Why There is Tussle Between VK Pandian and Pradeep Panigrahi ? | Odisha Reporter

ସେଦିନ ଥାଏ ସମୟ ସକାଳ 10.45 । ମାର୍ଚ୍ଚ 23- 20220 । ବିଧାନସଭା ଚାଲିଥାଏ । ସେତେବେଳେର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କୁହନ୍ତି, ମୁଖ୍ୟମନ୍ତ୍ରୀ ତୁମ ସହ କଥା ହେବାକୁ ଚାହୁଁଛନ୍ତି । ରାଜ୍ୟ ବିଧାନସଭାର ଆସେମ୍ବ୍ଲି ଚାମ୍ବରରେ ବସିଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ଭିକେ ପାଣ୍ଡିଆନ୍ । ପ୍ରଦୀପ ପହଁଚି, ନମସ୍କାର କରନ୍ତି ଏବଂ ପାଖରେ ବସନ୍ତି । ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରନ୍ତି, ପ୍ରଦୀପ ତୁମେ ବିଧାନସଭାରେ ସରକାର ବିରୋଧରେ ପ୍ରଶ୍ନ ପଚାରୁଛ ?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#Odisha #OdishaReporter #bjd #Bhubaneswar #Ganjam #VKPandian #PradeepPanigrahi

Пікірлер: 666

  • @saratranjanbehera6661
    @saratranjanbehera666111 ай бұрын

    ପ୍ରିୟ ପ୍ରଦୀପ sir.. 🙏.. 👌 ଅପେକ୍ଷା କରନ୍ତୁ ପ୍ୟାରୀ ଦଶା ନିଶ୍ଚୟ ଭୋଗିବ ଏ ସୈତାନ ପାଣ୍ଡିଆନ... ଏଇ ବିଜେଡି ର ନେତା ମାନେ ଗୋପାଳ ଦାସ ହେବେ ଆଉ ପାପୀ କୁ ସେଇ ଗୋପାଳ ନିଧନ କରିବେ... 😄....

  • @subham94bgh

    @subham94bgh

    10 ай бұрын

    Dnt mark Gopal Das as hero try to understand it.... He is the criminal....

  • @saratranjanbehera6661

    @saratranjanbehera6661

    10 ай бұрын

    @@subham94bgh... ଯଦି ଗୋପାଳ ଦାସ କ୍ରିମିନାଲ ତ ନବ ଦାସ କଣ ଡକାୟତ, ହତ୍ୟାକାରୀ, ଲୁଣ୍ଠନ କାରି ନୁହେଁ...? ଭଗବାନ ରାମଚନ୍ଦ୍ର, କୃଷ୍ଣ, ଶିବ, ଦୁର୍ଗା ଏମାନେ କଣ କ୍ରିମିନାଲ ଅଟନ୍ତି...? ଏମାନେ ରାବଣ କଂସ ମହିଷାସୁର କୁ ମାରି ସଂସାର କୁ ଉଦ୍ଧାର କରିଥିଲେ... ଗୋପାଳ ଦାସ ସେଇ ଭଗବାନ ଙ୍କର ନିଶ୍ଚୟ ପ୍ରତିରୂପ, ସେ ଯେଉଁ କାରଣ ପାଇଁ ନବ ଦାସ କୁ ହତ୍ୟା କରିଥାଉ, ସେ ଯାହା କରିଛି ତାହା ଭଗବାନ ଙ୍କର କାର୍ଯ୍ୟ

  • @sanju9661

    @sanju9661

    2 ай бұрын

    Gopal das was a criminal or hero is not a matter. But all know that he is/was made so by ଅଣଓଡ଼ିଆ ଓ ଖଣ୍ଡିଓଡ଼ିଆ

  • @hashtagmanoj

    @hashtagmanoj

    Ай бұрын

    Aaji Tama Katha sata hela

  • @user-og2vm5uf5l

    @user-og2vm5uf5l

    Ай бұрын

    ପ୍ୟାରୀ ତାର ଗୁରୁ।ସିଏ ଗୁରୁ ---- ଣ୍ଡୀ ମରା। ନବୀନ ମହା ଶିଆଣା। ସିଏ କାହାକୁ ୨/୩ ବର୍ଷ ରୁ ଅଧିକ ପାଖରେ ରଖେ ନାହିଁ।

  • @rupadharthapa4215
    @rupadharthapa4215Ай бұрын

    ପ୍ରଦୀପ ଭାଇ କଥାରେ ନୁହେଁ କାମରେ ଦେଖାଇ ଦେଲେ......

