Such a huge IT raid! Why is Naveen still silent? । Nirbhay Gumara Katha

Such a huge IT raid! Why is Naveen still silent? । Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZread Channel.
Odisha's Fastest Growing Political KZread Channel.
Odisha's Fast Ever Only Political KZread Channel.
Odisha's Most Popular Political KZread Channel.
For Latest Odisha Political News Follow us:
KZread: kzread.info/dron/_Sk.html...
Facebook: / nirbhayodia
Twitter: / nirbhaytube
Instagram: / ni

Пікірлер: 345

  • @umeshchandradash2881
    @umeshchandradash28817 ай бұрын

    ନମସ୍କାର ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏଥିପାଇଁ ଆମେ ହିଁ ଦାୟୀ।କାରଣ ଆମେ ମାନେ କିଛି ନ ବୁଝି ନ ଭାବି ଆଖି ମୁଜି ବିଜେଡି କୁ ଭୋଟ ଦେଇ ଚାଲିଛୁ। ଓଡିଶା ବାସୀଙ୍କୁ ମୋର ଅନୁରୋଧ ଆପଣମାନେ ଟିକିଏ ଜାଗ୍ରତ ହୁଅ ନହେଲେ ରାଜ୍ୟ ରସାତଳ କୁ ଚାଲି ଯିବ ।ଜୟ ଜଗନ୍ନାଥ

  • @durgaprasadsamantaray7084
    @durgaprasadsamantaray70847 ай бұрын

    ଟଙ୍କା ନିଅ ମଦ ପିଅ ଶଂଖ ଚିହ୍ନ ରେ ଭୋଟ ଦିଅ। ଏହା ହିଁ ମୂଳ ଲକ୍ଷ୍ୟ।

  • @sarbeswarmishra6695

    @sarbeswarmishra6695

    6 ай бұрын

    Dhik3. Nabin. C. M.

  • @prafullaojha8242
    @prafullaojha82427 ай бұрын

    ସାର ମୁଁ ଭାବୁଛି ମୁଁ ବି ଗୋଟେ ବେସ୍ୟାଳୟ ଖୋଲିବି l ମୁଖ୍ୟମନ୍ତ୍ରୀ ଙ୍କୁ ଉଦଘାଟନ କରିବାକୁ ଡାକିବି ଏବଂ ପ୍ରଥମ ଗ୍ରାହକ ମୁଖ୍ୟମନ୍ତ୍ରୀ ଙ୍କୁ କରିବି l ଆଉ ମୋଟା ଅଙ୍କର ନିର୍ବାଚନୀ ଚାନ୍ଦା ଦେଇ ମାଳାମାଲ ହେବି 😊😊😊

  • @swarajkumarbej3768
    @swarajkumarbej37687 ай бұрын

    ସେଇଥିପାଇଁତ ଆମ ମୂଖ୍ଯମନ୍ତ୍ରୀ ହେଇଛନ୍ତି ବିଶ୍ବସ୍ତରୀୟ।ଛି ଛି ନିଜକୁ ଓଡିଆ କହିବାକୁ ଲାଜ ଲାଗିଲାଣି।

  • @bigdady1281

    @bigdady1281

    7 ай бұрын

    True fact

  • @kalicharanmahapatra885

    @kalicharanmahapatra885

    7 ай бұрын

    ଏ ଚୋର, ଠକ,ବିଶ୍ୱାସ ଘାତକ,ବେଇ ମା n, ମାଇଚିଆ, ବୁଢ଼ା ମାଙ୍କଡ କୁ24 ବରସ ହେଲା ଆମର ମୂଲ୍ୟ ବାନ ଭୋଟକୁ ଦେଇ କି ଭୁଲ କରିଅଛୁ ଭାବିଲେ ମୁଣ୍ଡ ଖରାପ ହେଇଯାଇଛି

  • @khirodhota1440
    @khirodhota14407 ай бұрын

    ଓଡ଼ିଶାର ସବୁ ମିଡିଆ ତ ନବୀନ ଙ୍କ ପୋଷା କୁକୁର ଆପଣ ଯେତେ ଯାହା କହିଲେ କିଏ ଶୁଣିବ।

  • @sopanabadek5696

    @sopanabadek5696

    7 ай бұрын

    ସତ୍ୟ କଥା ଉପସ୍ଥାପନା କଲେ ଆଜ୍ଞା !

