କଳା କାରନାମାର ହାଟ❗ଦେହ ବେପାର ହୁଏ❗
Welcome to fresh new vlog , in this video we are showing you a tribal village, it comes under Which is surrounded by mountains and dense forest . There are maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #groundzero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #nopeopleinvillage #winterspecial #video #mountainlifestyle #tribalmarket #trivalmarketfood #travel #ranipanda #video #mountainlifestyle #villagelife #mahalmanda #desidrink #travelvlog #charigarhvlogs #redlight #redlightarea #sexualworker
Пікірлер: 443
ଗାଉଁଲି ହାଟ ଭଲ ଲାଗିଲା। ଜଁଗଲ୍ ଜାତ ଦ୍ରବ୍ଯ ଖାଣ୍ଟି ତଟକା ମିଳୁଛି। ଆଦିବାସୀ ହାଟ ଯୋଗୁଁ ସବୁ ଜଙ୍ଗଲି ଜିନିଷ ଓ ଆଦିବାସୀ ଜିନିଷ ମିଳେ। ଖାଇବା ଜିନିଷ ତ ସହଜେ ହାଟରେ ମିଳିଥାଏ।ଅନେକ ସ୍ଥାନରେ /ପାର୍କ ରେ ଓୟୋ ରେ ଦେହ ବ୍ୟବସାୟ ଆମେ ଶୁଣି ଥିଲୁ। କିନ୍ତୁ ଏଠି ଆଦିବାସୀ ହାଟରେ ଦେହ ବ୍ୟବସାୟ ଶୁଣି ଭାରି ଦୁଃଖ ଲାଗିଲା।ଏମାନେ ମଜା ପାଇଁ ଦେହ ସୁଖ ନେଉ ନାହାନ୍ତି। ବରଂ ଆର୍ଥିକ ଅସୁବିଧା ପାଇଁ ଏ ସବୁ କରୁଛନ୍ତି ଯାହା ସମାଜକୁ କଳୁଷିତ ଓ ରୋଗଗ୍ରସ୍ତ କରୁଛି। ସରକାର ଏ ସବୁର ନିରାକରଣ କରିବା କଥା। ଦୋକାନୀଙ୍କ ଦୋକାନଘର ଯୋଗାଇ ଦେଲେ ଭଲ ହୁଅନ୍ତା।ଆଉ ହେଲା ସରକାର ମଦ ବନ୍ଦ କଲେ ବି ଆଦିବାସୀଂକୁ ଏଥିରୁ ବାଦ୍ ଦେବା ଉଚିତ।କାରଣ ଏହା ତାଂକ କୋଉଳିକ ପାନୀୟ। ପାହାଡ଼ ଜଁଗଲ୍ ଭିତରେ ଏମାନଙ୍କ ଜୀବନର ଏକ ସ୍ଵତନ୍ତ୍ର ରୁଚି ଅଛି ଯାହା ଆଧୁନିକ ଜୀବନ ଚର୍ଯାରେ ନାହିଁ।
@AsishkumarDas-ne5yw
17 күн бұрын
😊😊😊😊😊😊😊😊😊😊😊😊😊
@Bablu_33.
17 күн бұрын
Halo brother this is village name and dist name written u
@naraharipatra-vu1kr
17 күн бұрын
Kk😊glfgtz cc gmk ଓ, ,ଔର ରୋରଡସ ସନ@@AsishkumarDas-ne5yw
@mahavir453
16 күн бұрын
JAI HO🙏🚩 YE KON SI JAGAH HAI KOI TO BATAAIYE PLEASE
@KumudiniNahak
16 күн бұрын
😊😊😊😊😊😊😊😊😊😊😊😊😊😊
ଆଦିବାସି ଲୋକ ବହୁତ୍ ସରଳ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ଏମାନେ ନିର୍ଭର କରିଥାନ୍ତି ଜୟ ଜଗନ୍ନାଥ
ଏମିତି ନାଁ ଲେଖେନା ମାଡ଼ ଖାଇବୁ,,, କଳା କାରନାମା କ'ଣ ଧନ୍ଦା ଚାଲିଛି ଏଠି
ଦେହ ବ୍ୟବସାୟ ମିଛ କଥା ଭଳି ଲାଗୁଛି.....
