Whom To Send To Rajya Sabha? BJD In Dilemma । Nirbhay Gumara Katha

Whom To Send To Rajya Sabha? BJD In Dilemma । Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZread Channel.
Odisha's Fastest Growing Political KZread Channel.
Odisha's Fast Ever Only Political KZread Channel.
Odisha's Most Popular Political KZread Channel.
For Latest Odisha Political News Follow us:
KZread: kzread.info/dron/_Sk.html...
Facebook: / nirbhayodia
Twitter: / nirbhaytube
Instagram: / ni
PH NO -9124469621

Пікірлер: 152

  • @bulusethy9220
    @bulusethy92205 ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤ 1st viwe

  • @rameshpradhan8772
    @rameshpradhan87725 ай бұрын

    ନବୀନ ବାବୁ MLA, MP ଓ ତାଙ୍କରି ଦଳ ର ବଡ ବଡ ନେତା ମାନଙ୍କୁ ଦେଖା ଦେଇ ନାହାନ୍ତି, ଏହି କଥା ଓଡ଼ିଶା ବସି ଜାଣିଛନ୍ତି । ତଥାପି ଓଡ଼ିଆ ଲୋକେ ବିଜେଡି କୁ vote ଦେଉ ଛନ୍ତି କଣ ପାଇଁ?

  • @barenkisku2914
    @barenkisku29145 ай бұрын

    ଆଜିର episode ବାହୁତ ଚମତ୍କାର ଏବଂ ସୁନ୍ଦର ହୋଇଛି sir.

  • @SahuPitambar-zo4ls

    @SahuPitambar-zo4ls

    5 ай бұрын

    Nabin Babu is a joker,

  • @basantapattnaik7812
    @basantapattnaik78125 ай бұрын

    ସାର ପ୍ରଣାମ 🙏🌹

  • @gajendranathjena356
    @gajendranathjena3565 ай бұрын

    ଓଡିଶା ତାମିଲଲାଡୁ ଖୁବ୍ ଶିଘ୍ର ହେବ ଜାହା ଲୋକ ଚ଼ରିତ୍ର ଦେଖିବାକୁ ମିଳିଛି😮😂😅🎉

  • @bibhudattamoharana5947
    @bibhudattamoharana59475 ай бұрын

    ଆପଣଙ୍କ ଆକଳନ ସବୁ ଜାଗାରେ ଠିକ୍ ବାଜେ। ଏଥର ବାଜିବ ବୋଲି ଆମର ଆଶା

  • @satyaranjanmishra9741
    @satyaranjanmishra97415 ай бұрын

    Nice discussion. Jaya Sri jaganath Mahapravu ki Jay.

  • @bibhumusictv691
    @bibhumusictv6915 ай бұрын

    Jay jagannath

  • @sinitidash2979
    @sinitidash29795 ай бұрын

    Right answer sir . ❤ .

  • @KumarJena-dd8oc
    @KumarJena-dd8oc5 ай бұрын

    ଆଜିର ସମାଜରେ ଯେଉଁ ନେତା ବା ବ୍ୟକ୍ତି ସ୍ପଷ୍ଟବାଦି ସେପରି ବ୍ୟକ୍ତିଙ୍କୁ ସୁଯୋଗ ଦିଆଯାଉନାହିଁ। ଯେଉଁମାନେ ରାଜନୈତିକ ବଡ଼ ପଣ୍ଡାଙ୍କର Yes man ହୋଇଥିବେ ସେମାନେ ହିଁ ସୁଯୋଗ ପାଇଥିଲେ ଆଗକୁ ପାଇବେ ମଧ୍ୟ।

  • @benudharsahu5693
    @benudharsahu56935 ай бұрын

    ଓଡ଼ିଶା ର ଲୋକ ସଭିଏ କଣ ଗାଈ ଅଟନ୍ତି ଯେ ବାହାର ରାଜ୍ୟରୁ ଲୋକ ଆମ ପ୍ରତିନିଧିତ୍ଵ କରିବ

  • @laxmidharnayak4191
    @laxmidharnayak41915 ай бұрын

    Antarika dhanyabad namaskar ji 🙏, Your assumption is absolutely. right in present situation ,

