କିପରି ବିଜେଡି ହାରିବା ପଛରେ ପାଣ୍ଡିଆନଙ୍କ ବଡ଼ ହାତ ଥିଲା ସବୁ ଖୋଲି କହିଦେଲେ ମୋନାଲିସା ଗନ୍ତାୟତ VK Pandian

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 2 400

  • @sunilrauto5923
    @sunilrauto5923Ай бұрын

    Madam ଏବେ କହୁଛନ୍ତି ଇଲେକ୍ସନ ପୂର୍ବରୁ କୁଆଡେ଼ ଯାଇଥିଲେ ନା pandian କୁ ଭୟ କରୁଥିଲେ

  • @KiyaJharna16-vl4bl

    @KiyaJharna16-vl4bl

    Ай бұрын

    Tu thile tu b darithantu. Naveen pandian ku daruchhi a Kia.😂😂

  • @mitusahoo2288

    @mitusahoo2288

    Ай бұрын

    Right

  • @RameshkumarSwain-rs1tx

    @RameshkumarSwain-rs1tx

    Ай бұрын

    ଗଲା କଥା ଗଲା. . . . Pandu କୁ ଥରେ ଯୋଗାଯୋଗ କର.😂

  • @mandimandi5098

    @mandimandi5098

    Ай бұрын

    ପାଣ୍ଡୁ ୟାର ଗାଣ୍ଡିରେ ବି ନିଆ ଲଗେଇ ଦେଇଥାନ୍ତା 🔥🔥🔥🔥🔥🔥🔥

  • @PjamesMartyn

    @PjamesMartyn

    Ай бұрын

    ସତ କଥା. 💯

  • @megharaybaske8373
    @megharaybaske8373Ай бұрын

    ଆପଣ ଶିକ୍ଷକ ମାନଙ୍କୁ କଣ କହି ଅପମାନ କରିଥିଲେ।

  • @pradeeppaikaray3641

    @pradeeppaikaray3641

    Ай бұрын

    Belajya

  • @upendrakumarmishra8095
    @upendrakumarmishra8095Ай бұрын

    ଦୁଇଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ଆଖିଲୁହରେ ଏ ସରକାର ଭାସିଗଲା ।

  • @sarojkumarbehera6697

    @sarojkumarbehera6697

    Ай бұрын

    ରାଇଟ୍

  • @simanchalpujari6762
    @simanchalpujari6762Ай бұрын

    ପ୍ରାଥମିକ ଶିକ୍ଷକଙ୍କୁ ଅପମାନ ଓ ନ୍ୟାର୍ଯ୍ୟ ସମ୍ମାନ ନ ଦେବାରୁ ପରିଣାମ ଜଗନ୍ନାଥ ମହାପ୍ରଭୁ ଦେଇଛନ୍ତି,ଆପଣ ଯେଉଁ ଅପମାନ ଶିକ୍ଷକ ମାନଙ୍କୁ ଦେଇଛନ୍ତି ତାହା ଅକ୍ଷମଣୀୟ ଅପରାଧ

  • @chandrasekharsidu9819

    @chandrasekharsidu9819

    Ай бұрын

    Right

  • @gitanjalisethi3985

    @gitanjalisethi3985

    Ай бұрын

    Right

  • @purnachandrabiswal1159
    @purnachandrabiswal1159Ай бұрын

    Madam ସେଥିପାଇଁ padian କଥାରେ ଆପଣ ପ୍ରାଥମିକ ଶିକ୍ଷକ ବିରୁଦ୍ଧରେ ବହୁତ କହୁଥିଲେ. ଠିକା ନିଯୁକି ପାଇଁ, ଶିକ୍ଷକଙ୍କ ଲୁହ ପଡିଲା ସେଥିପାଇଁ ସରକାର ହାରିଲା

  • @RasmitaRasmi-kk8ft

    @RasmitaRasmi-kk8ft

    Ай бұрын

    Right

  • @healthypulse8511

    @healthypulse8511

    29 күн бұрын

    Ebe monalisha emti semti kahuichi paagili

  • @nikunjasahu103
    @nikunjasahu103Ай бұрын

    ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ଅବସ୍ଥା ନଜାଣି ଶିକ୍ଷକ ମାନଙ୍କୁ ଅସମ୍ମାନ କରିଥିବା ଅଭିଯୋଗରେ ମୁହଁ ଲୁଚେଇ ରହିଥିବା ମିଡ଼ିଆ ପ୍ୟାନେଲିଷ୍ଟ, ତୁମେ ନା😢😮😅😂😊

  • @archanabarik2330

    @archanabarik2330

    Ай бұрын

    Master mane school re Kan Karu chha nti taku tadanta kara jau .....Sabu bele prati school ku jaii dekha ntu ......

  • @manashembram6388

    @manashembram6388

    Ай бұрын

    ​@@archanabarik2330Kie Mona kola

  • @AbhimanyuDalai-zr6yt

    @AbhimanyuDalai-zr6yt

    Ай бұрын

    ​@@archanabarik2330😅😅😅

  • @Subhas12552

    @Subhas12552

    Ай бұрын

    Hm hm ye 🤬

  • @Xuy788

    @Xuy788

    Ай бұрын

    ​@@archanabarik2330 ପ୍ରାଥମିକ ସ୍କୁଲ ରେ ନା ଶିକ୍ଷକ ନା Building, ନା, ଶୌଚାଳୟ, ନା ଆନୁସାଙ୍ଗିକ ସୁବିଧା ଅଛି. ତାଙ୍କୁ Peon ଠୁ କମ ଦରମା ରେ ମାନସିକ ନିର୍ଯାତନା ଦିଆ ଯାଉଥିଲା ହାରାମି ପାଣ୍ଡା..

  • @udechandradash6142
    @udechandradash6142Ай бұрын

    ମୋଟା ମୋଟି କହିବାକୁ ଗଲେ,ପାଣ୍ଡିଆନ ପାଇଁ ହିଁ ବିଜେଡିର ଏପରି ପରାଜୟ ହେଲା ।

  • @kamallochanrana3909
    @kamallochanrana3909Ай бұрын

    ଗନ୍ତାୟତ ମାଡାମ ତମେ ଯୋଉଁ ଦଳ ରେ ରହିବ ସେ ଦଳ ହାରିବ...

  • @akshayasanjaycreations488

    @akshayasanjaycreations488

    Ай бұрын

    କି କହିଲ ମୋ ....... Pandian ଯୋଉ ଦଳରେ ରହିଲେ ହାରିବ ୟେ lady ବି pandian ର Xerox କପି

  • @debashishpaikray1333
    @debashishpaikray1333Ай бұрын

    ଏତେ ଗପ ନିର୍ବାଚନ ପୂର୍ବରୁ କାହିଁକି କହିନଥିଲ.

