ଲକ୍ଷ୍ମୀ ବସକୁ ନେଇ ନବୀନ ପାଣ୍ଡିଆନଙ୍କ ମୁଖା ଖୋଲିଦେଲେ ବିଜେପିର ଏହି ନେତା...

ATV ODISHA LIVE | ODISHA NEWS | POLITICAL NEWS
ଶୁଣନ୍ତୁ କଣ କହୁଛନ୍ତି ଏଇ ନେତା ଜଣଙ୍କ...#bjd #Naveen #Vkpandian #laxmibus #bjp #bjpticket #Atvodishalivenews #Odisha #Avodishalive #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Soumya #tanaya #Odisha #manoranjan #Amitshah #Sambitpatra #Sambit #Election #atvodishalive #bjdnews #Atvodishalive #ganjam #yogiadityanath #nda
#Atvodishalive is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
Please Subscribe our Channel and press the bell icon to get notification about our new updates.
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
#Odianews #OdishaNewsChannel #SpecialReport

Пікірлер: 393

  • @prafullakumarpanda2690
    @prafullakumarpanda26902 ай бұрын

    ନବୀନ ମୂର୍ଖବନାଉଛନ୍ତି ଓ ପାଣ୍ଡିଆନ କୁ ଓଡିଶା କୁ ବନ୍ଧା ପକାଅଇଦେଲେଣି,

  • @ganeshrath2237

    @ganeshrath2237

    24 күн бұрын

    😅

  • @ganeshrath2237

    @ganeshrath2237

    24 күн бұрын

    😅

  • @surendrakumarpradhan2315
    @surendrakumarpradhan231516 күн бұрын

    ରାଜ୍ୟ ରେ ଯେଉଁ ମାନେ ଦୁର୍ନୀତି କରିଛ ନ୍ତି ସେମାନଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ କରି ସେମାନଙ୍କ ଠାରୁ ସମସ୍ତ ଟଙ୍କା ଆଦାୟ କରି ରଜକୋସ କୁ ଅଣା ଯାଉ।

  • @bnaikkjr6502
    @bnaikkjr650213 күн бұрын

    ନବୀନ,ପାଣ୍ଡିଆ କୁ ଅତିଶିଗ୍ର ଖୋଲ ତାଡ଼ କରନ୍ତୁ ନହେଲେ ଓଡ଼ିଶା ବୁଡ଼ିଯିବ । ଦୁର୍ନୀତି କରୁଥିବା ସମସ୍ତ ଙ୍କୁ ଅତି ଶୀଘ୍ର ତନା ଘନା କରି ଆରେଷ୍ଟ କରନ୍ତୁ CM ମହୋଦୟ।ଜୟ ଜଗନ୍ନାଥ🎉🎉🎉🎉❤❤❤❤

  • @purnachandrasahu6785
    @purnachandrasahu6785Ай бұрын

    ED ଲଗାଇ ତଦନ୍ତ କରି......ଦୋଶୀ କୁ ଦଣ୍ଡ ଦେବା ନିତାନ୍ତ ଜରୁରୀ........

  • @bhaktimarga853
    @bhaktimarga85329 күн бұрын

    ସପ୍ତମ ଆଶ୍ଚର୍ଯ୍ୟ ପରେ ଏହା ଅଷ୍ଟମ ଆଶ୍ଚର୍ଯ୍ୟ .

  • @purnachandrasahu6785
    @purnachandrasahu6785Ай бұрын

    Faltu ଯୋଜନା ବନ୍ଦ କର ❤......govt. ବହୁତ loss re chaluchi

  • @gourinayak7166

    @gourinayak7166

    21 күн бұрын

    7777777777777666676666666667666777776666666666666666666666666666666666666666666666666666666666666666666666666666666666666666666666666666666777777⁷7⁷úugg hihi ⁸888888⁸8888888I

  • @K120a26

    @K120a26

    20 күн бұрын

    Govt kete profit ray achi ଆପଣ ମାନେ ଜାଣୁ ନାହାନ୍ତି

  • @K120a26

    @K120a26

    20 күн бұрын

    ହିସାବ କରି ଟିକେ ଦେଖ big bro

  • @PrakashKumar-ml2px

    @PrakashKumar-ml2px

    18 күн бұрын

    ଗାଁ ଲୋକ ତ ସୁବିଧା ପାଉଛନ୍ତି

  • @jayaramasahoo7106
    @jayaramasahoo710621 күн бұрын

    ପାଣ୍ଡିଆନ କୁ ଲଷ୍ମୀ ବସ ଘୋଟାଲା ରେ ଆରେଷ୍ଟ କରାଯାଉ

  • @srisaidesignvastu9209
    @srisaidesignvastu920921 күн бұрын

    ମା ଘିଆ ବିଜେଡ଼ି ଦଳ ସରକାର କୁ ବାପ ସମ୍ପତ୍ତି ଭାବି ମନଈଛା ଭ୍ରଷ୍ଟାଚାର କରିଚାଲିଥିଲେ !

