The Govt land grabbed by IPS Officers | ହଡ଼ପ କରିଥିଲେ ସରକାରୀ ଜମି | The Quiver News

ପାୱାର ଦେଖାଇ ହଡ଼ପ କରିନେଇଥିଲେ ସରକାରୀ ଜମି। ତାହା ପୁଣି ଗୁଣ୍ଠେ କି ଦୁଇଗୁଣ୍ଡ ନୁହେଁ। ପୂରା ୨୫୦କୋଟିର ସରକାରୀ ଜମି। ସେଥିରେ ବଡ଼ ବଡ଼ ଘର ଏବେ ଛିଡ଼ା ହୋଇଗଲାଣି। ଚଞ୍ଚକତା କରି ଲୁଟ ହୋଇଥିବା ସରକାରୀ ଜମିକୁ ରାଜ୍ୟର ପୂର୍ବତନ ୪ ପୁରୁଖା ଆଇପିଏସ ବାବୁ ନିଜ ପରିବାର ନାମରେ କିଣିଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ଡିଜି ସଞ୍ଜୀବ ମାରିକ, ପୂର୍ବତନ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ, ବରିଷ୍ଠ ଅଧିକାରୀ ଶ୍ୟାମସୁନ୍ଦର ହାଁସଦା ଓ ନାଗେଶ୍ୱର ରାଓ ରହିଛନ୍ତି। କେବେ ଏହି ଜମି ଦୁର୍ନୀତି ନୁହେଁ, ଆହୁରି ୮ଜଣ ଆଇପିଏସ ଓ ଆଇଏଏସଙ୍କ ନାମରେ ବି ବେଆଇନ ଜମି ରହିଛି।
#odianews #odishanews #odishapolitics #politicalupdates #mohanmajhi #cmodisha #cmo #ipsofficer
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 395

  • @prahaladsahu5406
    @prahaladsahu5406Ай бұрын

    ମୋହନ ମାଝୀ ସରକାର ଙ୍କ ପଦକ୍ଷେପ କୁ ସ୍ୱାଗତ ଯୋଗ୍ୟ , jaybjp

  • @debasisdash2451
    @debasisdash2451Ай бұрын

    ଆପଣ ଭାଙ୍ଗି ଚାଲନ୍ତୁ ସାରା ଓଡ଼ିଶା ବାସୀ ଆପଣଙ୍କ ସାଥୀ ରେ ଅଛନ୍ତି

  • @santoshkumarmishra2620
    @santoshkumarmishra2620Ай бұрын

    ସାବାସ୍ ମୋହନ୍ ବାବୁ. ଯୋଗୀ ଙ୍କୁ ଅନୁସରଣ କରିଥିବାରୁ ଆପଣଙ୍କୁ ଧନ୍ଯବାଦ. ଆହୁରି ବହୁତ ଦଲାଲୀ ଓଡିଶାର ସବୁ ଜିଲ୍ଲାରେ ଅଛନ୍ତି. ତେଣୁ ବୁଲଡୋଜର କୁ ନିର୍ଦେଶ ଦିଅନ୍ତୁ.

  • @tusarkantasahu1064

    @tusarkantasahu1064

    Ай бұрын

    ମୋ ଦାବି ଥିଲା ବୁଲ ଡୋଜର... 👍👌

  • @englishmaster437

    @englishmaster437

    Ай бұрын

    Mohan Babu heuchhanti Buldozer babu

  • @mmsahu1

    @mmsahu1

    Ай бұрын

    Anya manku bataku anibare rasta dekhaib

  • @arthabandhuparida7236

    @arthabandhuparida7236

    28 күн бұрын

    Jay Jagannath Good decision

  • @arthabandhuparida7236

    @arthabandhuparida7236

    28 күн бұрын

    ଏମାନେ ଗରିବ ଲୋକଙ୍କ ଟଙ୍କା ଲୁଟିଛନ୍ତି ସବୁ ଉଡେଇ ଦେ

  • @Sibaram12370
    @Sibaram12370Ай бұрын

    ଏ ସବୁ ଘେରାଉ କରାଯାଉ ମୋହନ୍ ମାଝି ଧନ୍ଯବାଦ❤❤❤👍

  • @basantasahu3719
    @basantasahu3719Ай бұрын

    ରାଜଧାନୀରେ ଯିଏ ଅପରାଧ କରିବ ତାର ଘର ଭାଙ୍ଗି ଦିଆ ଯିବା ଦରକାର

  • @gsmahapatra2709

    @gsmahapatra2709

    Ай бұрын

    Khali Rajadhani kahiki niyam sara odisha re lagu heba darkar, CM Mohan Majhi sara odisha ra CM.