  • @Adventuresusil

    @Adventuresusil

    Ай бұрын

    ଭୟ ଥିଲା

  • @narayandas369

    @narayandas369

    Ай бұрын

    ଦେବାଶିଷ ବାବୁ ଧନ୍ୟବାଦ

  • @Lonelyboysilu143

    @Lonelyboysilu143

    Ай бұрын

    Right bro hasa laguchi Katha sunila belaku

  • @subhadarsinimohanty6275

    @subhadarsinimohanty6275

    Ай бұрын

    Ye. Madam bahut bjd ku tekanti

  • @debashishpaikray1333

    @debashishpaikray1333

    Ай бұрын

    @@Adventuresusil ଭୟ ଅପେକ୍ଷା ସ୍ୱାର୍ଥ ବେଶୀ ଥିଲା. ଏବେ ସ୍ୱାର୍ଥ ହାସଲ ନ ହେଇ ପାରିବା ରୁ ମୁହଁ ଖୋଲୁଛି.

  • @Pravat.youtuber
    @Pravat.youtuberАй бұрын

    ପାଣ୍ଡୁ କୁ ବହୁତ ଉପଦେଶ ଦଉଛି କାଇଁ ଆଗରୁ ଦେଲୁନି ସବୁ ଡରି ମରି କି ଥିଲ ଏବେ ଜ୍ଞାନ ଖାଲି ପେଲୁଛ

  • @subhaschandrarout2286
    @subhaschandrarout2286Ай бұрын

    BJD ରେ ବର୍ଷେ ହେବ ଯୋଗଦେଇ ପ୍ରାଥମିକ ଶିକ୍ଷାର ପରିଚାଳନା ବ୍ଯବସ୍ଥାର ତଥ୍ଯ ନବୁଝି ଶିକ୍ଷକମାନଙ୍କୁ ' ଏମାନେ' କହି ଓ ଦୂରଦର୍ଶନରେ ଅପମାନିତ କରିବାର ଫଳ ଏବଂ ଗୁରୁ ଦ୍ରୋହ ଅପରାଧର ଫଳ BJD ଭୋଗିଲ। ଆପଣ ମଧ୍ଯ ଭୋଗିବେ।

  • @varshabaabu

    @varshabaabu

    Ай бұрын

    A Loko nijaku adika gyani boli bhabi teacher mananka birodhare debate karuthila.

  • @GANESWARSAHOO-rk7zx
    @GANESWARSAHOO-rk7zxАй бұрын

    ବହୁତ ଭଲ ସମୀକ୍ଷା କରୁଛନ୍ତି ଏ ଭଉଣୀ ତାଙ୍କୁ କୋଟି କୋଟି ଧନ୍ୟବାଦ

  • @debadattapattanaik2427
    @debadattapattanaik2427Ай бұрын

    ବହୁତ ଡେରି ହେଇଗଲା, ସବୁ ସରିଗଲା ପରେ ଏବେ ପ୍ରତିକ୍ରିୟା ପ୍ରକାଶ କଲେ କ'ଣ ହେବ ? ଗୋଟିଏ ତାମିଲ ପୁରା ବିଜେଡିକୁ ଭକୁଆ ବନେଇ ଦେଲା ।

  • @sahadevdharua6904

    @sahadevdharua6904

    Ай бұрын

    ବହୁତ୍ ପ୍ରଶଂସା ହୋଇ ଗଲା

  • @santoshpolai5816

    @santoshpolai5816

    Ай бұрын

    ଏବେ ଭଉଣୀ ଙ୍କ ଜ୍ଞାନ ଆସିଲା

  • @mrsudam4787

    @mrsudam4787

    Ай бұрын

    Right

  • @rajendraswainswain6878

    @rajendraswainswain6878

    Ай бұрын

    Nabin is him self fool tobeguided only by a single IAS officers neglecting other IAS and other MLA.

  • @varshabaabu

    @varshabaabu

    Ай бұрын

    A madam ebe pandian jaga ta nebe.

  • @dipfragnant
    @dipfragnantАй бұрын

    ବିଜେଡି ରେ ଭାଇ ଚାରା ଅଛି। କଣ କହୁଛୁ ନିଜେ ବୁଝି ପାରୁଛୁ ତ। ପଇସା ମିଳୁଥିଲା ବୋଲି ଏକତା ଥିଲା। ତତେ ବୋଧେ କିଛି ମିଳିଲାନି ସେଥି ପାଇଁ ତୁ ଏମିତି କହୁଛୁ। ଖଣି ଖାଦାନ ଲୁଟ୍ କରି ପାଣ୍ଡୁ ତ ନେଇଛି ସବୁ

  • @ritubehera5103

    @ritubehera5103

    Ай бұрын

    Raha ebe modi naba ,odia loka bhakua aneiba

  • @sankarsansahoo6905
    @sankarsansahoo6905Ай бұрын

    ମୋନାଲିସା ମାଡାମ ନିଶ୍ଚୟ ବହୁତ ଗ୍ଯାନୀ 👍🏻 କିନ୍ତୁ ଆପଣଙ୍କ ପଦକ୍ଷେପ ଡେରି ହେଲା

  • @themothermarine7152
    @themothermarine7152Ай бұрын

    ଆପଣଙ୍କ ଭଳି ଜଣେ ଓକିଲ କିପରି ବିଜେଡିରେ ଯୋଗ ଦେବା ପୂର୍ବରୁ ପାଣ୍ଡିଆନଙ୍କୁ ବୁଝି ପାରିଲେ ନାହିଁ, ଏବେ ବୁଝି ପାରୁଛନ୍ତି ଯେ କିପରି ୨୪ ବର୍ଷ ହେବ ଶାସନ କରୁଥିଲେ। ଯାହା କରିଛନ୍ତି ଶ୍ରୀଜଗନ୍ନାଥ ହିଁ କରିଛନ୍ତି।

  • @rabindrabehera7244
    @rabindrabehera7244Ай бұрын

    ଏବେ ଏଇ ଭାଷଣ ରେ କଣ ମିଳିବ,ଆଗରୁ ଯଦି ଜଣିଥିଲ ତାହେଲେ ପାଣ୍ଡିଆ ସମ୍ମୁଖରେ କାହିଁକି ତର୍ଜମା କରିନଥିଲ,ବିଜେଡି ସରକାର ର 25ବର୍ଷ ମଧ୍ୟରେ ଯେତିକି ହରିଲୁଟ ହେଇଚି ପାଣ୍ଡିଆଆନ୍ କୁ ଲୋକ ସମ୍ମୁଖରେ ରଖି ହିସାବ ଦିଅ

  • @rajendraswainswain6878

    @rajendraswainswain6878

    Ай бұрын

    Good guidelines to teach the daughter.

