No video

ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18V

ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18VJagannath Temple Mystery: 46 साल बाद खुलेगा भगवान जगन्नाथ का रत्न भंडार|Ratna Bhandar Reopening
LIVE : తెరుచుకోనున్న పూరీ జగన్నాథుడి రత్న భాండాగారం | Puri Temple Ratna Bhandar to Open Today
LIVE : আজ Srimandir Ratnabhandar খুলবে । Puri র মন্দিরের রত্নভাণ্ডার to be Open Today । News
Bhubaneswar: Odisha Law Minister Prithviraj Harichandan said that a permanent chief administrator of Shree Jagannath Temple Administration (SJTA) will be appointed soon and the process has already started.
"This is one of the main issues in the first 100-day agenda of the government. Though no administrative irregularity has been observed, there is a need for a permanent chief administrator. Odisha government will take a decision in this regard soon," said Harichandan.
#tunnel #mystery #rathayatra #lawminister #pruthirajharichandan #ratnabhandar #purijagannathtemple #purinews #asi #jagannathtemple
#puriratnabhandar #srimandirratnabhandar #ratnabhandar #ratnabhandaropening #puri #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 236

  • @lifeofpk4412
    @lifeofpk4412Ай бұрын

    ମହାପ୍ରଭୁଙ୍କ ଅନୁମତି ନେଲେ ,ଲୋକନାଥଙ୍କ ଆଜ୍ଞାମାଳ ନେଲେ , ମହାପ୍ରଭୁଙ୍କ ଇଛାନୁସାରେ ଆପଣ ମାନେ ଭିତରକୁ ଯାଇ ସୁରକ୍ଷିତ ଆସିଲେ । ବାହାରକୁ ଆସି ମଣିଷ ପକୃତି ଦେଖେଇ ଦେଲେ ଯେ ସେଗୁଡା ସବୁ ଗପ । ବା ଧନ୍ୟ ତୁମ ଭକ୍ତି ଭାବ କୁ । ଜଗାରେ ତୁ ହିଁ ଭରଷା ତୋ ଇଚ୍ଛାରେ ପତ୍ର ପା ହେଲେନି, ଏ ଛାର ମଣିଷ କଣ । ସାର ଗୋଟେ କଥା ସ୍ପଷ୍ଟ କଲେ ଯେ ସେ ଚାବି ରେ ତାଲା ଖୋଲିବନି ବୋଲି ସାର ଅନୁଭବ କଲେ ତାହାଲେ ନିର୍ଦ୍ଧିଷ୍ଟ ଚାବି ଗଲା କୁଆଡେ ।

  • @sky5215

    @sky5215

    Ай бұрын

    ହାଇଓ ବାବୁ,ସେ କଣ ମଣିଷ ପ୍ରକୁତି ଦେଖେଇଦେଲେ ? ଯାହା ଦେଖିଲେ ତାହା ଆସି କହିଲେ ତମେ ଯଦି ଦେଖିଚ କହୁନ ଟିକେ ଶୁଣିବେ ସମସ୍ତେ।ତମେ ଜଗନ୍ନାଥ ପ୍ରେମୀ ନା ଗପ ପ୍ରେମୀ ଟିକେ କହିବା ହେବେ କି ଲୋକ ଙ୍କୁ ଭୟଭୀତ କରି ସତ କୁ ଦବେଇ ଦେବା ପାଇଁ ଚାହୁଁଛ ବୋଧେ

  • @allaboutworld.....3983

    @allaboutworld.....3983

    Ай бұрын

    Are babu sabu sata kahiba thik nuha public re

  • @nibeditabal5800

    @nibeditabal5800

    Ай бұрын

    😊

  • @rashmibijaykumarmishra5543

    @rashmibijaykumarmishra5543

    Ай бұрын

    True

  • @milimohanty7232

    @milimohanty7232

    Ай бұрын

    Right

  • @sagarsahoo5874
    @sagarsahoo5874Ай бұрын

    ଚାବି କୋଉଠି ଥିଲା ଆଗ କହ, ଚାବି କାହା ପାଖେ ଥିଲା, କୋଉଠୁ ଆଣିଲ।

  • @supriyakumarmishra9177

    @supriyakumarmishra9177

    Ай бұрын

    Nai, apanankara dekhiba darkaar nahi, seta deba sampati.

