Jajpur's top officials remain unaware of the luxurious cottages, Balle Balle Dhaba and Dankari loot.
Jajpur's top officials remain unaware of the luxurious cottages, Balle Balle Dhaba and Dankari loot.
#satyapatha #pranabprakashdas #naveenpatnaik #vkpandian #pranabbalabantray #balebale #kusumapark #jajpur #bjd #odishapolitics #mohanmajhi #satyaprakashnayak #editorial
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
KZread: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive
Пікірлер: 154
BJD ର ନେତା, ମନ୍ତ୍ରୀ ଓ ଅଫିସର ସମସ୍ତେ ଏ ବେଆଇନ କାର୍ଯ୍ୟକଳାପ ପାଇଁ ଦାୟୀ ।
ଏ BDO ଓ collector ତ ଅସଲ ଦୋଷୀ, ସବୁ ଜାଣି ଥିଲେ ଏବେ ନଜାଣି ବାର ଅଭିନୟ କହୁଛନ୍ତି। ଦେଖାଯାଉ ନୂଆ ସରକାର କି ପଦକ୍ଷେପ ନେଉଛନ୍ତି।ଉପଯୁକ୍ତ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେଉଛନ୍ତି ନା ସବୁ ଅଣଦେଖା କରି ନିଜେ ସେହି ଭଳି ହୀନ କର୍ମ ରେ ଲିପ୍ତ ରହୁଛନ୍ତି।
@santoshprasadmishra4977
18 күн бұрын
New Government is not a able Government. It fears to do enquiry against BJD.
ଭୂତ ପ୍ରେତ ଅଶରୀ, ପ୍ରେତାତ୍ମା ଭଲି କିଛି ବିଜେଡି ବିଧାୟକ ଓଡିଶାରେ ରାଜ୍ କରୁଥିଲେ, ଏବେ ପୁରା ପାଲଟିଗଲେ, ହାଃ ହାଃ ହାଃ........
ଅଫିସର ମାନେ ଭୟଭୀତ ହୋଇ ରହୁଥିଲେ । ବଡ ଆଶ୍ଚର୍ଯ୍ୟ କଥା । ଏଇ ବିଜେଡି ନେତାମାନେ ଏତେ କ୍ଷମତାଶାଳୀ ଯେ ,ଏମାନଙ୍କ ଇସାରାରେ ଅଫିସର ମାନେ ଉଠବସ ହେଉଥିଲେ ।
ଭାରତ ରୁ ସବୁ ବାବନା ଭୂତ ମେଳ ହୋଇ ଓଡିଶା କୁ ଚାଲି ଆସିଲେ।
ଏ ନେତା ଓ ପ୍ରଶାସନ କୁ ଧରି ନେଇ public place ରେ ପଥର ମାରି ବାର ମାରିବା ଦରକାର
ସତ୍ୟବାବୁ ସତରେ ସତ୍ୟର ସ୍ଵର। କିଶ କରିବେ ମୋହନ ସରକାର!!!
ଆଜ୍ଞା ଏତେ ସବୁ ପରେ ବି କୁସୁମ ଭିତରକୁ ବୁଲିବାକୁ ଯିବାକୁ ଟିକେଟ ୬୦ ଟଙ୍କା ଦେବାକୁ ପଡୁଥିଲା
@baikunthabehera3971
17 күн бұрын
RATIRE JOUMANE JAUCHHANTI 6 LAKHYA NEI JAUCHHANTI JE .?
Satya Babu you are absolutely correct...
Right analysis
ଜିଲ୍ଲାପାଳ ସବୁ ଜାଣିଛନ୍ତି, କିଛି ନ ଜାଣିବା ଭଳି ଅଭିନୟ କରୁଛନ୍ତି ।
@baikunthabehera3971
17 күн бұрын
khali barmha jabuda abasyak paduchhi .jemite akbar manepadijiba jiban ra itihasa .
ବହୁତ ଧନ୍ୟବାଦ 🎉
Satya Babu you are great 👍
Good analysis 👍
Well said satya bhai 🙏
ବିଶ୍ବସ୍ତରୀୟ ଟଆଉତର
@dhananjaysahoo4579
18 күн бұрын
😁😁😭
Very nice 👌
ବାଛି ବାଛି ଚୋରଙ୍କୁ ଗିରଫ କରି ରାସ୍ତାରେ ବୁଲାଇଲେ ଭଲ
Good speech sir
ବହୁତ ସୁନ୍ଦର ଉପସ୍ଥାପନ ❤
ବଳେ ବଳେ ଓ ବଙ୍ଗଳା - ଓଡିଶା ସରକାର - ପ୍ରଣବ ଦାସ = ଏକ୍ ଥିଲେ
Thhik katha & Satya Katha
ସ୍ୱଚ୍ଛ ଶାସନର ଜ୍ୱଳନ୍ତ ଉଦାହରଣ ...... ଛି ଛି!!