  • @user-np2gt4js6i
    @user-np2gt4js6iАй бұрын

    ମାଡାମ୍ ନିର୍ବାଚନପୁର୍ବରୁ କୁଆଡେ଼ ଯାଇଥିେଲ ପାଣ୍ଡୁ ଡରିଲେକି ଏବେ ଭାଷଣ ମାରୁଛ

  • @rajendraswainswain6878

    @rajendraswainswain6878

    Ай бұрын

    Good logic.

  • @bhagabanbehera2912
    @bhagabanbehera2912Ай бұрын

    ପରିବର୍ତ୍ତନ ସରକାର ଟିକେ ଆଗରୁ ଦରକାର ଥିଲା ଆମ ଓଡିଶା ବାସି ଟିକେ ବିଳମ୍ବରେ ଦେଲେ ଯୋଉ ଦଳ ସରକାର କରୁ ଆମକୁ ରାଜ୍ୟର ସୋବୁକ୍ଷେତ୍ରରେ ଉନ୍ନତି ଦରକାର 🙏

  • @minaketandharua2116
    @minaketandharua2116Ай бұрын

    Madam! You are cent percent correct.VK Pandian has destroyed the BJD.

  • @manasranjansutar
    @manasranjansutarАй бұрын

    ଶିକ୍ଷକଙ୍କୁ ଗାଳି କଲୁ ବୋଲି ତୋ ପାଇଁ BJD ର କିଛି ଭୋଟ କମିଲା । Nonsense

  • @chandrasekharsidu9819

    @chandrasekharsidu9819

    Ай бұрын

    Right

  • @ranjansethy-wo6gs

    @ranjansethy-wo6gs

    Ай бұрын

    Tame dai teacher nku tame gali karuthila bilkul kichi na jani

  • @sarojkumarbehera6697

    @sarojkumarbehera6697

    Ай бұрын

    ଚୋରଣୀ ଛେଳି ମୁହିଁ

  • @Jagannath-oc9ht
    @Jagannath-oc9htАй бұрын

    ବିଜେଡି ମଧ୍ୟରେ ଭାଇଚାରା ର ଆତ୍ମୀୟତା ଅଛି ବିଜେପି ମଧ୍ୟରେ ତାହା ନାହିଁ । ଏହା ସମ୍ପୂର୍ଣ୍ଣ ଭୁଲ ଓଲଟା କହୁଛନ୍ତି ମାମ୍ ।ବିଜେପି ରେ ଥିବା ବହୁ ଲୋକ RSS ରୁ ଆସିଛନ୍ତି ।ଯେଉଁ ଠାରେ ଭିଇଚାରାର ମଞ୍ଜି ଅଛି। କି ରାଜନୀତି ପାଠ ପଢିଛନ୍ତି ଆପଣ , ସାରା ପାଠ ପାଣିରେ ପଡି ନଷ୍ଟ ହୋଇଗଲା ।

  • @SubhenduBaliarsingh

    @SubhenduBaliarsingh

    Ай бұрын

    ପାଠ ନା - ପଢ଼ିଚି

  • @bikramtoppo3577
    @bikramtoppo3577Ай бұрын

    ବିଜେଡି ହାରିଲା ବହୁତ ବଢିଆ ହେଲା। ଯଦି ଜିତିଥାନ୍ତା ପାଣ୍ଡୁ ଇନ୍ଦ୍ର ଚନ୍ଦ୍ର ମାନି ନ ଥାନ୍ତା। ଏହି ଜଳରେ ଏଥର ଭଲଭାବରେ ଟଙ୍କା ବଣ୍ଟା ହୋଇ ନାହିଁ। ପାଣ୍ଡୁ ଓ ନାରୀ ଶକ୍ତି ଜିତାଇ ଦେବେ ଭାବି ଯାହା ପାଖରେ ଟଙ୍କା ରହିଲା ସେଠାରେ ହିଁ ରହିଗଲା ।

  • @siddharthshanker6597
    @siddharthshanker659726 күн бұрын

    Mr.Pandian is the ambassador of BJ..., you can understand..so Pandian Sir, did a very good job for Modi ji..i love Modi ji and BJP..

  • @krushnachandrachoudhury5971
    @krushnachandrachoudhury5971Ай бұрын

    ତୁମକୁ କିଏ ଚିହ୍ନି ନାହିଁ , ଅଗଠୁଁ କହିବା କଥା, ବିଜୁ ଜନତା ଦଳର ହାରିବା ପାଇଁ ଦଳର ପ୍ରାର୍ଥୀ ଙ୍କ କୁକର୍ମ ହିଁ ଦାୟୀ

  • @SandhyaBehera-xk6nk
    @SandhyaBehera-xk6nkАй бұрын

    ସବୁ ଭୁଲ ନବୀନ ଙ୍କ ର। ନବୀନ ମଦ, drugs ଖାଇ ସୋଇ ରହି, ପାଣ୍ଡିଆନ ଙ୍କୁ ସବୁ ସମର୍ପଣ କରିଦେଲେ।

  • @priyabehera5885

    @priyabehera5885

    Ай бұрын

    Gote mada piba loka 24bars kamiti gote rajya chaleile khiba ki

  • @Sagar11532

    @Sagar11532

    Ай бұрын

    ​@@priyabehera5885nabina kichi bujhunathila 24 barsa hela . Sabu officer bujhuthile ... Nabina gote madua . Tara kama ac re rahi mada pee , cigarette tani only life ku enjoy kare . Odia lokanku gruna kare . Odisha bisayare taku kichi b jana nahin . Nabina gote kulangara . Naba das , Itishree bebina kunduli pipili pari mamita mehera pihu ... Kete crime... Kehi nyaya paeleni .... Jhia nku rape kari maruthile ... Ye hauchi nabin sarakar. Jagannath parikrama gote scam 4200 koti kharcha , light vada re asithila ... 5 t gote scam ...... Bjd crime ra itihasa kahile saribani .... Nabina gote param ..

