ଦୁର୍ନୀତିର ରଙ୍ଗ ସବୁଜ, ସାଧୁତାର ରଙ୍ଗ ଗେରୁଆ! || Satyapatha

ଦୁର୍ନୀତିର ରଙ୍ଗ ସବୁଜ, ସାଧୁତାର ରଙ୍ଗ ଗେରୁଆ! || Satyapatha
#laccmibus #mohanmajhi #naveenpatnaik #bjd #bjpodisha #satyapatha #satyaprakashnayak #editorial
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
KZread: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 59

  • @AshokBehuria-ou6tu
    @AshokBehuria-ou6tu3 күн бұрын

    ଆଜିଠାରୁ ଓଡ଼ିଶାବାସୀ ଏହି ବିଜେପି ସରକାରକୁ, ଆଉ ବିଜେପି ସରକାର ନ କହି ରଙ୍ଗ ସରକାର କହିବ ଆରମ୍ଭ କରନ୍ତୁ

  • @apartimoharana2763
    @apartimoharana27635 күн бұрын

    ଗେରୁଆ ରଙ୍ଗ ଶୁଭ ଆଉ ସବୁଜ ରଙ୍ଗ ଜଦି ଅଶୁଭ ତେବେ ମୋଦୀ ସରକାର ଜାତୀୟ ପତାକାରୁ ସବୁଜ ଲିଭାଇ ପାରିବକି? ଭାରତର ଜାତୀୟ ପତାକର ରଙ୍ଗ ଗେରୁଆ କରନ୍ତୁ.

  • @krushnadas1509

    @krushnadas1509

    5 күн бұрын

    Ranga ra gun achhi s m j

  • @user-vx4fd5ob6q
    @user-vx4fd5ob6q5 күн бұрын

    ତଦନ୍ତ ହେଲେ ଦୁର୍ନିତି ପଦାକୁ ଆସିବ ।

  • @SunakarNayak-cj8qv
    @SunakarNayak-cj8qv5 күн бұрын

    ଆପଣଙ୍କ ଉପସ୍ଥାପନା ଅତି ସୁନ୍ଦର୍ ହୋଇଛି ଏହି ପରି ଉପସ୍ଥାନ କରନ୍ତୁ ।

  • @suryakantamohanty8276
    @suryakantamohanty82765 күн бұрын

    ସତ୍ୟ ବାବୁ ତମ ଗୁମାସ୍ତା ରାହୁଲ୍ ଖାଁ ଯେଉଁଟି ଅଛି ଅର୍ଥ କଂଗ୍ରେସ ଯୋଉଠି ସେଠୀ କାହିଁକି ନୀଳ ଧଳା ରଙ୍ଗ କରାଯାଉଛି

  • @bikramkeshariparida4077
    @bikramkeshariparida40775 күн бұрын

    ସବୁଜ ଗେରୁଆ ରଙ୍ଗ ର କିଛି ମାନେ ନଥାଏ କିନ୍ତୁ ଦେଶଦ୍ରୋହ ର ରଙ୍ଗ ର ପ୍ରତିଷ୍ଠାତା ହେଉଛି କଂଗ୍ରେସ।ଧାରା 370 ଏହାର ଉଦାହରଣ

  • @madanmohandisari1617
    @madanmohandisari16173 күн бұрын

    ଆପଣଙ୍କ ସହ ମୁ ପୁରା ସହମତ ସାର, ଦୁର୍ନୀତି ହଟା ଯାଉ ରଙ୍ଗ ର ଆବଶ୍ୟକ ନାହିଁ ବଦଳାଇ ବାର

  • @gopalvideoimage8425
    @gopalvideoimage84255 күн бұрын

    ନୂଆଁ ରଙ୍ଗ ଉପରେ ନୂଆଁ ରଙ୍ଗ ମାରି ରାଜକୋଷରୁ ପଇସା ବର୍ବାଦ କରିବା ଅପେକ୍ଷା ପୁରୁଣା ହେଲା ପରେ ଦେଇଥିଲେ ହେଇଥାନ୍ତା,