  • @rajeshkumarpradhan4928
    @rajeshkumarpradhan492811 ай бұрын

    ଧନ୍ୟବାଦ ପ୍ରଦୀପ ପାଣିଗ୍ରାହୀ

  • @mamatakhillo6781
    @mamatakhillo678111 ай бұрын

    Pradeep sir jindabada 🙏🙏🙏🙏

  • @babajisahu2335

    @babajisahu2335

    10 ай бұрын

    Banda bad

  • @satyanandasahu335

    @satyanandasahu335

    Ай бұрын

    ​​@@babajisahu2335ତୋର ମାର ଗାଣ୍ଡି ବାଦ ପୁସୀ ଖ ମାଗିହେ

  • @Edu.hub_
    @Edu.hub_11 ай бұрын

    ସବୁ ସତ କଥା ଓଗାଳ ଯେତେ ସବୁ ଅଛନ୍ତି ସବୁ ସତ କଥା କୁହ ମୁହଁ ଖୋଲ ସମସ୍ତଙ୍କର କିଏ କଣ ସବୁ ଜନ ସାଧାରଣ ଙ୍କୁ ଜଣାଇ ଦିଅ

  • @sagramsamal8729
    @sagramsamal872911 ай бұрын

    ପଛରେ ହେଲେବି ସତ କହିଲେ ପ୍ରଦିପ ବାବୁ.ପାଣ୍ଡିଆନ ଜାହା ଲୁଟୁଛି ଓଡ଼ିଶାକୁ ଆମେ ଜାନିଛୁ. ଜଦି କୌଣସି ମିଡିଆ ବନ୍ଦୁ ଚାହାନ୍ତି ମୁଁ ସଂଗ୍ରାମ ସାମଲ ସବୁ ପ୍ରମାଣ ସହିତ ଓଡ଼ିଶାର ଜନତାଙ୍କ ଦୃଷ୍ଟି ଗୋଚର କରି ପାରନ୍ତି

  • @msaientertainment9778

    @msaientertainment9778

    11 ай бұрын

    100%sata

  • @Tulsi-ru1ur

    @Tulsi-ru1ur

    11 ай бұрын

    Correct

  • @utkalkesharitunga4130

    @utkalkesharitunga4130

    11 ай бұрын

    Bhai Apana nka adress diantu

  • @utkalkesharitunga4130

    @utkalkesharitunga4130

    11 ай бұрын

    Bhai Apana nka adress diantu Chapuda Tv aapananka pakhare pahanchib

  • @soumyaranjanrout6327

    @soumyaranjanrout6327

    11 ай бұрын

    ​@@utkalkesharitunga4130want to share my bite

  • @biramkumarmandal4669
    @biramkumarmandal466911 ай бұрын

    ଏ ଶୋଳା ସ୍ବାର୍ଥନ୍ବେଷୀ ରାଜନେତା ମାନଙ୍କ ଗାଣ୍ଡୀ ଯେତେବେଳେ ଗୋଲୁ ହୁଏ ସେତେବେଳେ ସତକଥା ବଖାଣନ୍ତି।

  • @nirakarsahoo7004

    @nirakarsahoo7004

    11 ай бұрын

    ବନ୍ଧୁ , ଏ ରାଜନେତା ମାନଙ୍କ ମଧ୍ୟରୁ ଆମ ମାନଙ୍କ ମଧ୍ୟରେ ଥିବା କିଛି ମାଗଣା ଖିଆ ଗୋଷ୍ଠୀ ଅଧିକ ଭୟଙ୍କର , ଯେଉଁ ମାନେ କି ବିଭନ୍ନ ଭାବେ ଏହି ଅଣ ଓଡ଼ିଆ ଅଧିକାରୀ ମାନଙ୍କ ଦ୍ବାରା ପ୍ରଲୋଭିତ ହୋଇ ଏ ରାଜ୍ୟକୁ ବିକ୍ରୀ କରିଦେବାକୁ ବସିଲେଣି ଓ ରାଜ୍ୟର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ନାରୀ ନିର୍ଯାତନା ଅତ୍ୟନ୍ତ ଲଜ୍ୟା ଜନକ ଓ ଶାସକ ଦଳର ନେତା ମନ୍ତ୍ରୀ ଓ କର୍ମୀ ମାନଙ୍କ ଦ୍ଵାରା ନାନା ଭାବେ ନିର୍ଯାତିତ ଏବଂ ପରୀ ପିହୁ ମମିତା ମେହେର ଇତିଶ୍ରୀ ବେବିନା ସୁଜାତା ମାଧବିଲତା ଇତ୍ୟାଦି ଇତ୍ୟାଦି ଘଟଣା ମାନ ଏହାର ଜ୍ୱଳନ୍ତ ଉଦାହରଣ ଓ ଏସବୁ କାଳେ ଗୋଟିଏ ଗୋଟିଏ ଛୋଟିଆ ଘଟଣା ମାତ୍ର ଏହା ବିଜେଡି ଦଳର କିଛି ଆଗ ଧାଡିର ନେତା ଓ ମନ୍ତ୍ରୀଙ୍କ ବକ୍ତବ୍ୟ !!! ଆଜି ଚାଷୀ କୂଳ ହତାସ୍ , କୁଆଡେ ଗଲା ନବୀନ ବାବୁଙ୍କ ଘୋଷଣା ରାଜ୍ୟର ଲାଇଫ୍ ଲାଇନ୍ ମହାନଦୀ ଉପରେ ସାତ ସାତୋଟି ନଦୀ ବନ୍ଧ ଯୋଜନାର ରୂପରେଖ ଆଜି କେଉଁଠି ? ଆଜି ମଧ୍ୟ ଦୀର୍ଘ ତେଇଶି ବର୍ଷର ଶାସନ ପରେବି ଓଡ଼ିଆ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି ।

