ଏମିତି କି କାରଣ ପାଇଁ ୧୯୭୨ ମସିହାରେ ରଥରେ ଚଢ଼ିଲେନି ମହାପ୍ରଭୁ ଶୁଣନ୍ତୁ ବଳଭଦ୍ରଙ୍କ ଦଇତାପତି ହଳଧର ଦାସମହାପାତ୍ର
Ойын-сауық
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZread: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana
Пікірлер: 84
ଭାରି ବଢିଆ ଲାଗେ ଶୁଣିବାକୁ ଅନୁଭୂତି ରେ ଜଗନ୍ନାଥ ବିଷୟରେ 🙏ମୋ ମଣିମା ଜୟ ଜଗନ୍ନାଥ 🙏🙏🙏କୋଟି କୋଟି ପ୍ରଣାମ ମହାବାହୁ 🙏🙏🙏
ବହୁତ ଖୁସି ଲାଗିଲା ଆପଣଙ୍କ ଅନୁଭୂତି ଶୁଣି 🙏🏼 ଜୟ ଜଗନ୍ନାଥ 🙏🏼
Radhe Radhe Radhe Radhe Radhe guru ji 🙏 guru ji guru ji 🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ ହରି ବୋଲ ଜୟ ମା ମଙ୍ଗଳା ଭରସା ,
Jay Jay shree jagannath Mo Prabhu jagannath Mo bandhu jagannath Mo jagannath ❤❤❤❤
ହେ ପ୍ରଭୁ ମୋ ଗୁହାରି ଶୁଣ ପ୍ରଭୁ 🙏🙏🙏🙏
Jai Jai Sri Jagannath ❤❤❤❤❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏 ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏
Maa❤️🙏Bada Manima❤️🙏Manima❤️🙏
Jai Jai Sri Jagannath ❤
ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ମହାପ୍ରଭୁ ହେ ମଣିମା🙏🙏🙏🙏
Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏🙏🙏
Mo Prabhu Jagannath 🙏🙏🙏🙏🙏
Jagannatah
Jay shree Jagannath mahaprabhu 🙏🕉️🐚🪔🌹😂
Bahut bhala lage Bhagabana nka kth sunile
ଜୟ ମହାପ୍ରଭୁ ❤❤❤
ଜୟ ଜୟ ଜଗନ୍ନାଥ ମହାପ୍ରଭୁ ⭕❕⭕🚩👐🏼,ସମସ୍ତ ଭକ୍ତମାନଙ୍କର ମଙ୍ଗଳ ହେଉ ..🙏🏼..ଜୟ ଜଗନ୍ନାଥ 👐🏼
Jay Jagannath swami nayana patha gami bhaba tume
Jay shree jagannath swami 🙏
Jagannath swami nayana path gaming vabah tume❤
ସେବାୟତ ଙ୍କ ପାଖରେ ବନ୍ଧା ଭକ୍ତିର ଠାକୁର ❤️🙏🏽❤️ଜୟ ଜୟ ଜଗନ୍ନାଥ 🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽ବହୁତ ସୁନ୍ଦର ବ୍ୟାକ୍ଷା ❤️🌹❤️
@debjanidas2358
Жыл бұрын
Khali sevayt nuhen se bhakta nka thakura.