  • @AshutoshKar-qp1jd

    @AshutoshKar-qp1jd

    Ай бұрын

    Abe murkha se chabi re ba kholilani, asali chabi pandu nei paleichi

  • @sagarsahoo5874

    @sagarsahoo5874

    Ай бұрын

    @@supriyakumarmishra9177 Tame kn sabu dari gehi chaiti, dekhiba

  • @MTlifesoro
    @MTlifesoro29 күн бұрын

    ଠିକ୍ କହିଛନ୍ତି ଆପଣ , ଯଦି ଚାବି ସବୁ ଆସିଥିଲା, ତେବେ ଭିତର ଘରର ଚାବି କୁଆଡ଼େ ଗଲା, ଏ ବିଷୟରେ କହିଲେନି।

  • @user-by2ri4it3r
    @user-by2ri4it3rАй бұрын

    ମୋତେ ଲାଗୁଛି ଏମାନେ କିଛି ଵୀ କରିନାହାନ୍ତି ଭିତରେ 3.4 ଘଣ୍ଟା ବସି ବସି ବାହାରେ ଆସି ସବୁ ମିଛ କଥା କହୁଛନ୍ତି..

  • @Sambalpurgobind
    @SambalpurgobindАй бұрын

    ମହାପ୍ରଭୁ ଚଳନ୍ତି ଠାକୁର , ... ସେ ହିଁ ଶ୍ରୀ ମନ୍ଦିରର ସର୍ବାଧିକାରୀ , ମାଲିକ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ସେ ଯେତେବେଳେ ମାଉସୀ ଘର କୁ ଯାଇଛନ୍ତି, ତାଙ୍କ ଅନୁପସ୍ଥତିରେ ତାଙ୍କର ନିଜର ଘର ତାଲା ଭାଙ୍ଗି ଅଳଙ୍କାର ଦେଖିବା ଯୁକ୍ତିଯୁକ୍ତ ଲାଗିଲା ନାହିଁ 🥺

  • @supremesports7404

    @supremesports7404

    Ай бұрын

    Malika nathi le kn hela Malikani achanti Maa laxmi

  • @rashmibijaykumarmishra5543

    @rashmibijaykumarmishra5543

    Ай бұрын

    His Good Lady Maa Lakshmi Ji is there . His sister Maa Bimla is there . When our husbands are not at home don't we allow our support staff to our house ?

  • @minaketan5562
    @minaketan556221 күн бұрын

    ଏବେ ବିଜେପି ସରକାର ଓଡ଼ିଶା ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରତ୍ନ ଭଣ୍ଡାର ସୁନା ଅଳଙ୍କାର ଲୁଟ୍ କରିବେ ଚୋର ସରକାର ତା ପରେ ଆନ୍ଧ୍ର ପ୍ରଦେଶ ର ତିରୁପତି ମନ୍ଦିର ର ରତ୍ନ ଭଣ୍ଡାର ଉପରେ ନଜର କରିଛି ବିଜେପି ସରକାର । କେଦାର ନାଥ ମନ୍ଦିର ସୁନା ଚୋରି କରିଛି ବିଜେପି ସରକାର ଆଉ ରାମ ରାଜ୍ୟ ର ରାମ ମନ୍ଦିର ରତ୍ନ ଭଣ୍ଡାର ବି ଲୁଟ୍ ହେଇଛି । ଏଇ ମାନଙ୍କ କଥାରେ କିଛି ତାଳ ମେଳ କିଛି ନାହିଁ ।

  • @bibhuprasaddas75
    @bibhuprasaddas75Ай бұрын

    କହୁ କହୁ କହିଦେଲେ ବହୁତ କଥା ଆହୁରି ବହୁତ କଥା କହିଲେନି ବି

  • @barsharanisah67

    @barsharanisah67

    Ай бұрын

    😂

  • @indography1

    @indography1

    Ай бұрын

    kau bal ta kahi thante au

  • @trilochanbarik7105

    @trilochanbarik7105

    Ай бұрын

    😂

  • @arunachandrarath639
    @arunachandrarath639Ай бұрын

    ମୁ ଜଣେ ଓଡ଼ିଆ ହିସାବ ରେ କହିବି. ଏ ସବୁ ଜୋ ହେଲା ବିନା ଭଗବାନ ରେ ସେଇଟା ଠିକ ନୁହଁ. ଯେହେତୁ ଭଗବାନ ବର୍ତ୍ତମାନ ମନ୍ଦିର ରେ ନାହାନ୍ତି. ବିଲମ୍ବ ତ ହେଲାଣି ଆଉ ୧୦ଦିନ୍ ବିଲମ୍ବ ହୋଇଥିଲେ କଣ ଭାସି ଯିବ କି. ଏ ମୋର ନିଜସ୍ୱ ମତ