  • @khirodhota1440
    @khirodhota14407 ай бұрын

    33 ପର୍ସେଣ୍ଟ ଓଡ଼ିଆ ଙ୍କୁ ମଦୁଆ କଲା ଓଡ଼ିଶାର ମଦୁଆ ପ୍ରଶାସନ।

  • @itsbikram24
    @itsbikram247 ай бұрын

    ନବୀନ ବାବୁ କେଉଁ ଦିନ ପାଟି ଖୋଲିଥିଲେ ଯେ ଆଜି ଖୋଲିବେ ।ସେ ପରୀ ଘଟଣା ହେଉ କି ମାମିତା ମେହେର ହେଉନି ମାହାଙ୍ଗା ଟ୍ରିପିଲ୍ ମର୍ଡର ଘଟଣା ରେ ଖୋଲିଥିଲେକି ?ଚୁପ୍ ରହିବେ କିଛି ଦିନ।ପରେ କହିବେ ତଦନ୍ତ ଚାଲିଛି ଆମେ ଅନ୍ୟାୟ କୁ ପ୍ରସାୟ ଦିଆଯିବନି । ଆଇନ ତା ବାଟରେ ଯିବ।

  • @pradiptakumarsatapathy3599

    @pradiptakumarsatapathy3599

    7 ай бұрын

    ସହି ସହି ମହାଶୟ, ମହାଶୟ ରୁ ବଡଲୋକ।

  • @ShantanuMishra-lw8zp
    @ShantanuMishra-lw8zp7 ай бұрын

    ନବୀନ ବାବୁ ବା ବିଜୁ ଜନତା ଦଳ ଚୁପ ରହିବେନି କେମିତି, ଭାବି ନିଅନ୍ତୁ ମଉନେ ସମ୍ବତୀ ଲକ୍ଷଣ.

  • @jyotirmayjena1869
    @jyotirmayjena18697 ай бұрын

    ଯଦି ମଦ ଭାଟିରୁ ଏତେ ବାହାରୁଛି ତେବେ ନେତାମାନଙ୍କ ଘରୁ କେତେ ନ ବାହାରିବ । ମୋତେ ବେଳେ ବେଳେ ଲାଗେ ନବୀନ ନିବାସ ଭିତରେ କୋଟି କୋଟି ଟଙ୍କା ଗଛିତ ଅଛି କାରଣ ନବୀନ ନିବାସ ହେଉଛି ସବୁଠୁ ସୁରକ୍ଷିତ ଜାଗା । ସେଠାକୁ ନା ଚୋର ନା ସାଧାରଣ ଲୋକ ନା ନେତା ନା ଇଡି ନା ଆଇଟି ନା ସିବିଆଇ କେହି ଯାଇପାରିବେ ନାହିଁ । ବିଜେଡି ର କଳା ଟଙ୍କା ନିହାତି ନବୀନ ନିବାସ ରେ ଥିବ । ଅନ୍ୟ କୌଣସି ଦଳ ହୋଇଥିଲେ ବିଶ୍ବାସ ହୋଇନଥାନ୍ତା କିନ୍ତୁ ବିଜେଡି ଦଳର ଚରିତ୍ର ଯାହା ମୋ କଥା ନିହାତି ସତ୍ଯ ହୋଇଥିବ ।

  • @tnd5690

    @tnd5690

    7 ай бұрын

    Yes yes

  • @MIS_Training

    @MIS_Training

    7 ай бұрын

    Sure

  • @ranjanpatel6687

    @ranjanpatel6687

    7 ай бұрын

    Sure sir

  • @jchoudhury274
    @jchoudhury2747 ай бұрын

    ମଦ ଭାଟି କରି ନବିନ ବାବୁ ଫ୍ୟାକ୍ଟ୍ରି ପ୍ରତିଷ୍ଠା କଲି ବୋଲି ଭାବୁ ଛନ୍ତି ଜୟ ଜଗନ୍ନାଥ

  • @khirodhota1440
    @khirodhota14407 ай бұрын

    ଯିଏ ମଦ୍ୟପ ସେ ମଦ factory କରିବ ନାହିଁ ଆଉ କଣ ସର୍ବତ factory କରିବ?

  • @bijayketanpatnaik2638
    @bijayketanpatnaik26387 ай бұрын

    ଲେନିନ ଭାଇଙ୍କୁ ପଚାରନ୍ତୁ, ଏହିରେ ବିଜେଡ଼ି ର କିଛି ରୋଲ ଅଛି ନା ନାହିଁ?