  • @Edu.hub_

    @Edu.hub_

    11 ай бұрын

    ଯାହାର ଗୋଲୁ ହଉଛି ହଉ ଆମକୁ ସବୁ ଏମିତି ଗୋଟେ ଗୋଟେ କଥା କହି ଚାଲ ସମସ୍ତେ ଜାଣିବା ଦରକାର ଦଳ ଭିତରେ ହଉଛି କଣ ଆଉ ଜନ ସାଧାରଣଙ୍କୁ ଜଣା ଯାଉଛି କଣ

  • @rajeshpradhan3078

    @rajeshpradhan3078

    11 ай бұрын

    ​@@Edu.hub_you

  • @raaz6283

    @raaz6283

    11 ай бұрын

    Ye bi bahut Bodo choro

  • @bigdady1281

    @bigdady1281

    10 ай бұрын

    Most of the uneducated peoples are voting again and again for genda dala

  • @anantasahu7929
    @anantasahu792911 ай бұрын

    Pradeep sir Aapananku request BJD ra sabu MLA MP and CM nku CBI enquiry karantu

  • @aswinipradhan2237
    @aswinipradhan223711 ай бұрын

    ପାଣ୍ଡିଆନ ୧୨ ବର୍ଷ ହେଲାଗୋଟେ ପୋଷ୍ଟ ରେ ଅଛି ଏଟା ଆଇନ ନା ବେଆଇନ ଯେ

  • @melisha4236

    @melisha4236

    11 ай бұрын

    Navin jemiti pandian semiti

  • @studywithnayak6590

    @studywithnayak6590

    11 ай бұрын

    Eita Navin aue modi bhitare susamparka ra jhalak......Cental govt. IAS Pandian ku deputation re neini only modi pain

  • @chandrakantabehera6550

    @chandrakantabehera6550

    11 ай бұрын

    V.K Pandian is right 👍

  • @adhirakumarnayak2260

    @adhirakumarnayak2260

    11 ай бұрын

    Nabin sarakar re chaliba

  • @bhabaniprasadrana6053

    @bhabaniprasadrana6053

    3 ай бұрын

    Jouthi odia loka nija address change kariki odisha governer hauchhanti sethi ata common katha

  • @bhakachannayak-bw6bv
    @bhakachannayak-bw6bv11 ай бұрын

    ଅଲ୍ ଦ ବେଷ୍ଟ ୟୁ ଆର୍ ରାଇଟ ଧନ୍ୟବାଦ୍ ପ୍ରଦୀପ ପାଣିଗ୍ରାହୀ

  • @niranjanpradhan4800
    @niranjanpradhan480011 ай бұрын

    Super Hero Pradip panigrahi

  • @TarunTakri-wd2th
    @TarunTakri-wd2th11 ай бұрын

    Pradeep think Kari chanti ❤❤❤

  • @deviprasannaacharya1883
    @deviprasannaacharya188311 ай бұрын

    ସେ ସଳା ପ୍ରଦୀପ ପାଣିଗ୍ରାହୀ ଛାଡିଦେଲେ ମୁଁ ହୋଇଥିଲେ ଯୋତା ରେ ବାଡାଇଥାନ୍ତେ

  • @dularamkisku2357
    @dularamkisku23573 ай бұрын

    ଧନ୍ୟବାଦ ପ୍ରଦୀପ ପାଣିଗ୍ରାହୀ ଭାଇ 🙏

  • @ratankumarmahapatra7086
    @ratankumarmahapatra708611 ай бұрын

    ପଦିଆ ଭାଇ ପାଣ୍ଡିଆ କୁ ଫସେଇଲl

  • @lovelyswain3147
    @lovelyswain314711 ай бұрын

    ଏଇଟା ଠିକ୍ କଥା ଆମେ ଜାଣିଛୁ ପ୍ରଦୀପ କହିଛନ୍ତି ବୈଜୟନ୍ତ କୁ ଏମିତି ଏହି 5ଟି କରିଛି ତା'ର ଜବାବ ଆମେ ଦବୁ 2024ରେ ତା ଘର ତାମିଲନାଡୁରେ ସିଏ ମାମତି କରିବ ଓଡ଼ିଶାରେ ଛି ଛି ଆମେ ବି ବିଜେଡ଼ି ସାଂଗେ ଅଛୁ କିନ୍ତୁ ବାହାର ଲୋକ ସାଂଗ ନୁହେଁ ନବୀନ ପଟ୍ଟନାୟକ ବଦନାମ ଆଜି 5ଟି ପାଇଁ