  • @sagarkumarpal

    @sagarkumarpal

    Ай бұрын

    Mate b seya laguchi,thik katha 🙋🙋👍👍

  • @pareshkhuntia1

    @pareshkhuntia1

    Ай бұрын

    Right

  • @pareshkhuntia1

    @pareshkhuntia1

    Ай бұрын

    BJP ର ଆଉ କିଛି କାମ ନାହିଁ ତ। ଆଉ କଣ କରିବେ। 10 ଦିନ ପରେ କଣ ଅସୁବିଧା ହେଲା

  • @pratyushmohanty542

    @pratyushmohanty542

    Ай бұрын

    କାଇଁ ଅପେକ୍ଷା ହବ??? ଭଗବାନ୍ ନାହାନ୍ତି କଣ ki logic ଏସବୁ..

  • @jaminsahoo3124

    @jaminsahoo3124

    Ай бұрын

    Malikani ta maa Laxmi......asubida kn.....? Jaha hela Prabhu nka echa ....Tame logical reason dia

  • @biswakesh07
    @biswakesh07Ай бұрын

    Only a true devotee can explain like this,🙏

  • @pabitrapradhan8060
    @pabitrapradhan8060Ай бұрын

    Jay Jagannath 🙏🙏🙏

  • @ashokkumarmoharana7946
    @ashokkumarmoharana794628 күн бұрын

    ଏପରି ଅନ୍ଧବିଶ୍ୱାସୀ କିପରି ଏତେବଡ ପଦବୀ ରେ ଥିଲେ ! ନା ଲୋକମାନଙ୍କୁ ଆସ୍ଥା / ଠାକୁରଙ୍କ ନାମରେ ଭଣ୍ଡେଇ ଯୁଗ ଯୁଗକୁ ଠକିବାର ଜୋଯନା ? ରତ୍ନ ଭଣ୍ଡାର 1905 23 February ରେ ଖୋଲାଯାଇ ସମ୍ପୂର୍ଣ୍ଣ ଗଣତି ହୋଇଥିଲା । ଏପରି ଭଣ୍ଡାମୀ ହୋଇନଥିଲା । ଭଣ୍ଡାମୀ ଛାଡ ।

  • @bijayakumarpanda7902
    @bijayakumarpanda7902Ай бұрын

    ଭିତର ଭଣ୍ଡାର ର ଦୁଇଟା ତାଲା ର ସିଲ କିଏ ଭାଙ୍ଗିଥିଲା? ଚାବି କୁଆଡେ ଗଲା? ତଦନ୍ତ ହେଉ।

  • @Jswain-en4sr

    @Jswain-en4sr

    Ай бұрын

    Multiple tala re seal hueni. Gote re seal hue.

  • @tapandalal201

    @tapandalal201

    Ай бұрын

    Half knowledge is really dangerous 💀

  • @Jswain-en4sr

    @Jswain-en4sr

    29 күн бұрын

    @@tapandalal201 ryt

  • @nabaghanasahoo8964
    @nabaghanasahoo8964Ай бұрын

    ଉପଯୁକ୍ତ ଚାବି ନୁହେଁ ! 2 ଟି ତାଲା Unsealed ଥିଲା...ହଉ ଠାକୁରଙ୍କ ଇଛା ଆଉ କଣ ଅଛି ଦେଖାଯାଉ।

  • @allaboutworld.....3983

    @allaboutworld.....3983

    Ай бұрын

    Mane??

  • @RakeshKumar-cf3xr
    @RakeshKumar-cf3xrАй бұрын

    ଆଗରୁ କଣ ଜାଣିନଥିଲେ ବାହୁଡା଼ ଯାତ୍ରା ଅଛି ବୋଲି ସବୁ ଦେଖାଣିଆ ଯାହା ଦେଖିଛ degitally ସାର୍ବଜନୀନ କର

  • @pratyushmohanty542

    @pratyushmohanty542

    Ай бұрын

    କଣ ପାଇଁ??? ସାର୍ବଜନୀନ ହେବ....masjid madrasa ra property public ku ଜାଣୁଛନ୍ତି?? ଆମେ କାଇଁ ଏମିତି କରିବା??? କଣ problem ହେଲା ଆରମ୍ଭ ତ ହେଇଚି...navin babu ତ ତାଲା ଭାଙ୍ଗି ପାରିଲେନି...oukat less loka ta..