  • @rajibpradhan6558
    @rajibpradhan6558Ай бұрын

    ପଣ୍ଡିଆନ ବାବୁ ଓଡ଼ିଶା କୁ କାଙ୍ଗାଳ କରିବା ପାଇଁ ଯୋଜନା କରିଛନ୍ତି ଏବଂ ଓଡ଼ିଶା ର ସବୁ ଟଙ୍କା ଲୁଟି ନେବା ଯୋଜନା କରୁଛନ୍ତି । ଓଡ଼ିଶାର ଟଙ୍କା ନେଇ ପଣ୍ଡିଆନ ତାମିଲନାଡୁର 2nd ଧନୀ । ଲଷ୍ମୀ ବସ ଟେଣ୍ଡର ର ସବୁ ମାଲିକ ମନେ କୋଇଠିକାର । ଟେଣ୍ଡର ମାଲିକ ମାନେ ଓଡ଼ିଶା ର ନା ତାମିଲନାଡୁ ର ।

  • @Sambalpur955
    @Sambalpur9552 ай бұрын

    ନବୀନ ପୁଣି ଆସିଲେ ପୁରା ଓଡିଶାଟା ପାଣ୍ଡିଆନ ହାତରେ ଦେଇ ଦେବ ଆଉ ପାଣ୍ଡିଆନ ଓଡିଶାକୁ ତାମିଲନାଡୁ କୁ ବିକ୍ରି କରିଦେବ

  • @kantabarik1894
    @kantabarik18943 ай бұрын

    ଠିକ୍ କଥା ଏ ବାବଦ ରେ ନିର୍ଭୟ ଗୁମର କଥା ରେ ଶୁଣିଲେ ଆହୁରି ଭଲ ଲାଗିବ ।

  • @abhaykumatsamal8899

    @abhaykumatsamal8899

    29 күн бұрын

    Pandian kete PC khaichhi

  • @user-jt3sb6pw3p
    @user-jt3sb6pw3p3 ай бұрын

    ହରିଲୁଟ ର ସୁନ୍ଦର ମାଧ୍ଯମ

  • @user-bm9sl4ld2k
    @user-bm9sl4ld2k11 күн бұрын

    ଇଲେକ୍ସନ ହେବା ଦୁଇ ମାସ ଆଗରୁ ଲକ୍ଷ୍ମୀ ବସ 24 ବର୍ଷର ସରକାର କେମିତି ଚଳାଇଲା ଏହା ର ଜବାବ କିଏ ଦେବା ବିଜୁ ପଟ୍ଟନାୟକ ର ଭୁତ ନା ପ୍ରେତ ଦେବା ଜୟ ମା ସମଲେଇ

  • @nrusinghsahoo414
    @nrusinghsahoo41421 күн бұрын

    ଏବେ ବିଜେପି ସରକାର ଆସିଲା ଶଳା ଙ୍କୁ ଧରି ଭିତରେ ପୁରାଅ ।

  • @NirupamaDevi24
    @NirupamaDevi2413 сағат бұрын

    କଠୋର ଦଣ୍ଡ ବିଧାନ ବ୍ୟବସ୍ଥା କରନ୍ତୁ, ଖାଲି ପ୍ରମାଣ ଦେଲେ ଲାଭ ନାହିଁ, ଶୂନ୍ୟରେ ଉଡିଯିବ ସମୟ କ୍ରମେ, ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ 🙏

  • @pradeepsworld9966
    @pradeepsworld996617 күн бұрын

    ସବୁ ରାଜନୈତିକ ଦଳ ଜନସାଧାରଣ ଙ୍କ ଟିକସ ପଇସା କୁ ଲୁଟିବାରେ ବ୍ୟସ୍ତ। କେହିବି ଦେଶର ବା ରାଜ୍ୟ ର ଉନ୍ନତି ଚାହୁଁ ନାହାନ୍ତି।

  • @alekhapradhan4954
    @alekhapradhan4954Ай бұрын

    City bus କୁ town bus କୁ change କରି ତୁମ gov. ଦ୍ଵାରା ଚଲା ଯାଉ

  • @GaneshJena-mr1hf
    @GaneshJena-mr1hf3 ай бұрын

    BJD ହଟାଉ ଓଡ଼ିଶା ବଞ୍ଚାଊ .thanks to you.