  • @SrrrttDas
    @SrrrttDas2 күн бұрын

    ପ୍ରଗତି ର ରଙ୍ଗ ସବୁଜ, ବିନାଶ ର ରଙ୍ଗ ଗେରୁଆ

  • @BasantaBehera-gl3li
    @BasantaBehera-gl3liКүн бұрын

    ସବୁଜ ରଙ୍ଗ ଯଦି ଅଶୁଭ ତେବେ ଗଛ ର ରଙ୍ଗ ବି ସବୁଜ ତାହାଲେ ସବୁ ଗଛ ବି ରଙ୍ଗ ମାରିବେ

  • @BasantaBehera-gl3li
    @BasantaBehera-gl3liКүн бұрын

    ପଇସା ବହୁତ୍ ଅଛି ଆଉ ମନ୍ତ୍ରୀ ବି ବହୁତ୍ ଅଛନ୍ତି ତେଣୁ ସମସ୍ତେ ଲାଗିପଡ଼ ରଙ୍ଗ ମାରିବା ପାଇଁ

  • @manojrout2271
    @manojrout22713 күн бұрын

    ସତ୍ୟ ବାବୁ ମୁଁ ଯେଉଁ oshb apartment ରେ ରହୁଛି ତାକୁ ତିଆରି ଜରିଛନ୍ତି ଗୁଜରାଟୀ builder ଟିକେ ଏ ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଉ

  • @DebaMohanty-pz4pk
    @DebaMohanty-pz4pkКүн бұрын

    ତ୍ରିରଙ୍ଗା ଜାତୀୟ ପତାକା ରଙ୍ଗ ତଳେ କି ରଙ୍ଗ ଅଛି ସେଇଟା ର ଅର୍ଥ କହି ପାରିବେକି

  • @sanjaykumarbasantia5653
    @sanjaykumarbasantia56535 күн бұрын

    E jeu Laxmi bus re ranga badala jauchi se Ranga Paisa kaana BJP Party office ru. Asiba

  • @sikandardas8002
    @sikandardas80022 күн бұрын

    Right

  • @binodsahoo3374
    @binodsahoo33744 күн бұрын

    Let's wait and watch. Team Mohan is competent to a decision. Not even completed a month.

  • @rakeshkumarsahoo1043
    @rakeshkumarsahoo10435 күн бұрын

    JTS recruitment 2023 ra orader High Court June 18 ru sunei Leni hele ye Govt. Posting process start karuni . Primary School teacher recruitment upare tike Alokapata karantu.

  • @dillipmohanty1000
    @dillipmohanty10005 күн бұрын

    ଯାହା ଭଲ ତାହା ହେଉ । ପାନୀୟ ଜଳ ଯୋଗାଣ ଗାଁ ଗାଁ ରେ ନାହିଁ । ଯାହା ଅଧିକ ଲୋକଙ୍କ ହିତକର ତାହା ହେଉ। ନଚେତ୍ ଯୋଜନା ବନ୍ଦ କରି ଅଧିକ ଲୋକ ଉପକୃତ ହେଉଥିବା ଯୋଜନା କଲେ ଭଲ ହୁଅନ୍ତା

  • @krushnakuna1341
    @krushnakuna13415 күн бұрын

    Exlent topic....

  • @sonalipratap4270
    @sonalipratap42705 күн бұрын

    ❤❤❤❤

  • @ashishpatnaik5171
    @ashishpatnaik51715 күн бұрын

    Satyapatha now mithyapatha

  • @BhagwanSahoo-id5sh
    @BhagwanSahoo-id5sh5 күн бұрын

    Many many thanks for dareness.

  • @mamataparida2685
    @mamataparida26853 күн бұрын

    Where is odia ashmita Where is the accused behind Lakshmi Bus scam

  • @padmabatidash6115
    @padmabatidash611512 сағат бұрын

    Sabuja.ramane.santi.gerua.ramane.asanti

  • @nirmaldas579
    @nirmaldas5795 күн бұрын

    Sir apanka upstapana uchakotira morabiswasa pablik paisare rangakeliba rangaboliba 2 sarkarnka manasikata

