BJD Leader Pranab Prakash Das's reaction after meeting with Outgoing CM Naveen Patnaik || KalingaTV

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZread: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 740

  • @YubraajMishra
    @YubraajMishraАй бұрын

    ଓଡ଼ିଶାବାସୀ ନବୀନ ପଟ୍ଟନାୟକ ଙ୍କୁ ସର୍ବଦା ହୃଦୟ ରେ ସ୍ଥାନ ଦେଇଆସିଛନ୍ତି।

  • @pabitranath5075

    @pabitranath5075

    Ай бұрын

    Hele kn haba sasana thik kalani mana ichha j jmt paela kala sasan

  • @drdmediasibatala4061

    @drdmediasibatala4061

    Ай бұрын

    Kebe ନୁହେଁ

  • @rakeshsahooofficial2402

    @rakeshsahooofficial2402

    Ай бұрын

    😂

  • @purnapadhan3304

    @purnapadhan3304

    Ай бұрын

    Kantabhanji ra janata nku pachara.democracy re samastankara adhikar achhi Mata byakta karibara.

  • @user-qq6ve3ww8x

    @user-qq6ve3ww8x

    Ай бұрын

    Hnnn bhai True

  • @chintamanimoharana2678
    @chintamanimoharana2678Ай бұрын

    BJD ହିଁ BJD କୁ ହରାଇଛି

  • @Factswithgaming

    @Factswithgaming

    Ай бұрын

    Chakrabyuh nija loka hni karanti

  • @playpresents3559

    @playpresents3559

    Ай бұрын

    Right

  • @jyotsna99.

    @jyotsna99.

    Ай бұрын

    Right 👍

  • @baidapenthia3155

    @baidapenthia3155

    Ай бұрын

    Right 👍

  • @SarjanSahu-nl6jm

    @SarjanSahu-nl6jm

    Ай бұрын

    Right

  • @SKM12352
    @SKM12352Ай бұрын

    Tume Tent bandhiba aau Traffic control kariba😂😂😂

  • @apun2578

    @apun2578

    Ай бұрын

    Aau stage ru kahaku tana atara kariba Bobby 😢 Mate bhari dukha laguchi

  • @asutoshjayasingh6949

    @asutoshjayasingh6949

    Ай бұрын

    ସାମନାରେ କହୁନୁ ଖାଇବୁ ପୂରା ଗରମ ଗରମ

  • @AYgiri

    @AYgiri

    Ай бұрын

    100% right bro

  • @asitpadhi3397

    @asitpadhi3397

    Ай бұрын

    Ruha kemete haran karebe Modi dekhe ba

  • @gangotryvlogs96

    @gangotryvlogs96

    Ай бұрын

    Ma ku authary thia kary....

  • @rabindramohanty3052
    @rabindramohanty3052Ай бұрын

    ଲୋକଙ୍କର ବିଜେଡି ଦଳ ଏବଂ ନବୀନବାବୁଙ୍କ ଉପରେ ପୂର୍ଣ୍ଣ ଭରଷା ରହିଛି.

  • @user-qq6ve3ww8x

    @user-qq6ve3ww8x

    Ай бұрын

    But Aamara nahi

  • @YubraajMishra
    @YubraajMishraАй бұрын

    ବିଜେପି ଦଳ କେବେବି ଓଡିଶା ର ଅଭାବ ଟାକୁ ପୂରଣ କରିପାରିବେ ନାହିଁ। କାରଣ ଆମେ ଜାଣିଚୁ କେତିକି କିଏ କାମ କରିବ।

  • @drdmediasibatala4061

    @drdmediasibatala4061

    Ай бұрын

    ବିଜେଡି କଣ କଲା

  • @drdmediasibatala4061

    @drdmediasibatala4061

    Ай бұрын

    ନବୀନ ପଟ୍ଟନାୟକ କୁ ମୋର ଗୋଟେ ବାଳ ଦେବି ସିଧା କରିପାରିବ ki ସେ ନବୀନ jay ବିଜେପି

  • @ashishkumarrout-yl5wx

    @ashishkumarrout-yl5wx

    Ай бұрын

    Ame ta bjp auu 😂😂

  • @nbgames8043

    @nbgames8043

    Ай бұрын

    Nabina odisha re kete job deichi tike data delu.😂

  • @anandpanda1474

    @anandpanda1474

    Ай бұрын

    ତ ଏତେଦିନ bjd କାଣା ଟା ଉଖଡାଲା ସେ

  • @YubraajMishra
    @YubraajMishraАй бұрын

    ନିର୍ବାଚନ ଆସିଲା ବୋଲି କେନ୍ଦ୍ର ସରକାର ବାରମ୍ବାର ଓଡିଶା ଗସ୍ତ କରୁଛନ୍ତି ହେଲେ ଆଗରୁ କୋଉଠି ଥିଲେ କେନ୍ଦ୍ର ସରକାର ନିଜ ସ୍ୱାର୍ଥ ହାସଲ ପାଇଁ ଆସୁଛନ୍ତି ଓଡିଶା