  • @Skgbul470
    @Skgbul4707 ай бұрын

    ନବୀନ ବାବୁ ଚୁପ ହେବାର କାରଣ ଅଛି ବୟସ ହେଇଗଲାଣି ବାକ୍ ଶକ୍ତି କମି କମି ଗଲାଣି କେବଳ ଆପଣ ମାନେ ଖୁସି ତ ଏତିକି ବହୁତ କଷ୍ଟ ରେ କହି ପାରୁ ଛନ୍ତି ଆଉ ଆଇନ ତା ବାଟରେ ଯିବ ବେଶ୍ ଏତିକି କହି ପାରୁ ଛନ୍ତି,

  • @madhusudansahoo3103
    @madhusudansahoo31037 ай бұрын

    ଆପଣଙ୍କ ମତ ସହିତ ଆମ ମାନକର ସହମତ ଅଛି।

  • @dr.purnendutripathy5263
    @dr.purnendutripathy52637 ай бұрын

    ଯାଦୁଆ ବିକୁଛି ଯାଦୁରେ ମଲମ, ମଦୁଆ ବିକୁଛି ମଦ। କହିବା କାହାକୁ। ଶ୍ରେଷ୍ଠ ପ୍ରଶାସକ?

  • @netajidash9367
    @netajidash93677 ай бұрын

    ଖେଳ ପ୍ରୋତ୍ସାହନ ବିଷୟରେ ବିଜଦର ଏବଂ ତାଙ୍କ ସରକାରଙ୍କ ଡିଣ୍ଡିମ ପିଟିବା ଆମେ ଦେଖୁଚୁ। ମଦ ପିଇ ଓଡ଼ିଆ ଟୋକା ଖେଳକୁଦରେ ଓଲିମ୍ପିକ୍ ରେ କମାଲ ଦେଖେଇବେ ବୋଲି ନବୀନ ବାବୁ ଭାବନ୍ତି ଆମେ ଏହିକଥା ଏବେ ବୁଝିଲୁ।

  • @jagannathkillaka4139
    @jagannathkillaka41397 ай бұрын

    Cm ଏକ କାଠ କଣ୍ଡେଇ ସେ କଣ ଜାଣିବ ଭୋବିଷତ୍ୱ ନଷ୍ଟ କାରି

  • @adityabehera3680
    @adityabehera36807 ай бұрын

    Naveen pattanaik has already damaged the back bone of odisha

  • @PRADEEPKUMAR-hc9zz
    @PRADEEPKUMAR-hc9zz7 ай бұрын

    ଆପଣ ଏତେ ନିର୍ଭୟ ରେ କହୁଛନ୍ତି,,,,ମାନିବାକୁ ହେବ,,,ଅପ୍ରିୟ ସତ୍ୟ କଥା

  • @basantapattnaik7812
    @basantapattnaik78127 ай бұрын

    ସାର ଆପଣଙ୍କ ମତ ସହ ମୁ ଏକମତ କିନ୍ତୁ ମୋର ଆଉ ଗୋଟେ କଥା କହିବାର ଅଛି ଆମ ବିଜେଡି ଦଳର ଲୋକ ମାନେ ସବୁକଥାରେ ରେ କୁହନ୍ତି ନବୀନ ପଟ୍ଟନାୟକ ବିଶ୍ୱ ସ୍ତରୀୟ ଆମ କାମ ବିଶ୍ୱ ସ୍ତରୀୟ ବର୍ତମାନ କହିବା କଥା ଆମେ ମଦରେ ବି ବିଶ୍ୱ ସ୍ତରୀୟ ମୋ ମତରେ ସବୁ ନବୀନ ପଟ୍ଟନାୟକ ଏବଂ ଭି କେ ପାଣ୍ଡିଆନ ଙ୍କ ଜାଣତରେ ସବୁ ଚାଲିଥିବ ଆଉ ପାଣ୍ଡିଆନ କିଛି ତାମିଲ ନାଡୁ ନେଇ ଯାଇଥିବ

  • @rautrayapat6822
    @rautrayapat68227 ай бұрын

    ଏହା ଚୁପ୍ ସୈତାନ୍ ର ଲକ୍ଷଣ।

  • @khirodhota1440
    @khirodhota14407 ай бұрын

    ଅନୀଲ ବିଶ୍ଵାଳ କୁ ପଚାରେ କିଏ ଯେଉଁଠି ସାହା ଆସି ନବୀନ ଙ୍କ ସଚିବ କୁ ଦେଖା କରୁଛନ୍ତି ।

  • @Skgbul470
    @Skgbul4707 ай бұрын

    ବିଧାନ ସଭା ସାମ୍ନାରେ ଗଟେ VIP ଦେଶୀ ଆଉ ବିଦେଶୀ ଦୋକାନ ଖୋଲା ଯାଉ ,

  • @bhubananandamishra7480
    @bhubananandamishra74807 ай бұрын

    ଆପଣଙ୍କ ମତାମତ ସହ ସମ୍ପୂର୍ଣ ସହମତ. ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ.

