heichi boli search kareiba aau ganibani kemiti ???
@rkn9710
Ай бұрын
@@pinks1423 jaiki dekha trust kn nije gajapati maharaj bi request karithile govt ku ki 46 year haba Khola heini so check kariba nihati darkar ki sabu thik achi ki nai . Aau bjp chori heichi boli kahini , bjd kahila chabi Haji jaichi so bjp kahila chori heithiba so lucheibaku emiti bahanaa karaa jauchi , aau aji satare bi chabi mililani 3 ta jaka taala bhangaa galaa eithu jani paruthiba bjd kete carefully sabu jagiki rakhithila chabi kie neigala 3 ta jaka janaa bi padilani . Even duplicate key jou rakha heichi se bi kama karuni taa Mane duplicate key bi nathila bs reporter Mane bar bar question kalaaru bjd wala kou bi gote chabi Ani deiki kahile duplicate key achi bt semane bi janithile ei key re ratna bhandar kholibani taw semane kholibe kn so semane bs late kari chalile
@qxztr
Ай бұрын
ରାତିଅଧରେ ଚୋରି କରିବାପାଇଁ।ହେ ଜଗନ୍ନାଥେ ତୁମେହିଁ ତୁମ ରକ୍ଷା କର। ଭକ୍ତ ହାତରେ କିଛି ନାହିଁ।
@pinks1423
Ай бұрын
@@rkn9710 mu same kahili check kara helani kahinki. ?
Au tike Bhituruku galeni Ratna Bhandar ghara ku Sir
Mr Arabinda padhi please send me the video of inner ratna bhandar
Kuade pandian neijaitjila
@RD123.........
Ай бұрын
ଯେଉଁ ଚାବିକାଠି ଅଛି ସେ ତାଲା ର ନୁହେଁ Duplicate
@swayam_samal
Ай бұрын
Odisha ra bohut paisa khai sarichi already
@munu_31
Ай бұрын
Pandu sabu nei jaichi
@seshadevbaliarsingh5085
Ай бұрын
@@munu_31taku jail Pathau na?? Kiye rokichi.
ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏🙏
Hii
ବଡ ଠାକୁର ଆଉ ମହାପ୍ରଭୁ ନଥିବା ସମୟରେ ତୁମକୁ କିଏ ଅନୁମତି ଦେଲା ରତ୍ନ ଭଣ୍ଡାର ର ରତ୍ନକୁ ଅନ୍ୟ ଘରକୁ ସିଫିଟ କରିବା 👍 ଯଦି ଭିତର ରତ୍ନ ଭଣ୍ଡାର ଖୋଲା ଯିବାର କି ଗଣତି ମଣତି କରିବାର ନଥିଲା ତେବେ ସେ ଭିତର ଭଣ୍ଡାରର ଚାବି କାହିଁକି ଭଙ୍ଗାଗଲା ଆଉ 3 ଟା ବଦଳରେ 2 ଟା ଚାବି କାହିଁକି ପଡ଼ିଲା ଆଉ ତାକୁ ତେଜେରି ରେ କଣ ପାଇଁ ରଖାଗଲା ପ୍ରଥମ ରତ୍ନ ଭଣ୍ଡାର ଖୋଲିବାକୁ 3 ଟି ଚାବି 3 ଜଣଙ୍କ ପାଖରେ ତାହା ଖୋଲା ହେଲେ 2 nd ଗୁପ୍ତ ରତ୍ନ ଭଣ୍ଡାର ଖୋଲା ଯିବ ହେଲେ ତୁମେ ପ୍ରଥମ ରତ୍ନ ଭଣ୍ଡାର କୁ ଖାଲି କରି ଅନ୍ୟ ଯାଗାକୁ ରତ୍ନ ନେଇ ସେହି ପ୍ରଥମ ଭଣ୍ଡାର ପୁରା ଖାଲି କରି ଚାବି ବି ଖାଲି କରିଦେଲ😂 ଆଉ ଚୋର ଏବେ ଡାଇରେକ୍ଟ ଯାଇ ଟ୍ରେଜେରି ରୁ ଚାବି ଆଣି ଦ୍ୱିତୀୟ ଭଣ୍ଡାର ରେ ଡାଇରେକ୍ଟ ପସି ଚୋରି କରି ତାଲା ଦେଇ ପଳେଇବ ଏବେ ମନ୍ଦିରରେ ପ୍ରଭୁ ନାହାନ୍ତି କର୍ମ ଚାରି ବି ନାହାନ୍ତି ଏତେବଡ଼ ମନ୍ଦିର ପୁରା ଖାଲି ଏବେ ଚୋରି କରିବାକୁ ବିଜେପି ସରକାର କୁ ପୁରା ସୁବିଧା ଆଉ ଏଭଳି ଦଲାଲ ମାନେ ପୁରା ସାଥ ଦେଇଛନ୍ତି ଚୋରି କରିବା ପାଇଁ , ଭଗବାନ କେବଳ ଏମାନଙ୍କୁ ବୁଝିବେ ଖୁବ୍ ଶିଘ୍ର ଆଉ କିଛି ନାହିଁ
Padhi babu Kali Bahuda jatra a6i Gundicha nuhan 🎉🎉🎉🎉
ଏଥର ଲୁଟିବା ପାଇଁ ଲାଇନ clear ହେଇଗଲା, ସବୁ ସଫା କରିଦେବେ ଗୁଜରାଟୀ ବାଲା
@AsitPradhan8055
Ай бұрын
Supreme court re case karidaba tame
Sir dayakari sebaka mana nku prabhunkara hata upare bhara dei chhida heba taku band karantu
Kn key tamilnadu ru asila ki??