  • @_tiranjit_97
    @_tiranjit_97Ай бұрын

    ଆମ sir 5 hours ରହିଲା ପରେ ବି କେତୋଟି ସିନ୍ଦୁକ ଆଉ ଆଲମିରା ଗଣି ପାରିଲେନି

  • @MTlifesoro
    @MTlifesoro29 күн бұрын

    ତାଲା କେମିତି onseal ହେଲା। ସେଇଟା କାହିଁକି ଜାଣିବାକୁ ଚାହିଁଲେ ନାହିଁ।

  • @lionsdebasismohanty2095
    @lionsdebasismohanty2095Ай бұрын

    Moribo Sobu, khorap time asigola. Tomo ghore kn ornaments achhi tome midia samna re ki kaha samna re kohibo ki, semiti Bhogoban nko Ornaments related kichhi kahaku daya kori kuhontuni. Nohele dangerous situation asibo puri ku. Jagannath somostonku surakhito rokhontu. Jay Jagannath

  • @yanildev

    @yanildev

    Ай бұрын

    he mandabudhi manisha, kana ta bhasijiba kahile?

  • @theperfectlaw922
    @theperfectlaw922Ай бұрын

    This is may not be full answer

  • @rajibparida9672
    @rajibparida9672Ай бұрын

    Where is Original Key ?Why the Wrong key was deposited in Treasury ? Jai Jagannath 🙏

  • @hometventertain

    @hometventertain

    Ай бұрын

    Kie wrong key treasury re rakhithila ? May be treasury re original key thila se Pandian lock Bhangi ki looti sariki alga lock key pakeithila. 100% sure

  • @jamesrodes560

    @jamesrodes560

    Ай бұрын

    ​@@hometventertain😂😂😂😂 gapa ta Kia kahila???

  • @prasantakumarjenamani362
    @prasantakumarjenamani362Ай бұрын

    ଆଜିର ଦିନଟି ଓଡ଼ିଶା ବାସୀଙ୍କ ପାଇଁ ଏକ ଐତିହାସିକ ଦିନ ଜୟ ଜଗନ୍ନାଥ

  • @mrbombastic1401

    @mrbombastic1401

    Ай бұрын

    Tate kana miliba

  • @basantarout9538
    @basantarout9538Ай бұрын

    ଭିତରେ ହେଇଥିବା videigraphy ଜନ ସାଧାରଣ ଦେଖି ପାରିବେ କି sir?

  • @pratyushmohanty542

    @pratyushmohanty542

    Ай бұрын

    କାଇଁ ଦେଖିବେ ଜନତା ??? ଦେଖିଲେ କଣ ଲାଭ ହେବ???ସମସ୍ତେ ଜାଣିବେ ତା ପରେ muslim ଆତଙ୍କବାଦୀ attack କରିବେ श्री ମନ୍ଦିର କୁ

  • @kumaranil2399
    @kumaranil2399Ай бұрын

    ମୋ ଅନୁସାରେ ଆମ ଘର ର ସିନ୍ଦୁକ ଆମେ କାହାକୁ ଦେଖାଉଛେ କି,?ପ୍ରଭୁଙ୍କ ଅନୁପସ୍ଥିତ ରେ ଯିବା କେତେଦୂର ଠିକ୍?