  • @nrushinghnathsahu1630
    @nrushinghnathsahu16307 ай бұрын

    ଶିଳ୍ପ କଥା ଛାଡ଼ନ୍ତୁ, କ୍ଷୀର ଶୀତଳୀକରଣ କେନ୍ଦ୍ର ଅଛି କି ନାହିଁ ସନ୍ଦେହ.

  • @prafullaojha8242
    @prafullaojha82427 ай бұрын

    ଆମ ଓଡିଶା ନବୀନ ମଦୁଆ ଓଡିଶା 😆😆😆😆

  • @trilochanpatnaik6321
    @trilochanpatnaik63217 ай бұрын

    ମଦ ଭାଟି ଟଙ୍କା ବିଷୟରେ ନବୀନ ପଟ୍ଟନାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ମନ୍ତ୍ରୀ ମାନେ ଓ ମୁଖପାତ୍ର ମାନେ ନୀରବ ଏଇଥି ପାଇଁ ଯେ ସେମାନେ ଭାବୁ ଛନ୍ତି ଏହି ଘଟଣାଟି ନମ୍ବର ୱାନ status ପାଇବ ନା ନାହିଁ? 5T ଅଧକ୍ଷ ଙ୍କ ଠାରୁ ଉତ୍ତର ପାଇଲେ ବୋଧେ ପାଟି ଖୋଲିବେ। ମଦ factory ଉଦ୍ଘାଟନ କରିବାରେ ତ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହେଇ ସାରିଛନ୍ତି। ଇଏ ଓଡ଼ିଶାକୁ ମଦ ମୁକ୍ତ ରାଜ୍ୟ କରିବାକୁ ଯେଉଁ ମାନେ ଭୁକୁ ଛନ୍ତି ସେମାନଙ୍କ ଭୁକିବା ଶବ୍ଦ ଏ ରାଜନୀତି ର allsisian ମାନଙ୍କ କାନରେ କଣ କେବେ ପଡିବ?

  • @ratnakarbadatya6870
    @ratnakarbadatya68707 ай бұрын

    Nabin pattnyak sasana gadire rahi andha hoigaleni Tanku au kichi dekhajauni Binasa kale biparita budhi

  • @ashwinisahu6584
    @ashwinisahu65847 ай бұрын

    Sabu chora sarkar

  • @prakash.donk.p7215
    @prakash.donk.p72157 ай бұрын

    ଅସଲି ଖଳନାୟକ ନବୀନ ପଟ୍ଟନାୟକ। ପାଣ୍ଡିଆନ୍ ଚୋର😡😡😡😡😡😡

  • @madanmohanswain1087
    @madanmohanswain10877 ай бұрын

    ନବୀନ ବାବୁ ଜଣେ ବିଶ୍ୱସ୍ତରୀୟ ମୁଖ୍ୟମନ୍ତ୍ରୀ, ତେଣୁ ଅନ୍ୟ କେହି ମୁଖ୍ୟ ମନ୍ତ୍ରୀ ନକଲେ ମଧ୍ଯ ସେ ଅନେକ ମଦ କାରଖାନା ଉଦଘାଟନ କରି ଅନେକ ନିଯୁକ୍ତି ସୃଷ୍ଟି କରିପାରିଛନ୍ତି, ମଦ ପ୍ରତି ଓଡ଼ିଆ ବେକାରୀଙ୍କ ଭଲ ପାଇବା ସୃଷ୍ଟି କରି ଓଡ଼ିଶାରେ ମଦର ବନ୍ୟା ସୃଷ୍ଟି କରି ପାରିଛନ୍ତି, ଓଡ଼ିଶାରେ ଅନେକ ଦାଦନ ତିଆରି କାରଖାନା ସୃଷ୍ଟି କରିପାରିଛନ୍ତି, ସେ ପରା଼ ଜଗନ୍ନାଥଙ୍କ ପରମ ଭକ୍ତ, ଜୟ ଜଗନ୍ନାଥ,