  • @jyotirmayjena1869
    @jyotirmayjena18695 ай бұрын

    ଓଡିଶା ବିଧାନ ପରିଷଦ ଗଠନ କେତେବାଟ ଗଲା.... ଏହା ଉପରେ ଏକ ଏପିସୋଡ଼ କରିବାକୁ ଅନୁରୋଧ । ଟଙ୍କା ପଇସାର ତ ଅଭାବ ନାହିଁ । ମୋଦି-ଶାହା ତ ଏବେ ଗୁଆ ଦିଆ ବନ୍ଧୁ । ଆଶାୟୀଙ୍କ ଅଭାବ ବି ନାହିଁ ।

  • @janardanpanda5378
    @janardanpanda53785 ай бұрын

    ବି ଜେ ଡି ରେ ବିଦ୍ରୋହ ଆରମ୍ଭ ହବ କାହିଁକି ଆଶାୟୀ ଅନେକ

  • @amagiha1046

    @amagiha1046

    5 ай бұрын

    To maa bia ta hebo

  • @prasantakumarswain3419
    @prasantakumarswain34195 ай бұрын

    ଗଳିକି ପଳେଇ ଯିବ ବୋଲି ବସିଛି, ବୁଲି ବୁଲି ଜାଣି ଗଲା ଲୋକସଭା ବାଟେ ଯାଇ ପାରିବ ନାହିଁ ।

  • @himansudash9149

    @himansudash9149

    5 ай бұрын

    ଏ ଧର୍ମେନ୍ଦ୍ର ନୁହଁ ନ୍ତି ବିହାର ମଧ୍ଯ ପଦେଶ ବୁଲି ତେଲ ମାରି ରାଜ୍ଯ ସଭା ଯିବେ। ସେ ଯେଉଁ ଠି ଠିଆ ହେଲେ ଯିତିବେ। କେହି ବାଳ ବଂକା କରିପାରିବେ ନାହିଁ।

  • @ramkrishnapadhi1550

    @ramkrishnapadhi1550

    5 ай бұрын

    😊

  • @ramkrishnapadhi1550

    @ramkrishnapadhi1550

    5 ай бұрын

    😊

  • @nirakarsahoo7004

    @nirakarsahoo7004

    5 ай бұрын

    ​​@@himansudash9149ବନ୍ଧୁ , ଅବଶ୍ୟ ଆପଣଙ୍କ ମନ୍ତବ୍ୟ ଶତ ପ୍ରତିଶତ ଠିକ୍ । ଏହାର ଏକମାତ୍ର କାରଣ ରାଜ୍ୟରେ ଆପଣ ମାନଙ୍କ ଭଳି କିଛି ମାଗଣା ଖିଆ ଗୋଷ୍ଠୀର କରାମତି , ଏଥିରେ ବିସ୍ମିତ ହେବାର କିଛିନାହିଁ । ବନ୍ଧୁ , କିନ୍ତୁ ଆପଣ ଭୂଲି ଯାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଦେଶ ସ୍ଵାଧୀନତା ପରଠାରୁ ଏକମାତ୍ର ଓଡ଼ିଆ ଯିଏକି କେନ୍ଦ୍ରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ କ୍ୟାବିନେଟ୍ ମନ୍ତ୍ରୀ ହିସାବରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ରହି ଆସିଛନ୍ତି ଓ ଦକ୍ଷତା ର ସହିତ ମଧ୍ୟ ତୁଲାଇ ଆସୁଛନ୍ତି । ବନ୍ଧୁ , ଏହାହିଁ କ'ଣ ଜଣେ ଓଡ଼ିଆ ହିସାବରେ ଆପଣମାନଙ୍କୁ ଗର୍ବିତ କରୁ ନାହିଁ କି ?