  • @surjyasethi6499
    @surjyasethi64992 ай бұрын

    Nobin Babu Do out, Padier quick.we are out B.J.DParty. vote for B.J.P Debu

  • @prasannachoudhury669
    @prasannachoudhury669Ай бұрын

    Pandu ghare vigilance red heu sir

  • @minutesaboutShantikunjbyDSLenk
    @minutesaboutShantikunjbyDSLenk2 ай бұрын

    ସଂକୀର୍ଣ୍ଣ ତା ଛାଡ଼ୁନି ପରସ୍ପର ମାଡ଼ଗୋଳ ହେଉଛ, ଯେତେ କହିଲେ କିଏ ଶୁଣିବ, କାହା କଥା ବିଶ୍ୱାସ କରିବୁ

  • @kabichandrasethi9432
    @kabichandrasethi94322 ай бұрын

    ଏତେ ସବୁ କରୁଥିବା ପାଣ୍ଡୁ ପାଇଁ କଣ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ନାହିଁ ନା ଶାସକ ଦଳ ସହିତ ବିରୋଧୀ ଦଳ ସହିତ ସାଲିସ ନାହିଁତ,ଏହା ମୋର ସନ୍ଦେହ

  • @santoshkumarmohapatra78
    @santoshkumarmohapatra78Ай бұрын

    ED ଲଗାଇ enquiry କର

  • @coolguruspiritual4660
    @coolguruspiritual46602 ай бұрын

    ଓଡ଼ିଶା ଲୋକ ସୋଇଥାନ୍ତୁ... ଆହୁରି 3000 କୋଟି ଟଙ୍କା ଖାଇବାର ଯୋଜନା ପାଣ୍ଡୁ କରିଚାଲି ଥାନ୍ତୁ... ପା ଣ୍ଡୁ ର Crime level is very Bad... So bad intensions...!!!!!!!

  • @laxmidharapanda6086
    @laxmidharapanda608629 күн бұрын

    ଆଜ୍ଞା ଓଡ଼ିଶାର ସଚେତନ ଲୋକ ନବୀନ ସରକାର ଦୁର୍ନୀତି ବିଷୟରେ ଅବଗତ ଅଛନ୍ତି ! ଏବେ ଦାୟିତ୍ୱ ବିଜେପି କୁ ଲୋକେ ଦେଇଛନ୍ତି ! ତେଣୁ ଆପଣଙ୍କ ସରକାର ନବୀନର ସମସ୍ତ ଦୁର୍ନୀତିର ପର୍ଦାଫାଶ କରି ବିଜେଡିର ଚୋର ଠକ ମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିପାରିଲେ ଆମେ ବହୁତ ଖୁସିହେବୁ ଓ ଓଡ଼ିଶାର ବିକାଶ ହୋଇପାରିବ ! ନବୀନ ଓ ପାଣ୍ଡିଆ ଜେଲର କାଳକୋଠରୀ ଭିତରେ ସାରା ଜୀବନ ରହିବାର ବ୍ୟବସ୍ତା କରନ୍ତୁ !

  • @KPstudio143
    @KPstudio143Ай бұрын

    ଏବେ next ଯୋଜନା ହେବାକୁ ଯାଉଛି ଓଡ଼ିଶା ରେ ତାହା ହେଉଛି କଙ୍ଗାଳ ଯୋଜନା 😅..

  • @oldisgold1379
    @oldisgold1379Ай бұрын

    👍👍👍👍,ବଡ଼ ଦୁର୍ନୀତି BJD କରିଛି 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @himansupadhy9389
    @himansupadhy93899 күн бұрын

    ପୁରା ଠିକଣା ପ୍ରଶ୍ନ ଉଠାଇ ଛନ୍ତି

  • @bhaskardeuricuttackdeuri7128
    @bhaskardeuricuttackdeuri7128Ай бұрын

    ଲକ୍ଷ୍ମୀ ବସ୍ ଆମ ଗାଁ ଗହଳିରେ ଗଡୁନି ଏହି ଯୋଜନା ବନ୍ଦ ହେଉ

  • @K120a26

    @K120a26

    20 күн бұрын

    Ama pate chali chi bhaina

  • @bhaktimarga853
    @bhaktimarga85322 күн бұрын

    ଆଗରୁ ବିଜୁ ଗାଁ ଗାଡି କରିଥିଲେ. ତାହା ବନ୍ଦ ହୋଇଗଲା.

