BJD leader Pravat Biswal targets Bobby Das & V K Pandian... || Editorial Show(EP-245)|| ODISHA PULSE

#odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #pranabprakashdas #pravatbiswal

Пікірлер: 64

  • @saratmishra7100
    @saratmishra71002 күн бұрын

    ବହୁତ୍ ସୁନ୍ଦର ଉପସ୍ଥାପନା। କିନ୍ତୁ ପ୍ରଭାତ ବିଶ୍ଵାଳ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, ଏତେ ଟଙ୍କା ଆସିଲା କେଉଁଠୁ, ED ଯାଞ୍ଚ ହେବା ନିହାତି ଜରୁରୀ।

  • @shankardmishra121
    @shankardmishra1212 күн бұрын

    ସୁନ୍ଦର ଉପସ୍ଥାପନା 🌹

  • @janardanpanda5378
    @janardanpanda53782 күн бұрын

    ବର୍ତମାନ ବିଜେଡି ହାରିଛି ଆଉ ଆପଣ କିଛି ଦିନ ଅପେକ୍ଷା କରନ୍ତୁ ଧୀରେ ଧୀରେ ସବୁ କିଛି ବାହାରିବ ଆଗକୁ ଦେଖନ୍ତୁ ହୋତା ହେ କିୟା

  • @JayantiBiswal-yn3te

    @JayantiBiswal-yn3te

    9 сағат бұрын

    😊

  • @prafulasingh2267
    @prafulasingh22672 күн бұрын

    ଯଦି ଜଣେ ପ୍ରାର୍ଥୀ ଅଠାଆଶି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି , ତେବେ ବିଜୁ ଜନତାଦଳର ସମସ୍ତ ପ୍ରାର୍ଥୀଙ୍କ ଟଙ୍କା ମିଶାଇଲେ କେତେ ହେବ ? ଏହା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁନାହିଁ କି ? ଏହାର ଅର୍ଥ , ବିଜୁ ଜନତାଦଳର ଯେତିକି ଏମ୍ ଏଲ ଏ , ଏମ୍ପି ଜିତିଛନ୍ତି କେବଳ ଟଙ୍କା ଖର୍ଚ୍ଚକରି , ଲୋକମାନଙ୍କୁ ଉତ୍କୋଚ ବା ଟଙ୍କା ଲାଞ୍ଚ ଦେଇ ନିର୍ବାଚନ ଜିତିଛନ୍ତି । ତେବେ ଖର୍ଚ୍ଚର ତାଲିକା କେତେ ଦେଇଛନ୍ତି ଓ ତାଲିକା ବାହାରେ କେତେ ଖର୍ଚ୍ଚ କରିଛନ୍ତି , ଏହା ତଦନ୍ତ ଦେବା ଆବଶ୍ୟକ ନୁହେଁ କି ?

  • @piyushrajkumar15

    @piyushrajkumar15

    2 күн бұрын

    ବିଜେଡି ରେ ନିଜକୁ ନେତା ବୋଲି କହୁଛନ୍ତି ସେମାନେ ପ୍ରକୃତରେ ଗୋଟେ ଗୋଟେ ବେପାରୀ ଯିଏ ବେପାର କରେ ସର୍ବଦା ଲାଭ କରିବାକୁ ଚେଷ୍ଟା କରେ. ଏମାନେ କେବେ ବି ନେତା ନ ଥିଲେ ଆଜି ବି ନୁହନ୍ତି କିଛି ମଦୁଆ ଅନ୍ଧ ମୂର୍ଖ ଏଗୁଡ଼ାକ ପଛରେ 🐈🐈🐈କୁକୁର ପରି ଗୋଡେଇ ଗୋଡେଇ ଏମାନଙ୍କୁ ଜିତାନ୍ତି ଆଉ ତା ବଦଳରେ କିଛି ଫାଇଦା ନିଅନ୍ତି