  • @priyaboe1089

    @priyaboe1089

    Ай бұрын

    Dekhithile ki madam

  • @roumyaranjanshee4973

    @roumyaranjanshee4973

    Ай бұрын

    Right kahila tysm mu jabab Debi mada piba loka ta 24 years re lututhila au mada pi sabu sign pandiyan ku deidauthila

  • @roumyaranjanshee4973

    @roumyaranjanshee4973

    Ай бұрын

    Apana Katha re mu agree achi jai shree ram.jai jagannath 🙏 Jai new CM MOHAN CHARAN MAJHI

  • @user-mr7dq2ie1t
    @user-mr7dq2ie1tАй бұрын

    ଏବେ ସ୍କୁଲରେ ପିଲାଙ୍କୁ ପଚରା ଗଲା ମୁଖ୍ୟମନ୍ତ୍ରୀ କିଏ ପିଲେ କହିଲେ ନବୀନ ପଟନାୟକ 🙏ଜୟଜଗନ୍ନାଥ

  • @LataTripathy-xp2xc
    @LataTripathy-xp2xcАй бұрын

    Very good massage madam, your point about VK Pandian is also right.

  • @rashmiranjannayak2728
    @rashmiranjannayak2728Ай бұрын

    ମାଡାମ ଠିକ କହିଲେ ଯେଉଁ ସରକାର ଆସୁନା କାହିଁକି ଆମ ରାଜ୍ୟର ଉର୍ନତି ହବା ଦରକାର,,, ବିଜେଡି ହାରିବା କଥା ଯାହା କହିଲେ ୧୦୦% ଠିକ,,,,, ଜୟ ଜଗନ୍ନାଥ,,,

  • @sabitarani6363
    @sabitarani6363Ай бұрын

    ମାଡମ ଧନ୍ୟବାଦ ଆପଣଙ୍କୁ, ପାଣ୍ଡିଆନ କୁ ଚିହ୍ନି ପାରିଲେନି।ସେ ବିଜେପି ସହିତ ଭିତରେ ବୁଝାସୁଝା କରିଥିଲେ,କାରଣ ପଲଟିକସରେ ବିଶ୍ଵାସ ଶବ୍ଦର ସ୍ଥାନ ନଥାଏ।

  • @Jagannath-oc9ht

    @Jagannath-oc9ht

    Ай бұрын

    ହୋଇପାରେ।

  • @dipudas5900

    @dipudas5900

    Ай бұрын

    Bhagaban ku Jana rajaniti re kan sabu chalichi very denger.

  • @subhadabehera3586

    @subhadabehera3586

    Ай бұрын

    😅😅😅😅😅😅😅😅

  • @jagdishnayak4523

    @jagdishnayak4523

    Ай бұрын

    Aama panchayat re BJD ra gunda pratyeka gaan re achhanti

  • @jumarendrabehera6484

    @jumarendrabehera6484

    Ай бұрын

    Right padian bjp pakharu koti koti tanka neichi bjp padian ki kebe b jail pureibani e moro challenge

  • @MuralidharMahanta-v2g
    @MuralidharMahanta-v2gАй бұрын

    Badhia heichhi

  • @MrRanjankumarsahoo
    @MrRanjankumarsahooАй бұрын

    ସବୁ ତ ଠିକ୍ କିନ୍ତୁ ଆଗରୁ କଣ ପାଇଁ ଆପଣ ଚୁପ୍ ରହୁଥିଲେ କାଇଁ ସେତେବେଳ ମୁହଁ ଖୋଲିକି Pandiyan କୁ କହିଲନି . ମୁହଁ ରେ ସେତେବେଳ କଣ ପାଇଁ ବା******* ପୁରେଇକି ଚୁପ୍ ଥିଲ. ସେତେବେଳ ଡର ଲାଗୁଥିଲା, ସାହସ ନଥିଲା , ଏବେ ସବୁ ତମର ରଙ୍ଗ ବାହାରୁଚି .

  • @priyaboe1089

    @priyaboe1089

    Ай бұрын

    Vry gd madam

  • @user-vx4fd5ob6q
    @user-vx4fd5ob6qАй бұрын

    ଭୂଲକୋଉଠି ରହିଲା। ପରିବର୍ତନ ଜନତା ଚାହିଲେ ,ଏବଂ କଲେ

  • @rajendraswainswain6878

    @rajendraswainswain6878

    Ай бұрын

    Nabin trying education.health.farm.factory to developed but never in zero stage.

  • @hemantabiswal6472
    @hemantabiswal647228 күн бұрын

    Rightly said regarding Bikash

  • @parthasarathidas8570
    @parthasarathidas857029 күн бұрын

    Madam many many thanks for your real valuabble statement about the defeat of B J D

  • @Nursingnotesodisha
    @NursingnotesodishaАй бұрын

    ଏବେ ବି ପାଣ୍ଡିଆନ କୁ sir କହୁଛନ୍ତି madam .. ମାନେ ଆପଣ ଏବେ ବି ଡରୁଛନ୍ତି ତାକୁ... ସିଏ ଆଉ job re ନାହାନ୍ତି sir କଣ ପାଇଁ madam 😅 କି ଡର ଏବେବି

  • @Onlyvibrationdj
    @OnlyvibrationdjАй бұрын

    Vk pandian sir ଏବେ ବା କହୁଛନ୍ତି ତୁ ପାଣ୍ଡିଆନ ବି କହିପରିଥାନ୍ତେ । ହା ହା ହା

  • @lalitamohanmallick5779
    @lalitamohanmallick577924 күн бұрын

    ବହୁତ ବହୁତ ଧନ୍ୟବାଦ୍ ମାଡମ୍

  • @aratiparida2736
    @aratiparida2736Ай бұрын

    Yes you are 100 percent right

  • @subashbehera5545
    @subashbehera5545Ай бұрын

    ଏବେ କାଇଁ ଗଦ ଗଦ ହେଲେ କଣ ହେବ ହାରିଲା ପରେ ସମସ୍ତେ କହୁଛନ୍ତି , ନେତା ମାନେ ଏବେ ବି ପାଟି ଖୋଲୁ ନାହାନ୍ତି v k pandian ଙ୍କୁ ଏବେ ବି ଡରୁଛନ୍ତି ତା ବିଷୟରେ ମୁଁହ ଖୋଲ

  • @user-fk2ny3zb2t
    @user-fk2ny3zb2tАй бұрын

    ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ମାନେ ନିଜର ସ୍ୱାର୍ଥପର ମନୋଭାବ ପାଇଁ ଏବଂ ଅପରାଧିକ କର୍ମପାଇଁ ବିଜେଡି ହାରିଛି l ଯାହା ହେଇଛି ଭଲ ହିଁ ହୋଇଛି l ଓଡ଼ିଶାର ଜନ ସାଧାରଣ ବିଜେଡି ନେତା ମାନଙ୍କ ଶାସନରେ ଅଣ ନିଶ୍ୱାସୀ ହୋଇ ଯାଇଥିଲେ l

  • @pratimajena9513
    @pratimajena9513Ай бұрын

    100%right,asabu election purbaru utaithante

  • @rajendrapati6655
    @rajendrapati6655Ай бұрын

    💯 to 💯 percent correct posting.