  • @arjunpradhan5615

    @arjunpradhan5615

    5 ай бұрын

    ନିର୍ବାଚନ ପରେ ପାଣ୍ଡିଅନ୍ ରାଜ୍ୟ ସଭା ରୁ ବିନା ବାଧାରେ ଆସି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବାକୁ ଆଗେଇ ଆସିବାକୁ ପଡ଼ିବ

  • @manojkumarsaint7803
    @manojkumarsaint78035 ай бұрын

    Jay Shree Krishna

  • @dr.purnendutripathy5263
    @dr.purnendutripathy52635 ай бұрын

    ବହୁ ପୂର୍ବରୁ ଏହା ମୁଁ କହିଥିଲି।

  • @amiyasahoo5071
    @amiyasahoo50715 ай бұрын

    ପ୍ରସନ ପାଟଶାଣି ଯିବେ ରାଜ୍ୟ ସଭା କୁ

  • @rameswar3765
    @rameswar37655 ай бұрын

    ଜୟ ମାହାଲ ମାଣ୍ଡା ଖେଲା ହୋବେ

  • @basantinayak1660
    @basantinayak16605 ай бұрын

    Excellent

  • @JalandharPradhan-th3oo
    @JalandharPradhan-th3oo3 ай бұрын

    Excellent....❤

  • @abhijitmahapatra999
    @abhijitmahapatra9995 ай бұрын

    What about Sj. Braja Kishore Tripathy Sir (Former Union Minister) along with Former MP [4 Times] & MLA [4 Times] ?. He was also the founder member of BJD. His constituency is Puri & I belong to that district. He is the most underrated & non-corrupted politician of our state. Sir, I will be happy if you kindly do a proper analysis about Him as I like your analysis & explanation.

  • @user-jp3wh4sp9h

    @user-jp3wh4sp9h

    5 ай бұрын

    Q

  • @PRADEEPKUMAR-hc9zz
    @PRADEEPKUMAR-hc9zz5 ай бұрын

    Very well analysis

  • @premanandajena6209
    @premanandajena62095 ай бұрын

    Jay Jagannath

  • @dipakkumarrout
    @dipakkumarrout4 ай бұрын

    Right taking sir 👏

  • @rajeshbiswal819
    @rajeshbiswal8195 ай бұрын

    Jay Jagannath 🙏

  • @ashwinisahu6584
    @ashwinisahu65845 ай бұрын

    Jay Jagannath 🎉🎉🎉

  • @himansudash9149
    @himansudash91495 ай бұрын

    ଜଣେ ବିଜେଡି କୁ ତେଲ ମାରି ଯାଈଛନ୍ତି।

  • @pravaschdas1574
    @pravaschdas15745 ай бұрын

    Your prediction is 200% Right.i hope

  • @drajaykumarpanda8013
    @drajaykumarpanda80135 ай бұрын

    Your critical analysis is very much justified.

  • @pravatkumarsahoo9906
    @pravatkumarsahoo99065 ай бұрын

    Thanks to your information

  • @gacharya8920
    @gacharya89205 ай бұрын

    very good info..ebe time asigala election ra

  • @prafulasingh2267
    @prafulasingh22675 ай бұрын

    Episode ଟି ବହୁତ ସୁନ୍ଦର ଥିଲା , ମନକୁ ଛୁଇଁଲା ଭଳି Topic ଥିଲା କିନ୍ତୁ ମୋର କଳନା ହେଉଛି କଟକ ଏମ୍ପି ଭତୃହରି ବାବୁଙ୍କୁ ବୋଧହୁଏ ପଠାଇବାର ସିଦ୍ଧାନ୍ତ ନେଇପାରନ୍ତି । ଆପଣଙ୍କ ମତାମତ ଜାଣିବାକୁ ଚାହୁଁଛୁ ।

  • @mihirdwivedi8843
    @mihirdwivedi88435 ай бұрын

    It's high time to change the Govt

  • @nutanmohanty5225
    @nutanmohanty52254 ай бұрын

    Chamatkaranalysis

  • @subashmishra5616
    @subashmishra56165 ай бұрын

    ପାଣ୍ଡୁ ଯିବା ନିଶ୍ଚିତ ଜୟ ଜଗନ୍ନାଥ

  • @prafullakumarpradhan8129
    @prafullakumarpradhan81295 ай бұрын

    କହିଲେ କହୁଛି କହିଲା , ନ କହିଲେ -------- ?