  • @kabitasahoo8385
    @kabitasahoo83857 ай бұрын

    " Adharma bita bade bahuta gala bele jaye mula sahita." God bless all. 🙏

  • @SangramSinghSamant
    @SangramSinghSamant7 ай бұрын

    ଏହା ଏବେ ସ୍ପଷ୍ଟ ହୋଇଛି ଯେ ଆମର ସିଏମ୍ ଏବଂ ସରକାର। ମଦ ବ୍ୟବସାୟର ଅଭିବୃଦ୍ଧିକୁ ପ୍ରୋତ୍ସାହନ ଏବଂ ଆକର୍ଷଣୀୟ କରିବା। 24 ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳ ଭଲ ଭାବେ ଜାଣିଛନ୍ତି ଯେ ଯଦି ଲୋକମାନେ ମଦ ପିଇ ଶୋଇଥାନ୍ତି, ତେବେ ବିକାଶର ଆବଶ୍ୟକତା କାହିଁକି? ତା'ପରେ ଏବେ ଏହି ନୂତନ ନବୀନ୍ ଓଦିଶା ପରିକଳ୍ପନା ସୃଷ୍ଟି ହୋଇଛି।

  • @bulusethy9220
    @bulusethy92207 ай бұрын

    ❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @sarbeswarmishra6695
    @sarbeswarmishra66957 ай бұрын

    Your. Word. Is. Perfacr. True. Thank. You. Sur

  • @laxmidharapanda6086
    @laxmidharapanda60867 ай бұрын

    ଓଡ଼ିଶାରେ ବେବିନା ମାଧବୀଲତା କୁନ୍ଦୁଲି ପୀଡିତା ପରୀ ମମିତା ଇତ୍ୟାଦି ଘଟଣା କିଛିଦିନ ଚଞ୍ଚଲ୍ୟ ସୃଷ୍ଟିକରି ଶେଷରେ ଲୋକଙ୍କ ମନରୁ ଲିଭିଯାଇଛି ! ଏକଥା ନବୀନବାବୁ ଭଲଭାବେ ଜାଣିଛନ୍ତି ! ତେଣୁ ଏବେ ମଦଭାଟିରୁ ଟଙ୍କା ଜବତ ଘଟଣା ମଧ୍ୟ କିଛିଦିନପରେ ଶୂନ୍ୟେ ଶୂନ୍ୟେ ମିଳାଇଯିବ ! ତେଣୁ ଟିକେ ନିରବରହି ନଇଁପଡିଲେ ବାତ୍ୟା ଉପରେ ଉପରେ ଚାଲିଯିବ ! ସହଜେ ନବୀନବାବୁଙ୍କ ମୁଣ୍ଡଉପରେ ମୋଦିଙ୍କ ଛତା ରହିଛି !

  • @rajeshbeheraoo
    @rajeshbeheraoo7 ай бұрын

    ଓଡ଼ିଶା ଗରିବ ରାଜ୍ୟ ଚୁପ୍ ରୋହିବେନି ଇଲେକ୍ସନ ରେ କଣ ଖାଇବୁ ପିଇବୁ 2024 ରେ

  • @brajakishorepadhi4022
    @brajakishorepadhi40227 ай бұрын

    Naveen pattanyak ra mauna munha .. Bhadra chora ra lakhyan..

  • @jashobantanpanda3127

    @jashobantanpanda3127

    7 ай бұрын

    Right

  • @akshayakumarnayak492
    @akshayakumarnayak4927 ай бұрын

    Good.analyis.thank.your.boldness

  • @bijayapujari5078
    @bijayapujari50787 ай бұрын

    very nice true

  • @radhakrishnaram1901
    @radhakrishnaram19017 ай бұрын

    EXCELLENT. THANKS TO NIRVAYA

  • @user-kt9nv9fd5j
    @user-kt9nv9fd5j7 ай бұрын

    Achintya Biswal : Sir I am a great fian of ur Nirbhya Gumara Katha. As our CM is regular consumer of liquor he knows very well the importance of opening large number of liquor factories in our sate. He always targets two birds in one stone. Firstly, by opening liquor factories he collects huge party funds. Secondly he takes credit and creates an impression among people of Odisha that due to him large number of industries are coming up to cater various services to the unemployed youth of our state.

  • @srinibasswain1143
    @srinibasswain11437 ай бұрын

    Odisha mada re bhasiba... Dadan... Chicken, wine, 500 / at the time of election's. This is the world class development of Odisha.!!

  • @saratkumarswain9496
    @saratkumarswain94967 ай бұрын

    ମଦ ବିପ୍ଳବ ନୁହେଁ ବରଂ ମଦ ବନ୍ୟା

  • @niranjansahoo5866
    @niranjansahoo58667 ай бұрын

    Very good analysis

  • @ranjitdasdas8617
    @ranjitdasdas86177 ай бұрын

    Sir namaskar excellent episode..