  • @kapilendrabehera903

    @kapilendrabehera903

    11 ай бұрын

  • @saratranjanbehera6661

    @saratranjanbehera6661

    11 ай бұрын

    Perfect 100%👌

  • @Vijaya070

    @Vijaya070

    11 ай бұрын

    ବାହାର ଲୋକ ହେଲେ କଣ ହେଲା ରେ ସେ ଭଲ କାମ ତ କରୁଛନ୍ତି ନା,

  • @satyamevajayate4081

    @satyamevajayate4081

    10 ай бұрын

    Bharatiya lokata jadi UK ra PM heiparuchhi,tahele Tamilnadu loka Odishare 5T secretary kahinki heiparibanahi???

  • @Vijaya070

    @Vijaya070

    10 ай бұрын

    @@satyamevajayate4081 you are right bro

  • @saransha5937
    @saransha593711 ай бұрын

    Pradip panigrahi 👍

  • @9861jayJagannath
    @9861jayJagannath11 ай бұрын

    V.k Pandian Asabu Bhala Karu Nahanti .Job vacancy Sabu out source system karucha

  • @birendrasahu8282

    @birendrasahu8282

    3 ай бұрын

    Modi sir kn sarkari karuchanti

  • @hellotuens8712

    @hellotuens8712

    Ай бұрын

    Tu mg odisha re rahuchu ba aga odisha katha dekhe​@@birendrasahu8282

  • @subasjena1252
    @subasjena125211 ай бұрын

    Pradeep sir jinda bad

  • @dasharathi2271

    @dasharathi2271

    11 ай бұрын

    Pela taa naa

  • @nirakarsahoo7004

    @nirakarsahoo7004

    11 ай бұрын

    ​@@dasharathi2271ବନ୍ଧୁ , ଆପଣ ବୋଧହୁଏ ନବୀନ ବାବୁ ଓ ତାଙ୍କର ସେହି ଅଣ ଓଡ଼ିଆ ଅଧିକାରୀ ମାନଙ୍କ ଦ୍ବାରା ଗଠିତ ମାଗଣା ଖିଆ ଗୋଷ୍ଠୀ ର ସଦସ୍ୟ !!! ବନ୍ଧୁ , ଆପଣଙ୍କ ଭାଷାରୁ ଜାଣି ପାରିଲୁ ଆପଣଙ୍କ ବଂଶ ବୁନିଆଦି ଓ ଶିକ୍ଷା ଦିକ୍ଷା ବିଷୟରେ , ଧନ୍ୟବାଦ ବନ୍ଧୁ ।

  • @pawankumarpolai2164
    @pawankumarpolai216411 ай бұрын

    Civil, Mechanical, Electrical engineering ପିଲାଙ୍କ ପେନାଲ୍ system ବର୍ଷ ବର୍ଷ ଧରି ଚାଲି ଆସିଥିଲା ସେଟା ବର୍ତମାନ ୧୭ ବର୍ଷ ହେଲାଣି ସରକାର ବନ୍ଦ କରିଛନ୍ତି ଯାହାକି ଇଞ୍ଜିନିୟର ପିଲାଙ୍କ ଭାବିଶ୍ୱତ ସମ୍ପୂର୍ଣ୍ଣ ରୂପେ ଅନ୍ଧକାର ରେ ଅଛନ୍ତି ।ସରକାର କହିବେ exam ଦେଇକି ପାଇବେ ହେଲେ ସେମାନଙ୍କ ବୟସ ଗଲାଣି କେମିତି exam debe ?

  • @binodinipradhan8026

    @binodinipradhan8026

    Ай бұрын

    Khali govt chakiri ku kahinki khojuchha

  • @shaktiprasadnanda4922
    @shaktiprasadnanda492211 ай бұрын

    People have to choose good government no BJP BJD Congress We have to focus towards the growth of our state like gujrat Maharashtra.our state has many Navaratna company so why we should not do this. JAY UTKAL JANANI

  • @suryakanta8711

    @suryakanta8711

    10 ай бұрын

    You don't know how corrupt Maharashtra or Goa or Karnataka or even Kerala is. Development and growth mean more money. And to make money, you must allow corruption. You know the development of Patia after SEZ or KIIT. But you don't know how the land was transferred to the college or the evolving businesses in this area. You don't know how much black money is invested in this area. So, don't greed for development. Ask for transparency and choose your local leader for betterment in your area. Eventually, good leaders will make good CM/PM. And most important is don't let them think they are celebrities. They must know their place. Not too high, not too low. They should be treated equally as the ones who made them leader.