  • @SapanSankar
    @SapanSankarАй бұрын

    ଧନ୍ୟ ବାଦ୍ ମହୋନ ବାବୁ❤❤❤

  • @pratapkumarjena1829
    @pratapkumarjena1829Ай бұрын

    ଧନ୍ୟ ବାଦ ଆମ ଓଡ଼ିଶାର ନୂଆ ସରକାର ମୋହନ ମାଝୀ ଙ୍କୁ ଆଜ୍ଞା ଏମିତି ପ୍ରତ୍ୟେକ ସରକାରୀ ବାବୁ ମାନେ କଳା ଧନ ପ୍ରଚୁର ମାତ୍ରାରେ ଠୁଳ କରି ନେଇ ଛନ୍ତି ବିଜେଡି ସରକାର ଶାସନ ସମୟରେ ତଳିଆ କର୍ମ ଚାରି ଠୁ ଆରମ୍ଭ କରି ବଡ ବଢିଆ ବାବୁ ମାନେ ସମସ୍ତେ ଲୁଟିବାରେ ଧୁରନ୍ଧର ଏମାନଙ୍କ ପାଇଁ କଠିନ ଦଣ୍ଡ କାର୍ଯ୍ୟାନୁଷ୍ଠାନ ଲାଗୁ କରାଯାଉ ଅଧିକ ରୁ ଅଧିକ ପ୍ରତି ବିଭାଗ ର ସରକାରୀ ବାବୁ ମାନେ ଗୋଟେ ଗୋଟେ ଆରବ ପତି ହୋଇ ଯାଇ ଛନ୍ତି ଶଳା ଙ୍କ ପାଇଁ ଫାଶୀ ଦଣ୍ଡ ନିୟମ ଲାଗୁ କରାଯାଉ

  • @EswarGanta-jx3mt

    @EswarGanta-jx3mt

    5 күн бұрын

    ଧନ୍ୟବାଦ ଭାଇ ଏଇ ବିଷୟରେ ଏମିତି ଲମ୍ବା ଲମ୍ବା comments ଆଉ ଅନେକ ସ୍ଥାନରେ ଲେଖ ମୁଁ ଜଣେ ଭୋଟର ହୋଇଥିବା ରୁ ପୁଣିଥରେ ଧନ୍ୟବାଦ । ❤❤❤ ❤❤ ❤❤ ❤❤ ❤❤

  • @arucharanpradhan5502
    @arucharanpradhan5502Ай бұрын

    ଯୋଗୀ ସରକାର ଭଳି ଶାସନ ଓଡ଼ିଶା ପାଇଁ ଆବଶ୍ୟକ।

  • @gulfjobvacancy4599

    @gulfjobvacancy4599

    Ай бұрын

    Hm Hindu Muslim kariki jhagda karajau yogi baba pari 😂😂😂😂😂😂😂😂😂😂😂😂😂😂😂😂😂😂

  • @bhabanishankarpati466

    @bhabanishankarpati466

    27 күн бұрын

    Kn Yogi shasan Odisha re hele bhaya laguchhi ki ..

  • @PoulastiSahu-ld6du

    @PoulastiSahu-ld6du

    8 күн бұрын

    ​@@bhabanishankarpati466UP ରେ ଗୋଟିଏ ହିନ୍ଦୁ ମୁସଲିମ ଦଙ୍ଗା ହୋଇଛି କି କହିପାରିବ କି, ମୁଁ କହିବି କି ଆଗରୁ କେତେ ହୋଇଥିଳା ଦଙ୍ଗା

  • @shinquanone8714
    @shinquanone8714Ай бұрын

    ଆଗେ ସେ ତହସିଲଦାର କୁ ବି ଧର ଯିଏ ଲିଜ୍ ଦେଇ ଥିଲା 😅। ସେ ତ୍ main ଲୋକ ଏ ଜାଲିଆତି ରେ।😅

  • @englishmaster437

    @englishmaster437

    Ай бұрын

    Thik katha

  • @user-yr1hq5ei7d

    @user-yr1hq5ei7d

    Ай бұрын

    Thik. Katha. Kaicha. Bhai.