  • @gobindachandragidi1760
    @gobindachandragidi176022 күн бұрын

    ଠିକ୍ କଥା ବିଲ୍ ତ ପାଣ୍ଡିଆନ ଦସ୍ତଖତ କରିନାହାନ୍ତି ତାହାଲେ ସେ ମନ୍ତ୍ରୀ ଜଣକ କିଏସେ କୁହ ତାହାଲେ ଯଣଆ ପଡିବ ସାସକ ଓ ବିରୋଧି କିଏ କେତେ ଖାଇଛନ୍ତି

  • @user-vq5lk8jp9w
    @user-vq5lk8jp9wАй бұрын

    ଲକ୍ଷ୍ମୀ ବସ୍ ଷ୍ଟପ୍ ଯାତ୍ରୀଗାର ହେବ୫ ଲକ୍ଷ ରେ, ହେଲେ ଗରିବ ଲୋକଙ୍କ ଘର ପାଇଁ ୧ଲକ୍ଷ୨୦ ହଜାର।

  • @gokulanandadas4048
    @gokulanandadas40484 ай бұрын

    Odisha loka kebey sachetana hebey eha ଚିନ୍ତାର ବିଷୟ ।

  • @GopabandhuSahu-nv8ym

    @GopabandhuSahu-nv8ym

    3 ай бұрын

    ଯେତେଦିନ ପର୍ଯ୍ୟନ୍ତ ଲୋକ ମାଗଣା ଖାଉଥିବେ ପିଠାର କଣା ଗଣୁ ନ ଥିବେ ଆଉ ଯେତେଦିନ ପର୍ଯ୍ୟନ୍ତ ମଦ ମାଂସ ଟଙ୍କା ନେଇ ଭୋଟ୍ ଦେଉ ଥିବେ ସେତେଦିନ ପର୍ଯ୍ୟନ୍ତ ସଚେତନ ହେବେ ନାହିଁ।

  • @K120a26

    @K120a26

    20 күн бұрын

    ଆପଣ ମାନଙ୍କ ଭଳି ଲୋକ ଶାସନ ରେ ଆସିଲେ

  • @tapankumarsahu4075
    @tapankumarsahu40753 ай бұрын

    ଏତେ ଗପୁଚ ଇଡି ସିବିଆଇ କେଉଁଠି ସୋଇଛି ସେମାନ ଙ୍କୁ ଉଠେଇଲେ ଭଲ ହୁଅନ୍ତା

  • @narendranathsahu6153
    @narendranathsahu615319 күн бұрын

    ଲାଲୁ ଭଳି ପାଣ୍ଡିଆ କୁ ଯେଲ ପଠାଯାଉ

  • @budhusingpurty1827
    @budhusingpurty18272 ай бұрын

    BJP sarakar copy Sarkar ଆଗେ ଦେଖି ବ ପରେ କରିବ

  • @durgachoudhury329
    @durgachoudhury329Ай бұрын

    RTO ମଧ୍ୟ ଦାୟୀ

  • @ruturajpanigrahiruturaj8855
    @ruturajpanigrahiruturaj8855Ай бұрын

    Ek dum RIGHT KAHILE bhai, JAY SHREE RAM

  • @bijaymohanty2248
    @bijaymohanty22482 ай бұрын

    ED CBI କଣ କରୁଚି ? କେନ୍ଦ୍ର ସରକାରଙ୍କର ବିଜେଡି ଦଳ ପ୍ରତି ଏତେ ଡର କାହିଁକି ? ୟା ଭିତରେ ଗୋଟିଏ କଥା ଅଛି ଡବଲ ଇଞ୍ଜିନ ସରକାର ?? କିଛି ଦାନା ମିଳିଚି କି ?

  • @antaryamimohanty3520

    @antaryamimohanty3520

    Ай бұрын

    ଆପଣ ବିରୋଧୀ ଦଳରେ ଥାଇ କଣ କରୁଛନ୍ତି ସାଧାରଣ ଜନତାଙ୍କୁ କହିଲେ ସରକାର ଙ୍କ ର କଣ କରିବେ

  • @gobardhannaik899
    @gobardhannaik8992 ай бұрын

    ଗରୀବ ଲୋକକୁ Lakshmi bus sahajya ହେଉ ଛି

  • @biswajitpanigrahi5008

    @biswajitpanigrahi5008

    2 ай бұрын

    Ehi jojana kari kari ame gariba hei galuni je

  • @hemantaghibhela6746

    @hemantaghibhela6746

    Ай бұрын

    Abe ghare ghare bike hei sarilani j

  • @sammbah876

    @sammbah876

    Ай бұрын

    Lakshmi bus ku nabin,pandian ro gandi re purao

  • @rpattanaik8383
    @rpattanaik838321 күн бұрын

    ଫଣ୍ଡିଂ ର terms conditions କଣ ଏବଂ OSRTC balance sheet ଦେଖିକି ସଠିକ୍ analysis କରନ୍ତୁ।

