ଠାକୁରଙ୍କୁ ଠକି ଠେଲିଦେଲେ ସେବାୟତ ! ରାଗିଗଲେ ମହାପୂଜକ balabhadra murti sebayat controversy

ODISHA PRABHAB News channel covers latest news in Politics, Entertainment, Ollywood, Business and Sports & also hottest movie reviews, previews, latest news, and juicy gossip stories. 🌟 New releases? We've got them covered!🔔 Subscribe now and be part of the sensation!
LIKE | COMMENT | SHARE | SUBSCRIBE
Subscribe to Odisha Prabhab : / @odishaprabhab
Like us on Facebook : / odishaprabhabofficial
Follow us on Twitter : / odishaprabhab
Follow us on Instagram : / odisha_prabhab
WhatsApp : 9827763109
👉 SUBSCRIBE For UNLIMITED ENTERTAINMENT!
🔔 Get alerts when we release any new video. TURN ON THE BELL ICON on the channel ! 🔔 ko
© Odishaprabhabofficial@gmail.com
#cancerjourney #odishaprabhab
* ANTI-PIRACY WARNING * This content is Copyright to “ Odisha Prabhab”. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

Пікірлер: 283

  • @pradiptadas1726
    @pradiptadas172614 күн бұрын

    ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ

  • @mirak2673
    @mirak267314 күн бұрын

    ସେବାୟତ ମାନେ ଖାଲି ସୁନା ମାଳ ପିଦି ଦେଖେଇ ହେଉଛନ୍ତି ଠାକୁରଙ୍କ ଠାରେତାଙ୍କର ମନ ନାହି ଖାଲି ଦାଦାଗିରି ଦେଖେଇ ହେଉଛନ୍ତି

  • @user-vl3rv7cd8z
    @user-vl3rv7cd8z14 күн бұрын

    ଠାକୁର ସୂଚାଇଦେଲେ ମୋ ନୀତିକାନ୍ତିରେ ବହୁଅବହେଳା କରାଯାଉଛି ଏଥିପ୍ରତି ସଜାଗ ଓ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଲେ, ଜୟ ବଡଠାକୁର ମହାପ୍ରଭୁ ଭବ ତୁମେ 🙏🙏🙏.

  • @bishnuprasadmishra8830
    @bishnuprasadmishra883014 күн бұрын

    ସେବାୟତ ମାନେ ହାରାମି

  • @birendrasing7235
    @birendrasing723514 күн бұрын

    ସେବାୟତ ମାନଙ୍କୁ ବଦଳ କରାଯାଉ ମହାପ୍ରଭୁ ମାନଙ୍କୁ ପହଣ୍ଡି କରିବେ କେବଳ ସାଧୁ ସନ୍ଥମନେ ଆଗାମୀଦିନରେ ଏହିମନଙ୍କୁ ନିୟୋଜିତ କରାଯାଉ

  • @prahaladsahu5406
    @prahaladsahu540614 күн бұрын

    ସେବାୟତ ମାନେ ଠିକ କାମ କରିବା ଉଚିତ , ଜୟ ଜଗନ୍ନାଥ 🙏

  • @raghunathchandan5840
    @raghunathchandan584014 күн бұрын

    ସେମାନେ ଲକ୍ଷ ଲକ୍ଷ ଟଙ୍କା ଲେଖାଏଁ ଦରମା ସେବାୟତ ନେଉଛନ୍ତି ଦୋଶ କାହାର ତାଙ୍କେ ବହିଷ୍କାର କରାଯାଉ ଏମାନେ ଓଡିଆ ଜାତିର କଲଙ୍କ

  • @jyotishaoo1392
    @jyotishaoo139214 күн бұрын

    ଠାକୁର ଙ୍କ ଦର୍ଶନ କରିହୁଏ ନାହିଁ କେବଳ ସେବାୟତ ଙ୍କ ଦର୍ଶନ ମିଳିଥାଏ

  • @babunamallick5594
    @babunamallick559414 күн бұрын

    ଆପଣ ଠିକ୍ କହୁଛନ୍ତି ସାର୍, ଜୟ ଜଗନ୍ନାଥ 🙏🙏🙏ପ୍ରଭୁ

  • @ramachandramohapatra9399
    @ramachandramohapatra939914 күн бұрын

    ବଡ ଠାକୁର ଏଭଳି ଘଟଣାର ସେବାୟତମାନେ ହିଁ ଦାୟି ମନ୍ଦିର ପ୍ରଶାସନ, ସରକାର ସୁବିଚାର ଶୀଘ୍ର କରାନ୍ତୁ.