@Mindblowing-fe6xe
Күн бұрын
ପୁରା ମିଛ
ଗାଣ୍ଡି ମରା ବେକାର ରେ ଆଦିବାସୀ ମାନଙ୍କୁ ବଦନାମ୍ କର ନାହିଁ ପ୍ରମାଣ ଦେଖା ହିନ୍ଜିଳା ହେଇଥିବେ
@user-cb8hs4di7v
13 күн бұрын
FIR କରା ଯାଉ....ଆଦିବାସୀ ଏକ୍ଟ ଅନୁସାରେ
@ChandanKumar-gh6lr
9 күн бұрын
Report koridio yutube ku
@debaadattamohapatra545
4 күн бұрын
Asigala line re@@user-cb8hs4di7v
ମାଡଖିଆ ମିଛଟାରେ ଵଦନାମ କରୁଛୁ ଏ ହାଟକୁ
@reactionwithrahul1
17 күн бұрын
Yaa ku longola kori pitibe sola .se hatoku aau thore jau
ଭଲ ଲାଗିଲା ଧନ୍ୟବାଦ୍
Odisha ର original ରୂପ ଦେଖି, ବହୁତ୍ ବଢ଼ିଆ ଲାଗିଲା, ଏହି ହଉଚି ମଣିଷ ର ଜୀବନ, ବlସ୍ ମଜା ଆସିଗଲା, ଭାଈ ତୁମକୁ ଧନ୍ୟବାଦ୍ ଆମ ଓଡ଼ିଶା ର ମୂଳ ପିଣ୍ଡକୁ present କରିଥିବାରୁ ❤❤❤
ଭୁଲ, ରିପୋର୍ଟ କରୁଚୁ ରେ ଭାଇ ଆମର ଏହି ହାଟ ରୁ 50 ମିଟର ଦୂରରେ ମୋ ଘର ଏଠି ମୁଁ ଜନ୍ମ ହଇଛି ଏମିତି କିଛି ଭି ଏଠି ହୁଏନା ସବୁ ହାଟ ଅପେକ୍ଷା ଆମ ହାଟ ଶାନ୍ତି ପୁର୍ଣ ହାଟ ଆମ ହାଟ କୁ ଏମିତି ବଦନାମ କାଇଁକି କରୁଛୁ
@maasihasani1907
5 күн бұрын
ଏହାକୁ ନିଦୁମ୍ ପିଟିଦେହ ଗୋଡ ଆତ ବାନ୍ଦୀ କି
@sibusoren9651
5 күн бұрын
Jiye vdo katu6 pota lagantu sekiba
@rohitroshan2830
5 күн бұрын
Mgh e panasa manji janini. Kahuchhi ebodhe panasa manji
@LifeandThinking3820
4 күн бұрын
Mg ku badao sola
@manoranjanmohapatra2811
2 күн бұрын
Thiki kahila bhai
ମା।।। ମିଛୁଆ
ଭାଈ, ଆପଣଙ୍କର ନୂଆ ହଟ ଆଉ ନୂଆ ଜାଗା present କରୁଥିବା ରୁ ଆପଣଙ୍କୁ ବହୁତ ଧନ୍ୟବାଦ।from..BDK
@rameshmajhi4317
16 күн бұрын
ହାଟ ଭଲ ଲାଗିଲା, କିନ୍ତୁ ଦେହ ବ୍ୟବସାୟ କଥା ହାଜମ ହେଉ ନାହିଁ
ଆମ ମୟୁରଭଞ୍ଜ ର dantiamuhan ହାଟ କୁ ଥରେ ଆସ ରେ ପୁଅ ତୁ ନିହାତି ମାଡ଼ ଖାଇବୁ, ଏମିତି ଯଦି ଆଉ ଥରେ ଆମ୍ ଆଦିବାସୀ ମାନଙ୍କୁ କହିବୁ ତୁ ତୋ ଖାଇବୁ ମାଡ଼
ସୁନ୍ଦର ଭିଡିଓ
ଆପଣ ଙ୍କ ଭଦ୍ର ବ୍ୟବହାର ବହୁତ୍ ଭଲ ଲାଗେ
ଥରେ କେଉଁଝର ରେ ମାଡ଼ ରୁ ବଂଚିଥିଲୁ ,ଏବେ ଯାଜପୁର ରେ ମାଡ଼ ଖାଇବୁ .ଆମ ଯାଜପୁର କୁ ବଦନାମ କରୁଛୁ / ଏଇ ଲୋକଟାକୁ ଯାଜପୁର ରେ ଯେହୁଁତି ଦେଖିବ ମାର m g ku
@bholanathmarndi7264
14 күн бұрын
ବାଡେଇ ପକାଅ ମିଛ ପ୍ରଚାର କରୁଛି
@ArabindDs-Reaction
9 күн бұрын
Yes madi chala
Balo blog
ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାରଣ ଗାଁ ଗହଳି ହାଟ ଦେଖାଉ ଥିବାରୁ, ବହୁତ ଭଲ ଲାଗିଲା l
Apanankara video bahuta Ananda dia bhai❤❤
ଦେହ ବ୍ୟବସାଇ ର ଶବ୍ଦ ପ୍ରୟୋଗ କରି ସେହି ସ୍ଥାନ ର ନାମ ବଦନାମ୍ କରନ୍ତୁ ନାହିଁ ।
ଭାଇ ତମ ଗାଁ ହାଟରେ ଦେହ ବେପାର ହୁଏ ତାମେ ଯାଇକି ଦେଖି ଥିଲକି ମିଛ କଥା ତମ କେଂଝେର ରେ ଦେହ ବେପାର ହୁଏ ଭାଇ ମିଛରେ ଯାଜପୁର TATA Mainci କୁ ବଦନାମ କରୁଛ
Very nice blog bhai
ଏହି ହାଟ ରେ କିଛି ବି ଧନ୍ଦା କରାଜଏ ନାହିଁ
ଜୟ ଜଗନ୍ନାଥ, ଏମିତି ସବୁବେଳେ ହସୁଥାଅ,
I love my Odisha❤❤❤
ନା ଭାଇ ସେଭଳି କିଛି ନାହିଁ ମୁଁ ସେଠିକାର ଲୋକାଲ ପିଲା।
@Papurath8
16 күн бұрын
ଏ ଶଳା ଆମ ହାଟକୁ ବଦନାମ କରୁଛି
@user-cb8hs4di7v
13 күн бұрын
ଗୁଡେ଼ଇ ଗୁଡେ଼ଇ ପିଟ...ଏ ସଳା ଟାକୁ
@dbrothertourist2452
11 күн бұрын
Aeita kou jagare hato houchhi.. jaga na ta kn bhai
@user-uh9se6gs6b
9 күн бұрын
Bhai Eita Kouthika Hato ki?
@KarunakarMarndi-hc3jc
7 күн бұрын
Mari ki Chhutu Kari diyo taku
ଠିକ୍ ଅଛି ଓଡିଶା ର ପରମ୍ପରା ସଂସ୍କୃତ ର ବଜାର ନୂଆଁ ନୂଆଁ ଯାଗା ର ସଂସ୍କୃତି ଦେଖେଇ ଥିବାରୁ ଧନ୍ୟବାଦ କିନ୍ତୁ ଦେହ ବେପାର ପାଇଁ କହିଛନ୍ତି ତା ହାର ପ୍ରମାଣ ଦେବାକୁ ପଡ଼ିବ ନଚେତ ତୁ ମାଦରଚୁତ ତର ଭିୟୂ ପାଇଁ ମିଛ କହି ଏମିତି ବଦନାମ କରୁଛୁ
Aau dine Jodi aamo jati bisoyare negetive ward kahibo tebe v careful understand
@user-cb8hs4di7v
13 күн бұрын
FIR
Jay jagannath 🚩🚩
Great bro
ମାଡ ଖାଇବୁ ଏମିତି କିଛି ହୁଏନାହିଁ
Thomel ରେ ଠିକ ସେ ଲେଖ ନହେଲେ ମାଡ ଖାଇବୁ,ଏମିତି ମୂର୍ଖ vlog ର ପାଇଁ ଆମ ଆଦିବାସୀ ସମାଜକୁ ବର୍ବାଦ କରୁଛନ୍ତି।
Awesome bahi good work genuine videos
Galua ସୁକିନ୍ଦା areea ରେ ରହିକି ଗାଲୁ ମାରୁଚୁ
@bholanathmarndi7264
14 күн бұрын
ତାକୁ ବଡେଇ ବା ଦରକାର ମିଛ ପ୍ରଚାର କରୁଛି ନିଜ vedio ଯେମିତି ବେସି ଦେଖିବେ ବୋଲି
Nice video
ଗରିବ ଲୋକମାନଙ୍କ ମଜାକ ଉଡାଉ ଛ 😅
Jay jagannatha 🙏🙏🙏🙏
Good 👍👍👍👍🎉🎉🎉🎉❤❤
ମିଛ
Good 👍
@CharigarhVlogs1614
17 күн бұрын
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏
VERY nice
Koujoga bhai
@user-cb8hs4di7v
13 күн бұрын
Bes leka kuli kate FIR pe
ଆରେ ଭାଇ ଭୁଲ କଥା କହୁଛ.