  • @bidyadharpadhan9532
    @bidyadharpadhan9532Ай бұрын

    ତୋ ପାଇଁ ବି 2% vote minus ହେଇଛି, କଣ କହୁଥିଲୁ କି ଶିକ୍ଷକ ମାନଙ୍କ ବିଷୟରେ, ପୁଣି ବିଜେଡି ତରଫରୁ

  • @varshabaabu

    @varshabaabu

    Ай бұрын

    Exactly. A sei loka jie junior teacher regular birodhare debate karuthila.

  • @jogeshrout3257
    @jogeshrout3257Ай бұрын

    ଦୁର୍ଯ୍ୟୋଧନ ର ଅହମିକା ଓ ଉଚ୍ଚାକାଂକ୍ଷା ପାଇଁ ଧୃତରାଷ୍ଟ୍ର ଦାୟୀ ନୁଁହନ୍ତି କି?

  • @rajasongcoolmind8226
    @rajasongcoolmind822627 күн бұрын

    କିଛି ଭୁଲ୍ ନାହିଁ ପାଣ୍ଡିଆନ୍ ର ।ସବୁ ଭୁଲ୍ ଭ୍ରଷ୍ଟ ନେତାମାନଙ୍କର । ହାରିଥିବା ନେତାମାନେ ଭଲ ନେତା ହୋଇପାରନ୍ତି କିନ୍ତୁ ଭଲ ମଣିଷ ନୁହଁନ୍ତି ।

  • @papunadethi9371
    @papunadethi9371Ай бұрын

    ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ

  • @arabindabiswal7609
    @arabindabiswal7609Ай бұрын

    ତୁ ଗୋଟେ କିଏ ଏତେ ବଡ ବଡ ଭାଷଣ ମାରୁଚୁ ତୋ ବାପା ଆଉ ପୁଅ ଝିଅ କୁ ପାଠ ପଢ଼ା ଭଲ ହେବ ❤

  • @debendrapattanayak9683
    @debendrapattanayak9683Ай бұрын

    ଏଟା ଗୋଟେ ଔକାତଲେସ ଲେଡି ତୁ କଣ କହୁଥିଲୁ ଶିକ୍ଷକ ବିରୋଧରେ ଏବେ ତୋର ଫାଟିଲା😂😂😂😂😂😂

  • @sonupinkysingh8416
    @sonupinkysingh8416Ай бұрын

    Pura perfect madam

  • @akshyakumarmishra8038
    @akshyakumarmishra8038Ай бұрын

    You are Right 👌💐💐💐💐

  • @akshayasanjaycreations488
    @akshayasanjaycreations488Ай бұрын

    ଆଗରୁ ମୂଳାରୁ ଚୋପା ଛଡାଉ ଥିଲେ କି ଏବେ Pandian କୁ କହୁଛୁ , ଆଗରୁ ଡରୁ ଥିଲୁ , ବେକାର ମହିଳା ତୁମେ , Pandian କୁ support କରି ଥିବାରୁ

  • @rajendraswainswain6878

    @rajendraswainswain6878

    Ай бұрын

    Good.leader should guide on due time.

  • @pro33342

    @pro33342

    Ай бұрын

    Exactly

  • @BanditteachingTrick
    @BanditteachingTrickАй бұрын

    Bjd ରହିବନି ଦେଖ ସବୁ bjp ରେ ଲୀନ ହେଇଯିବ

  • @jyotsnatapasnayak2411

    @jyotsnatapasnayak2411

    Ай бұрын

    Kichhi janinu jadi politics re kichhi msg nakele bhala...

  • @sasmitamallick9299

    @sasmitamallick9299

    Ай бұрын

    Jama nuhna puni aasiba

  • @AjitKumar-ed9dz

    @AjitKumar-ed9dz

    Ай бұрын

    BJD will raise again.🎉

  • @pradhansrimanee7588

    @pradhansrimanee7588

    Ай бұрын

    Right.

  • @roumyaranjanshee4973

    @roumyaranjanshee4973

    Ай бұрын

    Right BJP re sabu misibe

  • @biswaranjanparida297
    @biswaranjanparida297Ай бұрын

    100% Right👍

  • @bijoybhaskarjena5285
    @bijoybhaskarjena5285Ай бұрын

    ପାଣ୍ଡିଆନ ଯେତିକି ଦାୟୀ ତମେ ବି ସେତିକ ଦାୟୀ

  • @govtupsbanjagola6660
    @govtupsbanjagola6660Ай бұрын

    ଶିକ୍ଷକ ଶିକ୍ଷୟିତ୍ରୀ ଅଭିଶାପ ପଡ଼ିଛି।

  • @jagannathahota1766

    @jagannathahota1766

    Ай бұрын

    Correct

  • @sarojkumarbehera6697

    @sarojkumarbehera6697

    Ай бұрын

    🎉🎉🎉

  • @SmashEnough
    @SmashEnoughАй бұрын

    ତୁମେ ସେତେବେଳେ କାହା ସହିତ ଶୋଇଥିଲ ମୋନାଲିସା ଗନ୍ତାୟତ ଦିଦି 😢 କାନ୍ଦିଲେ କି ହେବ ମୋନାଲିସା ଦିଦି ପାଣ୍ଡୁ କି ସହ ଜେ ଛାଡ଼ିବା😢 ଭାଙ୍ଗିଗଲା ତୁମ ବିଜେଡ଼ିର ମୋହ କାନ୍ଦି କାନ୍ଦି ଏବେ ମାରିବ😢 ହା ହା ହା