  • @abhirampanda5462
    @abhirampanda54622 күн бұрын

    ସବୁ ଦଳ ଟଙ୍କା ଇଲେକ୍ସନ ରେ ଖର୍ଚ୍ଚ କରିଛନ୍ତି, ଏଟା ନୂଆ କଥା ନୁହେଁ

  • @pratapjena1193
    @pratapjena11932 күн бұрын

    ଓଡ଼ିଶାକୁ ଲୋଟି ଦେଇଛନ୍ତି

  • @user-fq5gb9ep9e
    @user-fq5gb9ep9e2 күн бұрын

    ଆଉ ଜୀବନରେ B J D ଦଳ କ୍ଷମତାକୁ ଆସିବ ଭୁଲି ଯାଅ

  • @manoranjan34680

    @manoranjan34680

    2 күн бұрын

    ଅସମ୍ଭବ, ଦଳ ବି ରହିବ ନାହିଁ

  • @chittaranjansahu8113

    @chittaranjansahu8113

    Күн бұрын

    Bjd ଏବେ ICU ରେ ventilator ଲାଗି ସାରିଛି l

  • @prabodhapanda5184
    @prabodhapanda51842 күн бұрын

    ବିଦ୍ରୋହ ନୁହେଁ ସତ କଥା. ଆଗକୁ ତର୍ଜମା ହେଉ.

  • @manoranjan34680
    @manoranjan346802 күн бұрын

    ଖୁବ ସୁନ୍ଦର ଉପସ୍ଥାପନା, ଧନ୍ୟବାଦ 👌👌👌

  • @sasanksekharaswain9208
    @sasanksekharaswain92082 күн бұрын

    ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି

  • @geetaranisamal6638
    @geetaranisamal66382 күн бұрын

    ସଠିକ ତଥ୍ୟ

  • @user-fq5gb9ep9e
    @user-fq5gb9ep9e2 күн бұрын

    ଏକଦମ ହାଡେ ହାଜେ ।

  • @gajindrapadhan1445
    @gajindrapadhan14452 күн бұрын

    Right

  • @snbarik4710
    @snbarik47102 күн бұрын

    Outstanding analysis and analysis of reality.

  • @leaflets9373
    @leaflets93732 күн бұрын

    ଆରେ ମୂର୍ଖ ସେ କହିଲା ସେ ଆଉ ତା ପୁଅ ଯେତେ ଥର ନିର୍ବାଚନ ଲଢ଼ିଛନ୍ତି ସବୁ ମିଶିକି ୮୮ କୋଟି ହେବ ବୋଲି କହିଛନ୍ତି। ଶଳା ମୂର୍ଖ ତୋ କାମ ଗଣମାଧ୍ୟମରେ ସମସ୍ତଙ୍କୁ ଜଣା।

  • @harishmallck2
    @harishmallck22 күн бұрын

    ଯାହାହେଉ ସେସରେ ପ୍ରଭାତ ଭାବୁ ସାହସ କଲେ ସତ କଥା କହିବା ପାଇଁ |

  • @user-wj3lf4xi7n
    @user-wj3lf4xi7n2 күн бұрын

    This was grate thank you

  • @sudhansurout451
    @sudhansurout4512 күн бұрын

    ଆରମ୍ଭ ମାତ୍ର !

  • @nabinbeura3225
    @nabinbeura32252 күн бұрын

    ବିଜୁ ଲିଗାସି ଲୁପ୍ତ .

  • @rabipadhi4948
    @rabipadhi494822 сағат бұрын

    100%right

  • @sangramkishoredasdas2424
    @sangramkishoredasdas24242 күн бұрын

    ଅପ୍ରିୟ ସତ୍ୟ ଆଲୋଚନା

  • @krutibashpanda3916
    @krutibashpanda391616 сағат бұрын

    ପ୍ରଭାତ ବିଶ୍ୱାଳ ଚିଟ୍ ଫଣ୍ଡ ଟଂକା ଖାଇ ଜେଲ୍ ଯାଇ ଥିଲା। ଏଇ ଲୋକଙ୍କ ଟଙ୍କା।

  • @rkbehera1241
    @rkbehera12412 күн бұрын

    Good news

  • @binodsahoo3374
    @binodsahoo33742 күн бұрын

    Beginning of the end

  • @chandrapratapbisoi3882
    @chandrapratapbisoi388216 сағат бұрын

    Right bhai

  • @prafullpal8878
    @prafullpal887816 сағат бұрын

    Ki କଥା ଲେଖା chhidila ନା ଆଉ ଅଛି

  • @manojkumardas1991
    @manojkumardas1991Күн бұрын

    Naveen doesn't care!

  • @sambhunathgiri3374
    @sambhunathgiri33742 күн бұрын

    ❤😂❤😢❤

  • @user-jb4nw4ro9k
    @user-jb4nw4ro9k2 күн бұрын

    88 କୋଟି 🙄

  • @ramakrushnadalai2497
    @ramakrushnadalai24972 күн бұрын

    If Naveen ji sack some leaders those responsible for debacle of party,it may rise BJD but respect public. Till now pyari mohan incident is not clear to public.