  • @chandipadapanda4707
    @chandipadapanda47075 ай бұрын

    ଏହି ସୁଯୋଗର ସଦୁପଯୋଗ ନିମନ୍ତେ ଆମ ଛାମୁଆ ପ୍ରଥମେ ପାଣ୍ଡିଆନ ଙ୍କୁ ହିଁ ବାଛିବେ ।

  • @kshitishpatra8661
    @kshitishpatra86615 ай бұрын

    Ati sundar explanation Sir BJD Sasanari hatiba darkar

  • @sachidanandagochhayat2805
    @sachidanandagochhayat28055 ай бұрын

    ଆପଣ କଣ ଭାବୁଛନ୍ତି ତାଙ୍କୁ ଓଡିଶା ଲୋକେ ଗ୍ରହଣ କରିବେ,,

  • @BibhuMishra-ls1ke
    @BibhuMishra-ls1ke5 ай бұрын

    ଆଜି ର ତାମିଲ ଶାସନ ପାଇଁ ବୁଦ୍ଧିଜିବୀ ଦାୟୀ । ବୁଦ୍ଧିଜିବୀ ମାନଙ୍କୁ ଉତ୍ତର ପିଢ଼ି ୟା ଜବାବ ମାଗିଲା ବେଳେ କି ଉତ୍ତର ଦେବେ ? ଏବେଠୁ ସଚେତନ ହୁଅନ୍ତୁ। ସ୍ବାଧୀନ ପ୍ରାର୍ଥୀ ଙ୍କୁ ବିପୁଳ ମତଦାନ ଦିଅନ୍ତୁ ସବୁ ଦଳ ପାଇଁ ଜନତା ଙ୍କ ପ୍ରତି ଭୟ ରହିବ।

  • @JalandharPradhan-th3oo
    @JalandharPradhan-th3oo3 ай бұрын

  • @satishchandrabehera7291
    @satishchandrabehera72915 ай бұрын

    ପଟ୍ଟନାୟକ, ପାଣ୍ଡିଆନ, ବାଗଚୀ। ରାଜ୍ୟସଭାକୁ ଦେଖ କିଏ ଯାଉଚି। ବହୁତ ଶିଆଣିଆ ଆମ ନବୀନ। ତାଙ୍କ ମନ କଥା ବୁଝିବା କଠିନ।। ଜୟ ଜଗନ୍ନାଥ!!!

  • @amagiha1046

    @amagiha1046

    5 ай бұрын

    To gandire kukuro Banda

  • @SatrughanNayak-qf1rt
    @SatrughanNayak-qf1rt5 ай бұрын

    ଓଡ଼ିଶା ଜୋଇଁ ଯେଉଁଠି ହେଉ ପଦ ପଦବୀରେ ରହିବେ ନା?

  • @rabindrarath1070
    @rabindrarath10705 ай бұрын

    srnt an ODIA to MP.

  • @narottammishra9353
    @narottammishra93535 ай бұрын

    Pandian. Chora. Naveen. Madua. Jai. Kosala. Jai. Ma. Samalei👃

  • @crazymecrazy
    @crazymecrazy5 ай бұрын

    Excellent. Odisha needs mostly dynamic vast experience d knowledgeable broader visionary development missioned oriented representatives from the odisha state for mpls or mprs.for the parliament house .

  • @hemantakumarmohanty849
    @hemantakumarmohanty8495 ай бұрын

    ଆଜିର ଏପିସୋଡୋ ବହୁତ ଚମତ୍କାର ଅଟେ.