  • @user-fb8fb5qc2n
    @user-fb8fb5qc2n5 күн бұрын

    ବୁଲି ବୁଲି ଫଟୋ ଉଠାଇବା।ରଙ୍ଗ ବଦଳାଇବା।ଅନ୍ୟ ବିରୁଦ୍ଧରେ କହିବା।ନବୀନ ସରକାର ଦୁର୍ନୀତି ଗ୍ରସ୍ତ ହେଲେ ଏହି ଦୁର୍ନୀତିରେ ବିଜେପିର ବଡ ଅଂଶ ଥିଲା।୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡ଼ି ଓ ବିଜେପି ମିଶିକି ସରକାର ଚାଲିଥିଲା।ଏହି ଅବଧିରେ ମାଇକାଞ୍ଚ ର ଗୁଳିକାଣ୍ଡ,କଳିଙ୍ଗ ନଗର ହତ୍ୟା କାଣ୍ଡରେ a୧୫ ଜଣ ଆଦିବାସୀ ଙ୍କୁ ହତ୍ୟା କରିଥିଲେ।କନ୍ଧ ମାଲରେ ଦଙ୍ଗା କରିଥିଲେ।ଏହି କାଣ୍ଡ ବିଜେଡ଼ି ବିଜେପି ମିଶିକି କରୁଥିଲେ।କୋଇଲା ଦୁର୍ନୀତି ମିଶିକି କରୁଥିଲେ। ଏ ବାବଦରେ ଶାହା କମିଶନ ବସିଥିଲା ଓ ଏହାର ଫଳ ବାହାରିଥିଲା।ତାକୁ କେନ୍ଦ୍ର ମୋଦୀ ସରକାର କାହିଁକି ଚାପି ଦେଇ ରଖିଲା।କାହା ସ୍ୱାର୍ଥରେ?।ପୁଣି ୨୦୧୪ ଠାରୁ ୨୦୨୪ ପର୍ଯ୍ୟନ୍ତ ବିଜେଡ଼ି ଓ ବିଜେପି ମିଶି ଦିଲ୍ଲୀ ରେ ସମସ୍ତ ଜନବିରୋଧୀ ।ଆଇନ୍ କରିବା।ଏଥିରୁ ଜଣାପଡେ ଉଭୟ ବିଜେଡ଼ି ବିଜେପି ମିଶିକି ଦୁର୍ନୀତି କରିଛନ୍ତି।ତେଣୁ ଦୁର୍ନୀତି ର କିଛି ହେବ ନାହି।ଗୁଜୁରାତି କମ୍ପାନୀ ର ଦେହରେ ମୋହନ ମାଝି ହାତ ମାରି ପାରିବେ ତ?।

  • @belalsensenapati1300
    @belalsensenapati13005 күн бұрын

    ଶାହା-ପାଣ୍ଡିଆନ ଯୋଡ଼ି ଦ୍ୱାରା OSRTC ବଦଳରେ ଗୁଜୁରାଟ କମ୍ପାନୀକୁ ଦିଆଯାଇଛି। ତେଣୁ ମୋହନ ସରକାର ତାର ହାତ ମାରିପାରିବେ ନାହିଁ।

  • @pbhoi6814
    @pbhoi68145 күн бұрын

    Mohan babunku au kichhi dina Samaya dia jau

  • @SoraojKumar
    @SoraojKumar5 күн бұрын

    Anti.. does time returns

  • @snigdhabaxipanigrahi3304
    @snigdhabaxipanigrahi33045 күн бұрын

    By changing color name is disgraceful

  • @santoshsethi8627
    @santoshsethi86272 күн бұрын

    Sataya babu ambulance gadira ranga sabuja acchi takaku garua katiba pai sarakar ku kuhantu ?

  • @RanjanBehera-ge1kf
    @RanjanBehera-ge1kf5 күн бұрын

    Very bad situation.Why BJP accept to curpt ?

  • @user-bg4zt2ks6f
    @user-bg4zt2ks6f5 күн бұрын

    what is your take on rahul gandhi hindu comment? or you will keep silence?

  • @rajashreenalinimohanty9765
    @rajashreenalinimohanty97655 күн бұрын

    Sabuja rangaku.durnitira symbol kahi apana Jatiya pataka ku apaman karuchanti.nijatika bhabantu kahilabale kichhi bhabunahanti.

  • @sudarsannayak356
    @sudarsannayak3565 күн бұрын

    BJP/Modi sarkaar(not mohan)

  • @sukantabehera2586
    @sukantabehera25865 күн бұрын

    Ae sarkar gote chora,,dahara,,

  • @diptisatpathy2799
    @diptisatpathy27995 күн бұрын

    Nabin Pattnaik bahut bhala cm thile a pechamuha ku katha kahi asuni asila dinaru bjp pachare lagichi nijara pablicity karuchi channel mathamare khali bahaduri maruchi desa kana calaibe.