  • @jagadishsantu9369
    @jagadishsantu9369Ай бұрын

    Definitely You are the next chief minister of odisha monalisha medam 🎉

  • @brajakishorepadhi4022
    @brajakishorepadhi402226 күн бұрын

    ପାଂଡିୟାନ ଗୁଡ୍ ବୟ। ନବୀନ ପଟ୍ଟନାୟକ ସାଆନ୍ତ ଗିରି କରୁଥିଲା। ରଖ ହୋ ତୁମର ବିଜୁ ଆଦର୍ଶ। ପ୍ରପଂଚ ପ୍ରତାରକ ଛଳନା ରେ ଭରପୂର ବିଜେଡି। କୋଢିଆ, ମଦ୍ଯପ, ଜରାଗ୍ରସ୍ଥ ନବୀନ ଜମିଦାରୀ ଗେହି ଚୋଦଉ ଥିଲା। ଜଗନ୍ନାଥଙ୍କୁ ଭିକ ମଗେଇ ଭିକ ମାଗିଲା ମୁରଦାର ନବୀନ। ସବୁ ନାଟର ଗୋବର୍ଦ୍ଧନ ହଡା ନବୀନ। ପାଂଡିୟାନ କୁ ନବୀନ ଫିଟିଂଗ କରିଥିଲା। ତା ମନକୁ ପାଂଡିୟାନ ଯାଉଥିଲା ସଭା ସମିତି କୁ।

  • @Prabhukrupa.
    @Prabhukrupa.Ай бұрын

    ସେହି ଲୋକଟି ନା ନେବାକୁ ଚାହୁଁନି, ଚକ୍ରାନ୍ତ କରି BJD DALAKU ଓ ନବୀନ ପଟ୍ଟନାୟକ ଆଗପଟୁ ଛୁରାମାରିଛି, JAYA JAGANNATH

  • @kailashchandramohapatra1877
    @kailashchandramohapatra1877Ай бұрын

    ଏହି କଥାଟି ଆଗରୁ କହିଥିଲେ ଭଲ ହୋଇଥାନ୍ତା ମ୍ୟାଡାମ୍

  • @user-vi6re7uy6u
    @user-vi6re7uy6uАй бұрын

    Your speech is very truth mem i like you

  • @lalmohansatapathy1775
    @lalmohansatapathy1775Ай бұрын

    True message to the people of Odisha ।

  • @rabindrakumarbehera9518
    @rabindrakumarbehera9518Ай бұрын

    Thank you sister,VK pandian is fully responsible,for the felure ofBJD.

  • @hrushikeshsahoo5289
    @hrushikeshsahoo5289Ай бұрын

    ଏ କଥା ଆଗରୁ ନଵୀନ ଵାଵୁକୁଂ ଆଗରୁ ଵୁଝାଇଥିଲେ ଭଲ ହୋଇଥାନ୍ତା।

  • @ashutosh2317
    @ashutosh2317Ай бұрын

    ଏ ସେହି ବାୟାଣୀ ଯିଏ ଗୁରୁଙ୍କୁ ହତାଦର କରୁଥିଲା 😅😅😅

  • @srimayeemansingh6197
    @srimayeemansingh6197Ай бұрын

    ଶାହା ସହିତ ହାତ ମିଳାଇ ତା ସହିତ ମୋଟା ଅଙ୍କର ଟଙ୍କା ପାଇ ଵିଜେଡି କୁ ହରେଇଲା ପାଡୁ

  • @suryanarayanraut3864
    @suryanarayanraut3864Ай бұрын

    Right right absolutely right madam

  • @DillipKumar-zv5mw
    @DillipKumar-zv5mwАй бұрын

    Pandian Sir, କହୁଛ, କ୍ୟା ବାତ୍ ହୈ?Boby Das ର ଯାଜପୁର ରେ reputation ବହୁତ୍ ଖରାପ, ମୋନାଲିସା ତୁମେ ଓକିଲ ହୋଇ ଠକି ଯାଇଛ। ତୁମେ ବି ଭକୁଆ , ପାଣ୍ଡୁ ସମସ୍ତଙ୍କୁ ପଛରୁ ମାରିଛି, ଏ ଯାଏ ପୋଡ଼ୁଛି ସମସ୍ତଙ୍କର। ତୁମ ମୁଁହ କୁ ଲାଜ ଭି ଲାଗୁନି

  • @SubhenduBaliarsingh

    @SubhenduBaliarsingh

    Ай бұрын

    ନାଇଁ ମ ୟାଙ୍କର କିନ୍ତୁ ଆଗ ପଛ ଉଭୟ ଆଡ଼ୁ ମାରିଚି 😂

  • @DillipKumar-zv5mw

    @DillipKumar-zv5mw

    Ай бұрын

    @@SubhenduBaliarsingh 🤣🤣🤣🤣🤣🤣🤣🤣

  • @DhusasanParida-yd1mb
    @DhusasanParida-yd1mbАй бұрын

    ଜୟ ଜଗନ୍ନାଥ ଆପଣ ସାହସର ସହିତ ଏବେ କହୁଛନ୍ତି, କେବଳ ନବୀନ Sir ଙ୍କ ପାଇଁ।

  • @rajendraswainswain6878

    @rajendraswainswain6878

    Ай бұрын

    Flattering to Nabin Patranaik but never blaming.

  • @binayapani4170
    @binayapani4170Ай бұрын

    100% correct Katha madam

  • @gagansutar2678
    @gagansutar2678Ай бұрын

    100% Right

  • @biswajitdash6022
    @biswajitdash6022Ай бұрын

    Excellent ତାମିଲ ପାଣ୍ଡୁ ରାଜ୍ୟରେ ଏହା ହେଲା ଓଡ଼ିଶା ପ୍ରସିଦ୍ଧ ଯାତ୍ରା । ଜୟ ଜୟ ହୋ ତାମିଲ ପାଣ୍ଡୁ ତମର ଅଗାଢ ଭକ୍ତି ବିଶ୍ୱାସ ଯୋଗୁଁ ଆଜି ଓଡ଼ିଆ ଆନ୍ତର୍ଜାତୀୟ ସ୍ତରରେ ମାନ ସମ୍ମାନ ପାଇଛି। ଆମେ ଓଡ଼ିଆ ବାସୀ ପଛେ ଦାଦନ ଶ୍ରମିକ ଖଟିବାକୁ ଯିବୁ କିନ୍ତୁ ତମକୁ ଏ ଓଡ଼ିଶା ମାଟିରୁ ଜମା ବି ତଡି ବୁ ନି । ଏଟିଆ ଓଡ଼ିଆ ଦାଦନ ପୁଅ ମାନଙ୍କର ପ୍ରତିଜ୍ଞା ତମେ ହିଁ ତାମିଲ ପାଣ୍ଡୁ ଏ ଓଡ଼ିଶା ର ଏକ ମାତ୍ର ଜଗନ୍ନାଥ।।

  • @Business-inodia
    @Business-inodiaАй бұрын

    Why BJD all Senior Leader are Silent after seen all wrong things happen in BJD Govt.