  • @BestTVshow579
    @BestTVshow5795 ай бұрын

    1st

  • @somnathnandaxxxs2854
    @somnathnandaxxxs28545 ай бұрын

    ଆମର 10 class ରେ ତାମିଲ thaird language ହେବ

  • @bejbabu
    @bejbabu4 ай бұрын

    You should be rajya Sabha member

  • @lingarajsatapathy312
    @lingarajsatapathy3124 ай бұрын

    V K pandian Arup pattnayak Susmita Bagchi 100% sure

  • @sourabhtripathy
    @sourabhtripathy5 ай бұрын

    As we can see, our Chief Minister is not able to walk nor able to run the State; he needs someone to run the State. I even think he is just sitting there and signing papers which Mr. Pandian tell him to sign. My confidence in my Chief Minister is absolutely lost. Mr. Pandian is happy running the State on behalf of the CM. He won’t leave the State.

  • @mdsanaulla5966
    @mdsanaulla59665 ай бұрын

    Dr Rajeswari Panigrahi from Sambalpur as Rajya sabha candidate.

  • @sureshchandradash6900
    @sureshchandradash69005 ай бұрын

    1st name is absolutely 100 👍

  • @nutanmohanty5225
    @nutanmohanty52254 ай бұрын

    Good morning

  • @bhabanemallick1801
    @bhabanemallick18015 ай бұрын

    Apananka. Kahiba. Thik. Sir

  • @kodandadharsahoo1389
    @kodandadharsahoo13895 ай бұрын

    ଯଦି ନୀତିଶ ଙ୍କୁ ଗ୍ରହଣ କରିପାରିଲେ,ତେବେ ନବୀନ କେତେ ଦୂରରେ ଅଛନ୍ତି?ଆପଣ କଣ ଭାବୁଛନ୍ତି?

  • @dwarikanathmohanty179
    @dwarikanathmohanty1795 ай бұрын

    I had seen a Bapa Puo cloth store near Gourishankar Park in Cuttack. Now we have a Bapa Puo dukan in Sankha Party. The duo will sell tickets for coming general election.

  • @ranjannayak8948
    @ranjannayak89485 ай бұрын

    Pinaki, pandu & Sasmita bagchi

  • @satyabannaik4539
    @satyabannaik45394 ай бұрын

    ତାଙ୍କୁ ସିଧା ନୁହଁ ଆଡେଇ କି ବିଦା କରିବେ l ପାଖରେ ରହିଲେ ଅଡୁଆ l ସେଠି ରହିଲେ ମୋଦି ମେଣ୍ଢା ବନେଇ ଦେବ l ରାଜ୍ୟସଭା ପଠେଇ ଦେଲେ କାମ ଶେଷ l ଦିଲ୍ଲୀ ପାଠାଇ ଦେଲେ କାମ ଖତମ l ବାଃ ରାଜନୀତି l ରାଜନୀତି ମେଁ ସବ କୁଛ ସମ୍ଭବ l

  • @prasantakumardas2115
    @prasantakumardas21155 ай бұрын

    Nabin Babu knows what to do not do don't worry.

  • @binodsahoo3374
    @binodsahoo33745 ай бұрын

    Also Daitari Panda equated supremo as Lord .Aspired to become CM .

  • @sagarika555
    @sagarika5555 ай бұрын

    Jay sri ram jay modi

  • @atalpradhan2956
    @atalpradhan29565 ай бұрын

    ଆପଣ

  • @padarbindasamal4365
    @padarbindasamal43655 ай бұрын

    Setting + Getting

  • @rajendrakumarmeher5849
    @rajendrakumarmeher58495 ай бұрын

    Lenin mohanty,, prasanna acharya,, srimayee mishra

  • @sushantamahapatra1742

    @sushantamahapatra1742

    5 ай бұрын

    Srimayee mishra nuhanti se bhubaneswar mp re stand karibe

  • @dhananjayapatra3947
    @dhananjayapatra39475 ай бұрын

    Infear of vote

  • @rkrk6129
    @rkrk61295 ай бұрын

    😊😊

  • @sidharthasutar5272
    @sidharthasutar52725 ай бұрын

    Allowing the sale of tribal land would had benefitted the Christian missionaries and their goal of converting tribals in the hinterland.

