ଦାରୁ ଚାରିପଟେ କାହିଁକି ବୁଲୁଥିଲେ ନାଗସାପ, ଶୁଣନ୍ତୁ ମହାପ୍ରଭୁଙ୍କ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କ ମୁଖରୁ
Ойын-сауық
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZread: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana
Пікірлер: 156
ଯତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା hauchi ରେ କାଳିଆ ତୋ ବିଷୟରେ... ବଡ ପଣ୍ଡା ଙ୍କ କଥା ଶୁଣିଲେ ta ଭଲ ଲାଗୁଚି.. ହେଲେ ମନ୍ଦିର ଭିତରେ କାହିଁକି ବ୍ୟବହାର ଆମ ସାଧାରଣ ଲୋକ ମାନଙ୍କ ପ୍ରତି ଖରାପ ହଉଚି... ବିଚାର କର ପ୍ରଭୁ 🙏🏻🙏🏻
@lSRN5634
Жыл бұрын
Thik kahile ama bhali sadharana loko nku kebe b bhala behave karantini .paisa dele hi bhala behave karanti
@bengumotucreation6397
Жыл бұрын
❤re Kalia to dori kebe lagiba
@ranjansahoo6087
Жыл бұрын
Mahapravu jay jagarnath ❤
ହେ ପ୍ରଭୁ
ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ମହାପ୍ରଭୁ ହେ ମଣିମା🙏🙏🙏🙏
ଜୟ ଜଗନ୍ନାଥ ପ୍ରଚ୍ଛଦପଟ ସଙ୍ଗୀତ ଯଦି ବନ୍ଦ କରିଦିଆ ଯାଆନ୍ତା ଆଉ ଟିକେ ଭଲସେ ଶୁଣି ହୁଅନ୍ତା
@shaktiSart
4 ай бұрын
ତମେ କି ଜାଣ ସଙ୍ଗୀତ ର ମୂଲ୍ୟ ।।। ଯେଉଁ ସଙ୍ଗୀତ ବାଜୁଚି ତାକୁ ଥରେ ଭଲସେ ଶୁଣ ଏଇ କଥା ସହିତ ।। କି ! ସୁନ୍ଦର ଭକ୍ତି ଭାବ ।।। ମହାପ୍ରଭୁଙ୍କୁ ସଙ୍ଗୀତ ଭାରି ପ୍ରିୟ
💐🙏❤️🙏💐 ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ପରଂବ୍ରହ୍ମ ଶ୍ରୀ ପୁରୁଷୋତ୍ତମ ମଣିମା ବଡ଼ ଠାକୁର ଙ୍କର ଜୟ ହେଉ 💐🙏❤️🙏💐
🙏 ଜୟ ଜଗନ୍ନାଥ 🙏 ଯାହା ହେଉ ମହାପ୍ରଭୁଙ୍କ ବିଷୟରେ ଏତେ ସବୁ ସୁନ୍ଦର ତଥ୍ଯ ପ୍ରଦାନ କରିଥିବାରୁ ଅଶେଷ ଧନ୍ୟବାଦ l🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏
@priyankamohapatra8988
Жыл бұрын
Jay mahaprabhu.
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕🙏🙏🙏🙏🙏❤️❤️❤️❤️❤️❤️
ଜୟ ଜଗନ୍ନାଥ ମହା ବାହୁ
🙌🏻🙇🏻🙌🏻
Jayjaganath
Jay Jagannath
⭕️❗️⭕️ jay Jagannath 🙏Kalia thakura 🙏
Jay jagannath
💐🙏❤️🙏💐 ଧନ୍ୟ ହେ ମହାପ୍ରଭୁ ଧନ୍ୟ ଆପଣଙ୍କ ଲୀଳା 💐🙏❤️🙏💐
Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏🙏
Jagannatah
Jay jagannath Swami Nayan patha gami vaba tume..🙏🙏
Jai jagannath 🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏⭕❗⭕🙏 ମହାପ୍ରଭୁ ମଣିମା କାଳିଆ ସାଆନ୍ତେ 🙏😭
Jay jagannth 🙏🙏🙏🙏🙏
He jagannath Trahiman❤❤❤
Jay jagannath 🙏🙏🙏
ଜୟ ଜଗନ୍ନାଥ, ଅଙ୍ଗଲିଭା କଥା, ହୁଏତ ବହୁତ ଲୋକ ବିଶ୍ୱାସ କରି ନପାରନ୍ତି, ଜଗନ୍ନାଥ ଙ୍କ ଅଲୌକିକ ମହିମା ମୋର ଅନୁଭୂତି ଅବିଶ୍ଵନୀୟ, ପ୍ରକୃତ ସତ୍ୟ, ସେ ଦାରୁ ନୁହେଁ, ସେ ବ୍ରହ୍ମ, ମୋତେ ବହୁତ ଦୁଃଖ ଲାଗେ, ଯେତେବେଳେ କିଛି ପାଖଣ୍ଡି, ହେତୁ ପାଇନଥିବା, ନିଜକୁ ହେତୁବାଦୀ ବୋଲାଇ ମୋ ଜଗନ୍ନାଥ ଉପରେ ନିକୃଷ୍ଟ ମନ୍ତ୍ୟବ, ଆଉ ମୋର ଅନୁଭବ ଓ ଅନୁଭୂତି ନିରାଟ ସତ୍ୟ, ମୋର ଗୋଟିଏ ଅନୁଭୂତି ନୁହେଁ, ବହୁତ ଅନୁଭୂତି, ବହୁ ବିପଦ, ଆପଦ ର ଅତୀତ ଅନୁଭୂତି, ଆଉ ଭାବ ରେ ବର୍ତମାନ ର ଅନୁଭୂତି, ମୁଁ କିଛି ପ୍ରକାଶ୍ୟ କରେନି, କାରଣ ମୂଁ ନିଜକୁ ତାର ଗୋଟିଏ ସାମନ୍ୟ ଭକ୍ତ ବୋଲି ଭାବେ, କେହିନାଜାନୁ, ସେ ଜାଣୁ, ଜାଣୁଛି ମଧ୍ୟ୍ୟ ସେଇଥି ପାଇଁ ତାର ଅନୁଭୂତି, ଆଶୀର୍ବାଦ ପାଇଁ ଏ ଜୀବନ ମୋର ଶେଷ ହେଉ, ହେ ମହାପ୍ରଭୁ ମୂଁ ଏଇ ଭଳି ତୋର ମହିମା ଶୁଣୁଥାଏ, ତୋର ଅନୁଭୂତି ପାଉପାଉ ଏ ଜୀବନ ଶେଷ ହେଉ, ଜୟ ଜଗନ୍ନାଥ,
Jay shree Jagannath 🙏🙏
Jay jagannath 🙏❤️
Jai jagganath🙏🙏🙏🙏
Jay shree Jagannath Swami
jay jagannatha swami nayna patha gami bhaba tume
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ହରିବୋଲ ଧ୍ୱନୀରେ 🙏🙏🙏🌹🌹🙏🙏🌹🌹🙏🙏🌹🌹🌹🌹🌹🙏🙏🌹🙏🙏🙏🌹🌼🌼🌼🌼🌼🌹🙏💐🌺🌻🌻
ଜୟ ଜଗନ୍ନାଥ ❤
ଜୟ ପ୍ରଭୁ ଜଗନ୍ନାଥ, ଜୟ ମା ସୁଭଦ୍ରା, ଜୟ ପ୍ରଭୁ ବଳଭଦ୍ର, ଜୟ ପ୍ରଭୁ ସୁଦର୍ଶନ 🙏🙏🙏🙏🚩🚩🚩🚩
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🏻🪔🪷🪷🌸🌾
ଜୟ ଜଗନ୍ନାଥ .......
🙏🙏⭕❗⭕jay jagannath swami nayana pathagami vhaba tume
10:43 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ
Jay Jagannath 🙏🏻🙏🏻🙏🏻 ପ୍ରଭୁ
Jay Jagannath swami
Jayshree jagannathkoti pranam mahaprabhu koti koti pranam
🙏🙏ଜୟ ଜଗନ୍ନାଥ !🙏🙏
ଜୟ ଜଗନ୍ନାଥ
Background music kamantu.Prabhunka "Kathamruta"thik bhabare subhuni. Quick action please.