  • @srustidhardey5817
    @srustidhardey5817Ай бұрын

    BJD hatau odisha ru 🎉🎉🎉🎉🎉🎉🎉doing 🎉🎉

  • @user-sf5ll7ig4y
    @user-sf5ll7ig4y4 ай бұрын

    Sampurna thik Bhai bujhuchi kia na sunuchikia lut hi lut chalichi

  • @yudhisthiramallick8086
    @yudhisthiramallick808620 күн бұрын

    ଅନେକ ଘୋଟଲା ବାହାରିବ ଏବେ

  • @GOLAKTHAKUR-n8u
    @GOLAKTHAKUR-n8u3 күн бұрын

    It should be investgat by CBI&must punish

  • @ashokroul4337
    @ashokroul43374 ай бұрын

    Yes very good 👍🏻👍🏻👍🏻👍🏻👍🏻👍🏻👍🏻👍🏻

  • @sanatankar5245
    @sanatankar524521 күн бұрын

    Laxmi bus should handed over to ED and CBI

  • @a.r.sgamer4051
    @a.r.sgamer40512 ай бұрын

    BJP ଲୋକ ସବୁ ମାଇଚିଆ କେତେଟା ଅଫିସରେ ଯାଇ କହିଛି ଲାଂଚ କଣ ପାଇଁ ନେଉଛୁ କାମ କରିବାକୁ BJD ନେତା ଘରେ ଆଣ୍ଠଉଛୁ

  • @manaspallai4442
    @manaspallai444214 күн бұрын

    Mu dei thiba vote successful heba, jai jagannath

  • @user-qc2vn7jv4i
    @user-qc2vn7jv4iАй бұрын

    ଓଡ଼ିଆ ଲୋକ ହେଲେ ସବୁ ପାଗଳ ଆମ ପାଇଁ ପଇସା ଆସୁଛି ତାଙ୍କ ନା ପଡୁଛି

  • @budhusingpurty1827
    @budhusingpurty18272 ай бұрын

    ଲକ୍ଷ୍ମୀ ବସ୍ ଯଦି ଚାଲିଲା ଜନ ସାଧାଣଙ୍କୁ ଯିବା ଆସିବା ରେ ଗରି ବ ଲୋକ ଅଙ୍କର ସୁବିଧା ପାଇ, tahar ଶଳା କଣ ଯାଉଚି ତମେ ଶଳା BJP ଆଗେ କରି କେ ଦେ ତାହା ପରେ ତମ ର କଣ ??? ଯାଉଛି

  • @jogirambehera6558
    @jogirambehera6558Ай бұрын

    This issue to be handed CBI for clear

  • @SUMITRAIloveraj
    @SUMITRAIloverajАй бұрын

    👌👌👌👌👌👌👍👍👍👍

  • @premapardia6974
    @premapardia697429 күн бұрын

    Jay Jagannath 🙏🙏🙏

  • @sanjayadas5270
    @sanjayadas5270Ай бұрын

    ED ku dia jau

  • @premapardia6974
    @premapardia697429 күн бұрын

    Jay Jagannath 🙏🙏 🙏

  • @dolagobindamandal1043
    @dolagobindamandal10433 ай бұрын

    ଏତେ ସବୁ ଜାଣିଲା ପରେ ତୁମ ଦଳର ମେଣ୍ଟ କରିବା ପାଇଁ ଏତେ ଭାବ କାହିଁକି ? ଯିଏ ଲଙ୍କା ଗଲା ସେ ରାବଣ ହେଲା । ଏଗୁଡିକ ମନଭୁ,ଲା କଥା ।ତୁମ ଦଳର ଦମ୍ ଅଜିତ ଇଡି ଲଗାଇ ଦେଖାଅ । ଜୟ ଜଗନ୍ନାଥ ।