  • @diptisatpathy2799
    @diptisatpathy27995 күн бұрын

    Sabuja ranga re jiban gacha ra ranga sabuja haspital re sabuja rangara parada lagahua

  • @sasmitamallick9299
    @sasmitamallick92993 күн бұрын

    Sabuja ra ranga +ve

  • @umapradhan6281
    @umapradhan62815 күн бұрын

    Sadhu mane gerua bastra dharana kari ki janasadharana mananku thakanti

  • @user-pd3yx5lq1t
    @user-pd3yx5lq1t3 күн бұрын

    Mahaduranatethelaahebjdsarakaraodisasabudekhuchi

  • @ajaykumarbehera5018
    @ajaykumarbehera50185 күн бұрын

    Mohan,sarakar,ranga,badalaile,o,bjd,ra,durniti,khola,tad,na,kale,sarakar,khub,sighra,badalijiba

  • @user-oc8fz9wn1r
    @user-oc8fz9wn1r5 күн бұрын

    Prasanta DaS, Nirbhay, channel and Satya Nayak, Satya Patha,News Channel,jeun bisay gudika pardafash karichanti taku Mohan Sarkar raita Mane rakhibar nitant zaruri taku tadanta Kari drudha karyanustan grhan karantu,nachet Odisha basi biswas karbe nai.

  • @friend9449
    @friend94495 күн бұрын

    ନବୀନ ବସ୍ ଯୋଜନା ଆରମ୍ଭ କରିଛନ୍ତି ଏ କଥା ସାରା ରାଜ୍ୟ ବାସୀ ଜାଣିଛନ୍ତି।ତମେ ରଙ୍ଗ ମାରିଲେ ବି ଲୋକ କହିବେ ନବୀନ ନା ତମ ପାରିବା ପଣିଆ ଯଦି ଅଛି ବସ୍ ସେବା ପରିବର୍ତ୍ତେ କାର୍ ସେବା ଯୋଜନା କରି ସେବା ଯୋଗାଇ ଦିଅ।

  • @AperajitaNayak
    @AperajitaNayak5 күн бұрын

    Hare magia subhadra jajana katha tk kahunu subhadra nka name re jo haichi

  • @user-wh1rk3tz7t
    @user-wh1rk3tz7t4 күн бұрын

    Green colour is Pakistani jhanda

  • @amiyaranjanpradhan373
    @amiyaranjanpradhan3733 күн бұрын

    Bjp bjd sabu samaan 😂😂😂😂dhuaa mula adhuaa mula sabu saman😂😂😂😂

  • @sikandardas8002
    @sikandardas80022 күн бұрын

    Require investigation immediately take steps for action.

  • @AshokBehuria-ou6tu
    @AshokBehuria-ou6tu3 күн бұрын

    ନୁଆ ମୁଖ୍ୟ ମନ୍ତ୍ରୀ ଙ୍କର ଅପାରଗତା ରୁ ନୂଆ ବସ ଗୁଡିକୁ ଅଯଥାରେ ଅର୍ଥ ଖର୍ଚ କରିବା କେତେଦୂର ଠିକ 🌹

  • @AshisAshis-m1f
    @AshisAshis-m1fКүн бұрын

    Pagal mohana

  • @SunakarNayak-cj8qv
    @SunakarNayak-cj8qv5 күн бұрын

    ଆପଣଙ୍କ ଉପସ୍ଥାପନା ଅତି ସୁନ୍ଦର୍ ହୋଇଛି ଏହି ପରି ଉପସ୍ଥାନ କରନ୍ତୁ ।

  • @rakeshkumarsahoo1043
    @rakeshkumarsahoo10435 күн бұрын

    JTS recruitment 2023 ra orader High Court June 18 ru sunei Leni hele ye Govt. Posting process start karuni . Primary School teacher recruitment upare tike Alokapata karantu.

  • @rakeshkumarsahoo1043
    @rakeshkumarsahoo10435 күн бұрын

    JTS recruitment 2023 ra orader High Court June 18 ru sunei Leni hele ye Govt. Posting process start karuni . Primary School teacher recruitment upare tike Alokapata karantu.

Келесі