  • @munasir571
    @munasir57110 ай бұрын

    Pradeep bhai tick କରିଛନ୍ତି

  • @deviprasadmishra6563
    @deviprasadmishra656310 ай бұрын

    ସେ ଦିନ ଶୁକ୍ଳପକ୍ଷ ଥିଲା ନା କୃଷ୍ଣପକ୍ଷ, ଆଉ କେଉଁ ବାର ଥିଲା।

  • @letsrun10000

    @letsrun10000

    Ай бұрын

    😂😂

  • @ganeshpanigrahi5258
    @ganeshpanigrahi52585 ай бұрын

    Pradeep Panigrahi (MLA, Gopalpur) has good morality and very nice humanity...

  • @khirabatisanani4319
    @khirabatisanani431911 ай бұрын

    You are grate sir n you are also correct.

  • @birajrout6831
    @birajrout683111 ай бұрын

    👍👍👍👍

  • @Nano143
    @Nano14311 ай бұрын

    What a logic !! An MLA cant raise question against govt !!😢

  • @rkvlogger6088
    @rkvlogger608811 ай бұрын

    Ye public hai ye sab jaanti hai lekin kya kare our Rs ..500 rupees ka mentality ..Rs.1 rice ,5v rupees meal ..

  • @simadora3192
    @simadora319211 ай бұрын

    u r great sir

  • @prakashswain8674
    @prakashswain867410 ай бұрын

    Gopalpur MLA Pradeep Panigahi Babu is not lying about VK Pandian Babu's conspiracy, it is proved to be true by looking at the distance of the elected people's representative MLA MP Minister of Odisha.

  • @bikashchandrabhatra9331

    @bikashchandrabhatra9331

    9 ай бұрын

    4:24 4:24 4:24 4:24

  • @rajkishordash8353
    @rajkishordash835311 ай бұрын

    Pradip good speech. Good minister

  • @user-rx2he3kd3y
    @user-rx2he3kd3y8 ай бұрын

    ଜୟ ମାତୃଭୂମି

  • @SureshNayak-ft3up
    @SureshNayak-ft3upАй бұрын

    And today Pradeep Panigrahi won MP seat as BJP candidate.

  • @user-ne1od4lj9k
    @user-ne1od4lj9k11 ай бұрын

    Jay hind ❤❤❤❤❤❤❤❤❤❤❤❤❤❤❤❤❤❤❤

  • @dharmendrapatra5385
    @dharmendrapatra538511 ай бұрын

    👍👍👍👍👍

  • @basntbeherabasntbeherayes4100
    @basntbeherabasntbeherayes410011 ай бұрын

    Greet sir

  • @psusantakumar4234
    @psusantakumar423411 ай бұрын

    Beautiful tips in c. M sir🎉🎉🎉🎉

  • @shivdutt3558
    @shivdutt35585 ай бұрын

    Ete exact tym second kemiti dekhile au mane rakhile discussion kariba ku jayi thile naa kudli dekhaiba ku...😊😊

  • @jayadevsenapati4521
    @jayadevsenapati4521Ай бұрын

    Sir, This is Kaliyuga,Jsy Jagannath 🙏 Jay Achyutta mahaprabhu 🙏

  • @pkmishra6256
    @pkmishra625610 ай бұрын

    Telling Truth against corruption is not accepted to 5TSecretary. LORD JAGANNATH SHALL SAVE ODISHA.

  • @user-fw8fq5yr7s
    @user-fw8fq5yr7sАй бұрын

    Pradeep sir you are absolutely right 👍. Thank you so much for making the public aware . Boycott hypocrisy and Shameless Pandian 👎. A good deed always comes around 👍. Bharat mata ki jai 🇮🇳 🙏.Jai Shri Krishna 🙏🙏🙏🌺🌺🌺🕊️🕊️🕊️

  • @user-fq5gb9ep9e
    @user-fq5gb9ep9eАй бұрын

    ପ୍ରଦୀପ ପାଣିଗ୍ରାହୀ ଏ ଓଡିଆ ଜାତିର ମହାନ୍ ନମସ୍ୟ,ତାଙ୍କୁ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି ।

  • @girijapujhari8888
    @girijapujhari8888Ай бұрын

    This man started anti Tamil neta campaign first time 9 months ago...true odia leader...