  • @drdmediasibatala4061

    @drdmediasibatala4061

    Ай бұрын

    ହୟେ ବୋ ତତେ ଝାଡା ଲାଗଲେ ଲେଟରିଂ ଯାଈସୁ କି ଭୋକ ଲାଗଲେ ଯାଈସୁ

  • @YubraajMishra
    @YubraajMishraАй бұрын

    ବିରୋଧି କେବେ ବି ଲୋକଙ୍କ ସ୍ୱାର୍ଥ ଦେଖନ୍ତି ନାହିଁ ବରଂ ସର୍ବଦା ନିଜ ସ୍ୱାର୍ଥ ରେ ଲିପ୍ତ ଥାନ୍ତି।

  • @truptitarun7557

    @truptitarun7557

    Ай бұрын

    Nabina sabubele budha budhinku dekhile

  • @anmayeedas4839
    @anmayeedas4839Ай бұрын

    ସ୍ୱଚ୍ଛ ନିର୍ମଳ ତଥା ଶୁ ଶାସନ ର ବ୍ୟକ୍ତିତ୍ବ ପାଇଁ ଚର୍ଚ୍ଚିତ ଏବଂ ପରିଚିତ ଆମ ନବୀନ ବାବୁ, ଲୋକଙ୍କ ହୃଦୟରେ ରହିଛନ୍ତି l

  • @deepakacharya3892
    @deepakacharya3892Ай бұрын

    MC ବବି ଦାସ କୁ BLACK ROSE CASE ଏବଂ କୋଟି କୋଟି ଟଙ୍କା ହଡ଼ପ MATTER ରେ ତୁରନ୍ତ ED,CBI ଲଗାଇ ଜେଲ୍ ପଠାଇବା ଜରୁରୀ। କାରଣ ସବୁ ପଇସା ରାଜ୍ୟବାସୀ ଙ୍କ ର।

  • @user-ri1qt1jb2g

    @user-ri1qt1jb2g

    Ай бұрын

    Tu kn mukhyamantri ki

  • @i1msrm

    @i1msrm

    Ай бұрын

    Chupbe it cell kukura

  • @p.mohitnayak1945

    @p.mohitnayak1945

    Ай бұрын

    A kebe jhar pada jib

  • @odiacomedyentertainment4285

    @odiacomedyentertainment4285

    Ай бұрын

    Black rose kahara tora na to bapa ra? 😂

  • @amitdas2480

    @amitdas2480

    Ай бұрын

    ସମୟ ଯାହା କରିବ ଆଉ କେହି କିଛି କହିପାରିବେନି

  • @rabindramohanty3052
    @rabindramohanty3052Ай бұрын

    ନବୀନବାବୁ ହେଲେ ଜନମାନସର ହୃଦୟର ନେତା. ବିଜେପି କେବଳ କ୍ଷମତାର ନେତା.

  • @YubraajMishra
    @YubraajMishraАй бұрын

    ବିଜୁ ଜନତା ଦଳ ସର୍ବଦା ଓଡ଼ିଶାବାସୀ ଙ୍କ ହୃଦୟ ରେ ରହିଆସିଛି ଏବଂ ରହିଥିବ ମଧ୍ୟ।

  • @biswambarsahu6503

    @biswambarsahu6503

    Ай бұрын

    Tu gote p m

  • @pabitranath5075

    @pabitranath5075

    Ай бұрын

    Choroku support kariba choro

  • @drdmediasibatala4061

    @drdmediasibatala4061

    Ай бұрын

    ମୋ ବାଳ କରିଛି ନବୀନ

  • @maheshpatnaik6972
    @maheshpatnaik6972Ай бұрын

    ବିଜୁ ଜନତା ଦଳ ଉପରେ ଜନତା ଙ୍କ ଭରସା ସବୁବେଳେ ରହିଛି ଓ ରହିବ ମଧ୍ୟ.....କାରଣ ଏହା ହେଉଛି ଆମ ନବୀନ ବାବୁ ଙ୍କ ଦଳ...ସେ ହିଁ ମୁଖିଆ.....ତାଙ୍କ ନେତୃତ୍ୱ ରେ ହିଁ ଦଳ ଚାଲିଛି...