  • @manashpradhan8580
    @manashpradhan85805 ай бұрын

    I think I am a better candidate than all 3 because I atleast think to progress Odisha to next level but these guys want themselves in cloud 9😂

  • @ullasakumarjena9573
    @ullasakumarjena95735 ай бұрын

    Pandian Puri re 4200 koti kharch kala rajyasabha gale sunara odisa karidaba Odisa ra au mati miliba nahi khali suna

  • @JalandharPradhan-th3oo
    @JalandharPradhan-th3oo3 ай бұрын

    JAY Gajarnnath

  • @RabinarayanMishra-gp4jy
    @RabinarayanMishra-gp4jy5 ай бұрын

    ଶେଷରେ ପାଣ୍ଡିଆନ୍ BJD କୁ ନେଇ BJP କୁ ବିକି ଦେବେନି ତ ? Rabinarayan Mishra

  • @sankarnathmaharana7859

    @sankarnathmaharana7859

    5 ай бұрын

    ସେୟା ହିଁ ହେବ କିଛି ଆଶ୍ଚର୍ଯ୍ୟ ହବାର ନାହିଁ,ପରିକ୍ରମା ପ୍ରକଳ୍ପ ବେନେରରେ ବିଜେପିର ଗେରୁଆ ରଙ୍ଗରେ ହୋର୍ଡିଙ୍ଗ ଲାଗିଛି ଭୁବନେଶ୍ୱରରେ

  • @madhusudansahoo3103
    @madhusudansahoo31035 ай бұрын

    When V K Pandian were visiting whole state, organising Jana Sunani meeting but in next movement he declared not to stand in coming election from that date I was expecting and said he may go to Rajya Sabha. And also wrote to you about entry of Sujata Pandian in BJD. 24:35

  • @himansudash9149
    @himansudash91495 ай бұрын

    ବିଜେପି ବାଲା କୁଆଡେ ଯିବେ ସେ ବିଷୟରେ ଚିନ୍ତା କରନ୍ତୁ।

  • @hardworkneverdies5679
    @hardworkneverdies56795 ай бұрын

    He musr be the part of loksabha coz he is an educated person

  • @99Boss328
    @99Boss3285 ай бұрын

    Kebe ସେମିତି ହବ ନି ଯଦି ହୁଏ ତାହେଲେ ବିଜେଡି ପୁଣି ଓଡ଼ିଶା ରେ ଆସିବ।

  • @baikunthabehera3971

    @baikunthabehera3971

    5 ай бұрын

    2024 RE 500 NUNHE SIDHHA 100O NIA ..CHIKEN CHINGUDI JAHA KHAI PARIBE ...MADHARE TA KHALI BHASIBE .DHESI BIDHESI READY

  • @successodisha2581
    @successodisha25815 ай бұрын

    Modiji nkar Aruna stambha pakhare Gote Sastanga Pranam pura khela badalei deba...

  • @itsbikram24
    @itsbikram245 ай бұрын

    ବଡ଼ଚଣା ଅମର ପ୍ରସାଦ ଶତପଥୀ ଙ୍କୁ ରାଜ୍ୟସଭା ପଠାଇବ କି ଦଳ ? ଗୋଷ୍ଠି କନ୍ଦଳ କୁ ରୋକିବା ପାଇଁ ଦିଆ ଯିବକି?

  • @careerplus6241
    @careerplus62415 ай бұрын

    VKP will be elected to divert the peoples view for CM candidate but VKP will resigne if BJD will get majority and by by-election VKP will be CM for next 5 yr

  • @rohitkumarsharma5683
    @rohitkumarsharma56835 ай бұрын

    Mausa apana bjd netanka birudhare sabubele alochana karuchanti kebebi bjp natanka birudhare ta kebebi alochana karunahanti.