ଆଂବେ ଆଜି କାଲି ଲୋକ ମାନେ ଜାଣି ଗଲେଣି ଯେ ମିଡ଼ିଆ ଵାଲା କି ଛି ମାଲ ପାଇଁ ସବୁବେଳେ ମିଛ କୁହନ୍ତି, ଟାର ପ୍ରମାଣ ଏଲିନା ଙ୍କ ପାଖରେ ଦେଖା ଦେଇଛି,ଏହି ମିଡ଼ିଆ ବାଲାଙ୍କ ଘରେ ପଶି ସେହି କାମ କରିବା ଉଚିତ
@bijayakumarrout11
18 күн бұрын
Ai bhai janaka kn kichhi janiparu nahanti je apari mantabya deba dukhara katha.
You are the only one who is telling the truth
Exactly till accountability will not be fixed against in charge officers truth will not be exposed. Secondly vigilance enquiry should be done against property of thease officers.
ସତ କହୁଥିବା ମଣିଷ ସାର & ସତ୍ଯପାଠ ଟିମ୍ କୁ🙏, ସାର ଆମ ସମବିଧାନ ଅନୁଯାୟୀ ଏମାନଙ୍କଠାରୁ ଆଦାୟ କରାଯାଉ, କାରଣ ଏମାନେ ଏବେ ବି ସରକାରୀ ସୁବିଧା ପାଉଛନ୍ତି, ସାଧାରଣ ଲୋକ କେବଳ ଛୋଟିଆ ଭୁଲ କଲେ ଜେଲ୍ ଏବଂ ଜରୀମାନା ଦିଅନ୍ତି, ସରକାର ତ କହୁଛନ୍ତି ଏ ସାଧାରଣ ଲୋକଙ୍କ ସରକାର, ଦେଖାଯାଉ କଣ କରୁଛନ୍ତି ସରକାର
Salary given to the Government officers during the last 25 years of Jajpur dist. may be recovered immediately with out asking any explanation.
କଂଗ୍ରେସ ଶାସନ ରେ ଏସବୁ କିଛି ହେଉ ନ ଥିଲା, ମୋଟେ ହେଉ ନଥିଲା, ନାଲି, ନେଳି, ସବୁଜ କୌଣସି ବତୀ କାମ ଦେଉଥିଲା କି❓❓❓❓❓❓❓❓
Royal Cottage ଓ Royal Dhaba, Near Maa Ugratara Temple ଏଥିରୁ ଅନ୍ୟତମ ।
Government officials are working more for their own interests than the interests of public
Bahut, bahut,dhanyabad,Satyababu,Eibhali
You are great
Satayaptha चैनल अच्छा काम कर रहा है वेरी गुड सर 👍
Right sir 💯
Thanks sir 🔥
Same thing is going on today. It need the transfer of clerks, S.O,and officers.
ସବୁ ଶଳା ଚୋର
CBI କୁ ଯାଞ୍ଚ ପାଇଁ ଦିଆ ଯାଉ ।
Sir athie Sabu Tharu bada bhulu prashasana ra
You are correct.
ପ୍ରଥମେ ସରକାରୀ କର୍ମଚାରୀ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଇଡି ସିବିଆଇ ଲଗାଇ ତଦନ୍ତ କରାଯାଉ 'ଏହାପରେ ନେତାମନ୍ତ୍ରୀ ଙ୍କୁ ସିବିଆଇ ଇଡି ଲଗାଯାଉ ତାପରେ ସବୁ କାରନାମା ଧରାପଡ଼ିବ
@baikunthabehera3971
17 күн бұрын
RATHA PARE HOIPARE
Thanks ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Satya path now mithyapath
Proper inquiry about the all projet about development project with action against the involvement officer and staff with retrench them
They are Global Lable Notorious
ତୁରନ୍ତ ଗିରଫ କରାଯାଉ
BBSR officers are to be transferred to Boud,Koraput, kalahandi,Balangir, Sambalpur other wise, this Govt will be same as previous govt.
GoodàdAvice
Sir … I became a fan of your podcast. Please highlight the “Preventive healthcare System “, “Prevention of malnutrition “ agenda.