  • @pabitranath5075

    @pabitranath5075

    Ай бұрын

    Utupatia huo athara pandu ku dhari nabini fst ru seitiki kalani

  • @lipun1531

    @lipun1531

    Ай бұрын

    ​@@pabitranath5075 bhai PA sabu cm ra achhanti Pandian bi IAS educated person Loka bhabile pandu cm heba nabin pare boli sethilagi emiti hela😂😂😂😂

  • @rabirajcreatar

    @rabirajcreatar

    Ай бұрын

    Jai BJP sarkar Jai modi ji jindabad jindabad BJP sarkar jindabad 🎉🎉🎉🎉🎉🎉😊😊😊😊😮😮😮

  • @drdmediasibatala4061

    @drdmediasibatala4061

    Ай бұрын

    ଆଉ ଓଡିଶା ରେ ଯଉ ପରି ବେବିନା ମମିତା ଖୁସି ଆଉକେତେ ନାଁ କହିବି ସେମାନଙ୍କୁ ତଥରେ ଭାବ ତାଙ୍କ ପରିବାର ବିଷୟରେ କେବେ ଭାବିଛ ଆଜି ନବୀନ ପଟ୍ଟନାୟକ ହାରିଗଲା ବୋଲି ତମକୁ besi ବାଧୁଛି

  • @sukantitripathy4496
    @sukantitripathy4496Ай бұрын

    Navin Babu 25 barsa hela Odisha basi nka seba karu thile eha ku kebe vuli paribe nahi Odisha basi

  • @vihaanr2480
    @vihaanr2480Ай бұрын

    Jai Shree Jagannath 🙏 Love you Naveen babu ❤.You were, you are and you will remain the best CM for us forever.🙏

  • @KalapanaJena-jz9ir
    @KalapanaJena-jz9irАй бұрын

    ଓଡ଼ିଶାରେ ରହିଥିବା ନବୀନ ବାବୁ ଙ୍କ ଅଭୁଲା ସ୍ମୃତି ଗୁଡ଼ିକ ଓଡ଼ିଶା ବାସୀ ଙ୍କ ହୃଦୟ ର ଚିତ୍ରପଟ ରେ ଜୀବିତ ହୋଇ ଉଠୁଛି ।

  • @YubraajMishra
    @YubraajMishraАй бұрын

    ଲୋକଙ୍କୁ ଯିଏ ଅଲଗା ସମୟ ରେ ସାହାଯ୍ୟ କରିନାହିଁ ସେ ନିର୍ବାଚନ ସମୟରେ ସାହାଯ୍ୟ କରିବେ।

  • @user-qq6ve3ww8x

    @user-qq6ve3ww8x

    Ай бұрын

    Right

  • @RajeshJala-uq1kg
    @RajeshJala-uq1kgАй бұрын

    Nice video BJD Jay Jagannath BJD BJD BJD BJD BJD BJD

  • @raghunathdas-mb7yr
    @raghunathdas-mb7yrАй бұрын

    ବିଜେପି ଶାସିତ ଉତ୍ତର ପ୍ରଦେଶ ରେ ବିଜେପି ର ଆସନ ସଂଖ୍ୟା କମିଛି |ବିଜେପି ସେଠାରେ ଅସ୍ତିତ୍ୱ ହରାଇଛି |

  • @OFFICIALDOROMAN
    @OFFICIALDOROMANАй бұрын

    I Miss You Nabeen Sir 😭😭😭😭😭😭

  • @pusparanjanchouhan7823

    @pusparanjanchouhan7823

    Ай бұрын

    Miss u vk PANDIAN sir

  • @AYgiri

    @AYgiri

    Ай бұрын

    Delhi re ochhi pandu

  • @royalenfieldbullets

    @royalenfieldbullets

    Ай бұрын

    He is still alive...save it for another day

  • @ranjankumarbehera8922

    @ranjankumarbehera8922

    Ай бұрын

    I miss u Tamil chor pandu😢

  • @maheshpatnaik6972
    @maheshpatnaik6972Ай бұрын

    ଦଳ ର ପରାଜୟ ର ସମୀକ୍ଷା କରି ପୁଣି କିପରି ଭଲ ଭାବରେ ଆଗକୁ ବଢିବ ଦଳ...ସେହି ଉପରେ ଦୃଷ୍ଟି ଦେବେ ଆମ ନବୀନ ବାବୁ....

  • @Odia_Toka_Om
    @Odia_Toka_OmАй бұрын

    ଜନତା ଏବେ ଭି ନବୀନ ବାବୁଙ୍କୁ ବହୁତ ଭଲ ପାଉଛନ୍ତି ଏବଂ ଆଗକୁ ପାଉ ଥିବେ ମଧ୍ୟ କାରଣ ନବୀନ ବାବୁ ହେଲେ ଜଣେ ସ୍ୱଚ୍ଛ ନିର୍ମଳ ବ୍ୟକ୍ତି ତାଙ୍କ ମନରେ କାହା ପାଇଁ ରାଗ ଅଭିମାନ କିଛି ନ ଥାଏ

  • @sumansahoo5437
    @sumansahoo5437Ай бұрын

    Naveen Babu was the diamond of our Odisha and development in Odisha is impossible without him.