  • @achyutanandadas1670
    @achyutanandadas1670Ай бұрын

    ବିଚାରପତି ଠିକ୍ କହୁଛନ୍ତି

  • @samarendradakhinakabat3653
    @samarendradakhinakabat3653Ай бұрын

    Jai shree Jagannath

  • @rajumeher-dq7gi
    @rajumeher-dq7giАй бұрын

    ଚାବି ଟା କୁଆଡେ ଗଲା ପଣ୍ଡା ମାନେ ସୁନା ଚେନ ଯେନ ପିନ୍ଧୁଛନ ହେନର ସୁନା ଆଏ କେନ

  • @abhaykumarmusic6208

    @abhaykumarmusic6208

    Ай бұрын

    Panda Mane jemiti suna pindhuchanti raja maha eajanka bhali

  • @anandamohakuda4943

    @anandamohakuda4943

    Ай бұрын

    😅😅

  • @parsuramsahoo7509
    @parsuramsahoo750929 күн бұрын

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🎉❤🎉

  • @subashchmohanty2457
    @subashchmohanty2457Ай бұрын

    ସାମ୍ବାଦିକଙ୍କୁ ରତ୍ନ ଭଣ୍ଡାର କୁ ପ୍ରବେଶ ପାଇଁ ଅନୁମତି ଦିଆଯିବା କଥା,କା‌ହିକି ନା ସେମାନେ ସେହି ଭଣ୍ଡାର ସ୍ଥାନ ରୁ ସାରା ଦେଶ ଦୁନିଆ କୁ ତଥ୍ୟ ଯୋଗାଇଥାନ୍ତେ । କମିଟିର ନୀତି ନିୟମ କୁ ସମ୍ମାନ ଦେବା ସାମ୍ବାଦିକ ବନ୍ଧୁ ମା‌ନେ ଭୁଲି ଯାଉଛନ୍ତି ।

  • @allaboutworld.....3983

    @allaboutworld.....3983

    Ай бұрын

    He bhagban tm kn Jagannath nka sampati Lüti jau history kichhi Janina bodhe

  • @laduliparida
    @laduliparidaАй бұрын

    ଭିତର ରତ୍ନଭଣ୍ଡାର ରେ ଜିନିଷ ଅଛି ନା ନାହିଁ

  • @SanjuktaDandasena
    @SanjuktaDandasenaАй бұрын

    Dharmendra pradhan kahuthila para pandian neichhi boli

  • @sankarsandas19790
    @sankarsandas19790Ай бұрын

    ଯାହା କରୁଛ କର ତାର ସୁରକ୍ଷିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରା ଯାଉ ।

  • @lingarajcreative
    @lingarajcreativeАй бұрын

    Pandian ରତ୍ନଭଣ୍ଡାର ଚାବି ନେଇଥିଲା ତାପାଖରୁ ନ ଆଣି ଭଙ୍ଗିଦେଲ!!!!

  • @susantasahu7310
    @susantasahu7310Ай бұрын

    ସବୁଠୁ ବେକାର news ଚେନାଲ୍

  • @rabinarayanmohapatra4733
    @rabinarayanmohapatra4733Ай бұрын

    Bhagwan mandirare nathila bele tame sabu ratnavandar ku chhuinba aparadh

  • @gangadharbhoi7359
    @gangadharbhoi7359Ай бұрын

    Jay Jagannath

  • @G.B.eatingchallenge7457
    @G.B.eatingchallenge7457Ай бұрын

    ନନ୍ଦିଘୋଷ ରିପୋର୍ଟର କୁ ଟିକେ ଦେଖ ତା ମୁଁହ କେବେ ଦେଖିନି ଆଜି ଦେଖିବି

  • @user-zf8jo6ut4h

    @user-zf8jo6ut4h

    Ай бұрын

    କାହିଁ ତୁ କିଏ କି ବେଶି କଥା କହୁଚୁ ତୁ ପୁରା ଚୁପ ଚାପ ଶୁଣୁ

  • @user-zf8jo6ut4h

    @user-zf8jo6ut4h

    Ай бұрын

    @@Royal-tl9mw ଚୁପ

  • @user-zf8jo6ut4h

    @user-zf8jo6ut4h

    Ай бұрын

    @@G.B.eatingchallenge7457 ତୁ ତତଲା ଖାଇବୁ ଜଣାପଡୁଛି

  • @truptiranjan863
    @truptiranjan863Ай бұрын

    ଯିଏ ଯାଇଥିଲେ ସବୁ କାହାର କାହା କଥାରେ ମେଳ ଖାପ ଖାଉନି

  • @subhasmitabhanja3020
    @subhasmitabhanja3020Ай бұрын

    Mausa , tama katha suniki pura rachana lekhila bhalia laguchhi,achha gote katha kahibe Kia kahaku kana luchau chhanti,aau gote katha Tama rajaneeti bodhe hue a lola odisha basi bujhi nahanti,aau gote katha ebethu bhabisyata bani karuchhi,Tama mananku kebebi chabi hajeibara karana aau kaha dwara chabi hajila tamaku milibani

  • @jaminsahoo3124

    @jaminsahoo3124

    Ай бұрын

    Naveen ku pachar

  • @user-yh2vt9hv4j
    @user-yh2vt9hv4j29 күн бұрын

    Bjp bala tike kana kholi sunantu sir kn kahuchhanti 1985 ru khola heinii au jou tautar mane utube re kahuchhanti pandian neijaichi boli sei mane tike bhalase dekhantu ratna bhandar bjd thik se dautyo nauthila hele bjp sabu khaijiba puri basi tike satrak kahiba besi bipada puri lokanku achhi agaru badathakura jeneideichhanti