Jay Jagannath
ସତ୍ୟର ମଣିଷ ସତ୍ୟପ୍ରକାଶ
Satya Babu any action take by public through court or law please confirm any source
Means that BDO is incompetent for the post and mentally challenged as well. And at the same time this is the loop hole of our beaurocracy not only BDO for whole departments which are involved in this outraged constructions as this all our people's money and tax. Second thing Naveen Patnaik also accumulated the public place infront of his house...why? Is it belongs to his ?? And what steps the new government taken against all these unethical cases.. Are they aware or working?? Another thing is the lack of edification of our people in that area..how they were giving vote to such criminal persons.. They should be aware of it. This is 2024 guys and we are living in democracy but it seems like Autocracy rules in odisha😂😂😂😂😂😂😂😂
❤❤
Raja and Britisher mane epari karinathibe . It's only possible in Odisha bhai. Now only media bharasha. All were aware but helpless due to emergency like situation. Too bad.
Govt should enquire now to know the true.
Mohan sarakr please see the scam in Jajpur district byBabi Das,ex M.L.A, immediate inquiry and appropriate lawfull action.
Odisha's most dark period is Nabin's long regime of 24 years . Odisha was under the hand of corruption of world . Only we the people of Odisha minutely presume What action will be taken by today's new government .😂
Heavy mind boggling expenditure incurred in a revenue district having marginal public revenue earning.
କାହିଁକି କେହି ପ୍ରତାପ କେଶରୀ ଦେ କଣ କରିଛନ୍ତି କାହାରି ମୁହଁ ଖୋଲୁ ନାହିଁ କାରଣ ହେଉଛି ଜୟ ସେ ମାଛଅ ଚାଷ ନାମରେ ସେ କୋଟି କୋଟି ଟଙ୍କା ଲୁଟିଛନ୍ତି ବହୁତ୍ବପ୍ରୋଜେକଟ ରେ..... ତ ମଧ୍ୟ ରେ ଆଳି ବାଲେଶ୍ୱର ପାଣି ପ୍ରୋଜେକଟ 18000 କୋଟି ଟଙ୍କା ରେ କେତେ ଖରଚ ହୋଇଛି ତାକୁ ଚେକଙ୍କନକରିବା darkar
Jay sriram Jay jagannath Jay Bharat Mata Jay Odia Jay Mohan sarkar 🙏🙏🙏🙏
Biswastariya besyaloyo sabu chalithila
20 Dina re ate..tahele agaku kete😅😅😅
@mahabirmajhi2683
17 күн бұрын
This is only a trailer! Full film will be released very soon ! 😂
Auu gote jami durnit achhi...jajpur re
Sabu officer corruption re matichhanti. Ebe GM.
ଯିଏ ଦୋଷ କରିଛି ତାକୁ ଦଣ୍ଡ ଦିଆଯିବା ପାଇଁ ଅସୁବିଧା କେଉଁଠି?
Satyapathara aranya rodana. Kichhi heba nahin. Morning shows the day. Example changing green buses to orange colour.
Ok
A sarkara kan karuchanti dekhibaku rahila
Prasasan janichi collector kahuchanti
Sabu department baby pocket re
Jajpur ra sabu officer chora, tautar au darua
Samaste mili misi khauthile😂
Satya sir mu apankau dekhichi apanna chandikhol chhaka re se kana munda re jalipi pakudi khaichanti sarbaswar beura apanku data dinati jajpur ra .....i want work with your chhanel for devlopment as main streem media cahnel not a an youtube only
Regulation of transfer and posting of officers by the legislature even up to grassroot levell is going to be a threat to the democratic system.Efficiency and work man ship of officers are hammered by the gundas and anti socials.Police adminstration has been made not to pay attention to the security of officers in apprehension of their transferr and posting a type of intellectual humilation.
ସସ୍ମିତ ବାବୁ ଗଲେ କୁ ଆଡ଼େ ବଡ଼ ବଡ଼ ସାମ୍ବାଦିକ ସମିଳିନି କରି ବଡ଼ ବଡ଼ କଥାକହୁଥିଲେ
@amittudu5501
16 күн бұрын
Right brother
100 / 100 ra thhike
ରଙ୍ଗ ବଦଳାଇ ବାର ଖର୍ଚ୍ଚ କିଏ ବହନ କରିବ
ସୁରନ୍ତ ତଦନ୍ତ ଓ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ନହେଲେ ଲୋକଙ୍କ ଭରଷା ଭାଙ୍ଗି ଯିବ l
Sresta prasasaka prise paithile😅
ଯେତେ ବିଜେଡି ନେତା ମନ୍ତ୍ରୀ ଚାଟୁକାର ଓଡ଼ିଶାର ଲୋକଙ୍କ ଟଙ୍କା ପଇସା ମାରିଓଡିଶାକୁ ତଳିତଳାନ୍ତ କରିଛନ୍ତି ସେସବୁ ମାଆ ଗିହାଙ୍କୁ ଗୋଟି ଗୋଟିକରି ଚିହ୍ନଟ କରି ତାଙ ମଳଭାଣ୍ଡରେ ଶାବଳକୁ ପୁରା ତତାଇ ନିଆଁ ଭଳିଆ ପୁରାଇଵା ଦରକାର ଯେମିତି ଶାବଳ ଗାଣ୍ଡି ବାଟେପସି ମୁଣ୍ଡ ବାଟେ ବାହାରିବ ।
Pandian truck keteta chalichi paradeep kindly lokalochanku anatu?