  • @AlokranjanP91
    @AlokranjanP91Ай бұрын

    Traffic clear na ?😂

  • @bijandas2921
    @bijandas2921Ай бұрын

    ବାଳ ଅଛି

  • @user-ri1qt1jb2g

    @user-ri1qt1jb2g

    Ай бұрын

    Tu khaibu Bala raha

  • @eatingranger9929
    @eatingranger9929Ай бұрын

    ବବି କୁ ଯିଏ ଯୋଉଠି ଦେଖୁଚ ବଜାଓ 😅😅 ତା ପରେ ଦେଖା ଯିବ

  • @bibhuprasadbarik292

    @bibhuprasadbarik292

    Ай бұрын

    Mg

  • @odiayou4221
    @odiayou4221Ай бұрын

    ଜୟ ନବୀନ 🙏❤️ ଓଡ଼ିଆ

  • @NanduComedy
    @NanduComedyАй бұрын

    ସେହିପରି ବିକ୍ରମ କେଶରୀ ଆରୁଖ, ଶ୍ରୀକାନ୍ତ ସାହୁ, ପ୍ରଭୁ ଜାନି, ବିକ୍ରମ ପଣ୍ଡା, ସୁବାସ ବେହେରା, ଅଶୋକ ପଣ୍ଡା, ସୁଶାନ୍ତ ବେହେରା, କୌଶଲ୍ୟା ହିକକା, ପ୍ରଦୀପ ମାଝୀ, ମଞ୍ଜୁଲତା ମଣ୍ଡଳ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ସଂତୃପ୍ତ ମିଶ୍ର ଏବଂ ଭୃଗୁ ବକ୍ସିପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

  • @jyotiprakashnayakjyotiprak5086
    @jyotiprakashnayakjyotiprak5086Ай бұрын

    Naveen patanayak sir miss you nd love you ❤️🙏🙏🙏🙏🙏🙏

  • @maheshpatnaik6972
    @maheshpatnaik6972Ай бұрын

    ଆମ ନବୀନ ବାବୁ ଙ୍କ ଉପରେ ଲୋକ ଙ୍କ ଭରସା ସବୁବେଳେ ରହିଛି ଓ ରହିଥିବ ମଧ୍ୟ....ଜନତା ଙ୍କ ଭଲ ପାଇବା ଓ ବିଶ୍ୱାସ ସହ ପୁଣି ବିଜୁ ଜନତା ଦଳ ଆଗକୁ ବଢିବ....ଆମ ନବୀନ ବାବୁ ହିଁ ଲୋକ ଙ୍କ ନେତା...

  • @k.jagannathreddy3515
    @k.jagannathreddy3515Ай бұрын

    କଥା କୁହା କପିଳା...

  • @sumansahoo5437
    @sumansahoo5437Ай бұрын

    Naveenbabu exists in the heart of the public mind of Odisha.

  • @smrutirekhasatpathy4397
    @smrutirekhasatpathy4397Ай бұрын

    People's hopes on our Naveen Babu have always been and will remain, but the love and trust of the people will never diminish.

  • @Rupalinprasad
    @RupalinprasadАй бұрын

    ନବୀନ ପଟ୍ଟନାୟକ ଓଡ଼ିଶା କୁ ନୂଆ ପରିଚୟ ଦେଇଛନ୍ତି ପ୍ରତିଟି ଗରିବଙ୍କ ଦୁଃଖ ବୁଝିଛନ୍ତି ତାଙ୍କ ତ୍ୟାଗ ଆଜି ବି ଲୋକ ମାନେ ପକାଉଛନ୍ତି ଆଉ ସବୁଦିନ ପାଇଁ ମାନେ ରହିବ ମଧ୍ୟ

  • @usharanipaikaray737
    @usharanipaikaray737Ай бұрын

    Kebe bi kounashi jagare manyabara mukhyamantri nka chhada kehi lid neinahanti

  • @subhakanta1983
    @subhakanta1983Ай бұрын

    To bhai pandian kuade gala.. bedha chua

  • @user-qq6ve3ww8x

    @user-qq6ve3ww8x

    Ай бұрын

    You are saying right bro...

  • @raghunathdas-mb7yr
    @raghunathdas-mb7yrАй бұрын

    କମିଟି ଗଠନ କରି ନବୀନ ବାବୁ ଆଗକୁ ବିଯୁଜନତା ଦଳର କାର୍ଯ୍ୟ ପନ୍ଥା ଗ୍ରହଣ କରିବେ |

  • @sumansahoo5437
    @sumansahoo5437Ай бұрын

    We the people of Odisha will see how much Odisha is a development hub.