  • @dwarikanathmohanty179
    @dwarikanathmohanty179Күн бұрын

    Why did Mr. Prabhat Biswal and his son spend so much money to win the election unless he has intention to double the amount? Let him he is like late Nabakrushna Choudhry, a former CM and a legendary as regards honesty and selfless service.

  • @BirendraDas-xr1sk
    @BirendraDas-xr1sk2 күн бұрын

    Main culprit is Naveen ji himself along with these two.Ex CM can't be absolved of his responsibility of BJD's damn defeat.

  • @prakashchandrapattnaik9214
    @prakashchandrapattnaik92142 күн бұрын

    Thik. Sata. Katha.ti. Kahi cha nti.

  • @sneha6303
    @sneha63032 күн бұрын

    All BJD should join with Congress party, well come.

  • @nayakrajkishore1201

    @nayakrajkishore1201

    2 күн бұрын

    Congress is family party and corrupt also

  • @pramodpanda8976
    @pramodpanda89762 күн бұрын

    Prabhata babu bjp ku Jai wishing hebe

  • @prafullachandramohanty7096
    @prafullachandramohanty70962 күн бұрын

    Tume Jane sankara

  • @nareshdash3796
    @nareshdash3796Күн бұрын

    88କୋଟି କୋଉଠୁ ଆଣିଥିଲେ ?

  • @santoshpal1595
    @santoshpal1595Күн бұрын

    BJD haribar karan V K pandian.

  • @responsiblecityzen2438
    @responsiblecityzen24382 күн бұрын

    Tathapi pandian upare prabala bhaya

  • @prafullachandramohanty7096
    @prafullachandramohanty70962 күн бұрын

    ତୁମେ ଆଗରୁ କେଉଁଠି ସୋଇଥିଲ

  • @chhabindramansingh73
    @chhabindramansingh732 күн бұрын

    ଅଗଣିତ ନେତା କର୍ମୀ ଜଦି bjd ର ତେବେ bjd ହାରିଲା କିଆଁ, ଧୀରେ ଧୀରେ ଚେଙ୍କ ଲାଗିବ bjd ରେ, ପ୍ରଭାତ ବବି କଥା କହିଲା ଠିକ କିନ୍ତୁ ପାଣ୍ଡୁଆ କଥା ଠିକ ନୁହେଁ, ପ୍ରଥମେ ନବିନା ଦାଈ ଦୁଇରେ bjd ର ସମସ୍ତ ନେତା ଦାଈ, ଏମାନେ କାହିଁକି ନବୀନ ଆଉ ପାଣ୍ଡିଆକୁ ବିରୋଧ କଲେନି bjd ନେତା, ଚାକରକୁ ଖଟରେ ଶୁଆଇଲେ

  • @sukantipati3735
    @sukantipati37357 сағат бұрын

    4😅

  • @AshokPanda-qt4qn
    @AshokPanda-qt4qn2 күн бұрын

    Pandian Birodhi Tahele Ageileni Bandhey Utkal Janani 🙏

  • @AshokPanda-qt4qn

    @AshokPanda-qt4qn

    2 күн бұрын

    Sir Dhanyabada Sathik Sambad Paribesana pain 🙏

  • @kishorepattanayak3865
    @kishorepattanayak38652 күн бұрын

    How mr biswal got 100 crores

  • @manoranjan34680

    @manoranjan34680

    2 күн бұрын

    ଚିଟଫଣ୍ଡ କେଳଙ୍କରି

  • @prafullachandramohanty7096
    @prafullachandramohanty70962 күн бұрын

    Se bi gote bada tauter

  • @subashchandrabiswal8117
    @subashchandrabiswal81172 күн бұрын

    It is unfortunate that ODISHA PULSE has not gone through the reality of Prabhat Ranjan Biswal . From which basement he able to enter to the Odisha assembly may be get quest seriously as because Mr Prabhat Biswal does not know what is politics and political system. He knows how to exploit people and to achieve his luxereous lifestyle and show HIMSELF as a most imtelectul. I think he is the most idiot rascal and opportunist political vendor that I ever seen. I request you Mr Durgamadhab please don't cover this type of mal.personalise ingredients which may cause ruin your greatest carrier of CLEEN KORNALISM

  • @subashchandrabiswal8117

    @subashchandrabiswal8117

    2 күн бұрын

    Jurnalism

  • @user-gf5nt7tf1t
    @user-gf5nt7tf1t2 күн бұрын

    Right

  • @upendramalik-sq9rs
    @upendramalik-sq9rs2 күн бұрын

    Right

Келесі