  • @rabindramohanmoharatha3249

    @rabindramohanmoharatha3249

    27 күн бұрын

    Proper investigation is required.

  • @sagarikapradhan2714

    @sagarikapradhan2714

    27 күн бұрын

    Nai re bhai,ethi ete bado mundo achhanti je,bichara oas kon koriba.

  • @sitaramsahu3883
    @sitaramsahu3883Ай бұрын

    ନିଶ୍ଚିତ ଭାବରେ କିଛି ପଦକ୍ଷେପ ନେଲେ ଭଲ ହେବ।

  • @jagannathmishra5300
    @jagannathmishra5300Ай бұрын

    ବେଆଇନ ସମସ୍ତ ଘର ଆଗରେ ଯନ୍ତ୍ର ଚାଳିତ ହାତୀ ରଖାଯାଉ ଏଵଂ ହାତୀ ଶୁଣ୍ଢ ରେ ଘର ଚାଷ କରାଯାଉ।

  • @brahmanandam7370

    @brahmanandam7370

    Ай бұрын

    😢😮

  • @englishmaster437

    @englishmaster437

    Ай бұрын

    Kya baat hai bhai 😂

  • @nalinimajhi5348
    @nalinimajhi5348Ай бұрын

    ଅଧର୍ମ ବିତ୍ତ ଗଲା ବେଳେ ଯାଏ ମୂଳ ସହିତ 👍👍👍👍👍

  • @garudsaraf6927
    @garudsaraf692726 күн бұрын

    ମୁଖ୍ୟମନ୍ତ୍ରୀ ମୋହନ୍ ଚରଣମାଝି ସାର୍ ଏବେ ଆଇପିଏସ୍ ଓ କଲେକ୍ଟର୍ ପାଲି 🙏

  • @debeshkumarbiswal4509
    @debeshkumarbiswal4509Ай бұрын

    ଦୃଷ୍ଟାଙ୍କ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

  • @shubhasmitapanda4779
    @shubhasmitapanda4779Ай бұрын

    sabas Mohan babu

  • @Business-inodia
    @Business-inodiaАй бұрын

    Immediately take action against them.Save Odisha money of people of Odia.

  • @benudharpatra9256
    @benudharpatra9256Ай бұрын

    ଆରେ ଆମେ ଭାବୁଥିଲୁ ନବୀନ ପଟ୍ଟନାୟକ ଜଣେ ଭଲ ଲୋକ ,ତେଣୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଥିଲୁ । କଣ ଆମେ ଏବେ ଶୁଣିଲୁ । ସତ ଥିଲେ ମାରାତ୍ମକ ।

  • @user-yr1hq5ei7d

    @user-yr1hq5ei7d

    Ай бұрын

    Tama. Kon. Bhai. Ajharu. Nidera. Soi. Thila. Aba. Nida. Bhangila. Ki. AetA. Agharu. Jani. Nathila. Ja. B. J. D. Bala. Chora. Boli.

  • @saritamaharana4151
    @saritamaharana4151Ай бұрын

    ନବୀନ ସରକାର ବହୁତ ଅନାୟ କରୁଥିଲେ

  • @patitakumarchoudhury9855
    @patitakumarchoudhury9855Ай бұрын

    ବୁଲଡୋଜର ନ ଲଗେଇ ସରକାର ନିଜ ମାଲିକାନା ରେ କରେଇ ନିଅନ୍ତୁ.ନିରେପେକ୍ଷ ତଦନ୍ତ କରନ୍ତୁ.

  • @amarbehera9011
    @amarbehera9011Ай бұрын

    Verry verry good salut Mohan majhi (mm)

  • @ldpradhan1631
    @ldpradhan1631Ай бұрын

    Sir, tike nayagarh district ra sarkari jami check karantu

  • @pramodpradhan8792
    @pramodpradhan8792Ай бұрын

    Many many thanks to quiver news for working hard to root out corruption😊

  • @gcm7099
    @gcm709927 күн бұрын

    ଆଉ ଡେରି କାହିଁକି... କଥା ଯଦି ସତ ହୋଇଥାଏ, ବୁଲଡୋଜୋର୍ ଚଲା ଯାଉ...