  • @onlyshorts175
    @onlyshorts175Ай бұрын

    Jagannath prabu Nahin sir nku koti paramayu diantu deha bhala rakhantu.se shakti shali hoe agami nirbachana re bijaya hoe puni thare cm huantu atiki mora jagannatha nka thare prarthana

  • @Odia_Toka_Om
    @Odia_Toka_OmАй бұрын

    ନବୀନ ବାବୁ ସମସ୍ତ ନେତା ମାନଙ୍କୁ ଜଣାଇ ଛନ୍ତି କି ଦଳ ଲୋକଙ୍କ ପାଇଁ କାମ କରୁଥିଲା ଏବଂ ଆଗକୁ ମଧ୍ୟ ଲୋକଙ୍କ ପାଇଁ କାମ କରିବ

  • @sanjeetmohapatra
    @sanjeetmohapatraАй бұрын

    Ama odisha ..... Naveen Odisha.........you are always our beloved leader only

  • @anmayeedas4839
    @anmayeedas4839Ай бұрын

    ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ସବୁ ପରିସ୍ଥିତିରେ ରହିଛି ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି କିନ୍ତି ଜନତା ଆଜି ବିଜେପି ଦଳର ହୀନ ରାଜନୀତି ରେ ଫଶୀ ବିଶ୍ୱାସଘାତକତା କରିଛନ୍ତି l

  • @pitambarbarik9438
    @pitambarbarik9438Ай бұрын

    You all become active again. You are field workers. For every district, select active person who can work with all and unite the party again.

  • @rabindramohanty3052
    @rabindramohanty3052Ай бұрын

    ଅତି ଅଳ୍ପଦିନ ମଧ୍ୟରେ ଜନଗଣ ପାର୍ଥକ୍ୟ ବାରି ପାରିବେ. ସେମାନେ କଣ ହରାଇ କଣ ପ୍ରାପ୍ତ ହୋଇଛନ୍ତି.

  • @laxmipriyasahoo9743
    @laxmipriyasahoo9743Ай бұрын

    Naveen Patnaik will continue to fight for the interests of the people of Odisha, Pranab Prakash Das said through reporters, which has filled the minds of the people of Odisha with new inspiration.

  • @rupalpadhy2089
    @rupalpadhy2089Ай бұрын

    Pranab Das expressed strong confidence in naveen Patnaik's leadership, stating the party's plans to contest and win a significant majority of seats in both the state assembly and Lok Sabha elections

  • @YubraajMishra
    @YubraajMishraАй бұрын

    ନବୀନ ବାବୁ ଆମ ଓଡିଶା ର ହୀରା ଥିଲେ ଏବଂ ତାଙ୍କ ଛଡ଼ା ଓଡିଶା ରେ ବିକାଶ ଅସମ୍ଭବ।

  • @lipun1531

    @lipun1531

    Ай бұрын

    Heba hele sarala au bhala neta darkar matra 5 barsa pai nahele shankha khetra ku hindu muslim khetra banei debe

  • @drdmediasibatala4061

    @drdmediasibatala4061

    Ай бұрын

    ମୋ ବାଳ ବିକାଶ କରିଛି ଖାଲି ବିନାଶ ପଶ୍ଚିମ ଓଡ଼ିଶାରେ ଘରେ ଘରେ ମଦ ଦୋକାନ ର ବିକାଶ କରିଛି

  • @ashishkumarrout-yl5wx

    @ashishkumarrout-yl5wx

    Ай бұрын

    Naveen chehra tàa dekhikii khalii vote pituthile odisha minority problem emanaku jana nathau ......kn achhi nije banchile bapa ra naaa. BJD ku bhuliparibenii kichhi loka kn lotichhanti.

  • @rupalpadhy2089
    @rupalpadhy2089Ай бұрын

    He expressed optimism about the party's prospects, citing strong voter support due to the state's developmental achievements

  • @raghunathdas-mb7yr
    @raghunathdas-mb7yrАй бұрын

    ବିଯୁଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଦଳ ର ନେତୃ ବର୍ଗ ଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ଦଳ ର ପରାଜୟ ବିଷୟରେ ସବିଶେଷ ଆଲୋଚନା କରିଛନ୍ତି |

  • @Biru135
    @Biru135Ай бұрын

    ଟ୍ରାଫିକ କନେଷ୍ଟବଳ 😂

  • @JagabandhuUpadhyay-mg5jb
    @JagabandhuUpadhyay-mg5jbАй бұрын

    🎉

  • @sipakkumarjena3469
    @sipakkumarjena3469Ай бұрын

    Agaru emiti press conference karithile,, Loka vote deithante

  • @sarthaksiddharthapradhan8295
    @sarthaksiddharthapradhan8295Ай бұрын

    Sabas

  • @learnwithbini6060
    @learnwithbini6060Ай бұрын

    We want Naveen pattnaik 💚🐚😢not other as CM....chhi odisha people harei ki khrp kle

  • @SangaBhai-dx3xc
    @SangaBhai-dx3xcАй бұрын

    Ty Baby Bhai Jay Naveen 💚💚

  • @pusparanjanchouhan7823

    @pusparanjanchouhan7823

    Ай бұрын

    Thank you VK PANDIAN

  • @sumansahoo5437
    @sumansahoo5437Ай бұрын

    The people of Odisha are very lucky to have a Chief Minister like Naveen Babu who has dedicated his life to alleviate the sufferings of the people.