  • @kumarranjan8793
    @kumarranjan879311 ай бұрын

    Right bat

  • @sureshranasr21
    @sureshranasr2111 ай бұрын

    This is truth I know it😢

  • @user-fx6cf8ro4s
    @user-fx6cf8ro4sАй бұрын

    ପ୍ରଦୀପ ଭାଇ ଝିଅ ର ଅଭିଶାପ ପଡ଼ିଲା ନବୀନ ଉପରେ କାହିଁକି ନା ପାଣ୍ଡୁ ର କଥା ରେ ପଡ଼ି ପ୍ରଦୀପ ର ଝିଅ ବାହାଘରକୁ ଭଙ୍ଗିଦେଲ, ପ୍ରଦୀପ ଭାଇ ଭୁଲ୍ କରିଥିଲା ତ ତାକୁ ବନ୍ଦୀ କରିଥାନ୍ତ ଝିଅ କଉ ଦୋଷ କଳା ଯେ ବାହା ଘର ଭା ।

  • @susantamohapatra3759
    @susantamohapatra37593 ай бұрын

    Good sir

  • @asgameng.2562
    @asgameng.256211 ай бұрын

    U are the great sir 👍

  • @biswakalyandas4901
    @biswakalyandas490111 ай бұрын

    *.ଭାରତୀୟ ପ୍ରଶାସନିକ ସେବା ର ଜଣେ ସଚ୍ଚୋଟ, ଦାୟିତ୍ୱବାନ,କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କ ବିଷୟରେ ପ୍ରଦୀପ ପାଣିଗ୍ରାହୀ ଏପରି ଅବାନ୍ତର, ମୂଲ୍ୟହୀନ,ଭିତ୍ତିହୀନ ଟିପ୍ପଣୀ କଣ ପାଇଁ ଦେଉଛନ୍ତି?

  • @nirakarsahoo7004

    @nirakarsahoo7004

    4 ай бұрын

    ବନ୍ଧୁ, ଆପଣ ବୋଧହୁଏ ସେହି ଅଣ ଓଡ଼ିଆ ଅଧିକାରୀ ଙ୍କ ପାଦଚଟା କୁକୁର ।

  • @biswakalyandas4901

    @biswakalyandas4901

    4 ай бұрын

    @@nirakarsahoo7004 *. ଭାରତୀୟ ପ୍ରଶାସନିକ ସେବା ର ଜଣେ ଅବସରପ୍ରାପ୍ତ ସଚ୍ଚୋଟ,ଦାୟିତ୍ୱବାନ,କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କୁ କେମିତି ସମ୍ମାନ ଦିଆଯାଏ ତାହା ଆପଣଙ୍କୁ ଜଣା ନାହିଁ କି? *.ପବିତ୍ର ଭାରତ ବର୍ଷ କୁ ଭାଗ ଭାଗ କରିବାର ଅଧିକାର ଆପଣଙ୍କୁ ଦେଲେ କିଏ? *. ଆପଣଙ୍କ ର ବିବେକ ନାହିଁ କି? *. ଆପଣଙ୍କ ର ମାନବିକତା ନାହିଁ କି? *. ଆପଣଙ୍କ ର ମାନବିକ ମୂଲ୍ୟବୋଧ ନାହିଁ କି? *. ଆପଣଙ୍କ ର ନୈତିକତା ନାହିଁ କି? *. ଆପଣଙ୍କ ର ମଣିଷତ୍ୱ ନାହିଁ କି? *. ଆପଣଙ୍କ ର ମଣିଷ ପଣିଆ ନାହିଁ କି? *. ଆପଣ ବାସ୍ତବ ରେ ମଣିଷ ତ?

  • @sujitcreation1719

    @sujitcreation1719

    Ай бұрын

    ​@@nirakarsahoo7004ସତ କଥା କହିଲେ ଭାଇ 😂😂

  • @anirudhatarai958
    @anirudhatarai9586 ай бұрын

    point to be noted sir

  • @dhaltuna8596
    @dhaltuna859611 ай бұрын

    ❤❤❤❤❤

  • @santoshpanda4444
    @santoshpanda444411 ай бұрын

    Dear cm odisha people believe ur dedication work . Kindly Haier any secret agency who investigates this type allegations

  • @dhaltuna8596
    @dhaltuna859611 ай бұрын

    🎉🎉🎉🎉 good bhai

  • @userskmohanty87
    @userskmohanty8711 ай бұрын

    Odisha ru hatao pandiyan ku Sasan thike rahiba ❤

  • @debasishnarendra7158
    @debasishnarendra715811 ай бұрын

    Ja heichi bhala

  • @user-bk2mj9lt2o
    @user-bk2mj9lt2o5 ай бұрын

    You are right

  • @user-rx2he3kd3y
    @user-rx2he3kd3y6 ай бұрын

    🎙️🎙️🎙️🎙️🎙️☔☔☔☔☔🗼💎🗼💎🗼💎🗼💎🗼💎🗼💎🗼💎🗼💎🗼🏹🏹🏹🏹🏹🛞🛞🛞🛞🛞🦚🦚🦚🦚🦚ଓଁ*****ବନ୍ଦେ*****ଉତ୍କଳ*****ଜନନୀ*****ଯନନୀ*****ଓଁ 🦚🦚🦚🦚🦚🛞🛞🛞🛞🛞🏹🏹🏹🏹🏹🗼💎🗼💎🗼💎🗼💎🗼💎🗼💎🗼💎🗼💎🗼☔☔☔☔☔🎙️🎙️🎙️🎙️🎙️

  • @ok-eh3yh
    @ok-eh3yhАй бұрын

    🙌👑🌟🌟🌟🌟🌟🌟🌟🌟🌟⭐☑National ledar...next top / best MP......🙏🙏🙏🙏🙏🙏🙏🙏🙏Sir do for nation😎best of luck...🙌

  • @sarbeswarmohapatra9375
    @sarbeswarmohapatra937511 ай бұрын

    You must have personality. Truth is always trueth but it will take time to prove.