  • @sailabalananda8284
    @sailabalananda8284Ай бұрын

    You are absolutely right mam👍

  • @jagadishchandrapradhan7839
    @jagadishchandrapradhan783926 күн бұрын

    Excellent fact & presentation Thanks

  • @nrusinghsahoo414
    @nrusinghsahoo414Ай бұрын

    ପାଣ୍ଡିଆନ କାହିଁକି ନିର୍ବାଚନ ପରିଚାଳନା କରୁଥିଲେ ତମ ଜନପ୍ରିୟ ନେତା କେଉଁଠାରେ ଶୋଇଥିଲେ ? ଆଉ ସେ ନିଜେ କିପରି ଏକ ଅନାମଧେୟ ଠାରୁ ଏତେ ଦୟନୀୟ ଭାବେ ହାରିଲେ ? ଆମ ହିଞ୍ଜିଳି ରେ ହାରୁହାରୁ ବଞ୍ଚିଗଲେ ?

  • @user-yd7dq7ij6w

    @user-yd7dq7ij6w

    Ай бұрын

    ଉତ୍ତର ଧିକାରୀ ପାଇଁ କୋଶିଶ କରୁଥିଲେ ତୁମେମାନେ ତାଙ୍କୁ ସାହାଯ୍ୟ କରୁଥିଲ କାହାର ଭୁଲ ନାହିଁ

  • @satyanayakodiavlogs
    @satyanayakodiavlogsАй бұрын

    ଏବେ ଭାଷଣ ଦଉଚୁ ଆଗରୁ କଉଠିଥିଲୁ ପାଣ୍ଡୁର ପେଳ ଚାଟୁଥିଲୁ ସେତେବେଳେ

  • @SomnathKumar-fo2xp
    @SomnathKumar-fo2xpАй бұрын

    You are great Didi

  • @ranunayak5735
    @ranunayak573525 күн бұрын

    Madam ଆଗରୁ ବିଜେଡ଼ି ସରକାର ଥିଲାବେଳେ କାଖେଇ ଧରିଥିଲେ ଏବେ ମାଡାମ କହୁଛନ୍ତି ଖରାପ ଏ ମାଡମ ଙ୍କୁ ଚିହ୍ନି ଥାଆନ୍ତୁ ଓଡ଼ିଶା ର ଜନସାଧାରଣ ଜୟ ଜଗନ୍ନାଥ

  • @jagannathmishra5300
    @jagannathmishra5300Ай бұрын

    ଯାହା କହୁଛନ୍ତି ତାହା ନବୀନ ପଟ୍ଟନାୟକ ଙ୍କ ନିଷ୍ପତି ଥିଲା। ଦେହରେ ଯାଉନି କି ?? ଆଗରୁ କଉଠୀ ଥିଲେ ??????

  • @sasanksekharaswain9208
    @sasanksekharaswain9208Ай бұрын

    Story ଟି ଭଲ ଲାଗିଲା , ସମସ୍ତେ ମେଣ୍ଢା ହୋଇ ଯାଇ ଥିଲେ। ,

  • @soumyaranjandas9420
    @soumyaranjandas942026 күн бұрын

    This is your speech is very nice but after demolished of BJd. Party

  • @sudhirchandradalai
    @sudhirchandradalaiАй бұрын

    Thank you madam. God bless you.

  • @biswajitdash6022
    @biswajitdash6022Ай бұрын

    ଆଲୋ ନାନୀ ତୋ ମୁହଁ ତ ଥୋବରା ହେଇଗଲଣି କଣ ଏମିତି ଭାଣ୍ଡ ଓଡ଼ିଆ କହି ଏ ଓଡ଼ିଆ ଭାଷା କୁ ଜାତି କୁ ଆଉ ଅପମାନ କରୁଚୁ।। ଏଡ଼େ ଅଲାଜୁକ ଏ ଲୋକ ଟା ନା ।। ଛି ଛି ଛି ।। ୟାର ଦ୍ରୌପଦୀ ମୁର୍ମୁ କେଉଁ ଆଡୁ ବଇନି।। ଶଳା କୁ ଭଉଣୀ କହି ଆସୁନି । ରାଷ୍ଟ୍ରପତି କୁ ପ୍ରଧାନମନ୍ତ୍ରୀ କହୁଚି। ଭାଷଣ ଦେଲା ବେଳେ ବାଧେ ନାଲିଆ ପାଣି ପକେଇ ଆସୁଚି ଛି ଛି ଏଡ଼େ ବେହିଆ ଆଉ ଅଭଦ୍ର ଟେ କି ବାଳ ଓଡ଼ିଆ ଭାଷା ସମ୍ମିଳନୀ କରି ଥିଲୁ କେଜାଣି ଦାଦନ ପଇସା ନଷ୍ଟ କରି ।। ବେଶରମ୍ ନିର୍ଲଜଙ୍କ ଦଳ

  • @BhaktabandhuSenapati
    @BhaktabandhuSenapatiАй бұрын

    ଭଉଣୀ,,,, ବହୁତ,, ଅଛି ବିଜେଡିର, ଧର୍ମ, ମଦ ନାରୀ ସଯୁକ୍ତାମହଲ କୁନ୍ଦୁଲି ମମିତାମେହର ବେବିନା ରୁଚିକା ପରୀ ଇତିଶ୍ରୀ ଅରଚନାନାଗ