  • @pradeepkumarpanda732
    @pradeepkumarpanda7327 ай бұрын

    ଓଡ଼ିଶାର ଦୁର୍ଭାଗ୍ୟ

  • @RanjanKumar-mx1ki
    @RanjanKumar-mx1ki7 ай бұрын

    ସେ ଯାହାବି ହେଉ ସୁଉଚ ଓ ଶକ୍ତ ପାଚେରୀ ସମ୍ପୂର୍ଣ ସଂସଦ ଭବନ ପାଇଁ ଅତି ଆବଶ୍ୟକ

  • @pabitranath5075

    @pabitranath5075

    7 ай бұрын

    Choro katha bulauchu

  • @jagannathpanigrahi5286
    @jagannathpanigrahi52867 ай бұрын

    ଜୟ ଶ୍ରୀଜଗନ୍ନାଥ। Welcome NIRBHAY.

  • @manojkumarsaint7803
    @manojkumarsaint78037 ай бұрын

    Jay Shree Jagannath

  • @basantapattnaik7812
    @basantapattnaik78127 ай бұрын

    ସାର ପ୍ରଣାମ 🙏🌹

  • @gajendranathjena356
    @gajendranathjena3567 ай бұрын

    ବହୁତ ବହୁତ ଧନ୍ୟବାଦ ଆଜ୍ଞା🎉❤😅

  • @pro.stax.gamer263
    @pro.stax.gamer2637 ай бұрын

    😊you are 100 percent right

  • @GaneshJena-mr1hf
    @GaneshJena-mr1hf7 ай бұрын

    Silent is best police of Bjd leader.thanks Sir.

  • @rajaryannayak189
    @rajaryannayak1897 ай бұрын

    Dhanyabsd

  • @rabindramahapatra8339
    @rabindramahapatra83397 ай бұрын

    Right sir

  • @hemantakumarpradhan6145
    @hemantakumarpradhan61457 ай бұрын

    Jai jaganath: you are right sir

  • @rajsatapathy1219
    @rajsatapathy12197 ай бұрын

    Sir Namaskar Every Panchayat Available Contry Liquor SHOP in ODISHA.

  • @kshetrabasidas9682
    @kshetrabasidas96827 ай бұрын

    Right sir👌👌

  • @ManojKumarSabata-tj5hz
    @ManojKumarSabata-tj5hz7 ай бұрын

    Like this website vare nice turt fact good command

  • @drtusharranjanmishra3810
    @drtusharranjanmishra38107 ай бұрын

    Sir a😮s u said it i😢s absolutely right

  • @radhamadhabmishra2750
    @radhamadhabmishra27507 ай бұрын

    ,ଅନୁଧ୍ୟାନ କରୁଥିବେ କିଛିଦିନ ହେଲେ ପାଡୁଂ ବାବୁ କାଇଁ ଦୃଶ୍ୟମାନ ହେଉନାହାନ୍ତି ଟିକେ ଆଲୋଚନା କରିବେକି?

  • @swarajkumarbej3768

    @swarajkumarbej3768

    7 ай бұрын

    ଆଉ କିଛିଦିନ ପରେ ତା'ର ବ୍ୟାଣ୍ଡ୍ ବାଜିବ। ଅପେକ୍ଷା କରନ୍ତୁ।

  • @roshnimohapatra2797
    @roshnimohapatra27977 ай бұрын

    ଜୟ ଶ୍ରୀ ଜଗନ୍ନାଥ 🙏 କଥାରେ ଅଛି "ନିରବତା ହିଁ, ସମ୍ମତି ର ଲକ୍ଷ୍ଲୁଣ"ଆଜିର ମୁଖିଆ ସେହି ଭାଡ଼ି ର ପାରା ସେ ମଦ factory ର inauguration ନ କରିବେ ତ କରିବ କିଏ? ଛି ଛି ଛି ରେ କ୍ଷମତା ଲୋଭି ଅମଣିଷ ନେତା........ ଆମେ ଜାଣିଚୁ ମନ୍ଦିର ଗଢ଼ିଲେ ନାଁ ପଡ଼େ ଆଉ ବାଟରେ ଡ୍ୟlସ୍ କଲେ ବି ନାଁ ପଡ଼େ ତେଣୁ ସ୍ଵର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ପରିଶ୍ରମ ତଥା ଅବଦାନ ରେ ଗଢ଼ା ଯାଇଥିବା ଦଳର କି ବିକୃତ ଚିତ୍ର ଏବେ ଲୋକଲୋଚନକୁ ନ ଆସୁଛି ସତେ? ତାଛଡ଼ା ଓଡ଼ିଶା ପରି ଶାନ୍ତି ପ୍ରିୟ ରାଜ୍ୟ ର ଯୁବପିଢ଼ି ଧିରେ ଧିରେ ମାଲ୍ ପାଣିର ଭକ୍ତ ହେଇ ନିଜ ଜୀବନକୁ ମାଟି କରିଦେଉଛନ୍ତି