  • @narangkumar638
    @narangkumar638Ай бұрын

    AAji Se dina assichi Sir , Naveen sir nku prakruta katha suneiba ku. Se janiba darkar prakruta sata kie kahuchi.

  • @allinonetv4977
    @allinonetv497711 ай бұрын

    ଯଦି times of india କଥା ସତ ତୁମେ ସେଦିନ ସେ news paper ଆଣିକି ଦେଖେଇଲାଣି. ନିଜକୁ proove ସେବେ କଲାଣି. ଯଦି କହୁଛ ସେ news ଏବେ ତାଙ୍କ ପାଖକୁ ଯାଅ ସେ news paper ନେଇକି.ଏଠି କହିଲେ କଣ ହବ

  • @balarampuhan6949
    @balarampuhan694911 ай бұрын

    Good

  • @Bisoyijaya
    @BisoyijayaАй бұрын

    This is turning point

  • @krushnachandramohanty5310
    @krushnachandramohanty5310Ай бұрын

    Amo ନବୀନ ପଟ୍ଟନାୟକ ସରକାର୍ ପୁଣି ଆସିବେ

  • @MANOJKUMAR-vi4bl
    @MANOJKUMAR-vi4bl11 ай бұрын

    Pandian ku Gate out kara 3 year ru over hela

  • @guruprasadpattnaik4538
    @guruprasadpattnaik453811 ай бұрын

    Right sir

  • @mr.Lalitnarayan1989
    @mr.Lalitnarayan1989Ай бұрын

    Ama odisha re nija loka ku besi izzat nai but anya rajya ku jaiki dekile emty hue ni

  • @sujitmajhi4538
    @sujitmajhi4538Ай бұрын

    Good work

  • @prasantkumarpradhan7331
    @prasantkumarpradhan733111 ай бұрын

    U R CORRECT

  • @pravirnayak6945
    @pravirnayak694511 ай бұрын

    N.Pattanaik-Dhritarastra Pandiyan-Shakuni P.Panigrahi-Draupadi Draupadi ra bastra harana heisarichi kourav rastra nasta heba sunistita

  • @DaliMallick-ok7sv
    @DaliMallick-ok7svАй бұрын

    I like you Pradip Bhai

  • @harindermishra7352
    @harindermishra7352Ай бұрын

    Jahi Vidhi Rakhe Ram tahi Vidhi rahiye

  • @pravasinirath3631
    @pravasinirath3631Ай бұрын

    Real Hero of Ganjam 🙏🙏 I liked his personality. Congratulations 🎉🎉

  • @tilucreations
    @tilucreationsАй бұрын

    USP to own bjp

  • @niharout2023
    @niharout202311 ай бұрын

    Vanda baba sarathi stylish re bhashana maruchi ,,, acting bi karuchi

  • @promise1144
    @promise1144Ай бұрын

    The least corrupted. That's a praise now a days..

  • @SHORTSsigma2
    @SHORTSsigma211 ай бұрын

    Gote pate odia pua au gote pate tamil pua ,mo odia mane kaha sapakhya re rahibe

  • @user-jf9qi1ze1d
    @user-jf9qi1ze1d21 күн бұрын

    👍👍

  • @SusilSahu-yl3cn
    @SusilSahu-yl3cn11 ай бұрын

    ଆପଣ ଯଦି ଜାଣିଥିଲେ ଓଡ଼ିଶା ରେ ଦୁର୍ନୀତି ହେଉଛି , ତ ଆପଣ ଜାଣି ଜାଣି ଦୁର୍ନୀତି କରୁଛନ୍ତି ?

  • @himanshubarik4840
    @himanshubarik4840Ай бұрын

    I salute to sir pradeep panigrahi....❤❤❤❤❤

  • @user-vr3io4wp7j
    @user-vr3io4wp7j2 ай бұрын

    ମୋର ପ୍ରଶ୍ନ ବିଦ୍ୟୁତ ବିଭାଗର ଘରୋଇ କରଣ ର କାରଣ କ'ଣ ବର୍ତମାନ ଲୋକ ମାନଙ୍କୁ ବହୁତ ଅସୁବିଧା ହେଉଛି ବିକ୍ରି ରୁ ମିଳିଥିବା ଟଙ୍କା କ'ଣ ହେଲା କେଉଁଠି ଖର୍ଚ୍ଚ ହେଇଛି

  • @Sarojnayak21
    @Sarojnayak21Ай бұрын

    Perfect fighter Pradeep Panigrahi 🎉🎉

  • @ManganReddy
    @ManganReddy27 күн бұрын

    Namaskarsar.