  • @TheGentleMan_Once

    @TheGentleMan_Once

    Ай бұрын

    Heu ..25 years BJP ku diantu and ta pare count karantu

  • @PravakarBarik-yz9ef
    @PravakarBarik-yz9ef3 күн бұрын

    200% RIGHT

  • @mrsudam4787
    @mrsudam4787Ай бұрын

    Absolutely correct 👍

  • @raghunathmurmu5631
    @raghunathmurmu5631Ай бұрын

    ତୁ ଆଉ କଣ ଟା କରିଥିଲୁ କି ଅ ଏବେ ହାରିଲ ବୋଲି କହୁଛନା ଯଦି ଜିତିଥାନ୍ତ ଏଇ କଥା କହିଥାନ୍ତ କି

  • @karunakarmantry7435

    @karunakarmantry7435

    Ай бұрын

    ଏମିତି କହିଲେ ଏକା BJP ରୁ ଆଉଥରେ ticket ହାତେଇବ ନାଁ 😂

  • @laxmidharrout5694
    @laxmidharrout5694Ай бұрын

    ମନ୍ୟବର ନବୀନ ପଟ୍ଟନାୟକଙ୍କ ପା ନ୍ ଡି ଆ ନ ଙ୍କ ସହିତ କିଛି ଗୁପ୍ତ ସମ୍ପର୍କ କିମ୍ବା ବଡ଼ ଦୁର୍ନୀତି ରେ ସାମିଲ ଥିବାର ଅନୁମାନ।ସେଥିଲାଗି ତାଙ୍କ ପରାମର୍ଶ କ୍ରମେ ଶିକ୍ଷକ ବ୍ରାହ୍ମଣ ନାରୀ ଓଡ଼ିଆ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଅଣଦେଖା କରି ଥିଲେ,ଏପରିକି ଦଳର ବରିଷ୍ଠ ଲୋକ ପାଲ ବାନ୍ଧି ଥିଲେ,ତଳେ ବସି ତାମିଲ୍ ବାବୁ ଙ୍କ କଥା ଶୁଣି ତାଳି ଦେଲେ।ଓଡ଼ିଆ ମାନଙ୍କ ସ୍ୱାଭିମାନ ରକ୍ଷା କରିବା ରେ ବିଫଳ ହୋଇଥିଲେ।ତେଣୁ ତାଙ୍କୁ ବିରୋଧୀ ଦଳରେ ପଛ କୁ ଦେବାକୁ ଓଡ଼ିଶା ବାସୀ ନିଷ୍ପତି ନେଲେ,ଏମିତିକି କିଛି ଦୁର୍ନୀତି ନେତା ମାନେ ଠିକଣା ଜବାବ୍ ପାଇଲେ।ଜୟ ଜଗନ୍ନାଥ... ସାଧାରଣ ଲୋକ,ଓଡ଼ିଆ ଲୋକ,ଓଡ଼ିଶାକୁ ଭଲ ପାଉଥିବା ଗୋଟିଏ ଅତି କ୍ଷୁଦ୍ର ଜୀବ .....

  • @santoshgond4281
    @santoshgond4281Ай бұрын

    Right word madam correct.... Ekdam correct..

  • @DrAjayaKuBehera
    @DrAjayaKuBeheraАй бұрын

    Perfect political analysis. BJD should have understood this political conspiracy by Pandu much earlier.

  • @aiamoodisha
    @aiamoodishaАй бұрын

    ଏବେ ଏହାର ମନେ ପଡ଼ିଲା ଆଗରୁ ପାଣ୍ଡୁ କୁ ଟେକୁ ଥିଲ ଏବେ କଣ ହେଲା । ପାଣ୍ଡୁ ଓଡିଶା କୁ ବର୍ବାଡ କଲ ବେଳେ ତାଳି ମାରୁଥିଲି

  • @sanjayasahu7384

    @sanjayasahu7384

    Ай бұрын

    Bjp asa

  • @arjunmohanoram9928
    @arjunmohanoram9928Ай бұрын

    ତୋର କଣ ଟା ଛିଣ୍ଡି ଗଲା ବିଜେଡି ଆଉ କେତେ ବର୍ଷ ଶାସନ କରିଥାନ୍ତା ତୁ କଣ ଜାଣିନୁ ବିଜେପି ର ବିଜୟ ସୂତ୍ର ଧର ପାଣ୍ଡୁ ଭଲ ହେଲା ନା

  • @manoranjanmongaraj6925

    @manoranjanmongaraj6925

    Ай бұрын

    Bhai ekdam correct padiyan ku Paisa milichi bjp ru

  • @hsmarketing4006

    @hsmarketing4006

    Ай бұрын

    Au ate garba karani re 6 masa ra athithi 6 masa bhitare mantri mandala bhusudi jiba vhbisya bani eay dekha agaku Kan Sabu houchi

  • @deviprasadmishra6563

    @deviprasadmishra6563

    Ай бұрын

    ଏଇଟା ମଝି ଗୋଡ଼ କୁ ଆଶା କରିଛି।

  • @megaasmr6829

    @megaasmr6829

    Ай бұрын

    ​@@hsmarketing4006😂😂

  • @user-bd8nu5iy6i
    @user-bd8nu5iy6iАй бұрын

    ମୋନାଲିସା ମାଡାମ ଙ୍କୁ ଧନ୍ୟବାଦ। କିନ୍ତୁ ଦୁଃଖର ବିଷୟ ବର୍ତମାନ ଯେଉଁ ଅଭିଯୋଗ କରୁଛନ୍ତି ତାହା ବହୁ ପୂର୍ବରୁ ଆବଶ୍ୟକ ଥିଲା।ସବୁ ସରିଗଲା ପରେ ଆପଣ ଏ ବାର୍ତ୍ତା ଲୋକଙ୍କୁ ଦେଉଛନ୍ତି। କିନ୍ତୁ ଯାହା ଆପଣଙ୍କର ଅଭିଯୋଗ ଶୁଣିଲି ତାହା ସମ୍ପୁର୍ଣ୍ଣ ବାସ୍ତବ ଓ ସତ୍ୟ।

  • @dinodhayaldasmatmurmu5732
    @dinodhayaldasmatmurmu5732Ай бұрын

    Bhala heichhi

  • @bijayprakashpanda6583
    @bijayprakashpanda6583Ай бұрын

    ଅଧିକାଂଶ ବିଜେଡି ନେତା ସୁବିଧାବାଦୀ ଥିଲେ। ସେମାନେ ଦେଖିଲେ ତାଙ୍କର ମୁଖିଆ ଆଖି ବୁଜି କ୍ଷୀର ପିଉଛନ୍ତି ଓ ପାଣ୍ଡିଆନ୍ ଦଳ ଛଡ଼ାଉଛି। ତେଣୁ ସୁବିଧାବାଦୀ ନେତା ମାନେ ଭାବିନେଲେ ଦଳ ଛଡ଼ାଇବାରେ ଅପରିଷ୍କାର କଣ ପାଇଁ ହେବା, ଅମର ମାଛ ଖାଇଲେ ହେଲା। ଠିକ୍ ଯେମିତି ପିଠା ଖାଇବା, ବିନ୍ଧା କଣ ପାଇଁ ଗଣିବା ? ଅର୍ଥାତ୍, ଲୋକେ ନବୀନ ପଟ୍ଟନାୟକଙ୍କ ନାମରେ ଭୋଟ୍ ଦେଇଦେବେ ଓ ଆମେ ପୁଣି ଜିତିଯିବୁ।

  • @jayakrishnapradhan-ms6tm
    @jayakrishnapradhan-ms6tmАй бұрын

    ବହୁତ ଭଲ ହୋଇଛି ମ୍ୟାଡମ

  • @dharanidharamansingh6456
    @dharanidharamansingh64564 күн бұрын

    Very very thanks to your opinion.

  • @PratimaTandi-vi7fx
    @PratimaTandi-vi7fxАй бұрын

    Thanks Monalisha Gantayat shared the information.

Келесі