Disputes over ratnabhandar opening | ରତ୍ନଭଣ୍ଡାର ଖୋଲିବା ନେଇ ଦ୍ୱନ୍ଦ | The Quiver News

#ରତ୍ନଭଣ୍ଡାର_ଖୋଲିବା_ନେଇ_ଦ୍ୱନ୍ଦ
ରତ୍ନଭଣ୍ଡାରର ଚାବି ହାତରେ ନାହିଁ, ହେଲେ ରତ୍ନଭଣ୍ଡାର ଖୋଲିବାକୁ ତାରିଖ ଧାର୍ଯ୍ୟ କରିଦେଲେଣି ରତ୍ନଭଣ୍ଡାର କମିଟି । ଯାହା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାକୁନେଇ କୋଟି କୋଟି ଭକ୍ତଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରିଛି । ଆଉ ଏହି ଦ୍ୱନ୍ଦ ସୃଷ୍ଟି କରିଛନ୍ତି ଖୋଦ ରତ୍ନଭଣ୍ଡାର କମିଟି । ରତ୍ନଭଣ୍ଡାର ଖୋଲିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ହେଲେ କମିଟି ପାଖରେ ରତ୍ନଭଣ୍ଡାରର ଚାବି ନାହିଁ । ୨୦୧୮ରେ ଚାବି ଥିଲା, ମାତ୍ର କମିଟି ଚାବି ଠିକ କି ଭୁଲ ତାହା ଜାଣି ନଥିଲା । ରତ୍ନଭଣ୍ଡାରକୁ ନେଇ ଏପରି ଖାମଖିଆଲି ପୂରା ବ୍ୟବସ୍ଥା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।
#odisha #ratnabhandar #puri #ratnabhandar_commission #bjp_govt #mohan_majhi #shreemandir
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 12

  • @sureshdash8597
    @sureshdash859715 күн бұрын

    Ratna bhandar cha i miluni purba bjd sarkarku pachara

  • @pritamk516
    @pritamk51615 күн бұрын

    One of the best Impartial News Channel.

  • @jatrashibaneegodipalli928
    @jatrashibaneegodipalli92812 күн бұрын

    ଚାବି ମିଳିବନି ବୋଲି କଣ ଖୋଲାଯିବ ନାହିଁ

  • @prasanarana5297
    @prasanarana529713 күн бұрын

    😊😊😊😊😊😊😊😊😊

  • @rayadvocate7711
    @rayadvocate771113 күн бұрын

    Nothing will hapen on the 14th July.... All these, a eye wash.

  • @dambarudharbarik4096
    @dambarudharbarik409614 күн бұрын

    Magiha chabi pandiyan neichi

  • @surasinghsundiofficial
    @surasinghsundiofficial12 күн бұрын

    Kamiti nuhe midia dawnda bhadauchi

  • @nigamanandasahoo9381
    @nigamanandasahoo938115 күн бұрын

    ଆବେ quiver yubetube ଚାନେଲ ପାଗଳ ହୋଇଗଲାଣି

  • @ajayasahoo1387
    @ajayasahoo138711 күн бұрын

    Ama sarakar kahithile ki pandia pakhre chabi achi ebe kana hauchi ki ta thu anuna aet pala kahinki

  • @bhabanemallick1801
    @bhabanemallick180113 күн бұрын

    Wright. Sir

  • @BajiaBehera
    @BajiaBehera14 күн бұрын

    Xxxxxxxx❤❤❤

Келесі