  • @laduliparida
    @laduliparidaАй бұрын

    ବାହୁଡ଼ା କଣ ସଙ୍ଗେ ସଙ୍ଗେ ଆସିଲା, ଆଗରୁ ଜାଣିନଥିଲା

  • @GHOST-BATTLE
    @GHOST-BATTLEАй бұрын

    Ashirbaad dele na nai.....asirbad milila ta ?na khali kahi deiki paleila ?

  • @SunilKumar-kb7xc
    @SunilKumar-kb7xcАй бұрын

    Sankaracharjya nka paramarsa neithila ki

  • @Lat4688
    @Lat4688Ай бұрын

    ନୁଆ ଚାବି କେଉଁ କମ୍ପାନୀର?

  • @kanhucharan6679

    @kanhucharan6679

    Ай бұрын

    Benjo 65 😂😂😂😂

  • @asutoshpanda4923
    @asutoshpanda4923Ай бұрын

    Justice Rath's statements are true. There is nothing mystery about Ratna Bhandar.

  • @nilakanthasahoo8101
    @nilakanthasahoo8101Ай бұрын

    ଏ ମିଡ଼ିଆ ବାଳ ଗୋଟିଏ କଥା କୁ ଥମନେଲ ନା ବ ଦା ଲାଇ 100ଥର ଦେଖେଉଛି

  • @user-fl9ds4zu2w

    @user-fl9ds4zu2w

    Ай бұрын

    Thik katha bhai head line lekha alaga news alaga

  • @hometventertain

    @hometventertain

    Ай бұрын

    3:10 - 3:25 dekhe bhalase lock re seal nathila😢

  • @SAIDARSHAN134
    @SAIDARSHAN134Ай бұрын

    🙏ହେ ପ୍ରଭୁ ସାହା ହୁଅ🙏

  • @chamdrashekar2262
    @chamdrashekar2262Ай бұрын

    Jay Jagannath Swami Nayan Patha gami bhava tame 🙏🙏🙏🌹♥️

  • @user-hp2lq2jd9u
    @user-hp2lq2jd9uАй бұрын

    SIR KADHIKI RAKHI DEANTU FUNI 45 BARASA PARE KHOLIBA ,AMA PILA MANE SETEBELE FUNI EHIBHALI BIRALA GHATANA SUNIBE,

  • @rashmibijaykumarmishra5543

    @rashmibijaykumarmishra5543

    Ай бұрын

    They will count the belongings also

  • @subashchandraswain7995
    @subashchandraswain7995Ай бұрын

    Abiswas bartamaana jeun maane aasichhanti, seimaanaka thila achhi.

  • @sukadevdas9310
    @sukadevdas9310Ай бұрын

    Chabi kholilani mane, anya kehi chabi kholi tala change karidethiba. Nahele chabi kholilani kn pain..!!! 3 ta tala padithila hele gote b tala kholiparilani mane ae ghatana ku janch karajau.

  • @bandhubabu2324
    @bandhubabu2324Ай бұрын

    ଅତି ସୁନ୍ଦର ଓ ଯଥାର୍ଥ ଉତ୍ତର! ଜୟ ଜଗନ୍ନାଥ!

  • @saumyakantaswain9984
    @saumyakantaswain9984Ай бұрын

    ମହାପ୍ରଭୁ ଆଶିର୍ବାଦ ଦେଇଦେଲେ

  • @TheTripathy07
    @TheTripathy07Ай бұрын

    HAR HAR MAHADEV JAY SHREE RAM JAY SHREE KRISHNA JAY SHREE GANESH JAY BAJRANG BALI JAY JAGANNATH JAY MATA DI RADHE RADHE

  • @jitendramahananda6157
    @jitendramahananda6157Ай бұрын

    Live telecast karuna kana pain maha prabhunkara Alankar dekhiba pain samaste utsuka... Bite dauchha Kichhi lucheila bhali Kichhi ta hauchhi nija vitare jadi Loka lochana ku anibara nahin tahele Ratna bhandara tala kholibaku nei kana pain ete rajaniti

  • @Eatingexperiment07

    @Eatingexperiment07

    Ай бұрын

    Ghara kttha heichi to

  • @Jswain-en4sr

    @Jswain-en4sr

    Ай бұрын

    Bhai Tama ghara gahana alankara live karuna ame tk dekhu.