@MilinaDash-uq9rx
Ай бұрын
😂😂😂
@MilinaDash-uq9rx
Ай бұрын
Ebe sabu dekhibe kn kn achhi tapare aama neta mantri chori karibe dhire dhire
Original chabi kaha pakhare thila nikhuna tadanta karajau. Jiye chabi missing karichhi kimba chori karichhi ta birudhare drudha karjyanusthan haba darkaar.
ରତ୍ନ ଭଣ୍ଡାର ତୋ ଖୋଲିଲା ଏବେ BJP ନେତା ମାନେ ନେଇ କି ଖାଇବେ | ଜନତା କୁ ମିଳିବ କଣ
jay Nabin babu 😢
What about puri sankaracharjya
Main ratna vandara kholiba sahamarth heiparilani
ପ୍ରଭୁ କେମିତି ଦେଖୁଚ
5:47 5:47 ରୂଷିଆ ର ପ୍ରଧାନ ମନ୍ତ୍ରୀ ଆମ ଜଗନ୍ନାଥ ନେଇଯିବେ?... ରୁଷିଆ କୁ..ସବୁ ମାଳିକା ରେ ଲେଖା ଅଛି.. କଳିଯୁଗର ଧରମା ଆମ odisha govt.... Hey 🙏🏻ଜଂଗନାଥ ଠାକୁର ଏ ସବୁ କଣ ହୋଉଛି ଆମକୁ ବିପଦରୁ ଉଦ୍ଧାର କର 🙏🏻🙏🏻🙏🏻🙏🏻🙏🏻 ଏତିକି ପ୍ରାଥନା..... Prabhu 🌼🌼🌼🌼
@dharmendramarandi8627
Ай бұрын
Ate jodi aagoru janithilo kichhi kohiloni kahinki sobu janichho😂
ମହାପ୍ରଭୁ ଙ୍କ ବିନା ଉପସ୍ଥିତି ରେ ରତ୍ନ ଭଣ୍ଡାର ଖୋଲା ଯାଇଛି ପ୍ରଭୁ ରକ୍ଷା କର 😢🙏🙇
@BasantaKumar.1996
Ай бұрын
ମାଲିକାଣି ମା ଲଷ୍ମୀ ଅଛନ୍ତି କିଛି ଅସୁବିଧା ନାହିଁ.....
My concern is, we were told billions of dollars worth of jewellery in inner Ratna bhandar , But what they are telling now they saw only is 5 Almirah and 2 Sindook . Au sabu gala kuade ???
Aau kichhi Dina jau sabu pital heijiba suna gayeb
Second ratna bhandara jadi khola hua tebe live telecast kara jao because sarba sadharana madyan janiba darakar kn achi kn nhi.... request for live telecast
7.vandar achi
ଏଠି ସବୁ ମିଛ ଏକା ଜଗନ୍ନାଥ ସତ
ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ରତ୍ନ ଭଣ୍ଡାର ଖୋଲିଥିଲେ, ତାଙ୍କ ପଦବୀ ଚାଲିଗଲା । ଦେଖାଯାଉ ଏବେ କଣ ଅନର୍ଥ ହେବ । ସବୁ ତ ପାଣ୍ଡିଆନ ବାବୁ ନେଇ ଯାଇଛନ୍ତି । ଆମେ ଭାବୁ ଥିଲୁ ଆଉ କିଛି ଅଳଙ୍କାର ନଥିବ ।
Jodi bhitara bhandara alankar sobu aaji transfer hela nahi ..tebe taro chabi bhangiba ro kichhi prayojana aaji no thila...jebe bhitora bhandaro alankar transfer kori thante tebe chabi kholibar thila
@cleardirect6673
Ай бұрын
Pura thik point. Eita kaha mundare kipari pasuni kejani. Odia sabudina mendha.
@KUMAR05P
Ай бұрын
Right
@KUMAR05P
Ай бұрын
Point be noted
Sabu neijaoooo