  • @indiradas2104
    @indiradas2104Ай бұрын

    ଓଡ଼ିଶା ବାସୀଙ୍କ ହୃଦୟରେ ନବୀନ ବାବୁଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି।

  • @AsishKumar-qw2xu
    @AsishKumar-qw2xuАй бұрын

    ସେଇ ସମୀକ୍ଷା କଲନି ବୋଲି ଆଜି ତମମାନଙ୍କର ଏଇ ଅବସ୍ଥା

  • @narayanbehera1373
    @narayanbehera1373Ай бұрын

    ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିଷ୍ପତ୍ତି ହିଁ ଶ୍ରେଷ୍ଠ ନିଷ୍ପତ୍ତି।

  • @rabindramohanty3052
    @rabindramohanty3052Ай бұрын

    ଓଡ଼ିଶାର ଜନ ମାନସ ହୃଦୟ ଭିତରେ ନବୀନବାବୁ ବିଦ୍ୟମାନ ଅଛନ୍ତି.

  • @Educationpoint100
    @Educationpoint100Ай бұрын

    ବବି ଭାଈ ମାନ୍ୟବର ମୁଖ୍ୟମନ୍ତ୍ରୀ ନୁହଁ ଏବେ କୁହ ପୂର୍ବତନ ମୁଖ୍ୟମନ୍ତ୍ରୀ। ଟିକେ କଷ୍ଟ ହବ କିନ୍ତୁ ଅଭ୍ୟାସ କଲେ ହେଇଯିବ

  • @ashishkumarrout-yl5wx

    @ashishkumarrout-yl5wx

    Ай бұрын

    Sabasss meri bhai.....Katha pade manepakecha.

  • @bijaytripathy2119
    @bijaytripathy2119Ай бұрын

    Manyavar Navin Pattnaik nka sahita kehi compare hoi paribeni

  • @anmayeedas4839
    @anmayeedas4839Ай бұрын

    ନବୀନ ବାବୁ ସବୁବେଳେ ଓଡ଼ିଶାର ଦୁଃଖ ସୁଖର ସାଥି ଥିଲେ ଆଜି ଓଡିଶା ଅନୁଭବ କରୁଛି ନବୀନ ପଟ୍ଟନାୟକ ଙ୍କର ନେତୃତ୍ୱ କୁ l

  • @Rupalinprasad
    @RupalinprasadАй бұрын

    ନବୀନଙ୍କ ଶାନ୍ତ ସରଳ ସ୍ଵଭାବ ବ୍ୟକ୍ତିତ୍ଵ ଯିଏ କେବେ କୌଣସି ନେତାଙ୍କ ବିରୁଦ୍ଧରେ କୁହନ୍ତି ନାହିଁ କି ଅନ୍ୟ ନେତାଙ୍କ ଭଳି ଅଧିକ କଥା କୁହନ୍ତିନି ସେ ସବୁବେଳେ କଥା କମ୍ କାମ ବେଶୀ ରେ ବିଶ୍ୱାସ କରନ୍ତି

  • @maheshpatnaik6972
    @maheshpatnaik6972Ай бұрын

    ଆମ ନବୀନ ବାବୁ ହିଁ ଦଳ ର ମୁଖିଆ...ସେ ଯାହା ଠିକ୍ ଭାବିବେ ତାହା ହିଁ କରିବେ...ଲୋକ ଙ୍କ ସହ ସବୁବେଳେ ଆମ ନବୀନ ବାବୁ ଅଛନ୍ତି ଓ ରହିବେ ମଧ୍ୟ....

  • @rabindramohanty3052
    @rabindramohanty3052Ай бұрын

    ନବୀନବାବୁ ହେଉଛନ୍ତି ଜଣେ ମୁକୁଟ ବିହୀନ ସମଗ୍ର ରାଜ୍ୟର ସମ୍ରାଟ.ତାଙ୍କର ସମକକ୍ଷ କେହି ନାହାନ୍ତି କି ହୋଇ ପାରିବେ ନାହିଁ.