  • @sureshakumarnayak7953
    @sureshakumarnayak79537 ай бұрын

    Best channel

  • @pramodjena2534
    @pramodjena25347 ай бұрын

    Nabin patnaik has transform this innocent and poor state into drunkard peoples state

  • @gyanendrasahoo3318
    @gyanendrasahoo33187 ай бұрын

    ATI behia nirlaja cm hele ama Odisha Ra nabin patanaik

  • @chandikaprasadmohanty9313
    @chandikaprasadmohanty93137 ай бұрын

    ଇଏ ଆମ No.1 ମୁଖ୍ୟମନ୍ତ୍ରୀ ଦେଶର I

  • @tirtharajpanda7237
    @tirtharajpanda72377 ай бұрын

    Odisha ku ebe DesiMada Bharasa !!! No Comments !!!

  • @prasannakumarmoharana6062
    @prasannakumarmoharana60627 ай бұрын

    Such a C M is to answer real voter. . Power greedy are to be restricted from nomination for M LA and MP

  • @pankajrohidas4236
    @pankajrohidas42367 ай бұрын

    Right

  • @rasanandasahoo1585
    @rasanandasahoo15857 ай бұрын

    ପ୍ରଣାମ୍ ସାର୍ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ

  • @tanamaypradhan4203
    @tanamaypradhan42037 ай бұрын

    Dear sir namaskar, madua hi madua nk sangare thanti ama mukhya mantri sehitharu udghatan sia karinathante kn apan karithante ?

  • @ranjandey5654
    @ranjandey56547 ай бұрын

    Very good speech

  • @gobindachandramarndi9561
    @gobindachandramarndi95617 ай бұрын

    BJP and BJD tactfully managing black money issue by diverting the attaintion of Congress Party. The issue of Parliament Security is one of that tactics.

  • @AshokPanda-qt4qn
    @AshokPanda-qt4qn7 ай бұрын

    Jai Jagannath 🙏

  • @jagannathpanigrahi5286
    @jagannathpanigrahi52867 ай бұрын

    ଭାଇ କଂଗ୍ରେସ ଅଲାଜୁକ ଅଦରକାରୀ ଦଳ କଂଗ୍ରେସ ରେ ଥିବା ଲୋକଙ୍କୁ କ'ଣ ଲାଗୁଛି କେଜାଣି, ମୋତେ କିନ୍ତୁ ଲତା ଲାଗୁଛି । ଆମେ ସ୍ଵାଧୀନତା ଆଣିଥିଲୁ ବୋଲି ରାହୁଲଖାଁଗାନ୍ଧି କହିଛନ୍ତି। ଏହାତ କଂଗ୍ରେସ (ଆଇ) ପୁଣି କୋଉ ଉଦ୍ଦେଶ୍ୟରେ retired IAS ମାନେ ସେଥିରେ ପସି ଯାଉଛନ୍ତି କେଉଁ ଆଶାରେ। ଏହି ଦଳ ଏକ ଘରୋଇ ଦଳ ଏହା ଭାରତରୁ ଲିଭି ଜିଵା ଦରକାର୍

  • @GaurangPradhan-bl7nm
    @GaurangPradhan-bl7nm7 ай бұрын

    ଜୟ ଜଗନ୍ନାଥ

  • @kastucharansahu6656
    @kastucharansahu66567 ай бұрын

    ମୁହଁରେ ଛେପପକାଇଲେ ମଧ୍ଯ କମ୍ ହେବ, ଅପାରଗ ମୁଖ୍ଯମନ୍ତ୍ରୀଙ୍କୁ

  • @smitamishra9554
    @smitamishra95547 ай бұрын

    Apananku asesha dhanyabad ei gumarakatha kholithibaru

  • @manojkumarnayak5949
    @manojkumarnayak59497 ай бұрын

    Jay Jagannath swamy bless all people s lives in odisha Bande Utkal Janani ଓଡ଼ିଆ ଙ୍କ ମନ ମଦ ମୁକ୍ତ ପାଇଁ ଜୟ ଜଗନ୍ନାଥ ଙ୍କ କୃପା ହେଉ ଓଡ଼ିଆଙ୍କ ମୁଖ୍ୟ ଜୟ ଜଗନ୍ନାଥ ସ୍ୱାମୀ କିଛି କରନ୍ତୁ ରକ୍ଷକ ଭକ୍ଷକ ସାଜିଲା ଏବେ ବେଲ ଆସିଲା ସବୁ ଓଡ଼ିଆ ଙ୍କୁ ଜୟ ଜଗନ୍ନାଥ ଭରସା ବିଶ୍ୱାସ ରେ ଦିନ କଟୁଥାଉ ହେ ମହା ବାହୁ ଜୟ ଜଗନ୍ନାଥ ସ୍ୱାମୀ 🙏