Jajpur ra samasta officer nku encounter karajau
EA LUTERA MICHHUAA MANANKU KEBE PANICMENT MILIBA ? ODISHA BASI SUNI KHUSI HEBE .
Pap kyaa hai to phal to jarur milega...
Jajpur.dharmshala...b.d.o. Tahaselidar.ku.cot.ku.tanajau Sabusat.bahareb
Padmapokhari moujare unknown sorcse re cover karajaichi
A sabu karjia pachare engerj kanun dai Vip menten amanakara mukhya udeshya. O.... Mu....
E babu kebala BJD pachhare padichi aau kichhi nahi 😁😁😁 chora media
Satya babu apananku naveen g marichhiki
@basantasahu4553
19 күн бұрын
Tme jaha kahila Tara olta ta heichi 😂😅
@kalpatarugauntia2942
19 күн бұрын
Hn ପୁରା ଜଳୁଛି 😂
1St view
Nabin kichhi jani
seghra karjyanustan Grahan karajau
ସବୁ କାହାଣୀର ଯେମିତି ଜଣେ ଖଳନାୟକ ଥାଏ ସେମିତି ଓଡିଶାରେ ସବୁ ହତ୍ୟା ଧର୍ଷଣ ଚୋରି ଦୁର୍ନୀତିର ମୁଖ୍ୟ ଖଳନାୟକ ଥିଲା ପରମ ମାଗିହା ହାରାମି x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ, କିନ୍ତୁ ନବୀନ ପଟନାୟକ ଚାଲାକ ହେଇଥିବାରୁ ସେ ନିଜେ କିଛି ନକରି ଅଲଗା ନେତା ଅଫିସରଙ୍କ ଦ୍ୱାରା କରାଏ ଯାହା ଦ୍ୱାରା ନବୀନ ପଟନାୟକ ନିଜେ ସର୍ବଦା ସ୍ୱଚ୍ଛ ରହିବ, ଅଲଗା ନେତା ଅଫିସର ଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟେଇବାରେ ହାରାମି ନବୀନ ପଟନାୟକ ହେଉଛି ସିଦ୍ଧାହସ୍ତ, ନବୀନ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ମୂର୍ଖ ମନ୍ତ୍ରୀ ଥିଲା, ନବୀନ ପଟନାୟକ ସରକାର ଶାସନ ନୁହେଁ କୁଶାସନ କରୁଥିଲା, ଆଉ ବିଜେପି ସରକାର ଯଦି ବିଜେଡି ନେତା ମାନଙ୍କୁ ଓ ତାଙ୍କୁ ସାହାଯ୍ୟ କରିଥିବା ଅଫିସର ଓ ପୋଲିସ, ପ୍ରଶାସନିକ ଅଧିକାରୀ ମାନଙ୍କୁ ଜେଲରେ ଭର୍ତି ନକରେ ତେବେ ଆଗାମୀ ଇଲେକ୍ସନରେ ଓଡିଶାରୁ ବିଜେପି ସଫା ହେଇଯିବ, ଓଡିଶା ପ୍ରଶାସନ ଓଡିଶା ପୋଲିସ ତଦନ୍ତ କଲେ କିଛି ଲାଭ ହବନି କାରଣ ଏମାନେ ତ ସେଥିରେ ସମ୍ପୃକ୍ତ ଥିଲେ, ତେଣୁ ଏମାନେ ତଦନ୍ତ କଲେ ଖୁଲାସା କରିବେ କମ ଚାପିବେ ଅଧିକ, ଏଠି କେବଳ ସିବିଆଇ ଇଡି ଦରକାର
@santoshprasadmishra4977
18 күн бұрын
Right
Satya Babu be impartial not like nabin dash.
Partiality news channel godi media, nirapeskhyata nahi
आप न्यूज़ चैनल वाले और को दिए और भी कुछ निकलेगा बहुत कुछनिकलेगा यह भ्रष्टाचारी लोगों ने बहुत कुछ दुर्नीति किया है यहां उड़ीसा में लोगों को खाने को नहीं मिल रहा है एक ही टाइम अच्छा से
ନବିନସାରସପନଦେଖୁଛନ୍ତୀଆଉଥରେମନ୍ତ୍ରୀହେବେ
Bjd party had become a prostitute centere due to some people.