@sidd5547
Жыл бұрын
ହଁ ସେବାୟତ ପାଖରେ କୁଆଡେ ଠାକୁର ବନ୍ଧା😂😂 ସବୁ ଲୁଟି ନେଲେ ଏ ସେବାୟତ। ସୁନାଋପା କେବଳ ବନ୍ଧା। ଠାକୁର କୁଆଡେ ଗଲେଣି 😅 । ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ଖୋଲ। ଭଣ୍ଡାର ମରାମତି ନହେଲେ ରତ୍ନ ସିଂହାସନ ସହ ଠାକୁର ଭୁଷୁଡି ପଡିବେ। ଯଦି ତୁରନ୍ତ ପଦକ୍ଷେପ ନନେଲେ ତାହେଲେ ଆତୁର ଭକ୍ତ ମାନେ ନିଜେ ଶେଷରେ ରତ୍ନ ଭଣ୍ଡାର ଖୋଲି ମରାମତି କାର୍ଯ୍ୟ କରିବେ।
Jay shree Jagannath 🙏❤️🥰
ଜୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ
ବହୁତ ସୁନ୍ଦର ଅନୁଭୂତି 🙏❤️🙏ବହୁତ ଶାନ୍ତ ଲାଗୁଛି ମୋ ପ୍ରଭୁଙ୍କର ଅନୁଭୁତି ଶୁଣି. ଜୟ ଜୟ ହୋ ମହାପ୍ରଭୁ 🙏❤️🙏
Jay Jagannath 🙏🙏🙏
Jaya Jagannath ❤️❤️
Jay jagannath
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
ହେ ନୀଳାଚଳ ପରମଧାମ ପରମେଶ୍ବର 🙏🙏🙏🙏
Jay jaggntnth
ସେତ ଭକ୍ତ ଭାବରେ ବନ୍ଧା। ଜୟ ଜଗନ୍ନାଥ 🪔🏵🙏
ଦୟାକରି ମୁଜିକ ବନ୍ଧକରନ୍ତୁ କଥା ଶୁଣିବାରେ ବାଧାହେଉଛି
ସୁନ୍ଦର ତତ୍ତ୍ୱ ମହୋଦୟ କହିଲେ କୃତ କୃତ ହୃଦୟ ସ୍ପର୍ଶୀ ତତ୍ତ୍ୱ ଶରଣ ମହାପ୍ରଭୁ 🕉️🙏🙏🙏🙏🙏🌹🙏🌹🙏🪴🙏🌹🙏🌹🙏🪴🙏🪴🙏
Jay Guru Jay Jagannath
ସେ ପରା ଆମ କାଳିଆ ସାଆନ୍ତ । ସେ ହିଁ ବିଶ୍ଵ ବ୍ରହ୍ମାଣ୍ତ, ସେ ହିଁ ସୃଷ୍ଟି କର୍ତ୍ତା, ସେ ହିଁ ଉତ୍ପତ୍ତି, ସେ ହିଁ ତିନି ଲୋକର ମାଲିକ ସେ ହିଁ ଜଗତର ନାଥ ଜଗନ୍ନାଥ । ଧନ୍ୟ ପ୍ରଭୁ ଧନ୍ୟ ତୁମର ଲୀଳା। ଧନ୍ୟ ଦଇତା ପତି....ଆପଣଙ୍କ ଜୀବନ ଧନ୍ୟ, ଆପଣଙ୍କ ସେବାର ପଟାନ୍ତର ନାହିଁ । ଆପଣଙ୍କ ସେବା ହେଇଛି ଅନ୍ୟନ । ଏମିତି ସେବା କରିବା ପାଇଁ ମୋତେ କେବେ ମିଳନ୍ତା କି, ମୋ ଜୀବନ ଟା ଧନ୍ୟ ହୋଇ ଯାଆନ୍ତା 🙏🙏🙏ସେ ପରା ଆମ ମନୁଆ ଠାକୁର । ଆପଣଙ୍କ ଚରଣରେ ମୋ ପରିବାରର କୋଟି କୋଟି ପ୍ରଣାମ।🙏🙏🙏🙏🙏🙏🙏
ବହୁତ ଭଲ ଲାଗିଲା ଏଇ ଅନୁଭୁତି ଶୁଣି । ଜୟ ଜଗନ୍ନାଥ 🙏
ଜୟ ଜୟ ଜଗନ୍ନାଥ 🌹🙏
Jay shree ram
Om Sri Jay Jagannath swami nayana patha gami bhab tume..bhab tume...bhab tume.....👏👏👏
ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ❤
🙏 ❤ନମୋସ୍ତୁତେ ଚଳନ୍ତି ବ୍ରହ୍ମ ଶ୍ରୀଜଗନ୍ନାଥ 🙏❤ 🙏 ଶ୍ରୀ ଚରଣେ ଶରଣ 🙏
Jay Jay Shree Jagannath mahapravu bhabaku nikata bhaba thile Sada huanti prakata
Jay shree jagannath swami 🙏🏻🙏🏻🙏🏻
He Santee tuma Lilla apar he manimaa ❤❤❤
ଜୟ ଜୟ ଶ୍ରୀ ପତିତପାବନ ଲୀଳାମୟ 🙏🙏🙏🙏🙏🙏🙏
🙏🙏
Mahapravu jay jagarnath jay jagarnath jay jagarnath ❤❤❤❤
Jai jagannath Swami Nayana patha gami Bhaba tume 🙏🙏🙏🙏🙏