  • @jitendramahananda6157

    @jitendramahananda6157

    Ай бұрын

    @@Jswain-en4sr kaha ghara sampatti pain ete media Chabi hajiba miliba Katha ase Ki ... thakuranka alankar pain kana pain ete rajaniti...

  • @Jswain-en4sr

    @Jswain-en4sr

    Ай бұрын

    @@jitendramahananda6157 kie karuchi. Tama bhalia loka. Kama nae kichi Khali pabana

  • @jyotsnamayeebehera4388
    @jyotsnamayeebehera4388Ай бұрын

    Joy jagannath, ❤❤❤ joy maa laxmi

  • @samitaupadhaya3096
    @samitaupadhaya3096Ай бұрын

    Sabu tathya ku bahut sundar vabe bujhei kahichanti...🙏

  • @pravkakarnayak9117
    @pravkakarnayak9117Ай бұрын

    ଜୟ ଜଗନ୍ନାଥ ମହାପ୍ରଭୁ ସବୁ ତୁମ ଇଚ୍ଛା

  • @debeeprasadbaxipatra808
    @debeeprasadbaxipatra808Ай бұрын

    Mahaprabhu kahile jibaku?

  • @brundaban4
    @brundaban4Ай бұрын

    News 18 ଏକ National ଚ୍ୟାନେଲ କାହିଁକି ଏମିତି news ପ୍ରଚାର କରୁଛି ?

  • @antaryamibehera531
    @antaryamibehera531Ай бұрын

    ବିରଧୀ ନେତା ରହିବା କଥା

  • @sangrambiswal676
    @sangrambiswal676Ай бұрын

    Jay Shree Jagannath 🙏🙏🙏🙏

  • @dasharathipani9768
    @dasharathipani976828 күн бұрын

    Mu Jani paruni ei Mane jete michha kahuchhanti govt semananka birudhare kichhi bi step nau nahin. All these persons telling lies.

  • @sujaydas7347
    @sujaydas7347Ай бұрын

    Jai Jagannath swmi 🙏🙏

  • @user-bl4kp5br1w
    @user-bl4kp5br1wАй бұрын

    Joy jagannath❤❤❤

  • @user-yh2vt9hv4j
    @user-yh2vt9hv4j29 күн бұрын

    Sei katha tike bjp bala nku kuhantu sir apananku dhanyawad sir sabu sata kahithibaru

  • @ashokrout3910
    @ashokrout3910Ай бұрын

    E sarkar nuhe, Remote sarkar.

  • @sandeepkumarpani9234
    @sandeepkumarpani923429 күн бұрын

    Green shirt wala prabal ranga.. Kahuchi ସନ୍ତ ସନ୍ତିଆ ଥିଲା କି 😅😅

  • @DhrubacharanMishra-ik5zo
    @DhrubacharanMishra-ik5zoАй бұрын

    Jay Jagannath. 🙏🙏🙏🙏🙏🙏

  • @lipucreation6794
    @lipucreation6794Ай бұрын

    Jay Jagannath 🙏

  • @sambhabkumardandasena5382
    @sambhabkumardandasena5382Ай бұрын

    Mohon sir tike dimag lagei Kama karantu ama mahaprabhu kalia thaukura 4crore odia kna maudamani se , se tanka ratna singhasana re nathiba bele ratna bhandar kholiba ta choro sange saman heigala sir kn eita thik hela ki, please Odisha people justice for our lord

  • @anandamohakuda4943

    @anandamohakuda4943

    Ай бұрын

    Dimag 😅😅😅😅

  • @kartikpanda6389
    @kartikpanda6389Ай бұрын

    Jay Jagannath 🙏🏻🙏🏻🙏🏻🙏🏻🙏🏻

  • @tapankumar2468
    @tapankumar2468Ай бұрын

    You 11 are the lucky ones .GOD BLESS YOU 11

  • @ranjanpani7615
    @ranjanpani7615Ай бұрын

    ସାର୍ ତା ଭିତରେ ତେଲଗୁଣି ପୋକ ଥିଲେ କି ? କେତୋଟି ଚେମିଣିଆ ଉଡିଗଲେ ?

  • @bijayakumarnayak2113
    @bijayakumarnayak2113Ай бұрын

    ସୁନାବେଶ ପାଇଁ ଅଳଙ୍କାର ଆସିବତ?