  • @SubhamDash-fg2du
    @SubhamDash-fg2du7 ай бұрын

    🙏🏿❤

  • @ajitkumarpatra9898
    @ajitkumarpatra989811 ай бұрын

    କୁମାଜ୍ଞାସରକାର,ଆସିଲେମଧ୍ୟ,ଆମ,ଓଡିଶାରଲୋକଦାଧନକଠିବାକୁଯିବେଯଦିଯିବେନାଇତକଣଅଛିଆମ,ଓଡିଶାରେ

  • @belalsensenapati1300
    @belalsensenapati130011 ай бұрын

    ସଂଗ୍ରାମ ବାବୁ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ମିଡ଼ିଆ-ଗଣ ମାଧ୍ୟମ, କିନ୍ତୁ ଓଡ଼ିଶାର ଦୁର୍ଭାଗ୍ୟ ନିଜ ନିଜର ଚାନେଲ ଓ ଖବରକାଗଜର ସ୍ୱାର୍ଥହାନୀ ଭୟରେ ଓ ଅନୈତିକ ଅର୍ଥଲୋଭ ପାଇଁ ସେମାନେ ସରକାରଙ୍କର ଅସଲ ଦୁର୍ନୀତିଗୁଡ଼ିକର ପର୍ଦ୍ଦାଫାଶ କରୁନାହାନ୍ତି, ଏଣୁ ଓଡ଼ିଶାର ଦୁର୍ଗତିକୁ ଡାକିଆଣିବାରେ ଏମାନଙ୍କ ଅବଦାନ 100%. ଆଉ ମିଡ଼ିଆ ଚାହିଁବେ ସତ କଥା ପ୍ରକାଶ କରିବାକୁ? ଗୁଣ୍ଡାଗିରିର ଭୟ ଓ ପାଞ୍ଚଶହ ଟଙ୍କିଆ ଲୋଭ ଯୋଗୁଁ ନବୀନ ନାଁରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବ, ଜଳ ଜଳ ଜଣା ଗଲାଣି। କାରଣ ଓଡ଼ିଶାର ଯୁବକମାନେ ଭକୁଆ ଓ ଶକ୍ତିହୀନ।

  • @learnwithbini6060
    @learnwithbini6060Ай бұрын

    We want Naveen pattnaik 💚🐚 as our CM

  • @PrativaJena-ps5zg
    @PrativaJena-ps5zgАй бұрын

    Pradeep panigrahi jagare mu thile pandian ku marideithanti

  • @Milan02468
    @Milan02468Ай бұрын

    2024 election BJP jitila pare kiye kiye asicha video dekhibaku

  • @ChandraJani-wk9rr
    @ChandraJani-wk9rrАй бұрын

    Nabarangpur district is yet to have an maize processing unit despite of being no 1 producer of maize in the country..we waited for long 25 yrs..daadana khatibaku jibe hin bahare

  • @kshirodparida4538
    @kshirodparida453810 ай бұрын

    Your right sir.

  • @saisankarsahoo8365
    @saisankarsahoo8365Ай бұрын

    Right Bhai

  • @tariniprasadpanigrahi2440
    @tariniprasadpanigrahi244010 ай бұрын

    He Prabhu rakhya kara odishaku

  • @user-dm8ym6rn7x
    @user-dm8ym6rn7x4 ай бұрын

    ଆପଣ କଣ କହିଲେ ଆମେ ଜାଣିବା କୁ ଚାହୁଁନୁ ଓଡ଼ିଶା ଉର୍ନତି ପାଇଁ ଓଡ଼ିଆ ବୁଝିବା ପଢିବା ଶୁଣିବା କହିବା ଆବଶ୍ୟକ ଅଛି 🙏

  • @nareshverma9792
    @nareshverma97924 ай бұрын

    Painful .

  • @gobindamurmu-ci3ni
    @gobindamurmu-ci3niАй бұрын

    ଏଇସଳା ପାଣ୍ଡୁ ନବ ଦାସ୍ କୁ ମାରିଛି

  • @aswinipradhan2379
    @aswinipradhan237911 ай бұрын

    This guy nice actor

  • @manojgochhayat1735
    @manojgochhayat1735Ай бұрын

    Jaldi milna sasthi

  • @user-cr1gp2dj5i
    @user-cr1gp2dj5iАй бұрын

    Very good. Very good

  • @pushpamundary2863
    @pushpamundary2863Ай бұрын

    Pandyan pain nabin babu harile

Келесі