  • @JAIHIND-JAI.BHARAT

    @JAIHIND-JAI.BHARAT

    3 ай бұрын

    RAVAN RAJ....DESDROHI PAPI MODI DIMAG K ANDHE ANDHBHKT DESDROHI HINDUO K VOTE K LIE MANDIR BANA K RAJNITI...AB ELECTTION SE PEHLE MUSLIM K LIE V KUCH KAR DIA SB UNKA V VOTE....N TUM ANDHBHKT RAM MANDIR K SAMNE VIK MANGNA QUN K JOB thu DESDROHI MODI NE KHATM KR DEA APNI GUJRATI BHAI AMBSNI ADANI CHOWsKI ...IN SAB K LIE...Modi destroyer of India.. 1 - Jet Airways closed 2 - Air India in Rs 7600 crore loss 3 - BSNL 54,000 jobs in danger 4 - No money to pay salary for HAL employees 5 - Postal departent loss of Rs 15000 crores 6 - 1 million to be laid off in Auto Industry 7 - 12.76 lakhs houses unsold in 30 major cities 8 - Aircel is dead 9 - JP Group finished 10 - Most profitable company in India - ONGC is now making losses 11 - 36 largest debtors missing from country. 12 - Rs 2.4 lakh crores loan waive off to a few corporates 13 - PNB continous losses. 14 - All banks incurring huge losses 15 - External debt on country 500+ Billion Dollars 16 - Railways on sale 17 - Rent Heritages including Red Fort 18 - Largest car maker Maruti cuts production 19 - Rs 55000 crores car inventory lying at factories, with no buyers. 20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%) 21 - OFB under corporatization affecting over 1.5 lac employee & families. 22 - Millions unemployed due to Demonetization 23 - Highest unemployment in 45 years. 24 - 5 airports sold to Adani. 25 - Highest domestic stagflation. 26 - Record HNI individuals leaving India 27 - Videocon bankrupt. 28 - Tata Docomo perished 29 - CCD founder VG Siddhartha Sucide due to [06/12, 2:54 pm] SIMO: Modi hrmi destroyer of India.. 1 - Jet Airways closed 2 - Air India in Rs 7600 crore loss 3 - BSNL 54,000 jobs in danger 4 - No money to pay salary for HAL employees 5 - Postal departent loss of Rs 15000 crores 6 - 1 million to be laid off in Auto Industry 7 - 12.76 lakhs houses unsold in 30 major cities 8 - Aircel is dead 9 - JP Group finished 10 - Most profitable company in India - ONGC is now making losses 11 - 36 largest debtors missing from country. 12 - Rs 2.4 lakh crores loan waive off to a few corporates 13 - PNB continous losses. 14 - All banks incurring huge losses 15 - External debt on country 500+ Billion Dollars 16 - Railways on sale 17 - Rent Heritages including Red Fort 18 - Largest car maker Maruti cuts production 19 - Rs 55000 crores car inventory lying at factories, with no buyers. 20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%) 21 - OFB under corporatization affecting over 1.5 lac employee & families. 22 - Millions unemployed due to Demonetization 23 - Highest unemployment in 45 years. 24 - 5 airports sold to Adani. 25 - Highest domestic stagflation. 26 - Record HNI individuals leaving India 27 - Videocon bankrupt. 28 - Tata Docomo perished 29 - CCD founder VG Siddhartha Sucide due to

  • @rabinarayanacharya3705
    @rabinarayanacharya3705Ай бұрын

    After change of Governance Laxmi Bus should be modernise according to demand and small bus should be provided to remote area..

  • @diptiranjannayak279
    @diptiranjannayak27920 күн бұрын

    Ati bhayankara durniti

  • @rcci4810
    @rcci4810Ай бұрын

    Ete kahuchha kana bjd government upper case karuna.... We are with you

  • @basudevhajira5479
    @basudevhajira5479Ай бұрын

    Very Good job brother

  • @onlinestudy9705
    @onlinestudy97053 ай бұрын

    U TUBE ରେ କେବଳ ନକହି ପ୍ରଚାର ଗାଡ଼ିରେ ଦାକାବାଜିଯନ୍ତ୍ରସରେ ପ୍ରଚାରାକର

  • @alekhapradhan4954
    @alekhapradhan4954Ай бұрын

    ମୋ bus ବଦଳରେ ଆମ bus କୁ ପରିବର୍ତ୍ତନ କରି continue କର

  • @aman.sarma_6160

    @aman.sarma_6160

    29 күн бұрын

    Pandu bus kara😂

  • @welsonsahoo9718
    @welsonsahoo97183 ай бұрын

    Very good sir

  • @kronzxguy83
    @kronzxguy833 ай бұрын

    ବିଜୁ ଗାଁ ଗାଡିକୁ ପାଣ୍ଡୁ ଖାଇଗଲା । ଖାଇଲା ତ ଖାଇଲା ହଜମ କଲା କିପରି ? ନବିନ ମଦ ପିଇ ଶୋଇଛି । ନବୀନକୁ ଗୋଡେଇ ଗୋଡେଇ ବାଡାଅ ।

  • @SibashankarPanda-fs8ke
    @SibashankarPanda-fs8keАй бұрын

    ଏଇଟା ଶଳା ପାଗଳଟା

  • @krushnamahanta5583
    @krushnamahanta55837 күн бұрын

    Ei sabu Bus school ku donate koro , private bus maliko problem face karibe nohele