  • @sibasismohanty7224
    @sibasismohanty72247 ай бұрын

    It's High Time people of odisha should act.

  • @tirtharajpanda7237
    @tirtharajpanda72377 ай бұрын

    Jai Jagannath

  • @kabitasahoo8385
    @kabitasahoo83857 ай бұрын

    🙏👍❤️

  • @MIS_Training
    @MIS_Training7 ай бұрын

    These national media is paid well

  • @manjupravamishra8000
    @manjupravamishra80007 ай бұрын

    ଜୟ ଶ୍ରୀ ଜଗନ୍ନାଥ 🙏।

  • @deepakkar7551
    @deepakkar75517 ай бұрын

    Sir udghatana karibene kemite ethipa khoda mukhyamantre madua etata tanka pain eka mahana abasar.

  • @pratiharpradhan1305
    @pratiharpradhan13057 ай бұрын

    thank you sir

  • @santoshpurohit8540
    @santoshpurohit85407 ай бұрын

    🙏....# KALAHANDI pura BEKAR heba upare sir😞

  • @satishchandrabehera7291
    @satishchandrabehera72917 ай бұрын

    ମାରା ପଡ଼ିଗଲେ ନବୀନ ପଟ୍ଟନାୟକ।! ଦେଖି ନବୀନ ଓଡ଼ିଶାର ଟଙ୍କା କୁହୁକ।। ଜ଼ୟ ଜଗନ୍ନାଥ!!!

  • @prasantaroutraya4952
    @prasantaroutraya49527 ай бұрын

    Logically assessed.

  • @gangadharnandi1724
    @gangadharnandi17247 ай бұрын

    Thanks sir. Your thuoght is very meaning full. Your explanation about government of odisa is very nice. It is very bad for youth of our state. Much more thanks to you.

  • @purnachandrasahoo3361
    @purnachandrasahoo33617 ай бұрын

    💜💜💜💜💜

  • @chiranjibapanigrahi9091
    @chiranjibapanigrahi90917 ай бұрын

    ରାଜ୍ୟରେ ଯେପରି ବହୁଳ ମାତ୍ରାରେ ମଦ ପ୍ରସାର ହେବ ସେଥିପାଇଁ ପୁରସ୍କାର ଯୋଜନା କରା ଯାଇଥିଲା କିନ୍ତୁ ତାହା ହେଲାନାହିଁ ,ଯଦି ହୋଇଥାନ୍ତା 350କୋଟି ଟପି 1000କୋଟି ହୋଇଥାନ୍ତା ନବୀନ ପଟ୍ଟନାୟକ ସାରା ପରିବାର 450କୋଟି ମଦ ମତାଲ ହୋଇଥାନ୍ତା

  • @harischandrapadhi2402
    @harischandrapadhi24027 ай бұрын

    Only 33% ,it should 100 % Then no one cross our no 1 record.

  • @gokulanandadas4048
    @gokulanandadas40487 ай бұрын

    Swami-Stree samparka

  • @purnachandrasahoo3361
    @purnachandrasahoo33617 ай бұрын

    NAVIN MADHUA 💜🤎💚🖤💙💙💗🧡🤍💖💛

  • @sushantadas2518
    @sushantadas25187 ай бұрын

  • @brajabandhusahoo6043
    @brajabandhusahoo60437 ай бұрын

    ପ୍ରଣାମ ଆଜ୍ଞା.

  • @parsuramsahoo7509
    @parsuramsahoo75097 ай бұрын

    Sir,aaapanakebenirapakhyanuhanty,,jenusansadapaasdelesekan,samastankusahajarepassdeiparibe,sekahonkai,girafnahabasebosayarechintaakaribadarkar,sansada,passbikrikarinahantita,jayjagannath,maamahalaxmi,namastute,🎉

  • @bibhumusictv691
    @bibhumusictv6917 ай бұрын

    Jay jagannath Jay jagannath

Келесі