  • @Mrautynjatarout-ec6up
    @Mrautynjatarout-ec6upАй бұрын

    Thanks good person best cm in odisa maichia nabin go back dheli

  • @JagannathSahoo-vb4rj
    @JagannathSahoo-vb4rjАй бұрын

    ଭାଂଗୀ ଦେଲେ ମୁଁ ଜାଣି ବି ନମ୍ବର ଓଆନ ମନ୍ତ୍ରୀ

  • @user-yr1hq5ei7d

    @user-yr1hq5ei7d

    Ай бұрын

    Nyshya. Bhangiba. Ghara. Boldojer. Chaliba. Samayaka. Ku. Thi ky. Apakhya. Kara. Dharjya. Ra. Phala. Sabu. Bela. Mitha. Hai. Thaya.

  • @prafullamaharajmaharaj7309
    @prafullamaharajmaharaj7309Ай бұрын

    ସରକାରୀ ଜମି ହଡପ କରିଥିବା ସରକାରୀ ବାବୁ ମାନେ ଏବେ ହିସାବ ଦେବେ, ସୈତନି କରି ସରକାରୀ ଜମି ରେ କୋଠା କରିଛନ୍ତି। ଏ ସବୁ କୁ ବୁଲ୍ ଡୋଜର ଲଗାଇ ଭାଙ୍ଗି ଦିଆଯିବ। କେତେ ସାହସ ଏ ସୈତାନ୍ ମାନଙ୍କର..... ଜୟ ସୀତାରାମ ଜୟ

  • @azubizu2534
    @azubizu2534Ай бұрын

    47ବର୍ଷ ହେଲା ଜମି ପଟ୍ଟା ହେଇ ପାରୁନି ସେମାନଙ୍କର କେମିତି ହେଲା

  • @user-vx6ob6pl6b
    @user-vx6ob6pl6b27 күн бұрын

    ସାବାସ୍ କେନ୍ଦୁଝର ମାଟିର ସୁଯୋଗ୍ଯ ସନ୍ତାନ.... କର୍ତ୍ତବ୍ଯ ପଥରେ ଆଗେଇ ଚାଲନ୍ତୁ ଆସୁ ଯେତେ ବାଧାବିଘ୍ନ ଅତିକ୍ରମ କରି ଚାଲନ୍ତୁ....କଣ୍ଟକିତ ପଥେ ହେବ ପୁଷ୍ପ ବର୍ଷା ବଡ ବଡ ନେତା ମନ୍ତ୍ରୀ ଯିଏ ବି ହୁଅନ୍ତୁୁ

  • @SmashEnough
    @SmashEnoughАй бұрын

    ଏମାନେ ବଡ଼ ଲୋକ କିନ୍ତୁ ଭଲ ଲୋକ ନୁହନ୍ତି

  • @melisha4236

    @melisha4236

    Ай бұрын

    Bhala loka kebe bada hei paribeni au bada lako kebe bhala hei paribeni...

  • @SmashEnough

    @SmashEnough

    Ай бұрын

    @@melisha4236 thank you for your comments and suggestions

  • @user-yr1hq5ei7d

    @user-yr1hq5ei7d

    Ай бұрын

    Auda. Sabu. Chora. Bhai. Mana. Param. Maghea. Dharam. Bhai.

  • @luckythegamer1968
    @luckythegamer196828 күн бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ , ଆପଣଙ୍କୁ ମୋର ବିନିତ ଅନୁରୋଧ ଦୟାକରି ନୟାଗଡ଼ ଜିଲ୍ଲା ଉପରେ ଦୃଷ୍ଟି ନିକ୍ଷେପ କରନ୍ତୁ ।🙏

  • @guptagangacreations9884
    @guptagangacreations9884Ай бұрын

    ବହୁତ ଭଲ

  • @ramachandra8999
    @ramachandra8999Ай бұрын

    ❤Sighra boladojar chadhayu karo tks sejami garibnka Jami tks lordzrmji

  • @jyoshnasamal
    @jyoshnasamal27 күн бұрын

    ଆପଣଙ୍କୁ ବହୁତ ଧନ୍ୟବାଦ sir 🙏🙏🙏

  • @satyaranbida4592
    @satyaranbida4592Ай бұрын

    ଇ.ଆଇ.ପି.ସ.ଅଫିସରମାନଙ୍କୁ.ଜମାଛାଡନ୍ତୁ.ନାହି.ଏ.ଜମିକୁ.ଛଡାଇ.ଭୂମୀହିନଗରୀଵଙ୍କୁ.ଵାଣ୍ଟିଦିଅନ୍ତୁ.ସାର