  • @user-ly9xm7xb4b
    @user-ly9xm7xb4b25 күн бұрын

    Thank you 🙏

  • @BIKRAMKESHARISAHOO-eh3bv
    @BIKRAMKESHARISAHOO-eh3bvАй бұрын

    ଗଣ ମାଧ୍ୟମ,ହୋମେ ଡିପାର୍ଟମେଣ୍ଟ, କମ୍ପାନୀ କଂଟ୍ରାକଟର ସବୁ କରେପଟେଡ଼,କୂଟନୀତି ଚଳାଇଛନ୍ତି

  • @LipuBaliarsingh
    @LipuBaliarsingh19 күн бұрын

    Tame ta centre re sabu ବିକ୍ରି କରି ସାରିଲଣି ତମେ କଣ ଭାଷଣ ଦଉଚ ଏଠି

  • @jeetendrakumarpandit5656
    @jeetendrakumarpandit5656Ай бұрын

    ପଇସା ବାଣ୍ଟି ଦେଇଛି ଜିତି ଯିବ ବୋଲି ନିଷ ରେ ଘିଅ ଲଗେଇ କି ବସିଛି ପାଣ୍ଡୁ

  • @SumitaRoul
    @SumitaRoul3 ай бұрын

    Thiki kahuchhanti

  • @sobhanswain9374
    @sobhanswain93743 ай бұрын

    ସବୁ ଦଳ ଲାଞ୍ଚ ଖାଇ ଚୁପଚାପ ରହୁ ଛନ୍ତି

  • @jasminKuldip
    @jasminKuldip23 күн бұрын

    Osrtc heu sir

  • @SANJAYDAS-wy3nz
    @SANJAYDAS-wy3nz14 күн бұрын

    High court re case kara ,jie aesabu pachare achi

  • @adirajbir1095
    @adirajbir109528 күн бұрын

    ଭାଇ ଆଗରୁ ଶୋଇ ଥିଲା

  • @priyabratasamal7274

    @priyabratasamal7274

    21 күн бұрын

    Do you know what is RTI

  • @harekrishnav
    @harekrishnav22 күн бұрын

    Investigation heba nihati darkar

  • @kronzxguy83
    @kronzxguy833 ай бұрын

    ଭାଇ ନବୀନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କହୁଛନ୍ତି । କିନ୍ତୁ ନବୀନକୁ ମୁର୍ଖମନ୍ତ୍ରୀ କୁହନ୍ତୁ । ଓଡିଶାକୁ ଲକ୍ଷ୍ମୀ ଛଡା କରିଦେଲା ନବୀନ ।

  • @JAIHIND-JAI.BHARAT

    @JAIHIND-JAI.BHARAT

    3 ай бұрын

    RAVAN RAJ....DESDROHI PAPI MODI DIMAG K ANDHE ANDHBHKT DESDROHI HINDUO K VOTE K LIE MANDIR BANA K RAJNITI...AB ELECTTION SE PEHLE MUSLIM K LIE V KUCH KAR DIA SB UNKA V VOTE....N TUM ANDHBHKT RAM MANDIR K SAMNE VIK MANGNA QUN K JOB thu DESDROHI MODI NE KHATM KR DEA APNI GUJRATI BHAI AMBSNI ADANI CHOWsKI ...IN SAB K LIE...Modi destroyer of India.. 1 - Jet Airways closed 2 - Air India in Rs 7600 crore loss 3 - BSNL 54,000 jobs in danger 4 - No money to pay salary for HAL employees 5 - Postal departent loss of Rs 15000 crores 6 - 1 million to be laid off in Auto Industry 7 - 12.76 lakhs houses unsold in 30 major cities 8 - Aircel is dead 9 - JP Group finished 10 - Most profitable company in India - ONGC is now making losses 11 - 36 largest debtors missing from country. 12 - Rs 2.4 lakh crores loan waive off to a few corporates 13 - PNB continous losses. 14 - All banks incurring huge losses 15 - External debt on country 500+ Billion Dollars 16 - Railways on sale 17 - Rent Heritages including Red Fort 18 - Largest car maker Maruti cuts production 19 - Rs 55000 crores car inventory lying at factories, with no buyers. 20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%) 21 - OFB under corporatization affecting over 1.5 lac employee & families. 22 - Millions unemployed due to Demonetization 23 - Highest unemployment in 45 years. 24 - 5 airports sold to Adani. 25 - Highest domestic stagflation. 26 - Record HNI individuals leaving India 27 - Videocon bankrupt. 28 - Tata Docomo perished 29 - CCD founder VG Siddhartha Sucide due to [06/12, 2:54 pm] SIMO: Modi hrmi destroyer of India.. 1 - Jet Airways closed 2 - Air India in Rs 7600 crore loss 3 - BSNL 54,000 jobs in danger 4 - No money to pay salary for HAL employees 5 - Postal departent loss of Rs 15000 crores 6 - 1 million to be laid off in Auto Industry 7 - 12.76 lakhs houses unsold in 30 major cities 8 - Aircel is dead 9 - JP Group finished 10 - Most profitable company in India - ONGC is now making losses 11 - 36 largest debtors missing from country. 12 - Rs 2.4 lakh crores loan waive off to a few corporates 13 - PNB continous losses. 14 - All banks incurring huge losses 15 - External debt on country 500+ Billion Dollars 16 - Railways on sale 17 - Rent Heritages including Red Fort 18 - Largest car maker Maruti cuts production 19 - Rs 55000 crores car inventory lying at factories, with no buyers. 20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%) 21 - OFB under corporatization affecting over 1.5 lac employee & families. 22 - Millions unemployed due to Demonetization 23 - Highest unemployment in 45 years. 24 - 5 airports sold to Adani. 25 - Highest domestic stagflation. 26 - Record HNI individuals leaving India 27 - Videocon bankrupt. 28 - Tata Docomo perished 29 - CCD founder VG Siddhartha Sucide due to

  • @ratikantaacharya3960
    @ratikantaacharya3960Ай бұрын

    All such points need immediate investigation and result there or need be made public.