ଭାଇ ହାଟକୁ ବୁଲି ବାକୁ ଯାଉଛ କିଛି ଲୋକଙ୍କୁ ବିସ୍କୁଟ ଗୋଟେ ପାଣି ବୋତଲ ଦିଅନ୍ତୁ ବହୁତ ଭଲ ହେବ please ❤❤❤😂
ୟେ ଆମ ଆଡେ ଆସିଲେ ମାଡ଼ ଖାଇବ
Moza lagila hato dehki❤❤❤
Ete michha kn pain' kahucha
❤
Repoter ଭାଇ କେତେ ଦିନ ରୁ ଜାଣି ଛ ଏ ହାଟ ବିଷୟ ରେ ତେଲକୋଇ କଉଛ Keonjhar ହାଟ ମାନଙ୍କରେ ଦେହବେପାର ହୁଏ କି? ନିଜ କୁ ବିକି ଦିଅ ନାହିଁ
Good
@CharigarhVlogs1614
17 күн бұрын
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏 🙏🙏🙏
ଠିକି କଥା mu ଯାଇଥିଲି ସେଇ ନଟିକି 500ଦେଇକି ଭରା ପେଲିଲି 😅😅😅
Adibasinku bodnam karantu nahi.nija chanel ku promot karibapain.proman kariparibe ki,deha bepara hauchi bali. Bhagya bhala police apanaku dakinahi.
@CharigarhVlogs1614
17 күн бұрын
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏
@bholanathmarndi7264
14 күн бұрын
@@CharigarhVlogs1614promot kariba pain michha prachar karantu nahi na hele ମାଡ khaibe
@Pradeeppanda143
8 күн бұрын
@@CharigarhVlogs1614 Emiti Michha apaprachara karile kehi b subscribe karibeni ... Olti Unsubscribe karidebe
ଭାଇ ମାନେ ଏହାକୁ ଯେଉଁଠି ଦେଖିବ ସେଇଠି ମାଡ଼ ମାରିବ .....
View pain thumbnail lekhicho naa kn amiti
God bless you my dear brother 💞
@CharigarhVlogs1614
17 күн бұрын
🙏🙏🙏🙏🙏🙏🙏🙏🙏🙏🙏🙏🙏
Love From Keonjhar Swampatna Sir ❤🎉
Nice looking beautiful video
@CharigarhVlogs1614
17 күн бұрын
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏
ଦୟାପୂର୍ବକ କୌଣସି ଅନ୍ଚଳକୁ ବଦନାମ କରନ୍ତୁ ନାହିଁ
Rang reporting
Love from Thakurmunda, Mayurbhanj ❤
ହୁଁ ଭାଇ ଠିକ୍ କଥା ଟା ଦେଖେଇଥିବାରୁ thanks ଯେତେ ଶୀଘ୍ର ସମ୍ଭବ ମୋହନ ମାଝୀ ଙ୍କୁ ସେ ହାଟ ର ଦେହ ବେପାରୀ ମାନଙ୍କୁ ଜେଲ୍ ରେ ପୁରେଇ ବାର ବ୍ୟବସ୍ଥା ହେବ କେବଳ ଆପଣ ଭାଇ ଟିକେ ଭିଡିଓ କୁ viral କରନ୍ତୁ 👍👍👍👌👌
ଭାଇ nagada ରେ ହାଟ ହଉଛି ଭଲ vlog କରୀକି ଯିବ।
👍👍👍
ଭାଇ ମିଛଟାରେ ଯାଜପୁର ସୁକିନ୍ଦା କୁ ବଦନାମ୍ କରୁଛୁ
ହାଟ କୋଉ ଜାଗା ତାନାକନ
Good evening sir ❤
@CharigarhVlogs1614
17 күн бұрын
🙏🙏🙏🙏🙏 share this video and subscribe this channel 🙏🙏🙏🙏
Thank you
ସବୁ ଠିକ୍ ଅଛି, କିନ୍ତୁ କୋଉ କ୍ଲାସ୍ ଯାଏଁ ଯାଇଚ...ସେଇଟାକୁ ସୁନୁସୁନିଆ ଶାଗ କୁହାଯାଏ,କହିଲା କ'ଣ ନା ସୁନି ସୁନି ଶାଗ...