  • @ashokrout3910
    @ashokrout3910Ай бұрын

    JAI Jagannath,kala thakura bada thakura.

  • @DEVASISHMOHANTY
    @DEVASISHMOHANTYАй бұрын

    Justice sir explained well

  • @vidyaartist01
    @vidyaartist01Ай бұрын

    Asirbad mahaprabhu dele?

  • @Anikprusty
    @AnikprustyАй бұрын

    Mariba Jia jiba au asibani dekhiki magia marijiba se hele Jagannath 🙏🙏🙏

  • @sanjaydhal1183

    @sanjaydhal1183

    29 күн бұрын

    Chori karibaku jau nahanti jagannath nka ornaments kemiti surakhita rahiba sethipai jaithile.Se gale Jana padiba j jou BJD sarkar thila kete ornaments chori karichi

  • @chandrakanta1389
    @chandrakanta1389Ай бұрын

    Bahut sundar Jay jagannath 🙏🙏

  • @MrDeepakkumardash82
    @MrDeepakkumardash82Ай бұрын

    Sabu bhala Jai Jagannath

  • @vedicvichariiiivedictviive3229
    @vedicvichariiiivedictviive3229Ай бұрын

    Wrong interpretation and wrong information about second Ratna bhandar.

  • @bismaykumalla9418
    @bismaykumalla9418Ай бұрын

    Sir ta 2 ta Bhandardara ghara kahile kintu 3 ta achi ..

  • @manaskumar1875
    @manaskumar1875Ай бұрын

    Sabu suna chori au jaha balaka ...chabi jadi nahi tahale chori nischaya

  • @user-oh7vx6zs5n
    @user-oh7vx6zs5nАй бұрын

    Ab kya karega orissa ka government.. Balbhadra ko Gira diya.. Avi sona lut ho raha hai

  • @tusarsahoo1497
    @tusarsahoo1497Ай бұрын

    Committee not known about bhauda Yatra

  • @akhilchandrabarik6440
    @akhilchandrabarik6440Ай бұрын

    Long time fursh for Ratna Bhandar ?

  • @subratanayak-tc4kx
    @subratanayak-tc4kxАй бұрын

    Jay Jagannath 🙏🙏

  • @anandamohakuda4943
    @anandamohakuda4943Ай бұрын

    Chabi kuadu paila ago kuha

  • @manasmohapatra1794
    @manasmohapatra1794Ай бұрын

    Misguided by the thumbnail... Nothing that much excited inside

  • @kumar1992dev
    @kumar1992devАй бұрын

    Bhitara ku jai na thibe dari ki.

  • @user-ib2xt3od4c
    @user-ib2xt3od4cАй бұрын

    fast internal storage open???

  • @pramodkumarmahapatra3746
    @pramodkumarmahapatra3746Ай бұрын

    Jay jagannath 🙏

  • @studywithlaxmidhar1373
    @studywithlaxmidhar1373Ай бұрын

    Room ra owner room re nathila bele room door bhangiba loka mananku kn kuhajaaaa

  • @prafullakumarbehera8832
    @prafullakumarbehera8832Ай бұрын

    Jai jagannath maa lakshmi sahayahuantu

  • @akshayakumarbhol4132
    @akshayakumarbhol4132Ай бұрын

    ରତ୍ନ ତାଲିକା କାହା ପାଖେ ଅଛି ?

  • @saratabehera1795
    @saratabehera1795Ай бұрын

    ମଣିଷ ର ପ୍ରକୃତି ମଲେ ତୁଟେ ।

  • @suryanarayan848
    @suryanarayan848Ай бұрын

    sabu lokanatha, jagannatha, laxmi o bimala nka anumati nele tenu kichhi sapa baharileni.

  • @arjunpadiami136
    @arjunpadiami136Ай бұрын

    Raid kala bhali tala bhangila bhagaban nka anupastiti re

  • @ashokrout3910
    @ashokrout3910Ай бұрын

    Ama thhakur nahanti,kholiba thik nuha,E faltu sarkar natak karuchi.

  • @maverickmarvin
    @maverickmarvinАй бұрын

    Key point he doesn't remember exactly many almiras how many boxes what other things he saw, it us unnatural 😂

  • @pravirpattanaik1950
    @pravirpattanaik1950Ай бұрын

    BJP ku kuhantu, BJD nare jou arapo lagauchanti taha mithya

Келесі