  • @user-yr1hq5ei7d

    @user-yr1hq5ei7d

    Ай бұрын

    Thik. Katha. Kaicha. Apan

  • @ashiskumar7556
    @ashiskumar755626 күн бұрын

    Very Excellent Mohan sir Govt....

  • @kirttanmahanta9806
    @kirttanmahanta9806Ай бұрын

    Action taken.

  • @haraprasadmahanta4657
    @haraprasadmahanta465714 күн бұрын

    ମୋହନ ଚରଣ ମାଝି ସରକାର ଏମାନଙ୍କ ଘରେ ଵୁଲଡୋଜର ଚଲାଇବା ଦରକାର

  • @amareshamohanty69
    @amareshamohanty6928 күн бұрын

    ଏମାନେ ବିଜେଡିର ଖାସ୍ ଲୋକ ଥୀଲେ । ସାଧାରଣ ପ୍ରଶାସନ ବିଭାଗ କାହା ଚାପରେ ଚୁପ୍ ରହି ଥୀଲା । ସେ ସମୟରେ କୋଉ ଅଫିସର ମାନେ ଥିଲେ । ସେମାନଙ୍କୁ ଧରନ୍ତୁ ।

  • @BijayakumarPatra-ox4qb
    @BijayakumarPatra-ox4qbАй бұрын

    Right

  • @surenmagar9736
    @surenmagar973627 күн бұрын

    ଜୟ ବିଜେପି ଜୟ ମୋହନ

  • @trilochanmal4283
    @trilochanmal4283Ай бұрын

    Go ahead chief minister sir for corruption free odisha. We the people of odisha with you.

  • @bikashmahanta7579
    @bikashmahanta7579Ай бұрын

    ବହୁତ୍ ବଢିଆ

  • @user-tm1kk4sd3q
    @user-tm1kk4sd3qАй бұрын

    କିଛି କାମ କରନ୍ତୁ ।

  • @SonuMaharana-lf8pt
    @SonuMaharana-lf8pt10 күн бұрын

    ମୋହନ୍ sir , ଜମୀ ଚୋର ମାନଙ୍କୁଧରିଛନ୍ତି ।ଧନ୍ୟବାଦ ନୂଆ cm sir

  • @keshabchandramallick3828
    @keshabchandramallick382810 күн бұрын

    ଧନ୍ୟବାଦ୍ ମୋହନ ମାଝି ,

  • @mithunchakraborty6450
    @mithunchakraborty645028 күн бұрын

    ଓଡ଼ିଶା କୁ ରାମ ରାଜ୍ୟ କରାଯାଉ

  • @jaymuduli4583
    @jaymuduli458329 күн бұрын

    Dhanyawad sir

  • @paritoshpatnaik6731
    @paritoshpatnaik673128 күн бұрын

    ନବିନ ନିଵାସ ସମନା ଜବର ଦଖଲ ହଟାଯାଉ ।।

  • @biswanathsetha3379
    @biswanathsetha337927 күн бұрын

    Super sir jod alwyes blesed you

  • @MaheswarPatel-hb3di
    @MaheswarPatel-hb3diАй бұрын

    ଏମିତି ଓଡ଼ିଶାରେ ବହୁତ ହୋଇଛି

  • @user-ip1wx5fi5r
    @user-ip1wx5fi5r8 күн бұрын

    ଓଡ଼ିଆ ର ସମସ୍ତ ଭୂମି ହିନ ଗରିବ ମାନଙ୍କୁ ଭୂମି ପ୍ରମାଣ ପତ୍ର ଦିଆ ଯାଉ ନଚେତ୍ ମରିଯିବେ ସେମାନେ ଏତେ ବଡ଼ ଅନ୍ୟାୟ କରନି ମୋହନ ବାବୁ, ପ୍ରଭୁ ଜଗନ୍ନାଥ ଏତେ ବଡ଼ ଅନ୍ୟାୟ ସହିବେନି ଗରିବ ଲୋକଙ୍କ ଠାରୁ ଭୋଟ ପାଇ ଗରିବ ଙ୍କ ପେଟକୁ ଲାତ ମାରୁଛ ଜୟ ଜଗନ୍ନାଥ