@user-cb8hs4di7v
13 күн бұрын
ଲୋକ ଟା ଭଲ ନୁହେଁ
Marketplace
Amo gharapakore hatota full micha
Adibasi manoku badonam koruchu bapogiha
Han Hou Valla.👍👍
@CharigarhVlogs1614
17 күн бұрын
🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏
ପ୍ରକୃତ ରେ ହାଟ ଟା ଦେଖି ବହୁତ ଖୁସି ଲାଗିଲା ନୁଆଁ ନୁଆଁ ଜିନିଷ ସବୁ ଜାଣି ବାକୁ ମିଳିଲା
Thank you bro
ହାଟ କେଉଁ ଜାଗାରେ
Deha bya basi manankara videos bana a
Welcome. Tata manies. Hats ra. Maga. Khub. Sunder. Swagat. Bhai
Bhai amebi se ariaku au se hataku jau kahi ameta dekhi nahu ki jani nahu deha bepara hua buli bina pramanara kahi kahuchhanti
@bholanathmarndi7264
14 күн бұрын
ବାଡେଇ ପକାଅ ମିଛ ପ୍ରଚାର କରୁଛି
Bala.majia.vidiokaruchu
Nua nua jaga hata dekeila dhanyabad
Jay Shree Ram 🧘🏻📖🙏
ବଦମାସ vlogger view ପାଇଁ thumbnail
ବହୁତ ସୁନ୍ଦର ହେଇଚି ସାର ଭିଡ଼ିଓ ଟା
ଏମିତି କଣ ଲେଖୁଛ ଭାଇ
Kou jaga
Verygoodhats
ଜୟ ଜଗନ୍ନାଥ 😅❤
@CharigarhVlogs1614
17 күн бұрын
🙏🙏🙏🙏🙏 share this video and subscribe this channel 🙏🙏🙏🙏
Jaha jana paduchhi tame v badhe jaithila.....
A ma giha bala bloger..
ଆଗେ ଜାଗା ବିଷୟରେ ଜାଣନ୍ତୁ ଭୁଲ ପ୍ରଚାର କରନ୍ତୁ ନାହିଁ
ଆଜ୍ଞା ତୁମେ ଭଲ ଜିନିଷ ଦେଖୁଛ ମୋତେ ଭଲ ଲାଗେ ତୁମ କଥାରେ ଭଲ ଲାଗେ। I Like you.
ମା।।। ଞଭରକହୁଚି
Apanankara hajeidebe
ଆପଣଙ୍କ ପ୍ରୟାସ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ ଖଣି ଇରିଆରେ ଦେହ ବେପାର କିଛି ନୂଆ କଥା ନୁହେଁ ଆପଣଙ୍କ ପ୍ରତେକ ଭିଡିଓ ରେ ଆଦିବାସୀ ଗାଁ ର ସମସ୍ୟା ଓ ତାଙ୍କର ଜୀବନ ଶୈଳୀ ଦେଖାନ୍ତି ଏଣୁ ଏଭଳି କାର୍ଯ୍ୟ କରି ଆଦିବାସୀଙ୍କ ସମସ୍ୟା କୁ ଲୋକ ଲୋଚନକୁ ଆଣୁ ଥାନ୍ତୁ 👍👍👍👍
@banmalibehra.i.organicmen
16 күн бұрын
ସତରେ କ'ଣ ଏଠି ଦେହ ବେପାର ହୁଏ
@user-cb8hs4di7v
13 күн бұрын
Kie be tu sola
Kauthi Ae hata taa bhai
Kou pakhe market
Kain Gaon Bajar Dada
Lyo
ଭୁଲ ନା ରେ ହାଟ କୁ ବଦନାମ କର ନାହିଁ
Views ପାଇଁ thumbnail ରେ ଦେହ ବ୍ୟବସାୟ ଲେଖିଛୁ,, Monther ଚୁଦ୍,, ସେ ଗାଁ, ସେ ହାଟ ବିଷୟ ରେ ତୁ ଜାଣିଛୁ,, ଶୋଳା ବଦନାମ୍ କରୁଛୁ,,
Bhai kanjipani hata bazar dekhaile bhala huanta