Jay Jagannath Introduction aahuri short kari paarile bhala huanta
Jay jagananth 🙏🙏 Music ta ate jore deuchañti je Katha bhare subhunahi
ଦୟା କରି background miusic sound କୁ କମ୍ କଲେ ପ୍ରଭୁଙ୍କ ତଥ୍ୟ ସବୁ ଠିକ୍ ଭାବେ ଶ୍ରବଣ କରିପାରିବୁ
Jay Jagannath Swami Mayan Pathagami Bhabatume OM SHANTI OM SHANTI OM SHANTI
Jai Jagannath Swami 🙏🙏🙏
ଜୟ ଜୟ ଜଗନ୍ନାଥ 🙏
@jayjagannathtv background music track na rakhile bhala huanta
Jay Jay Shree Jagannath mahapravu tamaku koti koti pranam pravu
Jay Shree Jagannath ❤️🙏🙏🙏🙏🙏
Jay Jagannath Swami
Interview bele background music ta volume Kam rahile bhala lagiba
JAY JAY SRI JAGANATH SARANAM 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏💯
ଜମା ଠିକ୍ ସେ ଶୁଭୁନି ଦଇତାପତି କଣ କହୁଛନ୍ତି, ଟିକେ music ଧ୍ୟୋନି କମ୍ କରି ହବ ଆଜ୍ଞା।
JAY JAGANNATH🙏❤🙏❤
Music during conversation is interrupting to listen, plase slow down the music
@snehamayeedas6816
Жыл бұрын
Jai shree Jagannath
Jay jagannath Swami nayana patha gami🙏🙏🙏🙏🙏🙏🌷🌷🌷🌷🌷
Ahe Prabhu Jagannath Nirash Karibani Mahaprabhu.Sansara Sukhi Rakha.Khyama Kara Sabu Dosha Mora.Nirash Karibani Mahaprabhu.Jay Jagannath
Jay jagannath Swami ⭕❗⭕🙏🙏🙏
Jay Jagannath Maha Prabhu Mo Kalia saanta.......🙏🙏🙏
Jai shree jagannath Swami Nayana Patha gami bhaba tume Jai shree ram ji ki jai 🙏🙏🙏🙏🙏🙏🙏
Stop music dhun inbetween conversation , Voice not clearly listening....its request .JAY JAGANNATH 🙏
@barunmohapatra1846
Жыл бұрын
Yes right
Hee Kalia thakura Jay Maha Prabhu 🎉❤❤
Jai Jagannatha Swami 🙏🏻🌼🌺🌼🙏🏻
Jaya jagannath 🙏
Jay Jagannath,
JAY jagannath swami 🙏🙏🙏
jai jai sri jaganath, jai jai sri jaganath, jai jai sri jaganath swami namo namhaa.
Jay jagannatha swami
Jai jagannath prabhu..
Jay jagnnath
manima nkara jaya heu,manima nkara jaya heu ⭕❗⭕jay jagannath 🙏⭕❗⭕🙏🙏
Jay jagannatha🙏🙏
Jay jagnnath swami nayan patha gami bhava tume🙏🙏🙏🙏
Jay jagnnath swami
Jay JAGANNATH, Jay JAGANNATH 🙏🙏🙏🙏🙏❤️❤️❤️❤️❤️🙏🙏🙏🙏🙏
Jay jagannath 🙏🙏🙏🙏
Jay shree Jagannath Swami Nayan patha gami bhabha tume 🙏🌹🙏🙏🌹🙏
Jay jaganath,,🙏🌹🙏🌹🙏🌹🙏🌹
Jay Jagannath 🙏🙏🙏
Jay Jagannath 🙏
Maha prabhu jagannath nka shree charana kamalare moro koti koti pranaam 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Music na bajile bhala laganta
Jay jagannath jay jagannath jay jagannath
Jay.jagannath🙏🙏🙏🙏🙏🙏🙏
😭😭😭🙏🙏🙏🙏🙏🙏🙏
🙏🙏🙏🙏🙏🙏Jay Jagannath🙏🙏🙏🙏🙏🙏🙏🙏🙏🙏🙏🙏
Jay,jagannath🙏🙏🙏🙏🙏
Jay Jagannath Swami 🙏🙏🙏
ଜୟ ଶ୍ରୀ ଜଗନ୍ନାଥ 🕉️🌹🕉️🌹🌹🕉️🌹🌹🕉️🌹🌹🕉️🌹🌹ଲୀଳା ମୟ ନୀଳ ମାଧବ 🙏🙏🙏🙏🙏🙏🙏🙏🙏🙏🙏
Jay Jay shree Jagannath🙏
⚫‼️⚫
Jay tetiskoti Deva Devi 🙏🙏
ଯଦି ଦାରୁ ଚାରିପାଖରେ ସାପ ବୁଲୁଥିଲେ ଓ ସେବାୟତ ଏତେ ଅନୁଭବୀ, ତେବେ ଗତ ନବକଳେବର ବେଳେ ପଇସା ଖାଇ ଦାରୁ ବାଛି ଜଗନ୍ନାଥଙ୍କ ମୁହଁ ବଙ୍କା କିପରି କରିଦେଲେ ?? ସବୁ ମିଛ । ଏତେ ଯଦି ଜଗନ୍ନାଥଙ୍କ ସେବକ, ରତ୍ନ ଭଣ୍ଡାର ଚାବିକାଠି କିପରି ଲୁଚାଇ ଦିଆ ଯାଇଛି ଓ ଭଣ୍ଡାର ରୁ ରତ୍ନ କିପରି ଲୁଟ କରି କିଲୋ କିଲୋ ସୁନାଚେନ କିପରି ଏ ସେବାୟତ ମାନେ ଥନ୍ତଲ ପେଟ ଉପରେ ପକାଇ ବୁଲୁଛନ୍ତି ??
Jay jagannath Swami Nayan patha gami bhab tume
Back music kama karantu,voice suna jauni clear
17:35 sunantu mahaprabhu nka Leela 🙏
Jai jagarnath ji
Jay Jagannath 🙏🙏😭😭