  • @arunrout7986
    @arunrout798610 күн бұрын

    ସଂଜୀବ ମାରିକ୍ ହେଉଛି ପରମ .....,ରିଟାର୍ଡ ହେଲା ପରେ ବି ସେ ସବୁ ବେଳେ ସରକାର ଙ୍କ ସପଟରେ ବୟାନ ଦିଏ

  • @jibanketanpradhan2978
    @jibanketanpradhan2978Ай бұрын

    Thank u sir

  • @ManmathaSahu-g1m
    @ManmathaSahu-g1mАй бұрын

    Thankq mohan. Sir

  • @babukhetiofficial1439
    @babukhetiofficial143912 күн бұрын

    ବହୁତ୍ ସୁନ୍ଦର୍ ପଦକ୍ଷେପ

  • @ganeshpanigrahi4808
    @ganeshpanigrahi480813 күн бұрын

    🇮🇳ବନ୍ଦେ ଉତ୍କଳ ଜନନୀ🙏🚩...

  • @thehealthfarm6614
    @thehealthfarm66144 күн бұрын

    Ati sundar 🌹🌹

  • @KedarJena-ki9el
    @KedarJena-ki9elАй бұрын

    Right, thanks

  • @Tukunu7248
    @Tukunu7248Ай бұрын

    Thank you so much Mohan Sarkar❤

  • @sushilnanda6868
    @sushilnanda6868Ай бұрын

    Well done 👍

  • @arjunkumarsahoo5768
    @arjunkumarsahoo5768Ай бұрын

    ❤❤❤❤❤❤❤❤❤❤ thanks

  • @healthandfitnessdr.a.k.beh5968
    @healthandfitnessdr.a.k.beh5968Ай бұрын

    Thnx Buidrozar

  • @user-lt9mn7ui3l
    @user-lt9mn7ui3l24 күн бұрын

    Vheri nace🤝 mohan sar odisha sundargarh rajgangpur jaraikela bahiam hindustan jindabad JAEHINDEH palaka minz😂😂

  • @user-lw8hr4vu9m
    @user-lw8hr4vu9m10 күн бұрын

    ❤❤❤yes❤❤❤...thanks bjp .mohan majhi .saluted .odisha .taraf se

  • @BarendraNaik-rn9gq
    @BarendraNaik-rn9gq18 күн бұрын

    Jay Jagannath 🙏👍👍👍👍👍👍

  • @krusnasekhardas2533
    @krusnasekhardas2533Ай бұрын

    Ok sir

  • @hemantanayak9728
    @hemantanayak97288 күн бұрын

    Bahut Badiya

  • @HRUSHIKESHTARAI-mp7xu
    @HRUSHIKESHTARAI-mp7xuАй бұрын

    Super sir

  • @dilipkumarsinha780
    @dilipkumarsinha780Ай бұрын

    Good Dissision.

  • @user-qi9yr5nh6x
    @user-qi9yr5nh6xАй бұрын

    ଏଠି ଗରିବଙ୍କ ପାଖରେ ରହିବାକୁ ଜାଗାଟିଏ ପାଇବା କଷ୍ଟକର ଆଉ ସରକାରୀ ଅଧିକାରୀ ମାନେ ଏକର ଏକର ସରକାରୀ ଜମି ହଡପ, ଧନ୍ୟ ନବୀନ ବାବୁ ଏହା କଣ ଜାଣି ନଥିଲେ ନା ଜାଣି ଶୁଣି ଅନ୍ଧ ଭଳି ରହୁଥିଲେ।

  • @vickymidia
    @vickymidia13 күн бұрын

    Mohan majhi Jaya jagannath Odisha Goog morning

  • @bapibarik8390
    @bapibarik839023 күн бұрын

    Very good 👍

  • @parsuramnayak4093
    @parsuramnayak409324 күн бұрын

    Nua sarkarku bahut bahut dhanyabad .