  • @user-qq6ve3ww8x

    @user-qq6ve3ww8x

    Ай бұрын

    Bilkul ji sahi keh diya

  • @smrutisekharsahoo1363
    @smrutisekharsahoo1363Ай бұрын

    ସେଇ କଥା ଆଗରୁ କଲେନାହିଁ? ବୁଡିଗଲା ପରେ ସମୀକ୍ଷା।

  • @pabitrarana6069
    @pabitrarana6069Ай бұрын

    Kritadas

  • @RajeshJala-uq1kg
    @RajeshJala-uq1kgАй бұрын

    Nice video BJD Jay Jagannath BJD BJD BJD

  • @drdmediasibatala4061

    @drdmediasibatala4061

    Ай бұрын

    🚩🚩🚩 ଜୟ ବିଜେପି ଜୟ ବିଜେପି ଜୟ ବିଜେପି ଜୟ ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି

  • @laxmipriyasahoo9743
    @laxmipriyasahoo9743Ай бұрын

    By forming the committee, Naveen Babu will take the working approach of the planning team

  • @laxmipriyasahoo9743
    @laxmipriyasahoo9743Ай бұрын

    People of Odisha always want Biju Janata Dal... People's love is always with our Naveen Babu.. He is the head of the party... The party will work under his leadership again.

  • @Rupalinprasad
    @RupalinprasadАй бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ନମ୍ୱର୍ 1 ଥିଲେ ସବୁବେଳେ ରହିବେ ମଧ୍ୟ

  • @ajitrath77
    @ajitrath77Ай бұрын

    Navin sir should clarify personally..that will be better

  • @KalapanaJena-jz9ir
    @KalapanaJena-jz9irАй бұрын

    ନବୀନ ବାବୁ ଓଡ଼ିଶାବାସୀଙ୍କ ଚିର ନମସ୍ୟ ହୋଇ ସବୁଦିନ ପାଇଁ ରହିବl

  • @bijaytripathy2119
    @bijaytripathy2119Ай бұрын

    Manyavar Navin Pattnaik nka direction re Biju Janata Dala kama karuchi agaku puni Odishara janatanka heart jitiba

  • @nanditamohanty6696
    @nanditamohanty6696Ай бұрын

    Ekdum right👍👍

  • @Rupalinprasad
    @RupalinprasadАй бұрын

    ନବୀନଙ୍କ ଶ୍ରେଷ୍ଠ ନେତୃତ୍ଵ ରେ ଓଡ଼ିଶା ଆଜି ସାରା ବିଶ୍ବରେ ଶ୍ରେଷ୍ଠ ରାଜ୍ୟ ଭାବେ ମାନ୍ୟତା ପାଇଛି ଓଡ଼ିଶା ଆଜି ବିଶ୍ୱ ଦରବାର ଉଦାହରଣ ସୃଷ୍ଟି କରିଛି ଏହା କେବଳ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ

  • @sumansahoo5437
    @sumansahoo5437Ай бұрын

    No matter what the GB government does, no one will separate Naveen Babu from the people.

  • @dipupalai1248
    @dipupalai1248Ай бұрын

    Jay bjd Jay Nabin sir 🎉🎉🎉🎉

  • @laxmipriyasahoo9743
    @laxmipriyasahoo9743Ай бұрын

    It is the duty of every party to respect people's opinion and that is what our dear leader Naveen Patnaik has done

  • @kvleninjena5560
    @kvleninjena5560Ай бұрын

    ପ୍ରିୟ ମୁଖ୍ୟମନ୍ତ୍ରୀ #ନବୀନପଟ୍ଟନାୟକ (୨୦୦୦ରୁ୨୦୨୪) ସର୍ବୋଚ୍ଚ ନେତା ଥିଲେ ଅଛନ୍ତି ରହିବେ ମଧ୍ୟ।

  • @NanduComedy
    @NanduComedyАй бұрын

    ନବୀନ ନିବାସରେ ବିଜେଡିର ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀ । ସମସ୍ତେ ନବୀନ ନିବାସ ଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ପରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଦଳର ଆଗାମୀ ରଣନୀତି ସମ୍ପର୍କରେ ସଭାପତିଙ୍କ ସହ ଆଲୋଚନା ହୋଇଛି ।

  • @prakashsing98
    @prakashsing98Ай бұрын

    😢😢😢😢😢😢

  • @sukantitripathy4496
    @sukantitripathy4496Ай бұрын

    Odisha basi nka hata pahanta re subidha deichanti Navin Babu eha sara Rajya re charcha

  • @smrutirekhasatpathy4397
    @smrutirekhasatpathy4397Ай бұрын

    BJD organization editor Babu Pranab Prakash Das has respected the opinion of Odisha residents.