  • @user-wf6xt2yt7w
    @user-wf6xt2yt7w21 күн бұрын

    Very nice

  • @biranchisuna8353
    @biranchisuna83533 ай бұрын

    Right question sar

  • @bijayakumarchoudhury8319
    @bijayakumarchoudhury83193 ай бұрын

    Great issue!

  • @IndramaniNayak-lo7qy
    @IndramaniNayak-lo7qy29 күн бұрын

    Ok, thank you, Satya sabubele Satya l

  • @pitambarmohanta9790
    @pitambarmohanta97902 ай бұрын

    Good snewsforindia

  • @srimantabehera-gf4te
    @srimantabehera-gf4teАй бұрын

    Very good

  • @digitomesh
    @digitomeshАй бұрын

    Bhai mun fan tamara

  • @user-gc9fw9mc2d
    @user-gc9fw9mc2d2 ай бұрын

    Panduku hataidea

  • @janakinath8750
    @janakinath875018 күн бұрын

    ନବୀନ ପଟନାୟକ କହିବେ ସେ ନିରୀହ କେରାଣ୍ଡି ମାଛ, ତାଙ୍କୁ ଝାମ୍ପି ନେଲା କେଉଁ ବାଜ 😂

  • @user-gb1ov7se5s
    @user-gb1ov7se5sАй бұрын

    What is doing central govt.is ed silence.

  • @bishnuprasaddash5525
    @bishnuprasaddash5525Ай бұрын

    Full of corruption in 24years in every field of administration of odisha government

  • @tarinisahu2811
    @tarinisahu2811Ай бұрын

    Suna rarakar odisha bashika jabaab diya

  • @tapasmohanta7649
    @tapasmohanta764921 күн бұрын

    OK sir

  • @AJ.....440
    @AJ.....44021 күн бұрын

    Sabu chuna mara heichi sabu kada ebe sarkar helo tame

  • @haijitu
    @haijitu21 күн бұрын

    Better to make a meeting in public for both bjp bjd and let us know the real story

  • @premapardia6974
    @premapardia697429 күн бұрын

    Laxmi bus bend hebar katha jadi odisha ra mangal chahu chhanti Jay hind🇮🇳

  • @user-ge3hs1ps7x
    @user-ge3hs1ps7x13 күн бұрын

    If u r Thinking it was scam why do not give to CBI don't be late for good work

  • @manojtripathy2415
    @manojtripathy2415Ай бұрын

    It's enquiry very quick

  • @user-px3ei1bv2z
    @user-px3ei1bv2zАй бұрын

    Laxmi bus apoentment deba pae 30 hajar lancha maguchanti

  • @mayadharsahoo1385
    @mayadharsahoo13852 ай бұрын

    ଯେମିତି ବି ହେଉ ଲୋକଙ୍କ ସମସ୍ୟା ସମାଧାନ ହେଉଛି, ଲକ୍ଷ୍ମୀବସ ଲୋକଙ୍କ ପାଇଁ ସହାୟକ ହେଉଛି

  • @ramakantakuanar9884

    @ramakantakuanar9884

    2 ай бұрын

    Kichi haunahi ,sabu asubidha hauchi

  • @HappyBasket-ft6kb

    @HappyBasket-ft6kb

    Ай бұрын

    ​@@ramakantakuanar9884khali election ku akhi agare rakhi election sarile gala .😮

  • @bhaktaprasadanayak6760

    @bhaktaprasadanayak6760

    Ай бұрын

    Gote katha kahilu tu chureiki paisa income kariba ta kemiti khatiki paisa income kariba kemiti

  • @hemantaghibhela6746

    @hemantaghibhela6746

    Ай бұрын

    Ghanta hauchhi ...

  • @Pradhangkstudy

    @Pradhangkstudy

    Ай бұрын

    ସମସ୍ୟା ର ସମାଧାନ ଟା ସବୁଦିନ ପାଇଁ ରହିବା ଦରକାର

  • @sanjayadas5270
    @sanjayadas5270Ай бұрын

    Right 👍👍👍

Келесі