  • @ganeswarbehera-fj6yu
    @ganeswarbehera-fj6yu14 күн бұрын

    ଧନ୍ୟବାଦ ଜଣାଉଛି ଆପଣ ଉଚିତ କଥା କହିଛନ୍ତି । ଜୟ ଜଗନ୍ନାଥ ମହାପ୍ରଭୁ ।

  • @Skumar-qd3rx
    @Skumar-qd3rx14 күн бұрын

    ଏଇ ଭୁଲ ପାଇଁ ସରକାର କୁ ଦୋଷ ଦେବା ଠିକ୍ ନୁହଁ

  • @amitakar948
    @amitakar94814 күн бұрын

    ସେବାୟତ ଙ୍କ ଦୋଷ ଜଣିକି ପକେଇ ଛନ୍ତି ଏତେ ସେବାୟତ କଣ ପାଇଁ ଭିଡ଼ କରୁଥିଲେ

  • @sangramkishoredasdas2424
    @sangramkishoredasdas242414 күн бұрын

    ସେବାୟତ ଭାଇ ମାନେ ଅହଂକାର ପରିତ୍ୟାଗ କରି ଭକ୍ତି ଭାବ ସମର୍ପଣ ଭାବ ନେଇ ମହାପ୍ରଭୁ ଙ୍କ ସେବା କରନ୍ତୁ ।

  • @ajitdwibedi1449
    @ajitdwibedi144914 күн бұрын

    ସେବାୟତ ସମୂହ ଏ ଦୁଖଃଦ ଘଟଣା ପାଇଁ ଦାୟୀ ତେଣୁ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର

  • @user-qh6ws7eh5e
    @user-qh6ws7eh5e14 күн бұрын

    ପ୍ରଶାସନିକ ସ୍ତରରେ ଉପଯୁକ୍ତ ତଦନ୍ତ ଆରମ୍ଭ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ😮😮😮

  • @dipfragnant
    @dipfragnant14 күн бұрын

    ସେବାୟତ ମାନଙ୍କୁ ନିଯୁକ୍ତି କିଏ କରୁଛି। ନିଯୁକ୍ତି ଦେବା ପାଇଁ ଆଧାର କଣ। ଯିଏ ପୁରୀରେ ରହୁଛି, ସିଏ ଖାଲି ସେବାୟତ ହେଉଛନ୍ତି । ଶଲେ ଗୋଟିଏ ନାଟକ ଚଲେଇଛ। ମୁଁ ଗ୍ୟାରେଣ୍ଟି ଦଉଛି 100 ରୁ 70 ସେବାୟତ କାଳିଆ ଙ୍କ ସେବା ରୀତି ନୀତି କିମ୍ବା ମନ୍ତ୍ର ଯନ୍ତ୍ର ଜାଣି ନାହାନ୍ତି।

  • @Jotrimay
    @Jotrimay14 күн бұрын

    ଆପଣ ଠିକି କହିଛନ୍ତି

  • @muralidharswain938
    @muralidharswain93814 күн бұрын

    କୋଟି ଓଡ଼ିଆର ମଉଡମଣୀ, କୋଟି ଓଡ଼ିଆର ଆରାଧ୍ୟ ଦେବତା, ଚକା ଚକା ଆଖିରେ ବଳିୟାର ଭୁଜ ସବୁ ଦେଖୁଛନ୍ତି, ଜାଣୁଛନ୍ତି l କିଭଳି ଏଭଳି ଅଘଟଣ ଘଟିଲା l ଯଦି ଜାଣିଶୁଣି ଏଭଳି କରିଛି ସେମାଙ୍କୁ ଦଣ୍ଡ ଦିଆଯାଉ l

  • @kedarmallick7198
    @kedarmallick719814 күн бұрын

    ମହାଶୟଙ୍କ କଥା ସହ ମୁଁ ସଂପୂର୍ଣ୍ଣ ଭାବେ ସହମତ।

Келесі