  • @narayanbehera1373
    @narayanbehera1373Ай бұрын

    ବାବୁ ନବୀନ ଙ୍କ ନେତୃତ୍ୱ ରେ ଏକତ୍ରିତ ଥିଲେ ଏବଂ ଅଛନ୍ତି ମଧ୍ୟ ବିଜୁ ଜନତା ଦଳ।

  • @laxmipriyasahoo9743
    @laxmipriyasahoo9743Ай бұрын

    Karthik Pandian's talk is the insider talk of the BJP Naveen Patnaik will determine who will be in the team and who will work

  • @dillippradhan996
    @dillippradhan996Ай бұрын

    Bhai you didn't understand the policy of Pandian Sir.

  • @sukantitripathy4496
    @sukantitripathy4496Ай бұрын

    Jie sarkaar kale madhya Navin Babu ghare ghare prasansa pauchhanti

  • @ashishkumarrout-yl5wx

    @ashishkumarrout-yl5wx

    Ай бұрын

    Sata bhai kete jana lakanka gharu satare Laxmi palechanti ....Laxmi chhada heigale.

  • @satyabhamaacharya8010
    @satyabhamaacharya8010Ай бұрын

    ଶୂନ୍ୟତା ଆଣିଦିଏ ସଂପୂର୍ଣ୍ଣ ପୂର୍ଣ୍ଣ ତା

  • @bapinabaliyarsingh67
    @bapinabaliyarsingh67Ай бұрын

    ମଣିଷ ର ଅହଂକାର ହଁ ମଣିଷକୁ ମାରିଦିଏ ଵୁଝିଲ

  • @bhagirathituku3487
    @bhagirathituku3487Ай бұрын

    Bobby Bhai great leader in odisha

  • @biswojitdash1710

    @biswojitdash1710

    Ай бұрын

    Kintu Boby das ku jie fasei la se pandian na re kichi b kahile nahin dukhar katha.

  • @lipun1531

    @lipun1531

    Ай бұрын

    ​@@biswojitdash1710 ta Naa dharibata papa boli meeting re nabin sir kahile😂😂

  • @KalapanaJena-jz9ir
    @KalapanaJena-jz9irАй бұрын

    ଓଡ଼ିଶା ବାସୀଙ୍କ ହୃଦୟରେ ସଦା ସର୍ବଦା ରହିବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @user-qq6ve3ww8x

    @user-qq6ve3ww8x

    Ай бұрын

    Biswas heuni re bhai

  • @laxmipriyasahoo9743
    @laxmipriyasahoo9743Ай бұрын

    Naveen Babu is an uncrowned emperor of the entire kingdom. He has no equal or can be equal.

  • @kanhacreastion
    @kanhacreastionАй бұрын

    I miss you nabeen sir😢😢😢

  • @adisahu3607
    @adisahu3607Ай бұрын

    ଆଜି ଆପଣ ଆଗକୁ ଆସି ଯେମିତି ଭାଷଣ ଦେଉଛନ୍ତି ଜଦି ଆଗରୁ ଏମିତି କରିଥାନ୍ତେ ଆଜି ବିଜେଡି ର ଅବସ୍ଥା ଏମିତି ହେଇନଥାନ୍ତା

  • @sultanrajahabibi230
    @sultanrajahabibi230Ай бұрын

    Bobby Bhai zindabad

  • @rupalpadhy2089
    @rupalpadhy2089Ай бұрын

    Pranab Das highlighted the significant progress Odisha has made under Patnaik's tenure, which has bolstered public confidence in the BJD

  • @YubraajMishra
    @YubraajMishraАй бұрын

    ନବୀନ ବାବୁଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀ ପାଇ ସାରା ଓଡିଶା ବାସି ବହୁତ ଲକି ଯିଏ କି ଲୋକଙ୍କ ଦୁଃଖ ଦୂର କରିବା ପାଇଁ ନିଜ ଜୀବନକୁ ଉର୍ତ୍ସର୍ଗ କରିସାରିଛନ୍ତି

  • @narayanbehera1373
    @narayanbehera1373Ай бұрын

    ଶୋଷଣ ନୀତି ବିରୁଦ୍ଧରେ ଲଢିବା ପାଇଁ ପ୍ରସ୍ତୁତ ଆମ ଓଡ଼ିଶା ବାସୀଙ୍କ ବଳ ବିଜୁ ଜନତା ଦଳ।

  • @Rupalinprasad
    @RupalinprasadАй бұрын

    ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜେଡ଼ି ଦଳର ସଭାପତି ଥିଲେ । ଆଗକୁ ମଧ୍ୟ ରହିବେ ଏଥିରେ ସନ୍ଦେହ ନାହିଁ । କିନ୍ତୁଯାହା ବିକାମ ହୁଏ ତାଙ୍କଡିରେକ୍ସନରେ ପାର୍ଟି କାମ କରି ଚାଲେ ।

Келесі