  • @nirakarsahoo7004

    @nirakarsahoo7004

    5 ай бұрын

    ବନ୍ଧୁ , ଆପଣ ନବୀନ ଦାସ ମହୋଦୟ ଙ୍କ ସବୁ episode କୁ ଭଲ କରି ଦେଖୁନାହାନ୍ତି ବୋଧହୁଏ । ବନ୍ଧୁ , ଏ ଅପାରଗ ଭ୍ରଷ୍ଟ ତଥା ବ୍ୟଭିଚାରୀ ବିଜେଡି ସରକାରଙ୍କୁ କଟୁ ସମାଲୋଚନା କରିବା ଆଳରେ ବିଜେପି ଦଳକୁ ମଧ୍ୟ ସେମାନଙ୍କର ଅପାରଗତା ଓ କେନ୍ଦ୍ରୀୟ ବିଜେପିର ହାତେ ମାପି ଚାଖଣ୍ଡେ ଚାଲିବା ରଣକୌଶଳ କୁ ମଧ୍ୟ ସମାଲୋଚନା କରିବାକୁ ଛାଡନ୍ତି ନାହିଁ ।

  • @bijayakumarsahoo7188

    @bijayakumarsahoo7188

    5 ай бұрын

    ୟେ ପା ବିଜେପି ର ଚାଟୂକାର ....

  • @prasantakumardas2115
    @prasantakumardas21155 ай бұрын

    Election Commissioner is under Modijee , If your word is right than it is very dengerous for democracy. Every body should try to save democracy.

  • @sushilkumardashdashsushi-ip9tz
    @sushilkumardashdashsushi-ip9tz5 ай бұрын

    Panchayat nirbachana bele v chup rahile boli miracle hela boli kahile

  • @ashiskumar174
    @ashiskumar1745 ай бұрын

    Bjd bjp bhai bhai desha aau rajya ku lutuchanti ghai ghai

  • @vffforvicky
    @vffforvicky5 ай бұрын

    Dear Naveen babu, please give you thoughts on how BJD is going to take advantage of Odisha vs Koshal politics.

  • @pramodkumarrout7641
    @pramodkumarrout76415 ай бұрын

    Sorry to say that no body has been selected/elected as MP(RS) from Keonjhar District during 2000 to 2023.

  • @rasmiranjansahoo2679
    @rasmiranjansahoo26795 ай бұрын

    Your guess will not go Wrong

  • @dwarikanath1958
    @dwarikanath19585 ай бұрын

    Our people wanting till now Gandhi brand paper only

  • @drpanda9462
    @drpanda94625 ай бұрын

    How could you know it?

  • @user-nl3yv6pt3t
    @user-nl3yv6pt3t5 ай бұрын

    Arup

  • @Pk2018-d2h
    @Pk2018-d2h5 ай бұрын

    Navin das sir nku.. Jadi Bjd ticket dele..rajya sabha ehi kshyani chali jibe... Kale , Pandia recommend karanta..kuadu kauadu..

  • @somnathnandaxxxs2854
    @somnathnandaxxxs28545 ай бұрын

    ପାଣ୍ଡିଆନ ନିଜେ ପ୍ରସନ...... ଅଶ୍ୱନୀ ଯିବେ

  • @user-dz7je4nb2n
    @user-dz7je4nb2n5 ай бұрын

    Babi das jibe.pandian wife contact in jajpur

  • @subhasishsatapathy8572
    @subhasishsatapathy85725 ай бұрын

    Pinaki Mishra

  • @prasanta-jg1vd
    @prasanta-jg1vd5 ай бұрын

    kalijugare Paisa, Mada , arua arna chiken jie daba vote tara.

  • @prakashmohanty5499
    @prakashmohanty54995 ай бұрын

    Where is Aswine Baisnab if not odissa BJD can take troubel

  • @user-xy5ek7ur7j
    @user-xy5ek7ur7j4 ай бұрын

    Kn hela galeni ki....jaha parucha news karucha ....se chalak na heithile 25 years sasan karinthate

  • @mohapatrasubhranshusekhar7545
    @mohapatrasubhranshusekhar75455 ай бұрын

    Bideshimananka shwartha pain S T land bill pass hoithila .

  • @prashantpalei361
    @prashantpalei3615 ай бұрын

    Bjd will surrender to bjp like JDU

Келесі