  • @ramakrushnabhuyan9664
    @ramakrushnabhuyan966428 күн бұрын

    Good job❤❤❤

  • @sunilkumarsethi488
    @sunilkumarsethi48810 күн бұрын

    Lovely

  • @knaik354
    @knaik35420 күн бұрын

    👍👍👍

  • @BishnuprasadSahoo-ik8hi
    @BishnuprasadSahoo-ik8hiАй бұрын

    O biutefull diceson Dhanyabad mukhyamantri sir jaganath apananku saha hebe

  • @cutykumari8648
    @cutykumari864825 күн бұрын

    Mohan sir❤❤❤ odisha re dukha sukhare sathi mohan maji😢😢😢❤❤❤

  • @Ranjanjena-ei2yk
    @Ranjanjena-ei2yk23 күн бұрын

    Right 👍

  • @user-ip1wx5fi5r
    @user-ip1wx5fi5r9 күн бұрын

    ଜମୀ ମାଫିଆ ଙ୍କୁ ଧରା ଯାଉ ଦୟା କରି ଗରିବ ମାନଙ୍କୁ ଛାଡି ଦିଅ, ଆମେ କୋଉଠି ରହିବୁ, ଆଗେ ସ୍ଥାୟୀ କର ତାପରେ ଉଚ୍ଛେଦ କରିବ

  • @padmalochanmalik6653
    @padmalochanmalik665320 күн бұрын

    जय मोहन चरण माझी की जय हो। जय श्री सीता राम् की जय ॐ

  • @DMGUNUPIHU
    @DMGUNUPIHU10 күн бұрын

    Sabas👍👍

  • @MangaldanNachika-wb2xl
    @MangaldanNachika-wb2xl14 күн бұрын

    Vry good👍 mohan sir are you🙏🙏 arest

  • @user-qd2vr5pr5i
    @user-qd2vr5pr5iАй бұрын

    ପ୍ରତ୍ୟେକ ଅଫିସର ଙ୍କୁ ଚାକିରୀ ରୁ ନିଲମ୍ବିତ କରାଯିବା ଆବଶ୍ୟକ ।

  • @DCODISHAHACKER
    @DCODISHAHACKER28 күн бұрын

    👍👍👍👍👍👍

  • @user-nc6ko8jw9o
    @user-nc6ko8jw9oАй бұрын

    Right sir

  • @biranchipatra7428
    @biranchipatra742827 күн бұрын

    Good decision sir 👍

  • @trushnamayeeojha
    @trushnamayeeojhaАй бұрын

    🙏🙏🙏🙏🙏🙏🙏

  • @sanjaykumarrautray2405
    @sanjaykumarrautray240521 күн бұрын

    Jay ho aam mohan majhi sir

  • @jeetendapanda2591
    @jeetendapanda2591Ай бұрын

    Since their M.O.is - D, stringent legal action should be taken to confiscate such properties to State exchequer.

  • @rasikagiri5227
    @rasikagiri5227Ай бұрын

    Kathare nuhen ,baran Kamare Kari dekhantu .Jay Jagannath.

  • @user-yr1hq5ei7d

    @user-yr1hq5ei7d

    Ай бұрын

    Dharjya. DhAra. Nyashya. Dakhiba.

  • @rajendrasatpathy7043
    @rajendrasatpathy70438 күн бұрын

    CM sir Excellent. Keep it up. Yogi jee ra system follow karibe tah, Odisha bhi UP like famous hei jiba. Not news only, take action also.

  • @user-ke9gy9rt7i
    @user-ke9gy9rt7iАй бұрын

    Good nize

  • @chilikavlogm9322
    @chilikavlogm9322Ай бұрын

  • @alakiasgamango
    @alakiasgamangoАй бұрын

    Very good news

  • @hatakeswarbehera3629
    @hatakeswarbehera36296 күн бұрын

    Wel come CM sir

  • @PratapKishoreDash-ej7cw
    @PratapKishoreDash-ej7cwАй бұрын

    Let us hope the best in the interest of public service.

  • @sadanandapadhan7580
    @sadanandapadhan758012 күн бұрын

    March forward all good voters have voted.you.

  • @ashiskumar7556
    @ashiskumar755626 күн бұрын

    Keep it up....

  • @saratdas2927
    @saratdas2927Ай бұрын

    Mohan sarkaarnku 💐💐💐💐💐💐💐🙏🙏🙏🙏🙏

Келесі