Prabhu Jai jagannath Swami shree charne koti koti pranam 🙏🙏🙏
jai jai sri jaganath, jai jai sri jaganath, jai jai sri jaganath swami namo namhaa
Jay Jagannath Swami Namah 🙏
Jay jaganathha swami
Jay jagannath🙏🙏🙏
Jay jay shree Jagannath 👏👏👏🙏🙏🙏🌹❤️🌼🌹🌼🌹🌼🌹🌼🌹🌼🌹🙏
Jay shree jagannath ❤💞💓🙏
Jay shree Jagannatha 🙏🏻⚫❗⚫🙏🏻
Jay Jagannath 🙏🙏🙏🙏🙏🙏🙏🙏🙏
Jay Mahaprabhu 🙏♥️❤🙏❣️❣️🙏🙏
Jay Jagannath Swami 🙏
Sri Balabhadra nka badagrahi..bhut dhanya bhala byakti baki badagrahi bhut garbi
🙏 ଜୟ ଜଗନ୍ନାଥ 🙏🙏
Jay Jay shree Jagannath🙏
Kalia re ❤❤
Jay shree jaganntha varasa
Jai jagannath.ei channel madhyamare mu etiki guhari janouchi ki mote mahaprabhu kichhi na kichhi rasta dakhaa jetebele kichhi dekhajauni mote kebala apana hi dekhajauchhanti .he prabhu kahaku kahibi mo dukha .au jahaku kahile se besi dukha daba au hasiba.kichhi debaku nai mu nije hi tora dana.etiki bhakti re kahuchi j gote chhotia bana bandhibi mahaprabhu mora etiki guhari .ebe mu andhuni rasta dekhaa mahaprabhu.jai jagannath
Right prakas kariba katha nuha,but,social media re sabu viral karuchhanti,Jay jagannatha
Aau 2 baadagrahi nka anubhuti emiti dekhantu , Jay Jagannath
❤❤❤❤❤❤❤❤❤❤❤❤❤❤❤❤❤❤❤
🙏🙏🙏🙏🙏🙏🙏🙏
Jay Jagannath Jay Jagannath Jay Jagannath 🙏🌺🌺🌺🌺🙏🌺🌹🥀🙏🌺🌺🙏🙏🙏🙏😂😂😂😂
Video starts 02:54
❤🎉❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
God help me
1972 to 2023 . 51 barsa talla ra katha . yanku kete barsa hoi thiba ebe ?
Appka gold kahan gya Sir 😂😂😂😂😂⭕❗⭕
ଏସବୁ ମିଠା ଅନୁଭୁତି ବଖାଣିବା ସେତିକି ଥାଉ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ଖୋଲ। ଭଣ୍ଡାର ମରାମତି ନହେଲେ ରତ୍ନ ସିଂହାସନ ସହ ଠାକୁର ଭୁଷୁଡି ପଡିବେ। ଯଦି ତୁରନ୍ତ ପଦକ୍ଷେପ ନନେଲେ ତାହେଲେ ଆତୁର ଭକ୍ତ ମାନେ ନିଜେ ଶେଷରେ ରତ୍ନ ଭଣ୍ଡାର ଖୋଲି ମରାମତି କାର୍ଯ୍ୟ କରିବେ। ପବନା ଗପ ସେତିକି ଥାଉ। ମାଈ ଓଡ଼ିଆ, ଖାଲି ଆଈମା କାହାଣୀ ଶୁଣି, ଜୟ ଜଗନ୍ନାଥ କହି ଘୁମେଇବେ। ରତ୍ନ ଭଣ୍ଡାର କେବେ ଖୋଲୁଛ କୁହ
Jai bada thakura
Jay jagannath🙏🙏🙏
Jay jagannath
🪔
Jay jagnnath🙏🙏🙏🙏 swami